www.samajalive.in
Saturday, December 6, 2025
14.1 C
Bhubaneswar

ହସ୍ତ ପାପୁଲିରେ ଥିବା କଳାଜାଇ ଜଣାଇଥାଏ ଏହି ରହସ୍ୟ

ଆପଣ ଦେଖିଥିବେ ବହୁ ଲୋକଙ୍କ ହାତ ପାପୁଲି ଓ ଆଙ୍ଗୁଠିରେ କଳାଜାଇ ଥାଏ। ହସ୍ତରେଖା ବିଜ୍ଞାନ ଅନୁଯାୟୀ ଏହାର ବହୁ ବିଶେଷ ମହତ୍ତ୍ୱ ରହିଛି। ହସ୍ତରେଖା ଅନୁଯାୟୀ, ପାପୁଲିର ବିଭିନ୍ନ ସ୍ଥାନରେ ଥିବା କଳାଜାଇ ବ୍ୟକ୍ତିର ସାମାଜିକ ଓ ଆର୍ଥିକ ସ୍ଥିତି ବିଷୟରେ ବହୁ କିଛି ତଥ୍ୟ ଜଣାଇଥାଏ। ଜାଣନ୍ତୁ ପାପୁଲିରେ ଥିବା କଳାଜାଇର ବିଭିନ୍ନ ଅର୍ଥ….
ବହୁ ଲୋକଙ୍କ ହାତର କନିଷ୍ଠ ଆଙ୍ଗୁଠିରେ କଳାଜାଇ ଥାଏ। ହସ୍ତରେଖାରେ ଏହି କଳାଜାଇକୁ ଖୁବ ଶୁଭ ବୋଲି କୁହାଯାଇଥାଏ। ଏହି ଲୋକେ ଖୁବ ଭାଗ୍ୟଶାଳୀ ଅଟନ୍ତି। ଏମାନଙ୍କ ଭାଗ୍ୟ ସର୍ବଦା ଏମାନଙ୍କ ସହ ଥାଏ। ଏହି ବ୍ୟକ୍ତିଙ୍କୁ ଖୁବ ଧନସମ୍ପତ୍ତି ମଧ୍ୟ ପ୍ରାପ୍ତି ହୋଇଥାଏ।
ବହୁ ଲୋକଙ୍କ ମଧ୍ୟମା ଆଙ୍ଗୁଠିରେ କଳାଜାଇ ରହିଥିବାର ଦେଖାଯାଏ। ଏହି ବ୍ୟକ୍ତିମାନେ ମଧ୍ୟ ଖୁବ ଭାଗ୍ୟଶାଳୀ ଅଟନ୍ତି। ଏମାନଙ୍କ ଆର୍ଥିକ ସ୍ଥିତି ଖୁବ ସ୍ବଚ୍ଛଳ ଥାଏ। ସଫଳତା ପାଇବାକୁ ଏମାନଙ୍କୁ ଅଧିକ କଷ୍ଟ କରିବାକୁ ପଡ଼ି ନଥାଏ।
ଯେଉଁମାନଙ୍କର ପାପୁଲିର ଅନ୍ୟାନ୍ୟ ସ୍ଥାନରେ କଳାଜାଇ ଥାଏ, ସେମାନେ ଖୁବ ଚଞ୍ଚଳ ସ୍ୱଭାବର ଅଟନ୍ତି। ନିଜ କର୍ତ୍ତବ୍ୟ ପ୍ରତି ଅଧିକ ସଚେତନ ନ ହେଲେ ଏମାନଙ୍କୁ ଜୀବନରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories