ଜଳ ସେଚନ ଯୋଗାଇବାକୁ ଜିଲାପାଳଙ୍କ ନିକଟରେ ଦାବି

କଲମପୁର: ଆଉ କିଛି ଦିନ ପରେ ବନ୍ଦ ହେବ ଖରିଫ ଜଳ ସେଚନ। ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲର ମରାମତି ପାଇଁ ଜଳ ସେଚନକୁ ବାତିଲ ପାଇଁ ଘୋଷଣା କରାଯାଇଥିବା ବେଳେ ବର୍ଷା ଅଭାବ କାରଣରୁ ଇନ୍ଦ୍ରାବତୀ ଜଳ ଭଣ୍ଡାରର ଜଳସ୍ତର…
Read More...

ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧିଙ୍କ ତିରୋଧାନ ଦିବସ

ରେଙ୍ଗାଲି: ରେଙ୍ଗାଲି ବ୍ଳକର ଲଇଡା ଠାରେ ଥିବା ପୂଜ୍ୟପୂଜା ସଂସଦ ପକ୍ଷରୁ ପୂର୍ବତନ ପ୍ରଧାନ ମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ତିରୋଧାନ ଦିବସ ପାଳିତ ହୋଇଯାଇଛି। ସଂସଦର ସଭାପତି ସରୋଜ ପୂଜାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ…
Read More...

‘ମୃତ୍ୟୁ ପୂର୍ବରୁ ଅଙ୍ଗଦାନ ଅନ୍ୟକୁ ବଞ୍ଚିବାର ସୁଯୋଗ ଦେବ’

ପୁରୀ: ମୃତ୍ୟୁ ପୂର୍ବରୁ ଅଙ୍ଗଦାନ ଅନ୍ୟକୁ ବଞ୍ଚିବାର ସୁଯୋଗ ଦେବ। ଶରୀର ଓ ଅଙ୍ଗଦାନ କ୍ଷେତ୍ରରେ ଓଡ଼ିଶା ଅନ୍ୟ ରାଜ୍ୟ ପାଇଁ ଉଦାହରଣ ସୃଷ୍ଟି କରିଛି। ଶରୀରର ମୂଲ୍ୟବାନ ଅଙ୍ଗଗୁଡ଼ିକ ପୋଡ଼ି ପାଉଁଶ ହେବା ପୂର୍ବରୁ…
Read More...

ପ୍ରକାଶ ପାଇଲା ଏନଇଇଟି ପ୍ରବେଶିକା ପରୀକ୍ଷାଫଳ; ସର୍ବାଧିକ ନମ୍ବର ରଖିଥିବା ୩ ଜଣଙ୍କ ମଧ୍ୟରେ ୨ ପୁଅ ଓ ଜଣେ ଝିଅ

ନୂଆଦିଲ୍ଲୀ: ଦେଶରେ ଏମ୍‌ବିଏସ ପାଠ୍ୟକ୍ରମରେ ନାମଲେଖାଇବାକୁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ) ଦ୍ବାରା ପରିଚାଳିତ ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା(ଏନଇଇଟି), ୨୦୨୧ ପରୀକ୍ଷାଫଳ ସୋମବାର ରାତିରେ ପ୍ରକାଶ…
Read More...

ଚୋରି ସାମଗ୍ରୀ ଉଦ୍ଧାର, ୩ ଗିରଫ

ଗଞ୍ଜାମ: ରମ୍ଭା ଥାନା ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ଚୋରି କରଥିବା ଏକ ଚୋର ଦଳକୁ ପୁଲିସ ଧରିବାରେ ସଫଳ ହୋଇଛି। ଥାନା ଅଧିକାରୀ ଦୀପ୍ତି ରଞ୍ଜନ ବେହେରାଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇ ତିନି ଜଣ ଚୋରଙ୍କ ଓ ଚୋରିରସୁନା…
Read More...

ରାଜ୍ୟ ସ୍ତରୀୟ ଜୁଡୋ ଉଦଯାପିତ, କିଟ-କିସ କ୍ୟାଡେଟ ଚମ୍ପିୟାନ

ଟିଟିଲାଗଡ଼: ଭାରତୀୟ ଜୁଡୋ ଫେଡେରେସନ ତଥା ଓଡିଶା ଅଲିମ୍ପିକ ଆସୋସିଏସନ ଅନୁବନ୍ଧିତ ରାଜ୍ୟ ଜୁଡୋ ଏସୋସିଏସନ ପକ୍ଷରୁ ଟିଟିଲାଗଡ ଠାରେ ଚାଲିଥିବା ତ୍ରୀଦିବସୀୟ ରାଜ୍ୟ ସ୍ତରୀୟ ଜୁଡୋ ପ୍ରତିଯୋଗିତା ସ୍ଥାନୀୟ ମହାବୀର…
Read More...

ଡାବୁଗାଁ ନିର୍ବାଚନ ମଣ୍ଡଳୀ ଜୋନ ସ୍ତରୀୟ ବିଜେଡି ବୈଠକ ଓ ମିଶ୍ରଣ ପର୍ବ

ପାପଡାହାଣ୍ଡି:ଡାବୁଗାଁ ନିର୍ବାଚନ ମଣ୍ଡଳୀର ଜୋନ ସ୍ତରୀୟ ବିଜେଡି ବୈଠକ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ମିଶ୍ରଣ ପର୍ବରେ ମଇଦଳପୁର, ସାନବାର୍ଲି, ସେମଳା, ନୂଆକଟ ଏବଂ ଚନ୍ଦ୍ରପୁର ଆଦି ପଞ୍ଚାୟତର ୬୦ରୁ ଊର୍ଦ୍ଧ୍ବ…
Read More...

ସୋମବାର ଅଭିଯୋଗ ଶୁଣାଣି ନୋହିଲା, ଫେରିଗଲେ ହିତାଧିକାରୀ

ଗୁଡଭେଲା: ପ୍ରତି ସୋମବାର ଜିଲା କାର୍ଯ୍ୟାଳୟରେ ଜିଲାପାଳ ଓ ବ୍ଲକ କାର୍ଯ୍ୟାଳୟରେ ବିଡିଓମାନେ ବସି ସାଧାରଣ ଲୋକଙ୍କ ଠାରୁ ଅଭିଯୋଗ ଓ ଗୁହାରୀ ଶୁଣିବା ପାଇଁ ରାଜ୍ୟ ସରକାର ନିୟମ ଜାରି କରିଛନ୍ତି। ହେଲେ ଏହି ନିୟମକୁ ଠିକ…
Read More...

ଦରବୃଦ୍ଧି ପ୍ରତିବାଦରେ ବ୍ଲକ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

ଗୋପାଳପୁର: ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କନିଷି ସ୍ଥିତ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ମହିଳା ବିଜେଡି ପକ୍ଷରୁ କେନ୍ଦ୍ର ସରକାରଙ୍କ ବିରୋଧରେ ରନ୍ଧନଗ୍ୟାସ, ପେଟ୍ରୋଲ, ଅତ୍ୟାବଶକିୟ ସାମଗ୍ରୀର ଦରବୃଦ୍ଧି…
Read More...

ବିଧାୟକ ଶୁଭାରମ୍ଭ କଲେ ଗଞ୍ଜାମ ବ୍ଲକ କୃଷିରଥ

ଗଞ୍ଜାମ: ସୋମବାର କୃଷି ସୂଚନା ଓ ପରାମର୍ଶ କେନ୍ଦ୍ରରୁ ଗଞ୍ଜାମ ବ୍ଲକରେ କୃଷିରଥ ପରିଭ୍ରମଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ…
Read More...

ଶୁଣିଲାନି ପ୍ରଶାସନ, ଗ୍ରାମ ରାସ୍ତା ମରାମତି କଲେ ଯୁବକ ସଂଘ କର୍ମକର୍ତ୍ତା

ମୋହନା: ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଗାଁକୁ ରାସ୍ତା ସଂଯୋଗ କରୁଛୁନ୍ତି। ମନରେଗା, ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା, ପଞ୍ଚାୟତ ଦ୍ୱାରା ସିସି ରୋଡ଼ ଯୋଜନା ଜରିଆରେ ଗାଁକୁ ରାସ୍ତା ନିର୍ମାଣ ଓ ମରାମତି କାମ…
Read More...

ଦର ବୃଦ୍ଧିକୁ ନେଇ ମହିଳା ବିଜେଡିର ଧାରଣା ଓ ପ୍ରତିବାଦ ସଭା

ପିପିଲି:ପେଟ୍ରୋଲ, ଡିଜେଲ, ରନ୍ଧନଗ୍ୟାସ, ଖାଇବା ତେଲ ସମେତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ଦର ବୃଦ୍ଧିକୁ ବିରୋଧ କରି ପିପିଲି ବ୍ଲକ ବିଜୁ ମହିଳା ଜନତା ଦଳ ପକ୍ଷରୁ ସୋମବାର ପିପିଲିରେ ଶୋଭାଯାତ୍ରା, ଧାରଣା ଓ…
Read More...

କନିଷ୍ଠ ଶିକ୍ଷକ ସଂଘ ପକ୍ଷରୁ ବ୍ଲକ ଶିକ୍ଷାଧିକାରୀଙ୍କୁ ଦାବି ପତ୍ର ପ୍ରଦାନ

ରାମନାଗୁଡା: କନିଷ୍ଠ ଶିକ୍ଷକମାନଙ୍କ ପାରିଶ୍ରମିକ ବୃଦ୍ଧି କରିବା ସହ ୨୦୧୩ ଚୁକ୍ତିଭିତ୍ତିକ ନିୟମରେ ଅର୍ନ୍ତଭୃକ୍ତ କରିବା ଦାବି ନେଇ ରାୟଗଡ଼ା ଜିଲା ରାମନାଗୁଡା ବ୍ଲକ କନିଷ୍ଠ ଶିକ୍ଷକ ସଂଘ ପକ୍ଷରୁ ବ୍କକ…
Read More...

ଅନୁଗୁଳ ଓ ନୟାଗଡ଼ ଜିଲାରେ ଭର୍ଚୁଆଲ କୋର୍ଟରୁମ ଉଦ୍‌ଘାଟିତ

କଟକ: ଅନୁଗୁଳ ଓ ନୟାଗଡ଼ ଜିଲାରେ ଭର୍ଚୁଆଲ କୋର୍ଟରୁମ୍‌ ଉଦ୍‌ଘାଟିତ ହୋଇଯାଇଛି। ଉଦ୍‌ଘାଟନ ଉତ୍ସବରେ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୁଡ଼ ମୁଖ୍ୟଅତଥି ଭାବେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ…
Read More...

ଖଜିରାପଶି କାଜୁ ବନୀକରଣରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କଲା ପାଟଣା ଅଗ୍ନିଶମ ବାହିନୀ

ପାଟଣା: କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ କେନ୍ଦେଇପଶି ପଞ୍ଚାୟତ ଖଜିରାପଶି ଗ୍ରାମରେ ଥିବା ୩୦ ଏକର ପରିମିତ କାଜୁ ବନୀକରଣରେ ଆଜି ଅପରାହ୍ଣରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା। କାଜୁ ବନୀକରଣର ଗୋଟିଏ…
Read More...

ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା, ଗୁରୁତରଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ସ୍ଥାନାନ୍ତର

ଚିକିଟି: କେ.ନୂଆଗାଁ ଥାନା ନିକଟ ବିରସିଂହ ଲକ୍ଷ୍ମୀ ନାରାୟଣ ପୁର ମୁଖ୍ୟ ରାସ୍ତାରେ ଆଜି ଅପରାହ୍ଣରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ଜଣେ ଗୁରୁତର ଆହତ ହୋଇଥିଲା। ଗୁରୁତର ଆହତଙ୍କୁ ଚିକିତ୍ସା…
Read More...

ଟି-୨୦ ବିଶ୍ବକପ: ନ୍ୟୁଜିଲାଣ୍ଡଠାରୁ ୮ ୱିକେଟରେ ହାରିଲା ଭାରତ

ଦୁବାଇ: ଟି-୨୦ ବିଶ୍ବକପରେ ଭାରତର ଦ୍ବିତୀୟ ପରାଜୟ। ନ୍ୟୁଜିଲାଣ୍ଡଠାରୁ ୮ ୱିକେଟରେ ହାରିଲା ଭାରତ। ପାକିସ୍ତାନ ପରେ ନ୍ୟୁଜିଲାଣ୍ଡଠାରୁ ହାରିଲା ଭାରତ। ଆଇସିସି ଦ୍ୱାରା ପରିଚାଳିତ ଚଳିତ ଟି-୨୦ ପୁରୁଷ ବିଶ୍ୱକପ୍‌ର…
Read More...

ବଲାଙ୍ଗୀର ଜିଲା ଓଜେୟୁର ସାଧାରଣ ପରିଷଦ ବୈଠକ

ଗୁଡ଼ଭେଲା /ସଇଁତଳା:  ବଲାଙ୍ଗୀର ଜିଲା ଓଜେୟୁର ସାଧାରଣ ପରିଷଦ ବୈଠକ ସଇଁତଳା ପଞ୍ଚାୟତ କାର୍ୟ୍ୟାଳୟ ପରିସରସ୍ଥ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ଜଙ୍ଗଲ ମନ୍ତ୍ରୀ ସୁରେନ୍ଦ୍ର ସିଂ…
Read More...

ଦୀପାବଳୀ ପରେ ପ୍ରଥମରୁ ସପ୍ତମ ଶ୍ରେଣୀ ପାଇଁ ଖୋଲିପାରେ ସ୍କୁଲ:ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ଦୀପାବଳି ଓ କାଳୀପୂଜା ପରେ ସ୍କୁଲ ଖୋଲିପାରେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ଏନେଇ ଆଜି ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ…
Read More...

ଟି-୨୦ ବିଶ୍ବକପରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ, ନ୍ୟୁଜିଲାଣ୍ଡ ପାଇଁ ଟାର୍ଗେଟ ୧୧୧

ଦୁବାଇ: ଆଇସିସି ଦ୍ୱାରା ପରିଚାଳିତ ଚଳିତ ଟି-୨୦ ବିଶ୍ୱକପ୍‌ ମୁକାବିଲାରେ ରବିବାର ଭରତ ଓ ନ୍ୟୁଜିଲାଣ୍ଡ ମୁହାଁମୁହିଁ ହୋଇଛନ୍ତି। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେଉଥିବା ଏହି ମ୍ୟାଚ୍‌ରେ…
Read More...

କାଳୀପୂଜା ପାଇଁ ବୀରଗୋବିନ୍ଦପୁର ଦକ୍ଷିଣକାଳୀ ପୀଠରେ ଜାରି ହେବ ୧୧୪ଧାରା

ପୁରୀ: ପୁରୀ ଜିଲାର ବୀରଗୋବିନ୍ଦପୁର ସ୍ଥିତ ଦକ୍ଷିଣକାଳୀଙ୍କ ପୀଠରେ କାଳିପୂଜା ଅବସରରେ ନଭେମ୍ବର ୪ ଓ ୫ ତାରିଖରେ ୧୪୪ ଧାରା ଜାରି କରାଯିବ। ବୀରଗୋବନ୍ଦପୁର ଦକ୍ଷିଣକାଳୀ ପୀଠରେ କାଳୀପୂଜା ସମୟରେ କୋଭିଡ ନିୟମକୁ…
Read More...

ରାଜଭବନ ସମ୍ମୁଖରେ ବିଜେଡିର ଗଣଧାରଣା ଓ ପ୍ରତିବାଦ ସଭା

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ପେଟ୍ରୋଲ, ଡିଜେଲ, ଇନ୍ଧନ ଗ୍ୟାସ, ଖାଇବା ଦେଲ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରିର ଦରବୃଦ୍ଧି ପ୍ରତିବାଦରେ ଆଜି ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ରାଜ ଭବନ ସମ୍ମୁଖରେ ବିଶାଳ ଗଣଧାରଣା…
Read More...

ରାଜ୍ୟ ସରକର ଜାରି କଲେ ନଭେମ୍ବର ପାଇଁ ନୂଆ କୋଭିଡ ନିୟମାବଳୀ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ନଭେମ୍ବର ମାସ ପାଇଁ ନୂଆ କୋଭିଡ ନିୟମାବଳୀ ଜାରି କରାଯାଇଛି। ନଭେମ୍ବର ୧ରୁ ଡିସେମ୍ବର ୧ ପର୍ଯ୍ୟନ୍ତ ଏହି ନୂଆ ନିୟମାବଳୀ ବଳବତ୍ତର ରହିବ। ତେବେ ବାଣ ଫୁଟାଇବା ସମ୍ପର୍କିତ…
Read More...

ପିପିଲିରେ ରାଷ୍ଟ୍ରୀୟ ଏକତା ପଦଯାତ୍ରା

ପିପିଲି:ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ପିପିଲିର ଜାଗୃତି ସାଂସ୍କୃତିକ ଯୁବ ସଂଗଠନ ଓ ନେହେରୁ ଯୁବକେନ୍ଦ୍ର ପୁରୀର ମିଳିତ ଆନୁକୂଲ୍ୟରେ ରବିବାର ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି ।…
Read More...

ଟି-୨୦ ବିଶ୍ବକପ: ଟସ ଜିତିଲା ନ୍ୟୁଜିଲାଣ୍ଡ, ବ୍ୟାଟିଂ କରିବ ଭାରତ

ଦୁବାଇ: ଆଇସିସି ଦ୍ୱାରା ପରିଚାଳିତ ଚଳିତ ଟି-୨୦ ବିଶ୍ୱକପ୍‌ର ଅନ୍ୟତମ ପ୍ରତୀକ୍ଷିତ ମୁକାବିଲାରେ ରବିବାର ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଭରତ ଓ ନ୍ୟୁଜିଲାଣ୍ଡ ମୁହାଁମୁହିଁ ହୋଇଛନ୍ତି।…
Read More...

ବିଜେଡିର ଜୋନ ସ୍ତରୀୟ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ

ନବରଙ୍ଗପୁର, ପାପଡାହାଣ୍ଡି: ନବରଙ୍ଗପୁର ଜିଲା ଡାବୁଗାଁ ନିର୍ବାଚନ ମଣ୍ଡଳୀ ପାପଡାହାଣ୍ଡି ବ୍ଲକରେ ଜୋନ ସ୍ତରୀୟ ବିଜେଡି କର୍ମୀ ସମ୍ମିଳନୀ ଏବଂ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଦକ୍ଷମାପାଲା, ଚାଲିପେଟା,…
Read More...

ରାସ୍ତା କଡରୁ ବୃଦ୍ଧଙ୍କୁ ଉଦ୍ଧାର କଲେ ସମାଜସେବୀ

ପିପିଲି: ପିପୁଲ ଫର ସେବା ସଂସ୍ଥାର ସମାଜସେବୀମାନେ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥରେ ବୁଲୁଥିବା ଜଣେ ବୟସ୍କ ବ୍ୟକ୍ତିଙ୍କୁ ଉଦ୍ଧାର କରି ଥାନାରେ ଆଶ୍ରୟ ଦେଇଛନ୍ତି । ପିପିଲି ବ୍ଲକ ଅନ୍ତର୍ଗତ ତେଇସିପୁର ବଜାର ଠାରେ…
Read More...

ରାଜ୍ୟ ସ୍ତରୀୟ ଜୁଡୋ ପ୍ରତିଯୋଗିତା, ଟିଟିଲାଗଡକୁ ମିଳିଲା ଦୁଇ ସ୍ୱର୍ଣ୍ଣ ଏବଂ ଗୋଟିଏ ବ୍ରୋଞ୍ଜ

ଟିଟିଲାଗଡ଼: ଭାରତୀୟ ଜୁଡୋ ଫେଡେରେସନ ତଥା ଓଡିଶା ଅଲିମ୍ପିକ ଆସୋସିଏସନ ଅନୁବନ୍ଧିତ ରାଜ୍ୟ ଜୁଡୋ ଆସୋସିଏସନ ପକ୍ଷରୁ ଟିଟିଲାଗଡରେ ରାଜ୍ୟ ସ୍ତରୀୟ ଜୁଡୋ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ…
Read More...

ବୌଦ୍ଧ ଜିଲାରେ ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମ

ବୌଦ୍ଧ: ବୌଦ୍ଧଜିଲାର ବିଭିନ୍ନ ସ୍ଥାନରେ ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବୌଦ୍ଧ ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀପ୍ରସାଦ ଗ୍ରାମପଞ୍ଚାୟତର ଲୋକକଳା ଗ୍ରାମ ନାରାୟଣନଗର ପଞ୍ଚାୟତ କାର୍ଯ୍ୟାଳୟ…
Read More...

ବୌଦ୍ଧ ଜିଲାରେ ୧୨ ଘଣ୍ଟିଆ ବନ୍ଦ ସଫଳ, ମମିତା ମେହର ହତ୍ୟାକାଣ୍ଡ ସିବିଆଇ ତଦନ୍ତ ଦାବି

ବୌଦ୍ଧ: କଳାହାଣ୍ଡି ଜିଲା ମହାଲିଙ୍ଗ ସନସାଇନ ବିଦ୍ୟାଳୟର ଅଧ୍ୟକ୍ଷା ମମିତା ମେହେରଙ୍କୁ ହତ୍ୟା ମାମଲାର ସବିଆଇ ତଦନ୍ତ ଓ ହତ୍ୟାକାଣ୍ଡରେ ସମ୍ପୃକ୍ତି ଅଭିଯୋଗରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତୁରନ୍ତ…
Read More...

ସାଂସଦ ପରିଦର୍ଶନ କଲେ ରୂପାନ୍ତରୀକରଣ ସ୍କୁଲ

ଝୁମ୍ପୁରା: କେନ୍ଦୁଝର ସାଂସଦ ସୁଶ୍ରୀ ଚନ୍ଦ୍ରାଣୀ ମୁର୍ମୁ ଶନିବାର ଦିନ ଝୁମ୍ପୁରା ବ୍ଲକର ରୂପାନ୍ତରୀକରଣ ହେଉଥିବା ଗୁମୁରା ଉଚ୍ଚ ବିଦ୍ୟାଳୟକୁ ପରିଦର୍ଶନ କରିଛନ୍ତି। ସଂପ୍ରତି ସରକାର ସ୍କୁଲ ଗୁଡିକ ଉନ୍ନତି କରଣ କରିବା…
Read More...

ଗୋଟିଏ ଶ୍ରେଣୀ ପ୍ରକୋଷ୍ଠରେ ବସୁଛନ୍ତି ୮୨ ବିଦ୍ୟାର୍ଥୀ, ୬ଶିକ୍ଷକ ପଦବୀ ଖାଲି

ଗୁରୁଡିଝାଟିଆ: କଖଡି ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଶିକ୍ଷାର ଗତି ଦିନକୁ ଦିନ ନିମ୍ନଆଡକୁ ଗତିକରୁଛି। ଏଠାରେ ୬ଟି ଶିକ୍ଷକ ପଦବୀ ଖାଲିଥିବା ବେଳେ ସଂସ୍କୃତ ଶିକ୍ଷୟିତ୍ରୀ କିଛିମାସ ଧରି ଛୁଟିରେ ଯାଇଛନ୍ତି। ଆବଶ୍ୟକ…
Read More...

ବରିଷ୍ଠ ଦଣ୍ଡ କଳାକାର ଲଳିତ ପ୍ରଧାନଙ୍କ ପରଲୋକ

ବୌଦ୍ଧ;ବୌଦ୍ଧ ସହର ସାନମାଳିସାହି ନିବାସୀ ବରିଷ୍ଠ ଦଣ୍ଡ କଳାକାର ଲଳିତ ପ୍ରଧାନ(୭୫)ଙ୍କ ଶନିବାର ହୃଦଘାତରେ ପରଲୋକ ଘଟିଛି। ସ୍ବର୍ଗତ ପ୍ରଧାନ ଭୈରବୀ ଦଣ୍ଡନୃତ୍ୟ ଦଳର ବରିଷ୍ଠ କଳାକାର ଥିଲେ। ମୃତ୍ୟୁ ଖବର ପ୍ରଚାରିତ…
Read More...

ବିଜେଡିର ସାମାଜିକ ସେବା କାର୍ଯ୍ୟକ୍ରମ, ୬୪ ୟୁନିଟ୍ ରକ୍ତ ସଂଗ୍ରହ

ପିପିଲି:ବିଜୁ ଜନତା ଦଳର ସାମାଜିକ ସେବା କାର୍ଯ୍ୟକ୍ରମ ଓ ଜୀବନ ବିନ୍ଦୁ ଅଭିଯାନରେ ପାଣିଦୋଳ ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଶନିବାର ଅନୁଷ୍ଠିତ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ୬୪ ୟୁନିଟ୍‍ ରକ୍ତ…
Read More...

କିଟ୍‍ ଓ ରୋଟାରୀ ମିଳିତ ଉଦ୍ୟମରେ କନ୍ଧମାଳରେ ପ୍ରତିଷ୍ଠା ହେବ ଚକ୍ଷୁ ଚିକିତ୍ସାଳୟ

ଭୁବନେଶ୍ୱର: କିଟ୍‍ ଓ ରୋଟାରୀ ମିଳିତ ସହଯୋଗରେ କନ୍ଧମାଳ ସଂସଦୀୟ କ୍ଷେତ୍ରରେ ଏକ ଚକ୍ଷୁ ଚିକିତ୍ସାଳୟ ପ୍ରତିଷ୍ଠା କରାଯିବ ବୋଲି ରୋଟାରୀ ଇଣ୍ଟରନ୍ୟାସ୍‍ନାଲ୍‍ର ସଭାପତି ଶେଖର ମେହଟା ଶନିବାର ସୂଚନା ଦେଇଛନ୍ତି। କିଟ୍‍…
Read More...

ବିର୍ସାମୁଣ୍ଡା ଆଦର୍ଶ ବାଳିକା ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ସାରନଗରୀ : ସାରନଗରୀ ଅନ୍ତର୍ଗତ କଇଁଥାବସା ସ୍ଥିତ ବିର୍ସାମୁଣ୍ଡା ଆଦର୍ଶ ବାଳିକା ଉଚ୍ଚ ବିଦ୍ୟାଳୟର ବରିଷ୍ଠ ବିଜ୍ଞାନ ଶିକ୍ଷୟିତ୍ରୀ ଏମ.ଭି ରାଜେଶ୍ୱରୀ ଓ ଶିକ୍ଷା କର୍ମଚାରୀ ମନୋରମା ସାହାଣୀଙ୍କ ଅବସରକାଳୀନ…
Read More...

ଦରମା ବୃଦ୍ଧି ଦାବି: ବିଇଓ କାର୍ଯ୍ୟାଳୟରେ ଦାବିପତ୍ର ପ୍ରଦାନ କଲା ଜିଲା କନିଷ୍ଠ ଶିକ୍ଷକ ସଂଘ

ନବରଙ୍ଗପୁର: ଦରମା ବୃଦ୍ଧି ଦାବି ନେଇ ବିଇଓ କାର୍ଯ୍ୟାଳୟରେ ଜିଲା କନିଷ୍ଠ ଶିକ୍ଷକ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି। ସେମାନଙ୍କ ଦାବି ଅନୁଦାୟୀ କନିଷ୍ଠ ଶିକ୍ଷକ ସଂଘ ୨୦୧୬ ମସିହା ଠାରୁ ଆଜି ପର୍ଯ୍ୟନ୍ତ…
Read More...

୧୪ଶହ ଖ୍ରୀଷ୍ଟାଦ୍ଦରେ ପୃଥିବୀରେ ଦେଖାଦେଇଥିଲା କରୋନା, ଲୋକେ ପିନ୍ଧୁଥିଲେ ମାସ୍କ

ନୂଆଦିଲ୍ଲୀ: ବର୍ତ୍ତମାନ କରୋନା ମହାମାରୀକୁ ନେଇ ଚାରିଆଡେ ଚର୍ଚ୍ଚା ଜୋର ଧରିଛି। ସାରା ବିଶ୍ବକୁ ଏହି ମହାମାରୀ କବଳିତ କରିବାରେ ସଫଳ ହୋଇଛି। ତେବେ କରୋନା ମହାମାରୀ ଯେ ୧୪ ଶହ ଖ୍ରୀଷ୍ଟାଦ୍ଦରେ ପୃଥିବୀରେ ଦେଖାଦେଇଥିଲା…
Read More...

କାଶୀପୁରରେ ଜନନୀ ଯନ୍ତ୍ରଣା-ରାସ୍ତା କଡରେ ପ୍ରସବ କଲେ ପ୍ରସୂତି

କାଶୀପୁର:ରାୟଗଡା ଜିଲା କାଶୀପୁର ବ୍ଲକରେ ଥମୁନି ଜନନୀ ଯନ୍ତ୍ରଣା। ପ୍ରତିଦିନ ଜିଲାର ବିଭିନ୍ନ ସ୍ଥାନରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛୁ। କେଉଁଠି ଗର୍ଭବତୀଙ୍କୁ ଭାରରେ ବୁହା ହେଉଛି, ତ ଅନ୍ୟ କେଉଁଠି ରାସ୍ତା କଡରେ…
Read More...

ଆରଡିଅଞ୍ଚଳରେ ୬ଘଣ୍ଟିଆ ବନ୍ଦ ପାଳନ

ଆରଡି: ଶିକ୍ଷୟତ୍ରୀ ମମତା ମେହେରଙ୍କ ହତ୍ୟାରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ତୁରନ୍ତ ବହିଷ୍କାର, ଗିରଫ ଓ ସିବିଆଇ ତଦନ୍ତ ଦାବିରେ ଆରଡି, ଓଳଗ, ସୁନ୍ଦରପୁର, ନାନ୍ଦପୁର ଅଞ୍ଚଳର ବିଜେପି ପକ୍ଷରୁ ସକାଳ ୬ଟାରୁ ୧୨ଟା…
Read More...

ଚାନ୍ଦବାଲିରେ ମିଶ୍ରଣପର୍ବ: ବିଜେଡ଼ିରେ ଯୋଗଦେଲେ ବହୁ ବିଜେପି ଓ କଂଗ୍ରେସ କର୍ମୀ

ଆରଡି: ଭଦ୍ରକଜିଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ଆରଡି, ସୁନ୍ଦରପୁର, ନାନ୍ଦପୁର ୩ଟି ପଞ୍ଚାୟତର ବିଜେପି ଓ କଂଗ୍ରେସର ବହୁ କର୍ମୀ ସେମାନଙ୍କ ଦଳ ଛାଡି ଶନିବାର ବିଧାୟକ ବ୍ୟୋମକେଶ ରାୟଙ୍କ ଉପସ୍ଥିତିରେ ବିଜେଡିରେ…
Read More...

ସୁନ୍ଦରଗଡ଼ରେ ଏମ୍‌ସ ପ୍ରତିଷ୍ଠା ଦାବି କଲେ ନବୀନ

ଭୁବନେଶ୍ୱର: ସୁନ୍ଦରଗଡ଼ରେ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ପ୍ରତିଷ୍ଠା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁଣି ଦାବି ଦୋହରାଇଛନ୍ତି। ଗୁରୁବାର କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ…
Read More...

୨ ପର୍ଯ୍ୟନ୍ତ ହାଲୁକା ବର୍ଷା

ଭୁବନେଶ୍ବର: ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଓ ଶ୍ରୀଲଙ୍କା ଉପକୂଳରେ ସୃଷ୍ଟ ଲଘୁଚାପ ସକ୍ରିୟ ରହିଛି। ଲଘୁଚାପ କ୍ଷେତ୍ରରୁ ଏକ ନିମ୍ନ ଚାପରେଖା ତାମିଲନାଡୁ ଉପକୂଳ ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ପର୍ଯ୍ୟନ୍ତ ଲମ୍ବିଛି। ଏହା…
Read More...

