www.samajalive.in
Friday, December 5, 2025
20.1 C
Bhubaneswar

ଜାଣନ୍ତୁ ଗାଲରେ ସୃଷ୍ଟି ଡ଼ିମ୍ପଲର ଅର୍ଥ

ବହୁ ଲୋକ ହସିବା ସମୟରେ ସେମାନଙ୍କ ଗାଲରେ ଏକ ଗାତ ସୃଷ୍ଟି ହୋଇଥାଏ। ଏହାକୁ ଡ଼ିମ୍ପଲ କୁହାଯାଏ। ଏହି ଡ଼ିମ୍ପଲକୁ ଦେଖି ଯୁବକ ଓ ଯୁବତୀମାନଙ୍କ ବିଷୟରେ ବହୁ କିଛି ଜାଣିହୁଏ। ଏହା ସୁନ୍ଦରତାକୁ ଦୁଇ ଗୁଣିତ କରିଦେଇଥାଏ। ଏହାକୁ ମୁହଁର ଆକର୍ଷଣର କେନ୍ଦ୍ର ବୋଲି ମଧ୍ୟ କୁହାଯାଏ। କାହାର ଗୋଟିଏ ଗାଲରେ ଡ଼ିମ୍ପଲ ଆସେ ତ କାହାର ଦୁଇଟି ଗାଲରେ ଡ଼ିମ୍ପଲ ଆସେ। ଏହା ଗୋଟେ ଗାଲରେ ଆସୁ କିମ୍ବା ଦୁଇଟି ଗାଲରେ ଖୁବ ସୁନ୍ଦର ଦେଖାଯାଏ। ସାମୁଦ୍ରିକ ଶାସ୍ତ୍ରରେ ଏହାର ଅର୍ଥ ଓ ସଙ୍କେତ ବିଷୟରେ ବର୍ଣ୍ଣନା କରାଯାଇଛି। ଜାଣନ୍ତୁ କ’ଣ ଏହାର ଅର୍ଥ ଓ ସଙ୍କେତ….
ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ, ଯେଉଁ ମାନଙ୍କ ଗାଲରେ ଡ଼ିମ୍ପଲ ଥାଏ, ସେମାନେ ଅନ୍ୟ ମାନଙ୍କ ତୁଳନାରେ ଅଧିକ ଭାଗ୍ୟଶାଳୀ ଅଟନ୍ତି। ଅନ୍ୟ ଶାସ୍ତ୍ର ଯେପରି ବିଷ୍ଣୁ ଶାସ୍ତ୍ରରେ ମଧ୍ୟ ଏହାର ଅର୍ଥ ବିଷୟରେ ବର୍ଣ୍ଣନା କରାଯାଇଛି। ଏଭଳି କନ୍ୟାମାନଙ୍କର ବୈବାହିକ ଜୀବନ ସୁଖମୟ ହୋଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଗାଲରେ ଡ଼ିମ୍ପଲ ଥିଲେ ଜନ୍ମ ସମୟରେ ଶୁକ୍ରଗ୍ରହ ମଜବୁତ ରହିଥାଆନ୍ତି। ଏମାନଙ୍କ ଜୀବନ ସର୍ବଦା ସୁଖମୟ ମଧ୍ୟ ହୋଇଥାଏ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories