www.samajalive.in
Friday, December 5, 2025
20.1 C
Bhubaneswar

ରାତିରେ ଭାତ ଖାଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ

ନିଜର ପସନ୍ଦ ଓ ଇଚ୍ଛା ଅନୁଯାୟୀ ସଭିଏଁ ବିଭିନ୍ନ ପ୍ରକାରର ଖାଦ୍ୟ ଖାଇଥାଉ। ଭାତ ଆମର ଏକ ମୁଖ୍ୟ ଖାଦ୍ୟ ଅଟେ। ଏଥିରେ ଭିଟାମିନ ଏ ଥିବାରୁ ଏହା କାର୍ଯ୍ୟ କରିବାକୁ ଅଧିକ ଶକ୍ତି ଦେଇଥାଏ। ଦିନକୁ ଥରେ ଭାତ ଖାଇବା ନିତ୍ୟାନ୍ତ ଆବଶ୍ୟକ। ମାତ୍ର ଡ଼ାକ୍ତର ପରାର୍ମଶ ଅନୁଯାୟୀ ରାତିରେ ଭାତ ଖାଇବା ଦ୍ୱାରା ମୋଟାପଣ ବୃଦ୍ଧି ହୋଇଥାଏ। ଭାତରେ ଫ୍ୟାଟ୍‍ ଅଂଶ ଅଧିକ ଥାଏ। ତେଣୁ ଯେଉଁ ମୋଟା ଲୋକମାନେ ପତଳା ହେବାକୁ ଇଚ୍ଛୁକ ସେମାନେ ରାତିରେ ଭାତ ଖାଇବା ଅନୁଚିତ। ଜାଣନ୍ତୁ ରାତିରେ ଭାତ ଖାଇବା ଦ୍ୱାରା ଶରୀରରେ ଏହାର କି ପ୍ରଭାବ ପଡ଼େ….
ଭାତ ଖାଇଲେ ପେଟ ବଢିଥାଏ-
ଯେଉଁ ଖାଦ୍ୟଦ୍ରବ୍ୟରେ କାବ୍ରୋହାଇଡ଼୍ରେଡ଼ ଅଧିକ ପରିମାଣରେ ଥାଏ, ତାହାକୁ ରାତିରେ ଖାଇବା ଦ୍ୱାରା ମୋଟା ହେବା ସହ ପେଟ ବଢିଥାଏ। ତେଣୁ ରାତିରେ ଭାତ ଖାଇବା ଦ୍ୱାରା ମୋଟାପଣ ବୃଦ୍ଧି ସହ ପେଟ ବଢିଥାଏ।
ଅନ୍ୟ ଖାଦ୍ୟ ତୁଳନାରେ ଭାତ ବିଳମ୍ବରେ ହଜମ ହୋଇଥାଏ। ଧଳା ଭାତ ତୁଳନାରେ ନାଲି ଚାଉଳର ଭାତ, ମାଟିଆ ଚାଉଳର ଭାତ ହଜମ ହେବାକୁ ଅଧିକ ସମୟ ହୋଇଥାଏ। ତେଣୁ ରାତିରେ ଭାତ ଖାଇଲେ ମୋଟାପଣ ବଢିଥାଏ।
ଯେକୌଣସି ଖାଦ୍ୟକୁ ସଠିକ୍‍ ସମୟରେ ଠିକ୍‍ ମାତ୍ରାରେ ଖାଇଲେ ତାହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ। ଭାତରେ ମ୍ୟାଗ୍ନେସିୟମ , ଫସ୍‍ଫରସ, ଫାଇବର , ଆଇରନ ଆଦି ରଖିଛି। ତେଣୁ ଏହାକୁ ଦିନକୁ ଥରେ ଖରାବେଳେ ସଠିକ ମାତ୍ରାରେ ଖାଇବା ଆବଶ୍ୟକ। ରାତିରେ ଖାଇବା ଅନୁଚିତ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories