ଗୃହ ବିଭାଗକୁ ଦେଢ଼ ଲକ୍ଷ ତଣ୍ଡ Samaja Digital (RM) Nov 19, 2020 ଭୁବନେଶ୍ବର: ଆଦିବାସୀ ଯୁବକ ମୋଣ୍ଡା କାଡ୍ରାକା ମୃତ୍ୟୁ ଘଟଣାରେ ଦେଢ଼ ଲକ୍ଷ କ୍ଷତିପୂରଣ ଦେବାକୁ ରାଜ୍ୟ ମାନବାଧିକାର କମିଶନ(ଓଏଚ୍ଆର୍ସି) ଗୃହ ବିଭାଗକୁ ନିର୍ଦେଶ ଦେଇଛନ୍ତି। ୨ ମାସ ଭିତରେ କ୍ଷତିପୂରଣ ଦେବାକୁ… Read More...
ପୂର୍ବତନ କୁଳପତି ହେଲେ ବିହାର ଶିକ୍ଷାମନ୍ତ୍ରୀ, ଶପଥ ନେଲା ପରେ ଦେଲେ ଇସ୍ତଫା Samaja Digital (RM) Nov 19, 2020 ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନିତୀଶ କୁମାରଙ୍କ ନେତୃତ୍ୱରେ ବିହାରରେ ସରକାର ଗଠନ ହୋଇଛି। ନୀତିଶ କୁମାରଙ୍କ ନବଗଠିତ ବିହାର ସରକାରରେ ଶିକ୍ଷା କ୍ଷେତ୍ରକୁ ଅଧିକ ପ୍ରାଧ୍ୟାନ୍ୟ ଦିଆଯାଇଛି। ରାଜ୍ୟରେ ଶିକ୍ଷାର ବିକାଶ… Read More...
ଖୋଲିଲା ଏସିଆର ସର୍ବବୃହତ୍ ମୁକ୍ତ କପଡ଼ା ବଜାର ବାଲିଜୁରି: ସୁଧୁରୁଛି ସ୍ଥିତି, ସ୍ବାଭାବିକ ହେଉଛି କାରବାର Samaja Digital (RM) Nov 18, 2020 ବରଗଡ଼: କରୋନା ମହାମାରୀ ଗତ ଆଠ ମାସ ହେଲା ସାଧାରଣ ଜନଜୀବନକୁ ସଂପୂର୍ଣ୍ଣ କବଳିତ କରି ରଖିଛି। ଏଥିରେ ସବୁ ଶ୍ରେଣୀର ଲୋକ ପ୍ରଭାବିତ ହୋଇଛନ୍ତି। ବରଗଡ ଜିଲାର ପାଖାପାଖି ଏକ ଲକ୍ଷ ବୁଣାକାର ପରିବାର ମଧ୍ୟ ଦୁର୍ଦଶାର… Read More...
କୋଭିଡ୍ ନିୟମ ଉଲ୍ଲଙ୍ଘନ: ୨୪ ଘଣ୍ଟାରେ ୪୧ ଗିରଫ, ୬୭୭ ଗାଡ଼ି ଜବତ Samaja Digital (RM) Nov 18, 2020 ଭୁବନେଶ୍ବର: ରାଜ୍ୟରେ କୋଭିଡ୍-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ପୁଲିସ ପକ୍ଷରୁ ୨ଟି ମାମଲା ଦାୟର କରାଯାଇଛି। ଓଡ଼ିଶାରେ କୋଭିଡ୍-୧୯ ନିୟମ ଓ ମାର୍ଗଦର୍ଶିକା… Read More...
ଅଜଣା ଗାଡି ଧକ୍କାରେ ଜଣେ ମୃତ Samaja Digital (RM) Nov 18, 2020 ଲୋଇସିଂହା:ବୁଧବାର ସକାଳେ ୨୬ନମ୍ବର ଜାତୀୟ ରାଜପଥ ବୁର୍ଡାରେ ଅଜଣା ଗାଡି ଧକ୍କାରେ ବୁର୍ଡାର ଟିଟୁ ଭୋଇଙ୍କର ମୃତ୍ୟୁ ହୋଇଛି ଓ କାଳିଆ ସା ଆହତ ହୋଇଛନ୍ତି। ସେମାନଙ୍କୁ ଲୋଇସିଂହା ଦମକଳ ବାହିନୀ ପକ୍ଷରୁ ଲୋଇସିଂହା… Read More...
ଅପହଞ୍ଚ ଅଞ୍ଚଳରେ ବିକାଶର କିରଣ, ମାଓ ପ୍ରଭାବିତଙ୍କୁ ମିଳିଲା ମୋବାଇଲ୍ ସେବା Samaja Digital (RM) Nov 18, 2020 ଫୁଲବାଣୀ: ମାଓ ଅଞ୍ଚଳବାସୀ ପାଇଲେ ମୋବାଇଲ୍ ସେବା। କନ୍ଧମାଳ ଜିଲାର ଏକ ଅପହଞ୍ଚ ଓ ସୀମାନ୍ତରେ ଅବସ୍ଥିତ ଫିରିଙ୍ଗିଆ ବ୍ଳକର ସୁମେରୁବନ୍ଧ ପଞ୍ଚାତବାସୀ ମୋବାଇଲ ସେବା ପାଇଛନ୍ତି। ନୂତନ ଭାବେ ଏହି ପଞ୍ଚାୟତ ଗଠନ… Read More...
‘ମୋ ସ୍କୁଲ ଅଭିଯାନ’ ପାଣ୍ଠି ସଂଗ୍ରହରେ ଗଜପତି ରାଜ୍ୟରେ ପ୍ରଥମ Samaja Digital (RM) Nov 18, 2020 ପାରଳାଖେମୁଣ୍ଡି: ରାଜ୍ୟ ସରକାରଙ୍କ ମୋ ସ୍କୁଲ ଅଭିଯାନ କାର୍ୟ୍ୟକ୍ରମରେ ଅଭିଭାବକ ଓ ପୁରାତନ ଛାତ୍ରଛାତ୍ରୀଙ୍କ ଦ୍ବାରା ଅନୁଦାନ ସଂଗ୍ରହରେ ଗଜପତି ଜିଲା ସାରା ରାଜ୍ୟରେ ପ୍ରଥମ ହୋଇଛି। ୨୦୧୪ ମସିହା ୧୪ ତାରିଖରେ ଶିଶୁ… Read More...
କାର ସହ ବାଇକ ଧକ୍କା, ଜଣେ ମୃତ Samaja Digital (RM) Nov 18, 2020 ମୋହନା: ମୋହନା ଥାନା ଅନ୍ତର୍ଗତ ଚାନ୍ଦିପୁଟ ଗ୍ରାମ ନିକଟ କପୁରିପଟ୍ଟା ଛକଠାରେ ରା, ଉଦୟଗିରି ପଟୁ ବ୍ରହ୍ମପୁର ଅଭିମୁଖେ ଆସୁଥିବା ଏକ କାର ନଂ ଓଡ଼ିଠ୨ପି ଠଠ୫୦ ସହ ଚାନ୍ଦିପୁଟରୁ ଚନ୍ଦ୍ରଗିରି ଅଭିମୁଖେ ଯାଉଥିବା ଏକ… Read More...
ପଥପ୍ରାନ୍ତ ନାଟକ କଳାକାରଙ୍କ ଜୀବନ ଜୀବିକା ପାଇଁ ଅଭିନବ ଉପାୟରେ ବିକ୍ଷୋଭ ପ୍ରଦର୍ଶନ Samaja Digital (RM) Nov 18, 2020 ଭୁବନେଶ୍ୱର: ପଥପ୍ରାନ୍ତ ନାଟକ କଳାକାରମାନଙ୍କର ‘ଜୀବନ ଜୀବିକା’ କିଭଳି ଏହି କରୋନା ମହାମାରୀ ସମୟରେ ସୁରକ୍ଷିତ ରହିବ ଏବଂ କଳାକାରମାନେ ରୋଜଗାରକ୍ଷମ ହୋଇପାରିବେ ସେଥିପାଇଁ ଓଡ଼ିଶା ପଥପ୍ରାନ୍ତ ନାଟକ ମହାସଂଘ ପକ୍ଷରୁ… Read More...
ଆଜି ରାଜ୍ୟରେ ସୁସ୍ଥ ହେଲେ ୧୩୦୩ କରୋନା ଆକ୍ରାନ୍ତ, ମୋଟ ସୁସ୍ଥ ସଂଖ୍ୟା ୩୦୧୭୭୭କୁ ବୃଦ୍ଧି Samaja Digital (RM) Nov 18, 2020 ଭୁବନେଶ୍ବର: ଆଜି ରାଜ୍ୟରେ ୧୩୦୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କଟକରୁ ସର୍ବାଧିକ ୧୦୮, ଅନୁଗୋଳ ୧୦୩. ମୟୂରଭଞ୍ଜ ୧୦୧, ସୁନ୍ଦରଗଡ଼ ୯୭ ଓ ଖୋର୍ଦ୍ଧାରୁ ୯୬ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି… Read More...
କେବିସିରେ ଭାଗନେବେ ସମ୍ବଲପୁର ବୋହୂ Samaja Digital (RM) Nov 18, 2020 ସମ୍ବଲପୁର: ସମ୍ବଲପୁରର ବୋହୂ ତଥା ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଡ.ସସ୍ମିତା କର ସୋନି ଚ୍ୟାନେଲର ଲୋକପ୍ରିୟ କାର୍ଯ୍ୟକ୍ରମ କୋନ୍ ବନେଗା କରୋଡ୍ ପତି (କେବିସି) ସକାଶେ ମନୋନୀତ ହୋଇଛନ୍ତି। ବୁଧବାର… Read More...
କୋଇଲା ପରିବହନକୁ ନେଇ ଅନିଶ୍ଚିତତା, ସମାଧାନ ପାଇଁ ତ୍ରିପାକ୍ଷିକ ବୈଠକ Samaja Digital (RM) Nov 18, 2020 ରେଙ୍ଗାଲି: ରେଙ୍ଗାଲି ତହସିଲ କାର୍ଯ୍ୟାଳୟର ସଭାଗୃହରେ ତହସିଲଦାରଙ୍କ ସଭାପତିତ୍ବରେ ଏନ୍ଏଲସି କୋଇଲା ଖଣି ପରିବହନ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏବେ କୋଇଲା ପରିବହନ ନେଇ ଅନିଶ୍ଚିତତା ଦେଖାଦେଇଥିବାବେଳେ ଏହାର… Read More...
ଆଶାନୁରୂପକ ଅଗ୍ରଗତି ହେଉନି ‘ମୋ ଉପକାରୀ ବଗିଚା’ ପ୍ରକଳ୍ପ, କାର୍ଯ୍ୟ ତ୍ବରାନ୍ବିତ ପାଇଁ ଜିଲାପାଳଙ୍କ ନିର୍ଦେଶ Samaja Digital (RM) Nov 18, 2020 ନବରଙ୍ଗପୁର: ନବରଙ୍ଗପୁର ସ୍ଥିତ ମିଶନ ଶକ୍ତି ସମ୍ମିଳନୀ କକ୍ଷଠାରେ ଆଜି ଜିଲାସ୍ତରୀୟ ନୋଡାଲ ଅଧିକାରୀ ମାନଙ୍କ ସହିତ ଏକ ସମୀକ୍ଷା ବୈଠକ ଜିଲାପାଳ ଅଜିତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ବୈଠକରେ… Read More...
ଭୁବନେଶ୍ବରରେ ପୁଣି ବଢ଼ିଲା କରୋନା ଆକ୍ରାନ୍ତ ସଂଖ୍ୟା, ଆଜି ୫୭ ଚିହ୍ନଟ, ୬୦ ସୁସ୍ଥ Samaja Digital (RM) Nov 18, 2020 ଭୁବନେଶ୍ବର: ଗତ କିଛି ଦିନ ହେଲା ରାଜଧାନୀ ଭୁବନେଶ୍ବରରେ କ୍ରମାଗତ ଭାବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଥିଲା। ତେବେ ଆଜି ରାଜଧାନୀ ଭୁବନେଶ୍ବରରେ ପୁଣି ବଢ଼ିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା।… Read More...
୨୦ରେ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବ Samaja Digital (RM) Nov 17, 2020 ସମ୍ବଲପୁର: ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଦ୍ବିତୀୟ ସମାବର୍ତ୍ତନ ଉତ୍ସବ ଆସନ୍ତା ୨୦ ତାରିଖ ଅନୁଷ୍ଠିତ ହେବ। ଅମୃତ ବିହାର ପରିସରସ୍ଥ ଷ୍ଟେଜରେ ହେବାକୁ ଥିବା ଏହି ଉତ୍ସବରେ କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର… Read More...
ଧାନ ସଂଗ୍ରହରେ ଅବ୍ୟବସ୍ଥା ଆରମ୍ଭ, ଅମଳ ହେଲାଣି ଟୋକନ ଆସିନାହିଁ Samaja Digital (RM) Nov 17, 2020 ସମ୍ବଲପୁର: ସମ୍ବଲପୁର ଜିଲାରେ ଗଲା ୧୨ ତାରିଖରୁ ଖରିଫ ଧାନ ସଂଗ୍ରହ ଆରମ୍ଭ ହୋଇଛି। ମାତ୍ର ଟୋକନ ବ୍ୟବସ୍ଥା ଯୋଗୁ ଚାଷୀ ସୁରୁଖୁରୁରେ ଧାନ ବିକି ପାରୁନାହାନ୍ତି। ଯେଉଁ ଚାଷୀ ଧାନ ଅମଳ କରିନାହାନ୍ତି; ସେମାନଙ୍କ ଟୋକନ… Read More...
ଆଠଗଡ ବନଖଣ୍ଡର ଅଭିନବ ପ୍ରୟାସ: ଜଙ୍ଗଲରେ ହେବ ଘାସଚାଷ ଓ ଲାଗିବ ଫଳ ଚାରା, ହ୍ରାସ ପାଇବ ହାତୀ ଓ ମଣିଷର ଲଢେଇ Samaja Digital (RM) Nov 17, 2020 ଗୁରୁଡିଝାଟିଆ: ଆଠଗଡ ବନଖଣ୍ଡ ନେଇଛି ଏକ ଅଭିନବ ପଦକ୍ଷେପ। ଜଙ୍ଗଲରେ ବନ୍ୟପ୍ରାଣୀ ଓ ହାତୀମାନଙ୍କ ପ୍ରାକୃତିକ ବାସସ୍ଥାନକୁ ସୁରକ୍ଷିତ ଭାବରେ ଗଢିତୋଳିବା ପାଇଁ ସର୍ବୋପରି ପୂର୍ବସ୍ଥିତିକୁ ଫେରାଇ ଆଣିବା ନିମନ୍ତେ ଆଠଗଡ… Read More...
ନିର୍ମାଣ କାର୍ଯ୍ୟ ଆଳରେ ଖୋଳାଚାଲିଛି ରାଜଧାନୀର ପ୍ରମୁଖ ରାସ୍ତା,ଗମନାଗମନରେ ସୃଷ୍ଟି ହେଉଛି ସମସ୍ୟା Samaja Digital (RM) Nov 17, 2020 ଭୁବନେଶ୍ୱର: ନିର୍ମାଣ କାର୍ଯ୍ୟ ଆଳରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ରାସ୍ତା ଗୁଡ଼ିକୁ ଖୋଳି ଅନେକ ଦିନ ଧରି ସରକାର ପକେଇ ରଖିଛନ୍ତି। ଏହା ଦ୍ୱାରା ଗମନାଗମନରେ ସମସ୍ୟା ସୃଷ୍ଟି ହେବା ସହ ବାୟୁ ପ୍ରଦୂଷଣ ଉଚ୍ଚତମ… Read More...
କୋଭିଡ୍ ନିୟମ ଉଲ୍ଲଙ୍ଘନ: ୨୪ ଘଣ୍ଟାରେ ୧୭,୫୮,୪୫୦ ଟଙ୍କା ଜରିମାନା ଆଦାୟ, ୧୮ ଗିରଫ Samaja Digital (RM) Nov 17, 2020 ଭୁବନେଶ୍ବର: ରାଜ୍ୟରେ କୋଭିଡ୍-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ପୁଲିସ ପକ୍ଷରୁ ଗୋଟିଏ ମାମଲା ଦାୟର କରାଯାଇଛି। ତେବେ କୋଭିଡ୍ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ୧୮… Read More...
କଣ୍ଠଶିଳ୍ପୀ ‘ସ୍ମରଣିକା ନାୟକ’ ଙ୍କୁ ପିଲାଙ୍କ ଅକ୍ଷୟ ସମ୍ମାନ-୨୦୨୦ Samaja Digital (RM) Nov 17, 2020 ଭୁବନେଶ୍ବର: ଡିଜିଟାଲ ମଞ୍ଚରେ ଆଜିଥିଲା ପିକକ୍ ଶିଶୁମେଳାର ଚତୁର୍ଥ ସଂନ୍ଧ୍ୟା। ଆଜିର ସନ୍ଧ୍ୟାକୁ ଉତ୍ସର୍ଗ କରାଯାଇଥିଲା ଓଡିଶାର ବିଶିଷ୍ଟ ସଙ୍ଗୀତଜ୍ଞ ଅକ୍ଷୟ ମହାନ୍ତିଙ୍କ ସ୍ମୃତି ଉଦ୍ଦେଶ୍ୟରେ। ଶିଶୁ… Read More...
‘କିଟ୍’ କୁ ଟାଇମ୍ସ ‘ଆୱାର୍ଡସ୍ ଏସିଆ ୨୦୨୦’ ପୁରସ୍କାର Samaja Digital (RM) Nov 17, 2020 ଭୁବନେଶ୍ବର: ବିଶ୍ୱସ୍ତରରେ କିଟ୍ ବିଶ୍ବବିଦ୍ୟାଳୟକୁ ମିଳିଛି ଆଉ ଏକ ସମ୍ମାନଜନକ ପୁରସ୍କାର। ମଙ୍ଗଳବାର ସମଗ୍ର ଏସିଆରେ ଏକମାତ୍ର ଅନୁଷ୍ଠାନ ଭାବେ କିଟ୍ ବିଶ୍ୱବିଦ୍ୟାଳୟକୁ ‘ଆୱାର୍ଡସ ଏସିଆ ୨୦୨୦’ ପୁରସ୍କାର’ ମିଳିଛି।… Read More...
ଏଗ୍ରିଭିଜନ ଓଡିଶା ତରଫରୁ ବର୍ଦ୍ଧିତ ଫି ଓ ହଷ୍ଟେଲ ଫିକୁ ବିରୋଧକରି ଓୟୁଏଟି କୁଳପତିଙ୍କୁ ଦାବିପତ୍ର Samaja Digital (RM) Nov 17, 2020 ଭୁବନେଶ୍ବର: ଅଖିଳ ଭାରତୀୟ କୃଷିଛାତ୍ର ଆୟାମ ଏଗ୍ରିଭିଜନ ଓଡିଶା ତରଫରୁ କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ବର୍ଦ୍ଧିତ ଫି ଓ ବିଦ୍ୟାର୍ଥୀମାନଙ୍କଠାରୁ କରୋନା ପୂର୍ବରୁ ନେଇଥିବା ହଷ୍ଟେଲ ଫିକୁ ବିରୋଧକରି… Read More...
ଓଏଏଲପି-୫ରେ ପୁରସ୍କୃତ ୧୧ ବ୍ଲକ ପାଇଁ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ଚୁକ୍ତିସ୍ୱାକ୍ଷର Samaja Digital (RM) Nov 17, 2020 ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆଦିଲ୍ଲୀ ଠାରେ ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଓପନ୍ ଏକରେଜ୍ ଲାଇସେନ୍ସି ପଲିସି(ଓଏଏଲପି)ର ପଞ୍ଚମ ବିଡ଼୍… Read More...
ଭୁବନେଶ୍ବରରେ ୫୦ତଳକୁ ଖସିଲା କରୋନା ଆକ୍ରାନ୍ତ ସଂଖ୍ୟା, ଆଜି ସୁସ୍ଥ ହେଲେ ୬୪ Samaja Digital (RM) Nov 17, 2020 ଭୁବନେଶ୍ବର: ୨୪ଘଣ୍ଟା ମଧ୍ୟରେ ଆଜି ରାଜଧାନୀ ଭୁବନେଶ୍ବରରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ ତଳକୁ ଖସିଛି। ଆଜି ଭୁବନେଶ୍ବରରେ ୪୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ବାରେଣ୍ଟାଇନ ସେଣ୍ଟରରୁ… Read More...
ମହିଳା ଚିତ୍ରଶିଳ୍ପୀଙ୍କ ଅନନ୍ୟ କଳାକୃତି ପ୍ଦରର୍ଶନୀ Samaja Digital (RM) Nov 17, 2020 ଭୁବନେଶ୍ବର: ଆମ ରାଜ୍ୟର ଚାରୁକଳା କ୍ଷେତ୍ରଟିକୁ ସୁଦୃଢ, ସୁଗଠିତ କରିବା ପାଇଁ ନାରୀମାନଙ୍କର ପ୍ରକୃତ ଅଂଶଗ୍ରହଣ ନିହାତି କାମ୍ୟ। ଏ ଦିଗରେ ଗୋଟିଏ ଭଲ ପଦକ୍ଷେପ ଭାବରେ ଉଡ୍ର ଫାଉଣ୍ଡେସନ ଅନଲାଇନ୍ କଳା ପ୍ରଦର୍ଶନଟି… Read More...
ଜୟପୁର ଇଣ୍ଟିଗ୍ରେଟେଡ୍ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟ ସମୀକ୍ଷା କଲେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି… Samaja Digital (RM) Nov 17, 2020 ଭୁବନେଶ୍ୱର: ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତିବିଦ୍ୟା, କ୍ରୀଡା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା କୋରାପୁଟ ଜିଲା ଗସ୍ତ କରିଛନ୍ତି। ଏହି ଅବସରରେ ଜିଲାପାଳ ମଧୁସୂଦନ ମିଶ୍ରଙ୍କ ସହ କୋରାପୁଟ ଜିଲାର… Read More...
ଜନଜାତି ସଂଗ୍ରହ ପରିଦର୍ଶନର ନିଆରା ପଦକ୍ଷେପ, ଫେସବୁକ୍ ଓ ଟ୍ବିଟର୍ ପେଜ୍ରେ ଦେଖିହେଉଛି ଲାଞ୍ଜିଆ ସଉରାଙ୍କ… Samaja Digital (RM) Nov 17, 2020 ଭୁବନେଶ୍ୱର: କୋଭିଡ୍ ପରିପ୍ରେକ୍ଷୀରେ ରାଜ୍ୟ ଜନଜାତି ସଂଗ୍ରହାଳୟ ଦର୍ଶକମାନଙ୍କ ନିମନ୍ତେ ବନ୍ଦ ରହିଛି । ତେଣୁ ଜନଜାତି ସଂଗ୍ରହାଳୟ ପକ୍ଷରୁ ଲାଞ୍ଜିଆ ସଉରାଙ୍କ ସଂସ୍କୃତି ଓ ପରମ୍ପରା ସାଙ୍ଗକୁ ସେମାନଙ୍କ ଜୀବନଶୈଳୀ… Read More...
୩୨ ଆଦିବାସୀ ପରିବାରଙ୍କ ଘରଭଙ୍ଗା ମାମଲାରେ କଳାହାଣ୍ଡି ଜିଲାପାଳଙ୍କୁ ନୋଟିସ୍ ଜାରି କଲେ ମାନବାଧିକାର କମିଶନ Samaja Digital (RM) Nov 17, 2020 ଭବାନୀପାଟଣା:କରୋନା ଲକ୍ଡାଉନ୍ ସମୟରେ ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଶଗଡ଼ା ପଞ୍ଚାୟତର ସରକାରୀ ଜମିରେ ବସବାସ କରୁଥିବା ମଖାଗୁଡ଼ାର ୩୨ଟି ଆଦିବାସୀ ପରିବାରଙ୍କ ଘର ଭାଙ୍ଗି ଦେଇଥିଲା ବନ ବିଭାଗ। ଫଳରେ ପ୍ରବଳଖରାରେ… Read More...
ଛତିଶଗଡ଼ ବେପାରୀଙ୍କ ନିୟନ୍ତ୍ରଣରେ ଧାନ ଦର Samaja Digital (RM) Nov 17, 2020 ଧର୍ମଗଡ଼:ଅକ୍ଟୋବର ଶେଷସପ୍ତାହରୁ ମଧ୍ୟମକିସମ ଧାନ ଅମଳ ହେଉଥିବା ବେଳେ ନଭେମ୍ବର ଦ୍ୱିତୀୟ ସପ୍ତାହରୁ ଦୀର୍ଘମିଆଦି ଧାନସବୁ ଅମଳ ହୋଇଥାଏ। ଜଳସେଚିତ ଅଞ୍ଚଳରେ କିଛି ପରିମାଣରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥାଏ।… Read More...
କୋଭିଡ୍ ପରବର୍ତ୍ତି ପରାମର୍ଶ ପାଇଁ କିମସରେ ଖୋଲିଲା ମା’ ଓ ଶିଶୁ ସୁପରସ୍ପେସିଆଲିଷ୍ଟ କ୍ଲିନିକ Samaja Digital (RM) Nov 17, 2020 ଭୁବନେଶ୍ବର: କରୋନାରୁ ସୁସ୍ଥ ହୋଇଥିବା ପ୍ରସୂତି ମହିଳା ଓ ସେମାନଙ୍କ ନବଜାତ ଶିଶୁଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ଓ ଚିକିତ୍ସା ନିମନ୍ତେ କିମସରେ ଏକ ‘ମା ଓ ଶିଶୁ କୋଭିଡ ପରବର୍ତ୍ତି ପରାମର୍ଶ ସୁପରସ୍ପେସିଆଲିଷ୍ଟ କ୍ଲିନିକ… Read More...
ଆଜି ରାଜ୍ୟରେ ସୁସ୍ଥ ହେଲେ ୧୨୭୧ ଜଣ କରୋନା ଆକ୍ରାନ୍ତ Samaja Digital (RM) Nov 14, 2020 ଭୁବନେଶ୍ୱର: ରାଜ୍ୟରେ ଆଜି ୧୨୭୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାସହିତ ରାଜ୍ୟରେ କରୋନା ଆକ୍ରାନ୍ତ ସୁସ୍ଥ ସଂଖ୍ୟା ୨, ୯୬, ୫୧୬କୁ ବୃଦ୍ଧି ପାଇଛି। ଆଜି ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୪୬ ଜଣ କରୋନା… Read More...
କୋଭିଡ୍-୧୯ ନିୟମ ଉଲ୍ଲଙ୍ଘନ: ୨୪ଘଣ୍ଟାରେ ୪୫ ଗିରଫ Samaja Digital (RM) Nov 14, 2020 ରାଜ୍ୟରେ କୋଭିଡ୍-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ପୁଲିସ ପକ୍ଷରୁ ୭ଟି ମାମଲା ଦାୟର କରାଯାଇଛି। କୋଭିଡ୍ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ୪୫ ଜଣ ବ୍ୟକ୍ତିଙ୍କୁ ଗିରଫ… Read More...
ବିବାହିତା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ, ଜଣେ ଗିରଫ Samaja Digital (RM) Nov 14, 2020 ଘୁ.ଉଦୟଗିରି: ଘୁ.ଉଦୟଗିରି ଥାନା ଅନ୍ତର୍ଗତ ମାଲିକାପତି ଗ୍ରାମ ପଞ୍ଚାତର ଦିନେଶ ନାୟକ(୫୫) ଆଡ଼ାସିକୁମ୍ପା ଗ୍ରାମର ଜଣେ ବିବାହିତ ମହିଳା(୪୫)ଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଆଜି ପୀଡ଼ିତା ଘୁ.ଉଦୟଗିରି ଥାନାରେ… Read More...
ଶିଶୁ ଦିବସ ଉପଲକ୍ଷେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ୍ ନେହେରୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ… Samaja Digital (RM) Nov 14, 2020 ନବୀନ ପଟ୍ଟନାୟକ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କୁ ଶିଶୁ ଦିବସ ରୂପେ ପାଳିତ ହେଉଥିବା ତାଙ୍କ ଜନ୍ମଦିବସ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଆଧୁନିକ ଭାରତର ସ୍ଥପତି ଭାବରେ ଏକ… Read More...
ସହାୟତାର ହାତ ବଢ଼ାଇଲା ସୁନ୍ଦରଗଡ଼ ଜିଲା ପ୍ରଶାସନ, ଅନ୍ତୋଦୟ ଯୋଜନାରେ ସାମିଲ ହେଲା ବିର୍ଜୁଙ୍କ ନାମ Samaja Digital (RM) Nov 14, 2020 ସୁନ୍ଦରଗଡ଼: ନିଜ ଗାଁ ପରିବାରକୁ ଦିର୍ଘ ୨୫ ବର୍ଷ ପରେ ଦେଖିଛନ୍ତି ବିରଜୁ କୁଲୁ। ୨୫ ବର୍ଷ ତଳେ ନିଖୋଜ ହୋଇ ଯାଇଯାଇଥିଲେ ସୁନ୍ଦରଗଡ଼ ଜିଲା କୁତ୍ରା ବ୍ଲକ କଟଙ୍ଗ ଗାଁର ବିରଜୁ କୁଲୁ। ତାଙ୍କ ପରିବାରର ଆର୍ଥିକ ଅବସ୍ଥା… Read More...
ଭବିଷ୍ୟତ ଗଠନରେ ଗୁଣାତ୍ମକ ଶିକ୍ଷାର ଆବଶ୍ୟକ Samaja Digital (RM) Nov 14, 2020 ଗଡ଼ମଧୁପୁର: ଭାରତୀୟ ଏକାଡେମୀ ଟ୍ରଷ୍ଟ ଜାରକା ଶାଖା ଆନୁକୂଲ୍ୟରେ ଜାତୀୟ ଶିଶୁ ଦିବସ ଉପଲକ୍ଷେ ଏକ ଶିଶୁ ପ୍ରତିଭା ଅନ୍ୱେଷଣ ଏବଂ ପ୍ରୋତ୍ସାହନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଟ୍ରଷ୍ଟର ଅଧ୍ୟକ୍ଷ ଡ. ପ୍ରଭାସ… Read More...
ଦଶାହରେ ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି Samaja Digital (RM) Nov 14, 2020 ଭୁବନେଶ୍ୱର: କରୋନାରେ ମୃତ ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ଦଶାହ ଅବସରରେ ଭୁବନେଶ୍ୱର ସାମ୍ବାଦିକ ସଂଘ ପକ୍ଷରୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏଥିସହ ଶୁକ୍ରବାର କରୋନାରେ ଆକ୍ରାନ୍ତ ହୋଇ… Read More...
ସରକାରୀ ଯୋଜନାରେ ସାମିଲ ପାଇଁ ପ୍ରସ୍ତୁତ ହେବ ଓଡିଶା କୃଷକ ଡାଟାବେସ, ଦିଆଯିବ ପରିଚୟପତ୍ର: କୃଷି ମନ୍ତ୍ରୀ Samaja Digital (RM) Nov 14, 2020 ଭୁବନେଶ୍ବର: ସରକାରୀ ଯୋଜନାରେ ସାମିଲ ପାଇଁ ଓଡ଼ିଶା କୃଷକ ଡାଟା ବେସ୍ ପ୍ରସ୍ତୁତ କରାଯିବ। ଏହି କୃଷକ ଡାଟାବେସ୍ ପ୍ରସ୍ତୁତ ହେବା ପରେ କୃଷକମାନେ ଅତି ସହଜରେ ସରକାରୀ ଯୋଜନାରେ ସାମିଲ ହୋଇପାରିବେ। ରାଜ୍ୟରେ ୧୦୦ଦିନ… Read More...
ସ୍ବାଭିମାନ ଅଞ୍ଚଳରେ ବିଏସ୍ଏଫ୍ ଏଡିଜି ଏସ.ଏଲ୍. ଥାଓସେନ୍, ସମୀକ୍ଷା କଲେ ମାଓ ମୁକାବିଲା ସ୍ଥିତି Samaja Digital (RM) Nov 14, 2020 ଚିତ୍ରକୋଣ୍ଡା: ସୀମା ସୁରକ୍ଷା ବଳ (ବିଏସଏଫ୍)ର ଅତିରିକ୍ତ ଡିଜି(ଏଡିଜି)ଏସ.ଏଲ୍. ଥାଓସେନ୍ ଆଜି ମାଲକାନଗିରି ସ୍ୱାଭିମାନ ଅଞ୍ଚଳ ଗସ୍ତ କରିଛନ୍ତି। ଏହି ଅବସରରେ ଗୋରାସେତୁ ବିଏସ୍ଏଫ୍ କ୍ୟାମ୍ପ ପରିଦର୍ଶନ କରିବା ସହିତ… Read More...
ଆଜି ଭୁବନେଶ୍ବରରେ ୫୧ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୭୧ Samaja Digital (RM) Nov 14, 2020 ଭୁବନେଶ୍ବର: ଆଜି ଭୁବନେଶ୍ବରରେ ୫୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ବାରେଣ୍ଟାଇନ୍ରୁ ୧୬ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ୩୫ ଥିବା ଜଣାପଡ଼ିଛି। ଆଜି ଭୁବନେଶ୍ବରରେ ୭୧ଜଣ କରୋନା ଆକ୍ରାନ୍ତ ସୁସ୍ଥ… Read More...
କଟକରେ ପୁଣି ନକଲି ମସାଲା କାରଖାନା ଠାବ Samaja Digital (RM) Nov 14, 2020 କଟକ: କଟକ ସହର ଜଗତପୁର ଅଞ୍ଚଳରେ ପୁଣି ହଳଦୀ ଓ ଲଙ୍କା ଅପମିଶ୍ରଣକାରୀ କାରଖାନା ଠାବ କରାଯାଇଛି। ଏହି କାରଖାନାରୁ ୫୦ କ୍ବିଣ୍ଟାଲ୍ ହଳଦୀ ଓ ଲଙ୍କା ଗୁଣ୍ଡ ଜବତ ହୋଇଛି। ନାମିଦାମି ଷ୍ଟିକର ସହ ବିପୁଳ କଞ୍ଚାମାଲ ଓ… Read More...
ରାଜ୍ୟବାସୀଙ୍କୁ ଦୀପାବଳି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ Samaja Digital (RM) Nov 14, 2020 ଭୁବନେଶ୍ବର: ଆଲୋକ ଏବଂ ଆନନ୍ଦର ପର୍ବ ଦୀପାବଳି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ୍ କରି ଲେଖିଛନ୍ତି ଯେ ପବିତ୍ର କାଳୀପୂଜା ଓ ଦୀପାବଳି… Read More...
ଅହମ୍ମଦାବାଦରେ ଦାଦନ ନିର୍ୟାତନା: ଜଣକୁ ନିର୍ଘାତ ମାଡ, ୨୬ ନଜରବନ୍ଦୀ Samaja Digital (RM) Nov 13, 2020 ଖଲ୍ଲିକୋଟ : ପେଟପାଟଣା ପାଇଁ ବାହାର ରାଜ୍ୟକୁ ଯାଇ ଓଡ଼ିଆ ଶ୍ରମିକମାନେ ବିଭିନ୍ନ ସମୟରେ ନିର୍ୟାତନାର ଶିକାର ହେବାର ଢେର ନଜିର ରହିଛି। ବିଶେଷକରି ଗଞ୍ଜାମ ଜିଲାରୁ ବାହାର ରାଜ୍ୟକୁ ଯାଉଥିବା ଶ୍ରମିକମାନେ ଏଭଳି ଅବସ୍ଥା… Read More...
ପେନ୍ସନ୍ ଉପଭୋକ୍ତା ଆଇଏଫ୍ଏମ୍ଏସ୍ େପାର୍ଟାଲରୁ ଫର୍ମ ୧୬ ଅନ୍ଲାଇନ୍ ଡାଉନ୍ଲୋଡ୍ କରିପାରିବେ Samaja Digital (RM) Nov 13, 2020 ଭୁବନେଶ୍ୱର : କୋଭିଡ୍-୧୯ ମହାମାରୀର କଠିନ ସମୟରେ ରାଜ୍ୟ ସରକାରଙ୍କ ୫-‘ଟି’ ଏବଂ ମୋ ସରକାର ସୂତ୍ର ଅଧୀନରେ ପେନ୍ସନ୍ ତଥା ପରିବାର ପେନ୍ସନ୍ ପନସନ୍ଭୋଗୀମାନଙ୍କୁ ହାତ ପାହାନ୍ତରେ ସେବା ଯୋଗଇଦେବା ପାଇଁ ରାଜ୍ୟ… Read More...
‘ବନ୍ଦେଉତ୍କଳ ଜନନୀ’କୁ ସ୍କୁଲ ପାଠ୍ୟକ୍ରମରେ ସାମିଲ୍ କରି ରାଜ୍ୟବାସୀଙ୍କୁ ଦିପାବଳୀ ଭେଟି, ମୁଖ୍ୟମନ୍ତ୍ରୀଙ୍କୁ… Samaja Digital (RM) Nov 13, 2020 ଭୂବନେଶ୍ୱର: କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଦ୍ୱାରା ରଚିତ ‘ବନ୍ଦେଉତ୍କଳ ଜନନୀ’ ରାଜ୍ୟ ସଂଗୀତକୁ ନବମ ଓ ଦଶମ ଶ୍ରେଣୀ ପାଠ୍ୟ ପୁସ୍ତକରେ ସାମିଲ ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିବାରୁ ମୁଖ୍ୟମନ୍ତ୍ରୀ… Read More...
୪୦ ଗ୍ରାମ ବ୍ରାଉନ୍ ସୁଗାର ଜବତ, ଜଣେ ଅଟକ Samaja Digital (RM) Nov 13, 2020 ବାଲେଶ୍ବର: ବାଲେଶ୍ବର ଜିଲାର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଆରଡ଼ବଜାର ହରିପୁର ଛକରୁ ୪୦ ଗ୍ରାମ ବ୍ରାଉନ୍ ସୁଗାର ଜବତ କରାଯାଇଥିବାବେଳେ ଏହା ବିକ୍ରି କରୁଥିବା ଅଭିଯୋଗରେ ଜଣକୁ ପୁଲିସ ଗିରଫ କରିଛନ୍ତି। ସୂଚନା… Read More...
ମମତାହୀନ ‘ମମତା’ ! ଛୁଆଙ୍କୁ ହେଲାଣି ୪ବର୍ଷ, ମା’ ଆକାଉଣ୍ଟକୁ ଆସିନି ଟଙ୍କାଟିଏ Samaja Digital (RM) Nov 13, 2020 ଫୁଲବାଣୀ: ସରକାର ଜନସାଧାରଣଙ୍କ ପାଇଁ ଯୋଜନା ପରେ ଯୋଜନା କରି କୋଟିକୋଟି ଟଙ୍କା ବ୍ୟୟ କରୁଛନ୍ତି। କିନ୍ତୁ ତାହାର ସୁଫଳ ସ୍ଥଳରେ ସାଧାରଣ ହିତାଧିକାରୀ ଏହାର ଫାଇଦା ନେଇ ପାରୁନାହାନ୍ତି । ଏଭଳି ଏକ ଅଭିଯୋଗ ମିଳିଛି… Read More...
ପର୍ଯ୍ୟଟକଙ୍କ ଆକର୍ଷଣ-ମହେନ୍ଦ୍ର ତନୟା ନଦୀ ଶଯ୍ୟାର ପ୍ରାକୃତିକ ମନୋରମସ୍ଥଳ ‘ହୋମଗଣ୍ଡ’ Samaja Digital (RM) Nov 13, 2020 ପାତ୍ରପୁର: ଆନ୍ଧ୍ର ସୀମାନ୍ତ ଦେଇ ପ୍ରବାହିତ ମହେନ୍ଦ୍ର ତନୟା ନଦୀ ଶଯ୍ୟାର ପ୍ରାକୃତିକ ମନୋରମ ପରିବେଶରେ ରହିଥିବା ‘ହୋମଗଣ୍ଡ’ ଏବେ ଆନ୍ଧ୍ରବାସୀଙ୍କ ପାଇଁ ଆକର୍ଷଣୀୟ ପର୍ୟ୍ୟଟନ ସ୍ଥଳ ଭାବେ ଉଭା ହୋଇଛି। ଗଞ୍ଜାମ ଜିଲାର… Read More...
ଗାଡ଼ିରେ ଆଣୁଥିଲେ ଏକ କ୍ୟୁଣ୍ଟାଲ୍ ଗଞ୍ଜେଇ, ପୁଲିସକୁ ଦେଖି ଚମ୍ପଟ୍ ମାରିଲେ ଡ୍ରାଇଭର Samaja Digital (RM) Nov 13, 2020 ଲମତାପୁଟ: କୋରାପୁଟ ଏସପି ମୁକେଶ ଭାମଙ୍କ ନିର୍ଦେଶରେ କ୍ରମେ ନନ୍ଦପୁର ଏସଡିପିଓ ସଞ୍ଜୟ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଲମତାପୁଟ ଓ ପାଡୁଆ ଅଞ୍ଚଳରେ ଦୁଇଟି ଚିମ ଗଠନ କରିଥିଲେ। ଏହାପରେ ନନ୍ଦପୁର ଏସଡପିଓ ପାଇବା ପରେ… Read More...
ଆସନ୍ତାକାଲି ଅପରାହ୍ମ ୨ଟା ପର୍ଯ୍ୟନ୍ତ ଗଡ଼ିବ ‘ମୋ ବସ୍’ Samaja Digital (RM) Nov 13, 2020 ଭୁବନେଶ୍ବର: ଆସନ୍ତାକାଲି ଆଲୋକର ପର୍ବ ଦୀପାବଳୀ। ଦୀପାବଳି ପର୍ବକୁ ଦୃଷ୍ଟିରେ ରଖି ଆସନ୍ତାକାଲି ‘ମୋ ବସ୍’ ଚଳାଚଳ ଉପରେ କଟକଣା ଲଗାଯାଇଛି। ଆସନ୍ତାକାଲି ୧୫ଟି ରୁଟରେ ଅପରାହ୍ଣ ୨ଟା ପର୍ୟ୍ୟନ୍ତ ‘ମୋ ବସ୍’ ଚାଲିବ।… Read More...
କଚ୍ଛପ ଗତିରେ ଚାଲିଛି ନିର୍ମାଣ କାମ; କେବେ ସମ୍ପୁର୍ଣ ହେବ ରେଙ୍ଗାଲି ଉପ-ବଜାର ପ୍ରାଙ୍ଗଣ ? Samaja Digital (RM) Nov 13, 2020 ରେଙ୍ଗାଲି: କୃଷି ଏବଂ କୃଷକ ମାନଙ୍କର ସମସ୍ୟା ତଥା ସ୍ୱାର୍ଥ ରକ୍ଷା ପାଇଁ ସର୍ବଦା ଅଗ୍ରାଧିକାର ଦିଆଯାଉଛି ବୋଲି ସରକାର ଡିଣ୍ଡିମ ପିଟୁଛନ୍ତି। କିନ୍ତୁ ପ୍ରକୃତ କ୍ଷେତ୍ରରେ ଏହାର ବିପରିତ ଚିତ୍ର ଦେଖିବାକୁ ମିଳୁଛି।… Read More...
ନର୍ସିଂ କ୍ୟାଡ଼ର ରୁଲ୍ରେ ସଂଶୋଧନ, ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଲା ସଂଘ Samaja Digital (RM) Nov 13, 2020 ଭୁବନେଶ୍ୱର: ବହୁବର୍ଷ ପରେ ରାଜ୍ୟ ସରକାର ସହୃଦୟତାର ସହିତ ନର୍ସିଂ କାର୍ଡ଼ର ରୁଲ୍ରେ ସଂଶୋଧନ କରିଛନ୍ତି। ଯାହାଫଳରେ ନର୍ସମାନେ ଏଣିକି ମୂଳ ପଦରୁ ପଦୋନ୍ନତି ପାଇ ଯୁଗ୍ମ ସଚିବ ପର୍ଯ୍ୟନ୍ତ ଯାଇପାରିବେ, ଯାହା… Read More...
ପ୍ରସାରିତ ହେବ ଶିକ୍ଷା ଭିତ୍ତିକ କାର୍ଯ୍ୟକ୍ରମ ‘ଶିକ୍ଷା ଦର୍ପଣ’ ଓ ‘ରେଡିଓ ପାଠଶାଳା’ Samaja Digital (RM) Nov 13, 2020 ଭୁବନେଶ୍ବର: ଦୂରଦର୍ଶନ ଓଡ଼ିଆ ଚ୍ୟାନେଲ୍ରେ ଶିକ୍ଷା ଭିତ୍ତିକ କାର୍ଯ୍ୟକ୍ରମ ‘ଶିକ୍ଷା ଦର୍ପଣ’ ନଭେମ୍ବର ୧୬ରୁ ଆରମ୍ଭ ହୋଇ ନଭେମ୍ବର ୨୦ ପର୍ଯ୍ୟନ୍ତ ଚାଲିବ। ଏହା ପ୍ରତ୍ୟେହ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ… Read More...
କାରକୁ ପଛପଟୁ ଧକ୍କାଦେଲା ମାଲ ବୋଝେଇ ଟ୍ରକ, ଅଳ୍ପକେ ବର୍ତ୍ତିଲେ ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବ Samaja Digital (RM) Nov 13, 2020 ଦେବଗଡ଼: କାର୍କୁ ପଛପଟୁ ଧକ୍କାଦେଲା ମାଲ ବୋଝେଇ ଟ୍ରକ୍। କାର୍ରେ ଥିଲେ ସମ୍ବଲପୁର ସାଂସଦ ନିଦେଶ ଗଙ୍ଗଦେବ। ଏହି ଦୁର୍ଘଟଣାରେ ସାଂସଦ ନିଦେଶ ଗଙ୍ଗଦେବ ଅଳ୍ପେକ ବର୍ତ୍ତି ଯାଇଥିବାବେଳେ ତାଙ୍କର କାର୍ଟି ପଛପଟୁ… Read More...
ବିନ୍ଦୁସାଗରରେ ପିଣ୍ଡଦାନ ବନ୍ଦ Samaja Digital (RM) Nov 13, 2020 ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିର ସିଂହଦ୍ବାର ଓ ବିନ୍ଦୁ ସାଗରରେ ପୟାଶ୍ରାଦ୍ଧ ଓ ପିଣ୍ଡଦାନ ବନ୍ଦ କରାଯାଇଛି। ଲୋକ ଗହଳିକୁ ଦୃଷ୍ଟିରେ ରଖି ବିଏମ୍ସି ପକ୍ଷରୁ କଟକଣା ଲଗାଯାଇଛି। ଶ୍ରୀଲିଙ୍ଗରାଜ ମନ୍ଦିର ସିଂହଦ୍ବାର… Read More...
ସମ୍ବଲପୁର ମହାନଗର : ୭ ବର୍ଷ ହେଲା ଲୋକପ୍ରତିନିଧିତ୍ବରୁ ବଞ୍ଚିତ Samaja Digital (RM) Nov 12, 2020 ସମ୍ବଲପୁର: ସମ୍ବଲପୁର ମ୍ୟୁନିସିପାଲିଟିରୁ ମହାନଗର ନିଗମ ହେବାକୁ ଇତି ମଧ୍ୟରେ ୭ ବର୍ଷ ବିତିଗଲାଣି। ସାମ୍ବିଧାନିକ ବିଧିବ୍ୟବସ୍ଥା ଅନୁସାରେ ସମ୍ବଲପୁରବାସୀ ଏହି ୭ ବର୍ଷ ଭିତରେ ୨ଟି ମହାନଗର ନିର୍ବାଚନ ଦେଖି ସାରିଥିବା… Read More...
ଲକ୍ଷ୍ମୀପୁରରେ ମାଲବାହୀ ଟ୍ରେନରୁ ଅଲଗା ହେଲା ଇଞ୍ଜିନ, ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା Samaja Digital (RM) Nov 12, 2020 ଲକ୍ଷ୍ମୀପୁର: କୋରାପୁଟ ରାୟଗଡା ରେଳ ପଥରେ ବାରମ୍ବାର ବିଭିନ୍ନ ଅଘଟଣ ଘଟୁଛି। ଗୁରୁବାର ଦାମନଯୋଡି ନାଲ୍କୋ କମ୍ପାନୀରୁ ଆଲୁମିନା ପାଉଡର ବିଶାଖାପାଟଣା ଯାଉଥିବା ବେଳେ ଲକ୍ଷ୍ମୀପୁର ଷ୍ଟେସନ ପ୍ରାୟ ୧ କିଲୋମିଟର ପୁର୍ବରୁ… Read More...
ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ତୁ ମୋ କମ୍ଜୋରି’ ଶୁଭମହୁରତ Samaja Digital (RM) Nov 12, 2020 ଭୁବନେଶ୍ବର: ଶ୍ରଦ୍ଧା ସବୁରି ପ୍ରଡକ୍ସନ ନିବେଦିତ ତଥା ସୁପ୍ରିମ୍ ଏଣ୍ଟରଟେନ୍ମେଣ୍ଟ ସହ ପ୍ରଯୋଜନାରେ ନିର୍ମିତ ନୂଆ ଓଡିଆ ଚଳଚ୍ଚିତ୍ର ‘ତୁ ମୋ କମ୍ଜୋରି’ର ଶୁଭମହୁରତ ହୋଇଯାଇଛି। ପଟିଆସ୍ଥିତ ସାଇ ମନ୍ଦିରରେ ଆୟୋଜିତ… Read More...
ପୁଲିସର ବିଚିତ୍ର ନୀତି, ଜୀବିତକୁ ମୃତ ଦର୍ଶାଇ ୨ ନିରୀହଙ୍କୁ ଜେଲ Samaja Digital (RM) Nov 12, 2020 ବରଗଡ଼/ପାଇକମାଳ: ଜଣେ ଜୀବିତ ବ୍ୟକ୍ତିଙ୍କୁ ମୃତ ଘୋଷଣା କରି ପୁଲିସ ଦୁଇଜଣ ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ କରି ଜେଲ ପଠାଇବା ଘଟଣାରେ ମାନବାଧିକାର କମିଶନ ସଂପୃକ୍ତ ପୁଲିସ ଅଧିକାରୀଙ୍କ ବିରୋଧ ଦଣ୍ଡବିଧାନ ଘୋଷଣା… Read More...
ବିଭୁତି ପଟ୍ଟନାୟକ, ସୁଧାଂଶୁ ରଥ ହେଲେ ଓପିଏସ୍ସି ନୂଆ ସଦସ୍ୟ Samaja Digital (RM) Nov 12, 2020 ଭୁବନେଶ୍ବର: ସମବାୟ ସମିତିର ପୂର୍ବତନ ରେଜିଷ୍ଟ୍ରାର୍ ବିଭୂତି ଭୂଷଣ ପଟ୍ଟନାୟକ ଏବଂ ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ସୁଧାଂଶୁ ଶେଖର ରଥଙ୍କୁ ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍ସି)ର ନୂଆ… Read More...
ଓଡ଼ିଶା ସରକାରୀ ଯାନ୍ତ୍ରିକ/ପଲିଟେକ୍ନିକ୍ର ଲାବୋରେଟୋରି ସହାୟକ ନିୟମ, ୨୦୨୦କୁ ରାଜ୍ୟ କ୍ୟାବିନେଟ୍ ମୋହର Samaja Digital (RM) Nov 12, 2020 ଭୁବନେଶ୍ବର: ଓଡ଼ିଶାର ସରକାରୀ ଯାନ୍ତ୍ରିକ ବିଦ୍ୟାଳୟ/ପଲିଟେକ୍ନିକ୍ର ନିଯୁକ୍ତ ଲାବୋରେଟୋରି ସହାୟକଙ୍କ ନିଯୁକ୍ତି ପ୍ରଣାଳୀ ଓ ଚାକିରୀ ସର୍ତ୍ତବଳୀ ନିୟନ୍ତ୍ରଣ କରିବା ପାଇଁ ଓଡ଼ିଶା ସରକାରୀ ଯାନ୍ତ୍ରିକ… Read More...
ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି: ଗ୍ରୀଡ୍କୋ ପାଇଁ ୨୬୦୦ କୋଟି ମଞ୍ଜୁର, କମ୍ ହେବ ଉପଭୋକ୍ତାଙ୍କ ଦେୟ Samaja Digital (RM) Nov 12, 2020 ଭୁବନେଶ୍ବର: ବର୍ତ୍ତମାନ ଗ୍ରୀଡ୍କୋର ଉପଭୋକ୍ତା ପ୍ରସ୍ତାବକୁ ବିଚାର କରି ରାଜ୍ୟ ସରକାର ଗ୍ରୀଡ୍କୋ ସପକ୍ଷରେ ୨୦୨୦-୨୧ ଆର୍ଥିକ ବର୍ଷରେ ଋଣ କରିବାକୁ ଟ.୨୬୦୦.୦୦କୋଟି ଟଙ୍କାର ଗ୍ୟାରେଣ୍ଟି ମଞ୍ଜୁର କରିଛନ୍ତି।… Read More...
ରାଜ୍ୟ କ୍ୟାବିନେଟ୍ରେ ପୁରୀ ପାଇଁ ୪୬୧କୋଟି ବ୍ୟୟବରାଦ Samaja Digital (RM) Nov 12, 2020 ଭୁବନେଶ୍ବର: ପୁରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ବସ୍ଥ ଐତିହ୍ୟ ସୁରକ୍ଷା କରିଡ଼ର ନିମନ୍ତେ ଅଧିକୃତ କରାଯାଇଥିବା ସମସ୍ତ ସରକାରୀ ଜମି ଓ ଅଧିଗୃହୀତ/ ଖରିଦ ଜମିକୁ ପ୍ରଭୁ ଶ୍ରୀଗନ୍ନାଥ ବିଜେ, ପୁରୀ ମାର୍ଫତ୍ ଶ୍ରୀଜଗନ୍ନାଥ… Read More...
ରାଜା ଆଚାର୍ଯ୍ୟ ଜାମିନ୍ ଖାରଜ Samaja Digital (RM) Nov 12, 2020 ଭୁବନେଶ୍ବର: ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟର ଜାମିନ ଖାରଜ। ରାଜା ଆଚାର୍ଯ୍ୟର ଜାମିନ ଖାରଜ କଲେ ଅତିରିକ୍ତ ଜିଲା ଦୌରାଜଜ୍। ନିକଟରେ ଦାଦାବଟି ଆଦାୟ ମାମଲାରେ ରାଜା ଆଚାର୍ଯ୍ୟ ଗିରଫ ହୋଇଥିଲେ। ସୂଚନା ଅନୁଯାୟୀ, ଘର… Read More...
କଟକରେ ୪୬.୩୯% ଆଣ୍ଟିବଡ଼ି Samaja Digital (RM) Nov 12, 2020 କଟକ: ମହାମାରୀ କରୋନା ସମୟରେ କଟକବାସୀଙ୍କ ପାଇଁ ଖୁସି ଖବର। କଟକର ୪୬.୩୯% ଲୋକଙ୍କ ଶରୀରରେ ଆଣ୍ଟିବଡ଼ି ସୃଷ୍ଟି ହୋଇଛି। କଟକ ସହରରେ ମୋଟ ୨୨୭୪ଜଣଙ୍କଠାରୁ ସାମ୍ପଲ୍ ସଂଗ୍ରହ କରାଯାଇଥିଲା। ସେଥିମଧ୍ୟରୁ ୨୫ଟି ୱାର୍ଡରୁ… Read More...
‘ସାଁସ୍’ କାର୍ଯ୍ୟକ୍ରମର ଶୁଭାରମ୍ଭ,କରାଯାଇପାରିବ ନିମୋନିଆର ସଫଳ ନିରାକରଣ Samaja Digital (RM) Nov 12, 2020 ଭୁବନେଶ୍ବର: ଓଡ଼ିଶାରେ ନିମୋନିଆ ଜନିତ ଶିଶୁ ମୃତ୍ୟୁହାର କମାଇବା ପାଇଁ ତା.୧୨.୧୧.୨୦୨୦ ରିଖରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସମ୍ମିଳନୀ କକ୍ଷରେ, ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ‘ସାଁସ୍’… Read More...
ସମୟ ନେଲେ ଅନୁଭବ Samaja Digital (RM) Nov 12, 2020 କଟକ: କଟକ ଏସ୍ଡିଜେଏମ୍ କୋର୍ଟରେ ପାରିବାରିକ ହିଂସା ନେଇ ବର୍ଷା ପ୍ରିୟଦର୍ଶିନୀଙ୍କ ମାମଲା ପ୍ରସଙ୍ଗ। ଓକିଲ ଜରିଆରେ କୋର୍ଟରେ ହାଜର ହେଲେ ବର୍ଷା ପ୍ରିୟଦର୍ଶିନୀଙ୍କ ସ୍ବାମୀ ଅନୁଭବ ମହାନ୍ତି। ଜବାବ ଦାଖଲ ପାଇଁ ସମୟ… Read More...
ଉଦ୍ଘାଟିତ ହେଲା ବାଲେଶ୍ୱର ଜିଲା ଇନ୍ଡୋର ହଲ୍ ଓ ସିନ୍ଥେଟିକ୍ ଟେନିସ୍ କୋର୍ଟ, ବ୍ୟାଡ୍ମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ… Samaja Digital (RM) Nov 12, 2020 ଭୁବନେଶ୍ୱର: ଆଜି ଇଲେକ୍ଟ୍ରୋନିକ୍ସ୍, ସୂଚନା ପ୍ରଯୁକ୍ତିବିଦ୍ୟା, କ୍ରୀଡା ଏବଂ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ବାଲେଶ୍ୱର ଜିଲା ଗସ୍ତରେ ଯାଇ ନବନିର୍ମିତ ଇନ୍ଡୋର ହଲ୍ ଏବଂ ସିନ୍ଥେଟିକ୍ ଟେନିସ୍… Read More...
ଟେକ୍ ମହିନ୍ଦ୍ରା ଫାଉଡେସନ ଓ ପିକକ୍ ପକ୍ଷରୁ ୩୫୦ ବିପନ୍ନ ପରିବାରଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ Samaja Digital (RM) Nov 12, 2020 ଭୁବନେଶ୍ବର: ଟେକ୍ ମହିନ୍ଦ୍ରା ଫାଉଡେସନ ଓ ରାଜ୍ୟର ଅଗ୍ରଣୀ ସ୍ୱେଛାସେବୀ ସଙ୍ଗଠନ ପିପୁଲସ୍ କଲଚରାଲ ସେଣ୍ଟର (ପିକକ୍), ପକ୍ଷରୁ କୋଭିଡ ମହାମାରୀରେ ବିପନ୍ନ ହୋଇ ପଡିଥିବା ୩୫୦ ପରିବାରଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ… Read More...
ଦୁଇ ଦିବ୍ୟାଙ୍ଗ ଯୁବତୀଙ୍କୁ ସାହା ହେଲା କିସ୍ ଫାଉଣ୍ଡେସନ୍ Samaja Digital (RM) Nov 12, 2020 ଭୁବନେଶ୍ୱର: ଦୁଇ ଦିବ୍ୟାଙ୍ଗ ଯୁବତୀଙ୍କୁ ସାହା ହୋଇଛି କିସ୍ ଫାଉଣ୍ଡେସନ୍। କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଦାରିଙ୍ଗବାଡ଼ି ଅଞ୍ଚଳର ଜ୍ୟୋସ୍ନା ମାଝୀ ଓ ସୋନପୁରର ଲକ୍ଷ୍ମୀ ପାତ୍ର ଦୁଇ ଦିବ୍ୟାଙ୍ଗ ଯୁବତୀ ହେଉଛନ୍ତି ଦୁଇ… Read More...
ନବଜାତ ଭାଲୁଛୁଆ ଉଦ୍ଧାର Samaja Digital (RM) Nov 12, 2020 ବୀରମହାରାଜପୁର: ଆଜି ସକାଳେ ସୋନପୁର ଜିଲା ଅନ୍ତର୍ଗତ ବୀରମହାରାଜପୁର ଥାନା ଲତୁରପେଟ ମହିମା ମଠ ନିକଟସ୍ଥ ପଡ଼ିଆରୁ ଏକ ନବଜାତ ଭାଲୁ ଛୁଆ ଉଦ୍ଧାର ହୋଇଛି। ଲତୁରପେଟ ଗ୍ରାମର ପଦ୍ମଲୋଚନ ମହାନନ୍ଦ ଉକ୍ତ ପଡିଆ ଦେଇ ତାଙ୍କ… Read More...
ଚାଷ ଜମି ଫାଟି ଆଁ କଲାଣି, କେନାଲରେ ପାଣି ଛାଡୁ ନାହାନ୍ତିଗୋହିରା ଡ୍ୟାମ କର୍ତ୍ତୃପକ୍ଷ Samaja Digital (RM) Nov 11, 2020 ଦେବଗଡ଼:ଚାଷ ଜମି ଫାଟି ଆଁ କଲାଣି। ଫଳରେ କ୍ଷୀର ଢୋକୁଥିବା ଧାନ ଫସଲ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହେବାର ଆଶଙ୍କା ଦେଇଛି। ଫଳରେ ଅନିୟମିତ ବର୍ଷା ଯୋଗୁଁ ବିଳମ୍ବରେ ଚାଷ କରିଥିବା ରିଆମାଳ ବ୍ଲକ ମଳେହିପଡା ଗ୍ରାମ ପଞ୍ଚାୟତ… Read More...
ଆସନ୍ତା ୮ରୁ ’ଇକୋ-ରିଟ୍ରିଟ୍’ : ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଲୋଗୋ ଉନ୍ମୋଚନ ପରେ ବୁକିଂ ଆରମ୍ଭ,ଏବର୍ଷ ୫ଟି ସ୍ଥାନରେ… Samaja Digital (RM) Nov 11, 2020 ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଓଡ଼ିଶା ପର୍ଯ୍ୟଟନ ପକ୍ଷରୁ ୩ ମାସ ପାଇଁ ଆୟୋଜିତ ଆଡମ୍ବରପୂର୍ଣ୍ଣ ପ୍ରକୃତି ଉତ୍ସବ ‘ଇକୋ-ରିଟ୍ରିଟ୍’ ନିମନ୍ତେ ବୁକିଂର ଶୁଭାରମ୍ଭ କରିବା ସହିତ ଏହାର ଲୋଗୋ ଉନ୍ମୋଚନ… Read More...
କରୋନାରେ ମୃତ୍ୟୁ ବରଣ କରିଥିଲେ ସାମ୍ବାଦିକ ତାରିଣୀ ଚନ୍ଦ୍ର ପାଢ଼ୀ, ରାଜ୍ୟ ସରକାର ଦେଲେ ୧୫ ଲକ୍ଷ ଟଙ୍କା ଅନୁମ୍ପାମୂଳକ… Samaja Digital (RM) Nov 11, 2020 ଭୁବନେଶ୍ୱର :ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ସେପ୍ଟେମ୍ବର ୨୯ ତାରିଖ ଦିନ କୋଭିଡ୍-୧୯ରେ ମୃତ୍ୟୁବରଣ କରିଥିବା ସାମ୍ବାଦିକ ତାରିଣୀ ଚନ୍ଦ୍ର ପାଢ଼ୀଙ୍କ ପତ୍ନୀ ସବିତା ପାଢ଼ୀଙ୍କୁ ପ୍ରଦାନ ପାଇଁ ‘ସାମ୍ବାଦିକ କଲ୍ୟାଣ… Read More...
ଶିଳ୍ପ ସଂସ୍ଥାର ବର୍ଜ୍ୟ ଧରିତ୍ରୀ ପ୍ରତି ବିପଦ ସୃଷ୍ଟି ନକରୁ : ମନ୍ତ୍ରୀ Samaja Digital (RM) Nov 11, 2020 ଭୁବନେଶ୍ୱର: ଶିଳ୍ପ ସଂସ୍ଥାଗୁଡ଼ିକରୁ ନିର୍ଗତ କଠିନ ବର୍ଜ୍ୟବସ୍ତୁସବୁ ସୁନ୍ଦର ଧରିତ୍ରୀକୁ ପ୍ରଦୂଷିତ ନକରୁ ସେଥିପାଇଁ ସମସ୍ତ ଶିଳ୍ପସଂସ୍ଥା ବର୍ଜ୍ୟ ପରିଚାଳନାକୁ କଡ଼ାକଡ଼ି ଭାବେ ପାଳନ କରିବା, ଏଥି ପ୍ରତି ରହିଥିବା… Read More...
ଅବିଭକ୍ତ ଗଞ୍ଜାମର ଜୀବନ ରେଖା ବାହୁଦା ନଦୀ ପ୍ରଦୂଷିତ: ମିଶୁଛି ମଦପୋଚ, ଆନ୍ଧ୍ର ବାଲି ମାଫିଆଙ୍କ ଲୋଲୁପ ଦୃଷ୍ଟି Samaja Digital (RM) Nov 11, 2020 ପାତ୍ରପୁର: ଅବିଭକ୍ତ ଗଞ୍ଜାମ ଜିଲାର ପୁରାଣ ବର୍ଣ୍ଣିତ ମହେନ୍ଦ୍ରଗିରିରୁ ଉତ୍ପତ୍ତି ହୋଇଥିବା ଅମରକୋଷ ବର୍ଣ୍ଣିତ ବାହୁଦା ନଦୀ ଏବେ ସମ୍ପୂର୍ଣ୍ଣ ପ୍ରଦୂଷିତ। ମଦପୋଚ, ମଲା ପଶୁ-ପକ୍ଷୀ ଏବଂ ବର୍ଜ୍ୟବସ୍ତୁରେ ନଦୀ ଏବେ… Read More...
ଲକ୍ଷ୍ୟରୁ ଦୂରେଇ ଯାଉଛି ‘ସବୁଜ ମହାନଦୀ ମିଶନ’ Samaja Digital (RM) Nov 11, 2020 ସୋନପୁର: ମହାନଦୀ ସହ ରାଜ୍ୟର କିଛି ବଡବଡ ନଦୀ କୂଳର ସୁରକ୍ଷା ପାଇଁ ୨୦୧୮ରେ ରାଜ୍ୟ ସରକାର ଆରମ୍ଭ କରିଥିଲେ ‘ସବୁଜ ମହାନଦୀ ମିଶନ’ କାର୍ଯ୍ୟକ୍ରମ। ୨୦୧୮ ଜୁଲାଇ ମାସ ୨୪ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ… Read More...
‘ସମାଜ ପୋର୍ଟାଲ୍’ ପ୍ରଭାବ: ଇଷ୍ଟ-ମୀରାଙ୍କ ଘରେ ପହଞ୍ଚିଲା ଏନଏସି ପ୍ରଶାସନ, ୧୫ ବର୍ଷିୟ ଭିନ୍ନକ୍ଷମଙ୍କୁ ମିଳିବ… Samaja Digital (RM) Nov 11, 2020 ତୁଷୁରା:ତୁଷୁରା ଏନଏସି ଅର୍ନ୍ତଗତ ୨ ନମ୍ବର ୱାର୍ଡ଼ ଖର୍ଡ଼ା ଗ୍ରାମରେ ଗୋଟିଏ ପରିବାର ଘର ଭାଙ୍ଗି ଯାଇଥିବାରୁ ପଲିଥିନ ତଳେ ରହୁଥିବା ନେଇ ‘ସମାଜ ପୋର୍ଟାଲ୍’ରେ ଏକ ଖବର ପ୍ରକାଶ ପାଇବା ପରେ ଏନଏସି ପ୍ରଶାସନ ପକ୍ଷରୁ… Read More...
ପଞ୍ଜୀକରଣ ହେଉ କଳାକାର ସଂଘ, ମିଳୁ ମାନ୍ୟତା Samaja Digital (RM) Nov 11, 2020 ଫୁଲବାଣୀ :କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଳକ ସ୍ତରୀୟ କଳାକାର ସଂଘ ପକ୍ଷରୁ ବିଭିନ୍ନ ଦାବିନେଇ ଏକ ଦାବିପତ୍ର ଆଜି ବ୍ଳକ ଓ ତହସିଲ୍ କାର୍ଯ୍ୟାଳୟରେ ପ୍ରଦାନ କରାଯାଇଛି। ବ୍ଳକ ସ୍ତରୀୟ ସଂଘକୁ ମାନ୍ୟତା ପ୍ରଦାନ ଓ ପଞ୍ଜୀକରଣ… Read More...
ସୁକତେଲ ନଦୀରୁ ମିଳିଲା ବିରଳ ଶିଳାଲେଖ ଓ ପ୍ରସ୍ତର ଖଣ୍ଡ Samaja Digital (RM) Nov 11, 2020 ଫାସଡ:ବଲାଙ୍ଗିର ଜିଲା ଲୋଇସିଂହା ଥାନାର ଗୋପାଳପୁର-ଛେଲବାହାଲ ଗାଁ ସୁକତେଲ ନଦୀରେ ବିରଳ ପ୍ରସ୍ତର ଖଣ୍ଡ ଉଦ୍ଧାର କରାଯାଇଛି। ଏହି ଶିଳାଲେଖ କେଉଁଠୁ ଆସିଲା ତାହା ଜାଣିବାକୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍କୁକତା ପ୍ରକାଶ… Read More...
ଆଜି ଭୁବନେଶ୍ବରରେ ଆଉ ୫୯ କରୋନା ଆକ୍ରାନ୍ତ ଚିହ୍ନଟ Samaja Digital (RM) Nov 11, 2020 ଭୁବନେଶ୍ବର: ଆଜି ଭୁବନେଶ୍ବରରେ ୫୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ବାରେଣ୍ଟାଇନ୍ରୁ ୫ ଓ ଲୋକାଲ୍ କଣ୍ଟାକ୍ଟ କେସ୍ରେ ୫୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପୁରୁଣା ଭୁବନେଶ୍ବରୁ… Read More...
ବନବାସୀ ଜରା ନିବାସ ଅନ୍ତେବାସୀଙ୍କ ମୁହଁରେ ଫୁଟିଲା ହସ, ସ୍ମାଇଲ୍ ଟିମ୍ ବାଣ୍ଟିଲା ଶୀତବସ୍ତ୍ର Samaja Digital (RM) Nov 11, 2020 ଫୁଲବାଣୀ:କନ୍ଧମାଳ ଜିଲା ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ନୂଆସାହିସ୍ଥିତ ବନବାସୀ ଜରା ନିବାସରେ ରହୁଥିବା ବୃଦ୍ଧ ଓ ବୃଦ୍ଧା ମାନଙ୍କୁ ଆଜି କନ୍ଧମାଳ ସ୍ମାଇଲ୍ ଟିମ୍ ବଂଟନ କରିଛି ଶୀତବସ୍ତ୍ର। ଏହି… Read More...
ମିଶନ ଶକ୍ତି ଏସ୍ଏଚ୍ଜିମାନଙ୍କ ପାଇଁ କୋଭିଡ୍-୧୯ର ଆହ୍ୱାନ, ସହରାଞ୍ଚଳରେ ମଜୁରିଭିତ୍ତିକ ରୋଜଗାର କାର୍ଯ୍ୟକ୍ରମରେ… Samaja Digital (RM) Nov 11, 2020 ଭୁବନେଶ୍ୱର: ବର୍ତ୍ତମାନ ସମୟରେ ସହରାଞ୍ଚଳରେ ଜୀବିକା ଅର୍ଜନ କାର୍ଯ୍ୟକ୍ରମଗୁଡ଼ିକ ଘୋର ସଂକଟ ମଧ୍ୟ ଦେଇ ଗତି କରୁଅଛି। ବିଭିନ୍ନ ସେବା ପ୍ରଦାନକାରୀ କ୍ଷେତ୍ରଗୁଡ଼ିକ ମନ୍ଥର ହେବା, ଉତ୍ପାଦନକାରୀ ସଂସ୍ଥାଗୁଡ଼ିକରେ… Read More...
ଅବହେଳିତ ଅବସ୍ଥାରେ ପାପଡାହାଣ୍ଡି ଶିଶୁ ଉଦ୍ୟାନ, ଖତ ଖାଇବାକୁ ବସିଲାଣି ଲକ୍ଷାଧିକ ଟଙ୍କାର ଉପକରଣ Samaja Digital (RM) Nov 11, 2020 ନବରଙ୍ଗପୁର: ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ସଦର ମହକୁମା ଠାରେ ଥିବା ଶିଶୁ ଉଦ୍ୟାନଟି ବର୍ତ୍ତମାନ ଅବହେଳିତ ଅବସ୍ଥାରେ ପଡି ରହିଥିବା ବେଳେ ଲକ୍ଷାଧିକ ଟଙ୍କାର ଉପକରଣ ଆଦି ଖତ ଖାଇବାକୁ ବସି ଲାଣି, ହେଲେ… Read More...
ଜନଜାତି ସୁରକ୍ଷା ମଞ୍ଚର ବିକ୍ଷୋଭ ପ୍ରଦର୍ଶନ, ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ଦାବି ପତ୍ର ପ୍ରଦାନ Samaja Digital (RM) Nov 11, 2020 ଫୁଲବାଣୀ:ଓଡ଼ିଶା ଜନଜାତି ସୁରକ୍ଷା ମଞ୍ଚର କନ୍ଧମାଳ ଜିଲା ଶାଖା ପକ୍ଷରୁ ବିିଭିନ୍ନ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ବିଭିନ୍ନ ଦାବି ସମ୍ବଳିତ ଏକ ଦାବିପତ୍ର… Read More...
କୋଭିଡ୍-୧୯ ନିୟମ ଉଲ୍ଲଙ୍ଘନ: ୨୪ ଘଣ୍ଟାରେ ୪୩ ଗିରଫ, ୬୯୬ ଗାଡ଼ି ଜବତ Samaja Digital (RM) Nov 10, 2020 ଭୁବନେଶ୍ବର: ରାଜ୍ୟରେ କୋଭିଡ୍-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ପୁଲିସ ପକ୍ଷରୁ ଗୋଟିଏ ମାମଲା ଦାୟର କରାଯାଇଛି। କୋଭିଡ୍-୧୯ ନିମୟ ଉଲ୍ଲଙ୍ଘନ ଅଭିଯୋଗରେ ଓଡ଼ିଶା… Read More...
ମୟୂରଭଞ୍ଜ ଜିଲାରେ ପାଇଲଟ୍ ପ୍ରକଳ୍ପ: ସ୍କୁଲ ପିଲାଙ୍କୁ ମିଳିବ ଚୂନା ମାଛ Samaja Digital (RM) Nov 10, 2020 ଭୁବନେଶ୍ୱର: ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧୀନରେ ଅଙ୍ଗନବାଡ଼ି କେନ୍ଦ୍ରରେ ୩ରୁ ୬ ବର୍ଷ ବୟସର ଶିଶୁ, ଗର୍ଭବତୀ ଓ ପ୍ରସୂତୀ ମହିଳା ଏବଂ କିଶୋରୀମାନଙ୍କୁ ଯୋଗାଇ ଦିଆଯାଉଥିବା ପରିପୂରକ ପୁଷ୍ଟିସାଧନ ଖାଦ୍ୟ ତାଲିକାରେ… Read More...
ତିର୍ତ୍ତୋଲ ଉପନିର୍ବାଚନ: ବିଜେଡ଼ିର ବାଜିମାତ୍, ବିଜୟୀ ହେଲେ ବିଜୟ Samaja Digital (RM) Nov 10, 2020 ଭୁବନେଶ୍ବର: ତିର୍ତ୍ତୋଲ ଉପ-ନିର୍ବାଚନରେ ପୁଣି ଥରେ ବାଜିମାତ୍ କରିଛି ବିଜେଡି। ବିଜେପି, କଂଗ୍ରେସ ଓ ସିପିଆଇ ସମେତ ସ୍ବାଧୀନ ପ୍ରାର୍ଥୀଙ୍କୁ ବହୁ ପଛରେ ପକାଇ ତିର୍ତ୍ତୋଲ ଉପନିର୍ବାଚନରେ ବିଜୟୀ ହୋଇଛନ୍ତି ବିଜୟ… Read More...
ବ୍ୟାଟେରିରେ ଚାଲୁଛି ସାଇକଲ, ନିର୍ମାଣ କଲେ ଆଇଟିଆଇ ଛାତ୍ର Samaja Digital (RM) Nov 10, 2020 ବ୍ରହ୍ମପୁର: ଏଣିକି ବ୍ୟାଟେରିରେ ଚାଲିବ ସାଇକଲ। ଏହାକୁ ଜଣେ ଆଇଟିଆଇ ଛାତ୍ରଙ୍କ ଦ୍ବାରା ନିର୍ମିତ କରିଛନ୍ତି। ଏହି ବ୍ୟାଟେରି ଚାଳିତ ସାଇକଲ ଏବେ ସ୍ଥାନୀୟ ଜନସାଧାରଣଙ୍କ ପସନ୍ଦର ବସ୍ତୁ ପାଲଟିଛି। ଚିକିଟିପେଣ୍ଠନିବାସୀ… Read More...
ନିଷ୍କ୍ରିୟ ହୋଇଛି ୟୁନିଟ୍ ପ୍ରକଳ୍ପ: ଅଣ୍ଡା ଦେବେ ୬୫ ଗୋ-ମୁହାଁ କୁମ୍ଭୀର, ଜଗିଛନ୍ତି ୨ କର୍ମଚାରୀ Samaja Digital (RM) Nov 10, 2020 ଦିଗପହଣ୍ଡି: ଘୋଡାହାଡ ଜଳଭଣ୍ଡାରରେ ଶୋଭାବର୍ଦ୍ଧନ କରୁଥିବା ଗୋ-ମୁହାଁ କୁମ୍ଭୀରକୁ ଏବେ ଜଗିଛନ୍ତି ମାତ୍ର ୨ଜଣ ଅସ୍ଥାୟୀ କର୍ମଚାରୀ। ଦିଗପହଣ୍ଡି ସହରଠାରୁ ୧୭ କିଲୋମିଟର ଦୂର ଘୋଡାହାଡ଼ ଜଳଭଣ୍ଡାରରେ ଦେଖିବାକୁ… Read More...
ଆଜି ରାଜ୍ୟରେ ପୁଣି ସୁସ୍ଥ ହେଲେ ୧୪୪୮ କରୋନା ଆକ୍ରାନ୍ତ, ସୁସ୍ଥ ସଂଖ୍ୟା ୨,୯୧,୧୩୭କୁ ବୃଦ୍ଧି Samaja Digital (RM) Nov 10, 2020 ଭୁବନେଶ୍ବର: ଆଜି ରାଜ୍ୟରେ ପୁଣି ୧୪୪୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୬୧ ଓ କଟକରୁ ୧୦୭ କରୋନା ଆକ୍ରନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ବରଗଡ଼ ୯୯, ସୁନ୍ଦରଗଡ଼ ୯୮,… Read More...
ସରପଞ୍ଚଙ୍କ ସ୍ତ୍ରୀଙ୍କୁ ୫୦ ବର୍ଷ ବୟସ, ନେଉଛନ୍ତି ବାର୍ଦ୍ଧକ୍ୟ ଭତ୍ତା Samaja Digital (RM) Nov 10, 2020 ମୁରିବାହାଲ: ସିରୋଲ ସରପଞ୍ଚଙ୍କ ସ୍ତ୍ରୀ ୫୦ ବର୍ଷରେ ବାର୍ଦ୍ଧକ୍ୟ ଭତ୍ତା ନେଉଛନ୍ତି। ଏକଥା ଖୋଦ୍ ସରପଞ୍ଚ ଓ ପିଇଓ ଏହି କଥାକୁ ବି ସ୍ୱୀକାର କରୁଛନ୍ତି। ଯାହାକୁ ନେଇ ଏବେ ସରପଞ୍ଚଙ୍କ ବହିଷ୍କାର ଓ ଭତ୍ତା ଟଙ୍କା ଫେରାଇ… Read More...
ଭୁଷୁଡ଼ିଥିଲା ନବ ନିର୍ମିତ ପୋଲ, ତଦନ୍ତ ଆରମ୍ଭ କଲା ଭିଜିଲାନ୍ସ Samaja Digital (RM) Nov 10, 2020 ପାଟଣାଗଡ: ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ତମିଆଂ-ମୁଦଲସର ରାସ୍ତାରେ ସୁକତେଲ ନଦୀ ଉପରେ ନବନିର୍ମିତ ପୋଲ ଗତ ଅପ୍ରେଲ ୨୯ ତାରିଖ ଦିନ ଭୁଷୁଡି ପଡିବା ଯୋଗୁ ସେଠାରେ କାର୍ଯ୍ୟରତ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ରାଜ୍ୟ… Read More...
ବିଧାନସଭା ଶୀତକାଳୀନ ଅଧିବେଶନ ପୂର୍ବରୁ ହେବ କରୋନା ପରୀକ୍ଷା: ବାଚସ୍ପତି Samaja Digital (RM) Nov 10, 2020 ଭୁବନେଶ୍ବର: ବିଧାନସଭାର ଶୀତକାଳୀନ ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକ, ଓଡ଼ିଶା ବିଧାନସଭାର ସମସ୍ତ କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି ଏବଂ ପୁଲିସ ଅଧିକାରୀମାନଙ୍କର କୋଭିଡ୍ ପରୀକ୍ଷା କରାଯିବ ବୋଲି ଆଜି ବାଚସ୍ପତି… Read More...
କାର୍ଯ୍ୟ କରୁଛନ୍ତି ଜାଲ ନିଯୁକ୍ତି ପତ୍ରଧାରୀ ଅଯୋଗ୍ୟ ଶିକ୍ଷକ, କାର୍ଯ୍ୟାନୁଷ୍ଠାନ ପାଇଁ ଦୁର୍ନୀତି ନିବାରଣ… Samaja Digital (RM) Nov 10, 2020 ଧମା/ମାନେଶ୍ୱର: ଅବିଭକ୍ତ ସମ୍ବଲପୁର ଜିଲାରେ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଜାଲ ନିଯୁକ୍ତି ପତ୍ରଧାରୀ ଅଯୋଗ୍ୟ ଶିକ୍ଷକମାନେ କାର୍ୟ୍ୟରତ ଥିବା ସୂଚନା ଅଧିକାରୀ କର୍ମୀ ନିରଞ୍ଜନ ବଡ଼ପଣ୍ଡା ଅଭିଯୋଗ କରିଛନ୍ତି। ଏନେଇ… Read More...
ତେଲେନପାଲି-ପୁଟକେଲଚୁଆଁ ରାସ୍ତା ଶୋଚନୀୟ, ରାଜ୍ୟପାଳଙ୍କୁ ସମସ୍ୟା ସମ୍ପର୍କରେ ଜଣାଇବେ ଅଞ୍ଚଳବାସୀ Samaja Digital (RM) Nov 10, 2020 ଖପ୍ରାଖୋଲ: ଖପ୍ରାଖୋଲ ବ୍ଲକର ତେଲେନପାଲି-ପୁଟକେଲଚୁଆଁ ରାସ୍ତା। ଦୀର୍ଘଦିନ ହେଲା ରାସ୍ତାର ଅବସ୍ଥା ଶୋଚନୀୟ। ମରାମତି ଅଭାବରୁ ରାସ୍ତାଟି ଖାଲଖମାରେ ଭର୍ତ୍ତି। ଏହି ରାସ୍ତାଟି ଦିନକୁ ଦିନ ଖରାପ ହେଉଥିଲେ ମଧ୍ୟ… Read More...
ଏବେ ଧାନକଟାର ବେଳ, ଘାରୁଛି ଜଙ୍ଗଲୀ ହାତୀ ଭୟ Samaja Digital (RM) Nov 10, 2020 ସାରନଗରୀ : ଗ୍ରାମାଞ୍ଚଳରେ ଆରମ୍ଭ ହୋଇ ଯାଇଛି ଧାନକଟା। ମୁଣ୍ଡ ଝାଳ ତୁଣ୍ଡରେ ମାରି ବର୍ଷ ସାରା ପରିଶ୍ରମ କରିଥିବା ଚାଷୀକୁ ମିଳିଛି ତା’ର ପରିଶ୍ରମର ଫଳ। ସୁନେଲି ରଙ୍ଗର ଧାନଫସଲ କ୍ଷେତକୁ ଦେଖି ଚାଷୀ ମନ କୁଣ୍ଢେମୋଟ… Read More...
ଆଜି ଭୁବନେଶ୍ବରରେ ୬୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ Samaja Digital (RM) Nov 10, 2020 ଭୁବନେଶ୍ବର: ଆଜି ଭୁବନେଶ୍ବରରେ ୬୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ବାରେଣ୍ଟାଇନ୍ରୁ ୧୫ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ୪୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ଆଜି… Read More...
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲକ୍ଷ୍ୟ, ମାଲକାନଗିରି ଜିଲାର ବିକାଶ Samaja Digital (RM) Nov 10, 2020 ଭୁବନେଶ୍ୱର: ଆଜି ଇଲେକ୍ଟ୍ରୋନିକ୍ସ୍, ସୂଚନା ପ୍ରଯୁକ୍ତିବିଦ୍ୟା, କ୍ରୀଡା ଏବଂ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଅଧ୍ୟକ୍ଷତାରେ ମାଲକାନଗିରି ଜିଲା ଯୋଜନା କମିଟିର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ… Read More...
ସମ୍ବାଇ ପଞ୍ଚାୟତ ସୀମାନ୍ତ ଗ୍ରାମରେ ପହଞ୍ଚିଲା ଜିଲା ପ୍ରଶାସନ Samaja Digital (RM) Nov 9, 2020 ପଟ୍ଟାଙ୍ଗି: କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସମ୍ବାଇ ପଞ୍ଚାୟତର ସୀମାନ୍ତ ଆନ୍ଧ୍ର ସୀମାକୁ ଲାଗି ରହିଥିବା ଉକ୍ତ ପଞ୍ଚାୟତର ସୁନାବେଡା ଗ୍ରାମ ସହ ଆନ୍ଧ୍ର ରାଜ୍ୟର ବିଶାଖାପାଟଣା ଜିଲ୍ଲା ଅନ୍ତର୍ଗତ… Read More...