ଆଜି ଭୁବନେଶ୍ବରରେ ୩୮ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୫୪

ଭୁବନେଶ୍ବର: ଆଜି ଭୁବନେଶ୍ବରରେ ୩୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ବାରେଣ୍ଟାଇନ୍‌ କେସ୍ ୧୧ ହୋଇଥିବାବେଳେ ଲୋକାଲ୍‌ କଣ୍ଟାକ୍ଟ କେସ୍‌ ୨୭ ରହିଛି। ଆଜି ଭୁବନେଶ୍ବରରୁ ୫୪ଜଣ କରୋନା ଆକ୍ରାନ୍ତ…
Read More...

ବଢୁଛି ଆଖିତଳେ ମାଂସ ପିଣ୍ଡୁଳା, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ମୁଖୀଗୁଡା: ଅର୍ଥ ସାଜିଛି ବାଧକ। ଅର୍ଥ ଅଭାବ ଯୋଗୁଁ ଆଖିତଳେ ବଢୁଥିବା ମାଂସ ପିଣ୍ଡୁଳାର ଅପରେସନ କରି ପାରୁ ନାହାନ୍ତି ଖଗପତି ସାହୁ। ଆଖି ତଳେ ବଢୁଥିବା ମାଂସ ପିଣ୍ଡୁଳା ଯୋଗୁଁ ଗୋଟିଏ ଆଖି ଭଲ ଭାବରେ ଦେଖା ଯାଉନାହିଁ।…
Read More...

ପାତାଳୀ ଶ୍ରକ୍ଷେତ୍ରରେ ନାଗାର୍ଜୁନ ବେଶ ସମ୍ପନ୍ନ

ବୀରମହାରାଜପୁର: ସୋନପୁର ଜିଲ୍ଲା ଅନ୍ତର୍ଗତ ପାତାଳୀ ଶ୍ରୀକ୍ଷେତ୍ର କୋଟସମଲାଇଠାରେ ଆଜି ଦ୍ବାଦଶୀ (ମଳ) ତିଥିରେ ଶ୍ରୀଜୀଉମାନଙ୍କ ବିରଳ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଯାଇଛି। ଆଜି ସକାଳୁ କୋଭିଡ-୧୯ କଟକଣା ମଧ୍ୟରେ…
Read More...

୧୫୦ ଅଫିସରଙ୍କ ମାରାଥନ୍‌ ଜେରା ପରେ ପାଠକ ବାପ-ପୁଅ ଗିରଫ

ଭୁବନେଶ୍ବର: ଭିଜିଲାନ୍ସ ପକ୍ଷରୁ ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକ ଏବଂ ତାଙ୍କ ପୁଅ ଆକାଶ ପାଠକଙ୍କୁ ଆଜି ଗିରଫ କରାଯାଇଛି। ବାପ-ପୁଅଙ୍କୁ ଗିରଫ ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଲମ୍ବା ଜେରା ଓ ଡାକ୍ତର ପରୀକ୍ଷା…
Read More...

ବିଧାନସଭା ସମ୍ମୁଖରେ ଆଠଗଡ଼ ଅଞ୍ଚଳର ୩ ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର: ପୁଣି ବିଧାନସଭା ଆଗରେ ଦେଖିବାକୁ ମିଳିଛି ହାଇଡ୍ରାମା। କିଛି ଦିନରେ ଏକ ଦମ୍ପତି ବିଧାନସଭା ଆଗରେ ଆତ୍ମାହୁତି ଉଦ୍ୟମ କରିଥିବା ବେଳେ ଆଜି ପୁଣି ଏହାର ପୁନରାବୃତ୍ତି କରି ୩ଜଣ ଚାଷୀ ଆତ୍ମହତ୍ୟା ଉଦ୍ୟମ…
Read More...

ଆଜି ରାଜ୍ୟରେ ସୁସ୍ଥ ହେଲେ ୭୩୭ କରୋନା ଆକ୍ରାନ୍ତ, ମୋଟ ସୁସ୍ଥ ସଂଖ୍ୟା ୩୦୮୮୩୦କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ୭୩୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୭୩ ଓ ସୁନ୍ଦରଗଡ଼ରୁ ୭୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରି ଯାଇଛନ୍ତି। ସେହିପରି ମୟୂରଭଞ୍ଜ ୫୩, ଅନୁଗୁଳ ୪୪,…
Read More...

କୋଭିଡ୍-ନିୟମ ଉଲ୍ଲଙ୍ଘନ: ୨୪ ଘଣ୍ଟାରେ ୩ ମାମଲା, ୮ ଗିରଫ

ଭୁବନେଶ୍ବର: ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ପୁଲିସ ପକ୍ଷରୁ ୩ଟି ମାମଲା ଦାୟର କରାଯାଇଛି। ସେହିପରି କୋଭିଡ୍-୧୯ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ୮…
Read More...

ଫ୍ଲାଇଆସ୍ ଇଟା କାରଖାନାରେ ଅଘଟଣ , ଶ୍ରମଜୀବୀ ମହିଳାଙ୍କ ମୃତ୍ୟୁ

ପାଟଣା: ପାଟଣା ବ୍ଲକ ମୁରୁସୁଆଁ ପଞ୍ଚାୟତ କିଆପଡା ଗ୍ରାମର ଏକ ଘରୋଇ ଫ୍ଲାଇଆସ୍ ଇଟା କାରଖାନାରେ ଅଘଟଣ ଘଟି ଜଣେ ଶ୍ରମଜୀବୀ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣଙ୍କ ଗ୍ରାମର ଭୂବନ ନାଏକଙ୍କ ପତ୍ନୀ ରୁକ୍ମିଣୀ…
Read More...

କରୋନା ଯୋଦ୍ଧାଙ୍କୁ ଛଟେଇ ପ୍ରତିବାଦରେ ଶୋଭାଯାତ୍ରା, ଜିଲାପାଳଙ୍କୁ ଦାବିପତ୍ର

ବଲାଙ୍ଗିର :ଗୁରୁବାର ବଲାଙ୍ଗିର ଜିଲାର କୋଭିଡ୍ କେୟାର ହୋମ୍ (ସିସିଏଚ୍)ରେ କାମ କରୁଥିବା କରୋନା ଯୋଦ୍ଧାମାନେ କୋଭିଡ୍ ୱାରିଅର୍ ଛଟେଇ ଫୋରମ୍‌ର ରାଜ୍ୟ ସଭାପତି ଇଂ.ଦେବାଶିଷ ହୋତାଙ୍କ ନେତୃତ୍ୱରେ ଏକଜୁଟ୍ ହୋଇଥିଲେ।…
Read More...

୧୫ ଚୋରି ମାମଲାର ମାଷ୍ଟର ମାଇଣ୍ଡ ସମେତ ୫ ଗିରଫ: ୫୪୦ ଗ୍ରାମ ସୁନା, ଦାମୀ କାର ଓ ବାଇକ ଜବତ

ବ୍ରହ୍ମପୁର: କିଛିମାସ ହେବ ବ୍ରହ୍ମପୁର ସହର ଓ ଉପକଣ୍ଠର ବିଭିନ୍ନ ସ୍ଥାନରେ ଚୋରି କରିଥିବା ଏକ ଲୁଟିଆ ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ସହ ମୋଟ ୫ ଜଣ ଜଣଙ୍କୁ ବ୍ରହ୍ମପୁର ପୁଲିସ ଗିରଫ କରାଯାଇଛି। ସେମାନଙ୍କ ଠାରୁ ୫୪୦…
Read More...

ବ୍ରହ୍ମପୁର ମହାନଗର ନିଗମ ୱାର୍ଡ ପୁନର୍ଗଠନ ଓ ସୀମା ନିର୍ଦ୍ଧାରଣ ଅସ୍ପଷ୍ଟ; ଦ୍ବନ୍ଦ୍ବରେ ଆଶାୟୀ ଓ ପୂର୍ବତନ…

ବ୍ରହ୍ମପୁର: ଆଗାମୀ କିଛି ମାସ ମଧ୍ୟରେ ପୌରନିର୍ବାଚନ କରିବାକୁ ରାଜ୍ୟ ସରକାର ସଜବାଜ ହେଉଥିବା ଅନୁମାନ କରାଯାଉଛି। ମହାନଗର ନିଗମ ଏବଂ ପୌରାଞ୍ଚଳରେ ୱାର୍ଡ ସଂରକ୍ଷଣ ଏବଂ ସୀମା ପୁନଃନିର୍ଦ୍ଧାରଣ ଅବ୍ୟବସ୍ଥିତ ହୋଇ…
Read More...

ଉପନ୍ୟାସ ଲେଖିବା ଏକ ନିରନ୍ତର ଭାବ ପ୍ରକ୍ରିୟା:ପଦ୍ମଶ୍ରୀ ପ୍ରତିଭା ରାୟ

ଭୁବନେଶ୍ୱର: ବରିଷ୍ଠ ପ୍ରଶାସିକା ତଥା ସୁଲେଖିକା ଶୁଭା ଶର୍ମାଙ୍କ ନୂତନ ଉପନ୍ୟାସ ‘ଦି ଆୱାସ୍ଥିସ୍‌ ଅଫ୍‌ ଆମ୍‌ନଗ୍ରି’ ଉନ୍ମୋଚିତ ହୋଇଯାଇଛି। ଆଜି ଭୁବନେଶ୍ୱରଠାରେ ଆୟୋଜିତ ଅନ୍‌ଲାଇନ୍‌ ଉତ୍ସବରେ ଜ୍ଞାନପୀଠ ଓ…
Read More...

ବେଆଇନ କରତ କଳ ଉପରେ ଚଢ଼ଉ : ଲକ୍ଷାଧିକ ଟଙ୍କାର କାଠ ଜବତ, ଅଭିଯୁକ୍ତ ଫେରାର

ସମ୍ବଲପୁର: ସମ୍ବଲପୁର ବନ ଓ ଭିଜିଲାନ୍ସ ବିଭାଗ ତରଫରୁ ଗୁରୁବାର ଚେରୁଆପଡା ଓ ବଡବଜାର ଅଞ୍ଚଳରେ ବେଆଇନ ଭାବରେ ଚାଲୁଥିବା କରତ କଳ ଉପରେ ଚଢ଼ଉ କରାଯାଇଛି। ଚେରୁଆପଡାର ନରୋତ୍ତମ ମିଲ ଏବଂ ଫାର୍ମ ରୋଡ ଅଞ୍ଚଳର ହରି ମିଲରେ…
Read More...

‘ଉନ୍ନତ ସାର୍ବଜନୀନ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ଦିଆଯାଉଛି’ :ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ଉନ୍ନତ ସାର୍ବଜନୀନ ସ୍ୱାସ୍ଥ୍ୟସେବା ଉପରେ ରାଜ୍ୟ ସରକାର ଅଗ୍ରାଧିକାର ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ସୁସ୍ଥ ଓଡ଼ିଶା ସୁଖୀ ଓଡ଼ିଶା’ ଅଭିଯାନକୁ ଅଧିକ ସଶକ୍ତ କରିବା ନିମନ୍ତେ ସ୍ୱାସ୍ଥ୍ୟ ଓ…
Read More...

ପିଆଶାଳ କାଠ ବୋଝେଇ ମିନିଟ୍ରକ ଜବତ କଲା ପାଟଣା ବନବିଭାଗ

ପାଟଣା: ପାଟଣା ବନାଞ୍ଚଳ ଅନ୍ତର୍ଗତ ସାହାରପଡା ବ୍ଲକ ଦୁବେଇପେଣ୍ଠ ନିକଟସ୍ଥ ନିଶ୍ଚିନ୍ତପୁର କାଜୁଜଙ୍ଗଲ ନିକଟରୁ ପାଟଣା ବନବିଭାଗ ୪୦ ଖଣ୍ଡ ପିଆଶାଳ କାଠ ବୋଝେଇ ଓଡି-୦୯-ଏଚ-୦୦୪୧ ନମ୍ବର ବିଶିଷ୍ଟ ମହିନ୍ଦ୍ରା ମାକ୍ସି…
Read More...

ପୁରୀରେ ୧୪୪ ଧାରା ଜାରି: ପତିତପାବନ ଦର୍ଶନ ବନ୍ଦ

ଭୁବନେଶ୍ବର: ଆସନ୍ତାକାଲି ହେବ ମହାପ୍ରଭୁଙ୍କ ପବିତ୍ର ନାଗାର୍ଜୁନ ବେଶ। ମହାପ୍ରଭୁଙ୍କ ଏହି ବେଶ ଦେଖିବା ଓ ଦର୍ଶନ ପାଇଁ ପୁରୀରେ ପ୍ରବଳ ଜନସମାଗମ ହେବାର ସମ୍ଭାବନା ରହିଛି। ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପାଇଁ ଆଜି…
Read More...

୧୧ ବର୍ଷ ପରେ ବି କାର୍ଯ୍ୟକ୍ଷମ ହେଲାନି ଦେଓଗାଁ ମିନି ଷ୍ଟାଡ଼ିୟମ

ଦେଓଗାଁ: ଦେଓଗାଁ ଅଞ୍ଚଳର ଲୋକଙ୍କ କ୍ରୀଡ଼ାର ବିକାଶ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ନିର୍ମାଣ କରାଯାଇଛି ମିନି ଷ୍ଟାଡ଼ିୟମ। ଇତି ମଧ୍ୟରେ ଷ୍ଟାଡ଼ିୟମକୁ ୧୧ବର୍ଷ ବିତି ଯାଇଛି, ତଥାପି ଏହା ଆଜି ପର୍ଯ୍ୟନ୍ତ…
Read More...

ରାଉରକେଲା ସହରରୁ ଦୈନିକ ବାହାରୁଛି ୧୦୨ ମେଟ୍ରିକ୍‌ ଟନ୍‌ ବର୍ଜ୍ୟବସ୍ତୁ, ସ୍ୱଚ୍ଛ ସର୍ବେକ୍ଷଣ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ…

ରାଉରକେଲା: ରାଉରକେଲା ମହାନଗର ନିଗମ ପକ୍ଷରୁ ସହରରୁ ପ୍ରତିଦିନ ପ୍ରାୟ ୧୦୨ ମେଟ୍ରିକ ଟନ ବର୍ଜ୍ୟବସ୍ତୁ ସଂଗ୍ରହ କରାଯାଉଅଛି। ସ୍ୱଚ୍ଛ ରାଉରକେଲା ନିମନ୍ତେ ପଦକ୍ଷେପ ସ୍ୱରୁପ ମହାନଗର ନିଗମର ସଫେଇ କର୍ମଚାରୀ ମାନେ…
Read More...

ଗୃହରେ ବିବୃତ୍ତି ରଖିଲେ ମନ୍ତ୍ରୀ ଅରୁଣ ସାହୁ, ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବି ରଖିଲେ ବାଚସ୍ପତି

ଭୁବନେଶ୍ବର: ଷୋଡଶ ବିଧାନସଭା ପଞ୍ଚମ ଅଧିବେଶନର ସପ୍ତମ କାର୍ଯ୍ୟ ଦିବସରେ ‘ପରୀ’ ହତ୍ୟା ଘଟଣାରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଆଜି…
Read More...

କୋଭିଡ୍‌-ନିୟମ ଉଲ୍ଲଙ୍ଘନ: ୨୪ ଘଣ୍ଟାରେ ୧୫ ଗିରଫ, ଜରିମାନା ଆଦାୟ ହୋଇଛି ୧୭,୨୧,୯୫୦ ଟଙ୍କା

ଭୁବନେଶ୍ୱର : ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ପୋଲିସ ପକ୍ଷରୁ ଗୋଟିଏ ମାମଲା ଦାୟର କରାଯାଇଛି। ସେହିପରି ରାଜ୍ୟରେ କୋଭିଡ୍‌-୧୯ ନିୟମ…
Read More...

୮ମାସ ପରେ ଏନ୍‌ଏଚ୍‌ଆର୍‌ସିଙ୍କ ନିର୍ଦେଶରେ ଓଡିଶା ରାଜ୍ୟ ଶିଶୁ ସୁରକ୍ଷା କମିଶନ ଅଧ୍ୟକ୍ଷାଙ୍କ ତଦନ୍ତ ପାଇଁ ପଦ୍ମପୁର…

ପଦ୍ମପୁର: ପଦ୍ମପୁର ଉପଖଣ୍ତସ୍ତ ପାଇକମାଲ ବ୍ଲକ ଅର୍ନ୍ତଗତ କସ୍ତୁରବା ଗାନ୍ଧୀ ମାତୃ ନିକେତନରେ ଜଣେ ପୋସ୍କୋ କେସ୍‌ ବିଚାରାଧିନ ଝିଅ ଦୀର୍ଘଦିନ ହେଲା ରହି ଆସୁଛନ୍ତି। ଆଶ୍ରମର ସୁପରିଟେଣ୍ଡେଣ୍ଟ ନିର୍ମଳ କୁମାର…
Read More...

ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଦୁର୍ନୀତି, ଗ୍ରାମ୍ୟ ଉନ୍ନୟନ ସଂସ୍ଥା କର୍ମଚାରୀ ଓ ମଧ୍ୟସ୍ଥିଙ୍କ ନାମରେ…

ବୌଦ୍ଧ: ବୌଦ୍ଧ ଜିଲାରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ଜଣାପଡ଼ିବା ପରେ ହିତଧିକାରୀଙ୍କ ଜରିଆରେ ଟଙ୍କା ଆତ୍ମସାତ୍‌ କରିଥିବା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର କର୍ମଚାରୀ ଓ ମଧ୍ୟସ୍ଥତା…
Read More...

ଆଜି ରାଜ୍ୟରେ ସୁସ୍ଥ ହେଲେ ୬୪୮ କରୋନା ଆକ୍ରାନ୍ତ, ମୋଟ ସୁସ୍ଥ ସଂଖ୍ୟା

ଭୁବନେଶ୍ବର: ଆଜି ରାଜ୍ୟରେ ୬୪୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୭୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଯାଇଛନ୍ତି। ସେହିପରି ଅନୁଗୁଳ ୫୧, କଳାହାଣ୍ଡି ୪୮, କଟକ ୪୦,…
Read More...

ଉତ୍କଳ ବିଶ୍ବବିଦ୍ୟାଳୟ: କାର୍ଯ୍ୟରେ ଯୋଗଦେଲେ ନୂତନ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟର ନବନିଯୁକ୍ତ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି। ଆଜି ପୂର୍ବାହ୍ନରେ ପ୍ରଫେସର ସବିତା ଆଚାର୍ଯ୍ୟ ବାଣୀବିହାର କ୍ୟାମ୍ପସକୁ ଆସିଥିଲେ। ଏହାପରେ…
Read More...

ବଲାଙ୍ଗିର ଜିଲାରେ ବଢୁଛି ବେଆଇନ ଖନନ, ଆଇନ ପାଲଟିଛି ପ୍ରହସନ

ବଲାଙ୍ଗିର:ବେଆଇନ ଭାବେ ଲଘୁ ଖଣିଜ କାରବାର ପାଇଁ ସରକାର କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି। ପ୍ରଦୂଷଣ, ରାଜସ୍ୱ, ଖଣି ଆଇନକୁ ଉଲ୍ଲଙ୍ଘନ କରି ଅନୁମତିଠାରୁ ଢେର ଅଧିକ ଲଘୁ ଖଣିଜ ସାମଗ୍ରୀ ବାଲି, ପଥର, ମୋରମ, ମାଟି…
Read More...

ଦେଶିଆ ନାଟ୍ୟଗୁରୁ ଭଗବାନଙ୍କ ଜୀବନ ଜୀବିକା ଛଡାଇ ନେଲା କରୋନା

ନବରଙ୍ଗପୁର: ଅଭିଭକ୍ତ କୋରାପୁଟ ଜିଲ୍ଲାରେ ଖ୍ୟାତି ଅର୍ଜନ କରିଥିବା ଦେଶିଆ ନାଟଗୁରୁ ଭଗବାନ ଭତରାଙ୍କ ଜୀବନ ଜୀବିକା ଛଡାଇ ନେଲା ମହାମାରୀ କରୋନା। ଭଗବାନ ଭତରା (ଦେଶିଆ ନାଟ୍ୟଗୁରୁଙ୍କ ୧୯୫୨ ମସିହାରେ ତେନ୍ତୁଳୀଖୁଣ୍ଟି…
Read More...

