ଗରିବ ଲୋକଙ୍କୁ ସଶକ୍ତ କରିଛି ସ୍ମାର୍ଟ ହେଲ୍‌ଥ କାର୍ଡ – ମୁଖ୍ୟମନ୍ତ୍ରୀ

ସୋନପୁରର ଦେଢ ଲକ୍ଷ ଓ ବୌଦ୍ଧର ୩.୭୨ ଲକ୍ଷ ଲୋକ ପାଇବେ ସ୍ମାର୍ଟ କାର୍ଡର ସୁବିଧା ଗୋଟିଏ କାର୍ଡରେ ପୁରା ପରିବାର ପାଇଁ ସବୁଠାରୁ ଭଲ ଚିକିତ୍ସା ସୁବିଧା ସୋନପୁରରେ ୩୦୦ କୋଟି ଓ ବୌଦ୍ଧରେ ୪୮୩ କୋଟି ଟଙ୍କାର…
Read More...

ନବକୃଷ୍ଣ ଚୌଧୁରୀ ଥିଲେ ଜଣେ ସାଲିସ୍ ବିହୀନ ସଂଗ୍ରାମୀ

ଭୁବନେଶ୍ୱର: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କ ୧୨୦ତମ ଜୟନ୍ତୀ ସ୍ଥାନୀୟ ବୁଦ୍ଧମନ୍ଦିର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଜୟ କିରଣ ଟ୍ରଷ୍ଟ, ଅକ୍ଷର ଓ…
Read More...

ବୁର୍ଲା ଭିମସାର ଏମବିବିଏସ ଛାତ୍ରଛାତ୍ରୀଙ୍କ ବାର୍ଷିକ ଉତ୍ସବ ପରେ ବ୍ୟାପିଲା କରୋନା: ୫୦ରୁ ଊର୍ଦ୍ଧ୍ବ ସଂକ୍ରମିତ, ୨୨…

ବୁର୍ଲା: କରୋନାର ତୃତୀୟ ଲହରୀରେ ସଂକ୍ରମଣର ମାତ୍ରା ହ୍ରାସ ପାଇବା ବେଳେ ବର୍ତ୍ତମାନ କରୋନା କଟକଣାକୁ କୋହଳ କରି ଦିଆଯାଇଥିଲା। ଏହା ହିଁ ଭିମସାରରେ କରୋନା ସଂକ୍ରମଣର ସ୍ଥିତିକୁ ଉଦବେଗଜନକ ସ୍ଥିତିରେ ପହଞ୍ଚାଇ ଦେଲାଣି।…
Read More...

ଚାଲିଛି ମହାନଦୀ ସେତୁ ନିର୍ମାଣ, କଂକ୍ରିଟ କାମରେ ବ୍ୟବହୃତ ହେଉଛି ନିମ୍ନମାନର ଚିପସ

ହରଭଙ୍ଗା:ବୌଦ୍ଧଜିଲା ହରଭଙ୍ଗା ବ୍ଲକର ଖରଶଙ୍କୁଲେଇଠାରେ ନିର୍ମାଣଧିନଥିବା ଧଳପୁର-ଆଠମଲ୍ଲିକ ମହାନଦୀ ସେତୁ ନିର୍ମାଣ କାର୍ଯ୍ୟରେ ନିମ୍ନମାନର ଚିପସ ବ୍ୟବହୃତ ହେଉଥିବା ଜଣାପଡିଛି। ମାନ ନିର୍ଦ୍ଧାରଣ ଦାୟିତ୍ୱରେ ଥିବା…
Read More...

ଆଇସିଡିଏସ୍‌ ପ୍ରକଳ୍ପଗୁଡ଼ିକରେ ଛତୁଆ ମିଶ୍ରଣ ସଂପନ୍ନ; ଉପକୃତ ହେଲେ ୨୪,୯୯,୫୩୧ ଜଣ ହିତାଧିକାରୀ

ଭୁବନେଶ୍ୱର: ସମନ୍ୱିତ ଶିଶୁ ବିକାଶ ଯୋଜନାରେ ରାଜ୍ୟର ଗର୍ଭବତୀ ଓ ପ୍ରସ୍ତୁତି ମହିଳା ତଥା ୬ ମାସରୁ ୩ ବର୍ଷ ବୟସର ଶିଶୁମାନଙ୍କ ପରିପୂରକ ପୁଷ୍ଟିସାଧନ ନିମନ୍ତେ ପ୍ରତ୍ୟେକ ମାସରେ ନିର୍ଦ୍ଧାରିତ ପରିମାଣର ଟେକ୍‌ ହୋମ୍‌…
Read More...

କଡା ସୁରକ୍ଷା ବଲୟରେ ଜବରଦଖଲ ଜମି ଉଛେଦ କଲା ପ୍ରଶାସନ

ଗୁଡଭେଲା:ତୁଷୁରା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଧାନଘରା ଠାରେ ବହୁଦିନ ଧରି ଜବରଦଖଲ ହୋଇଥିବା ସରକାରୀ ଜମିକୁ କଡ଼ା ସୁରକ୍ଷା ମଧ୍ୟରେ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି। ଧାଳଘରାଠାରେ ଥିବା ସରକାରୀ ଜମିକୁ…
Read More...

ବିଶ୍ୱ ଶୌଚାଳୟ ଦିବସ ପାଳିତ

ପିପିଲି: ବିଶ୍ୱ ଶୌଚାଳୟ ଦିବସ ଅବସରରେ ବନ୍ଧନ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ପକ୍ଷରୁ ପିପିଲି ବ୍ଲକର ଦାଣ୍ଡମୁକୁନ୍ଦପୁର ପଞ୍ଚାୟତରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବନ୍ଧନ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ମୁଖ୍ୟ…
Read More...

ଖାଲଖମାରେ ଭର୍ତ୍ତି ଗୋପାଳପୁରରୁ ଡୁରା ରାସ୍ତା, ୧୦ କିମି ମଧ୍ୟରେ ସୃଷ୍ଟି ହୋଇଛି ୫୦ରୁ ଉର୍ଦ୍ଧ୍ବ ଗର୍ତ୍ତ

ଗୋପାଳପୁର: ଗୋପାଳପୁରକୁ ସଂଯୋଗ କରୁଥିବା ବ୍ରହ୍ମପୁର-ଗୋପାଳପୁର ମୁଖ୍ୟ ସଡକର ଡୁରା ଛକ ଠାରୁ ଗୋପାଳପୁର ପର୍ଯ୍ୟନ୍ତ ରାସ୍ତା ଖାଲଖମାରେ ଭର୍ତ୍ତି ହୋଇଛି। ଏହି ୧୦ କିମି ରାସ୍ତାରେ ୫୦ ରୁ ଉର୍ଦ୍ଧ୍ବ ଗର୍ତ୍ତ ସୃଷ୍ଟି…
Read More...

ପୁରୁଣାକଟକ ଏବିଭିପିର ନଗର ସମ୍ମିଳନୀ

ହରଭଙ୍ଗା: ହରଭଙ୍ଗା ବ୍ଲକ ପୁରୁଣାକଟକ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ନଗର ସମ୍ମିଳନୀ ଭୈରବୀ କନିଷ୍ଠ ମହାବିଦ୍ୟାଳୟ ଠାରେ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଭୈରବୀ କନିଷ୍ଠ ମହାବିଦ୍ୟାଳୟର…
Read More...

ପାପଡାହାଣ୍ଡି ବ୍ଲକ ସମୁଖରେ ଆଶାକର୍ମୀଙ୍କ ବିକ୍ଷୋଭ

ପାପଡାହାଣ୍ଡି: ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ କାର୍ୟ୍ୟାଳୟ ସମୁଖରେ ଆଶାକର୍ମୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିଡ଼ିଓଙ୍କ ଜରିଆରେ ୧୪ଦଫା ଦାବିପତ୍ର ରାଜ୍ୟପାଳଙ୍କ ଉଦେଶ୍ୟରେ ପ୍ରଦାନ କରାଯାଇଛି। ଭାରତୀୟ…
Read More...

ନବରଙ୍ଗପୁରରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀ ପାଳିତ

ନବରଙ୍ଗପୁର : ଅବିଭକ୍ତ କୋରାପୁଟ ଜିଲାର ବୀର ସ୍ବାଧୀନତା ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀ ଶହୀଦ ଲକ୍ଷ୍ମଣ ନାୟକ ବିଦ୍ୟାପୀଠରେ ପାଳିତ ହୋଇଯାଇଛି। ଜିଲା ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଅନୁଷ୍ଠିତ ଜିଲା…
Read More...

ଦୀର୍ଘ ବର୍ଷ ଧରି ଲାଗି ରହିଥିବା ସମସ୍ୟା ସମାଧାନ ପାଇଁ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ

ରେଙ୍ଗାଲି: ହୀରାକୁଦ ନଦୀବନ୍ଧ ଯୋଜନା ରେ ବିସ୍ଥାପିତ ହୋଇ ପୁର୍ନବସତି ସ୍ଥାପନ ହୋଇଥିବା ସମ୍ବଲପୁର ଜିଲାର ଦନ୍ତାମୁରା ଗ୍ରାମରେ ପ୍ରଶାସନିକ ଅବହେଲା ଯୋଗୁଁ ଉନ୍ନୟନ କାମ ବନ୍ଦ ହୋଇପଡିଛି ବୋଲି ଗ୍ରାମବାସୀ ଅଭିଯୋଗ…
Read More...

ସଡକ ଦୁର୍ଘଟଣାରେ ସ୍କୁଟର ଚାଳକଙ୍କ ମୃତ୍ୟୁ

ପିପିଲି:ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ମଙ୍ଗଳପୁର ବଜାର ନିକଟରେ ରାସ୍ତାର ଡିଭାଇଡର ସହ ଧକ୍କା ଲାଗି ଜଣେ ସ୍କୁଟର ଚାଳକଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି।…
Read More...

୩ ଟ୍ରାକ୍ଟର ଖଇର ଓ କୁରୁଡୁ କାଠ ଗଣ୍ଡି ଜବତ

ଦେଓଗାଁ: ଦେଓଗାଁ ବ୍ଲକର ଶେଷ ସୀମାରେ ଥିଭା ପାଟଣାଗଡ଼ ରେଞ୍ଜର କିରିବାଞ୍ଜି ସଂରକ୍ଷିତ ଜଙ୍ଗଲରେ ଗତ ଶୁକ୍ରବାର ଦିନ ବନ ବିଭାଗ ଚଢ଼ାଉ କରି ବିପୁଳ ପରିମାଣରରେ ଖଇର ଓ କୁରୁଡୁ କାଠ ଗଣ୍ଡିକୁ ଜବତ କରିଥିଲା। ଶୁକ୍ରବାର…
Read More...

ଦୁର୍ଗମ ଅଞ୍ଚଳର ଜନଜାତି ପିଲାଙ୍କୁ ବଣ୍ଟାହେଲା ବର୍ଣ୍ଣବୋଧ

ଲକ୍ଷ୍ମୀପୁର: କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକର ପିପଳପଦର ପଞ୍ଚାୟତର ଦୁର୍ଗମ ଅଞ୍ଚଳରେ ରବିବାର ତିନି ଖଣ୍ଡ ଗ୍ରାମର ଆଦିମ ଜନଜାତି ପିଲାମାନଙ୍କୁ ମଧୁ ବର୍ଣ୍ଣବୋଧ ବଣ୍ଟନ କରାଯାଇଛି। ଏହି ଅବସରରେ ସମାଜ ସେବୀ…
Read More...

ଘଣ୍ଟାପଡା ଅଞ୍ଚଳରୁ ପୁଣି ଜବତ ହେଲା ବାଘ ଛାଲ

କଣ୍ଟାମାଳ: ବୌଦ୍ଧ ଜିଲାରେ ବନ୍ୟପ୍ରାଣୀ ଶିକାର ବଢି ଚାଲିଛି। ଲଗାତାର ବନ୍ୟପ୍ରାଣୀ ମାନଙ୍କୁ ଶିକାରୀମାନେ ଶିକାର କରୁଛନ୍ତି । ଏମିତି ଗୋଟିଏ ପରେ ଗୋଟିଏ ଘଟଣା ସାମ୍ନାକୁ ଆସୁଛି। ଏସବୁ ସତ୍ତ୍ବେ ବନବିଭାଗ…
Read More...

ସୃଜନଶୀଳ ଲେଖନୀ ଚାଳନାରେ ଧୂରିଣ ଥିଲେ ଡ.ମହତାବ

ବାଙ୍କୀ: ରବିବାର ଦିନ ପୂର୍ବାହ୍ନରେ ବାଙ୍କୀ ପ୍ରେସ୍ କ୍ଲବ ପରିସରରେ ଉତ୍କଳକେଶରୀ ସ୍ୱର୍ଗତ ହରେକୃଷ୍ଣ ମହତାବଙ୍କର ୧୨୨ତମ ଜୟନ୍ତି ପାଳିତ ହୋଇଯାଇଛି। ଡକ୍ଟର ହରେକୃଷ୍ଣ ମହତାବ ଓଡିଶା ପ୍ରଦେଶ ଗଠନ ଏବଂ ଶିକ୍ଷା,…
Read More...

ସାଇପ୍ରସନ୍ନା ବେହେରାଙ୍କୁ ମିଳିଲା ମିସେସ୍ ଇଣ୍ଡିଆ ୱାର୍ଲ୍ଡ ୱାଇଡ୍‌ ରନର୍ସଅପ୍ ମୁକୁଟ

ଭୁବନେଶ୍ୱର : ମିସେସ୍ ଇଣ୍ଡିଆ ୱାର୍ଲ୍ଡ ୱାଇଡ ୨୦୨୧ରେ ପ୍ରଥମ ରନର୍ସ ଅପ୍ ଏବଂ ମିସେସ୍ ମ୍ୟାଗ୍ନିଫିସେଣ୍ଟ ୨୦୨୧ର ଟାଇଟେଲ ହାସଲ କରି ନିଜର ସ୍ୱପ୍ନ ପୂରଣ କରିଛନ୍ତି ସାଇପ୍ରସନ୍ନା ବେହେରା। ମିସେସ୍ ଇଣ୍ଡିଆ ୱାର୍ଲ୍ଡ…
Read More...

ଓଡ଼ିଶାର ନବଯୁଗର ପ୍ରବର୍ତ୍ତକ ଥିଲେ ଡକ୍ଟର ହରେକୃଷ୍ଣ ମହତାବ

ଭୁବନେଶ୍ୱର: ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବୃହତ୍ତର ଓଡ଼ିଶା ଗଠନରେ ଉତ୍କଳକେଶରୀ ଡ. ହରେକୃଷ୍ଣ ମହତାବ ଓତଃପ୍ରୋତ ଭାବେ ଜଡ଼ିତ ଥିଲେ। ଓଡ଼ିଶାର ଅର୍ଦ୍ଧଶତାବ୍ଦୀର ରାଜନୈତିକ, ଅର୍ଥନୈତିକ, ସାଂସ୍କୃତିକ…
Read More...

ଡଙ୍ଗା ଭସାଇବା ହେବା କାଳ, ଆଖଣ୍ଡଳମଣିଙ୍କ ଶିବଗଙ୍ଗା ପୁଷ୍କରିଣୀରେ ବୁଡିଗଲେ ୨ଶିଶୁ ପୁତ୍ର

ଆରଡି: ରବିବାର ସନ୍ଧ୍ୟା ୫ଟା ସମୟରେ ଆରଡିପୀଠର ଆଖଣ୍ଡଳମଣିଙ୍କ ଶିବଗଙ୍ଗା ପୁଷ୍କରିଣୀରେ ଡଙ୍ଗା ଭସାଉଥିବାବେଳେ ୨ ଶିଶୁପୁତ୍ର ବୁଡ଼ି ଯାଇଥିଲେ। ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇଥିଲା। ସେଥିମଧ୍ୟରୁ ଜଣଙ୍କ ମୃତ୍ୟୁ…
Read More...

ବାଲେଶ୍ବର ‘ଶ୍ରେଷ୍ଠ ପ୍ରଦର୍ଶନକାରୀ ସାମୁଦ୍ରିକ ଜିଲା’ ଭାବେ ପୁରସ୍କୃତ

ଭୁବନେଶ୍ୱର: ଭୁବନେଶ୍ୱରଠାରେ ଭାରତ ସରକାରଙ୍କର ମତ୍ସ୍ୟ, ପ୍ରାଣୀସମ୍ପଦ ଓ ଗୋପାଳନ ବିଭାଗ ଆନୁକୂଲ୍ୟରେ ଆୟୋଜିତ ବିଶ୍ୱ ମତ୍ସ୍ୟ ଦିବସ-୨୦୨୧ ପାଳନ ଅବସରରେ ବାଲେଶ୍ୱର ଜିଲ୍ଲାକୁ ଶ୍ରେଷ୍ଠ ସାମୁଦ୍ରିକ ଜିଲା ଭାବେ…
Read More...

ଅସହାୟଙ୍କୁ ଶୀତବସ୍ତ୍ର ବଣ୍ଟନ

ତାଲପଦର: ବରଗଡ଼ ଜିଲାର ବିଜେପୁର ପଞ୍ଚାୟତ ସମିତି ଅର୍ନ୍ତଗତ ତାଲପଦର ପଧାନପଡ଼ା କଳ୍ୟାଣ ମଣ୍ଡପ ଠାରେ ପୋଗ୍ରେସିଭ ମେନ୍ସ ସ୍ପିରିଚୁଏଲ୍ ଆସୋସିଏସନ ଧୁସରବାହାଲ ପକ୍ଷରୁ ଶୀତବସ୍ତ୍ର ବଣ୍ଟନ କରାଯାଇଛି। ଚୂଡ଼ାମଣି ପଧାନଙ୍କ…
Read More...

ଭତ୍ତା ପାଇବାରୁ ବଞ୍ଚିତ ଶଯ୍ୟାଶାୟୀ ବୃଦ୍ଧ

ରେଙ୍ଗାଲି: ତୃଣମୂଳ ସ୍ତରରେ ଭିତ୍ତିଭୂମି ଅପନ୍ତରା ଅବସ୍ଥାରେ ଥିବା ବେଳେ ସରକାର ଙ୍କୁ ଘାରିଛି ଡିଜିଟାଲ୍ ଇଣ୍ଡିଆର ନିଶା। ସରକାରଙ୍କୁ ଘାରିଥିବା ଡିଜିଟାଲ୍ ଇଣ୍ଡିଆ ନିଶା ଯୋଗୁଁ ଅସଂଖ୍ୟ ବୃଦ୍ଧ/ବୃଦ୍ଧା ଭତ୍ତା…
Read More...

ସଫେଇ ଠିକାଦାର: ପରିଚୟ ନାହିଁ, କିନ୍ତୁ ସ୍ଥାନୀୟ ଅଞ୍ଚଳକୁ କରୁଛନ୍ତି ସଫାସୁତୁରା

କଲମପୁର: ବିଜ୍ଞାପନର ଯୁଗ। ନିଜକୁ ନିଜେ ଯିଏ ଯେତେ ବିଜ୍ଞାପିତ କରି ପାରିଲା ସେ ସେତେ ଲୋକଙ୍କ ନିକଟରେ ଆଦୃତ ହେଲା। ବର୍ତ୍ତମାନ ଆଣ୍ଡ୍ରଏଡ ଫୋନର ଯୁଗ। ହାତ ପାହାନ୍ତାରେ ସମଗ୍ର ଦୁନିଆ। ଫେସବୁକ, ହ୍ବାଟ୍ସଅାପ, ଟୁଇଟର…
Read More...

ରାହାସପୂଜା ଅବସରରେ ବାରୁଣାରେ ଝୁମ୍ପୁର ନୃତ୍ୟ ପରିବେଷଣ

ଝୁମ୍ପୁରା: ଝୁମ୍ପୁରା ବ୍ଲକ ଚଉଠିଆ ପଞ୍ଚାୟତ ଅନ୍ତର୍ଗତ ବାରୁଣା ଗ୍ରାମଠାରେ ରହିଥିବା ସତ୍ୟନାରାୟଣ କ୍ଲବ ତରଫରୁ ୩୬ ତମ ରାହାସ ପୂଜା ଅନୁଷ୍ଠିତ ହୋଇଯାଇଛି। ରାହାସ ପୂଜା ଅବସରରେ କ୍ଲବ ପକ୍ଷରୁ ଝୁମର ନୃତ୍ୟ ପରିବେଷଣ…
Read More...

ରାସ୍ତା ଓ ପାନୀୟ ଜଳ ସମସ୍ୟା ଦୂର ପାଇଁ ପଦକ୍ଷେପ ନେବାକୁ ବିଧାୟକଙ୍କୁ ନିବେଦନ

ଝୁମ୍ପୁରା: ଝୁମ୍ପୁରା ବ୍ଲକ ଟୁକୁଡିହା ପଞ୍ଚାୟତର ରସବନ୍ତଳା ଗ୍ରାମରେ ଲାଗିରହିଥିବା ସମସ୍ୟା ଗୁଡିକୁ ସମାଧାନ ପାଇଁ ଗ୍ରାମବାସୀ ପାଟଣା ବିଧାୟକଙ୍କ ନିକଟରେ ଦାବି କରିଥିଲେ ଏବଂ ଏହାର ସ୍ଥାୟୀ ପ୍ରତିକାର ଲାଗି ପଦକ୍ଷେପ…
Read More...

ନିର୍ବାଚନ ସ୍ଥାନ ସଂରକ୍ଷଣ ପାଇଁ ତୃତୀୟ ଲିଙ୍ଗୀଙ୍କ ଦାବି

ଭୁବନେଶ୍ବର: ମହିଳା,ପଛୁଆବର୍ଗଙ୍କ ପରି ତୃତୀୟ ଲିଙ୍ଗୀଙ୍କ ପାଇଁ ନିର୍ବାଚନରେ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରିବାକୁ ଦାବି ଉଠିଛି। ତୃତୀୟ ଲିଙ୍ଗୀଙ୍କର ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବା ପାଇଁ ଅଗ୍ରହ ଥିଲେ ମଧ୍ୟ…
Read More...

ରାଜସ୍ଥାନ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ, ୧୫ ନୂଆମନ୍ତ୍ରୀଙ୍କୁ ଶପଥପାଠ କରାଇଲେ ରାଜ୍ୟପାଳ କଲରାଜ ମିଶ୍ର

ଜୟପୁର: ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହୋଇଛି। ରାଜ୍ୟପାଳ କଲରାଜ ମିଶ୍ର ୧୫ ନୂଆମନ୍ତ୍ରୀଙ୍କୁ ଶପଥପାଠ କରାଇଛନ୍ତି। ୧୧ଜଣ କ୍ୟାବିନେଟ ମନ୍ତ୍ରୀ ଓ ୪ଜଣ ରାଷ୍ଟ୍ରମନ୍ତ୍ରୀ…
Read More...

ଖେଳାଳିଙ୍କ ୭୨ ଘଣ୍ଟାରେ ଥରେ କରୋନା ପରୀକ୍ଷା

ଭୁବନେଶ୍ବର : କଳିଙ୍ଗ ଷ୍ଟାଡ଼ିୟମରେ ବୁଧବାରଠାରୁ ଖେଳାଯିବାକୁ ଥିବା କନିଷ୍ଠ ପୁରୁଷ ହକି ବିଶ୍ବକପ ଲାଗି ଭୁବନେଶ୍ବରରେ ଏବେ ସୁଦ୍ଧା ୧୨ଟି ଦଳ ପହଞ୍ଚି ସାରିଲେଣି। ଶନିବାର ୩ଟି ଦଳ ଦକ୍ଷିଣ କୋରିଆ, ଦକ୍ଷିଣ ଆଫ୍ରିକା ଓ…
Read More...

ଗାଁକୁ ରାସ୍ତା ନଥିବାରୁ ୩ କିମି ଭାରରେ ବୁହା ହେଲେ ପ୍ରସୂତି

ମୋହନା: ଗଜପତି ଜିଲାରେ ବିଭିନ୍ନ ସମୟରେ ସରକାରଙ୍କ ଅନେକ ଯୋଜନା ବାଟବଣା ହେଉଛି। ସରକାରଙ୍କ ସ୍ୱାସ୍ଥ୍ୟ ବ୍ୟବସ୍ଥା ଠାରୁ ଆରମ୍ଭ କରି ରାସ୍ତା ନିର୍ମାଣ, ଆମ୍ବୁଲାନ୍ସ ସେବା ପହଞ୍ଚି ପାରୁନି ଦୁର୍ଗମ ଅଞ୍ଚଳରେ। ଏଭଳି ଏକ…
Read More...

ବାଲୁଙ୍କେଶ୍ୱର ପୋଖରୀରେ ‘ଜଳ ଉତ୍ସ ସୁରକ୍ଷା ଦିବସ’ ପାଳନ

ଭୁବନେଶ୍ବର: ଜଳ ପ୍ରଦୂଷଣକୁ ନେଇ ଦିନକୁ ଦିନ ସମସ୍ୟା ଉତ୍କଟ ହେଉଛି। ଏହି ପରିପ୍ରେକ୍ଷୀରେ କାର୍ତ୍ତିକ ପୂର୍ଣ୍ଣମୀ ଦିନ ଜଳାଶୟ ଗୁଡିକ ସର୍ବାଧିକ ଦୂଷିତ ହେଉଛି। ଦୂଷିତ ଜଳାଶୟକୁ ସଫେଇ କରି ପରିବେଶକୁ ପରିଷ୍କାର…
Read More...

ସ୍ୱଚ୍ଛ ସର୍ବେକ୍ଷଣ-୨୦୨୧: ରାଜ୍ୟରେ ସୁନ୍ଦରଗଡ଼ ଶ୍ରେଷ୍ଠ ଜିଲା, ଆବର୍ଜନାମୁକ୍ତ ସହର ଭାବେ “ୱାନ୍ ଷ୍ଟାର’ ମାନ୍ୟତାରେ…

ରାଉରକେଲା: ଭାରତ ସରକାରଙ୍କ ଗୃହ ନିର୍ମାଣ ଏବଂ ସହରାଞ୍ଚଳ ବିକାଶ ମନ୍ତ୍ରାଳୟ ପକ୍ଷରୁ କରାଯାଇଥିବା ସ୍ୱଚ୍ଛ ସର୍ବେକ୍ଷଣ-୨୦୨୧ରେ ସୁନ୍ଦରଗଡ଼ ଜିଲା ରାଜ୍ୟରେ ଶ୍ରେଷ୍ଠ ଜିଲା ଭାବେ ମାନ୍ୟତା ପାଇଛି। ସହରାଞ୍ଚଳରେ ପରିମଳ…
Read More...

ଆର୍ଯ୍ୟନଙ୍କ ବିରୋଧରେ ଷଡ଼ଯନ୍ତ୍ରର ପ୍ରମାଣ ନାହିଁ: ବମ୍ବେ ହାଇକୋର୍ଟ

ମୁମ୍ବଇ: ଡ୍ରଗ୍ଧପାର୍ଟି ମାମଲା: ଜାରି ହେଲା ବମ୍ବେ ହାଇକୋର୍ଟଙ୍କ ବେଲ ଅର୍ଡର। ଆର୍ଯ୍ୟ କୌଣସି ଷଡ଼ଯନ୍ତ୍ରରେ ସମ୍ପୃକ୍ତି ଥିବାର ପ୍ରମାଣ ନ ଥିବା ଉଲ୍ଲେଖ। ଆର୍ଯ୍ୟନ, ଅର୍ବାଜ, ମୁନମୁନ ଅପରାଧରେ ଜଡ଼ିତଥିବା ପ୍ରମାଣ…
Read More...

‘ଅଦ୍ୱିକା’ର ନୂତନ ଫର୍ଦ୍ଦରେ ଯୋଡ଼ିହେଲା ‘ସଖା-ବନ୍ଧୁ’

ଭୁବନେଶ୍ୱର: କିଶୋରୀ ବାଳକି ।ମାନ ଙ୍କ ସାମଗି୍ରକ ବିକାଶ ଏବଂ ବିଭିନ୍ନ ପ୍ରସଙ୍ଗ ରେ ସେମାନ ଙ୍କ ମଧ୍ୟରେ ସାମାଜିକ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ମହିଳା ଓ ଶିଶୁବିକାଶ ବିଭାଗ ପକ୍ଷରୁ ୨୦୨୦ ମସିହା ଅକେଫାବର ୧୧…
Read More...

ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ ଟୁର-ଶିମିଳିପାଳର ପାହାଡ଼ି ଖଡ଼ିଆ

ଭୁବନେଶ୍ୱର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ପ୍ରତ୍ୟେକ ରବିବାର ଦିନ ଦର୍ଶକମାନଙ୍କ ନିମନ୍ତେ ଭର୍ଚୁଆଲ୍‌ ଟୁର୍‌ର ବ୍ୟବସ୍ଥା କରାଯାଇଛି। ଦର୍ଶକମାନେ…
Read More...

ମାହାଙ୍ଗା ଡବଲମର୍ଡର, ରିପୋର୍ଟ ମାଗିଲେ କୋର୍ଟ

ମାହାଙ୍ଗା : ମାହାଙ୍ଗା ଡବଲ ମର୍ଡର ଘଟଣା ଓ ମନ୍ତ୍ରୀ ପ୍ରତାପ ଜେନା ସମ୍ପୃକ୍ତି ମାମଲା ଅଭିଯୋଗ ମାମଲାରେ ମାହାଙ୍ଗା ପୁଲିସ ଉପରେ ଅସନ୍ତୋଷ ପ୍ରକାଶ କଲେ ଜେଏମଏଫସି କୋର୍ଟ। ସାନି ତଦନ୍ତ ରିପୋର୍ଟ ମିଳିନଥିବାରୁ…
Read More...

ନିଜ ଘର ହେଉଛି ପ୍ରଥମ ସ୍ଥାନ ଯେଉଁଠାରେ ଶିଶୁର ସୁରକ୍ଷା ସୁନିଶ୍ଚିତ କରିବା ଆବଶ୍ୟକ

ଭୁବନେଶ୍ବର: ନିଜ ଘର ହେଉଛି ପ୍ରଥମ ସ୍ଥାନ ଯେଉଁଠାରେ ଶିଶୁର ସୁରକ୍ଷା ସୁନିଶ୍ଚିତ କରିବା ଆବଶ୍ୟକ। ମାତ୍ର ଅଧିକାଂଶ ସମୟରେ ପିତାମାତା ଏବଂ ଅଭିଭାବକମାନେ ଛୋଟ ଛୋଟ ଦିଗ ପ୍ରତି ଅବହେଳା କରିଥାଆନ୍ତି। ଯାହାକି…
Read More...

ଲଇଡା କଳେଜରେ ଭୋଟର ସଚେତନତା କାର୍ଯ୍ୟକ୍ରମ

ରେଙ୍ଗାଲି: ରେଙ୍ଗାଲି ବ୍ଳକର ଲଇଡା ଠାରେ ଥିବା ଦୁତିକା ସାହୁ ମହାବିଦ୍ୟାଳୟରେ ଆଜି ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅଧ୍ୟକ୍ଷ ଡ.ବସନ୍ତକୁମାର ନାଏକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ…
Read More...

ରେଙ୍ଗାଲି ଓଡିଶା ଆଦର୍ଶ ବିଦ୍ୟାଳୟ ; ହଷ୍ଟେଲ୍, ଖେଳ ପଡିଆ ଓ ବିଜ୍ଞାନ ପ୍ରୟୋଗଶାଳା ସାମଗ୍ରୀ ନାହିଁ

ରେଙ୍ଗାଲି: ସରକାର ଏବେ ବିଭିନ୍ନ ସ୍କୁଲ ର ଭିତ୍ତିଭୂମିର ବିକାଶ ପାଇଁ ରୂପାନ୍ତରିକରଣ ଯୋଜନା ହାତକୁ ନେଇଥିବା ବେଳେ ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ଠାରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ଓଡିଶା ଆଦର୍ଶ…
Read More...

ଆ-କା-ମା-ବୈ ର ସ୍ବର ଶୁଭିଲାନି ଗୋପାଳପୁର ବେଳାଭୂମିରେ, ଫିକା ପଡ଼ିଲା କାର୍ତ୍ତିକ ପୂର୍ଣ୍ଣିମା ଉତ୍ସବ

ଗୋପାଳପୁର: ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମା ପାଳନ ଅବସରରେ ଗୋପାଳପୁର ବେଳାଭୂମି ଲୋକାରଣ୍ୟ ହେବା ସହ ଆ-କା-ମା-ବୈ ସ୍ବରରେ ବେଳାଭୂମି ପ୍ରକମ୍ପିତ ହେବା ସହ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତମାନେ ସମୁଦ୍ର ରେ…
Read More...

ନ୍ୟୁଜିଲାଣ୍ଡକୁ ୭ ୱିକେଟରେ ହରାଇ ସିରିଜ ଜିତିଲା ଭାରତ

ରାଞ୍ଚି: ରାଞ୍ଚିରେ ଭାରତ-ନ୍ୟୁଜିଲାଣ୍ଡ ଟି-୨୦ର ଦ୍ବିତୀୟ ମ୍ୟାଚରେ ଭାରତ ବିଜୟୀ ହୋଇଛି। ଏହାସହିତ ଭାରତ-ନ୍ୟୁଜିଲାଣ୍ଡର ୩-୦ ସିରିଜ ମ୍ୟାଚକୁ ଭାରତ ଜିତି ନେଇଛି। ଆଜି ଦ୍ବିତୀୟ ମ୍ୟାଚରେ ଭାରତ ୭ ୱିକେଟରେ ବିଜୟୀ।…
Read More...

ଫେରାର୍ ନାବାଳିକା ୨ମାସ ପରେ ଉଦ୍ଧାର ; ଅଭିଯୁକ୍ତ ଗିରଫ ଓ କୋର୍ଟ ଚାଲାଣ

ରେଙ୍ଗାଲି: ଗତ ସେପ୍ଟେମ୍ବର ୩ତାରିଖ ଶୁକ୍ରବାର ରାତି ସାଢେ ୮ଟା ସମୟରେ ପରିବାର ଲୋକଙ୍କ ଅଜାଣତରେ ଘରୁ କୁଆଡେ ନିଖୋଜ ହୋଇଯାଇଥିବା ରେଙ୍ଗାଲି ନିକଟସ୍ଥ ଗଣେଶନଗରର ଜନୈକ ୧୪ ବର୍ଷ ବୟସ୍କା ନାବାଳିକାକୁ ପୁଳିସ…
Read More...

କାର୍ତ୍ତିକ ପୁର୍ଣ୍ଣିମାରେ ଶିବ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼

ନବରଙ୍ଗପୁର: ଆଜି କାର୍ତ୍ତିକ ପୁର୍ଣ୍ଣିମା ଏବଂ ଡଙ୍ଗା ଭସାଣି ଉତ୍ସବରେ ପ୍ରଶାସନର କଟକଣା ସତ୍ତ୍ବେ ନବରଙ୍ଗପୁର ଜିଲାର ବିଭିନ୍ନ ଶୈବ ପୀଠ ଏବଂ ଜଗନ୍ନାଥ ମନ୍ଦିରମାନଙ୍କରେ ଶ୍ରଦ୍ଧାଳୁ ଓ ହବିଷ୍ୟାଳିଙ୍କ ଭିଡ଼ ଦେଖିବାକୁ…
Read More...

ଜଳାଶୟରେ ପାରମ୍ପରିକ ରୀତିନୀତିରେ ହେଲା ବୋଇତ ବନ୍ଦାଣ

ରେଙ୍ଗାଲି: ଆଜି ପ୍ରତ୍ୟୁଷରେ ଶ୍ରଦ୍ଧାଳୁ ଏବଂ କାର୍ତ୍ତିକ ବ୍ରତଧାରୀମାନେ ଜଳାଶୟମାନଙ୍କରେ ବୁଡ ପକାଇ ପାରମ୍ପରିକ ରୀତିନୀତିରେ ବୋଇତ ବନ୍ଦାଣ କରିଥିଲେ। ଏହି ଅବସରରେ ଜଳାଶୟମାନଙ୍କରେ ପ୍ରତ୍ୟୁଷରେ ଭିଡ ଲାଗିରହିଥିଲା।…
Read More...

ବିଶ୍ୱଶାନ୍ତି ଓ ଗୀତାଜ୍ଞାନ ଯଜ୍ଞ

ସୁଆଣ୍ଡୋ: କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସତ୍ୟବାଦୀ ଅଞ୍ଚଳର ବଜାର ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ସବୁଆଡ଼େ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଏହି ଅବସରରେ ହୋମ, ଯଜ୍ଞ, ଗୀତା, ଭାଗବତ ପାଠ ସଂକିର୍ତ୍ତନ ଆଦି…
Read More...

ଐତିହାସିକ ଗଡପାଟି ଦୁର୍ଗରେ ଆରାଧ୍ୟ ଦେବୀ ଗଡପାଟିଏନଙ୍କ ବାର୍ଷିକ ପୂଜା ମହୋତ୍ସବ

ରେଙ୍ଗାଲି:ସ୍ୱାଧିନତା ସଂଗ୍ରାମର ଅନ୍ୟତମ ମୁକ ସାକ୍ଷୀ ତଥା ବୀର ସୁରେନ୍ଦ୍ର ସାଏଙ୍କ ଅଭେଦ୍ୟ ଦୁର୍ଗ ଗଡପାଟି ଜଙ୍ଗଲରେ ଥିବାଗଡପାଟି ଦୁର୍ଗ ଶିଖର ଏବଂ ପାଦ ଦେଶ ରେ ଆଜି ଅରାଧ୍ୟ ଦେବୀ ଗଡପାଟିଏନଙ୍କ ବାର୍ଷିକ ପୂଜା…
Read More...

ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଏବଂ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଏବଂ ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି। ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ପ୍ରଫେସର ବ୍ୟୋମକେଶ ତ୍ରିପାଠୀ…
Read More...

ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ବିଶ୍ୱ ଦର୍ଶନ ଦିବସ ପାଳିତ

ମଦନପୁର: ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ଜୈନ ଚେୟାର ପକ୍ଷରୁ ବିଶ୍ୱ ଦର୍ଶନ ଦିବସ ପଳିତ ହୋଇଯାଇଛି। କୁଳପତି ପ୍ରଫେସର ବ୍ୟୋମକେଶ ତ୍ରିପାଠୀଙ୍କ ଅଧ୍ୟକ୍ଷତା କରି କହିଥିଲେ ଯେ ୨୦୦୨ ମସିହାରୁ ବିଶ୍ୱଦର୍ଶନ ଦିବସ…
Read More...

ସାମ୍ପାବ୍ୟ ଲଘୁଚାପ ବର୍ଷା ଆଶଙ୍କାରେ ହରଭଙ୍ଗୀ ଡ୍ୟାମର ଗୋଟିଏ ଗେଟ ଖୋଲିଲା, ତଳି ଅଞ୍ଚଳ ଲୋକେ ଭୟଭୀତ

ମୋହନା: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୁଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଗଜପତି ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ଗଜପତି…
Read More...

ନଳକୂପ ଅଚଳ, ଝରପାଣି ଭରସାରେ ମଦୁକାବାଡ଼ ଗ୍ରାମବାସୀ

ପାତ୍ରପୁର:ଦୀର୍ଘଦିନ ହେଲା ଗ୍ରାମର ନଳକୂପ ଅଚଳ ଥିବା ଯୋଗୁଁ ମାଦୁକାବାଡ଼ ଗ୍ରାମବାସୀଙ୍କ ପାଇଁ ଏବେ ଝର ପାଣି ଭରସା ପାଲଟିଛି। ପାତ୍ରପୁର ବ୍ଳକ ଖାରିଆଗୁଡ଼ା ପଞ୍ଚାୟତରେ ମାଦୁକାବାଡ଼(ସାନଗାଁ)ଆଦିବାସୀ ଗ୍ରାମଟି…
Read More...

