www.samajalive.in
Sunday, December 7, 2025
23.1 C
Bhubaneswar

ଋୁଦ୍ରାକ୍ଷ ଧାରଣ କରିବାର ନିୟମ ଓ କାରଣ

ରୁଦ୍ରାକ୍ଷ ଏପରି ଏକ ବସ୍ତୁ ଯାହାକୁ ରୁଦ୍ରଙ୍କ ଅଂଶ ବୋଲି କୁହାଯାଇଥାଏ। ଶାସ୍ତ୍ରରେ ମାନ୍ୟତା ରହିଛି ଯେ, ରୁଦ୍ରାକ୍ଷର ଉତ୍ପତ୍ତି ଭଗବାନ ଶିବଙ୍କ ଅଶ୍ରୁରୁ ହୋଇଥିଲା। ଏହାକୁ ବହୁ ପ୍ରାଚୀନ କାଳରୁ ଆଭୂଷଣ ଭାବେ ବ୍ୟବହାର କରାଯାଉଛି। ମନ୍ତ୍ରର ଜପ ପାଇଁ, ଗ୍ରହର ଶାନ୍ତି ପାଇଁ, ରୁଦ୍ରାକ୍ଷର ଧାରଣ କରିବା ଦ୍ୱାରା ଶନିଙ୍କ ପୀଡ଼ା ଦୂର ହେବା ସହ ଶନିଙ୍କ କୃପା ପ୍ରାପ୍ତି ହୋଇଥାଏ। ଜାଣନ୍ତୁ ରୁଦ୍ରାକ୍ଷ ଧାରଣ କରିବାର ନିୟମ ….
ରୁଦ୍ରାକ୍ଷ ଧାରଣ କରିବାର ନିୟମ
ରୁଦ୍ରାକ୍ଷକୁ ବାହୁରେ, କଣ୍ଠରେ, ହୃଦୟ ଉପରେ ଧାରଣ କରିବା ଉଚିତ।
ନାଲି ସୂତାରେ ଏହାକୁ ଧାରଣ କରିପାରିବେ।
ଶ୍ରାବଣ ମାସର ସୋମବାର କିମ୍ବା ଶିବରାତ୍ରୀରେ ରୁଦ୍ରାକ୍ଷ ଧାରଣ କରିବା ସର୍ବୋତ୍ତମ ହୋଇଥାଏ।
ଅନ୍ୟ ସୋମବାରରେ ମଧ୍ୟ ପଣ୍ଡିତଙ୍କ ପରାମର୍ଶରେ ଏହାକୁ ଧାରଣ କରିପାରିବେ।
ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଏହାକୁ ଶିବଙ୍କ ପାଖରେ ପୂଜାର୍ଚ୍ଚନା କରିବା ଆବଶ୍ୟକ।
ଶନିଙ୍କ ବାଧା ଦୂର କରିବା ପାଇଁ କେଉଁ ପ୍ରକାରର ରୁଦ୍ରାକ୍ଷ ଧାରଣ କରିବା ଆବଶ୍ୟକ ….
ବ୍ୟବସାୟରେ ଉନ୍ନତି ପାଇଁ –
ଏହା ପାଇଁ ଦଶମୁଖୀ ରୁଦ୍ରାକ୍ଷ ଧାରଣ କରିବା ଆବଶ୍ୟକ।
ଶନିବାର ଦିନ ଲାଲ ରଙ୍ଗର ସୂତାରେ ଏହାକୁ ଗଳାରେ ଧାରଣ କରିବା ଉଚିତ।
ଏକା ସହ ତିନି ଓ ଦଶମୁଖୀ ରୁଦ୍ରାକ୍ଷ ଧାରଣ କରିବା ଦ୍ୱାରା ବିଶେଷ ଲାଭ ହୋଇଥାଏ।
ଶନିବାର ଦିନ ଗଳାରେ ଆଠମୁଖୀ ରୁଦ୍ରାକ୍ଷ କରିବା ଦ୍ୱାରା ସ୍ୱାସ୍ଥ୍ୟ କିମ୍ବା ଆୟୁର ସମସ୍ୟା ଦୂର ହୋଇଥାଏ।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories