www.samajalive.in
Saturday, December 6, 2025
14.1 C
Bhubaneswar

ପଞ୍ଚୁକରେ ମିଳିବ ମହିମାମଣିଙ୍କ ମହାପ୍ରସାଦ

ବାଙ୍କୀ:ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ରଗଡି ଗ୍ରମରେ ପୂଜା ପାଉଥିବା ମହିମାମଣିଙ୍କ ପଞ୍ଚୁକ ଅବସରରେ ଶ୍ରଦ୍ଧାଳୁଙ୍କ ପାଇଁ ମହାପ୍ରସାଦ ମିଳିବ ବୋଲି ଜଣାପଡିଛି। ଶ୍ରୀ ଶ୍ରୀ ମହିମାମଣି ଦେବ ମନ୍ଦିର ଟ୍ରଷ୍ଟବୋର୍ଡର ନିଷ୍ପତ୍ତି କ୍ରମେ ପବିତ୍ର କାର୍ତ୍ତିକମାସର ପଞ୍ଚୁକ ତିଥିରେ ନଭେମ୍ବର ୨୬ରୁ ୩୦ (ଦ୍ୱାଦଶୀ ଠାରୁ ରାସପୂର୍ଣ୍ଣିମା) ପର୍ଯ୍ୟନ୍ତ ଶ୍ରୀଜିଉଙ୍କର ମହାପ୍ରସାଦ ହବିଶିଆଳି ଏବଂ ଭକ୍ତମାନଙ୍କ ପାଇଁ ଉପଲବ୍ଧ ହେବ । ପ୍ରସାଦ ନେବା ପାଇଁ ଇଛୁକ ଶ୍ରଦ୍ଧାଳୁମାନେ ଟ୍ରଷ୍ଟବୋର୍ଡର ନିର୍ଦ୍ଧାରିତ ବିଧି ବ୍ୟବସ୍ଥା ସଂପର୍କରେ ଅବଗତ ହେବାପାଇଁ ମନ୍ଦିର ପ୍ରଶାସନ ସହ ଯୋଗଯୋଗ କରିବା ପାଇଁ ମନ୍ଦିର ମ୍ୟାନେଜିଙ୍ଗ୍ ଟ୍ରଷ୍ଟି ଭ୍ରୁଗୁରାମ ରାଉତ ଏକ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories