ଖୋର୍ଦ୍ଧା : ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ସକାଳେ ଖୋର୍ଦ୍ଧା ନିକଟସ୍ଥ ମଳିପଡ଼ା ଛକ ଠାରୁ ଅଳ୍ପ ଦୂରରେ ଏକ ଗାଡ଼ଭାଲୁର ମୃତଦେହ ଉଦ୍ଧାର କରାଯାଇଛି। ଭାଲୁଟି ରକ୍ତାକ୍ତ ଅବସ୍ଥାରେ ମରିପଡ଼ିଥିଲା। ଶନିବାର ରାତିରେ ରାସ୍ତା ଅତିକ୍ରମ କରିବା ବେଳେ କୌଣସି ଗାଡ଼ି ଭାଲୁଟିକୁ ଧକ୍କା ଦେଇଥିବାରୁ ତା’ର ମୃତ୍ୟୁ ହୋଇଛି ବୋଲି ଅନୁମାନ କରାଯାଉଛି। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଖୋର୍ଦ୍ଧା ବନବିଭାଗ ମୃତ ଗାଡ଼ଭାଲୁଟିକୁ ଉଦ୍ଧାର କରିନେଇଛନ୍ତି।
Popular Categories



