www.samajalive.in
Friday, December 5, 2025
26.1 C
Bhubaneswar

ନିର୍ବାଚନ ପୂର୍ବରୁ ମାଓବାଦୀଙ୍କ ଉଗ୍ରରୂପ, ୨ଟି ସ୍ଥାନରେ ୭ଟି ବିସ୍ଫୋରଣ

ରାୟପୁର: ନିର୍ବାଚନର ମାତ୍ର ଗୋଟିଏ ପୂର୍ବରୁ ଛତିଶଗଡର ମାଓବାଦୀମାନେ ଉଗ୍ରରୂପ ଧାରଣ କରିଛନ୍ତି । ଛତିଶଗଡ ଦୁଇଟି ସ୍ଥାନରେ ମାଓବାଦୀମାନେ ୭ଟି ବିସ୍ଫୋରଣ କରିଥିବା ସୂଚନା ମିଳିଛି । ​‌ଛତିଶଗଡର ଅନ୍ତାଗଡ ଗ୍ରାମର ୬ଟି ଏବଂ ବିଜାପୁରରେ ଗୋଟି ବିସ୍ଫୋରଣ କରିଛନ୍ତି । ବିସ୍ଫୋରଣରେ ଜଣେ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି । ଏହା ପରେ ସୁରକ୍ଷାକର୍ମୀ ଓ ନକ୍ସଲ ମୁହାଁମୁହିଁ ହୋଇଥିବା ସୂଚନା ମିଳିଛି । ସେିପରି ବିଜାପୁରରେ ଗୁଳିବିନିମୟ ବେଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ନକ୍ସଲ ନିହତ ହୋଇଥିବା ଅଧିକାରୀ ସୂଚନା ଦେଇଛନ୍ତି । ଏହା ସହ ଅନ୍ୟଜଣେ ମାଓବାଦୀଙ୍କୁ ମଧ୍ୟ ଗିରଫ କରାଯାଇଛି । ଘଟଣାସ୍ଥଳରୁ ମୃତ ମାଓବାଦୀର ମୃତଦେହ ସହ ଅସ୍ତ୍ରଶସ୍ତ୍ର ଓ ବିପୁଳ ମାଓସାମଗ୍ରୀ ଜବତ ହୋଇଛି । ସେଠାରେ କମ୍ବିଂ ଅପରେସନ୍‌କୁ ଜୋରଦାର କରାଯାଇଛି ।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories