ପବିତ୍ର କାର୍ତ୍ତିକ ବ୍ରତ ଆରମ୍ଭ

ପୁରୀ : ସୋମବାର ଠାରୁ ପବିତ୍ର କାର୍ତ୍ତିକ ବ୍ରତ ଆରମ୍ଭ ହୋଇଛି। ଏଥିପାଇଁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି। ପଞ୍ଚୁକ ପାଞ୍ଚ ଦିନରେ ଶ୍ରୀଜିଉ ଭିନ୍ନ ଭିନ୍ନ ବେଶରେ ଦର୍ଶନ ଦେଇଥାଆନ୍ତି। ଏହି…
Read More...

ବିଷ ପିଇ ଚାଷୀ ମୃତ

କୋରାପୁଟ : କୋରାପୁଟ ଜିଲା ପଟାଙ୍ଗି ଥାନା ଅନ୍ତର୍ଗତ ମାଳିଗୁଡ଼ା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ଲୁକୁନାଥ ପାଙ୍ଗି (୫୭)। ସୂଚନା ଅନୁଯାୟୀ, ଶନିବାର…
Read More...

ଅସୁସ୍ଥ ହାତୀର ମୃତ୍ୟୁ

ଚୌଦ୍ୱାର : କଟକ ବନଖଣ୍ଡ ଡ଼ାଲିଯୋଡ଼ା ରେଞ୍ଜ ନିକଟରେ ଥିବା ଏକ ଗାଁର ବିଲରେ ଶନିବାର ଦିନ ଏକ ଦନ୍ତା ହାତୀ ଅସୁସ୍ଥ ଅବସ୍ଥାରେ ପଡ଼ିଥିଲା। ରବିବାର ସକାଳେ ତା’ର ମୃତ୍ୟୁ ଘଟିଛି। ଏସିଏଫ ଶରତ କୁମାର ସାହୁଙ୍କ ଠାରୁ ଏହି…
Read More...

ଜିଲ୍ଲାପାଳ ଦେଲେ ସ୍ୱଚ୍ଛତାର ବାର୍ତ୍ତା

ଖୁଣ୍ଟା :ମୟୁରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ରବିବାର ଭୋର ସମୟରେ ହଠାତ ପହଞ୍ଚି ଖୁଣ୍ଟା ବଜାରରେ ସଫେଇ କରିଥିଲେ। ଆବର୍ଜନା ପକାଇବା ପାଇଁ ନୂତନ ଭାବେ ସ୍ଥାପିତ ହୋଇଥିବା ଜୈବିକ ଓ ଅଜୈବିକ ଆବର୍ଜନା କୁଣ୍ଡ ବ୍ୟବହାର…
Read More...

ଟ୍ରଲର ଓ ଟ୍ୟାଙ୍କର ଯାନ୍ତ୍ରିକ ତ୍ରୁଟି ଯୋଗୁ ରାସ୍ତା ବନ୍ଦ

ଲକ୍ଷ୍ମୀପୁର : କୋରାପୁଟ – ରାୟଗଡ଼ା ରାସ୍ତାର ଗୁମ୍ମା ଘାଟିରେ ଏକ ଟ୍ରଲର ଓ ଏକ କେମିକାଲ ଟ୍ୟାଙ୍କର ଯାନ୍ତ୍ରିକ ତ୍ରୁଟି କାରଣରୁ ଏହା ରାସ୍ତା ମଝିରେ ଅଟକି ରହିଛି। ଫଳରେ ଉଭୟ ପାଶ୍ୱର୍ରେ ଶହ ଶହ ଗାଡ଼ି ଅଟକି ରହିଛି।…
Read More...

ବାଲି ଖାଦାନରେ ଚଢାଉ

ଜଳେଶ୍ୱର : ମହମ୍ମଦନଗରପାଟଣାରେ ବେଆଇନ ବାଲି ଖାଦାନରେ ଚଢଉ କରାଯାଇଛି। ତହସିଲଦାରଙ୍କ ନେତୃତ୍ୱରେ ଏହି ଚଢଉ କରାଯାଇଛି। ବାରଣ ଥିବା ସ୍ୱାମ୍ପ୍‍ ପମ୍ପରେ ବାଲି ଉତ୍ତୋଳନ ଅଭିଯୋଗରେ ଏହି ଚଢଉ କରାଯାଇଥିଲା। ଏଥିରେ ୫ଟି…
Read More...

ବାର୍‍ହା ଆକ୍ରମଣରେ ଜଣେ ଗୁରୁତର

ଭଞ୍ଜନଗର : ବାର୍‍ହା ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି। ୪ ରୁ ୫ଟି ଜଙ୍ଗଲୀ ବାର୍‍ହା ତାଙ୍କୁ ଏକତ୍ର ଆକ୍ରମଣ କରିଥିବା ସୂଚନା ମିଳିଛି। ଏହି ଆକ୍ରମଣ କାରଣରୁ ସେ ଗୁରୁତର ହୋଇଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ଭଞ୍ଜନଗର…
Read More...

ମାଓ ବିରୋଧୀ ପୋଷ୍ଟର

ରାୟଗଡ଼ା : ମୁନିଗୁଡ଼ା ବସ୍‍ଷ୍ଟାଣ୍ଡ ଏବଂ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କାନ୍ଥରେ ମାଓ ବିରୋଧୀ ପୋଷ୍ଟର ଲାଗିଛି।  ଦୁଇଟି ପୃଥକ ସ୍ଥାନରେ ଲାଗିଥିବା ଏହି ପୋଷ୍ଟର ଗୁଡ଼ିକରେ ମାଓବାଦୀଙ୍କ କାର୍ଯ୍ୟକଳାପ ଓ…
Read More...

ମେଡ଼ିକାଲ ଛାତରୁ ପଡ଼ି ରୋଗୀ ମୃତ, କାରଣ ଅସ୍ପଷ୍ଟ

ଢେଙ୍କାନାଳ : ରବିବାର ସକାଳେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟର ଚାରି ତାଲାରୁ ପଡ଼ିଯିବାରୁ ଜଣେ ରୋଗୀଙ୍କର ମୃତ୍ୟୁ ଘଟିଛି। ମୃତ ରୋଗୀଜଣକ ହେଉଛନ୍ତି ଭାପୁର ଫାଣ୍ଡି ଅନ୍ତର୍ଗତ ହରିଡ଼ାପଶି ଗ୍ରାମର ଟୁକୁଲି ଭୋଳା (୩୫)।…
Read More...

କେନ୍ଦ୍ରାପଡ଼ାରେ ଟ୍ରିପଲ୍‍ ମର୍ଡ଼ର

ପାଟରକୁରା : କେନ୍ଦ୍ରାପଡ଼ା ଜିଲା ପାଟକୁରା ଥାନା ଅନ୍ତର୍ଗତ ମଧୁସୂଦନପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକ ମଦ ପିଇ ପରିବାର ଲୋକଙ୍କୁ ଆକ୍ରମଣ କରିବା ସହ ୩ ଜଣଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।…
Read More...

ଅପରୂପ ସୌନ୍ଦର୍ଯ୍ୟ ଭରା ଅପର କୋଲାବ ଜଳଭଣ୍ଡାର

କୋରାପୁଟ ଜିଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ମଧ୍ୟରୁ ଅପର କୋଲାବ ଡ଼୍ୟାମ ଓ ଜଳଭଣ୍ଡାର ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରିଥାଏ। ପର୍ଯ୍ୟଟନ ଋତୁ ଅର୍ଥାତ ଶୀତଦିନ ଆସିଲେ ବନ୍ଧ ଅଞ୍ଚଳ ଲୋକାରଣ୍ୟ ହୋଇଉଠେ। ଜଳଭଣ୍ଡାରର ଦୁଇ…
Read More...

ପେଟରେ ଯନ୍ତ୍ରଣା ହେଉଛି କି ? ଆପଣାନ୍ତୁ ଏହି ଉପାୟ

ବହୁ ସମୟରେ ପେଟରେ ଯନ୍ତ୍ରଣା ଅନୁଭବ ହୋଇଥାଏ। ପେଟ ଜନିତ ସମସ୍ୟା, ଏସିଡ଼ିଟି ଆଦି କାରଣରୁ ପେଟରେ ଯନ୍ତ୍ରଣା ହୋଇଥାଏ। ଆମେ ଯେକୌଣସି ଖାଦ୍ୟ ଖାଉ, ତାହାର ପ୍ରଭାବ ସିଧାସଳଖ ଆମ ପାଚନ ତନ୍ତ୍ର ଉପରେ ପଡ଼ିଥାଏ। ତେଣୁ…
Read More...

ଋୁଦ୍ରାକ୍ଷ ଧାରଣ କରିବାର ନିୟମ ଓ କାରଣ

ରୁଦ୍ରାକ୍ଷ ଏପରି ଏକ ବସ୍ତୁ ଯାହାକୁ ରୁଦ୍ରଙ୍କ ଅଂଶ ବୋଲି କୁହାଯାଇଥାଏ। ଶାସ୍ତ୍ରରେ ମାନ୍ୟତା ରହିଛି ଯେ, ରୁଦ୍ରାକ୍ଷର ଉତ୍ପତ୍ତି ଭଗବାନ ଶିବଙ୍କ ଅଶ୍ରୁରୁ ହୋଇଥିଲା। ଏହାକୁ ବହୁ ପ୍ରାଚୀନ କାଳରୁ ଆଭୂଷଣ ଭାବେ…
Read More...

ସ୍ୱାଦିଷ୍ଟ ଖେଚେଡ଼ି

ଆବଶ୍ୟକ ସାମଗ୍ରୀ ଅରୁଆ ଚାଉଳ – ୪୦୦ ଗ୍ରାମ ଫୁଲ କୋବି - ଅଳ୍ପ କ୍ୟାପସିକମ – ୧ଟି ତେଲ - ଆବଶ୍ୟକ ପରିମାଣରେ ମଟର ଛୁଇଁ ମଞ୍ଜି - ଆବଶ୍ୟକ ଅନୁଯାୟୀ ଆଳୁ – ୨ଟି ଧନିଆ ପତ୍ର - ଅଳ୍ପ କଟା ପିଆଜ – ୧ଟି କଟା…
Read More...

ଶ୍ରୀ ରାଧା ପାଦ ଦର୍ଶନ ପାଇଁ ସାକ୍ଷୀଗୋପାଳ ମନ୍ଦିରରେ ଭକ୍ତଙ୍କ ଭିଡ

ସୁଆଣ୍ଡୋ : ଶନିବାର ସକାଳରୁ ସାକ୍ଷୀଗୋପାଳ ମନ୍ଦିରରେ ମା’ ରାଧାରାଣୀଙ୍କ ପାଦଦର୍ଶନ ଆରମ୍ଭ ହୋଇଛି। ବାରିକେଡ୍‌ ଦେଇ ଶ୍ରଦ୍ଧାଳମାନେ ଧାଡ଼ିରେ ଯାଇ ରାଧାରାଣୀଙ୍କ ଓଡ଼ିଆଣୀ ବେଶ ଦର୍ଶନ କରୁଛନ୍ତି। ବିଳମ୍ବିତ ରାତିରୁ…
Read More...

ହାତୀ ପାଇଁ ରେଞ୍ଜରଙ୍କ ସମେତ ୬ ବନକର୍ମଚାରୀଙ୍କୁ ଆକ୍ରମଣ

ନୀଳଗିରି : ନୀଳଗିରିର ହାତିମୁଣ୍ଡା ଗାଁରେ ହାତୀ ପାଇଁ ରେଞ୍ଜରଙ୍କ ସମେତ ୬ ବନକର୍ମଚାରୀ ଗ୍ରାମବାସୀଙ୍କ ଆକ୍ରମଣରେ ଆହତ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଗତ କିଛି ଦିନ ଧରି ନୀଳଗିରି ଅଞ୍ଚଳରେ ହାତୀ ଉପଦ୍ରବ…
Read More...

ପାଳଙ୍ଗ ପନିର

ଆବଶ୍ୟକ ସାମଗ୍ରୀ ପନିର – ୩୦୦ ଗ୍ରାମ ପିଆଜ – ୧ଟି ଟମାଟୋ – ୧ଟି କଞ୍ଚା ଲଙ୍କା – ୩ଟି ଅଦା - ଆବଶ୍ୟକ ଅନୁଯାୟୀ ରସୁଣ - ଆବଶ୍ୟକ ଅନୁଯାୟୀ ଧନିଆ ପତ୍ର - ଆବଶ୍ୟକ ଅନୁଯାୟୀ ପାଳଙ୍ଗ ପତ୍ର – ୩ ବିଡ଼ା ଲୁଣ -…
Read More...

ଗୋଇଠି ଫାଟୁଛି କି ? ଆପଣାନ୍ତୁ ଏହି ଘରୋଇ ଉପାୟ

ଶୀତଦିନରେ ଚର୍ମ ଶୁଷ୍କ ହୋଇଯାଏ। ମାତ୍ର ଗୋଇଠି ଫାଟିବା ସଭିଁଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା ଅଟେ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ବିଭିନ୍ନ ପ୍ରକାରର କ୍ରିମ, ଲୋସନ ଆଦିର ବ୍ୟବହାର କରିବାକୁ ପଡ଼େ। ବହୁ ସମୟରେ ଏହାର…
Read More...

ଥାଇରଏଡ଼ ରୋଗୀମାନେ କେଉଁ ଖାଦ୍ୟ ଖାଇବା ଉଚିତ ଓ ଅନୁଚିତ

ବର୍ତ୍ତମାନର ସମୟରେ ଥାଇରଏଡ଼ ରୋଗ ସଭିଁଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା ପାଲଟିଛି। ଚିନ୍ତା,ଖାଦ୍ୟରେ ଆୟୋଡ଼ିନର ମାତ୍ରା କମ୍‍ କିମ୍ବା ଅଧିକ ହେଲେ ଥାଇରଏଡ଼ ସମସ୍ୟା ଦେଖାଯାଇଥାଏ। ଏହା ବ୍ୟତୀତ ପରିବାରର କୌଣସି ସଦସ୍ୟଙ୍କୁ…
Read More...

ଟେଷ୍ଟି ପରଟା

ଆବଶ୍ୟକ ସାମଗ୍ରୀ ଅଟା – ୨କପ ବେସନ - ୧କପ କଟା ପିଆଜ – ୧ଟି କଞ୍ଚା ଲଙ୍କା – ୨ଟି ଜୁଆଣି - ଅଳ୍ପ ଲୁଣ - ଆବଶ୍ୟକ ଅନୁଯାୟୀ ଲଙ୍କା ଗୁଣ୍ଡ - ଆବଶ୍ୟକ ଅନୁଯାୟୀ ହଳଦୀ ଗୁଣ୍ଡ - ଆବଶ୍ୟକ ଅନୁଯାୟୀ କଟା ଧନିଆ…
Read More...

ମା’ଠାରୁ ମୂଷା ଔଷଧ ଖାଇ ଶିଶୁ ମୃତ

ମୁମ୍ବାଇ : ଜୁହୁ ତାରା ରୋଡ଼୍‍ ଅନ୍ତର୍ଗତ ଶିବାଜୀ ନଗରରେ ଏକ ଅଭାବନୀୟ ଘଟଣା ଘଟିଛି। ଜନୈକ ମହିଳା ନିଜ ପୁଅକୁ ମୂଷା ଔଷଧ ଖୁଆଇ ଦେବାରୁ ପୁଅର ମୃତ୍ୟୁ ଘଟିଛି। ପୁଲିସ ସୂଚନା ଅନୁଯାୟୀ, ସୋମବାର ୩୪ ବର୍ଷୀୟ ରିନା…
Read More...

ହାତୀ ଶିକାରୀ ଗିରଫ

କଟକ : କଟକ ଜିଲା ଆଠଗଡ଼ ଅନ୍ତର୍ଗତ ବଡ଼ମ୍ବା ଥାନାର ଖଇରିପଙ୍ଗା ଗାଁରୁ ବୁଧବାର ବିଳମ୍ବିତ ରାତିରେ ଜଣେ ହାତୀ ଶିକାରୀକୁ ବନବିଭାଗ ଅଧିକାରୀମାନେ ଗିରଫ କରିଛନ୍ତି। ଦାନ୍ତ ପାଇଁ ହାତୀ ଶିକାର କରୁଥିବା ଅଭିଯୁକ୍ତ ଜଣକ…
Read More...

ଟିକେଟ ନ ମିଳିବାରୁ ଲଙ୍କାକାଣ୍ଡ

ଭୁବନେଶ୍ୱର : ହକି ବିଶ୍ୱକପ ଉଦ୍‍ଘାଟନ ଉତ୍ସବର ଟିକେଟ ନ ମିଳିବାରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଦର୍ଶକ ୯ ନମ୍ବର ଗେଟ୍‍ ପାଖ ଟିକେଟ କାଉଣ୍ଟରରେ ଭଙ୍ଗାରୁଜା କରିଛନ୍ତି। ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ…
Read More...