ଉତ୍କଳ ବିଶ୍ବବିଦ୍ୟାଳୟରେ ଜାତୀୟ ସେବା ଯୋଜନା ପକ୍ଷରୁ ଶ୍ରମଦାନ ସପ୍ତାହ ଆରମ୍ଭ

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟରେ ଜାତୀୟ ସେବା ଯୋଜନା ପକ୍ଷରୁ ଶ୍ରମଦାନ ସପ୍ତାହ ଆରମ୍ଭ ହେଇଛି। ସ୍ୱଚ୍ଛ ଭାରତ ଅଭିଯାନ ଅନ୍ତର୍ଗତ ସଫେଇ କାର୍ଯ୍ୟକ୍ରମର ସାଫଲ୍ୟ ନିମନ୍ତେ ବିଶ୍ୱବିଦ୍ୟାଳୟର ଏନଏସଏସ…
Read More...

ଶିକ୍ଷାନୁଷ୍ଠାନର ସୁନାମ କ୍ଷେତ୍ରରେ ଶିକ୍ଷକ ଓ ଅଭିଭାକଙ୍କ ଦାୟିତ୍ୱବୋଧ ଆବଶ୍ୟକ

ବଡ଼ମ୍ବା: ରାଜ୍ୟ ସରକାରଙ୍କ ୫ଟି କାର୍ଯ୍ୟକ୍ରମ ଅନ୍ତର୍ଗତ ବଡ଼ମ୍ବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ରୂପାନ୍ତିକରଣ କରାଯାଇଛି। ଶିକ୍ଷାନୁକୁଳ ସମସ୍ତ ଆଧୁନିକ ବ୍ୟବସ୍ଥା ଏହି କାର୍ଯ୍ୟକ୍ରମ ଜରିଆରେ କରାଯାଇ ସଂପୃକ୍ତ…
Read More...

ପ୍ରହସନ ପାଲଟିଛି ବେଳାଭୂମି ପ୍ରବେଶ କଟକଣା

ଗୋପାଳପୁର: ଗଞ୍ଜାମ ଜିଲାପାଳଙ୍କ ପକ୍ଷରୁ ଗଞ୍ଜାମ ଜିଲାରେ ଥିବା ଗୋପାଳପୁର, ଆର୍ଜିପଲ୍ଲି ଓ ସୁନାପୁର ବେଳାଭୂମି ସମେତ ଅନ୍ୟ ବେଳାଭୂମିକୁ ଗୁରୁବାର ଅପରାହ୍ଣ ୨ ଟାରୁ ଶୁକ୍ରବାର ଅପରାହ୍ଣ ୨ଟା ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ…
Read More...

ଅତାବିରା ବାବା ବିଶ୍ୱେଶ୍ବର ଶିବ ମନ୍ଦିରରୁ ଚୋରି

ରେଙ୍ଗାଲିକେମ୍ପ: ଅତାବିରା ବାବା ବିଶ୍ବେଶ୍ବର ଶିବ ମନ୍ଦିରରୁ ଚୋରି ଘଟଣା ସ୍ଥାନୀୟ ଅଞ୍ଚଳରେ ଚହଳ ସୃଷ୍ଟି କରିଛି। ଅତାବିରା ବ୍ଲକ ଚକୁଳି ପଞ୍ଚାୟତ ର ୫୩ ନମ୍ୱର ଜାତୀୟ ରାଜପଥ କଡ଼ରେ ରହିଥିବା ବାବା ବିଶ୍ବେଶ୍ବର ଶିବ…
Read More...

୩ଟି ବାଇକ ଚୋରି, ଥାନାରେ ମାମଲା

କଲ୍ୟାଣସିଂ ହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାରେ ୩ଟି ବାଇକ ଚୋରି ହୋଇଥିବା ନେଇ ଥାନାରେ ମାମଲା ରୁଜୁ ହୋଇଛି। ସବୁଦିନ ପରି ଗତ ରାତିରେ ଘର ସାମ୍ନାରେ ହେଚ୍‌ପି ଗ୍ୟାସ ଏଜେଣ୍ଟ ଗୁଡୁଲା ସନ୍ତୋଷ…
Read More...

ପ୍ରେସର ଦେଉଥିବାବେଳେ ଫାଟିଲା ଟ୍ରାକ୍ଟର ଚକା, ନାବାଳକ ଗୁରୁତର

ନୀଳଗିରି: ଚକାରେ ପ୍ରେସର ଦେଉଥିବା ଦୋକାନୀର ଅସାବଧାନତାରୁ ଅଘଟଣ। ଅତ୍ୟଧିକ ପ୍ରେସର ହେତୁ ଫାଟିଲା ଚକା, ପାଖରେ ଥିବା ନାବାଳକ ଗୁରୁତର। ଟ୍ରାକ୍କର ଚକା ଫାଟି ଯିବାରୁ ନାବାଳକର ହାତ ଦୁଇଟିରେ ଗଭୀର ଆଘାତ ଲାଗିଛି।…
Read More...

ମେଟାଲ ବୋଝେଇ ଟିପର ଓଲଟି ଦୁଇ ଆହତ

କଲ୍ୟାଣସିଂହପୁର : ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ପୂଜାରୀଗୁଡା ପଞ୍ଚାୟତର ଖଜୁରୀଗୁଡା ଓ ପରଡିଗୁଡା ମଝିରେ ଥିବା ଚିକିଟା ନାଳ ପାଖରେ ଭାରସାମ୍ୟ ହରାଇ ମେଟାଲ ବୋଝେଇ ଟିପର ଓଲଟି ଦୁଇ ଜଣ ଆହତ ହୋଇଛନ୍ତି। ଆଜି…
Read More...

ଖଣ୍ଡଗିରି ମହିମା ଅଲେଖ ଆଶ୍ରମର ବାର୍ଷିକ ମହୋତ୍ସବ

ଭୁବନେଶ୍ୱର: ଆଜି ଭୁବନେଶ୍ୱରସ୍ଥ ଖଣ୍ଡଗିରି ମହିମା ଅଲେଖ ଆଶ୍ରମର ବାର୍ଷିକ ଉତ୍ସବ ଆଶ୍ରମର ପ୍ରତିଷ୍ଠାତା ବ୍ରହ୍ମ ଅବଧୂତ ଜୟକୃଷ୍ଣ ବାବାଙ୍କ ଆଦେଶ ଓ ନିର୍ଦେଶ ତଥା ପରାମର୍ଶ ଅନୁସାରେ ପାଳିତ ହୋଇଯାଇଛି। ଉକ୍ତ ବାର୍ଷିକ…
Read More...

ହସ୍ପିଟାଲ ଛାତରୁ ଖସି ପଡ଼ିଲା ସ୍ଲାବ୍, ଅଳ୍ପକେ ବର୍ତ୍ତିଲେ ଡାକ୍ତର ଓ କର୍ମଚାରୀ

ଲାଞ୍ଜିଗଡ଼: ଭଙ୍ଗା ଦଦରା ତଥା ଦୀର୍ଘ ଦିନର ପୁରୁଣା କୋଠାକୁ ହସ୍ପିଟାଲ ପକ୍ଷରୁ ମରାମତି କାର୍ଯ୍ୟ ଜାରି ରହିଥିବାବେଳେ ନିୟମିତ ଭାବେ ମଧ୍ୟ ରୋଗୀ ଦେଖା ଚାଲିଥିଲା। ଆଜି ହସ୍ପିଟାଲରେ ରୋଗୀ ଦେଖା ଚାଲିଥିବାବେଳେ…
Read More...

ପୁଲିସମାନେ ନିଜର କର୍ତ୍ତବ୍ୟ ପ୍ରତି ପ୍ରତିବଦ୍ଧତା ପ୍ରଦର୍ଶନ ପୂର୍ବକ ସମାଜର କଲ୍ୟାଣ ପାଇଁ କାର୍ଯ୍ୟ କରିବା ଦରକାର :…

ଭୁବନେଶ୍ବର: ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମୀରେ ପଞ୍ଚମ ଡିଏସପି ପ୍ରୋବେସନର ଓ ଏସଆଇଙ୍କ ଦଶମ ବ୍ୟାଚର ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଯୋଗଦେଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ…
Read More...

ସମାନ କାମକୁ ସମାନ ଦରମା ଦାବି, ଗ୍ରାମୀଣ ଜଳ ଯୋଗାଣ କର୍ମଚାରୀ ସଂଘର ବିଡ଼ିଓଙ୍କୁ ସ୍ମାରକପତ୍ର ପ୍ରଦାନ

ରାମନାଗୁଡା: ରାୟଗଡ଼ା ଜିଲା ରାମନାଗୁଡା ବ୍ଲକ ଏସଇଏମ ଏବଂ ଗ୍ରାମୀଣ ଜଳ ଯୋଗାଣ କର୍ମଚାରୀ ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ରାମନାଗୁଡା ବିଡ଼ିଓ ବେଣୁଧର ଶବରଙ୍କୁ ସ୍ମାରକପତ୍ର ପତ୍ର ପ୍ରଦାନ କରାଯାଇଛି। ଏସଇଏମ ପଦ…
Read More...

ଓଡ଼ିଶାର ପ୍ରଗତିରେ ଶିଳ୍ପୋଦ୍ୟୋଗୀଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର: ଓଡ଼ିଶାର ପ୍ରଗତିରେ ଶିଳ୍ପୋଦ୍ୟୋଗୀଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ। ଗୋଟିଏ ସ୍ଥାନରେ ଉଭୟ ଛୋଟ ଓ ବଡ଼ ଉଦ୍ୟୋଗୀଙ୍କୁ ଏକାଠି କରିବା ଓ ରାଜ୍ୟରେ ଶିଳ୍ପ ପାଇଁ ଏକ ପ୍ରଗତୀଶୀଳ ବାତାବରଣ ସୃଷ୍ଟି କରିବାକୁ ରାଜ୍ୟ…
Read More...

ଆଇପିଏସ ସ୍ତରରେ ଅଦଳବଦଳ, ସୁଧାଂଶୁ ଷଡ଼ଙ୍ଗୀଙ୍କୁ ରେଳବାଇ ଓ ଉପକୂଳ ସୁରକ୍ଷା ବିଭାଗର ଅତିରିକ୍ତ ଡିଜି

ଭୁବନେଶ୍ବର: ଆଇପିଏସ ସ୍ତରରେ ଅଦଳବଦଳ। ଆଇପିଏସ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର। ବିନାୟକ ଝା ହେଲେ ଗୃହ ବିଭାଗ ଓଏସଡି। ସୁଧାଂଶୁ ଷଡ଼ଙ୍ଗି ହେଲେ ଏଡିଜି ରେଲୱେ ଆଣ୍ଡ କୋଷ୍ଟାଲ ସିକ୍ୟୁରିଟି। ପ୍ରାଣବିନ୍ଦୁ…
Read More...

ମାଆ ନାହିଁ କି ବାପା ନା; ଭଗବାନ ଭରସାରେ ୩ ନିଃସହାୟ ଅନାଥ ଶିଶୁ ସନ୍ତାନ

ରେଙ୍ଗାଲି: ମାଆ ଉଲ୍ଲାସ ଓରାମ ଗତ ୪ ବର୍ଷ ହେଲା ଇହଧାମ ଛାଡି ଆରପାରିକୁ ଚାଲିଗଲେ। ବାପା ସଞ୍ଜୀବ ଓରାମ ଗତ ୧୧ ତାରିଖରେ ୩ ଶିଶୁ ସନ୍ତାନଙ୍କୁ ଛାଡି ଆରପାରିକୁ ଚାଲିଗଲେ। ପ୍ରଥମେ ମାଆଙ୍କ ପରଲୋକ ହେବାପରେ ୩ ମାଆ…
Read More...

ଗ୍ରାମାଞ୍ଚଳରେ ସର୍ପାଘାତ ସମସ୍ୟା ଦୂର ପାଇଁ ଜନସଚେତନତା ଜରୁରୀ: କୁଳପତି

ଭୁବନେଶ୍ବର : ସର୍ପାଘାତ ଏକ ରାଜ୍ୟଭିତ୍ତିକ ଦୈବିପାକ ଭାବେ ଆମ ରାଜ୍ୟରେ ଜଣା। ଗ୍ରାମାଞ୍ଚଳର ଲୋକମାନେ ବିଶେଷ ଭାବେ ଚାଷୀ ଏବଂ ଶିଶୁମାନେ ସର୍ପଦଂଶନର ଶିକାର ହୋଇଥାନ୍ତି। ସବିଶେଷ ଜ୍ଞାନର ଅଭାବ ଏବଂ କିଛି ଅନ୍ଧ…
Read More...

‘ସମାଜ’ ଭୁବନେଶ୍ବର ଶାଖା କାର୍ଯ୍ୟାଳୟରେ ଲାଲା ଲଜପତ ରାୟଙ୍କ ବଳିଦାନ ଦିବସ ପାଳିତ

ଭୁବନେଶ୍ବର: ପଞ୍ଜାବ କେଶରୀ ଲାଲା ଲଜପତ ରାୟଙ୍କ ୯୩ତମ ବଳିଦାନ ଦିବସ ‘ସମାଜ’ ଭୁବନେଶ୍ବର ଶାଖା କାର୍ଯ୍ୟାଳୟ ପାଳିତ ହୋଇଯାଇଛି। ‘ସମାଜ’ ଭୁବନେଶ୍ବର ଶାଖା କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ…
Read More...

ବୋଲେରୋ ନେଇ ପଳାଉଥିବା ଯୁବକକୁ କାବୁ କରି ପୁଲିସର ଜିମା ଦେଲେ ଲୋକେ

ପିପିଲି:ପିପିଲି ଟୋଲ୍‍ଗେଟ୍‍ ଠାରୁ ଏକ ବୋଲେରୋ ନେଇ ପଳାଉଥିବା ଜଣେ ଯୁବକକୁ ସୋମବାର ସକାଳେ ଲୋକେ କାବୁ କରି ପିପିଲି ପୁଲିସର ଜିମା ଦେଇଛନ୍ତି। ପୁଲିସ ଉକ୍ତ ଯୁବକକୁ ଥାନାରେ ଅଟକ ରଖିଥିବା ବେଳେ ସେ ଜଣକ ମାନସିକ…
Read More...

କରୋନା ଆକୃତିର କାକୁଡି ଦେଖିବାକୁ ଭିଡ

ନବରଙ୍ଗପୁର: ଡାବୁଗାଁ ବ୍ଲକ ଅନ୍ତର୍ଗତ ସରାଗୁଡା ଗ୍ରାମରେ ଏକ ବିରଳ ଓ ଅଦ୍ଭୁତ ପ୍ରକାରର ମହାମାରୀ କରୋନା ଭୂତାଣୁ ଆକୃତିର କାକୁଡି ଦେଖିବାକୁ ମିଳିଛି। ଝରିଗୁଡା ଗ୍ରାମର ରବିକିରଣ ନାଗ ସରାଗୁଡାକୁ ଯାଇଥିବାବେଳେ…
Read More...

ସାଇନିଂ କ୍ୟାଲେଣ୍ଡର୍ ରିଲିଜ୍ ପାଇଁ ଅଡ଼ିସନ୍

ଭୁବନେଶ୍ୱର : ରାଜ୍ୟର ଅଗ୍ରଣୀ ଇଭେଣ୍ଟ ସଂସ୍ଥା ସାଇନିଂ ଗ୍ରୁପ୍ ଅଫ୍ କମ୍ପାନୀ, ଉତ୍କଳ କନିକା ଗ୍ୟାଲେରିଆ ମଲ୍ ଓ ଗ୍ଲାମ୍ ସାଇନ୍ ଟ୍ୟଲେଣ୍ଟ ମ୍ୟାନେଜ୍ମେଣ୍ଟର ମିଳିତ ସହଯୋଗରେ ଗତବର୍ଷ ଭଳି ଚଳିତ ବର୍ଷ ବଛା ବଛା ମଡ଼େଲ୍…
Read More...

ଏଣିକି ରାତିରେ ବି ହୋଇପାରିବ ଶବ ବ୍ୟବଚ୍ଛେଦ

ନୂଆଦିଲ୍ଲୀ: ଶବ ବ୍ୟବଚ୍ଛେଦ ନିୟମାବଳୀରେ ସଂଶୋଧନ କଲା କେନ୍ଦ୍ର। ରାତିଦିନ ଯେ କୌଣସି ସମୟରେ ହୋଇପାରିବ ଶବ ବ୍ୟବଚ୍ଛେଦ। ଟୁଇଟ କରି ଜଣାଇଲେ କେନ୍ଦ୍ର ମନ୍ତ୍ରୀ ମନସୁଖ ମାଣ୍ଡଭୀୟ। ବ୍ରିଟିଶ ଅମଳର ପୁରୁଣା ବ୍ୟବସ୍ଥା…
Read More...

ନଦୀ ପାର ପାଇଁ ବିଦ୍ୟୁତ ଖୁଣ୍ଟ ପାଲୋଟିଛି ସାହାରା

ପାତ୍ରପୁର ପାତ୍ରପୁର ବ୍ଳକ ଆନ୍ଧ୍ରପ୍ରଦେଶ ସୀମାରେ ଥିବା ଦୁଇ ଆଦିବାସୀ ପଞ୍ଚାୟତର ବିଭିନ୍ନ ଗ୍ରାମର ଲୋକମାନଙ୍କୁ କଳିଙ୍ଗ ଦଳା ନଦୀରେ ପାଣି ଆସିବାପରେ ବିଦ୍ୟୁତ ଖୁଣ୍ଟରେ ପାରହୋଇ ଯିବାକୁ ପଡୁଛି। ଆଗକୁ ପୁଣି…
Read More...

ମୃତ ସାମ୍ବାଦିକଙ୍କ ପରିବାରକୁ ମିଳିଲା ୪ଲକ୍ଷ ଟଙ୍କାର ମୃତ୍ୟୁ ବୀମା ରାଶି

ନବରଙ୍ଗପୁର:ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକର ପୂର୍ବତନ ସାମ୍ବାଦିକ ଏ ଜଗଦୀଶ ରାଓଙ୍କ ଗତ ୨୦୧୪ମସିହା ରେ ହୃଦଘାତରେ ମୃତ୍ୟୁ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କର ୪୩ବର୍ଷ ହୋଇଥିଲା। ତାଙ୍କ ମୃତ୍ୟୁ ପରେ ଅସହାୟ…
Read More...

ଲଘୁଚାପ ବର୍ଷା ଯୋଗୁଁ ଘର ଭାଙ୍ଗିଲା ଘର, ତାରପଲିନ ଖଣ୍ଡେ ଦେଇ ଚୁପ ରହିଲା ପ୍ରଶାସନ

ଗୋପାଳପୁର: ଗତ ଦୁଇଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ମନ୍ତ୍ରୀଡି ପଞ୍ଚାୟତ ଅନ୍ତର୍ଗତ ବୟାଳି ଗ୍ରାମରେ ଏକ କଚା ଘର ଭାଙ୍ଗି ଯାଇଥିଲା। ଫଳରେ ଉକ୍ତ ଘରେ ରହୁଥିବା ସ୍ବାମୀ ପରିତ୍ୟକ୍ତା ମହିଳା ଜଣଙ୍କ…
Read More...

ଟି-୨୦ ବିଶ୍ବକପ: ଫାଇନାଲରେ ନ୍ୟୁଜିଲାଣ୍ଡକୁ ୮ୱିକେଟରେ ହରାଇ ଅଷ୍ଟ୍ରେଲିଆ ଚାମ୍ପିଅନ

ଦୁବାଇ: ଅଷ୍ଟ୍ରେଲିଆ ଟି-୨୦ ବିଶ୍ବକପ ଚାମ୍ପିଅନ। ଫାଇନାଲରେ ନ୍ୟୁଜିଲାଣ୍ଡକୁ ୮ୱିକେଟରେ ହରାଇ ଚାମ୍ପିଅନ। ମାର୍ଶ ଓ ୱାର୍ଣ୍ଣରଙ୍କ ବିସ୍ଫୋରକ ବ୍ୟାଟିଂରେ ନ୍ୟୁଜିଲାଣ୍ଡ ନିରାଶ। ଟି-୨୦ ଫର୍ମାଟରେ ପ୍ରଥମଥର ପାଇଁ…
Read More...

ଜନାବ ହବିବୁଲ୍ଲା ଖାନ ମେମୋରିଆଲ ଆନ୍ତଃରାଜ୍ୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ଦାମନଯୋଡି ଦଳ ବିଜୟୀ

ନବରଙ୍ଗ ପୁର :ଜିଲା କ୍ରୀଡ଼ା ସଂଘ ଏବଂ ରାଜୀବ ଗାନ୍ଧୀ କ୍ଲବ ଆନୁକୂଲ୍ୟରେ ତାରାଗାଁ ଫୁଟବଲ ପଡିଆ ଠାରେ ସ୍ବର୍ଗତ ଜନାବ ହବିବୁଲ୍ଲା ଖାନ ଆନ୍ତଃ ରାଜ୍ୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲର ଏକ ସଂଘର୍ଷପୂର୍ଣ୍ଣ ଖେଳରେ…
Read More...

ଉଚ୍ଚଶିକ୍ଷା ବିଭାଗ ପ୍ରଚଳନ କରିବ ନୈତିକ ଓ ମୂଲ୍ୟବୋଧ ଭିତ୍ତିକ ପାଠ୍ୟକ୍ରମ:ଡ.ଅରୁଣ ସାହୁ

ଭୁବନେଶ୍ବର: ସମ୍ପତି ଛାତ୍ରଛାତ୍ରୀମାନେ ବିଷୟ କେନ୍ଦ୍ରୀକ ହେଉଛନ୍ତି। ସେମାନେ ପଢୁଥିବା ବିଷୟରେ ଉତ୍କର୍ଷ ହାସଲ ପାଇଁ ପ୍ରୟାସ ଜାରି ରଖିଛନ୍ତି ଏବଂ ସେଥିରେ ସଫଳ ମଧ୍ୟ ହେଉଛନ୍ତି। ତେବେ ଅନ୍ୟାନ୍ୟ ବିଷୟରେ ଜ୍ଞାନ…
Read More...

ଟି-୨୦ ବିଶ୍ୱକପ୍‌ ଫାଇନାଲ୍‌: ଅଷ୍ଟ୍ରେଲିଆ ଆଗରେ ୧୭୩ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ନ୍ୟୁଜିଲାଣ୍ଡ

ଦୁବାଇ: ଟି-୨୦ ବିଶ୍ବକପ ଫାଇନାଲରେ ନ୍ୟୁଜିଲାଣ୍ଡ ଅଷ୍ଟ୍ରେଲିଆ ଟକ୍କର। ଅଧିନାୟକ ୱିଲିୟମସନଙ୍କ ୮୫ରନ ବଳରେ ନ୍ୟୁଜିଲାଣ୍ଡ ୧୭୨/୪। ଅଷ୍ଟ୍ରେଲିଆ ପାଇଁ କଷ୍ଟସାଧ୍ୟ ବିଜୟ ଲକ୍ଷ୍ୟ ୧୭୩ରନ। ଷ୍ଟାର୍କ ବ୍ୟୟବହୁଳ…
Read More...

ପିପିଲିରେ ରକ୍ତଦାନ ଶିବିର

ପିପିଲି:ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜୟନ୍ତୀ ଅବସରରେ ଆମିତି ଇଣ୍ଡିଆ ଚାରିଟେବୁଲ ଟ୍ରଷ୍ଟ ଓ ପିପିଲିର ସଚେତନ ନାଗରିକ ମଞ୍ଚର ମିଳିତ ଉଦ୍ୟମରେ ସ୍ଥାନୀୟ ପୌର ଅତିଥି ଭବନ ଠାରେ ରବିବାର…
Read More...

ଏକାମ୍ର ହାଟରେ ମୁକ୍ତ ପାଠାଗାର ଉନ୍ମୋଚିତ

ଭୁବନେଶ୍ୱର: ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅଧୀନକୁ ଆସିବା ପରେ ନୂଆ ରୂପରେ ଏକାମ୍ରହାଟ ବର୍ତ୍ତମାନ ଭୁବନେଶ୍ୱରରେ ଏକ ଆକର୍ଷଣୀୟ କେନ୍ଦ୍ରରେ ପରିଣତ ହୋଇଛି। ଓଡିଶାର ଐତିହ୍ୟ, ପରମ୍ପରା ଓ ସଂସ୍କୃତିର…
Read More...

ଶିକ୍ଷା ହେଉଛି ରୂପାନ୍ତରର ପ୍ରଥମ ପାହାଚ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ଚାଲିଛି ସ୍କୁଲ ରୂପାନ୍ତର ପର୍ବ। ୫-ଟି ସ୍କୁଲ ଟ୍ରାନ୍ସଫର୍ମେସନ କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୩୦ଟି ଜିଲାର ୧୦୭୫ଟି ରୂପାନ୍ତରିତ ସ୍କୁଲର ଲୋକାର୍ପଣ ଚାଲିଛି। ସାତ ଦିନର ଏହି…
Read More...

ସୁସ୍ଥ, ସୁନ୍ଦର ଏବଂ ସ୍ବଚ୍ଛ ପରିବେଶରେ ଶିଶୁ ମାନଙ୍କୁ ଶିକ୍ଷା ପ୍ରଦାନ ଆମର ଲକ୍ଷ୍ୟ:ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ

ଭୁବନେଶ୍ବର: ପ୍ରତ୍ୟେକ ଶିଶୁ ଆମ ପାଇଁ ଅମୂଲ୍ୟ। ସେମାନଙ୍କ ଶୈଶବର ପୂର୍ଣ୍ଣ ବିକାଶ ପାଇଁ ଆବଶ୍ୟକ ଉପଯୁକ୍ତ ପୋଷଣ, ଗୁଣାତ୍ମକ ଶିକ୍ଷା, ଶାରୀରିକ ମାନସିକ ତଥା ମେଧା ଶକ୍ତିର ବିକାଶ ପାଇଁ ରାଜ୍ୟ ସରକାର ଅନେକ ଯୋଜନା…
Read More...

ଶୃଙ୍ଖଳିତ ଜୀବନଧାରା ଛାତ୍ରଛାତ୍ରୀଙ୍କୁ ଆଣିଦେଇପାରିବ ସଫଳତା

କଲ୍ୟାଣ ସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ଅନ୍ତର୍ଗତ ଦେବଗିରି ଶୈବପୀଠନିକଟରେ ନୂତନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅତିରିକ୍ତ ଗୃହ ସମାରୋହ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ବିଜୁ…
Read More...

୬୪୭ ଲିଟର ଦେଶୀ ମଦ ଜବତ, ୨ ଜଣ ଗିରଫ

ବେଗୁନିଆ:ବେଗୁନିଆ ଥାନା ଅଞ୍ଚଳରେ ମାଦକ ଦ୍ରବ୍ୟର କାରବାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ନାମୀ ଦାମୀ ବିଦେଶୀ କମ୍ପାନୀ ନାମରେ ନକଲି ମଦ ବିକ୍ରି ହେଉଛି । ଏପରିକି ଗାଁ ଗାଁ ରେ ଦେଶୀ ମଦ ପ୍ରସ୍ତୁତ କରାଯାଇ…
Read More...

ବିଦେଶୀ ମଦ ଦୋକାନ ଉପରେ ଚଢାଉ: ୧୨୭ ଲିଟର ମଦ ଜବତ, ୨ ଗିରଫ

ଝୁମ୍ପୁରା: ଝୁମ୍ପୁରା ବ୍ଲକର ଉଖୁଣ୍ଡା ଠାରେ ରହିଥିବା ବିଦେଶୀ ମଦ ଦୋକାନ ଏବଂ ବଜାରେ ରହିଥିବା ବିଭିନ୍ନ ହୋଟେଲରେ ନକଲି ବିଦେଶୀ ମଦ କାରବାର ହେଉଥିବା ସମ୍ପର୍କରେ ସମ୍ବଲପୁରସ୍ଥିତ ଉତ୍ତରାଞ୍ଚଳ ଡେପୁଟି କମିଶର ପାଖରେ…
Read More...

ମମିତା ମେହେର ହତ୍ୟାକାଣ୍ଡ ମାମଲା, ଏଫଆଇଆର କପି ପ୍ରଦାନ କରିବାରେ ବିଳମ୍ବ କରିନି ପୁଲିସ

https://youtu.be/fRrLxFEWS0w ସମ୍ବଲପୁର: ରାଜ୍ୟର ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡରେ କୋର୍ଟକୁ ଏଫଆଇଆର କପି ପ୍ରଦାନ କରିବାରେ ପୁଲିସ ବିଳମ୍ବ କରିନାହିଁ। ସମ୍ବଲପୁରସ୍ଥିତ ଉତ୍ତରାଞ୍ଚଳ ଡିଆଇଜି…
Read More...

କବୟତ୍ରୀ ରେଣୁବାଳାଙ୍କ ‘ପୂଜା ଫୁଲ’ ଉନ୍ମୋଚନ, ସୁରେଶ ମହାପାତ୍ର ପାଇଲେ ଭାଗୀରଥି ସମ୍ମାନ

ନବରଙ୍ଗପୁର: ଓଡିଶା ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ ଓ ଭାଗୀରଥି ସ୍ମୃତି ସଂସଦ ସହଯୋଗରେ ସ୍ଥାନୀୟ ରାଜା ଚୈତନ୍ୟ ଦେବ ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ସାହିତ୍ୟିକ ଭାଗୀରଥି ପାତ୍ରଙ୍କ ୮୩ ତମ ଜୟନ୍ତୀ…
Read More...

ପାରିଶ୍ରମିକ ନ ପାଇବାରୁ ଦାଦନ ମୁହାଁ ଶ୍ରମିକ

ଦେଓଗାଁ: ଦାଦନ ରୋକି ଶ୍ରମିକଙ୍କୁ କାମ ଯୋଗାଇ ଦେବାକୁ କେନ୍ଦ୍ର ସରକାର ୨୦୦୫ ମସିହାରେ ମନରେଗା ଯୋଜନା ପ୍ରଣୟନ କରିଥିଲେ। କିନ୍ତୁ ଏ ଯୋଜନାରେ କାମ କରିଥିବା ଶ୍ରମିକଙ୍କୁ ପାରିଶ୍ରମିକ ଦେବାରେ ସରକାର ଆରମ୍ଭ କରିଛନ୍ତି…
Read More...

ଲଘୁଚାପ ଜନିତ ବର୍ଷା, ଜମିରେ ଜମିରହିଛି ପାଣି

ଗଞ୍ଜାମ:ଗଞ୍ଜାମ ବ୍ଲକ ସମେତ ଗଞ୍ଜାମ ଓ ରମ୍ଭା ବିଜ୍ଞାପିତ ଅଞ୍ଚଳ ପରିଷଦର ବିଭିନ୍ନ ସ୍ଥାନରେ ଲଘୁଚାପ ଜନିତ ବର୍ଷା ଲାଗି ରହିଥିବାରୁ ଲୋକମାନେ ନାହଁ ନଥିବା ଅସୁବିଧାର ସମ୍ମୁଖୀନ ହେଇଛନ୍ତି। ଅନ୍ୟପଟେ ଏହି ବର୍ଷା ଫଳରେ…
Read More...

ପାଚିଲା ଧାନ ଅମଳ ବେଳକୁ ଦାଉ ସାଜିଲା ଅଦିନିଆ ବର୍ଷା, ମାଟିରେ ଲୋଟୁଛି ସୁନାର ଫସଲ

ଆରଡି: ଆଉ ଦିନ କେଇଟାରେ ଚାଷୀ ତାର ବର୍ଷକର ଅମଳ ପାଚିଲା ଧାନ କ୍ଷେତରୁ କାଟି ଘରକୁ ଆଣିଥାନ୍ତା। ହେଲେ କ୍ଷେତରେ ପାଚିଲା ଧାନ ଅମଳ ବେଳକୁ ଦାଉ ସାଜିଲା ଅଦିନିଆ ବର୍ଷା। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲା…
Read More...

ଜିଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ମେଗା ଆଇନ ସେବା ଶିବିର

ନବରଙ୍ଗପୁର: ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ, ଜିଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଓ ଜିଲା ପ୍ରଶାସନ, ନବରଙ୍ଗପୁରର ମିଳିତ ଆନୁକୁଲ୍ୟରେ ଆଜି ‘ଶିଶୁମାନଙ୍କ ନିମନ୍ତେ ଶିଶୁପୋଯୋଗୀ ଆଇନ ଏବଂ ସେମାନଙ୍କ…
Read More...

ଲଘୁଚାପ ବର୍ଷା ଉଜାଡି ଦେଲା ଫସଲ

ସୁଆଣ୍ଡୋ: ଆଉ ମାସକ ପରେ ଚାଷୀ ଅମଳ କରିଥାନ୍ତା ଧାନ ଫସଲ। ସେହିପରି କୋବି, ବିନସ୍, ଆଳୁ, ଝୁଡଙ୍ଗ, କାକୁଡ଼ି, ଜହ୍ନି କୋଶଳା ଶାଗ, ଧନିଆ ଆଦି ଅର୍ଥକାରୀ ଫସଲ। ତେବେ ଦଇବ ସହିଲା ନାହିଁ। ପୁରୀ ଜିଲା ସତ୍ୟବାଦୀ ଅଞ୍ଚଳରେ…
Read More...

ଯୁବକଙ୍କ ଉନ୍ମତ୍ତ କାଣ୍ଡରେ ଫେରିବାଲାଙ୍କ ମୃତ୍ୟୁ

ଗୁଣୁପୁର : ଗତକାଲି ବିଳମ୍ବିତ ସନ୍ଧ୍ୟାରେ ଦୁର୍ଗମ ପୁଟାସିଂ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟି ଜଣେ ଫେରି ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ଲବାଗ୍ରାମର ମନୋରଞ୍ଜନ ସେନାପତି ନାମକ ଜଣେ ଫେରି ବ୍ୟବସାୟୀ…
Read More...

ଚୌଦ୍ୱାରରେ ଓଡ଼ିଶା ବନ୍ଦ ଶାନ୍ତିପୂର୍ଣ୍ଣ

ଚୌଦ୍ୱାର:ମମିତା ମେହେର ହତ୍ୟା ଘଟଣାରେ ମନ୍ତ୍ରୀ ଦିବ୍ୟ ଶଙ୍କର ପଣ୍ଡା ସମ୍ପୃକ୍ତ ଥିବା ଅଭିଯୋଗ କରି ତାଙ୍କ ଇସ୍ତଫା ଦାବିରେ କଂଗ୍ରେସ ତରଫରୁ ଦିଆ ଯାଇଥିବା ୬ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଚୌଦ୍ୱାରରେ ଶାନ୍ତିପୂର୍ଣ୍ଣ…
Read More...

ଶିଶୁ ପୁତ୍ରକୁ ହତ୍ୟା: ମା’, ପୁଅ ଗିରଫ

ଜଗତସିଂହପୁର: ବିରିଡ଼ି ଶଙ୍କରପୁରରେ ଶିଶୁପୁତ୍ରକୁ ହତ୍ୟା ଘଟଣା। ହତ୍ୟା ଅଭିଯୁକ୍ତ ନାବାଳକ ଓ ତାର ମା’କୁ ଗିରଫ କଲା ପୁଲିସ। କାର୍ତ୍ତିକେଶ୍ବର ପୂଜାବେଳେ ବାଉଁଶନେଲାବେଳେ ବାଉଁଶବାଜି ମୃତ୍ୟୁ ହୋଇଥିବା ଅଭିଯୁକ୍ତ…
Read More...

ପୁରୀ ଜିଲାପାଳ ଓ ଏସପିଙ୍କୁ ନୋଟିସ ଜାରି କଲେ ରାଜ୍ୟ ମାନବାଧିକାର କମିଶନ

ଭୁବନେଶ୍ବର: ବ୍ରହ୍ମଗିରି ନାଥପୁରରେ ବୋମା ପକାଇ ୩୦ରୁ ଅଧିକ ଘର ଜାଳିଦେବା ଘଟଣାରେ ପୁରୀ ଜିଲାପାଳ, ଏସପିଙ୍କୁ ରାଜ୍ୟ ମାନବାଧିକାର କମିଶନ ପକ୍ଷରୁ ନୋଟିସ ଜାରି କରାଯାଇଛି। ପୀଡ଼ିତ ପରିବାରଙ୍କୁ ସୁରକ୍ଷା ଏବଂ…
Read More...

କୁଖ୍ୟାତ ମାଓନେତା ପ୍ରଶାନ୍ତ ବୋଷ ଗିରଫ

ଭୁବନେଶ୍ବର: କୁଖ୍ୟାତ ମାଓନେତା ପ୍ରଶାନ୍ତ ବୋଷ ଓରଫ କିଶନ ଦା’ ଗିରଫ। ୭୫ ବର୍ଷିୟ କିଶନ ଦା’ ଏବଂ ତାଙ୍କ ପତ୍ନୀଙ୍କୁ ଗିରଫ କଲା ଝାଡ଼ଖଣ୍ଡ ପୁଲିସ। ସିପିଆଇ ମାଓବାଦୀ ପଲିଟିବ୍ୟୁରୋ ମେମ୍ବର ଥିଲେ କିଶନ ଦା’। କିଶନ…
Read More...

ସୁନ୍ଦରେଶ୍ୱର ମନ୍ଦିର ହୁଣ୍ଡୀ ଭାଙ୍ଗି ଲକ୍ଷାଧିକ ଲୁଟ

ଚିକିଟି: କେ.ନୂଆଗାଁ ଥାନା ଅଞ୍ଚଳରେ ଲୁଟେରାଙ୍କ ପ୍ରାଦୁର୍ଭାବ ବଢିଚାଲିଛି। ଏମିତିକି ମନ୍ଦିରରୁ ଲୁଟ କରିବାରେ ଲୁଟେରାଙ୍କ ସାମାନ୍ୟତମ ଅନୁଶୋଚନା ପରିଲକ୍ଷିତ ହେଉନାହିଁ। ଏହି ଅଞ୍ଚଳର ବଗଳାମୁଖୀ, ବାରାହୀ, ଧନ୍ୟରlସି…
Read More...

ପାରିବାରିକ କଳହରୁ ଆତ୍ମହତ୍ୟା

ଧାମରା: ଧାମରା ନିକଟସ୍ଥ କରଞ୍ଜମାଳ ଗ୍ରାମରେ ଜଣେ ଯୁବକ ଫାଶି ଦେଇ ଆତ୍ମହତ୍ୟା କରିଥିବା ଜଣାଯାଇଛି। ଖବରରୁ ପ୍ରକାଶ କରଞ୍ଜମାଳ ଗ୍ରାମର ମହେଶ୍ୱର ବାରିକ(୩୨) ନିଜ ଘରେ ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ। ଏ ନେଇ…
Read More...

ସୁଇଟ ଛାତ୍ରୀଙ୍କୁ ପ୍ରଫେସରଙ୍କ ଦୁର୍ବ୍ୟବହାର ପ୍ରସଙ୍ଗ, ୧୦ ଦିନ ତଳେ ଘଟିଥିଲା ଘଟଣା ଚପାଇ ରଖିଛନ୍ତି କର୍ତ୍ତୃପକ୍ଷ

ବୁର୍ଲା: ସମ୍ବଲପୁର ୟୁନିଭର୍ସିଟି ଇନ୍‌ଷ୍ଟିଚ୍ୟୁଟ ଅଫ ଇନଫର୍ମେସନ ଟେକ୍ନୋଲୋଜି(ସୁଇଟ୍)ମହାବିଦ୍ୟାଳୟ ପୁଣି ଚର୍ଚ୍ଚା ପରିସର ଭୁକ୍ତ ହୋଇଛି। ଏଠାକାର ଛାତ୍ରୀଙ୍କୁ ଜଣେ ପ୍ରଫେସର ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବାବେଳେ…
Read More...

ପାଇକ ସଂଗ୍ରାମର ମୁଖ୍ୟ କର୍ଣ୍ଣଧାର ଥିଲେ ଜୟୀ ରାଜଗୁର

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ ଓ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ମିଳିତ ଆନୁକୂଲ୍ୟରେ ଦେଶର ପ୍ରଥମ ଶହୀଦ ଜୟୀ ରାଜଗୁରୁଙ୍କ ୨୮୨ତମ ଜୟନ୍ତୀରେ ଏଜି ଛକ ନିକଟରେ ଥିବା…
Read More...