ଆଜି ରାଜ୍ୟରେ ସୁସ୍ଥ ହେଲେ ୧୩୦୩ କରୋନା ଆକ୍ରାନ୍ତ, ମୋଟ ସୁସ୍ଥ ସଂଖ୍ୟା ୩୦୧୭୭୭କୁ ବୃଦ୍ଧି
ଭୁବନେଶ୍ବର: ଆଜି ରାଜ୍ୟରେ ୧୩୦୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କଟକରୁ ସର୍ବାଧିକ ୧୦୮, ଅନୁଗୋଳ ୧୦୩. ମୟୂରଭଞ୍ଜ ୧୦୧, ସୁନ୍ଦରଗଡ଼ ୯୭ ଓ ଖୋର୍ଦ୍ଧାରୁ ୯୬ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଝାରସୁଗୁଡ଼ା ୮୬, ଜଗତସିଂହପୁର ୫୫, ବାଲେଶ୍ବର ୫୪, କେନ୍ଦ୍ରାପଡ଼ା ୫୩, କେନ୍ଦୁଝର ୫୦, କଳାହାଣ୍ଡି ୪୭, ବଲାଙ୍ଗିର ୪୬, ନୟାଗଡ଼ ୪୦, କୋରାପୁଟ ୩୮, ବରଗଡ଼ ୩୭, ନୂଆପଡ଼ା ୩୭, ପୁରୀ ୩୪, ସମ୍ବଲପୁର ୩୨, ଯାଜପୁର ୩୦, ଗଞ୍ଜାମ ୨୬, ସୋନ୍ପୁର ୨୫, ନବରଙ୍ଗପୁର ୨୨, ରାୟଗଡ଼ା ୧୪, ଢେଙ୍କାନାଳ ୧୧, ମାଲକାନଗିରି ୧୦, କନ୍ଧମାଳ ୯, ବୌଦ୍ଧ ୭, ଗଜପତି ୪, ଦେବଗଡ଼ ୩, ଭଦ୍ରକ ୨ ଏବଂ ଷ୍ଟେଟ୍ପୁଲ୍ରୁ ୨୬ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଜି ସୁଦ୍ଧା ରାଜ୍ୟାରେ ମୋଟ ୩୦୧୭୭୭ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
Another 1303 Covid patients have recovered and are being discharged on 18.11.2020
108 from Cuttack
103 from Anugul
101 from Mayurbhanj
97 from Sundargarh
96 from Khordha
86 from Jharsuguda
55 from Jagatsinghpur
54 from Baleswar
53 from Kendrapara
50 from Keonjhar— H & FW Dept Odisha (@HFWOdisha) November 18, 2020
47 from Kalahandi
46 from Bolangir
40 from Nayagarh
38 from Koraput
37 from Bargarh
37 from Nuapada
34 from Puri
32 from Sambalpur
30 from Jajapur
26 from Ganjam
25 from Sonepur
22 from Nabarangpur
14 from Rayagada
11 from Dhenkanal
10 from Malkangiri
9 from Kandhamal— H & FW Dept Odisha (@HFWOdisha) November 18, 2020
7 from Boudh
4 from Gajapati
3 from Deogarh
2 from Bhadrak
26 from State PoolThe total recovered cases of Odisha now stand at 301777
— H & FW Dept Odisha (@HFWOdisha) November 18, 2020
Comments are closed.