କଟକ : ରବିବାର ଅର୍ଥାତ ଆଜି ହେଉଛି ପବିତ୍ର ଶ୍ରୀପଞ୍ଚମୀ। ବିଦ୍ୟାଦାତ୍ରୀ ମା’ ସରସ୍ୱତୀଙ୍କ ପାଇଁ ସମସ୍ତ ସ୍ଥାନ ଉତ୍ସବମୁଖର। ବିଭିନ୍ନ ଶିକ୍ଷାନୁଷ୍ଠାନ, କ୍ଲବ ଓ ଅନୁଷ୍ଠାନ ପକ୍ଷରୁ ମା’ଙ୍କ ପୂଜା ବେଶ ଧୂମଧାମରେ ପାଳନ କରାଯାଉଛି। ସକାଳ ସମୟରୁ ଛାତ୍ରଛାତ୍ରୀମାନେ ମା’ ସରସ୍ୱତୀଙ୍କ ପୂଜାର୍ଚ୍ଚନା ପାଇଁ ଶିକ୍ଷାନୁଷ୍ଠାନ ପହଞ୍ଚି ମା’ଙ୍କୁ ଆରାଧନା କରୁଛନ୍ତି। ପୁରୀର ପବିତ୍ର ବେଳାଭୂମିରେ ବିଦ୍ୟାଦାତ୍ରୀଙ୍କ ଆକର୍ଷଣୀୟ ବାଲୁକା କଳା କରାଯାଇଛି। ସୁଦର୍ଶନ ସ୍ୟାଣ୍ଡ ଆର୍ଟ ଇନଷ୍ଟିଚ୍ୟୁଟ ପକ୍ଷରୁ ଏହି କଳାକୃତି ତିଆରି କରାଯାଇଛି।
Popular Categories



