www.samajalive.in
Sunday, December 7, 2025
14.1 C
Bhubaneswar

ହାତ ମିଳାଇ ଜାଣନ୍ତୁ କେଉଁ ବ୍ୟକ୍ତିିଙ୍କ ବ୍ୟକ୍ତିତ୍ୱ କିପରି

ହସ୍ତରେଖା ବିଶେଷଜ୍ଞଙ୍କ ମତାନୁସାରେ ମଣିବନ୍ଧ ରେଖା ଠାରୁ ଆରମ୍ଭ କରି ଆଙ୍ଗୁଠି ପର୍ଯ୍ୟନ୍ତ ଥିବା ସ୍ଥାନକୁ ଭାଗ୍ୟ ହସ୍ତ କୁହାଯାଇଥାଏ। ହସ୍ତରେ ଥିବା ରେଖାକୁ ଦେଖି ବ୍ୟକ୍ତିଙ୍କର ଭାଗ୍ୟ ବିଷୟରେ ମଧ୍ୟ କୁହାଯାଇଥାଏ। ମାତ୍ର ହାତ ମିଳାଇବାରୁ ମଧ୍ୟ ବ୍ୟକ୍ତିଙ୍କର ସ୍ୱଭାବ ଓ ଚରିତ୍ର ବିଷୟରେ ବହୁ କିଛି ଜାଣିହୁଏ। ଜାଣନ୍ତୁ କିଭଳି ହାତର ମିଳାଇବାରୁ ଜାଣିହୁଏ ବ୍ୟକ୍ତିଙ୍କର ବ୍ୟକ୍ତିତ୍ୱ ବିଷୟରେ ….
ଯେଉଁ ବ୍ୟକ୍ତିମାନଙ୍କର ହସ୍ତର ପାପୁଲି ଅଳ୍ପ ଟାଣ ହୋଇଥାଏ, ସେଭଳି ବ୍ୟକ୍ତିମାନେ ଖୁବ ସିଦ୍ଧାନ୍ତବାଦୀ ଅଟନ୍ତି।
ଯେଉଁ ବ୍ୟକ୍ତିଙ୍କର ହାତ ପାପୁଲିର ମଧ୍ୟ ଭାଗ ଚେପଟା ଓ ଚାରିପାଖ ଉଚ୍ଚା ଏହି ବ୍ୟକ୍ତିମାନେ ଅହଂକାରୀ ଅଟନ୍ତି।
ଯେଉଁ ବ୍ୟକ୍ତିଙ୍କର ହାତ ପାପୁଲିର ମଧ୍ୟ ଭାଗ ଅଧିକ ଚେପଟା ସେମାନେ ମିଛ କହନ୍ତି ନାହିଁ। ମାତ୍ର ସେମାନେ ସ୍ୱଭାବରେ ବହୁ ସମୟରେ ଅଧିକ ଭୟଭୀତ ହୋଇଯାଆନ୍ତି।
ଯେଉଁ ବ୍ୟକ୍ତିଙ୍କର ହାତ ପାପୁଲି ମାଂସଳ ଓ ଅଧିକ ଟାଣ ଯୁକ୍ତ ହୋଇନଥାଏ, ସେମାନେ ପରିଶ୍ରମୀ ଓ ଭାବୁକ ଅଟନ୍ତି।
ଯେଉଁ ବ୍ୟକ୍ତିଙ୍କର ହାତ ପାପୁଲି ଅପେକ୍ଷାକୃତ ଅଧିକ ନରମ ହୋଇନଥାଏ , ସେମାନେ ଖୁବ ଦାୟିତ୍ୱବାନ ଅଟନ୍ତି।
ଯେଉଁ ବ୍ୟକ୍ତିଙ୍କର ହାତ ପାପୁଲି ଟାଣ ହୋଇଥାଏ, ସେମାନେ ଅଧିକ ଆତ୍ମବିଶ୍ୱାସୀ ଓ ପରିଶ୍ରମୀ ଅଟନ୍ତି। ଜୀବନରେ ଯେତେ ବାଧାବିଘ୍ନ ଆସିଲେ ମଧ୍ୟ ନିଜକୁ ସମ୍ଭାଳି ନେଇଥାଆନ୍ତି।

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories