www.samajalive.in
Saturday, December 6, 2025
14.1 C
Bhubaneswar

କଏଦୀ ଆକ୍ରମଣରେ କଏଦୀର ମୃତ୍ୟୁ

ବାଲେଶ୍ୱର : ବାଲେଶ୍ୱର ଜେଲରେ ଜଣେ କଏଦୀର ଆକ୍ରମଣରେ ଅନ୍ୟ ଜଣେ କଏଦୀର ମୃତ୍ୟୁ ହୋଇଛି। ମୃତ କଏଦୀ ହେଲେ ରାମଚନ୍ଦ୍ର ଦାସ (୬୫)। ଶରତ ଚନ୍ଦ୍ର ଗିରି (୩୨) ନାମକ ଜଣେ କଏଦୀ ରାମଚନ୍ଦ୍ର ଦାସଙ୍କୁ ଇଟାରେ ଆକ୍ରମଣ କରିଥିଲେ ବୋଲି ଜେଲର ସୁପରିଟେଣ୍ଡ ଶୁଭକାନ୍ତ ମିଶ୍ର କହିଛନ୍ତି। ଆକ୍ରମଣରେ ପରେ ଗୁରୁତର ଅବସ୍ଥାରେ ରାମଚନ୍ଦ୍ରକୁ ଡ଼ାକ୍ତରଖାନା ନେବା ସମୟରେ ରାସ୍ତାରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଛି ।

ସୂଚନାଯୋଗ୍ୟ, ଆକ୍ରମଣକାରୀ କଏଦୀ ଜଣେ ମାନସିକ ରୋଗୀ ବୋଲି ଜଣାଯାଇଛି । ସେ ଏକ ହତ୍ୟା ମାମଲାରେ ୨୦୦୯ ମସିହାରେ  ଜେଲକୁ ଆସିଥିଲା। ଏହି ମାମଲାରେ ତାଙ୍କୁ ଆଜୀବନ କାରାଦଣ୍ଡ ମଧ୍ୟ ହୋଇଛି । ମୃତ ରାମଚନ୍ଦ୍ର ଚୋରା ମଦ ବ୍ୟବସାୟ କରିବା ମାମଲାରେ ଦୁଇ ଦିନ ତଳେ ଜେଲକୁ ଆସିଥିଲା। ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories