www.samajalive.in
Saturday, December 6, 2025
16.1 C
Bhubaneswar

ବାଲି ଖାଦାନରେ ଚଢାଉ

ଜଳେଶ୍ୱର : ମହମ୍ମଦନଗରପାଟଣାରେ ବେଆଇନ ବାଲି ଖାଦାନରେ ଚଢଉ କରାଯାଇଛି। ତହସିଲଦାରଙ୍କ ନେତୃତ୍ୱରେ ଏହି ଚଢଉ କରାଯାଇଛି। ବାରଣ ଥିବା ସ୍ୱାମ୍ପ୍‍ ପମ୍ପରେ ବାଲି ଉତ୍ତୋଳନ ଅଭିଯୋଗରେ ଏହି ଚଢଉ କରାଯାଇଥିଲା। ଏଥିରେ ୫ଟି ଡ଼ମ୍ପର , ଗୋଟିଏ ଜେସିବି ଜବତ ହୋଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories