www.samajalive.in
Saturday, December 6, 2025
16.1 C
Bhubaneswar

ଉପହାର ବିଷୟରେ କେତେକ ଜାଣିବା କଥା

ଆମେ ସମସ୍ତେ ବିଭିନ୍ନ ପୂଜାପର୍ବ, ଜନ୍ମଦିନ ଆଦି ସ୍ୱତନ୍ତ୍ର ଉତ୍ସବରେ ପରସ୍ପରକୁ ଉପହାର ଦେଇଥାଉ। ଉପହାର ଦେବା ସମୟରେ ଆମେ ସର୍ବଦା ଧ୍ୟାନ ଦେଉ ଯେ, ଯାହାକୁ ଆମେ ଉପହାର ଦେଉଛୁ, ତା’କୁ ନିଶ୍ଚୟ ପସନ୍ଦ ଆସିବ। ମାତ୍ର ଏହି ଉପହାର ଦେବା ସମୟରେ ଆମକୁ କିଛି କଥା ପ୍ରତି ଧ୍ୟାନ ଦେବାକୁ ପଡ଼ିବ। କେଉଁ ପ୍ରକାରର ଉପହାର ଦେବା ଶୁଭ ହୋଇଥାଏ, ତାହା ହୁଏତ ସଭିଁଙ୍କୁ ଜଣାନଥିବ। ଜାଣନ୍ତୁ କେଉଁ ପ୍ରକାରର ଉପହାର ଦେବା ଶୁଭ ହୋଇଥାଏ।
କାଚର ଦ୍ରବ୍ୟ ଉପହାର ଭାବେ ଦେବା ଉଚିତ ନୁହେଁ। ଏହା ଦ୍ୱାରା ସଂପର୍କରେ କୁପ୍ରଭାବ ପଡ଼ିଥାଏ।
ବିଭିନ୍ନ ପ୍ରକାରର ପୋଷାକ, କଣ୍ଢେଇ ମଧ୍ୟ ଉପହାର ଦେଇପାରିବେ।
ଉପହାରରେ ଚକୋଲେଟ ଦେବା ଅତ୍ୟନ୍ତ ଶୁଭ ହୋଇଥାଏ। ଏହା ଦ୍ୱାରା ସଂପର୍କରେ ମଧୁରତା ଆସିଥାଏ।
ଉପହାରକୁ ଏକ ପ୍ରକାରର ଦାନ ବୋଲି କୁହାଯାଇଥାଏ। ଏହା ଦ୍ୱାରା ଜୀବନର ବହୁ ସମସ୍ୟା ମଧ୍ୟ ଦୂର ହୋଇଥାଏ। କୁହାଯାଇଥାଏ ଯେ, ଜୀବନରେ ଯେଉଁ ପ୍ରକାରର ସମସ୍ୟା ଥାଏ, ସେହି ପ୍ରକାରର ବସ୍ତୁ ଉପହାର ଦେବା ଶୁଭ ହୋଇଥାଏ। ଉପହାର ସାଧାରଣତଃ ଅସହାୟ ଓ ଗରିବ ଲୋକଙ୍କୁ ଦେବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ।
ଅନ୍ନ, ବସ୍ତ୍ର ଓ ମିଠା ଦ୍ରବ୍ୟ ଦେବା ଅତ୍ୟନ୍ତ ଶୁଭ ବୋଲି କୁହାଯାଏ। ଏହି ସମସ୍ତ ଦ୍ରବ୍ୟକୁ ଦାନ ଦେବା ଦ୍ୱାରା ଜୀବନରେ ଖୁସିର ଆଗମନ ହୋଇଥାଏ ବୋଲି କୁହାଯାଏ। ସୌଭାଗ୍ୟ ପ୍ରାପ୍ତି ହୋଇଥାଏ। ଗୃହରେ ସୁଖସମୃଦ୍ଧି ସହ ସଦସ୍ୟଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ।

Hot this week

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଭିନ୍ନ ଭିନ୍ନ ଦୂରତ୍ବ ପାଇଁ କମ୍ପାନୀ ନେବେ ଏତିକି ଟଙ୍କା

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

Related Articles

Popular Categories