ପଞ୍ଚୁକରେ ମିଳିବ ମହିମାମଣିଙ୍କ ମହାପ୍ରସାଦ

ବାଙ୍କୀ:ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ରଗଡି ଗ୍ରମରେ ପୂଜା ପାଉଥିବା ମହିମାମଣିଙ୍କ ପଞ୍ଚୁକ ଅବସରରେ ଶ୍ରଦ୍ଧାଳୁଙ୍କ ପାଇଁ ମହାପ୍ରସାଦ ମିଳିବ ବୋଲି ଜଣାପଡିଛି। ଶ୍ରୀ ଶ୍ରୀ ମହିମାମଣି ଦେବ ମନ୍ଦିର ଟ୍ରଷ୍ଟବୋର୍ଡର…
Read More...

ଆସନ୍ତାକାଲିଠାରୁ ଧବଳେଶ୍ୱର ପୀଠରେ ପଞ୍ଚକ ଓ ବଡଓଷା ଯାତ୍ରା, ଘରେ ରହି ପ୍ରାର୍ଥନା କରିବାକୁ ଶ୍ରଦ୍ଧାଳୁଙ୍କୁ…

ଗୁରୁଡିଝାଟିଆ: ଧବଳେଶ୍ୱର ମହାଦେବଙ୍କ ପଞ୍ଚକ ଓ ବଡଓଷା ଯାତ୍ରା ଆସନ୍ତାକାଲି(ବୁଧବାର)ଠାରୁ ଆରମ୍ଭ ହେବ। ଚଳିତବର୍ଷ ୬ଦିନ ପଞ୍ଚକ ପଡୁଥିବାରୁ ଧବଳେଶ୍ୱରଙ୍କ ବଡଓଷା ଓ ପଞ୍ଚକ ଯାତ୍ରା ନଭେମ୍ବର ୩୦ (ସୋମବାର)ରେ ଶେଷ ହେବ।…
Read More...

ପାଣିରେ ପଡିବ ୩ ଲକ୍ଷ ଟଙ୍କା, ଅଧାରେ ଅଟକିଛି ଖେଳ ପଡିଆ ନିର୍ମାଣ କାର୍ଯ୍ୟ

ଦେବଗଡ଼:ଗ୍ରାମାଞ୍ଚଳର ଲୋକଙ୍କ ହିତ ଦୃଷ୍ଟିରୁ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ନିମନ୍ତେ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଯୋଗାଇ ଦିଆଯାଉଛି। ମାତ୍ର କେତେକ ଅସାଧୁ କର୍ମଚାରୀ ଓ ଯନ୍ତ୍ରୀ ମାନଙ୍କ ଦୁର୍ନିତୀଖୋର…
Read More...

କବି ନୃସିଂହାନାଥ ମହାପାତ୍ରଙ୍କୁ ସାରସ୍ୱତ ସମ୍ମାନ

ଫୁଲବାଣୀ:ଜଗତସିଂହପୁର ଜିଲା ପାରଦୀପ ଠାରେ ସମ୍ଭାବନା ସାରସ୍ୱତ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ରାଜ୍ୟ ସ୍ତରୀୟ ପୂଜ୍ୟପୂଜା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରମୁଖ ବ୍ୟକ୍ତି ବିଶେଷ ଓ ରାଜ୍ୟର ବୁହ ବିଶିଷ୍ଠ…
Read More...

ବ୍ରହ୍ମଗିରିରେ କାଜୁ ପ୍ରକ୍ରିୟାକରଣ ଶିଳ୍ପର ପୁନଃକାର୍ଯ୍ୟକ୍ଷମ ଉପରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ଗୁରୁତ୍ୱ

ଭୁବନେଶ୍ୱର: ଭାରତ ସରକାର, ରାଜ୍ୟ ସରକାର ଏବଂ ବ୍ରହ୍ମଗିରିର ୩୨ ଜଣ କାଜୁ ପ୍ରକ୍ରିୟାକରଣ ଉଦ୍ୟୋଗୀଙ୍କ ମିଳିତ ଉଦ୍ୟମରେ ପ୍ରତିଷ୍ଠିତ ନୀଳଚକ୍ର କାଜୁ ସମବାୟ ଲିଃକୁ ପୁନଃକାର୍ଯ୍ୟକ୍ଷମ କରିବା ନେଇ ଏକ ଉଚ୍ଚସ୍ତରୀୟ ବୈଠକ…
Read More...

୨୬ ଟି ପଞ୍ଚାୟତରେ ରହିଛି ୧୪୮୪ଟି ନଳକୂପ ଓ ୪୦ଟି ଜଳ ଯୋଗାଣ ପ୍ରକଳ୍ପ; ପ୍ରହସନ ପାଲଟିଛି ସ୍ୱଚ୍ଛ ପାନୀୟ ଜଳ ଯୋଗାଣ

ବଙ୍ଗୋମୁଣ୍ଡା:ଜଳ ହିଁ ଜୀବନ। ତେବେ ବଲାଙ୍ଗିର ଜିଲାର ଉପାନ୍ତ ବଙ୍ଗୋମୁଣ୍ଡା ବ୍ଲକର ଅନେକ ଗ୍ରାମରେ ଜଳ ଜୀବନ ବଦଳରେ ଅଭିଶାପ ପାଲଟିଛି। ଲୋକେ ପାଣି ପିଇ ଦୂରାରୋଗର ଶିକାର ହେଉଛନ୍ତି। ତଥାପି ପ୍ରଶାସନିକ ସ୍ତରରେ ଏଥି…
Read More...

ମାନସିକ ସୁସ୍ଥତା ଲାଗି ମଧ୍ୟ ବ୍ୟାୟାମର ଆବଶ୍ୟକତା ରହିଛି: ମନ୍ତ୍ରୀ ତୁଷାରକାନ୍ତି ବେହେରା

ଭୁବନେଶ୍ୱର: ଇଲେକ୍‌ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି ବିଦ୍ୟା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଦ୍ୱାରା ଓଡ଼ିଆ ଭାଷାରେ ବିଭିନ୍ନ ବୟସ ପାଇଁ ଫିଟ୍‌ନେସ୍‌ ପ୍ରୋଟୋକଲ ପୁସ୍ତକ ଲୋକାର୍ପିତ…
Read More...

ଭିଜିଲାନ୍ସ ଜାଲରେ କୋଟିପତି ଆକାଉଣ୍ଟାଣ୍ଟ

ବରଗଡ଼: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଜିଲା ଯୋଗାଣ ଅଧିକାରୀଙ୍କ କାର୍ୟ୍ୟାଳୟରେ ଜୁନିଅର ଏକାଉଣ୍ଟଟେଣ୍ଟ ଭାବେ କାର୍ୟ୍ୟରତ କମ୍ବୁପାଣି ମିଶ୍ରଙ୍କ ବରଗଡ଼ସ୍ଥିତ ଖଜୁରଟିକ୍ରା ଭଡ଼ାଘର ସୋମବାର…
Read More...

ଧଳା ପୋଷାକରେ ସବୁଜ ମଣିଷ, ୩୦ ବର୍ଷରେ ଲଗାଇଲେଣି ୩୦ ହଜାର ଗଛ

ବ୍ରହ୍ମପୁର: ଜଣେ ବରିଷ୍ଠ ରାଜେନତା ହେଲେ ବି କଥା କଥାକେ ତାଙ୍କ ପାଟିରୁ ବାହାରି ପଡେ ଗଛ ଗଛ ଗଛ, ଆଉ ସବୁ ପଛ। ବ୍ରହ୍ମପୁର ସହରକୁ ସବୁଜ ବନାନୀ କରିବା ତାଙ୍କର ଲକ୍ଷ୍ୟ। ଧଳା ପୋଷାକ ପରିହିତ ଏହି ରାଜନେତା ଜଣକ ଦୀର୍ଘ…
Read More...

ପାରିବାରିକ କଳହରୁ ପୁଅ-ସ୍ତ୍ରୀକୁ ଗୁଳି, ସ୍ୱାମୀ ଗିରଫ

ରାୟଗଡ଼: ପାରିବାରିକ କଳହକୁ କେନ୍ଦ୍ର କରି ଘରର ମୁରବୀ ନିଜ ପତ୍ନୀ ଓ ପୁଅକୁ ଗୁଳି କରି ମାରିଦେବା ଉଦ୍ୟମ ଫସର ଫାଟିଛି। ଗୁଳି ମାଡରୁ ମା ଓ ପୁଅ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ହେଲେ ବାପାକୁ ପୁଲିସ ଗିରଫ କରି କୋର୍ଟ…
Read More...

କୋଭିଡ୍‌-୧୯ ନିୟମ ଉଲ୍ଲଙ୍ଘନ: ୨୪ ଘଣ୍ଟାରେ ୩୭ ଗିରଫ, ଜରିମାନା ଆଦାୟ ୧୯,୫୦,୪୦୦ ଟଙ୍କା

ଭୁବନେଶ୍ବର: ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ପୁଲିସ ପକ୍ଷରୁ ୨ଟି ମାମଲା ଦାୟର କରାଯାଇଛି। ସେହିପରି କୋଭିଡ୍‌ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ…
Read More...

ବ୍ରହ୍ମପୁର ଆଇଜର୍‌ ଛାତ୍ରଙ୍କ ପ୍ରକଳ୍ପକୁ ଆନ୍ତର୍ଜାତିକ ପୁରସ୍କାର

ବ୍ରହ୍ମପୁର : ବ୍ରହ୍ମପୁରସ୍ଥିତ ଭାରତୀୟ ବିଜ୍ଞାନ ଶିକ୍ଷା ଏବଂ ଅନୁସନ୍ଧାନ ସଂସ୍ଥାନ(ଆଇଜର୍‌)ର ଛାତ୍ରଙ୍କ ଦ୍ବାରା ପ୍ରସ୍ତୁତ ଫ୍ଲୋରୋସେନ୍ସ ରିଜୋନାନ୍ସ ଏନର୍ଜି ଟ୍ରାନ୍ସଫର ପ୍ରୋଟିନ ଆଣ୍ଡ ପେଟିଡେସ…
Read More...

ଝାଟି ଓ ପ୍ଲାଷ୍ଟିକ ଛପର ତଳେ ବିତୁଛି ଜୀବନ

ବରପାଲି: ବରପାଲି ବ୍ଲକ ବନ୍ଧପାଲି ପଞ୍ଚାୟତ ଝୁଲୋପାଲି ଗାଁରେ ଜନୈକା ବିଧବାଙ୍କ ପରିବାର ଗତ ଚାରିବର୍ଷ ହେଲା ଝାଟିମାଟି ଘେରା ଚାଳ ଓ ପ୍ଲାଷ୍ଟିକ ଛପର ଘରେ ଦିନ ବିତଉଥିବା ଦେଖାଯାଇଛି। ପରିବାରଟି ତିନିପ୍ରାଣି କୁଟୁମ୍ବ…
Read More...

୧୯୭୩ ମାଟ୍ରିକ୍‌ ଟପ୍ପର ହେଲେ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟ କୁଳପତି

ଭୁବନେଶ୍ବର: ସେ ଥିଲେ ସାରା ରାଜ୍ୟରେ ମାଟ୍ରିକ୍‌ ଟପ୍ପର। ରୁଚି ଥିଲା ଶିକ୍ଷାଦାନ। ସେଥିପାଇଁ ସେ ଆଇଏ ପରେ ବିଏ(ଇତିହାସ ସମ୍ମାନ) ପଢ଼ିଥିଲେ। ଉତ୍କଳ ବିଶ୍ବବିଦ୍ୟାଳୟରୁ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରି…
Read More...

ଉତ୍କଳ ବିଶ୍ବବିଦ୍ୟାଳୟକୁ ନାକ୍‌ ଏ++ ମାନ୍ୟତା, ଡିିଜିଟାଲ୍‌ ଭିତ୍ତିଭୂମି ବିକାଶକୁ ଦିଆଯିବ ଗୁରୁତ୍ବ: ପ୍ରଫେସର ସବିତା…

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟର ନୂଆ କୁଳପତି ଭାବେ ପ୍ରଫେସର ସବିତା ଆଚାର୍ଯ୍ୟ ନିଯୁକ୍ତି ପାଇଛନ୍ତି। ଉତ୍କଳ ବିଶ୍ବବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ପାଇବା ପରେ ପ୍ରଫେସର ସବିତା ଆଚାର୍ଯ୍ୟ ଖୁସି ବ୍ୟକ୍ତ…
Read More...

୬ ବିଶ୍ବବିଦ୍ୟାଳୟର କୁଳପତି ନିଯୁକ୍ତ କଲେ ରାଜ୍ୟପାଳ

ଭୁବନେଶ୍ବର: ରାଜ୍ୟପାଳ ତଥା କୁଳାଧିପତି ଆଜି ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ କୁଳପତି ନିଯୁକ୍ତ କରିଛନ୍ତି। ପ୍ରଫେସର ସବିତା ଆଚାର୍ଯ୍ୟ ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ଭାବେ ନିଯୁକ୍ତ ହୋଇଛନ୍ତି। ଉତ୍ତର ଓଡ଼ିଶା…
Read More...

ଲକ୍‌ଡାଉନ୍‌ ସମୟରେ ୨୧,୦୦୦ କ୍ୱିଣ୍ଟାଲ୍‌ ମାଛ ଉତ୍ପାଦନ

ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲାର ନର୍ଲା ବ୍ଲକ୍‌ ସଦର ମହକୁମାଠାରୁ ୨୦ କିଲୋମିଟର ଦୂରରେ ଅବସ୍ଥିତ ଲାଖପଦର ଗାଁ। ୧୦ ଜଣ ଗରିବ ମହିଳା ଆର୍ଥିକ ଦୃଷ୍ଟିକୋଣରୁ ସ୍ୱାବଲମ୍ବୀ ହେବା ଲକ୍ଷ୍ୟ ନେଇ ୨୦୧୬ ମସିହାରେ କେଦାରଗୌରୀ…
Read More...

ଏଣିକି ଧର୍ମଘଟ କଲେ ଜେଲ ଓ ଜୋରିମାନା: ସରକାରୀ କର୍ମଚାରୀଙ୍କ ଉପରେ ଲାଗିଲା ଅଙ୍କୁଶ

ଭୁବନେଶ୍ବର: ସରକାରୀ କର୍ମଚାରୀମାନଙ୍କ ଧର୍ମଘଟ ଉପରେ ଅଙ୍କୁଶ ଲଗାଇଛନ୍ତି ରାଜ୍ୟ ସରକାର। ଏଣିକି ସରକାରୀ କର୍ମଚାରୀ ଧର୍ମଘଟ କଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏପରିକି ସେମାନଙ୍କୁ ଜେଲ୍‌…
Read More...

ରାଜ୍ୟପାଳଙ୍କ ଧର୍ମପତ୍ନୀ ସୁଶୀଳା ଦେବୀଙ୍କ ବିୟୋଗରେ ଇସ୍ପାତ, ଖଣି ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ଶୋକ

ଭୁବନେଶ୍ୱର: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଧର୍ମପତ୍ନୀ ସୁଶୀଳା ଦେବୀଙ୍କ ପରଲୋକରେ ଇସ୍ପାତ, ଖଣି ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକ ବାର୍ତ୍ତାରେ ମନ୍ତ୍ରୀ…
Read More...

ଓଡ଼ିଶା ମୋ ପରିବାରର ‘ଜୀବନବିନ୍ଦୁ ’ କାର୍ଯ୍ୟକ୍ରମ, ପ୍ରଥମ ଥର ପାଇଁ ରକ୍ତଦାନ କଲେ ୫୦ ମହିଳା ରକ୍ତଦାତା

ଭୁବନେଶ୍ବର: କରୋନା ମହାମାରୀ ସମୟରେ ବିଭିନ୍ନ ମେଡ଼ିକାଲରେ ରକ୍ତର ଘୋର ଅଭାବ ଦେଖା ଦେଉଛି। ଏହି ଅଭାବକୁ କିଛି ମାତ୍ରାରେ କମାଇବାକୁ ଓଡ଼ିଶା ମୋ ପରିବାରର ‘ଜୀବନବିନ୍ଦୁ ’ ତତ୍ତ୍ବାଵାବଧାନରେ ଜୟ ଓଡ଼ିଶା ଆଜି ଏକ…
Read More...

ଶୀତ ଆସିଲା, ହୀରାକୁଦ ଜଳଭଣ୍ଡାରରେ ଶୁଭିଲାଣି ବିଦେଶୀପକ୍ଷୀଙ୍କ କଳରବ ଶୁଭିଲା

ବୁର୍ଲା: ଶୀତ ଆସିବା ସହିତ ହୀରାକୁଦ ଜଳଭଣ୍ଡାରକୁ ବିଦେଶୀ ପକ୍ଷୀଙ୍କ ଆଗମନ ଆରମ୍ଭ ହୋଇଗଲାଣି। ଗତକାଲି ସୁଦ୍ଧା ୧୦ ପ୍ରଜାତିର ପକ୍ଷୀ ଦୃଷ୍ଟିଗୋଚର ହୋଇଛନ୍ତି। ସ୍ପଟ ବିଲ ଡ଼କ, ହ୍ୱିସିଲିଙ୍ଗ ଡ଼କ, ବାର୍ଡ଼େଡ଼ ବଲ୍କ,…
Read More...

୧୯ତମ ଅଞ୍ଜଳି ଆନ୍ତର୍ଜାତିକ ଶିଶୁ ଏବଂ ଯୁବ ମହୋତ୍ସବ ୨୦୨୦ ଉଦ୍‌ଯାପିତ

ଭୁବନେଶ୍ବର: ୧୯ତମ ଅଞ୍ଜଳି ଆନ୍ତର୍ଜାତିକ ଶିଶୁ ଏବଂ ଯୁବ ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି। ‘ସ୍ବାଭମାନ’ର ପ୍ରତିଷ୍ଠାତା ତଥା ମୁଖ୍ୟ ପରିଚାଳିକା ସୁଶ୍ରୀ ଡ. ଶ୍ରୁତି ମହାପାତ୍ର ସ୍ବାଗତ ଭାଷଣ ଦେଇଥିଲେ। କାର୍ଯ୍ୟକ୍ରମରେ…
Read More...

ଏଣିକି ‘ସାରଥି’ ପୋର୍ଟାଲ୍‌ରେ ଦାଖଲ ହୋଇପାରିବ କାଗଜପତ୍ର

ଭୁବନେଶ୍ବର: ଲର୍ଣ୍ଣର ଲାଇସେନ୍ସ ପାଇବାର ପ୍ରଣାଳୀକୁ ସହଜ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ‘ସାରଥୀ’ ପୋର୍ଟାଲ୍‌ରେ ନୂତନ କାଗଜାତ ଦାଖଲ ସୁବିଧା ଆରମ୍ଭ କରିଛନ୍ତି। ଆବେଦନକାରୀମାନେ ଏବେ ସଡ଼କ ପରିବହନ କାର୍ଯ୍ୟାଳୟକୁ…
Read More...

କୋଭିଡ୍‌-୧୯ ନିୟମ ଉଲ୍ଲଙ୍ଘନ: ୨୪ ଘଣ୍ଟାରେ ୧୭ ଗିରଫ, ଜରିମାନା ଆଦାୟ ୧୯,୭୫,୧୫୦ ଟଙ୍କା

ଭୁବନେଶ୍ବର: ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ପୁଲିସ ପକ୍ଷରୁ ଗୋଟିଏ ମାମଲା ଦାୟର କରାଯାଇଛି। ଓଡ଼ିଶାରେ କୋଭିଡ୍‌-୧୯ ନିୟମ ଉଲ୍ଲଙ୍ଘନ…
Read More...

ଶହୀଦ ଲକ୍ଷ୍ମଣ ନାଏକଙ୍କ ତ୍ୟାଗପୂତ ଆଦର୍ଶ ଜୀବନ ଓଡ଼ିଆ ଜାତିର ଇତିହାସରେ ଏକ ମହାର୍ଘ୍ୟ ଅଧ୍ୟାୟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିପ୍ଳବୀ ସ୍ୱାଧୀନତା ସଂଗ୍ରାମୀ ତଥା ମୁକ୍ତି ଯୁଦ୍ଧର ନିର୍ଭୀକ ସେନାନାୟକ ଶହୀଦ ଲକ୍ଷ୍ମଣ ନାଏକଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ତାଙ୍କ ତ୍ୟାଗପୂତ ଆଦର୍ଶ ଜୀବନ…
Read More...

ଭୁଲ ଚିକିତ୍ସା ଯୋଗୁ ନାବାଳକଙ୍କ ମୃତ୍ୟୁ ଅଭିଯୋଗ, ଭୁବନେଶ୍ବର ଏକ ଘରୋଇ ହସ୍‌ପିଟାଲ୍‌ରେ ଉତ୍ତେଜନା

ଭୁବନେଶ୍ବର: ଜଣେ ନାବାଳକଙ୍କ ମୃତ୍ୟୁକୁ ନେଇ ଭୁବନେଶ୍ବରର ଏକ ଘରୋଇ ହସ୍‌ପିଟାଲ୍‌ରେ ଉତ୍ତେଜନା ପ୍ରକାଶ ପାଇଛି। ଭୁଲ ଚିକିତ୍ସା ଯୋଗୁ ମୃତ୍ୟୁ ହୋଇଥିବା ପରବାର ପକ୍ଷରୁ ଅଭିଯୋଗ ହୋଇଛି।ମୃତ ନାବାଳକ ଭରତପୁର ଅଞ୍ଚଳର …
Read More...

କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୧ ବାତିଲ, କରୋନା ପରିସ୍ଥିତି ସୁଧୁରିଲେ ନିଆଯିବ ନିଷ୍ପତ୍ତି

ଭବାନୀପାଟଣା: ସମ୍ପ୍ରତି ବିଶ୍ୱ ମହାମାରୀ କରୋନା ଯୋଗୁଁ ସମସ୍ତ ଉତ୍ସବ ପାଳନ ଉପରେ ଦେଶରେ ସରକାରଙ୍କ ପକ୍ଷରୁ କଟକଣା ଲାଗୁ କରାଯାଇଛି। ୨୦୨୧ ଜାନୁଆରୀ ୧୪ରେ ୨୫ ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୧ ବାତିଲ କରାଯାଇଛି।…
Read More...

ମୁକୁଳାପଡିଛି କୁଶଙ୍ଗ ପ୍ରାଣୀ ଚିକିତ୍ସା କେନ୍ଦ୍ର, ନିର୍ମାଣ ତିନିବର୍ଷ ପରେ ବି ମିଳୁନି ପଶୁସେବା

ହରଭଙ୍ଗା: ସରକାର ଚାଷୀଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଗୋ-ପାଳନ ଠାରୁ ଆରମ୍ଭ କରି ମାଛଚାଷ, କୁକୁଡା ଚାଷ, ଛେଳି ଚାଷ, ମଇଁଷି ଚାଷ ପାଇଁ ପ୍ରତ୍ସୋହନ ଯୋଗାଇଦେଉଛନ୍ତି। ମାତ୍ର ଅନ୍ୟପଟେ ଏମାନଙ୍କ ଚିକିତ୍ସା ତଥା…
Read More...

ଆଜି ଭୁବନେଶ୍ବରରୁ ୪୩ କରୋନା ଆକ୍ରାନ୍ତ ଚିହ୍ନଟ , ସୁସ୍ଥ ହେଲେ ୫୭

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୪୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ବାରେଣ୍ଟାଇନ୍‌ ସେଣ୍ଟରରୁ ୧୨ ଓ ଲୋକାଲ୍‌ କଣ୍ଟାକ୍ଟ କେସ୍‌ରୁ ୩୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି…
Read More...

ଘନୀଭୂତ ହେଉଛି ଲଘୁଚାପ କ୍ଷେତ୍ର, ୨୪ ଘଣ୍ଟାରେ ଅବପାତର ରୂପ ନେବ

ଭୁବନେଶ୍ବର: ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ରଘନୀଭୂତ ହେଉଛି। ପରବର୍ତ୍ତି ୨୪ ଘଣ୍ଟାରେ ଅଧିକ ଘନୀଭୂତ ହୋଇ ଅବପାତ ରୂପ ନେବ। ଅବପାତ ରୂପ ନେବାର ୨୪ଘଣ୍ଟାରେ ଅଧିକ ଘନୀଭୂତ ଘୁର୍ଣ୍ଣିଝଡ଼…
Read More...

କୋଭିଡ୍‌-୧୯ ନିୟମ ଉଲ୍ଲଙ୍ଘନ: ୨୪ ଘଣ୍ଟାରେ ୬୮ ଗିରଫ, ୫୪୯ ଗାଡ଼ି ଜବତ

ଭୁବନେଶ୍ବର: ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଙ୍ଘନ କରିଥିବା ଅଭିେଯାଗରେ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ପୁଲିସ ପକ୍ଷରୁ ୫ଟି ମାମଲା ଦାୟର କରାଯାଇଛି। ସେହିପରି କୋଭିଡ୍‌-୧୯ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ…
Read More...

୨ ବର୍ଷରେ ୮ ଜଣଙ୍କ ହାଜତ ମୃତ୍ୟୁ, ମାନବାଧିକାର ନିୟମ ଉଲ୍ଲଙ୍ଘନ କରୁଛି ପୁଲିସ

ଭୁବନେଶ୍ବର: ନିକଟରେ ପୁରୀ ଓ ବୀରମିତ୍ରପୁର ଥାନାରେ ହାଜତ ମୃତ୍ୟୁ ମାମଲା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ପୁଲିସର ବ୍ୟବହାରରେ କୌଣସି ପରିବର୍ତ୍ତନ ଘଟିନାହିଁ ବୋଲି ଅଭିଯୋଗ ହେଉଛି। ସବୁ…
Read More...

ଭର୍ଚୁଆଲ୍‌ ଟୁରରେ ‘ପାଉଡ଼ି ଭୂୟାଁ’ ଓ ‘ପାହାଡ଼ି ଖରିଆ’

ଭୁବନେଶ୍ୱର: କରୋନା ପରିପ୍ରେକ୍ଷୀରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ବିଭାଗ ଅନ୍ତର୍ଗତ ଏସ୍‌ସିଏସ୍‌ଟିଆର୍‌ଟିଆଇଠାରେ ଥିବା ରାଜ୍ୟ ଜନଜାତି ସଂଗ୍ରହାଳୟ ବନ୍ଦ ରହିଛି। ଦର୍ଶକମାନେ ଏହି…
Read More...

ଅଞ୍ଜଳି ଶିଶୁ ଓ ଯୁବ ଆନ୍ତର୍ଜାତୀୟ ମହୋତ୍ସବ: କ୍ଲାଉନିଂ କଳାର ଲାଇଭ୍‌ ପ୍ରଦର୍ଶନ ମୁଖ୍ୟ ଆକର୍ଷଣ

ଭୁବନେଶ୍ବର: ଆଜି ଥିଲା ଅଞ୍ଜଳି ଶିଶୁ ଏବଂ ଯୁବ ଆନ୍ତର୍ଜାତୀୟ ମହୋତ୍ସବର ୭ମ ଦିବସ। ପ୍ରଥମ କାର୍ଯ୍ୟକ୍ରମ ଏକ ଟକ୍‌ ଶୋ ‘ଜଙ୍ଗଲ ବିଷୟରେ ଜାଣିବା’ରୁ ଆରମ୍ଭ ହୋଇଥିଲା। ଏଥିରେ ଆଇଏଫ୍‌ଏସ୍‌ ପଦ୍ମ ମହାନ୍ତି ଯୋଗଦେଇ ଜୈବ…
Read More...

କୋଭିଡ୍‌ ପରୀକ୍ଷାରେ ବିଳମ୍ବ: ଅଟୋ ରିକ୍ସା ଓ ହସ୍‌ପିଟାଲ୍‌ ବାରଣ୍ଡାରେ ୨ ପ୍ରସୂତିଙ୍କ ପ୍ରସବ, ମାଁ ଓ ଶିଶୁ ସୁସ୍ଥ

ବରଗଡ଼: ବରଗଡ ଜିଲାରେ ଚିକିତ୍ସା ସୁବିଧା ଦିନକୁ ଦିନ ଭୁଷୁଡିବାରେ ଲାଗିଛି। ସ୍ବାସ୍ଥ୍ୟସେବାକୁ ନେଇ ସବୁବେଳେ ଲୋକଙ୍କ ଅଶାନ୍ତି ଦେଖା ଦେଉଛି। ଗତଦୁଇ ଦିନ ତଳେ ବରଗଡରେ ୩୦ ରୁ ଊର୍ଦ୍ଧ ସାମାଜିକ ସଂଗଠନ ବରଗଡରେ…
Read More...

ପୋତି ହେଲାଣି ମାଥନପଲା ଡ୍ୟାମ୍‌, ରାସ୍ତାକୁ ଗୁରୁତ୍ୱ ଦେଉଛି ଜଳସେଚନ ବିଭାଗ

ଟିଟିଲାଗଡ଼: କରୋନା ମହାମାରୀ ନେଇ ପ୍ରାୟ ୮ ମାସ ଧରି ସାଧାରଣ ଜନତା, ଚାଷୀ, ଶ୍ରମିକ ଘାଣ୍ଟି ହେଉଛନ୍ତି। ମହାମାରୀ ଭୟରେ ବିଭିନ୍ନ ରାଜ୍ୟକୁ କାମ କରିବାକୁ ଯାଇଥିବା ହଜାର ହଜାର ଶ୍ରମିକ ଭିଟାମାଟିକୁ ଫେରିଛନ୍ତି। ଏନେଇ…
Read More...

ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ବିକାଶ ପାଇଁ ସରକାର ପ୍ରତିଶ୍ରୃତିବଦ୍ଧ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ବିକାଶ ପାଇଁ ସରକାର ପ୍ରତିଶୃତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଏହି କ୍ଷେତ୍ରର ଉଦ୍ୟୋଗୀମାନଙ୍କ ସୁବିଧା ପାଇଁ ୫-ଟି କାର୍ଯ୍ୟକ୍ରମରେ ଅନ୍‌ଲାଇନ…
Read More...

ଆଜି ରାଜ୍ୟରେ ସୁସ୍ଥ ହେଲେ ୧୦୧୧ କରୋନା ଆକ୍ରାନ୍ତ, ମୋଟ ସୁସ୍ଥ ସଂଖ୍ୟା ୩୦୪୯୦୮

ଭୁବନେଶ୍ବର: ଆଜି ରାଜ୍ୟରେ ପୁଣି ୧୦୧୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଅନୁଗୁଳ ଜିଲାରୁ ସର୍ବାଧିକ ୧୩୮ ଓ ଖୋର୍ଦ୍ଧା ଜିଲାରୁ ୧୧୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ବଲାଙ୍ଗିର ୮୧, କଟକ ୭୮,…
Read More...

ପ୍ରକାଶ ପାଇଲା ଏକକ ପିଜି ପ୍ରବେଶିକା ମେଧା ତାଲିକା: ସିଟ୍ ୧୪୪୦୧, ମନୋନୀତ ହେଲେ ୫୨, ୭୮୦ ଛାତ୍ରଛାତ୍ରୀ

ଭୁବନେଶ୍ବର: ରାଜ୍ୟରେ ବିଭିନ୍ନ ବିଶ୍ବବିଦ୍ୟାଳୟ ଓ ସ୍ବୟଂଶାସିତ ମହାବିଦ୍ୟାଳୟଗୁଡ଼ିକରେ ସ୍ନାତକୋତ୍ତର(ପିଜି) ପାଠ୍ୟକ୍ରମରେ ନାମ ଲେଖାଇବା  ପାଇଁ ଏକକ ପିଜି ପ୍ରବେଶିକାର ମେଧା ତାଲିକା ଆଜି (ଶନିବାର) ପ୍ରକାଶ…
Read More...

ଓଡିଶା ସରକାର ୧୪୦୦୦ ବିଦ୍ୟାଳୟ ବନ୍ଦ ନିଷ୍ପତ୍ତି ପ୍ରତ୍ୟାହାର କରନ୍ତୁ:ଏବିଭିପି

ଭୁବନେଶ୍ୱର: ବର୍ତ୍ତମାନ ସାରା ଦେଶରେ ନୂତନ ଶିକ୍ଷାନୀତିକୁ ନେଇ ଗୁଣାତ୍ମକ ଶିକ୍ଷାର ପ୍ରଚାର ପ୍ରସାର କରିବା ନିମନ୍ତେ ପ୍ରସ୍ତୁତ ହେଉଥିବା ବେଳେ, ଓଡିଶା ସରକାର ଓଡ଼ିଆ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନିଶ୍ଚିତତା ଭିତରକୁ…
Read More...

ଡୁଡୁକା ଓ ଲୁହୁରାମୁଣ୍ଡା ପଞ୍ଚୟାତରେ ହାତୀ ଆତଙ୍କ

ଆଗଲପୁର:ଡୁଡୁକା ଓ ଲୁହୁରାମୁଣ୍ଡା ପଞ୍ଚୟାତରେ ହାତୀ ପଲ ପାଚିଲା ଧାନ ଖାଇଯିବା ସହ ପସଲ ନଷ୍ଟ କରୁଥିବାରୁ ଚାଷୀମାନେ ଆତଙ୍କିତ ହୋଇପଡିଛନ୍ତି। ବନ ବିଭାଗ ଏହି ହାତୀ ପଲକୁ ସୁରକ୍ଷିତ ଭାବେ ଜଙ୍ଗଲକୁ ଘଉଡାଇବା ସହ ଫସଲ…
Read More...

ଅସହାୟକୁ ସହାୟତାର ହାତ ବଢେଇଲେ ତହସିଲଦାର

କୋଲାବିରା: ଅସହାୟ ପରିବାରକୁ ସହାୟତାର ହାତ ବଢେଇ ମାନବିକତାର ପରିଚୟ ଦେଇଛନ୍ତି କୋଲାବିରା ତହସିଲଦାର ଗୋଲକ ବିହାରୀ ମଙ୍ଗରାଜ। ୨୦୧୯ ମସିହାରେ ମେଟ୍ରିକ ପରିକ୍ଷାରେ ଭଲ ନମ୍ବର ରଖି ପାସ କରିଥିବା ଗରିବ ଝିଅଟିଏ…
Read More...

କପିଳେଶ୍ବର ଶୈବପୀଠ ପରିସରରୁ ମୂର୍ତ୍ତି ଚୋରି ମାମଲାରେ ଗୁରୁତ୍ବପୂର୍ଣ୍ଣ ରାୟ: ଦୋଷୀ ସତ୍ତ୍ୱେ ଛାଡ ପାଇଲେ ଅଭିଯୁକ୍ତ,…

ଦିଗପହଣ୍ଡି: ଦିଗପହଣ୍ଡି ଥାନା ଛଣମେରୀ ଗ୍ରାମର ପ୍ରସିଦ୍ଧ କପିଳେଶ୍ୱର ଶୈବପୀଠ ପରିସରରୁ ଦେବୀ ପାର୍ବତୀଙ୍କ ମୂର୍ତ୍ତି ଚୋରି ମାମଲାରେ ରାୟ ପ୍ରଦାନ କରି ଦିଗପହଣ୍ଡି କୋର୍ଟ ଅଭିଯୁକ୍ତ ସୁଦର୍ଶନ ଚୌଧୁରୀକୁ ଦୋଷୀ…
Read More...

ଗଞ୍ଜାମ ଜିଲାରେ ଖାଲି ପଡିଲା ୧୩ହଜାର ଯୁକ୍ତଦୁଇ ସିଟ୍‌: ୧୪ଶହଙ୍କ ପସନ୍ଦ ଡିପ୍ଲୋମା ଇଞ୍ଜିନିୟରିଂ, ୬ ହଜାର ବାଛିଲେ…

ବ୍ରହ୍ମପୁର:ଗଞ୍ଜାମ ଜିଲାର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଯୁକ୍ତ ଦୁଇ ଶିକ୍ଷା ପ୍ରତି ଆଗ୍ରହ କ୍ରମାଗତ ଭାବେ କମିବା ଲକ୍ଷ୍ୟ କରାଯାଉଛି। ଯେତିକି ଛାତ୍ରଛାତ୍ରୀ ମାଟ୍ରିକ ପାସ୍‌ କରୁଛନ୍ତି, ସେତିକି ଯୁକ୍ତ ଦୁଇରେ ନାମ…
Read More...

‘ଶିକ୍ଷା ଓ ନୂତନ ଚିନ୍ତାଧାରା ହିଁ ଏକ ନୂତନ ବିଶ୍ୱ ଗଠନ କରିପାରିବ’

ଭୁବନେଶ୍ୱର: କିଟ୍‍ ବିଶ୍ବବିଦ୍ୟାଳୟର ୧୬ତମ ସମାବର୍ତ୍ତନ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି। କରୋନା ମହାମାରୀ ଦୃଷ୍ଟିରୁ ସମାବର୍ତ୍ତନ ଉତ୍ସବ ଭର୍ଚୁଆଲ୍‍ ମୋଡ୍‌ରେ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ମୁଖ୍ୟଅତିଥି…
Read More...

ବିଶ୍ବବିଦ୍ୟାଳୟକୁ ଶ୍ରେଷ୍ଠ କରି ତୋଳିବାକୁ କର୍ମଚାରୀଙ୍କ ସମର୍ପିତ ମନୋଭାବ ଓ ଛାତ୍ରଛାତ୍ରୀଙ୍କ ସହଯୋଗ ଜରୁରୀ

ସମ୍ବଲପୁର: ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବ ଶୁକ୍ରବାର ଅମୃତ ବିହାର ପରିସରସ୍ଥ ମୁକ୍ତମଞ୍ଚରେ କୋଭିଡ କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। କୁଳପତି ପ୍ରଫେସର ଅତନୁ କୁମାର ପତିଙ୍କ…
Read More...

କେବଳ ମାମଲା ରୁଜୁରେ ଅଟକି ରହିଛି କାର୍ଯ୍ୟାନୁଷ୍ଠାନ, ୨୩ମାସରେ ୩ହାଜତ ମୃତ୍ୟୁ ଅଭିଯୋଗ

ସୁନ୍ଦରଗଡ଼: ଗତକାଲି ବୀରମିତ୍ରପୁର ଥାନା ହାଜତ ମୃତ୍ୟୁ ଘଟଣାକୁ ନେଇ ଅଞ୍ଚଳରେ ନାହିଁ ନଥିବା ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ ଆଜି କିନ୍ତୁ ସମଗ୍ର ଅଞ୍ଚଳରେ ଉତ୍ତେଜନା ଏକ ପ୍ରକାର ପ୍ରଶମିତ ହୋଇଯାଇଛି। ସତର୍କତା ମୂଳକ…
Read More...

କୋଭିଡ୍‌-୧୯ ନିୟମ ଉଲ୍ଲଙ୍ଘନ: ୨୪ ଘଣ୍ଟାରେ ୧୮,୯୬,୭୫୦ ଟଙ୍କା ଜରିମାନା ଆଦାୟ, ୨୮ ଗିରଫ

ଭୁବନେଶ୍ବର: ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ପୁଲିସ ପକ୍ଷରୁ ୪ଟି ମାମଲା ଦାୟର କରାଯାଇଛି। ସେହିପରି କୋଭିଡ୍‌-୧୯ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ…
Read More...

ବରଗଡ଼ କ୍ୟାନ୍‌ସର ହସ୍‌ପିଟାଲ୍‌ର ଅଗ୍ରଗତି ସମ୍ପର୍କରେ ମୁଖ୍ୟଶାସନ ସଚିବଙ୍କ ସମୀକ୍ଷା, ହସ୍‌ପିଟାଲ୍‌ ପରିଚାଳନା ଏବଂ…

ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଲୋକସେବା ଭବନରେ ଭର୍ଚୁଆଲ୍‌ ପ୍ଲାଟଫର୍ମ ଜରିଆରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ବରଗଡ଼ରେ ଆରମ୍ଭ ହେବାକୁ ଥିବା କ୍ୟାନସର ହସ୍‌ପିଟାଲ୍‌ର ଅଗ୍ରଗତି ସମ୍ପର୍କରେ ଆଜି…
Read More...

ଓଡ଼ିଶାକୁ ମିଳିବ ‘ଶ୍ରେଷ୍ଠ ସାମୁଦ୍ରିକ ରାଜ୍ୟ ପୁରସ୍କାର’

ଭୁବନେଶ୍ବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ମତ୍ସ୍ୟଚାଷ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଭାରତ ସରକାରଙ୍କ ମତ୍ସ୍ୟ ବିଭାଗ ଦ୍ୱାରା ‘ଶ୍ରେଷ୍ଠ ସାମୁଦ୍ରିକ ରାଜ୍ୟ ପୁରସ୍କାର’ ପାଇବା ପାଇଁ…
Read More...

ଗରିବ ଓ ଅଭାବୀ ଶିଶୁଙ୍କ ବିନା ମୂଲ୍ୟରେ ମିଳିବ ହୃଦ୍‌ରୋଗ ଚିକିତ୍ସା:ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଓଡ଼ିଶାର ଗରିବ ଓ ଅଭାବୀ ଶିଶୁମାନଙ୍କୁ ଆଗାମୀ ଦୁଇବର୍ଷ ପର୍ଯ୍ୟନ୍ତ ସତ୍ୟସାଇ ହୃଦୟ ହସ୍‌ପିଟାଲ୍‌, ଅହମ୍ମଦାବାଦରେ ବିନାମୂଲ୍ୟରେ ହୃଦରୋଗ ଚିକିତ୍ସା ଆହୁରି…
Read More...

ବରିଷ୍ଠ ନାଗରିକଙ୍କୁ ଥାନାରେ ବେଆଇନ ଅଟକ ମାମଲା, କ୍ଷତିପୂରଣ ଅର୍ଥ ଭରଣା କରିବେ ତଦନ୍ତକାରୀ ଅଧିକାରୀ

ଭୁବନେଶ୍ୱର: ଜଣେ ମହିଳା ଅଭିଯୁକ୍ତଙ୍କୁ ଗିରଫ କରିବା ଲାଗି ରାତି ଅଧରେ ଘରେ ପଶି ବଳପୂର୍ବକ ତାଙ୍କ ସ୍ବାମୀଙ୍କୁ ଉଠାଇ ନେଇ ଥାନାରେ ଅଟକ ରଖିବା ମାମଲାର ଶୁଣାଣି କରି ରାଜ୍ୟ ମାନବାଧିକାର ଆେୟାଗ ପୀଡିତଙ୍କୁ ୨ ଲକ୍ଷ…
Read More...

ଆଜି ରାଜ୍ୟରେ ସୁସ୍ଥ ହେଲେ ୧୧୦୧ କରୋନା ଆକ୍ରାନ୍ତ, ମୋଟ ସୁସ୍ଥ ସଂଖ୍ୟା ୩୦୩୮୯୭

ଭୁବନେଶ୍ବର: ଆଜି ରାଜ୍ୟରେ ୧୧୦୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ସୁସ୍ଥ ହୋଇଥିବା ମୋଟ କରୋନା ଆକ୍ରାନ୍ତକୁ ମିଶାଇ ରାଜ୍ୟରେ ୩୦୩୮୯୭ଜଣ ସୁସ୍ଥ ହୋଇ ଘରକୁ ଫେରିଯାଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ…
Read More...

‘ବାଲ୍ୟବିବାହ ଏକ ଘୃଣ୍ୟ ସାମାଜିକ ପ୍ରଥା, ରୋକିବା ପାଇଁ ସଚେତନତା ଜରୁରୀ’

ଭୁବନେଶ୍ୱର: ଶିଶୁମାନେ ହେଉଛନ୍ତି ସମାଜର ସବୁଠାରୁ ସମ୍ଭାବନାରେ ପରିପୂର୍ଣ୍ଣ ବର୍ଗ। ସେମାନେ ରାଜ୍ୟ ଓ ଦେଶର ଭବିଷ୍ୟତ। ସେମାନ ଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ପୁଷ୍ଟିସାଧନ, ସାମାଜିକ ସୁର କ୍ଷାକୁ ସୁନିଶ୍ଚିତ କରି…
Read More...

ଗୀତ ଗାଇଲେ ବିଧାୟକ ସୁରେଶ କୁମାର ରାଉତରାୟ

ଭୁବନେଶ୍ବର: ପ୍ରଥମ ଥର ପାଇଁ ଗୀତ ଗାଇଲେ ବିଧାୟକ ସୁରେଶ କୁମାର ରାଉତରାୟ। ତାହା ପୁଣି ରାପ। ଜଣାଶୁଣା ସଙ୍ଗୀତ ନିର୍ଦେଶକ ଜାପାନୀ ଭାଇଙ୍କ ସଙ୍ଗୀତ ନିର୍ଦେଶନାରେ ଆଜି କଟକର ମିଲନ ଷ୍ଟଡ଼ିଓରେ ଏହି ଗୀତ ରେକର୍ଡ…
Read More...

ଏଣିକି ବିକ୍ରି ହୋଇ ପାରିବ ନାହଁ ବୁଗୁଡ଼ା ବିରଞ୍ଚି ନାରାୟଣ ଠାକୁରଙ୍କ ଜମି

ବୁଗୁଡ଼ା : ଠାକୁର ବିରଞ୍ଚି ନାରାୟଣଙ୍କ ଜମି ବିକ୍ରି ଘଟଣାକୁ ନେଇ ପୁରୁଷାନୁକ୍ରମେ ଚାଷ କରିଆସୁଥିବା ଚାଷୀ ଓ ମଠ ମହନ୍ତଙ୍କ ମଧ୍ୟରେ ଉପୁଜିଥିବା ବିବାଦର ସମାଧାନ ନିମନ୍ତେ ବୁଗୁଡ଼ା ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ…
Read More...

ସାମ୍ବାଦିକ ସ୍ୱର୍ଗତ ତାରିଣୀ ଚନ୍ଦ୍ର ପାଢୀଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କଲେ କନ୍ଧମାଳ…

ଫୁଲବାଣୀ: ଓଡ଼ିଆ ଖବର କାଗଜ ‘ପ୍ରମେୟ’ କନ୍ଧମାଳ ଜିଲା ପ୍ରତିନିଧି ସ୍ବର୍ଗତ ତାରିଣୀଚନ୍ଦ୍ର ପାଢ଼ୀଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୫ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି। ଆଜି କନ୍ଧମାଳ ଜିଲାପାଳ…
Read More...

ସାଢେ ୧୪ ହଜାର ସ୍କୁଲ୍ ବନ୍ଦ ନିଷ୍ପତ୍ତି ପ୍ରତ୍ୟାହାର ନକଲେ ଆନ୍ଦୋଳନ ହେବ:ପ୍ରାଥମିକ ଶିକ୍ଷକ ସଂଘ

ଭୁବନେଶ୍ୱର: ସାଢେ ୧୪ ହଜାର ସ୍କୁଲ୍ ବନ୍ଦ ନିଷ୍ପତ୍ତିକୁ ଘୋର ବିରୋଧ କରିଛି ନୂତନ ପେନ୍‌ସନ୍‌ ଯୋଜନାଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ। ଏହି ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ସଂଘ ତରଫରୁ ଦାବି କରାଯାଇଛି।…
Read More...

ବନ୍ଧୁକ ମୁନରେ ଟ୍ରକ ଲୁଟ, ଡ୍ରାଇଭର ମୁହଁକୁ ବାନ୍ଧି ବାଙ୍ଗିରିପୋଷି ଘାଟିରେ ଫିଙ୍ଗି ଦେଲେ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥର ହାତୀବାରି ଛକ ନିକଟରୁ ଗତ ରାତି ଡକାୟତ ଦଳ ବନ୍ଧୁକ ମୁନରେ ଏକ ୧୪ ଚକିଆ ଟ୍ରକ ଲୁଟି ନେଇ ଫେରାର ହୋଇଯାଇଛନ୍ତି । ଏନେଇ ଟ୍ରକ…
Read More...

‘ପିଲାମାନେ ସ୍ବପ୍ନ ଦେଖନ୍ତୁ, ସ୍ବପ୍ନକୁ ସାକାର ପାଇଁ କାର୍ଯ୍ୟ କରନ୍ତୁ’

ଭୁବନେଶ୍ବର: ଡିଜିଟାଲ ମଞ୍ଚରେ ସାତଦିନ ଧରି ଚାଲିଥିବା ୩୧ ତମ ପିକକ୍ ଶିଶୁମେଳାର ଆଜିଥିଲା ଅନ୍ତିମ ଦିବସ। ଶିଶୁମାନଙ୍କର ଅନ୍ତର୍ନିହିତ ପ୍ରତିଭାର ବିକାଶ ନିମନ୍ତେ ପିକକ୍ ଶିଶୁମେଳାର ଏହି ମଞ୍ଚ ଏକ ଉତ୍ତମ ମାଧ୍ୟମ…
Read More...

ରେଙ୍ଗାଲିରେ ଜମି କେଳେଙ୍କାରୀ, ନ୍ୟାୟ ନପାଇ ରେଙ୍ଗାଲି ତହସିଲରେ ନିଆଁ ଲଗାଇ ଦେଲେ ଯୁବକ

ରେଙ୍ଗାଲି: ବର୍ଷ ବର୍ଷ ଧରି ପ୍ରଶାସନର ଦ୍ୱାରସ୍ଥ ହେବା ପରେ ନିଜର ହକ୍ ତଥା ନ୍ୟାୟ ନପାଇ ହତାସ୍ ହୋଇ ପଡିଥିବା ଜନୈକ ଯୁବକ ରେ ଙ୍ଗାଲି ତହସିଲ ଅଫିସରେ ନିଆଁଁ ଲଗାଇ ଦେବା ଭଳି ଅଭାବନୀୟ ଘଟଣା ସବୁ ଆଡେ ଚହଳ ସୃଷ୍ଟି…
Read More...

ସୁନ୍ଦୁରୀଆରେ କିଡ୍‌ନି ରୋଗର ଆତଙ୍କ: ବର୍ଷକରେ ୧୦ଜଣଙ୍କ ମୃତ୍ୟୁ, ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ୫ ରୋଗୀ

କେଶଦୁରାପାଳ : ସୁନ୍ଦୁରୀଆ ଗ୍ରାମରେ କିଡ୍‌ନି ରୋଗୀଙ୍କ ସଂଖ୍ୟା ଧୀରେ ଧୀରେ ବଢିବାରେ ଲାଗିଛି। ସ୍ଥାନୀୟ ଅଞ୍ଚଳରେ ଏହା ଏକ ପ୍ରକାର ଆତଙ୍କ ସୃଷ୍ଟି କରିଥିବାରୁ ଲୋକମାନେ ଭୟଭିତ ଅବସ୍ଥାରେ ଅଛନ୍ତି । ଏପରିକି ଏକ ବର୍ଷ…
Read More...

କୋଭିଡ୍‌-୧୯ ନିୟମ ଉଲ୍ଲଙ୍ଘନ: ୨୪ ଘଣ୍ଟାରେ ୪ ମାମଲା, ୨୦ ଗିରଫ

ଭୁବନେଶ୍ବର: ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ପୋଲିସ ପକ୍ଷରୁ ୪ଟି ମାମଲା ଦାୟର କରାଯାଇଛି। କୋଭିଡ୍‌-୧୯ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ୨୦ ଜଣ…
Read More...

ଦୁର୍ଘଟଣା ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ୬ଘଣ୍ଟା ରାସ୍ତାରୋକ

ବ୍ରହ୍ମପୁର: ଏକ ଇନୋଭା ଗାଡ଼ି ଧକ୍କାରେ ଦୁଇଜଣ ଯୁବକଙ୍କ ମୃତ୍ୟୁ ଘଟିବା ଘଟଣାକୁ କେନ୍ଦ୍ର କରି ମୋହନା ଓ ଚାନ୍ଦିପୁଟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଖମାରସାହି ଗ୍ରାମବାସୀ…
Read More...

ପୁରୀ ମେଡ଼ିକାଲ୍‌ କଲେଜରେ ୨୦୨୧-୨୨ ଶିକ୍ଷାବର୍ଷରୁ ନାମଲେଖା ହେବ

ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପୁରୀ, ତାଳଚେର ଓ ସୁନ୍ଦରଗଡ଼ରେ ନିର୍ମାଣାଧୀନ ୩ଟି…
Read More...

ସମ୍ବଲପୁରରେ ପୁଣି ସାଇବର ଠକେଇର ଜାଲ, ସାଂସଦଙ୍କ ନାଁରେ ନକଲି ଫେସବୁକ ଆକାଉଣ୍ଟ

ସମ୍ବଲପୁର: ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବଙ୍କ ନାଁରେ ଖୋଲା ଯାଇଛି ନକଲି ଆକାଉଣ୍ଟ ଏବଂ ଏହି ଆକାଉଣ୍ଟ ଆଧାରରେ ଲୋକଙ୍କଠାରୁ ଚାନ୍ଦା ମଗାଯାଉଥିବା ଅଭିଯୋଗ ହୋଇଛି। ସାଂସଦଙ୍କ ପ୍ରତିନିଧି ମୋହନ କୁମାର ଦାଶ ଏନେଇ ଆଜି…
Read More...

ଯୌତୁକ ପାଇଁ ଗର୍ଭବତୀ ନବବଧୂକୁ ହତ୍ୟା ଅଭିଯୋଗ, ସ୍ବାମୀ ସହ ୪ ଅଟକ

ବ୍ରହ୍ମପୁର: ଯୌତୁକ ପାଇଁ ଜଣେ ଗର୍ଭବତୀ ବଧୂକୁ ଶ୍ବଶୂର ଘର ଲୋକେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ବୁଧବାର ବ୍ରହ୍ମପୁର ବାସୁଦେବନଗର ଷଷ୍ଠ ଗଳିରେ ଘଟିଛି। ଅଭିଯୋଗ ପରେ ପୁଲିସ ହତ୍ୟା ଓ ଯୌତୁକଜନିତ ମାମଲା…
Read More...

ରାଜ୍ୟରେ ଆଜି ସୁସ୍ଥ ହେଲେ ୧୦୧୯ କରୋନା ଆକ୍ରାନ୍ତ, ମୋଟ ସୁସ୍ଥ ସଂଖ୍ୟା ୩୦୨୭୯୬କୁ ବୃଦ୍ଧି

ଭୁବନେଶ୍ୱର:ଆଜି ରାଜ୍ୟରେ ଆଉ ୧୦୧୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ସୁଦ୍ଧା ୩୦୨୭୯୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍‌ କରି ସୂଚନା ଦିଆଯାଇଛି।…
Read More...

ନାଟ୍ୟ ନିର୍ଦେଶକ ରାଜେନ୍ଦ୍ର ପଣ୍ଡାଙ୍କ ପରଲୋକ 

ସମ୍ବଲପୁର: ବରିଷ୍ଠ ନାଟ୍ୟବିତ୍‌ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ୮୧ ବର୍ଷ ବୟସରେ ଗୁରୁବାର ପୂର୍ବାହ୍ନ ୧୧ଟାରେ ସମ୍ବଲପୁରର ଏକ ଘରୋଇ କୋଭିଡ ହସପିଟାଲରେ ପରଲୋକ ହୋଇଯାଇଛି। ଆଜି ମଧ୍ୟାହ୍ନରେ କମଲିବଜାର ରାଜଘାଟରେ…
Read More...

ମର୍ମନ୍ତୁଦ ବାଇକ ଦୁର୍ଘଟଣା, ୨ ଯୁବକ ମୃତ

ରେଢ଼ାଖୋଲ: ସମ୍ବଲପୁର ଜିଲା ରେଢ଼ାଖୋଲ ଥାନା ଅନ୍ତର୍ଗତ ରାଞ୍ଚି-ବିଜୟୱାଡା ରାଜପଥର ଡିମିରିକୁଦା ଗ୍ରାମ ନିକଟସ୍ଥ ପୋଲଠାରେ ବୁଧବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ଜଣ ବାଇକ ଆରୋହୀଙ୍କ ମୃତ୍ୟୁ…
Read More...

କରୋନା ଯୋଦ୍ଧା ଡାକ୍ତର ଶିଶିରକାନ୍ତ ସାବତଙ୍କ ପରଲୋକ, ଭଞ୍ଜନଗରରେ ଶୋକର ଛାୟା

ଭଞ୍ଜନଗର:ଭଞ୍ଜନଗର ଉପଖଣ୍ଡ ସରକାରୀ ହାସପିଟାଲ ଡାକ୍ତର ଶିଶିରକାନ୍ତ ସାବତ ପରଲୋକ ହୋଇଛି। ସେ କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ବୁଧବାର ଅପରାହ୍ନ ପ୍ରାୟ ୪ଟା ୫୦ ମିନଟ ସମୟରେ ଏହି ଡାକ୍ତର ଶିଶିରକାନ୍ତ…
Read More...

ସରକାରୀ ଘର ମଞ୍ଜୁର ବଦଳରେ ଅସଦାଚରଣ ଅଭିଯୋଗ, ଜେଲ୍‌ଗଲେ ସରପଞ୍ଚ

ମ.ରାମପୁର: କଳାହାଣ୍ଡି ଜିଲା ମ.ରାମପୁର ବ୍ଲକ ଅନ୍ତର୍ଗତ ସାଲେପାଲି ପଞ୍ଚାୟତ​‌ରେ ସରକାରୀ ଘର ମଞ୍ଜୁର ବଦଳରେ ଜଣେ ଯୁବତୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ସମ୍ପୃକ୍ତ ସରପଞ୍ଚ ରମେଶ ଚନ୍ଦ୍ର ସାହୁଙ୍କୁ ଗୁରୁବାର…
Read More...

ମିଳିଲା ୧୩୦୦ ଶତାବ୍ଦୀର ଶିବ-ପାର୍ବତୀଙ୍କ ଯୁଗଳ ମୂର୍ତ୍ତି,ଅନୁଧ୍ୟାନ କରିବ ପ୍ରତ୍ନତତ୍ତ୍ବ ବିଭାଗ

ନୂଆପଡ଼ା: ନୂଆପଡ଼ା ଜିଲା କୋମନା ବ୍ଲକ ଦେଓଧରା ପଞ୍ଚାୟତ ଅନ୍ତର୍ଗତ ଧଅଁରାଭଟା ଗ୍ରାମରେ ସେପ୍ଟେମ୍ବର ୯ ତାରିଖରେ ଶିବ-ପାର୍ବତୀଙ୍କ ଯୁଗଳ ମୂର୍ତ୍ତି ମିଳିଛି। ଏହି ମୂର୍ତ୍ତି ସୁନାରେ ନିର୍ମିତ ଓ ବହୁ ପୁରାତନ ବୋଲି…
Read More...

ଉଦୀୟମାନ ଫୁଟବଲ ଖେଳାଳୀ ରଞ୍ଜନ ଓ ସୁନୀଲଙ୍କୁ ସମ୍ବର୍ନ୍ଧିତ କଲେ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା

ଭୁବନେଶ୍ୱର: ଓଡ଼ିଶାର ଦୁଇଜଣ ଉଦୀୟମାନ ଖେଳାଳୀ ରଞ୍ଜନ ସୋରେନ୍‌ ଏବଂ ସୁନୀଲ ସୋରେନ୍‌ଙ୍କୁ ଇଲେକ୍‌ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତିବିଦ୍ୟା, କ୍ରୀଡା ଏବଂ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ସମ୍ବର୍ଦ୍ଧିତ…
Read More...