ଘରୋଇ ଉପାୟରେ ଏଭଳି ନିଅନ୍ତୁ ଆଖିର ଯତ୍ନ

ଆଖି ଆମ ମୁହଁର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ। ଏହାର ସୌନ୍ଦର୍ଯ୍ୟ ଆମ ମୁହଁର ସୁନ୍ଦରତାକୁ ଦୁଇ ଗୁଣିତ କରିଥାଏ। ମାତ୍ର କିଛି କାରଣରୁ ଆମେ ଏହାର ଠିକ ଭାବରେ ଯତ୍ନ ନେଇପାରୁ ନାହୁଁ। ଦୈନନ୍ଦିନ ଜୀବନର କେତେକ କାରଣ…
Read More...

ମିରିଗିସିଙ୍ଗାର ସୌନ୍ଦର୍ଯ୍ୟ

ଭ୍ରମଣ ଋତୁ ଅର୍ଥାତ ଶୀତଦିନ ଆସିବା ମାତ୍ରେ ଲୋକମାନେ ବିଭିନ୍ନ ସ୍ଥାନକୁ ଭ୍ରମଣ ପାଇଁ ଯାଇଥାଆନ୍ତି। ଓଡ଼ିଶାରେ ଥିବା ଭିନ୍ନ ଭିନ୍ନ ପର୍ଯ୍ୟଟନସ୍ଥଳୀ ମଧ୍ୟରୁ କେନ୍ଦୁଝର ଏକ ପ୍ରଧାନ ସ୍ଥାନ ଅଟେ। କେନ୍ଦୁଝର ଜିଲାର ବଡ଼ବିଲ…
Read More...

ଏହି ସମସ୍ତ ଖାଦ୍ୟକୁ ଏକତ୍ରିତ ଖାଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ

ବହୁ ସମୟରେ ଆମେ କେତେକ ଖାଦ୍ୟକୁ ଏକାଠି ଖାଇଥାଉ। କାରଣ କିଛି ଖାଦ୍ୟଦ୍ରବ୍ୟକୁ ମିଶାଇ ଖାଇଲେ ତାହା ସ୍ୱାଦିଷ୍ଟ ଲାଗିଥାଏ। ମାତ୍ର ସେହିପରି କିଛି ଖାଦ୍ୟକୁ ମିଶାଇ ଖାଇବା ଦ୍ୱାରା ଆମ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ…
Read More...

ଚିକେନ ଲଲିପପ୍‍

ଆବଶ୍ୟକ ସାମଗ୍ରୀ ଲେଗ୍‍ ପିସ୍‍ ଚିକେନ - ୪୦୦ ଗ୍ରାମ ତେଲ - ଆବଶ୍ୟକ ପରିମାଣରେ ଅଦା ରସୁଣ ବଟା – ୩ ଚାମଚ ଲଙ୍କା ଗୁଣ୍ଡ - ଆବଶ୍ୟକ ଅନୁଯାୟୀ ଲୁଣ - ଆବଶ୍ୟକ ଅନୁଯାୟୀ ଗୋଲମରିଚ ଗୁଣ୍ଡ – ୧ଚାମଚ ସୋୟା ସସ୍ – ୧…
Read More...

ପିଲାଙ୍କ ପାଇଁ ଦିନଟିଏ ‘ଶିଶୁ ଦିବସ’

ଶିଶୁ ଦିବସର ଅର୍ଥ ହେଉଛି ପିଲାଙ୍କ ପାଇଁ ଦିନଟିଏ। ପିଲାମାନେ ଦେଶର ବାସ୍ତବିକ ସମ୍ପତ୍ତି ଅଟନ୍ତି। ତେଣୁ ସେମାନଙ୍କୁ ଦେଶର ଭବିଷ୍ୟତ ବୋଲି କୁହାଯାଏ। ପିଲାମାନେ ହେଉଛନ୍ତି ବୃକ୍ଷର କଢ ସଦୃଶ। ସେମାନଙ୍କର ସଠିକ୍‍ ଯତ୍ନ…
Read More...

ପ୍ରାର୍ଥୀଙ୍କ ଅନଶନ ପ୍ରତ୍ୟାହୃତ

ବଲାଙ୍ଗୀର : ମଙ୍ଗଳବାର ସକାଳ ୧୦ ଟାରୁ ଟିଟଲାଗଡ଼ ସମବାୟ ସମିତି ସମୂହ ଉପନିବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜଣେ ପ୍ରାର୍ଥୀଙ୍କ ଆମରଣ ଅନଶନ କରିଥିଲେ। ତାହା ପରବର୍ତ୍ତୀ ସମୟରେ ପ୍ରତ୍ୟାହୃତ ହୋଇଛି । ବଲାଙ୍ଗୀର ଜିଲା…
Read More...

ମିଳିଲା ଏକ୍ସାଭେଟର , ୩ ଅଟକ

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲା କେଛୋବାହାଲରୁ ଶନିବାର ରାତିରେ ଚୋରି ହୋଇଥିବା ଏକ୍ସାଭେଟରକୁ ପୁଲିସ ଠାବ କରି ଗାନ୍ଧୀଛକ ଫାଣ୍ଡିରେ ରଖିଛି। ଲୁଟ ହୋଇଥିବା ପିକଅପ ଭ୍ୟାନ ଓ ଏକ୍ସାଭେଟର ଦ୍ୱାୟିତ୍ୱରେ ଥିବା ତିନିଜଣଙ୍କ…
Read More...

ପୁଲିସ – ଓକିଲ ବିବାଦ ମାମଲା; ଶୁଣାଣି ଆସନ୍ତା କାଲିକୁ ଘୁଞ୍ଚିଲା

କଟକ : ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କୁ ପୁଲିସ ମାଡ଼ ମାରିବା ମାମଲାର ଶୁଣାଶି ଆସନ୍ତା କାଲି ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। କ୍ରାଇମବ୍ରାଞ୍ଚ ଚାର୍ଜସିଟ୍‍ ଦାଖଲ କରି ପାରିନଥିବାରୁ ଏହି ମାମଲାର ଶୁଣାଣିକୁ…
Read More...

କୃଷକଙ୍କ ଧାରଣା

ଖୁଣ୍ଟା : ବିଭିନ୍ନ ଦାବି ନେଇ ନବନିର୍ମାଣ କୃଷକ ସଙ୍ଗଠନ ଓଡ଼ିଶା ଶାଖା ପକ୍ଷରୁ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ଦାବିଗୁଡ଼ିକ ମଧ୍ୟରେ ଧାନର ସହାୟକ ମୂଲ୍ୟ ୨୯୩୦ଟଙ୍କାକୁ ବୃଦ୍ଧି, କୃଷକମାନଙ୍କୁ…
Read More...

ସଡ଼କ ଦୁର୍ଘଟଣାରେ ୨ ମୃତ , ଜଣେ ଗୁରୁତର

ଖୋର୍ଦ୍ଧା : ଖୋର୍ଦ୍ଧା ଟାଙ୍ଗୀଥାନା ଅନ୍ତର୍ଗତ ଗୌରଚନ୍ଦ୍ରପୁର ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ସ୍କର୍ପିଓ ଗାଡ଼ି ବାଇକକୁ ଧକ୍କା ଦେବା ଫଳରେ ଦୁଇ ଜଣ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି। ମୃତକମାନେ ହେଲେ ନୟାଗଡ଼ର…
Read More...

ଏଟିଏମ ତାଡ଼ି ଲୁଟ

ଖୋର୍ଦ୍ଧା : ଖୋର୍ଦ୍ଧା ଟାଉନ୍‍ ଥାନା ତୁଳସୀପୁରରେ ଏକ ଏଟିଏମରୁ ଲୁଟ ହୋଇଛି। ରବିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି। ସୂଚନା ଅନୁଯାୟୀ ଦୁର୍ବୃତ୍ତମାନେ ଇଣ୍ଡିକେଶ ଏଟିଏମ୍‍ ଭିତରେ…
Read More...

କନ୍ଧମାଳରେ ମାଓ ପୋଷ୍ଟର

କନ୍ଧମାଳ : କନ୍ଧମାଳରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି। ରାଜ୍ୟରେ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଚାଲିଥିବା କୃଷକ ଆନ୍ଦୋଳନକୁ ସମର୍ଥନ କରି ନକ୍ସଲମାନେ କନ୍ଧମାଳ ଜିଲାର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇଛନ୍ତି। …
Read More...

ସଡ଼କ ଦୁର୍ଘଟଣାରେ ଜଣେ ମୃତ

ବାଲେଶ୍ୱର : ଶିଳ୍ପାଞ୍ଚଳ ଥାନା ବାମପଦା ଛକରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ସୋମବାର ସକାଳେ  ଏକ ଟ୍ରକ ଧକ୍କାରେ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ଯୁବତୀ ଜଣକ ନୀଳଗିରି ମିରିଗିଣିରୁ ଏକ ବାଇକରେ ବଡ଼ ଭାଇ…
Read More...

ଚନ୍ଦ୍ରଭାଗା ତେଳୁଗୁ ବସ୍ତିରେ ନାଗ ପଞ୍ଚମୀ ଉତ୍ସବ ପାଳିତ

କୋଣାର୍କ : ଚନ୍ଦ୍ରଭାଗା ତେଲୁଗୁ ବସ୍ତିରେ ନାଗ ପଞ୍ଚମୀ ଉତ୍ସବ ପାଳିତ ହୋଇଯାଇଛି। କୋଣାର୍କ - ପର୍ଯ୍ୟଟନ କ୍ଷେତ୍ର କୋଣାର୍କରୁ ୩ କିମି ଦୂରରେ ଅବସ୍ଥିତ ଏହି ବସ୍ତି ଅବସ୍ଥିତ। ପ୍ରତ୍ୟୁଷରୁ ଏହି ବସ୍ତିର ମହିଳାମାନେ ଉଇ…
Read More...

ବେଆଇନ ଖଣିରୁ ଲୁଟ

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲାର ଚାନ୍ଦନୀମାଲ ନିକଟରେ ଥିବା ଜଙ୍ଗଲରେ ଦୀର୍ଘ ଦିନରୁ ବେଆଇନ ପଥର ଖାଦାନ ଚାଲୁଥିବା ଅଭିଯୋଗ ହୋଇଛି। ପଥର ମାଫିଆ  ବଡ଼ ବଡ଼ ମେସିନ ଲଗାଇ ଖଣି ଲୁଟ କରୁଥିଲେ। ମାତ୍ର ଶନିବାର ରାତିରେ ଏଥିରେ…
Read More...

ପୋଖରୀରେ ବୁଡ଼ି ଦୁଇ ନାବାଳିକାଙ୍କ ସଲିଳ ସମାଧି

ଯାଜପୁର : ଯାଜପୁର କୁଆଖିଆ ଥାନା କୁରକୁରା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଁ ପୋଖରୀରେ ବୁଡ଼ି ଦୁଇ ଶିଶୁକନ୍ୟାଙ୍କ ମୃତ୍ୟୁ ହୋଇଛି। ଗାଧୋଇବାକୁ ଦୁଇ ଜଣ ବୁଡ଼ିଯାଇଥିବା ଅନୁମାନ କରାଯାଉଛି। ଗୁୁରୁତର ଅବସ୍ଥାରେ…
Read More...

ବସ୍‍ ଓଲଟି ୩ ମୃତ

ନବରଙ୍ଗପୁର : ଝରୀଗାଁ ବ୍ଲକ ଅନ୍ତର୍ଗତ ଚନ୍ଦାହାଣ୍ଡି ଘାଟିରେ ଏକ ସ୍କୁଲ ବସ୍‍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଚନ୍ଦାହାଣ୍ଡି ଘାଟିରୁ ବସ୍‍ଟି ଖସିପଡ଼ିଥିଲା। ଏହି ଦୁର୍ଘଟଣାରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କେତେ ଜଣ…
Read More...

କଏଦୀ ଆକ୍ରମଣରେ କଏଦୀର ମୃତ୍ୟୁ

ବାଲେଶ୍ୱର : ବାଲେଶ୍ୱର ଜେଲରେ ଜଣେ କଏଦୀର ଆକ୍ରମଣରେ ଅନ୍ୟ ଜଣେ କଏଦୀର ମୃତ୍ୟୁ ହୋଇଛି। ମୃତ କଏଦୀ ହେଲେ ରାମଚନ୍ଦ୍ର ଦାସ (୬୫)। ଶରତ ଚନ୍ଦ୍ର ଗିରି (୩୨) ନାମକ ଜଣେ କଏଦୀ ରାମଚନ୍ଦ୍ର ଦାସଙ୍କୁ ଇଟାରେ ଆକ୍ରମଣ…
Read More...

ଯୌତୁକ ପାଇଁ ହତ୍ୟା ଅଭିଯୋଗ

ଭୁବନେଶ୍ୱର : ନନ୍ଦନକାନନ ଥାନା ଅନ୍ତର୍ଗତ ଗଣ୍ଡରପୁର ଗ୍ରାମ ଅଧିନ ଗୋକନପୁର ସାହିରେ ଏକ ଅଭାବନୀୟ ଘଟଣା ଘଟିଛି । ପୋଡ଼ି ଯାଇଥିବା ଅବସ୍ଥାରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳାଙ୍କ ନାମ ରଶ୍ମିରେଖା…
Read More...

ଗ୍ୟାସ୍‍ ସିଲିଣ୍ଡର ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ, ୩ ଗୁରୁତର

ବୌଦ୍ଧ : ଖୋର୍ଦ୍ଧା – ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ମାଧପୁର ଛକ ନିକଟସ୍ଥ ଯୋଗୀ ପଥର ଠାରେ ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ ଖସିପଡ଼ିଛି। ବୌଦ୍ଧ ଜିଲା ପୁରୁଣା କଟକ ଥାନା ଅଞ୍ଚଳରେ ଶନିବାର ବିଳମ୍ବିତ ରାତିରେ ଏହି…
Read More...

କୋଇଲି ଘୁଘର ଜଳପ୍ରପାତ

ଝାରସୁଗୁଡ଼ାର ସବୁଜ ଶ୍ୟାମଳ ଭରା ପ୍ରାକୃତିକ ପରିବେଶରେ କୋଇଲି ଘୁଘର ଜଳପ୍ରପାତ ଅବସ୍ଥିତ। ଏହା ଏକ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ସ୍ଥାନ , ଯେଉଁଠାରେ ବର୍ଷସାରା ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ। ଏଠାକାର ଚୁଲ୍ଲୀକାଞ୍ଚ…
Read More...

ଭଗବାନଙ୍କୁ ପ୍ରାର୍ଥନା କରିବା ସମୟରେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ହିନ୍ଦୁଧର୍ମରେ ଭଗବାନଙ୍କୁ ପ୍ରାର୍ଥନା କରିବାର ବିଶେଷ ମହତ୍ୱ ରହିଛି। ଶାସ୍ତ୍ରରେ ପ୍ରତ୍ୟେକ ବ୍ୟକ୍ତିକୁ ନିୟମିତ ପ୍ରାର୍ଥନା କରିବାକୁ କୁହାଯାଇଥାଏ । ସାଧାରଣ ଭାବେ ଦେବାଦେବୀଙ୍କ ମୂର୍ତ୍ତି ସମ୍ମୁଖରେ ହାତ ଯୋଡ଼ି…
Read More...

କେଶ ପାଇଁ ଆବଶ୍ୟକ ତେଲ

କେଶରେ ତେଲ ଲଗାଇବା ଖୁବ ଲାଭଦାୟକ ଅଟେ। ଏହାଦ୍ୱାରା କେଶର ଶୁଷ୍କପଣ ଦୂର ହୋଇଥାଏ ଏବଂ କେଶମୂଳକୁ ପୋଷକ ତତ୍ତ୍ୱ ଯୋଗାଇଥାଏ। ଫଳରେ କେଶ ଉପୁଡ଼ିବା, ରୂପି ହେବା ଆଦି ବିଭିନ୍ନ ସମସ୍ୟାରୁ ମୁକ୍ତି ମିଳିଥାଏ। ଜାଣନ୍ତୁ…
Read More...

ରାତିରେ ଭାତ ଖାଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ

ନିଜର ପସନ୍ଦ ଓ ଇଚ୍ଛା ଅନୁଯାୟୀ ସଭିଏଁ ବିଭିନ୍ନ ପ୍ରକାରର ଖାଦ୍ୟ ଖାଇଥାଉ। ଭାତ ଆମର ଏକ ମୁଖ୍ୟ ଖାଦ୍ୟ ଅଟେ। ଏଥିରେ ଭିଟାମିନ ଏ ଥିବାରୁ ଏହା କାର୍ଯ୍ୟ କରିବାକୁ ଅଧିକ ଶକ୍ତି ଦେଇଥାଏ। ଦିନକୁ ଥରେ ଭାତ ଖାଇବା…
Read More...

ବ୍ରେଡ଼ କଷ୍ଟଡ଼୍‍

ଆବଶ୍ୟକ ସାମଗ୍ରୀ ପାଉଁରୁଟି – ୬ ରୁ ୭ ଖଣ୍ଡ କଷ୍ଟଡ଼୍‍ ପାଉଡ଼ର - ୩ ଚାମଚ ବଟର – ୧ ଚାମଚ ଚିନି – ୩ ଚାମଚ କ୍ଷୀର – ୧ ଲିଟରୁ ସାମାନ୍ୟ କମ୍ କାଜୁ , ପେସ୍ତା ବାଦାମ, କିସ୍‍ମିସ୍‍ - ଆବଶ୍ୟକ ପରିମାଣରେ ତେଲ –…
Read More...

କେନ୍ଦ୍ରାପଡ଼ାରେ ଡ଼େଙ୍ଗୁ ଆତଙ୍କ, ଲୋକେ ଭୟଭୀତ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ଅନ୍ତର୍ଗତ କାଳିକାପୁର ଗାଁରେ ଡ଼େଙ୍ଗୁର ଆତଙ୍କ ସୃଷ୍ଟି ହୋଇଛି। ଗାଁର ପ୍ରାୟ ୮ ଜଣ ବ୍ୟକ୍ତି ଡ଼େଙ୍ଗୁ ଜ୍ୱରରେ ପୀଡିତ ହୋଇ ଚିକିତ୍ସିତ ହେଉଛନ୍ତି। ସୂଚନା…
Read More...

ସଧବା ନାରୀଙ୍କ ପାଇଁ ସିନ୍ଦୂର ଲଗାଇବାର କାରଣ ଓ ମହତ୍ତ୍ୱ

ହିନ୍ଦୁଧର୍ମରେ ସଧବା ସ୍ତ୍ରୀମାନେ ପ୍ରତ୍ୟେକ ଦିନ ସିନ୍ଦୂର ଲଗାଇବା ଅପରିହାର୍ଯ୍ୟ ଅଟେ। ସାଧାରଣଭାବେ କହିବାକୁ ଗଲେ ମହିଳାଙ୍କ ମଥାରେ ସିନ୍ଦୂର ଲଗାଇବା ଦ୍ୱାରା ଏହାକୁ ସଧବାର ପ୍ରତୀକ ବୋଲି କୁହାଯାଇଥାଏ।…
Read More...

ଶରୀର ପାଇଁ ଶୀତଦିନ ଖରାର ଆବଶ୍ୟକତା

ସୂର୍ଯ୍ୟ କିରଣ ଶରୀର ପାଇଁ ଖୁବ ଆବଶ୍ୟକ ଅଟେ । ଶୀତଦିନରେ ଖରାରେ ରହିବାକୁ ସଭିଁଙ୍କୁ ଖୁବ ଭଲ ଲାଗେ। ଖାଲି ଭଲ ଲାଗିବା ପାଇଁ ନୁହେଁ, ଶୀତଦିନେ ଶରୀର ପାଇଁ ଖରା ଅତ୍ୟନ୍ତ ଲାଭଦାୟ ଅଟେ। ଜାଣନ୍ତୁ ଶରୀର ପାଇଁ ଶୀତଦିନେ…
Read More...

ପ୍ରକୃତି ସୌନ୍ଦର୍ଯ୍ୟର ଏକ ରୂପ ‘ସୀତାକୁଣ୍ଡ’

ମାଲକାନଗିରି ଜିଲା ଖଇରପୁଟ ବ୍ଲକ ନିକଟରେ ଅବସ୍ଥିତ ବଣ୍ଡାଘାଟି ହେଉଛି ଏକ ନିଆରା ପର୍ଯ୍ୟଟନସ୍ଥଳୀ। ବଣ୍ଡା ଜନଜାତି ଲୋକଙ୍କ ସଂସ୍କୃତି, ପରମ୍ପରା ସହ ବଣ, ପାହାଡ଼, ଝରଣା ଆଦି ପ୍ରାକୃତିକ ମନୋରମ ପରିବେଶ ମଧ୍ୟରେ…
Read More...

ମସଲା ମୁଗଡ଼ାଲି ପିଠା

ଆବଶ୍ୟକ ସାମଗ୍ରୀ ମୁଗ ଡ଼ାଲି – ୨ କପ କଞ୍ଚା ଲଙ୍କା – ୨ଟି କ୍ୟାପସିକମ – ୧ଟି ଗାଜର – ୧ଟି ଧନିଆ ପତ୍ର - ଆବଶ୍ୟକ ଅନୁଯାୟୀ ଲୁଣ - ଆବଶ୍ୟକ ଅନୁଯାୟୀ ପନିର - ଅଳ୍ପ ଅଦା ବଟା – ୩ ଚାମଚ ତେଲ - ଆବଶ୍ୟକ…
Read More...

ଏସାର ଷ୍ଟିଲ୍‍ ସମ୍ମୁଖରେ ଶ୍ରମିକଙ୍କ ଧାରଣା

ପାରାଦୀପ : ସ୍ଥାନୀୟ ଏସାର ଷ୍ଟିଲ୍‍ କାର୍ଯ୍ୟାଳୟ ସମ୍ମୁଖରେ ଶ୍ରମିକମାନେ ଧାରଣାରେ ବସିଛନ୍ତି। ଏକାଧିକ ଦାବି ପୂରଣ ପାଇଁ  ଭାରତୀୟ ଶ୍ରମିକ ସଂଘ ପୂର୍ବରୁ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବାରମ୍ବାର…
Read More...

ସଡ଼କ ଦୁର୍ଘଟଣା ଜଣେ ମୃତ, ୬ ଆହତ

କେନ୍ଦୁଝର : କେନ୍ଦୁଝର ଜିଲା ଆନନ୍ଦପୁର ଜାମୁନଣ୍ଡା ଛକ ନିକଟରେ ଗୁରୁବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଅଟୋ ସହ ଆମ୍ବୁଲାନ୍ସର ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା…
Read More...

ବାର୍‍ହା ଫାଶରେ ଭାଲୁ, ଉଦ୍ଧାର କାର୍ଯ୍ୟରେ ବନକର୍ମଚାରୀ

ନୀଳଗିରି : ବାର୍‍ହାକୁ ଧରିବା ପାଇଁ ବିଛା ଯାଇଥିବା ଜାଲରେ ଏକ ଭାଲୁ ଫଶିଯାଇଛି। ଶୁକ୍ରବାର ସକାଳେ ନୀଳଗିରି କାଠଗୋଛି ସଂରକ୍ଷିତ ଜଙ୍ଗଲରେ ଘଟିଛି ଏହି ଘଟଣା। ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲରୁ ବାହାରି ଆସିଥିବା ଏହି…
Read More...

ଭଗବାନଙ୍କ ନିକଟରେ ଏବଂ ମନୁଷ୍ୟ ଜୀବନରେ ସୁଗନ୍ଧିତ ଦ୍ରବ୍ୟର ପ୍ରଭାବ

ପୂଜାର୍ଚ୍ଚନା ସମୟରେ ସଭିଏଁ ବିଭିନ୍ନ ଦ୍ରବ୍ୟର ବ୍ୟବହାର କରିଥାଆନ୍ତି। ଏହି ଦ୍ରବ୍ୟମାନଙ୍କ ମଧ୍ୟରେ ଧୂପକାଠି, ଝୁଣା ଧୂପ ଚନ୍ଦନ, ଆଦିର ପ୍ରୟୋଗ କରିଥାଆନ୍ତି। ମାତ୍ର ଭଗବାନଙ୍କୁ ଏହା ଅର୍ପଣ କରିବାର ସ୍ୱତନ୍ତ୍ର କାରଣ…
Read More...

ଖାଦ୍ୟ ଖାଇବାର ସଠିକ୍‍ ସମୟ

ସଠିକ୍‍ ସମୟରେ ଖାଦ୍ୟ ଖାଇବା ଶରୀର ପାଇଁ ଅତ୍ୟନ୍ତ ଆବଶ୍ୟକ ଅଟେ। କାରଣ ଆମ ଖାଦ୍ୟପେୟ ସ୍ୱାସ୍ଥ୍ୟ ଉପରେ ବହୁ ପ୍ରଭାବ ପକାଇଥାଏ। ଭିନ୍ନ ଭିନ୍ନ ଖାଦ୍ୟର ପ୍ରକାର ଭେଦ ଶରୀର ପାଇଁ ଲାଭଦାୟକ ହେବା ସହ ଶରୀର ଉପରେ ଏହାର…
Read More...

ପନିର ଟିକ୍କା ମସଲା

ପନିର – ୨୫୦ ଗ୍ରାମ ତେଲ - ଆବଶ୍ୟକ ପରିମାଣରେ ହଳଦୀ ଗୁଣ୍ଡ - ଆବଶ୍ୟକ ପରିମାଣରେ ଲଙ୍କା ଗୁଣ୍ଡ - ଆବଶ୍ୟକ ପରିମାଣରେ ଲୁଣ - ଆବଶ୍ୟକ ପରିମାଣରେ ଦହି – ୪ ଚାମଚ ବେସନ - ୧ ଚାମଚ ପେଷା ଟମାଟୋ – ୨ଟି କସ୍ତୁରୀ…
Read More...

ସ୍ନେହର ବନ୍ଧନ ‘ଭାଇ ଦୂଜ’

ଭାଇ ଦୁଜ୍‍ର ପର୍ବ ଭାଇ ଭଉଣୀ ସଂପର୍କକୁ ସୁଦୃଢ କରିଥାଏ। ହିନ୍ଦୁ ଧର୍ମରେ ଭାଇ ଭଉଣୀର ସ୍ନେହ ପ୍ରତୀକର ଦୁଇଟି ପର୍ବ ପାଳନ କରାଯାଏ। ଗୋଟିଏ ରକ୍ଷା ବନ୍ଧନ ପର୍ବ, ଏହା ଶ୍ରାବଣ ମାସର ପୂର୍ଣ୍ଣିମାରେ ପାଳନ କରାଯାଏ। ଏହି…
Read More...

ଭାଇ ଦୁଜ୍‍ ଏବଂ ଯମ ଦ୍ୱିତୀୟା ସହ ଜଡ଼ିତ ପୌରାଣିକ କଥା

କାର୍ତ୍ତିକ ମାସର ଶୁକ୍ଳପକ୍ଷ ଦ୍ୱିତୀୟା ତିଥିକୁ ଭାଇ ଦୂଜ ବା ଯମ ଦ୍ୱିତୀୟା ଭାବରେ ପାଳନ କରାଯାଏ। ଏହି ପର୍ବ ଭାଇ- ଭଉଣୀଙ୍କର ସ୍ନେହର ଏବଂ ପ୍ରେମର ପ୍ରତୀକ ଅଟେ। କାର୍ତ୍ତିକ ମାସର ଶୁକ୍ଳପକ୍ଷ ଦ୍ୱିତୀୟା ତିଥିକୁ ଯମ…
Read More...

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହତ୍ୟା

ଅନୁଗୁଳ : ଅନୁଗୁଳ ଜରପଡ଼ା ଥାନା ଜେରେଙ୍ଗ ଅଞ୍ଚଳରେ ଏକ ହତ୍ୟା କାଣ୍ଡ ଘଟିଛି। ମୃତକ ଜଣକ ହେଲେ ଲିପୁନା ସାହୁ। ସୂଚନା ଅନୁଯାୟୀ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ହୋଇଛି। ହତ୍ୟାକାରୀ ଜରପଡ଼ା ଥାନାରେ…
Read More...

ସଡ଼କ ଦୁର୍ଘଟଣାରେ ଛାତ୍ରଙ୍କ ମୃତ୍ୟୁ

ପାଇକସାହି : ଅନୁଗୁଳ ଜିଲା ଠାକୁରଗଡ଼ ଥାନା ଅନ୍ତର୍ଗତ ସିମିଳିଆ ଖଳି ଢିପସାହି ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଏକ ବାଲି ବୋଝେଇ ଟ୍ରକ ଧକ୍କାରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କର ଘଟଣାସ୍ଥଳରେ ମୃତ୍ୟୁ…
Read More...

ଟିଟଲାଗଡ଼କୁ ଜିଲା ମାନ୍ୟତା ଦାବିରେ ଆନ୍ଦୋଳନ

ଟିଟଲାଗଡ : ଟିଟଲାଗଡ଼କୁ ଜିଲା ମାନ୍ୟତା ଦାବିରେ ଚାଲିଥିବା ଆନ୍ଦୋଳନ ସୋମବାର ପଞ୍ଚମ ଦିନରେ ପହଞ୍ଚିଛି। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ସହରର ଅନ୍ୟ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି। ଜିଲା ମାନ୍ୟତା…
Read More...

ଶଗଡ଼ ଗାଡ଼ିରେ ବଣଭୋଜି

ସୁଆଣ୍ଡୋ : ପିକ୍‍ନିକ ଋତୁ ଆରମ୍ଭ ହୋଇଗଲାଣି। ଗାଡ଼ି ମଟର , ବାଇକ ଆଦିରେ ଲୋକମାନେ ବିଭିନ୍ନ ଦର୍ଶନୀୟ ସ୍ଥାନ ଭ୍ରମଣରେ ଯାଉଛନ୍ତି। ପୁରୀ ଜିଲା ଚନ୍ଦନପୁର ଥାନା ସଂଲଗ୍ନ ପିଳିପିଳା ଓ ରଗଡ଼ି ଗ୍ରାମରୁ ନଅଟି ଶଗଡ଼ ଗାଡ଼ି…
Read More...

ଧନତେରସ ପାଇଁ ସୁନା ଦୋକାନରେ ଗ୍ରାହକଙ୍କ ଭିଡ଼

ଝାରସୁଗୁଡ଼ା : ମଙ୍ଗଳବାର ଦିନ କାଳୀପୂଜା। ଆଜି ପବିତ୍ର ଧନତେରସ୍‍। ଏହି ପବିତ୍ର ଦିନରେ ସୁନା, ରୂପା ସମେତ ଅନ୍ୟ ମୂଲ୍ୟବାନ ଧାତୁ କିଣିଲେ ଘରକୁ ମା’ଲକ୍ଷ୍ମୀ ବିରାଜିତ ହୋଇଥାଆନ୍ତି ବୋଲି ବିଶ୍ୱାସ ରହିଛି। ଏହି କାରଣରୁ…
Read More...

ରାଜଧାନୀରୁ ମୃତଦେହ ଉଦ୍ଧାର

ଭୁବନେଶ୍ୱର : ସୋମବାର ସକାଳେ ରାଜଧାନୀ ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଗଙ୍ଗୁଆ ନାଳର ଏକ ପୋଲ ତଳୁ ପୁଲିସ ଏକ ମୃତଦେହ ଉଦ୍ଧାର କରିଛି। ମୃତଦେହଟିକୁ ଏକ ଅଖା ଭିତରେ ଭର୍ତ୍ତି କରାଯାଇ ଗଙ୍ଗୁଆ ନାଳରେ ଫିଙ୍ଗି…
Read More...

ଯୁବକର ମୃତଦେହ ଉଦ୍ଧାର

ଅନୁଗୁଳ : ଅନୁଗୁଳ ଜରପଡ଼ା ଥାନା ତୁବେ ଗ୍ରାମ ନିକଟରେ ଏକ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ହେଉଛନ୍ତି ଏକ ଢାବା ମାଲିକଙ୍କ ଭାଇ। ତିନି ଦିନ ପୂର୍ବରୁ ସେ ନିଖୋଜ ଥିବା ବେଳେ ସୋମବାର ଦିନ ତାଙ୍କ ମୃତଦେହ ଉଦ୍ଧାର…
Read More...

ସମସ୍ତ ଯୋଜନାରୁ ବଞ୍ଚିତ ଦିବ୍ୟାଙ୍ଗ ବିନୋଦିନୀ

ସୁଆଣ୍ଡୋ : ସର୍ବ ସାଧାରଣଙ୍କର ଯେଉଁ ଅଧିକାର ଅଛି, ଦିବ୍ୟାଙ୍ଗମାନଙ୍କର ମଧ୍ୟ ସେହି ଅଧିକାର ଅଛି। ଦିବ୍ୟାଙ୍ଗମାନଙ୍କ ପାଇଁ କେନ୍ଦ୍ରଠାରୁ ଆରମ୍ଭ କରି ରାଜ୍ୟ ସରକାର ଯୋଜନା କରିଚାଲିଛନ୍ତି। ମାତ୍ର ପୁରୀ ଜିଲା…
Read More...

ପୃଥକ ପୃଥକ ସଡ଼କ ଦୁର୍ଘଟଣରେ ୨ମୃତ, ଜଣେ ଗୁରୁତର

ଯାଜପୁର / ସମ୍ବଲପୁର : ଦୁଇଟି ପୃଥକ ପୃଥକ ସଡକ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଓ ସମ୍ବଲପୁରରୁ କଟକ ୫୫ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ମାନେଶ୍ୱର ଠାରେ ମର୍ମନ୍ତୁଦ ସଡ଼କ…
Read More...

ବନ ଓ ଅବକାରୀ ବିଭାଗର ଚଢଉ, ଗଞ୍ଜେଇ ଗଛ ଜବତ

ଲକ୍ଷ୍ମୀପୁର : କୋରାପୁଟ ଜିଲା ଲକ୍ଷ୍ମୀପୁର ବନାଞ୍ଚଳ ଅନ୍ତର୍ଗତ ମାଓପ୍ରବଣ ପିପଳପଦର ପଞ୍ଚାୟତର କେନ୍ଦୁପାଇ ଗ୍ରାମ ନିକଟସ୍ଥ ଜଙ୍ଗଲରେ ବନ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢଉ ହୋଇଛି । ଚଢଉ ବେଳେ ପ୍ରାୟ କୋଟିଏ…
Read More...

ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟରେ ବିଳମ୍ବ, ଜନ ସାଧାରଣ ଅସନ୍ତୋଷ

ସୁଆଣ୍ଡୋ : ପୁରୀ ଜିଲା ସତ୍ୟବାଦୀବ୍ଲକ ବିଭୂତି ବାଟିକାରେ ପାନୀୟଜଳ ଯୋଗାଣ ବିଭାଗ ପକ୍ଷରୁ ଦୀର୍ଘ ଦିନରୁ ଆରମ୍ଭ ହୋଇଥିବା କାର୍ଯ୍ୟ ଏଯାବତ୍ ଶେଷ ହୋଇନାହିଁ। ଏହି କାରଣରୁ ସ୍ଥାନୀୟ ଅଞ୍ଚଳରେ ଜନ ଅସନ୍ତୋଷ ବଢୁଛି।…
Read More...

ବେଆଇନ ବାଣ କାରଖାନାରେ ଚଢଉ; ପୁରା ଗାଁ ସିଲ୍‍

କଟକ : କଟକ ଜଗତପୁର ସ୍ଥିତ ତ୍ରିଲୋଚନପୁର ଗାଁରେ ବେଆଇନ ବାଣ କାରଖାନା ଉପରେ କମିଶନରେଟ୍‍ ପୁଲିସ୍‍ ରବିବାର ଚଢଉ କରିଛି। ବିପୁଳ ପରିମାଣର ବାଣ ଜବତ କରିବା ସହ ପୁରା ଗାଁକୁ ପୁଲିସ୍‍ ସିଲ୍‍ କରିଛି। ଗାଁରେ ଏକାଧିକ ବାଣ…
Read More...

ପୁଣି ଶ୍ରୀମନ୍ଦିରର ଫଟୋ ଭାଇରାଲ

ପୁରୀ : ଶ୍ରୀମନ୍ଦିରର ଭିତର ଫଟୋ ସୋସିଆଲ୍‍ ମିଡ଼ିଆରେ ଅପ୍‍ଲୋଡ଼ ହୋଇଛି। ପୁଣି ଥରେ ସୋସିଆଲ୍‍ ମିଡ଼ିଆରେ ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ୍‍ ହୋଇଛି। କଡ଼ା ନିୟମ ସତ୍ତ୍ବେ ଏପରି ଘଟଣା ବାରମ୍ବାର ଘଟୁଛି। ସୂଚନା ଅନୁଯାୟୀ…
Read More...

ସଡ଼କ ଦୁର୍ଘଟଣା ୨ ମୃତ

ଦ୍ୱାରଶୁଣି : ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ୧୮ ନଂ ଜାତୀୟ ରାଜପଥ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ , ବାଙ୍ଗିରିପୋଷି ଥାନା ପାଶ୍ୱର୍ରେ ଥିବା ଜଗନ୍ନାଥଖୁଣ୍ଟା…
Read More...

ଧନତେରସରେ ରାଶି ଅନୁଯାୟୀ କିଣନ୍ତୁ ବିଭିନ୍ନ ଦ୍ରବ୍ୟ

ଧନତେରସରେ ବିଭିନ୍ନ ଧାତୁର ଦ୍ରବ୍ୟ କିଣିବାର ପରମ୍ପରା ରହିଛି। ଏହି କାରଣରୁ ବହୁ ଲୋକେ ଏହି ଦିନ ସୁନା,ଚାନ୍ଦି, ତମ୍ବା ଆଦି କିଣି ଥାଆନ୍ତି। ଜ୍ୟୋତିର୍ବିଦ୍‍ମାନଙ୍କ ମତ ଅନୁଯାୟୀ ଧନତେରସ୍‍ ଦିନ ଚାନ୍ଦି କିଣିବା…
Read More...

ଦୀପାବଳିରେ ମା’ଲକ୍ଷ୍ମୀ ନିକଟରେ ଅର୍ପଣ ହୁଏ ଏହି ପ୍ରସାଦ

ଦୀପାବଳୀରେ ମା’ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରିବାର ସ୍ୱତନ୍ତ୍ର ବିଧି ରହିଛି। ଶାସ୍ତ୍ରରେ କୁହାଯାଇଛି ମା’ ଧନଦାତ୍ରୀ ଅଟନ୍ତି। ଏହି ପବିତ୍ର ଦୀପାବଳିରେ ମା’ଙ୍କ ନିକଟରେ ନାଲି ରଙ୍ଗର ଓଢଣୀ ସହ କିଛି ନିର୍ଦ୍ଦିଷ୍ଟ…
Read More...

ବିଭିନ୍ନ ସମସ୍ୟା ଓ ଚିନ୍ତାରୁ ମୁକ୍ତି ପାଇବାର ଉପାୟ

ବର୍ତ୍ତମାନର ସମୟରେ ଅଧିକାଂଶ ଲୋକେ ବହୁ ସମସ୍ୟା ସହ ଜଡ଼ିତ ହୋଇ ରହିଛନ୍ତି। କେଉଁ ପରିବାରରେ କଳହ ହେଇଛି ଅଥବା କେଉଁ ପରିବାରରେ ଅର୍ଥର ସମସ୍ୟା ଦେଖାଦେଉଛି। କେତେକ ପରିବାରରେ ଛୋଟ ପିଲାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍‍…
Read More...

ଚଟପଟ ମକା ମସଲା

ଆବଶ୍ୟକ ସାମଗ୍ରୀ ମକା ମଞ୍ଜି – ୨କପ କଣ୍ଣଫ୍ଲୋର୍‍ - ୨ଚାମଚ ଲଙ୍କା ଗୁଣ୍ଡ - ଆବଶ୍ୟକ ଅନୁଯାୟୀ ଲୁଣ - ଆବଶ୍ୟକ ଅନୁଯାୟୀ ଧନିଆ ପତ୍ର - ଆବଶ୍ୟକ ଅନୁଯାୟୀ ତେଲ - ଆବଶ୍ୟକ ଅନୁଯାୟୀ ଗୋଲମରିଚ ଗୁଣ୍ଡ - ଅଳ୍ପ…
Read More...

ସୁନ୍ଦରୀକୁ ଧରିବାକୁ ପହଞ୍ଚିଲା ଚନ୍ଦକାରୁ ‘ଯଶୋଦା’

ଅନୁଗୁଳ : ବାଘୁଣୀ ସୁନ୍ଦରୀକୁ ଧରିବା ପାଇଁ ଚନ୍ଦକାରୁ ‘ଯଶୋଦା’କୁ ଅଣାଯାଇଛି। ସାତକୋଶିଆର ପୁରୁଣାକୋର୍ଟରେ ଯଶୋଦା ଆସି ପହଞ୍ଚିଛି। ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍‍ କରିବା ପ୍ରକ୍ରିୟା ପୁଣିଥରେ ଆରମ୍ଭ ହେବ। ଏଥିପାଇଁ…
Read More...

ଖଣ୍ଡଗିରି ଛକରେ ଜଳିଗଲା ୨ଟି ବସ୍‍

ଭୁବନେଶ୍ୱର : ଖଣ୍ଡଗିରି ଛକରେ ୨ଟି ବସ୍‍ ସଂପୂର୍ଣ୍ଣ ଜଳିଯାଇଛି। ପେଟ୍ରୋଲ ପମ୍ପ ପଛପଟେ ଥିବା ବେଳେ ବସ୍‍ ଜଳିଯାଇଥିବା ସୂଚନା ମିଳିଛି। ଅବ୍ୟବହୃତ ଅବସ୍ଥାରେ ଥିବା ୨ଟି ବସ୍‍ ଜଳିଯାଇଛି। ଏହି ଅଗ୍ନିକାଣ୍ଡରେ କେହି…
Read More...

ଦକ୍ଷିଣହସ୍ତରେ ଭୋଜନ କରିବାର କାରଣ

ହିନ୍ଦୁ ଧର୍ମରେ ଶରୀରର ଦକ୍ଷିଣ ପଟକୁ ଖୁବ୍ ଶୁଭ କୁହାଯାଇଥାଏ। ଯେକୌଣସି ଶୁଭ କାର୍ଯ୍ୟରେ ଡ଼ାହାଣ ହାତର ବ୍ୟବହାର କରିବା ପାଇଁ ଉପଦେଶ ମଧ୍ୟ ଦିଆଯାଇଛି। ପୂଜାପାଠରେ ମଧ୍ୟ ଦକ୍ଷିଣ ହସ୍ତର ବ୍ୟବହାର ହୋଇଥାଏ। ଯଜ୍ଞ ଆଦି…
Read More...

ପରଜଙ୍ଗ: କଳାକୃତି ସହ ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟମୟ ସ୍ଥଳୀ

ଶୀତଦିନ ଆରମ୍ଭ ହେଲେ ଭ୍ରମଣର ପ୍ରକୃତ ମଜା ଅନୁଭବ କରିହୁଏ। ଓଡ଼ିଶାରେ ପର୍ଯ୍ୟଟନ ପାଇଁ ବିଭିନ୍ନ ସ୍ଥାନ ରହିଛି। ଯେଉଁଠାକୁ ବୁଲିବାକୁ ଗଲେ ଭ୍ରମଣର ଏକ ନିଆରା ଅନୁଭବ ହୋଇଥାଏ। ଓଡ଼ିଶାର ଢେଙ୍କାନାଳ ଜିଲାର ପରଜଙ୍ଗ…
Read More...

ଶରୀର ପାଇଁ ଉପକାରୀ ‘ଲେମନ୍‍ ଟି’

ଚାହା ପିଇବା ବହୁ ଲୋକଙ୍କର ଏକ ନିତିଦିନିଆ ଅଭ୍ୟାସ ଅଟେ। ମାତ୍ର ଅନ୍ୟ ଚାହା ତୁଳନାରେ ଲେମନ୍‍ ଟି ସ୍ୱାଦିଷ୍ଟ ହେବା ସହ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ଅଟେ। ଏଥିରେ ବହୁ ପ୍ରାକୃତିକ ତତ୍ତ୍ୱ ମଧ୍ୟ ରହିଛି। ଏହାକୁ…
Read More...

ଦାମ୍ପତ୍ୟ ଜୀବନକୁ ସୁଖମୟ କରିବାର ଉପାୟ

ବିବାହର ବନ୍ଧନ ସାତ ଜନ୍ମର ବନ୍ଧନ ବୋଲି କୁହାଯାଏ। ଏହି ସଂପର୍କକୁ ଉଭୟ ପତି ପତ୍ନୀଙ୍କୁ ସାରା ଜୀବନ ଅତିବାହିତ କରିବାକୁ ପଡ଼ିଥାଏ। ଏକ ପବିତ୍ର ବନ୍ଧନ ଓ ବିଶ୍ୱାସ ସହ ଏହି ସଂପର୍କ ଜଡ଼ିତ। ଏହି ସଂପର୍କର ଡ଼ୋର ଦୁର୍ବଳ…
Read More...

ହାତୀଙ୍କ ଦ୍ୱାରା ବ୍ୟାପକ କ୍ଷୟକ୍ଷତି

ନୀଳଗିରି : ଶୁକ୍ରବାର ନୀଳଗିରିରେ ହାତୀ ବ୍ୟାପକ ଫସଲ ନଷ୍ଟ କରିଛନ୍ତି। ଝାଡ଼ଖଣ୍ଡ ଦଲମା ଅଭୟାରଣ୍ୟର ୩୨ରୁ ଉଦ୍ଧ୍ୱର୍ ହାତୀ ନୀଳଗିରିରେ ପଶି ବ୍ୟାପକ କ୍ଷୟକ୍ଷତି ଘଟାଇଛନ୍ତି। ଏହି କାରଣରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ…
Read More...

କରଞ୍ଜି କାକରା

ଆବଶ୍ୟକ ସାମଗ୍ରୀ ମଇଦା – ୨୫୦ ଗ୍ରାମ ଘିଅ - ଆବଶ୍ୟକ ଅନୁଯାୟୀ ସୁଜି – ୧କପରୁ କମ ଖୁଆ – ୧୦୦ ଗ୍ରାମ ନଡ଼ିଆ କୋରା – ୧କପ କାଜୁ , ପେସ୍ତା ବାଦାମ - ଆବଶ୍ୟକ ଅନୁଯାୟୀ ପେଷା ଚିନି – ୧କପ ପ୍ରସ୍ତୁତି ପ୍ରଣାଳୀ…
Read More...

ଛତୁ ମସଲା

ଆବଶ୍ୟକ ସାମଗ୍ରୀ ଛତୁ – ୪୦୦ ଗ୍ରାମ ତେଲ – ଆବଶ୍ୟକ ଅନୁଯାୟୀ ହଳଦୀ ଗୁଣ୍ଡ - ଆବଶ୍ୟକ ଅନୁଯାୟୀ ଲଙ୍କା ଗୁଣ୍ଡ - ଆବଶ୍ୟକ ଅନୁଯାୟୀ ଲୁଣ - ଆବଶ୍ୟକ ଅନୁଯାୟୀ କଟା ପିଆଜ – ୨ଟି କଟା ଆଳୁ – ୨ଟି କଟା ଟମାଟୋ –…
Read More...

ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ବାଲେଶ୍ୱର : ବାଲେଶ୍ୱରର ଅଭଣା ହାଟ ଠାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ହେଲେ ଶଶିକାନ୍ତ ପାଣିଗ୍ରାହୀ। ସେ ଗୋପାଳପୁର କଲେଜର ଡ଼େମୋନଷ୍ଟ୍ରେଟର ଥିଲେ। ସେ ଗୁରୁବାର ସକାଳେ ଶୌଚ ହେବାକୁ ଯାଇଥିଲେ।…
Read More...

ସ୍ୱାଦିଷ୍ଟ ମୋଦକ

ଆବଶ୍ୟକ ସାମଗ୍ରୀ ସୁଜି – ୪ କପ କ୍ଷୀର - ଆବଶ୍ୟକ ପରିମାଣରେ ପେଷା ଚିନି – ୧ କପ କାଜୁ – ୫ ଟି ପେସ୍ତା ବାଦାମ – ୫ଟି ବାଦାମ – ୧୦ ରୁ ୧୨ ଟି ଘିଅ - ଆବଶ୍ୟକ ଅନୁଯାୟୀ ମିଲକି ମେଡ୍‍଼ - ଆବଶ୍ୟକ ଅନୁଯାୟୀ…
Read More...

କାଜୁ ବରଫି

ଆବଶ୍ୟକ ସାମଗ୍ରୀ କାଜୁ – ୨କପ ପେଷା ଚିନି – ୧କପ ଗୁଜୁରାତି ଗୁଣ୍ଡ – ୧ଚାମଚ କ୍ଷୀର – ୩ ଚାମଚ ପାଣି – ୧କପ ପ୍ରସ୍ତୁତି ପ୍ରଣାଳୀ - ପ୍ରଥମେ କାଜୁକୁ ଭଲ ଭାବେ ପେଷି ଦିଅନ୍ତୁ। ପେଷିବା ପରେ ଏହାକୁ ଏକ ପାତ୍ରକୁ…
Read More...

ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କର ଆଜି ଶ୍ରାଦ୍ଧ ଦିବସ। ଏହି ଅବସରେ ତାଙ୍କ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏହି ଅବସରରେ ନୂଆଦିଲ୍ଲୀସ୍ଥିତ ଶକ୍ତିସ୍ଥଳରେ ବହୁ…
Read More...

ନିରୋଗ ରହିବା ପାଇଁ ଆପଣାନ୍ତୁ ଏହି ଉପାୟ

ବର୍ତ୍ତମାନର ପରିବର୍ତ୍ତନଶୀଳ ଜୀବନଶୈଳୀ ଖାଦ୍ୟପେୟ ଆମ ସ୍ୱାସ୍ଥ୍ୟ ଉପରେ ଖୁବ ପ୍ରଭାବ ପକାଇଥାଏ। ଯାହା ଦ୍ୱାରା ଆମ ସ୍ୱାସ୍ଥ୍ୟରେ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ। କିଛି ସାଧାରଣ ଉପାୟ ଅବଲମ୍ବନ କରି ଆମେ ଶରୀରକୁ…
Read More...