ଚିକେନ ଦମ୍‍ ମସଲା

ଆବଶ୍ୟକ ସାମଗ୍ରୀ ଚିକେନ - ୫୦୦ ଗ୍ରାମ ତେଲ - ଆବଶ୍ୟକ ପରିମାଣରେ ଦହି – ୧କପ ଅଦା ରସୁଣ ବଟା - ଆବଶ୍ୟକ ପରିମାଣରେ କଟା ପିଆଜ – ୨ଟି ହଳଦୀ ଗୁଣ୍ଡ - ଆବଶ୍ୟକ ପରିମାଣରେ ଲଙ୍କା ଗୁଣ୍ଡ - ଆବଶ୍ୟକ ପରିମାଣରେ…
Read More...

ଭାରତର ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ

ଲୌହପୁରୁଷ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କର ଆଜି ୧୪୩ତମ ଜନ୍ମଦିନ। ଏହି ମହାନ ଆତ୍ମା, ଭାରତର ପ୍ରଥମ ସ୍ବରାଷ୍ଟ୍ର ମନ୍ତ୍ରୀ ଏବଂ ଉପ-ପ୍ରଧାନମନ୍ତ୍ରୀ ଥିଲେ। ତାଙ୍କ ବିଷୟରେ କିଛି ମହତ୍ତ୍ୱପୂର୍ଣ୍ଣ ତଥ୍ୟ....…
Read More...

ଲୌହମାନବଙ୍କୁ ବାଲୁକା ଶିଳ୍ପୀଙ୍କ ଶ୍ରଦ୍ଧାଞ୍ଜଳି

ପୁରୀ : ଆଜି ହେଉଛି ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୪୩ ତମ ଜନ୍ମତିଥି। ତାଙ୍କ ଜନ୍ମ ଜୟନ୍ତୀ ଅବସରରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ  ବାଲୁକା କଳା ମାଧ୍ୟମରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।…
Read More...

ଏଚ୍‍ଡ଼ିଏଫ୍‍ସି ବ୍ୟାଙ୍କ ସମ୍ମୁଖରୁ ଲୁଟ୍ ଅଭିଯୋଗ

ଅନୁଗୁଳ : ଶଙ୍କର ସିନେମା ହଲ୍‍ ଅଞ୍ଚଳରେ ଥିବା ଏଚ୍‍ଡ଼ିଏଫ୍‍ସି ବ୍ୟାଙ୍କ ସମ୍ମୁଖରୁ ୧ ଲକ୍ଷ ୮୦ ହଜାର ଟଙ୍କା ଲୁଟ ହୋଇଛି। ସୂଚନା ଅନୁଯାୟୀ ଦିନ ୨ଟା ସମୟରେ ଜଣେ ୫୦ବର୍ଷିୟ ବ୍ୟକ୍ତିଙ୍କ ଠାରୁ ଦୁର୍ବୃତ୍ତମାନେ ଲୁଟି…
Read More...

୩୭ ଲକ୍ଷ ଟଙ୍କା ସହ ସୁନା ଜବତ, ଜଣେ ଗିରଫ

ଟିଟଲାଗଡ଼ : ଟିଟଲାଗଡ଼ ହାଇସ୍କୁଲ ପଡ଼ାରୁ ୩୭ ଲକ୍ଷ ଟଙ୍କା ଓ ଅଧ କି.ଗ୍ରା ସୁନା ଜବତ ହୋଇଛି । ପୁଲିସ ଏହି ଘଟଣାରେ ଜଣଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ ଅଭିଯୁକ୍ତ ଜଣଙ୍କ ଟିଟଲାଗଡ଼ ହାଇସ୍କୁଲ ପଡ଼ାର ଲୋକନାଥ କୁମ୍ଭୀର।…
Read More...

ଆଳୁ ବୋଝେଇ ଟ୍ରକ ଧକ୍କା ; ୪ ଗୁରୁତର

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଲକ୍ଷ୍ମଣନାଥ ନିକଟରେ ୬୦ ନଂ ଜାତୀୟ ରାଜପଥରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଆଳୁ ବୋଝେଇ ଟ୍ରକ୍‍  ପିକ୍‍ଅପ୍‍ ଭ୍ୟାନକୁ ପଛପଟୁ ଧକ୍କା ଦେଇଥିଲା। ସୂଚନା ଅନୁଯାୟୀ, ପିକ୍‍ଅପ୍‍ ଭ୍ୟାନଟି…
Read More...

ଦ୍ୱାରଶୁଣି ଘାଟିରେ ଦୁର୍ଘଟଣା:୨ଗୁରୁତର

ଦ୍ୱାରଶୁଣି: ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ୪୯ତମ ଜାତୀୟ ରାଜପଥରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଦ୍ୱାରଶୁଣି ଘାଟିରେ ସୋମବାର ସକାଳ ୯ଟାରେ ଏକ ଟ୍ରକ ଘାଟି ଉପରକୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଅନ୍ୟ ଏକ …
Read More...

ଗଞ୍ଜେଇ ଜବତ ; ୫ ଗିରଫ

ସମ୍ବଲପୁର : ସମ୍ବଲପୁରର ଝାରମୁଣ୍ଡା ନିକଟରୁ ରେଢାଖୋଲରେ ପୁଲିସ୍‍  ୯୦ କେ.ଜି ଗଞ୍ଜେଇ ଜବତ କରିଛି । ସୂଚନା ଅନୁଯାୟୀ ରବିବାର ବିଳମ୍ବିତ ରାତିରେ ପୁଲିସ ଏ ନେଇ ସୂଚନା ପାଇ ରେଢାଖୋଲ ଠାରେ ତଲାସୀ ଆରମ୍ଭ କରିଥିଲା।…
Read More...

ମହାବଳ ବାଘର ମୃତଦେହ ଉଦ୍ଧାର

ବରଗଡ଼ : ବରଗଡ଼ ଜିଲାର ଦେବରିଗଡ଼ ଅଭୟାରଣ୍ୟରେ ରବିବାର ଏକ ମହାବଳର ବାଘର ଗଳିତ ମୃତଦେହ ଠାବ ହୋଇଛି। ୩ ରୁ ୪ ଦିନ ପୂର୍ବରୁ ବାଘଟିର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ମୃତ ବାଘଟିର ମୁଣ୍ଡ ଓ ନଖ ନଥିବା ଦେଖିବାକୁ…
Read More...

ବାଇକ ଧକ୍କାରେ ଜଣେ ପଥଚାରୀ ମୃତ

ବଣାଇଁ : ବଣାଇଁ ଉପଖଣ୍ଡର ମହୁଲପଦା ଥାନା ଅନ୍ତର୍ଗତ ଫୁଲଝର ଗ୍ରାମର ଠାରେ ଏକ ବାଇକ ଧକ୍କାରେ ଜଣେ ପଥଚାରୀଙ୍କର ମୃତ୍ୟୁ ହୋଇଛି। ସୂୂଚନା ଅନୁଯାୟୀ ରବିବାର ସକାଳ ୧୧ଟା ସମୟରେ ଫୁଲଝର ଗ୍ରାମର ମନ୍ଦିର ସାହି ନିକଟରେ…
Read More...

ସରକାରୀ ଚାକିରି କରିଥିବା ନକଲି ମାଓବାଦୀ ଗିରଫ

ମାଲକାନଗିରି : ମାଓବାଦୀ ନାମରେ ଦୀର୍ଘ ଦିନ ଧରି ଜଣେ ରାଜସ୍ୱ ସୁପରଭାଇଜରଙ୍କୁ ଟଙ୍କା ଚାନ୍ଦା ମାଗି, ଟଙ୍କା ନ ଦେଲେ ହତ୍ୟା ଧମକ ଦେଉଥିବା ଅଭିଯୋଗରେ ମାଲକାନଗିରି ଜିଲାର ରାଜସ୍ୱ ବିଭାଗର ଜଣେ କିରାଣୀଙ୍କ ସମେତ ଦୁଇ…
Read More...

ଅଗ୍ନିକାଣ୍ଡରେ ୨ ବଖରା ଘର ଭସ୍ମୀଭୂତ

କୋଣାର୍କ : କୋଣାର୍କ ଥାନା ନାଧୀନ ଡ଼ାଳିମ୍ବଗୋରଡ଼ି ଗାଁରେ ଅଗ୍ନିକାଣ୍ଡ ଘଟି ଦୁଇ ବଖରା ଗୃହ ସହ ୩ ଗାଈ ଜୀବନ୍ତ ଦଗ୍ଧ ହୋଇଛନ୍ତି। କୋଣାର୍କ ଏନ ଏ ସି ଅଧିନସ୍ଥ ୫ ନଂ ୱାର୍ଡ଼ ଡ଼ାଳିମ୍ବୱାର୍ଡ଼ ଗାଁରେ ଶୁକ୍ରବାର ବିଳମ୍ବିତ…
Read More...

ହାତୀ ମୃତ୍ୟୁ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଢେଙ୍କାନାଳ : କମଳାଙ୍ଗ ଗାଁ ନିକଟରେ ୧୧ କେଭି ବିଦ୍ୟୁତ୍‍ ତାର ସଂସ୍ପର୍ଶରେ ଆସି ୭ଟି ହାତୀ ମୃତ୍ୟୁବରଣ କରିବା ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ହେବ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।…
Read More...

କୁମ୍ଭୀର ଆକ୍ରମଣରେ ମହିଳା ଗୁରୁତର

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ବଳଭଦ୍ର ପ୍ରସାଦ ଗାଁରେ କୁମ୍ଭୀର ଆକ୍ରମଣରେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାମ ଛଇଳା ଦାସ। ତାଙ୍କୁ ପ୍ରଥମେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ…
Read More...

ପବିତ୍ର ସ୍ଥାନ ଭୀମକୁଣ୍ଡ

ପର୍ଯ୍ୟଟନ ଋତୁ ଆସିଲେ ସଭିଏଁ ବିଭିନ୍ନ ସ୍ଥାନକୁ ବୁଲିବାକୁ ଯାଇଥାଆନ୍ତି। ଓଡ଼ିଶାରେ ଭ୍ରମଣ ପାଇଁ ଖୁବ ସୁନ୍ଦର ସୁନ୍ଦର ସ୍ଥାନ ରହିଛି। ମୟୂରଭଞ୍ଜ ଜିଲାର ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ସୌନ୍ଦର୍ଯ୍ୟମୟ ସ୍ଥାନ ହେଉଛି…
Read More...

ବିଭିନ୍ନ ସ୍ୱପ୍ନର ଭିନ୍ନ ଭିନ୍ନ ଅର୍ଥ

ଶୋଇବା ସମୟରେ ଆମେ କିଛି ନା କିଛି ସ୍ୱପ୍ନ ଦେଖିଥାଉ। ବେଳେ ବେଳେ ସ୍ୱପ୍ନ ଦେଖିବା ପରେ ଆମେ ଏହାକୁ ଅଣଦେଖା କରିଦେଇଥାଉ। କିନ୍ତୁ ଏପରି କିଛି ସ୍ୱପ୍ନ ଅଛି ଯାହାକୁ ଦେଖିବା ଦ୍ୱାରା ଆମକୁ ଧନ ପ୍ରାପ୍ତିର ସଙ୍କେତ…
Read More...

ମୁହଁକୁ ସ୍ୱଚ୍ଛ ରଖିବାର ସଠିକ୍‍ ନିୟମ

ବହୁ ଲୋକଙ୍କର ବାରମ୍ବାର ମୁହଁ ଧୋଇବା ଏକ ଅଭ୍ୟାସ ଅଟେ। ଯେଉଁମାନଙ୍କର ମୁହଁ ତେଲିଆ ସେମାନେ ୨ରୁ ୩ ଥର ମୁହଁ ଧୋଇଲେ ମୁହଁର ଉଜ୍ଜଳତା ବଢେ। ମାତ୍ର ଯେଉଁମାନଙ୍କର ମୁହଁ ଶୁଷ୍କ ସେମାନେ ୨ରୁ ୩ ଥର ମୁହଁ ଧୋଇଲେ, ମୁହଁ…
Read More...

ସାଲାଡ଼୍‍ ପାମ୍ପଡ଼

ଆବଶ୍ୟକ ସାମଗ୍ରୀ କଞ୍ଚା ଲଙ୍କା - ୨ଟି କଟା ପିଆଜ – ୨ଟି କଟା ଟମାଟୋ – ୨ଟି କଞ୍ଚା ଲଙ୍କା – ୨ଟି କଳା ଲୁଣ - ଆବଶ୍ୟକ ପରିମାଣରେ ଗୋଲମରିଚ ଗୁଣ୍ଡ - ଆବଶ୍ୟକ ପରିମାଣରେ ଚାର୍ଟ ମସଲା - ଆବଶ୍ୟକ ପରିମାଣରେ…
Read More...

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୭ ହାତୀ ମୃତ

ଢେଙ୍କାନାଳ : ଢେଙ୍କାନାଳର କମଳାଙ୍ଗ ଠାରେ ଏକ ଅଘଟଣ ଘଟିଛି। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୭ଙ୍କ ହାତୀ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ ଶୁକ୍ରବାର ଦିନ କୋଡ଼ିଏରୁ ଅଧିକ ହାତୀ ଏହି ଅଞ୍ଚଳରେ ଥିବାର ସ୍ଥାନୀୟ ଲୋକେ…
Read More...

ବଡ଼ ଦେବତାଙ୍କ ପୀଠ

କୋରାପୁଟ ଏକ ସୌନ୍ଦର୍ଯ୍ୟମୟ ସ୍ଥାନ ଅଟେ। ଭ୍ରମଣ ନିମନ୍ତେ ଏଠାରେ ବହୁ ସ୍ଥାନ ରହିଛି। କୋରାପୁଟରେ ଥିବା ବହୁ ପର୍ଯ୍ୟଟନ କ୍ଷେତ୍ର ମଧ୍ୟରୁ ନନ୍ଦପୁର ବ୍ଲକର ପାଡ଼ୁଆ ଗ୍ରାମ ନିକଟରେ ଥିବା ବଡ଼ ଦେବତାଙ୍କ ପୀଠ ଅନ୍ୟତମ।…
Read More...

ଶୀତ ଦିନରେ ଆପଣାନ୍ତୁ ଏହି ଉପାୟ; ମୁହଁ ହେବ ଉଜ୍ଜଳ ଓ ସୁନ୍ଦର

ଶୀତ ଦିନର ପ୍ରାରମ୍ଭରେ ହୋଇସାରିଛି। ଏହି ଦିନରେ ମୁହଁର ଅଧିକ ଯତ୍ନ ନେବାକୁ ପଡ଼ିଥାଏ। ସ୍ୱତନ୍ତ୍ର ଯତ୍ନ ନେଲେ ହିଁ ମୁହଁ ନରମ ହେବା ସହ ଉଜ୍ଜଳ ମଧ୍ୟ ହୋଇଥାଏ। ଘରେ ଏହି ପ୍ରାକ୍‍ ପ୍ରସ୍ତୁତ କରି ବ୍ୟବହାର କଲେ ଏହା…
Read More...

ସ୍ୱତନ୍ତ୍ର ଗ୍ରାମ୍ୟ ସଭା ବୈଠକ ଅନୁଷ୍ଠିତ

ତଲପଦର :ତଳପଦର ଗ୍ରାମପଞ୍ଚାୟତର ବିଜେପୁର ବ୍ଲକରେ ସ୍ୱତନ୍ତ୍ର ଗ୍ରାମ୍ୟ ସଭା ବୈଠକ ଅନୁଷ୍ଠିତ ହୋଇଛି। ୧୦୦ ରୁ ଉର୍ଦ୍ଧ୍ବ ଲୋକେ ଏଥିରେ ଯୋଗ ଦେଇଥିଲେ। ୧୮ ରୁ ୩୫ ବୟସର ଯୁବଗୋଷ୍ଠୀଙ୍କୁ ଆତ୍ମନିର୍ଭରଶୀଳ ହେବା ପାଇଁ…
Read More...

କେଶ ରଙ୍ଗ କରୁଛନ୍ତି କି ? ଜାଣନ୍ତୁ ଏହାର କୁପ୍ରଭାବ

କେଶକୁ ସୁନ୍ଦର ଓ ଧଳା କେଶକୁ ଲୁଚାଇବା ପାଇଁ ସଭିଏଁ କେଶକୁ ରଙ୍ଗ କରୁଛନ୍ତି। ବଜାରରେ ଭିନ୍ନ ଭିନ୍ନ ପ୍ରକାର ରଙ୍ଗ ମିଳୁଛି। ମାତ୍ର ଏହାକୁ ବ୍ୟବହାର କରିବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଏହା ବହୁ କ୍ଷତିକାରକ ଅଟେ।…
Read More...

ବିନା ଅଣ୍ଡାରେ ଅମ​ଲେଟ୍

ଆବଶ୍ୟକ ସାମଗ୍ରୀ ବେସନ - ୨ କପ ମିଇଦା – ୧କପ ବେକିଙ୍ଗ ସୋଡ଼ା – ୨ ଚାମଚ ଲୁଣ - ଆବଶ୍ୟକ ଅନୁଯାୟୀ କଞ୍ଚା ଲଙ୍କା - ୩ଟି କଟା ଧନିଆ ପତ୍ର - ଆବଶ୍ୟକ ଅନୁଯାୟୀ ତେଲ - ଆବଶ୍ୟକ ଅନୁଯାୟୀ ଲଙ୍କା ଗୁଣ୍ଡ - ଆବଶ୍ୟକ…
Read More...

କୋଣାର୍କରେ ୧୨ ଘଣ୍ଟିଆ ବନ୍ଦ ଡ଼ାକରା

କୋଣାର୍କ : ଶୁକ୍ରବାର ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ୧୨ ଘଣ୍ଟିଆ କୋଣାର୍କ ବନ୍ଦ ଡ଼ାକରା ଦିଆଯାଇଛି। ବଙ୍ଗୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ ପ୍ରତିବାଦରେ ଏହି ବନ୍ଦ ଡ଼ାକରା ପାଳନ କରାଯାଉଛି। ସକାଳ ୬ ଟା ରୁ ସନ୍ଧ୍ୟା ୬ଟା…
Read More...

ମେକ୍‍ଅପ୍‍ କରିବାର ସଠିକ୍‍ ଉପାୟ

ଆଜି କାଲି ସମସ୍ତେ ସୁନ୍ଦର ଓ ଷ୍ଟାଇଲିସ୍‍ ଦେଖାଯିବା ପାଇଁ ଇଚ୍ଛା କରନ୍ତି। କିନ୍ତୁ କର୍ମମୟ ଜୀବନରେ ଏହା ସର୍ବଦା ସମ୍ଭବ ହୋଇନଥାଏ। ଏହି କାରଣରୁ ସଭିଏଁ ବିଭିନ୍ନ କ୍ରିମ ଓ ଅନ୍ୟାନ୍ୟ ମେକ୍‍ଅପ ଦ୍ରବ୍ୟ ବ୍ୟବହାର…
Read More...

ଉଚ୍ଚତା ବଢିବା ପାଇଁ ସହାୟକ ହୋଇଥାଏ ଏହି ଖାଦ୍ୟଦ୍ରବ୍ୟ

ସର୍ଭିଙ୍କ ପାଇଁ ଉଚ୍ଚତା ଗୁରୁତ୍ୱପୂର୍ଣ୍ଣ ଅଟେ। ବହୁ ସମୟରେ ଦେଖାଯାଇଥାଏ, ଯେ ପରିବାର ସଦସ୍ୟଙ୍କ ଉଚ୍ଚତା ଠିକ୍‍ ଥାଏ, ମାତ୍ର ପିଲାମାନଙ୍କ ଉଚ୍ଚତା କମ ଥାଏ। କମ୍‍ ଉଚ୍ଚତା ବିଶିଷ୍ଟ ଲୋକେମାନେ ବହୁ ସମୟରେ ଏହି…
Read More...

ଭ୍ରମଣ ପାଇଁ ଉଦ୍ଦିଷ୍ଟ ଖଣ୍ଡାଧାର

ଭ୍ରମଣ ସଭିଁଙ୍କୁ ବେଶ ପ୍ରିୟ ଅଟେ। ମାତ୍ର ଶୀତ ଦିନର ପ୍ରାରମ୍ଭରେ ଏହାର ମଜା ନିଆରା ଅଟେ। ତେଣୁ ଶୀତ ଦିନକୁ ପର୍ଯ୍ୟଟନର ଋତୁ ବୋଲି କୁହାଯାଏ। ଓଡ଼ିଶାରେ ଭ୍ରମଣ ପାଇଁ ବହୁ ସୌନ୍ଦର୍ଯ୍ୟ ପୂର୍ଣ୍ଣ ସ୍ଥାନ ରହିଛି ।…
Read More...

ତୁଳସୀ ବୃକ୍ଷର ଧାର୍ମିକ ଓ ବୈଜ୍ଞାନିକ ମହତ୍ତ୍ୱ

ଶାସ୍ତ୍ର ଅନୁଯାୟୀ ବିଭିନ୍ନ ଗଛଲତାରେ ଦେବାଦେବୀ ବାସ କରିଥାଆନ୍ତି। କାରଣ ଗଛଲତାମାନଙ୍କର ନକରାତ୍ମକ ଶକ୍ତି ନଷ୍ଟ କରିବାର କ୍ଷମତା ଥାଏ। ତୁଳସୀ ଗଛ ଏଥିମଧ୍ୟରୁ ମୁଖ୍ୟ ଅଟେ। ଏହାର ଦୈବିକ ଗୁଣ ସହ ଔଷଧୀୟ ଗୁଣ ମଧ୍ୟ…
Read More...

ଟେଷ୍ଟି ପାଳଙ୍ଗ ତରକାରୀ

ଆବଶ୍ୟକ ସାମଗ୍ରୀ ପାଳଙ୍ଗ ଶାଗ - ଆବଶ୍ୟକ ଅନୁଯାୟୀ ଘିଅ - ୫ ଚାମଚ ହେଙ୍ଗୁ - ଅଳ୍ପ ଗୋଟା ଜିରା - ଅଳ୍ପ ଅଦା ରସୁଣ କଞ୍ଚା ଲଙ୍କା ବଟା – ୨ ଚାମଚ କଟା ପିଆଜ – ୨ଟି ଜିରା ଗୁଣ୍ଡ - ଆବଶ୍ୟକ ଅନୁଯାୟୀ କଟା…
Read More...

ଧରା ଦେଉନି ବାଘୁଣୀ ‘ସୁନ୍ଦରୀ’

ଅନୁଗୁଳ : ସୁନ୍ଦରୀକୁ ଧରିବା ପାଇଁ ବାରମ୍ବାର ଚେଷ୍ଟା ସର୍ତ୍ତେ ସଫଳତା ମିଳୁନି। ତାକୁ ଧରିବା ପାଇଁ ତୃତୀୟ ପର୍ଯ୍ୟାୟ ଚେଷ୍ଟା ମଧ୍ୟ ଫେଲ୍‍ ମାରିଛି। ଦୁଇ ଦିନ ଦୁଇ ରାତି ବିତି ଯାଇଥିଲେ ମଧ୍ୟ ଏବେ ସୁଦ୍ଧା ବାଘୁଣୀ…
Read More...

ଏହି ମନ୍ଦିରରେ ପ୍ରଭୁ ବିଘ୍ନହର୍ତ୍ତାଙ୍କୁ ପଠାଯାଏ ଚିଠି

ହିନ୍ଦୁ ଧର୍ମରେ ଯେକୌଣସି ଶୁଭକାର୍ଯ୍ୟ କରିବା ଆଗରୁ ଭଗବାନ ଗଣେଶଙ୍କୁ ପୂଜା କରିବାର ବିଧି ରହିଛି। ପ୍ରଥମ ପୂଜ୍ୟ ଗଣେଶଙ୍କ ପାଇଁ ଲୋକଙ୍କ ଆସ୍ଥାର କେନ୍ଦ୍ର ରଣଥମ୍ବୋର ଠାରେ ଅଛି। ଆମ ଦେଶର ବିଭିନ୍ନ ସ୍ଥାନରେ ଆସ୍ଥା ଓ…
Read More...

ଗୃହର ସୁଖସମୃଦ୍ଧି ପାଇଁ ଆପଣାନ୍ତୁ ଏହି ଉପାୟ

ଆମେ ସମସ୍ତେ ସୁନ୍ଦର ଘର ଏବଂ ସୁଖ ଜୀବନ ଚାହିଁଥାଉ। ଏହା ପାଇଁ ଆମେ ବହୁ ଚେଷ୍ଟା ମଧ୍ୟ କରିଥାଉ। କିନ୍ତୁ କିଛି ଛୋଟ ଛୋଟ କଥାକୁ ଆମେ ଅଣଦେଖା କରି ଦେଉ, ଯେଉଁ କାରଣରୁ ଆମ ପରିବାରର ଖୁସି ଦୂର ହୋଇଯାଇଥାଏ। ବାସ୍ତୁ…
Read More...

ଏହି ଉପାୟ ଦ୍ୱାରା ଦୂର ହୋଇଥାଏ ହାଡ଼ ଜନିତ ସମସ୍ୟା

ବୟସ ଯାହା ବି ହେଉ ସଭିଁଙ୍କୁ ମଜବୁତ ହାଡ଼,ସୁସ୍ଥ ଶରୀରର ଆବଶ୍ୟକ ରହିଛି। ଆମର ହାଡ଼ କ୍ୟାଲସିୟମ ଛଡ଼ା ବହୁ ପ୍ରକାରର ମିନେରାଲ୍ସ୍‍ ମିଶି ପ୍ରସ୍ତୁତ ହୋଇଥାଏ। ଜୀବନରେ ଖାଦ୍ୟପେୟର ଅନିୟମିତତା ହେଉ ଅଥବା ବୟସର ବୃଦ୍ଧି ହେଉ…
Read More...

ସୁଜି ମାୱା

ଆବଶ୍ୟକ ସାମଗ୍ରୀ ସୁଜି – ୨୦୦ ଗ୍ରାମ୍‍ ଖୁଆ – ୧୫୦ ଗ୍ରାମ୍‍ ଚିନି – ୧କପରୁ ସାମାନ୍ୟ କମ୍‍ ଗୁଜୁରାତି ଗୁଣ୍ଡ – ୨ ଚାମଚ ଘିଅ - ଆବଶ୍ୟକ ପରିମାଣରେ ପେସ୍ତା ବାଦାମ - ଅଳ୍ପ କ୍ଷୀର – ୨ କପ ରୁ ସାମାନ୍ୟ କମ…
Read More...

ବ୍ୟକ୍ତିଙ୍କ ସନ୍ଦେହଜନକ ମୃତ୍ୟୁ

ରାଉରକେଲା : ରାଉରକେଲା ଛେଣ୍ଡ୍‍ କଲୋନୀରେ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ସନ୍ତୋଷ ରଜାକ୍‍। ବୁଧବାର ସକାଳେ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୁଲିସ ଘଟଣାସ୍ଥଳରେ…
Read More...

ବସ୍‍ ଦୁର୍ଘଟଣାରେ ୧୦  ଆହତ

ଜଳେଶ୍ୱର : ବାଲେଶ୍ୱର ଜିଲାର ଜଳେଶ୍ୱର ନିକଟରେ ଥିବା ରାଇବଣିଆ ଠାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ସୋମବାର ସକାଳେ ଏହି ଦୁର୍ଘଟଣାଟି ଘଟିଛି। ଏଥିରେ ଦଶ ଜଣ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ବସ୍‍ଟି ଭୁବନେଶ୍ୱରରୁ…
Read More...

ଲକ୍ଷ୍ମୀ ପୂଜାପାଇଁ ଢେଙ୍କାନାଳ ଚଳଚଞ୍ଚଳ

ଢେଙ୍କାନାଳ : ମା’ଲକ୍ଷ୍ମୀଙ୍କ ଆଗମନ ପାଇଁ ଢେଙ୍କାନାଳ ସହର ଚଳଚଞ୍ଚଳ ହୋଇ ଉଠିଛି।  ଢେଙ୍କାନାଳରେ ଲକ୍ଷ୍ମୀ ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । ଢେଙ୍କାନାଳ ସହର ଲକ୍ଷ୍ମୀପୂଜା ପାଇଁ ବେଶ ପ୍ରସିଦ୍ଧ ଅଟେ। ଏବେ…
Read More...

ହାତୀ ଆକ୍ରମଣରେ ଜଣେ ମୃତ

ସୁନ୍ଦରଗଡ଼ : ସୁନ୍ଦରଗଡ଼ର ରାଜଗାଙ୍ଗପୁରରେ ହାତୀ ଆତଙ୍କ ଦେଖାଦେଇଛି। ରାଜଗାଙ୍ଗପୁର ବନଖଣ୍ଡର ସୋନାଖାନ ନିକଟ ମୋଦିପଡ଼ାରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଗୋବର୍ଦ୍ଧନ ଲାକ୍ରା। ସୂଚନା…
Read More...

ସୁନ୍ଦରୀ କଲା ବଳଦ ଶିକାର, ଆଜି କରାଯାଇପାରେ ଟ୍ରାଙ୍କୁଲାଇଜ୍‍

ଅନୁଗୁଳ : ’ସୁନ୍ଦରୀ’ର ଆତଙ୍କ ବୃଦ୍ଧି ପାଇବାରେ ଲାଗିଛି। ସୋମବାର ସେ ଆଉ ଏକ ବଳଦ ଶିକାର କରିଛି। ଟାଇଁସି ନିକଟରେ ଥିବା କୁମୁରୀ ଗାଁରେ ଏହି ଘଟଣା ଘଟିଛି। ରବିବାରରେ ଜଣେ ବ୍ୟକ୍ତିଙ୍କୁ ସୁନ୍ଦରୀ ମାରିବା ସହ…
Read More...

ଜ୍ୱାଇଁର ଉନ୍ମତ୍ତ କାଣ୍ଡ ; ୪ ମୃତ

କୁଜଙ୍ଗ : ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ବାଲିତୁଠ ବନୀପାଟ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଜ୍ୱାଇଁର ଉନ୍ମତ୍ତ କାଣ୍ଡ  ଯୋଗୁଁ  ଗୋଟିଏ ପରିବାରର ଚାରି ଜଣଙ୍କର ମୃତ୍ୟୁ ଘଟିଛି । ପାରିବାରିକ କଳହରୁ ଜ୍ୱାଇଁ…
Read More...

ବିଜେପିର ମିଶ୍ରଣ ପର୍ବ

ବାଲେଶ୍ୱର : ଖଇରା ବ୍ଲକ ପାତ୍ରପୁର ମେଲଣ ପଡ଼ିଆରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି।  ପଦ୍ମଲୋଚନ ପଣ୍ଡା, ଶୁଭାଙ୍କର ମହାପାତ୍ର ବିଜେପିରେ ଯୋଗ ଦେଲେ । ପଦ୍ମଲୋଚନ ପଣ୍ଡା ବାଲେଶ୍ୱରର ଟାଣୁଆ ନେତା ଥିଲେ । ଗତ…
Read More...

ଦମ୍ପତ୍ତିଙ୍କ ଆତ୍ମହତ୍ୟା

ବାସୁଦେବପୁର : ବାସୁଦେବପୁର ଥାନା ଅନ୍ତର୍ଗତ ସୁଆଁ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରାୟ ଛଅ ମାସ ପୂର୍ବେ ବିବାହ କରିଥିବା ଦମ୍ପତ୍ତି ଆତ୍ମହତ୍ୟା କରିଥବା ସୂଚନା ମିଳିଛି। ମୃତ ଦମ୍ପତ୍ତି ହେଲେ ରଞ୍ଜନ ମଳିକ ଓ…
Read More...

ବରିଷ୍ଠ ଆଇନଜୀବୀଙ୍କ ପରଲୋକ

ଭଦ୍ରକ : ବରିଷ୍ଠ ଆଇନଜୀବୀ ରାଖଲ ଦାସଙ୍କର ଶନିବାର ରାତିରେ ପରଲୋକ ହୋଇଛି। ମୃତ୍ୟୁ ସମୟରେ ତାଙ୍କୁ ୯୩ ବୟସ ହୋଇଥିଲା। ଦୀର୍ଘ ୬୦ ବର୍ଷ ଧରି ସେ ଆଇନଜୀବୀ ଭାବେ କାର୍ଯ୍ୟ କରିଥିଲେ। ଭଦ୍ରକର ସାରଦା ବିହାର ଟ୍ରଷ୍ଟର ସେ…
Read More...

ଓଲଟି ପଡ଼ିଲା ଆମ୍ବୁଲାନ୍ସ

ନୟାଗଡ଼ : ନୂଆଗାଁ ପଞ୍ଚୁପାଣ୍ଡବ ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ଆମ୍ବୁଲାନ୍ସ କଟକରୁ ଶବ ନେଇ ଦଶପଲ୍ଲା ଯିବା ବେଳେ ଦୁର୍ଘଟଣା ଘଟିଥିଲା। ହଠାତ୍‍ ଭାରସରମ୍ୟ ହରାଇ ଆମ୍ବୁଲାନ୍ସଟି ରାସ୍ତା କଡ଼କୁ ଓଲଟିପଡ଼ିଥିଲା ।…
Read More...

ହାତୀ ଆକ୍ରମଣରେ ଜଣେ ମୃତ

ଅନୁଗୁଳ : ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ମୃତକ ଜଣକ ଟାଇଁପାଳ ଗ୍ରାମର ବୋଲି ଜଣା ପଡିଛି। ସୂଚନା ଅନୁଯାୟୀ ବ୍ୟକ୍ତି ଜଣକ କୌଣସି କାମରେ ଘରର ବାରିପଛପଟକୁ ଯାଇଥିବା ବେଳେ ହାତୀଟି ତାଙ୍କୁ ଆକ୍ରମଣ…
Read More...

ସୁନ୍ଦରୀ ଆକ୍ରମଣରେ ଜଣେ ମୃତ, ସାମ୍ବାଦିକ ଆହତ

ଅନୁଗୁଳ : ବାଘୁଣୀ ସୁନ୍ଦରୀ ପୁଣି ମଣିଷ ଶିକାର କରିଛି। ପୁରୁଣା କୋଟ ଅନ୍ତର୍ଗତ ଟାଇଁସି ଗାଁରେ ଜଣେ ବ୍ୟକ୍ତି ସୁନ୍ଦରୀ ଆକ୍ରମଣରେ ପ୍ରାଣ ହାରିଥିବା  ଅଭିଯୋଗ ହୋଇଛି । ମୃତକ ଜଣକ ହେଲେ ତ୍ରିନାଥ ସାହୁ (୬୫) ।…
Read More...

ଏଠାରେ ପୂଜା ପାଏ ହନୁମାନଙ୍କର ଓଲଟା ପ୍ରତିମା

ସମସ୍ତ ମନ୍ଦିରମାନଙ୍କରେ ହନୁମାନଙ୍କର ଠିଆ ହୋଇଥିବା ପ୍ରତିମା ରହିଛି। ମାତ୍ର ମଧ୍ୟପ୍ରଦେଶରେ ଏକ ଗ୍ରାମରେ ଓଲଟା ହନୁମାନଙ୍କର ପ୍ରତିମା ରହିଛି। ଓଲଟା ପ୍ରଭୁ ହନୁମାନଙ୍କର ଏହି ପ୍ରତିମା ଇନ୍ଦୋରର…
Read More...

ଲିପ୍‍ବାମ୍‍ର ଉପକାରିତା

ଓଠକୁ ସୁନ୍ଦର ଓ କୋମଳ କରିବା ପାଇଁ ଆମେ ଲିପ୍‍ବାମ୍‍ର ବ୍ୟବହାର କରିଥାଉ। ଏହାକୁ ଓଟଠରେ ଲଗାଇବା ଦ୍ୱାରା ଓଠର ସୁନ୍ଦରତା ବଢିଥାଏ। ମାତ୍ର ଓଠ ବ୍ୟତୀତ ଏହାର ଅନ୍ୟ ଲାଭ ମଧ୍ୟ ରହିଛି। ଜାଣନ୍ତୁ ତାହା କଣ .... ବହୁ…
Read More...

ସନ୍ଧ୍ୟା ସମୟରେ କରନ୍ତୁ ନାହିଁ ଏହି କାର୍ଯ୍ୟ

ଶାସ୍ତ୍ରରେ କୁହାଯାଇଛି ଯେଉଁ ଘରେ ନିୟମିତ ସଫାସୁତୁରା କରାଯାଏ, ସେଠାରେ ସର୍ବଦା ମା’ଲକ୍ଷ୍ମୀଙ୍କ ବାସ ହୋଇଥାଏ। ଏତଦ୍‍ ବ୍ୟତୀତ ଶାସ୍ତ୍ରରେ ଏପରି ମଧ୍ୟ କିଛି କଥା ଉଲ୍ଲେଖ ରହିଛି ଯାହାକୁ ସନ୍ଧ୍ୟା ସମୟରେ କରିବା ଉଚିତ…
Read More...

ନଡ଼ିଆ ବରା ଆଳୁ ତରକାରୀ

ଆବଶ୍ୟକ ସାମଗ୍ରୀ କୋରା ନଡ଼ିଆ - ଫାଳେ ତେଲ - ଆବଶ୍ୟକ ଅନୁଯାୟୀ ବୁଟ ଡ଼ାଲି - ଅଳ୍ପ ହଳଦୀ ଗୁଣ୍ଡ - ଆବଶ୍ୟକ ଅନୁଯାୟୀ ଲଙ୍କା ଗୁଣ୍ଡ -ଆବଶ୍ୟକ ଅନୁଯାୟୀ ଲୁଣ - -ଆବଶ୍ୟକ ଅନୁଯାୟୀ ବୁଟ ଡ଼ାଲି - ଅଳ୍ପ ବାସୁମତୀ…
Read More...

ମେଲାଣି ନେଲେ ମା’ ଦୁର୍ଗା

କଟକ : ଶନିବାର ମା’ ଦୁର୍ଗା ମେଲାଣି ନେବେ। ମା’ଙ୍କ ମେଲାଣି ପାଇଁ ଟ୍ୱିନ୍‍ସିଟିର ବିଭିନ୍ନ ଭସାଣି କମିଟି ପକ୍ଷରୁ ଚୁଡ଼ାନ୍ତ ପ୍ରସ୍ତୁତି କରାଯାଇଛି । ଏଥିପାଇଁ କଟକର ଦେବୀଗଡ଼ା ଘାଟରେ ୨ଟି ବୃହତ୍‍ କୃତ୍ରିମ ପୋଖରୀ…
Read More...

ଗୃହରେ ପ୍ରଜାପତି ଷ୍ଟିକରର ସୁପ୍ରଭାବ

ସଂପର୍କରେ ଭଲ ପାଇବା ସର୍ବଦା ରଖିବାକୁ ହେଲେ ସଭିଁଏ ବହୁ ଉପାୟ କରିଥାଆନ୍ତି। ବାସ୍ତୁ ଅନୁଯାୟୀ ଗୃହରେ ପ୍ରଜାପତିର ଷ୍ଟିକର୍‍ ଖୁବ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହି ପ୍ରଜାପତିର ଷ୍ଟିକରକୁ ଆପଣ ବେଡ଼୍‍…
Read More...

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପିଅନ୍ତୁ ମାଠିଆ ଜଳ

ମାଟି ପାତ୍ରର ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ ବୋଲି କୁହାଯାଏ। ମାତ୍ର ଏହାର ଉପକାରିତା ଗୁଣ ବିଷୟରେ ସଭିଁଏ ହୁଏତ ଜାଣି ନଥିବେ। ଏହାର ବହୁ ଏପରି ଗୁଣ ରହିଛି, ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଆବଶ୍ୟକ।…
Read More...

ବାଙ୍କୀରେ ମା’ଚର୍ଚ୍ଚିକା

ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ମଧ୍ୟରେ ବାଙ୍କୀର ଚର୍ଚ୍ଚିକା ପୀଠ ଅନ୍ୟତମ। ଏହା ପବିତ୍ର ମହାନଦୀ କୂଳ ଋଚିକ ପାହାଡ଼ ଉପରେ ଅବସ୍ଥିତ ଏକ ମହାନ୍‍ ତନ୍ତ୍ରପୀଠ । ଦେବୀ ଚର୍ଚ୍ଚିକା ଏହାର ଅଧିଷ୍ଠାତ୍ରୀ ଦେବୀ। ୬ଷ୍ଠ /୭ମ…
Read More...

କଲିକତାର ପ୍ରସିଦ୍ଧ ଖାଦ୍ୟ

ଦଶହରା ସମୟରେ ବହୁ ଲୋକେ କଲିକତାକୁ ବୁଲିବାକୁ ଯାଆନ୍ତି। ସେଠାରେ ଭ୍ରମଣ ପାଇଁ ବହୁ ସ୍ଥାନ ରହିଛି। ମାତ୍ର ଖାଦ୍ୟପେୟର କଥା ଆସିଲେ କଲିକତାର ଷ୍ଟ୍ରିଟ୍‍ ଫୁଡ଼୍‍ ଭାରତର ସବୁଠାରୁ ଉତ୍ତମ ଷ୍ଟ୍ରିଟ୍‍ ଫୁଡ଼୍‍ ବୋଲି…
Read More...

ପୁରୀରେ ମା’ ବିମଳା

ଶ୍ରୀଜଗନ୍ନାଥ ମନ୍ଦିରର ଅଧିଷ୍ଠାତ୍ରୀ ଦେବୀ ମା'ବିମଳା । ପ୍ରାଚୀନ ଓ ପ୍ରସିଦ୍ଧ ଶକ୍ତିପୀଠ ଭାବେ ପରିଚିତ । ମା'ଙ୍କ ଶାରଦୀୟ ଦୁର୍ଗାପୂଜା ପାଳନର ସ୍ୱାତନ୍ତ୍ର୍ୟ ରହିଛି । ମୂଳାଷ୍ଟମୀ ତିଥିରେ ଗଜପତି ମହାରାଜା…
Read More...

କମ୍‍ ବୟସରେ କେଶର ରଙ୍ଗ ଧଳା ହେଉଛି କି ? ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଉପାୟ

ବୟସ ଅଧିକ ହେଲେ କେଶର ରଙ୍ଗ ଧୀରେ ଧୀରେ ଧବଳ ହୋଇଥାଏ। ମାତ୍ର ବର୍ତ୍ତମାନ ସମୟରେ ଏହା ଅଧିକ ବୟସ ହେଲେ ନୁହେଁ ବରଂ କମ ବୟସରେ ମଧ୍ୟ କେଶର ରଙ୍ଗ ଧଳା ହୋଇ ଯାଉଛି । ଏହି ସମସ୍ୟା ଆରମ୍ଭ ହେବା ମାତ୍ରେ ପ୍ରଥମେ ସଭିଁଏ…
Read More...

ଗୃହ ପାଇଁ ଶୁଭଫଳ ପ୍ରଦାନ କରେ ମାଟି ପାତ୍ର

ଘରେ ଥିବା ମାଟି ପାତ୍ରର ବହୁ ବିଶେଷତ୍ୱ ଗୁଣ ରହିଛି। ଏହି ବିଶେଷତ୍ୱ ଗୁଣ ହିଁ ମନୁଷ୍ୟ ଭାଗ୍ୟକୁ ବଦଳାଇଥାଏ। ଶାସ୍ତ୍ର ଅନୁଯାୟୀ ମାଟିର ପାତ୍ରକୁ ଖୁବ ପବିତ୍ର କୁହାଯାଏ। ଏହି କାରଣରୁ ପୂର୍ବରୁ ସଭିଁଏ ମାଟି ପାତ୍ରରେ…
Read More...

ପରିବା ପଲୋଉ

ଆବଶ୍ୟକ ସାମଗ୍ରୀ ଅରୁଆ ଚାଉଳ – ୨କପ ଫୁଲ କୋବି - ଅଳ୍ପ ଗାଜର – ୧ଟି ମଟର ଛୁଇଁ - ଅଳ୍ପ ବିନ୍‍ ଛୁଇଁ - ଅଳ୍ପ କଟା ପିଆଜ – ୨ଟି ଘିଅ - ଆବଶ୍ୟକ ଅନୁଯାୟୀ ପନିର – ୨୦୦ ଗ୍ରାମ ବଟର - ଆବଶ୍ୟକ ଅନୁଯାୟୀ ଲୁଣ…
Read More...

ପୋଷାକ ଅନୁଯାୟୀ ପିନ୍ଧନ୍ତୁ ଅଳଙ୍କାର

ଅଳଙ୍କାର ପ୍ରତ୍ୟେକ ମହିଳାଙ୍କୁ ପ୍ରିୟ ଅଟେ। ଅଳଙ୍କାରକୁ ନେଇ ସଭିଁଙ୍କ ରୁଚି ଭିନ୍ନ । ନିଜକୁ ସୁନ୍ଦର ଓ ଆକର୍ଷିତ କରିବା ପାଇଁ ବିଭିନ୍ନ ରକମର ଅଳଙ୍କାରକୁ ବ୍ୟବହାର କରିଥାଆନ୍ତି। ଅଳଙ୍କାର ମଧ୍ୟରେ କେବଳ ସୁନା,…
Read More...

କୋଣାର୍କରେ ମାଆ ରାମଚଣ୍ଡୀ

ପୁଣ୍ୟତୋୟା କୁଶଭଦ୍ରା ନଦୀ ଓ ପବିତ୍ର ମହୋଦଧିର ସଂଗମସ୍ଥଳରେ ବାଲୁଖଣ୍ଡ-କୋଣାର୍କ ଅଭୟାରଣ୍ୟର ଅପୂର୍ବ ପ୍ରାକୃତିକ ଶୋଭାର ଗନ୍ତାଘର ମଧ୍ୟରେ ରହିଛି ଅର୍କକ୍ଷେତ୍ରର ରକ୍ଷୟିତ୍ରୀ ଦେବୀ ମା’ ରାମଚଣ୍ଡୀଙ୍କ ପୀଠ।…
Read More...

ଚଟପଟ ମଟନ

ଆବଶ୍ୟକ ସାମଗ୍ରୀ ମଟନ - ୫୦୦ ଗ୍ରାମ ତେଲ - ଆବଶ୍ୟକ ପରିମାଣରେ କଟା ପିଆଜ – ୩ଟି ଆଳୁ – ୩ଟି ହଳଦୀ ଗୁଣ୍ଡ - ଆବଶ୍ୟକ ପରିମାଣରେ ଲଙ୍କା ଗୁଣ୍ଡ- ଆବଶ୍ୟକ ପରିମାଣରେ ଲୁଣ - ଆବଶ୍ୟକ ପରିମାଣରେ ଗୋଟା ମସଲା –…
Read More...

ସହିଦଙ୍କୁ ସମ୍ମାନ ପାଇଁ ମାରାଥନ ଓ ସ୍ମୃତି ସଭା

ଯାଜପୁର : ସହିଦ ଦିବସ ପୂର୍ବରୁ ଯାଜପୁର ପୁଲିସ ପକ୍ଷରୁ ସହିଦଙ୍କ ସ୍ମୃତି ଉଦ୍ଦେଶ୍ୟରେ ମିନି ମାରାଥନ ଓ ସ୍ମୃତି ସଭାର ଆୟୋଜନ କରାଯାଇଥିଲା। ମାରାଥନ୍‌ ଯୋଡ଼ିକୂଅ ଛକ ଠାରୁ ଗାନ୍ଧୀ ଛକ ପର୍ଯ୍ୟନ୍ତ ଆୟେଜିତ ହୋଇଥିଲା।…
Read More...

କାକଟପୁର ମାଆ ମଙ୍ଗଳା

ଆବିର୍ଭାବ– ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକମାନଙ୍କ ମତରେ ରାଜର୍ଷି ଇନ୍ଦ୍ରଦ୍ୟୁମ୍ନ ଶ୍ରୀକ୍ଷେତ୍ରରେ ବୈକୁଣ୍ଠାଧିପତିଙ୍କୁ ବସାଇ ପୂଜନ କରିବା ନିମନ୍ତେ ଗୁରୁ ମହର୍ଷି ମାର୍କଣ୍ଡେୟଙ୍କ ପରାମର୍ଶକ୍ରମେ ବ୍ରହ୍ମାଙ୍କୁ ବରଣ…
Read More...

ଝଙ୍କଡ଼ ବାସିନୀ ମାଆ ଶାରଳା

ତ୍ରିବିଧ ମହାଶକ୍ତି (ମହାକାଳୀ, ମହାଲକ୍ଷ୍ମୀ ଓ ମହାସରସ୍ୱତୀ)ଙ୍କ ସମାହାର ହେଉଛନ୍ତି ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳା। ମୂଳମନ୍ତ୍ର– ଓଁ ଐଂ, ହ୍ରୀଂ, ଶ୍ରୀଂ, କ୍ଲୀଂ ଉତ୍ତିଷ୍ଠ ପୁରୁଷୀଂ କିଂ ସ୍ୱପିସି ଭୟମେ…
Read More...

ଚୂଡ଼ା ପକୋଡ଼ା

ଆବଶ୍ୟକ ସାମଗ୍ରୀ ଚୂଡ଼ା – ୨କପ କଟା ପିଆଜ – ୧ଟି କଞ୍ଚା ଲଙ୍କା – ୩ଟି ବେସନ - ୩ ଚାମଚ ସିଝା ଆଳୁ – ୨ଟି ଅଦା ବଟା – ୨ ଚାମଚ ପେଷା ବାଦାମ   – ୧ ଚାମଚ ତେଲ - ଆବଶ୍ୟକ ପରିମାଣରେ ଧନିଆ ପତ୍ର - ଆବଶ୍ୟକ…
Read More...

ଟ୍ରକ୍‍କୁ ପିଟିଲା ବସ୍‍ ; ୨୦ରୁ ଉର୍ଦ୍ଧ୍ବ ଆହତ

ଯାଜପୁର : ଯାଜପୁର ଜିଲା ବଡ଼ଚଣା କଡ଼େଇ ଛକ ନିକଟରେ ଶନିବାର ଭୋର୍‍ ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨୦ରୁ ଉର୍ଦ୍ଧ୍ବ ଆହତ ହୋଇଥିବା ବେଳେ ଜଣେ ମହିଳା ଗୁରୁତର ହୋଇଛନ୍ତି। ସୂଚନା ଅନୁଯାୟୀ , ଏକ ଘରୋଇ…
Read More...

ବାରିପଦା – ଉଦଳା ଯୋଗାଯୋଗ ବିଚ୍ଛିନ୍ନ

ବଡ଼ସାହି : ତିତ୍‍ଲି ପ୍ରଭାବରେ ଲାଗିରହିଥିବା ଲଗାଣ ବର୍ଷା ଯୋଗୁ ବଡ଼ସାହି ବ୍ଲକର କାଦୁଆଲବନ୍ଧ ରାସ୍ତା ଉପରେ ୩/୪ ଫୁଟ ପାଣି ପ୍ରବାହିତ ହେଉଛି। ଫଳରେ ବାରିପଦା – ଉଦଳା ରାଜ୍ୟପଥରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।…
Read More...

ବିଲ ମଝିରୁ ମୃତଦେହ ଉଦ୍ଧାର

ଦ୍ୱାରଶୁଣି : ବାଙ୍ଗିରିପୋଷି ଥାନା କୁମ୍ଭାରମୁଣ୍ଡାକଟା ଗ୍ରାମର ବିଲ ମଝିରୁ ଏକ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଲେ କୁମ୍ଭାରମୁଣ୍ଡାକଟା ଗ୍ରାମର କୁନୁରାମ ସିଂହ (୫୫)। ମିଳିଥିବା ସୂଚନା ଅନୁଯାୟୀ ,ସେ…
Read More...

କାନ୍ଥ ପଡ଼ି ମହିଳା ଗୁରୁତର

ବାଲେଶ୍ୱର : ପାନପଣା ଗ୍ରାମପଞ୍ଚାୟତ ଦକ୍ଷିଣ ସାହିରେ ଏକ ଅଘଟଣ ଘଟିଛି। ବର୍ଷାର ପ୍ରଭାବରେ ଏକ କାନ୍ଥ ପଡ଼ି ଜଣେ ମହିଳା ଗୁରୁତର ହୋଇଛନ୍ତି। ମହିଳା ଜଣକ ହେଲେ ରତ୍ନମଣୀ ବେହେରା। ସେ ଗୁରୁତର ଭାବେ ଆହତ ହେବାରୁ ତାଙ୍କୁ…
Read More...

୨ ଭଉଣୀଙ୍କ ସଲିଳ ସମାଧି

ମାଲକାନଗିରି : ମାଥିଲି ଥାନା ଅନ୍ତର୍ଗତ ନୂଆଗୁଡ଼ା ଗାଁରେ ଏକ ଅଘଟଣ ଘଟିଛି। ଘରର ପଛ ପାଖରେ ହୋଇଥବା ଏକ ଗାତରେ ୨ ଭଉଣୀ ବୁଡ଼ିଯାଇଛନ୍ତି। ସୂଚନା ଅନୁଯାୟୀ , ଶୁକ୍ରବାର ସକାଳେ ୨ ଭଉଣୀ ଘର ପାଖରେ ଖେଳୁଥିଲେ। ଖେଳୁଥିବା…
Read More...

ପାହାଡ଼ ଧସି ୩ ଗୁରୁତର

ତିଗିରିଆ : ତିତ୍‍ଲି ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗି ରହିଛି। ପ୍ରବଳ ବର୍ଷା ଯୋଗୁ କଟକ ଜିଲା ତିଗିରିଆ ଥାନା ଅନ୍ତର୍ଗତ ବିଷ୍ଣୁପୁର ଗାଁରେ ପାହାଡ଼ରୁ ଅତଡ଼ା ଖସି ଏକ ଘର ଉପରେ ପଡ଼ିଯାଇଥିଲା। ଯାହା ଫଳରେ ଘରର…
Read More...

ବର୍ଷା ପାଇଁ ବିଭିନ୍ନ ଜିଲାକୁ ସତର୍କ ସୂଚନା

କଟକ : ବାତ୍ୟା ତିତ୍‍ଲି ପ୍ରଭାବରେ ସାରା ରାଜ୍ୟରେ ଗୁରୁବାର ଠାରୁ ଲଗାଣ ବର୍ଷା ଲାଗି ରହିଛି। ରାଜଧାନୀ ବିଭିନ୍ନ ତଳିଆ ଅଞ୍ଚଳରେ ବର୍ଷା ପାଣି ଜମିରହିଥିବା ବେଳେ କଟକରେ ମଧ୍ୟ ପ୍ରବଳ ବର୍ଷା ଲାଗି ରହିଛି। ଫଳରେ ଉଭୟ…
Read More...

ଘରୋଇ ଉପଚାରରେ ଦୂର କରନ୍ତୁ ମୁହଁର ଦାଗ

ମୁହଁର ବିଭିନ୍ନ ଦାଗ, କଳା ଦାଗ (ବ୍ଲାକ୍‍ ହେଡ଼ସ୍‍ ),ବ୍ରଣ ଆଦି ସଭିଁଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ବହୁ ପ୍ରକାର କ୍ରିମ ବ୍ୟବହାର କରୁ। ପାର୍ଲର ମଧ୍ୟ ଯାଉ। କିନ୍ତୁ ସାଧାରଣ ଘରୋଇ…
Read More...

ମା’ କଟକ ଚଣ୍ଡୀ

ବିଦ୍ୟାଧରପୁରରୁ ହଂସନାଥ ପଣ୍ଡା ସପରିବାର ଆସି କଟକ ମାନସିଂପାଟଣାରେ ଆସି ରହିଲେ। କନିକା ରାଜାଙ୍କର ସେ ଥିଲେ ଚଣ୍ଡୀ ପୂଜକ ଓ ସନ୍ଧ୍ୟାରେ ରାଜାଙ୍କ ସହ ରୋଜ୍‍ ପଶା ଖେଳୁଥିଲେ। ତାଙ୍କର ଥିଲା ଗୋଠେ ଗାଈ ଓ ସେ ନିଜେ ଗାଈ…
Read More...

ଶରୀର ପାଇଁ ଲାଭ ଦାୟକ ଲାଲ ରଙ୍ଗର ପରିବା ଓ ଫଳ

ସବୁଜ ପନପରିବାରେ ବହୁ ପୋଷ୍ଟିକ ତତ୍ତ୍ୱ ରହିଛି। ମାତ୍ର ଲାଲ ରଙ୍ଗର ପରିବା ଓ ଫଳରେ ମଧ୍ୟ ବହୁ ପ୍ରକାରର ଆଣ୍ଟିଅକ୍ସିଡ଼ାଣ୍ଟ ରହିଛି। ଯାହା ସ୍ୱାସ୍ଥ୍ୟ ପାଇଁ ଖୁବ ଉପଯୋଗୀ ଅଟେ। ଲାଲ ରଙ୍ଗର ପ୍ରତ୍ୟେକ ପନିପରିବା ଓ ଫଳରେ…
Read More...

ନବରାତ୍ରିରେ ଯଅ ବୁଣିବାର କାରଣ ଓ ଏହାର ସଂଙ୍କେତ

ହିନ୍ଦୁଧର୍ମରେ ପ୍ରତ୍ୟେକ ପୂଜାପର୍ବର ନିର୍ଦ୍ଦିଷ୍ଟ ନୀତିନିୟମ ରହିଛି। ମାତ୍ର ଏହି ନୀତିନିୟମର ଉଦ୍ଦେଶ୍ୟ ସଭିଁଙ୍କୁ ଜଣାନଥାଏ। ନବରାତ୍ରିରେ ଏକ ପାତ୍ରରେ ମାଟିରେ ଗହମ ଓ ଯଅକୁ ପୋତାଯାଇଥାଏ ଏବଂ ତାହା ନିକଟରେ କଳସର…
Read More...

ସ୍ୱାସ୍ଥ୍ୟ ପାଇଁ ଉପକାରୀ ଡ଼ାଳିମ୍ବ ଚାହା

ଡ଼ାଳିମ୍ବ ଖାଇବା ଦ୍ୱାରା ଏହା ଆମ ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ ହୋଇଥାଏ। କିନ୍ତୁ ଏହି ଡ଼ାଳିମ୍ବ ଚୋପାରେ ପ୍ରସ୍ତୁତ ହୋଇଥିବା ଚାହା ପିଇବା ଦ୍ୱାରା ଆମ ସ୍ୱାସ୍ଥ୍ୟ ଖୁବ ଉପକାରୀ ଅଟେ। ଡ଼ାଳିମ୍ବ ଚୋପାରେ ତିଆରି ଚାହାରେ…
Read More...

ନବରାତ୍ରି ପୂଜା ଦ୍ବାରା ଦୂର ହୋଇଥାଏ ବାସ୍ତୁ ଦୋଷ

ବାସ୍ତୁଶାସ୍ତ୍ରରେ ନବରାତ୍ରି ପୂଜାର ମହିମା ବର୍ଣ୍ଣମା କରାଯାଇଛି। ନବରାତ୍ରି ପୂଜାକୁ ବିଧିବଧ ଭାବେ କରିବା ଦ୍ବାରା ବହୁ ବାସ୍ତୁ ଦୋଷ ଦୂର ହୋଇଥାଏ। ବାସ୍ତୁ ଅନୁସାରେ ମା’ ଦୁର୍ଗାଙ୍କର ନଅଟି ରୂପ ନଅ ଗ୍ରହ ସହ…
Read More...

ଚିଙ୍ଗୁଡ଼ି କଷା

ଆବଶ୍ୟକ ସାମଗ୍ରୀ ଚିଙ୍ଗୁଡ଼ି – ୫୦୦ ଗ୍ରାମ ତେଲ - ଆବଶ୍ୟକ ପରିମାଣରେ କଟା ପିଆଜ – ୨ଟି ଅଦା ରସୁଣ ବଟା - ଆବଶ୍ୟକ ପରିମାଣରେ କଟା ଟମାଟୋ – ୧ଟି ହଳଦୀ ଗୁଣ୍ଡ - ଆବଶ୍ୟକ ପରିମାଣରେ ଲଙ୍କା ଗୁଣ୍ଡ - ଆବଶ୍ୟକ…
Read More...

ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ

ହିନ୍ଦୁମାନଙ୍କ ବହୁ ପ୍ରସିଦ୍ଧ ମନ୍ଦିର ମାନଙ୍କ ମଧ୍ୟରୁ ଓଡ଼ିଶାର ଜଗତସିଂହପୁରରେ ଥିବା ମା’ ଶାରଳାଙ୍କ ମନ୍ଦିର ଅନ୍ୟତମ। ମା’ ଶାରଳାଙ୍କୁ ବାକ୍‍ ଦେବୀ ତଥା ଜ୍ଞାନ ଓ ବିଜ୍ଞତାର ଦେବୀ ବୋଲି ମଧ୍ୟ କୁହାଯାଇଥାଏ।…
Read More...

ପୁଣି ଜନନୀ ଯନ୍ତ୍ରଣା, ଷ୍ଟ୍ରେଚରରେ ବୁହା ହେଲେ ପ୍ରସୂତି

ଚିତ୍ରକୋଣ୍ଡା : ଚିତ୍ରକୋଣ୍ଡା ପଞ୍ଚାୟତ ଅନ୍ତର୍ଗତ ପାବଲିଗୁଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ମଟର ସାଇକେଲ ଓ ଷ୍ଟ୍ରେଚରରେ ବୁହା ହୋଇ ଜଣେ ଗର୍ଭବତୀଙ୍କୁ ମେଡ଼ିକାଲ ନିଆଯାଇଛି। ସୋମବାର ଜଣେ ଗର୍ଭ ଯନ୍ତ୍ରଣା…
Read More...

ଶ୍ରୀମନ୍ଦିରର ବାଇଶି ପାହାଚରେ ପିଣ୍ଡଦାନ

ପୁରୀ : ଆଜି ପବିତ୍ର ମହାଳୟା ଅମାବାସ୍ୟା।ଭାରତୀୟ ପରମ୍ପରାରେ ପିତୃପୁରୁଷଙ୍କ ସନ୍ତୁଷ୍ଟି ପାଇଁ ଏକାଧିକ ଶ୍ରାଦ୍ଧାନୁଷ୍ଠାନ କରାଯାଏ। ସେଗୁଡ଼ିକ ମଧ୍ୟରେ ମହାଳୟା ଶ୍ରାଦ୍ଧ ଶ୍ରେଷ୍ଠ। ପିତୃଗଣଙ୍କ ଉଦ୍ଦେଶ୍ୟରେ ଦାନ ଓ…
Read More...

ନୂଆ ଗୋଳାବନ୍ଧ ଗ୍ରାମରେ ହତ୍ୟାକାଣ୍ଡ; ମୃତଦେହ ଉଦ୍ଧାର

ଗୋପାଳପୁର : ଗଞ୍ଜାମ ଜିଲାର ଗୋପାଳପୁର ଥାନା ଅନ୍ତର୍ଗତ ନୂଆ ଗୋଳାବନ୍ଧ ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଛି। ଏକ ବୁଦା ମୂଳରୁ ଜଣେ ଭିକାରୀର ବେକକଟା ହୋଇଥିବା ମୃତଦେହ ମିଳିଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ…
Read More...

ବିବାହ ପାଇଁ ପ୍ରେମିକାର ମା’ଙ୍କୁ ହତ୍ୟା କଲେ ଯୁବକ

ବାଲେଶ୍ୱର : ବାଲେଶ୍ୱରରେ ଏକ ଅଭାବନୀୟ ଘଟଣା ଘଟିଛି । ପ୍ରେମ ଓ ବିବାହକୁ ନେଇ ଏହି ହତ୍ୟାକାଣ୍ଡ ଘଟିଛି । ସୂଚନା ଅନୁସାରେ ଦୁବେଇରେ କାମ କରୁଥିବା ଅଭିଯୁକ୍ତ ସନିଆ ହୁଇ ଶ୍ୟାମାନନ୍ଦିପୁର ଗାଁରେ ଜଣେ ଝିଅକୁ ଭଲ…
Read More...

ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକ ମୃତ

କଲମପୁର : ବିଦ୍ୟୁତ ତାର ସଂଯୋଗ କରିବା ଯୁବକଙ୍କ ପାଇଁ କାଳ ହେଲା। ଅସାବଧାନତା ବଶତଃ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ଯୁବକଙ୍କର ମୃତ୍ୟୁ ହୋଇଛି। ସାଙ୍ଗ ସହିତ ଭଲିବଲ୍‍ ଖେଳିବା ବେଳେ ଆଲୋକ ଜାଳିବା ପାଇଁ ବିଦ୍ୟୁତ…
Read More...

ଗୋପବନ୍ଧୁଙ୍କ ଜନ୍ମଜୟନ୍ତୀ କାର୍ଯ୍ୟକ୍ରମର ପ୍ରସ୍ତୁତି ବୈଠକ

ସୁଆଣ୍ଡୋ : ଉତ୍କଳମଣି ଗୋପବନ୍ଧୁଙ୍କ ଜୟନ୍ତୀ ଉତ୍ସବରେ ସୁଆଣ୍ଡୋସ୍ଥିତ ବାସଭବନ ସମ୍ମୁଖରେ ପାଳନ କରାଯିବ। ଆସନ୍ତା ନଅ ତାରିଖରେ ଗୋପବନ୍ଧୁ ସ୍ମୃତିପରିଷଦ ପକ୍ଷରୁ ଏହା ପାଳନ କରାଯିବ। ଏହି ପରିପ୍ରେକ୍ଷୀରେ ସକାଳ ୭:୩୦…
Read More...

ଖାଲରେ ବୁଡ଼ି ୨ ନାବାଳକ ମୃତ

ନବରଙ୍ଗପୁର : ତିରିମାରେ ଗାଁରେ ଏକ ଅଘଟଣ ଘଟିଛି। ଗାଁରେ ଥିବା ଏକ ବଡ଼ଖାଲରେ ବୁଡ଼ି ୨ ଜଣ ବାଳକଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ ଗ୍ରାମରେ ଏକ ବଡ଼ ଖାଲରେ ପାଣି ଭର୍ତ୍ତି ହୋଇଥିଲା। ଦିନ ୧୦ଟା ବେଳକୁ ୩ ଜଣ ବାଳକ…
Read More...

ଯୁବକ ଓ ଯୁବତୀଙ୍କ ମୃତଦେହ ଉଦ୍ଧାର

ଭଦ୍ରକ : ତିହିଡ଼ି ଥାନା ଦୋଳସାହି ହାଇସ୍କୁଲ ପଛପଟେ ଥିବା ପରିତ୍ୟକ୍ତ ସ୍ଥାନରୁ ଜଣେ ଯୁବକ ଓ  ଜଣେ ଯୁବତୀଙ୍କ ମୃତଦେହ ଠାବ ହୋଇଛି। ସୂଚନା ଅନୁଯାୟୀ ପ୍ରେମୀ ଯୁଗଳ ବୋଲି ଜଣାପଡିଛି । ବୁଧବାର ଦିନ ଏମାନେ ଘର ଛାଡ଼ି ପଳାଇ…
Read More...

ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣା ଗ୍ରସ୍ତ :୨ ମୃତ, ୨୦ ଆହତ

ଭଦ୍ରକ : ଚରମ୍ପା ନିକଟରେ ଏକ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏଥିରେ ୨ଜଣ ମୃତ,୨ ଜଣ ଗୁରୁତର ଏବଂ ୨୦ ଜଣ ଆହତ ହୋଇଛନ୍ତି।  ସୂଚନା ଅନୁସାରେ, ୧୬ ନମ୍ବର ଜାତୀୟ ରାଜପଥ ଚରମ୍ପା ଠାରେ ଏକ ବାଉଁଶ ବୋଝେଇ…
Read More...

ଥାଇରଏଡ଼ର ଲକ୍ଷଣ ଓ ଏଥିରୁ ରକ୍ଷା ପାଇବାର ଉପାୟ

ଆଜିକାଲି ବହୁ ଲୋକେ ଥାଇରଏଡ଼ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏହି ରୋଗରେ ଓଜନ ବଢିବା ସହ ହରମୋନ ଅସନ୍ତୁଳିତ ହୋଇଥାଏ। ଏକ ଗବେଷଣାରୁ ଜଣାଯାଇଛି ଯେ, ପୁରୁଷମାନଙ୍କ ତୁଳନାରେ  ମହିଳାମାନଙ୍କ ଥାଇରଏଡ଼ ଆଶଙ୍କା ୧୦% ଅଧିକ।…
Read More...

ନବରାତ୍ରିରେ ଏହି ରଙ୍ଗର ପୋଷାକ ପିନ୍ଧିବା ଅତ୍ୟନ୍ତ ଶୁଭ

ନବରାତ୍ରିର ଶୁଭାରମ୍ଭ ହେବାକୁ ଯାଉଛି। ନବରାତ୍ରିରେ ରଙ୍ଗମାନଙ୍କର ବିଶେଷ ମହତ୍ୱ ଥାଏ ବୋଲି ଶାସ୍ତ୍ରରେ ମାନ୍ୟତା ରହିଛି। ଏହି ବର୍ଷ ମା’ଦୁର୍ଗାଙ୍କର ନଅଟି ରୂପର ପୂଜାରେ ବିଶେଷ ରଙ୍ଗ ପୋଷାକ ଧାରଣ କରିବା ଅତ୍ୟନ୍ତ…
Read More...

ପିଆଜ କଚୋଡ଼ି

ଆବଶ୍ୟକ ସାମଗ୍ରୀ ମଇଦା – ୩ କପ ତେଲ - ଆବଶ୍ୟକ ଅନୁଯାଯୀ କଟା ପିଆଜ – ୩ଟି ବେସନ - ୧ ଚାମଚ ହଳଦୀ ଗୁଣ୍ଡ - ଅଳ୍ପ ଲଙ୍କା ଗୁଣ୍ଡ - ଅଳ୍ପ ଲୁଣ - ଆବଶ୍ୟକ ପରିମାଣରେ କଟା କଞ୍ଚା ଲଙ୍କା – ୩ଟି ଜୁଆଣୀ - ଅଳ୍ପ…
Read More...

ଚାନ୍ଦବାଲିରେ ଦବିଲା ନଦୀବନ୍ଧ

ଚାନ୍ଦବାଲି : ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ବୈତରଣୀ ନଦୀ ବନ୍ଧ ସାଥିବାଙ୍କୁଡ଼ା ଠାରେ ଦବି ଯାଇଛି। ପ୍ରାୟ ୨୫୦ ଫୁଟର ଏହି ନଦୀ ବନ୍ଧ ଶୁକ୍ରବାର ରାତିରେ ୫ ରୁ ୬ ଫୁଟ ଦବି ଯାଇଥିବା ସୂଚନା ମିଳିଛି। ଫଳରେ ନଦୀର ଜୁଆର…
Read More...