www.samajalive.in
Saturday, December 6, 2025
19.1 C
Bhubaneswar

ଡ଼୍ରାଏ ଫ୍ରୁଡ୍ସ ଲସି

ଆବଶ୍ୟକ ସାମଗ୍ରୀ
ଦହି – ୨କପ
ଡ଼ାଲଚିନି ଗୁଣ୍ଡ – ୧ଚାମଚ
କୋରା ନଡ଼ିଆ – ୨ଚାମଚ
ବାଦାମ – ୫ଟି
କିସମିସ – ୩ଟି
ଚିନି – ଆବଶ୍ୟକ ପରିମାଣରେ
କାଜୁ – ଅଳ୍ପ
ପିସ୍ତା – ଅଳ୍ପ
ବରଫ ଖଣ୍ଡ – ୨ଟି
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଦହିକୁ ଭଲ ଭାବେ ପେଷି ଦିଅନ୍ତୁ। ଏବେ ଏଥିରେ ଚିନି, ଡ଼ାଲଚିନି ଗୁଣ୍ଡ, କୋରା ନଡ଼ିଆ, ବାଦାମ, କିସମିସ, ପିସ୍ତା, କାଜୁ ପକାଇ ପୁଣି ଆଉ ଥରେ ଭଲ ଭାବେ ପେଷି ଦିଅନ୍ତୁ। ଏହା ପରେ ଏହାକୁ ଏକ କାଚ ଗ୍ଲାସରେ କାଢି ସବୁ ଡ଼୍ରାଏ ଫ୍ରୁଡ୍ସ ଓ ଚେରି,ବରଫ ପକାନ୍ତୁ। ପ୍ରସ୍ତୁତ ହୋଇଗଲା ଡ଼୍ରାଏ ଫ୍ରୁଡ୍ସ ଲସି। ପିଅନ୍ତୁ ଓ ମଜା ନିଅନ୍ତୁ।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories