ଭୁବନେଶ୍ୱର : ଖଣ୍ଡଗିରି ଛକରେ ୨ଟି ବସ୍ ସଂପୂର୍ଣ୍ଣ ଜଳିଯାଇଛି। ପେଟ୍ରୋଲ ପମ୍ପ ପଛପଟେ ଥିବା ବେଳେ ବସ୍ ଜଳିଯାଇଥିବା ସୂଚନା ମିଳିଛି। ଅବ୍ୟବହୃତ ଅବସ୍ଥାରେ ଥିବା ୨ଟି ବସ୍ ଜଳିଯାଇଛି। ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି। ଅଗ୍ନିକାଣ୍ଡରେ କାରଣ ଅସ୍ପଷ୍ଟ ରହିଛି। ଭୋର୍ ସମୟରେ ବସ୍ ଜଳିଯାଇଥିଲା। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବସ୍ ଜଳିଥିବା ସନ୍ଦେହ କରାଯାଉଛି। ଅଗ୍ନିଶମ ବିଭାଗ ଦ୍ୱାରା ନିଆଁକୁ ଆୟତ୍ତ କରାଯାଇଛି।
Popular Categories



