www.samajalive.in
Saturday, December 6, 2025
17.1 C
Bhubaneswar

ଇନ୍ଦିରା ଆବାସକୁ ନେଇ ଗଣ୍ଡଗୋଳ; ୫ ଆହତ

ସୋର : ଇନ୍ଦିରା ଆବାସ ନିର୍ମାଣ ଓ ଜମିବାଡ଼ି ଭାଗବାଣ୍ଟରାକୁ ନେଇ ଗଣ୍ଡଗୋଳ ହେବାରୁ ୫ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣ ଗୁରୁତର ହୋଇଥିବାରୁ ତାଙ୍କୁ ସୋର ମେଡ଼ିକାଲରୁ ବାଲେଶ୍ୱର ସ୍ଥାନାନ୍ତରିତ କରାଯାଇଛି। ଗୁରୁତର ମାନେ ହେଲେ ମହୁମୁହାଣ ଗ୍ରାମର ସଞ୍ଜୟ ନାୟକ, ଅଦୟ ନାୟକ, ଘରର ବୋହୂ ରଞ୍ଜୁବାଳା ପ୍ରଧାନ। ଘଟଣାରେ ସମ୍ପୃକ୍ତ ୨ ଅଭିଯୁକ୍ତକୁ ପୁଲିସ ଅଟକ ରଖି ପରେ ଛାଡ଼ି ଦେଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ , ସୋର ଥାନା ଡ଼ିଗିଭଅଁରା ଗ୍ରାମରେ ଗୋଟିଏ ପରିବାରର ଇନ୍ଦିରା ଆବାସ ଓ ଜମିବାଡ଼ି ଭାଗବଣ୍ଟରାକୁ ନେଇ ମାରପିଟ ହୋଇଥିଲା। ଏଥିରେ ପରିବାରର ପାଞ୍ଚ ଜଣ ଆହତ ହୋଇଥିଲେ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories