www.samajalive.in
Monday, December 8, 2025
20.1 C
Bhubaneswar

ନବବର୍ଷକୁ ଆନନ୍ଦ ଓ ଉଲ୍ଲାସରେ ଭରିବାକୁ ପାଳନ କରନ୍ତୁ ଏହି ବାସ୍ତୁ ନିୟମ

ନୂଆବର୍ଷ ସ୍ୱାଗତ ନୂଆ ଢଙ୍ଗରେ କରନ୍ତୁ। ଯଦି ଆମେ ଆମ ଜୀବନରେ କିଛିଟା ପରିବର୍ତ୍ତନ ଆଣୁ ଏବଂ ବାସ୍ତୁଶାସ୍ତ୍ର ଅନୁଯାୟୀ କିଛି ସହଜ ଉପାୟ ଅବଲମ୍ବନ କରୁ ତେବେ ଜୀବନରେ ସଫଳତା ପାଇପାରିବା। ଜାଣନ୍ତୁ ବାସ୍ତୁ ଅନୁଯାୟୀ କିଛି ସହଜ ଉପାୟ ବିଷୟରେ ଯାହା ନବବର୍ଷର ପ୍ରତ୍ୟେକ ଦିନକୁ ଉତ୍ସାହ ଓ ଆନନ୍ଦରେ ଭରିଦେବ।
ବାସ୍ତୁ ଅନୁଯାୟୀ, ଗୃହରେ ବଂଶୀ ରଖନ୍ତୁ। ଘରର ମୁଖ୍ୟ ଦ୍ୱାର ନିକଟରେ ବଂଶୀ ଲଗାନ୍ତୁ। ଏହା ଖୁବ ଶୁଭଫଳ ପ୍ରଦାନ କରିଥାଏ।
ନିୟମିତ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ।
ଗୋଲପ, ଚମ୍ପା, ମଲ୍ଲୀ ଆଦିର ବାସ୍ନା ମାନସିକ ଦୁଶ୍ଚିତା ଦୂର କରେ। ଏହି ଫୁଲଗଛ ଲଗାଇବା ଅତ୍ୟନ୍ତ ଶୁଭଫଳ ମିଳିଥାଏ।
ଗୃହରେ ମନିପ୍ଲାଣ୍ଟ ଲଗାନ୍ତୁ। ଏହା ଦ୍ୱାରା ଦାମ୍ପତ୍ୟ ଜୀବରେ ସର୍ବଦା ମଧୁରତା ରହିଥାଏ।
ତୁଳସୀ ବୃକ୍ଷ ମଧ୍ୟ ଲଗାନ୍ତୁ।
ଭଗବାନ ମହେଶ୍ୱର ଓ ମାତା ପାର୍ବତୀଙ୍କୁ ପୂଜାର୍ଚ୍ଚନା କରନ୍ତୁ। ଘରେ ବସିଥିବା ପ୍ରଭୁ ଗଣେଶଙ୍କ ମୂର୍ତ୍ତି ଓ କାର୍ଯ୍ୟାଳୟରେ ଠିଆ ହୋଇଥିବା ଗଣେଶଙ୍କ ମୂର୍ତ୍ତି ଲଗାନ୍ତୁ। ଏହି ମୂର୍ତ୍ତିଙ୍କର ଚରଣ ଭୂମି ଅର୍ଥାତ ଯେଉଁସ୍ଥାନରେ ରଖୁଛନ୍ତି, ସେହି ସ୍ଥାନକୁ ସ୍ପର୍ଶ କରିବା ଆବଶ୍ୟକ। ଧବଳ ରଙ୍ଗର ପ୍ରଭୁ ଗଣେଶଙ୍କ ମୂର୍ତ୍ତି ସୁଖସମୃଦ୍ଧି ପ୍ରଦାନ କରିଥାଆନ୍ତି।
ଘରକୁ ଓ ଘରେ ଥିବା କାଚ ପାତ୍ରକୁ ସଫା କରନ୍ତୁ। ଗାଈଙ୍କୁ ଘାସ କିମ୍ବା ରୁଟି ଖାଇବାକୁ ଦିଅନ୍ତୁ।
ଅସହାୟ ଓ ଗରିବଙ୍କୁ ଦାନ କରନ୍ତୁ।
ସନ୍ଧ୍ୟା ସମୟରେ ଘରେ ଲାଇଟ ଲଗାନ୍ତୁ। ଅନ୍ଧକାର କରନ୍ତୁ ନାହିଁ।
ଆଲେଖ୍ୟ ସସ୍ମିତା ମହାନ୍ତି

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories