ଭୁବନେଶ୍ୱର : ଭୁବନେଶ୍ୱର ପ୍ରଶାନ୍ତି ବିହାର ଅଞ୍ଚଳରୁ ରବିବାର ସକାଳେ ଏକ ନବଜାତ ଶିଶୁ କନ୍ୟା ଉଦ୍ଧାର ହୋଇଛି। ସୂଚନା ଅନୁଯାୟୀ, ଉକ୍ତ ପଥ ଦେଇ ଜଣେ ପଥଚାରୀ ଶିଶୁଟିର କାନ୍ଦ ଶୁଣି ତାକୁ ପରିତ୍ୟକ୍ତ ସ୍ଥାନରୁ କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର କରିଥିଲେ। ଅଧିକ ଚିକିତ୍ସା ପାଇଁ ଶିଶୁଟିକୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
Popular Categories



