ଟିଟିଲାଗଡ଼ : ବିଜେପୁର ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଭିତରେ ମ୍ୟାନେଜରଙ୍କ ଉପରକୁ ଗୁଳିମାଡ଼ ହୋଇଛି। ଦୁର୍ବୃତ୍ତମାନେ ବ୍ୟାଙ୍କ ଭିତରେ ପଶି ଲୁଟ ଉଦ୍ଦେଶ୍ୟରେ ବ୍ୟାଙ୍କ ଭିତରେ ଗୁଳି କରିଥିବା ସୂଚନା ମିଳିଛି। ମ୍ୟାନେଜରଙ୍କ ବେକରେ ଗୁଳି ବାଜିଥିବା ଜଣାପଡ଼ିଛି। ମ୍ୟାନେଜରଙ୍କ ନାମ ହେଉଛି କୋଶଲ ଦୋରା। ଗୁରୁତର ମ୍ୟାନେଜରଙ୍କୁ ଟିଟିଲାଗଡ଼ ହସ୍ପିଟାଲକୁ ନିଆଯାଇଛି। ବ୍ୟାଙ୍କରୁ କେତେ ଟଙ୍କା ଲୁଟ ହୋଇଛି ତାହା ସ୍ପଷ୍ଟ ହୋଇ ନାହିଁ।
Popular Categories



