ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିପ୍ଳବୀ ସ୍ୱାଧୀନତା ସଂଗ୍ରାମୀ ତଥା ମୁକ୍ତି ଯୁଦ୍ଧର ନିର୍ଭୀକ ସେନାନାୟକ ଶହୀଦ ଲକ୍ଷ୍ମଣ ନାଏକଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ତାଙ୍କ ତ୍ୟାଗପୂତ ଆଦର୍ଶ ଜୀବନ ଓଡ଼ିଆ ଜାତିର ଇତିହାସରେ ଏକ ମହାର୍ଘ୍ୟ ଅଧ୍ୟାୟ ବୋଲି ଉଲ୍ଲେଖକରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ନିରୀହ ଆଦିବାସୀଙ୍କ ସୁରକ୍ଷା ସହ ଅନ୍ୟାୟ ଓ ଅତ୍ୟାଚାର ବିରୋଧରେ ସଂଗ୍ରାମ କରି ସେ ଏକ କାଳଜୟୀ ଉଦାହରଣ ସୃଷ୍ଟି କରିଯାଇଛନ୍ତି।
ଶହୀଦ ଲକ୍ଷ୍ମଣ ନାଏକଙ୍କ ତ୍ୟାଗପୂତ ଆଦର୍ଶ ଜୀବନ ଓଡ଼ିଆ ଜାତିର ଇତିହାସରେ ଏକ ମହାର୍ଘ୍ୟ ଅଧ୍ୟାୟ: ମୁଖ୍ୟମନ୍ତ୍ରୀ
Popular Categories



