ପାଟଣାଗଡ଼ : ଖପ୍ରଖୋଲ ଗନ୍ଧମାର୍ଦ୍ଦନ ପର୍ବତରେ ମାଓ କ୍ୟାମ୍ପ ଠାବ ହୋଇଥିବା ଜଣାପଡ଼ିଛି। କମ୍ବିଂ ଅପରେସନ ବେଳେ ସିଆରପିଏଫ ଜବାନଙ୍କ ଦ୍ୱାରା ଏହି ମାଓ କ୍ୟାମ୍ପ ଠାବ ହୋଇଛି। ସୂଚନା ଅନୁଯାୟୀ, ମାଓ କ୍ୟାମ୍ପରୁ ବିପୁଳ ମାଓ ସାମଗ୍ରୀ ମଧ୍ୟ ଯବାନମାନେ ଜବତ କରିଛନ୍ତି।
ଗନ୍ଧମାର୍ଦ୍ଦନ ପର୍ବତରେ ମାଓ କ୍ୟାମ୍ପ ଠାବ
Popular Categories