ରାଜ୍ୟର ଜନସାଧାରଣଙ୍କ ପାଇଁ ସ୍ୱାସ୍ଥ୍ୟକର ଖାଦ୍ୟ ପ୍ରସ୍ତୁତି ସହ ମହିଳା ସଶକ୍ତିକରଣର ନୂତନ ଦିଗନ୍ତ

ଭୁବନେଶ୍ୱର: ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁଙ୍କ ଦ୍ୱାରା ଆଭାସି ମାଧ୍ୟମରେ କେଉଁଝର ଜିଲାରେ ମୁକ୍ତାକାଶ ରେସ୍ତୋରାଁରେ ଓଡ଼ିଶାର ପ୍ରଥମ ସ୍ୱତନ୍ତ୍ର ମିଲେଟ୍‌ ଶକ୍ତି କାଫେ ଆଜି…
Read More...

ଇଣ୍ଡିଆନ ବ୍ୟାଙ୍କ ଏଫ୍‌ଜିଏମ୍‌ ପକ୍ଷରୁ ଋଣ ମେଳା

ଭୁବନେଶ୍ବର: ଇଣ୍ଡିଆନ ବ୍ୟାଙ୍କ ଏଫ୍‌ଜିଏମ୍‌ ଭୁବନେଶ୍ବର ପକ୍ଷରୁ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ଋଣ ମେଳା ଓଡ଼ିଶାର ୧୧ଟି କ୍ଲଷ୍ଟର ଯଥା- କୁଜଙ୍ଗ, କେନ୍ଦ୍ରାପଡ଼ା, କୁରଙ୍ଗଶାସନ, ଖୋର୍ଦ୍ଧା, ବୁଗୁଡା,…
Read More...

୨୪କୋଟି ବର୍ଷ ପୂର୍ବ ମାଛ ଜୀବାଶ୍ମ ଠାବ

ନିକଟରେ ଚୀନ୍ ଗବେଷକସମୂହ ୟୁନାନ୍ ପ୍ରାନ୍ତରେ ବହୁ ପୁରାତନ ସମୟର ଏକପ୍ରକାର ମାଛର ଜୀବାଶ୍ମ ଠାବ କରିଛନ୍ତି। କଣ୍ଟାଥିବା ଏହି ମାଛ ଜିନସ ପେଲ୍ଟୋପେରଲିଡସ୍ ପ୍ରଜାତିର, କିଛି ବର୍ଷ ତଳେ ଏହି ମାଛର ଜୀବାଶ୍ମ…
Read More...

ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି ପାଇଁ ଉତ୍କଳରେ ଯୁବ ରୋଜଗାରକ୍ଷମ କାର୍ଯ୍ୟକ୍ରମ ଉଦ୍‍ଘାଟିତ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ‘ଉତ୍କଳ ଏଣ୍ଟରପ୍ରିନରସିପ୍‍ ଆଣ୍ଡ କ୍ୟାରିୟର ହବ’ ଏବଂ ଟାଟା କନ୍‍ସଲଟାନ୍ସି ସର୍ଭିସେସ(ଟିସିଏସ)ର ମିଳିତ ସହଯୋଗରେ ବାଣୀବିହାର ନ୍ୟୁଏକାଡେମିକ ବ୍ଲକରେ ‘ଯୁବ ରୋଜଗାରକ୍ଷମ…
Read More...

ଅଷ୍ଟମ ଶ୍ରେଣୀ ଛାତ୍ର ହରାଇଛନ୍ତି ଦୁଇଟି କିଡନୀ, ପ୍ରତିରୋପଣ ପାଇଁ ଦରକାର ୧୮ଲକ୍ଷ

ଗଞ୍ଜାମ: ଗଞ୍ଜାମ ବ୍ଲକ ଅନ୍ତର୍ଗତ ମଲାଡ଼ ପଞ୍ଚାୟତର ଡି.ତ୍ରିନାଥ ପାତ୍ରଙ୍କ ପୁଅ ଡି.ସୁଶାନ୍ତ(ଅଷ୍ଟମ ଶ୍ରେଣୀ ଛାତ୍ର) ଙ୍କ ପେଟ ବ୍ୟଥା ଆରମ୍ଭ ହେବାରୁ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି…
Read More...

ସଭ୍ୟତାର ଦୁର୍ଲଭ ପ୍ରାଣୀଜାତିକୁ ବଞ୍ଚାଇ ରଖିବା ଆମର ଦାୟିତ୍ୱ: ମନ୍ତ୍ରୀ ଡ. ଅରୁଣ କୁମାର ସାହୁ

ଭୁବନେଶ୍ୱର: ସଭ୍ୟତାର ଦୁର୍ଲଭ ପ୍ରାଣୀଜାତିକୁ ବଞ୍ଚାଇ ରଖିବା ଆମ ସମସ୍ତଙ୍କର ଦାୟିତ୍ୱ ହେବା ଉଚିତ। ଜଣଙ୍କର ଜୀବିକାର୍ଜନ ପାଇଁ ଅନ୍ୟପ୍ରାଣୀଙ୍କୁ ବିପଦରେ ପକାଇବା ଉଚିତ ନୁହେଁ। ଆଜି କୃଷି ଭବନସ୍ଥିତ ପ୍ରେକ୍ଷାଳୟରେ…
Read More...

ଭୁବନେଶ୍ୱରରେ ପହଞ୍ଚିଲା ‘ବିଜୟ ମଶାଲ’

ଭୁବନେଶ୍ୱର: ୧୯୭୧ ମସିହାରେ ସଂଘଠିତ ପାକିସ୍ତାନ ଉପରେ ଭାରତର ବିଜୟ ଲାଭର ୫୦ ବର୍ଷ ପୂର୍ତ୍ତି ପାଳନ ଉପଲକ୍ଷେ ଯାତ୍ରା କରୁଥିବା ସ୍ୱର୍ଣ୍ଣିମ ବିଜୟ ମଶାଲ ଆଜି ଭୁବନେଶ୍ୱରରେ ପହଞ୍ଚିଛି। ପୂର୍ବ ପ୍ରସ୍ତୁତି ଅନୁସାରେ…
Read More...

ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର: ରାଜ୍ୟରେ ବାଲ୍ୟବିବାହ ଏବଂ ଶିଶୁ ଶ୍ରମିକ ପ୍ରଥାର ବିଲୋପ ସହ ଶିଶୁମାନଙ୍କ ଜୀବନଶୈଳୀରେ ଉଲ୍ଲେଖନୀୟ ପରିବର୍ତ୍ତନ ଦିଗରେ ବିଧାୟକମାନଙ୍କ ଫୋରମ୍‌ ଗଠନ ନିମନ୍ତେ ଉଲ୍ଲେଖନୀୟ ଅବଦାନ ପାଇଁ ଆଜି ବାଚସ୍ପତି ଡ.…
Read More...

ପାଠପଢ଼ା ସାରି ଘରକୁ ଫେରିବା ପରେ ଆଖିକୁ କିଛି ଦେଖାଗଲା ନାହିଁ, ସହାୟତା ପାଇଁ ଜିଲାପାଳଙ୍କୁ ନିବେଦନ

ହରଭଙ୍ଗା: ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଆଡେଣିଗଡ ପଞ୍ଚାୟତ କୁଚୁପାଜୁ ଗ୍ରାମର ସ୍ୱର୍ଗତ କବିରାଜ ମଲ୍ଲିକଙ୍କ ସାନପୁଅ ଚିତ୍ତରଞ୍ଜନ ମଲ୍ଲିକ ହରଭଙ୍ଗା କଲେଜରୁ ଯୁକ୍ତ ଦୁଇ ପାଠପଢା ସାରି ଘରକୁ ଫେରିବା ପରେ ହଠାତ୍…
Read More...

ମୃତ ଠିକାଦାରଙ୍କ ଟଙ୍କା ହଡ଼ପ, ଜିଲାପାଳଙ୍କ ଗାଡ଼ି ସମ୍ମୁଖରେ ଶ୍ରମିକଙ୍କ ଧାରଣା

ବୌଦ୍ଧ: ସ୍ବାମୀଙ୍କ ମୃତ୍ୟୁ ପରେ ପଙ୍କଜିନୀଙ୍କ ମୁଣ୍ଡରେ ପାହାଡ଼ ଭାଙ୍ଗି ପଡ଼ିଛି। ଦୁଇ ଛୁଆଙ୍କ ପ୍ରତିପୋଷଣ ଚିନ୍ତାରେ ଘାରି ହେଉଥିବା ବେଳେ ବକେୟା ଟଙ୍କା ପାଇଁ ଘରକୁ ଆସି ଶ୍ରମିକଙ୍କ ତାଗିଦ। ହେଲେ ହାତରେ ଟଙ୍କା…
Read More...

ଅବକାରୀ ଚଢାଉ: ୩ହଜାର ଲିଟର ମହୁଲ ପୋଚ ସହ ୭୫ଲିଟର ମଦ ଜବତ ୩ଗିରଫ

ନବରଙ୍ଗପୁର: ନବରଙ୍ଗପୁର ଜିଲା ଆରକ୍ଷୀ ଅଧିକ୍ଷକ ସନ୍ତୋଷ କୁମାର ଧୋଳଙ୍କ ନିର୍ଦେଶକ୍ରମେ ନବରଙ୍ଗପୁର ଅବକାରୀ ଇନ୍ସପେକ୍ଟର ସୁଧୀର କୁମାର ସାହୁ ଏବଂ ଉମରକୋଟ ଇନ୍ସପେକ୍ଟର ଏଚଏଚ ସିଂଙ୍କ ନେତୃତ୍ୱରେ ପାପଡାହାଣ୍ଡି…
Read More...

ବନ ବିଭାଗର ଚଢ଼ାଉ: ଗମ୍ଭାରୀ ପଟା ସହ କରତ ଜବତ, ୩ ଅଟକ

ପାଟଣା : ପାଟଣା ବନାଞ୍ଚଳ ଅନ୍ତର୍ଗତ ଖିରେଇଟାଙ୍ଗିରୀରୁ ଆଜି ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ଅନ୍ୟୁନ ୨୦ ହଜାର ଟଙ୍କାର ଗମ୍ଭାରୀ ପଟା  ସହ ଏକ କରତ ଜବତ କରାଯାଇଛି। ଏଥି ସହ ୩ ଜଣ ଝାଡ଼ଖଣ୍ଡ କାଠ କଟାଳିକୁ ବନ ବିଭାଗ…
Read More...

ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ୩୦ ଏକରରୁ ଅଧିକ ଚାଷ ଜମି ଜଳମଗ୍ନ

କଲମପୁର: ଗୁରୁବାର ସକାଳ ପ୍ରାୟ ୭ଟା ବେଳେ ହଠାତ୍ ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲର ଆରଡି ୩୩.୩୨୬ କିଲୋ ମିଟର (ପାଜେନ) ପାଖରେ ଥିବା ଏକ ଆଉଟଲେଟ ଭିତରେ ପାଣି ପଶିଯାଇ ବାମ ହୁଡା ଭାଙ୍ଗିଯାଇଥିଲା। ପାଣିର ସ୍ରୋତ…
Read More...

ଶିଶୁମନ୍ଦିରରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଆନ୍ଦୋଳନ

ଆଠଗଡ: ଆଠଗଡ ଗାନ୍ଧୀମାର୍ଗସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ୯ମାସର ଦରମା ପାଇନଥିବା ଏବଂ ୬ଜଣ ଶିକ୍ଷକଙ୍କୁ ଛଟେଇ ପ୍ରତିବାଦରେ ଗୁରୁବାର ଆନ୍ଦୋଳନକୁ ଓହ୍ଲାଇଥିବା ଦେଖିବାକୁ ମିଳିଛି।…
Read More...

ବିଦ୍ୟୁତ୍ କାଟକୁ କେନ୍ଦ୍ର ଗଣ୍ଡଗୋଳ: ଉପଭୋକ୍ତାଙ୍କ କର୍ମଚାରୀଙ୍କୁ ମାଡ, ଜଣେ ଗିରଫ

ହରଭଙ୍ଗା;ବୌଦ୍ଧଜିଲା ହରଭଙ୍ଗା ବ୍ଲକ ତିଲେଶ୍ୱର ପଂଚାୟତ ଅର୍ନ୍ତଗତ ତାକୁଡ ଗ୍ରାମରେ ବିଦ୍ୟୁତ୍ ବିଭାଗ କର୍ମଚାରୀଙ୍କୁ ମାଡ ମାରିବା ସହିତ ଗାଡି ଭଙ୍ଗାରୁଜା ଘଟଣାରେ ବୌଦ୍ଧ ପୁଲିସ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ…
Read More...

ଡ୍ରାଇଭର ମହାସଂଘରର ଚେତାବନୀ, ଦାବି ପୂରଣ ନ ହେଲେ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ

ଚୌଦ୍ୱାର: ୧୦ଦଫା ଦାବି ନେଇ ସମ୍ବଲପୁରରୁ ବାହାରି ନବୀନ ନିବାସ ଅଭିମୁଖେ ପଦଯାତ୍ରାରେ ବାହାରିଥିବା ଓଡ଼ିଶା ଡ୍ରଇଭର ମହାସଂଘ ଗୁରୁବାର ମଧ୍ୟାହ୍ନରେ ଚୌଦ୍ୱାରରେ ପହଞ୍ଚି ଥିଲେ। ସେମାନେ ୫୫ ନମ୍ବର ଜାତୀୟ ରାଜପଥର…
Read More...

ନଭେମ୍ବର ୩୦ ଯାଏଁ ସାରା ଦେଶରେ କୋଭିଡ କଟକଣା ବୃଦ୍ଧି

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରଣାଳୟର ସୂଚନା ମୁତାବକ କରୋନା ମହାମାରୀ ସଂକ୍ରମଣକୁ ରୋକିବାକୁ ଚାଲିଥିବା କୋଭିଡ କଟକଣାକୁ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଦେଶରେ ଗତକାଲିର ତୁଳନାରେ ଆଜି…
Read More...

ଜେଏସଡବ୍ଲ୍ୟୁ ଭୂଷଣ କାରଖାନାରେ ଦୁର୍ଘଟଣା

ରେଙ୍ଗାଲି: ଠେଲକୋଲୋଇ ଠାରେ ଥିବା ଜେଏସଡବ୍ଲ୍ୟୁ ଦ୍ୱାରା ପରିଚାଳିତ ଭୂଷଣ ଷ୍ଟିଲ କାରଖାନାର ସିଣ୍ଟର୍ ପ୍ଳାଣ୍ଟଦେଇ ଯାଇଥିବା ରାସ୍ତାରେ ଆଜି ଦିନ ୧୧ଟା ସମୟରେ କୋଇଲା ବୋଝେଇ ଟ୍ରକ୍ ନଂ ଓଡି-୨୩-ଡି-୨୭୧୮ ଏକ ଆକ୍ଟିଭାକୁ…
Read More...

ନବରଙ୍ଗପୁର ଜିଲା ପାପଡାହାଣ୍ଡି ଶହୀଦ ମୀନାର ଠାରେ ଆଜାଦୀ କା ଅମୃତ ମହୋତ୍ସବ ପାଳିତ

ନବରଙ୍ଗପୁର: ନବରଙ୍ଗପୁର ଜିଲା ପାପଡାହାଣ୍ଡି ଶହୀଦ ମୀନାର ଠାରେ ଆଜି ଆଜାଦୀ କା ଅମୃତ ମହୋତ୍ସବ ପାଳିତ ହୋଇଯାଇଛି। ସମଗ୍ର ଦେଶ ଏବେ ପାଳନ କରୁଛି ଆଜାଦୀ କା ଅମୃତ ମହୋତ୍ସବ। ଭାରତୀୟ ସ୍ବଧୀନତା ସଂଗ୍ରାମର ସ୍ବର୍ଣ୍ଣିମ…
Read More...

ରାଜ୍ୟର ସବୁ ଅଞ୍ଚଳରେ ବ୍ୟାଙ୍କିଙ୍ଗ ସେବା ପାଇଁ ଚେଷ୍ଟା କରୁଛନ୍ତି ସରକାର – ନିରଞ୍ଜନ ପୂଜାରୀ

ଭୁବନେଶ୍ୱର: ଓଡ଼ିଶା ସ୍ୱଳ୍ପ ସଂଚୟ ନିର୍ଦେଶାଳୟ ଅର୍ଥ ବିଭାଗର ଆନୁକୂଲ୍ୟରେ ଓଡ଼ିଶା ସ୍ୱଳ୍ପ ସଂଚୟ ପ୍ରୋତ୍ସାହନ ଯୋଜନା ‘ଏ ଆର୍‌ ସିରିଜ୍‌’ ଉଠାଣ ଜୟଦେବ ଭବନ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ…
Read More...

ଆବୁଧାବିିରୁ ଓଡ଼ିଆ ଯୁବକଙ୍କୁ ଉଦ୍ଧାର କଲା ଓଡି଼ଶା ମୋ ପରିବାର

ଦିଲ୍ଲୀ /ଭୁବନେଶ୍ବର : ସାଉଦି ଆରବର ଆବୁଧାବି  ସହରରେ ଫସି ରହିଥିବା ଓଡ଼ିଆ ଯୁବକଙ୍କୁ ଓଡି଼ଶା ମୋ ପରିବାର ଓ ଓଡ଼ିଆ ମହାମଞ୍ଚ ଦ୍ଵାରା ଉଦ୍ଧାର କରାଯାଇଛି। ବରୀ ଅଞ୍ଚଳର ଅଲିହାବାଦ ଗ୍ରାମର ଉମାକାନ୍ତ ଦାସ ନାମକ ଜଣେ…
Read More...

ନଭେମ୍ବର ମାସ କରୋନା ନିର୍ଦେଶନାମାକୁ ଅପେକ୍ଷା- ଅଟକିଲା ଧବଳେଶ୍ୱରଙ୍କ ପଞ୍ଚୁକ ଓ ବଡଓଷା ଯାତ୍ରା ନିଷ୍ପତ୍ତି

ଗୁରୁଡିଝାଟିଆ: ପ୍ରଭୁ ଧବଳେଶ୍ୱରଙ୍କ ପଞ୍ଚୁକ ଓ ବଡଓଷା ଯାତ୍ରା ପାଇଁ ପୀଠ ପରିସରରେ ଆଜି ପ୍ରସ୍ତୁତିବୈଠକ ଅନୁଷ୍ଠିତ ହୋଇଥିଲା। ଜିଲାପାଳ ଭବାନୀ ଶଙ୍କର ଚଇନିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଚଳିତ ବର୍ଷ ପ୍ରଭୁ…
Read More...

ହତ୍ୟା ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ

ନବରଙ୍ଗପୁର: ନବରଙ୍ଗପୁର ଜିଲା ଦୌରାଜଜ୍ ଏକ ହତ୍ୟା ଅଭିଯୋଗରେ ଜଣେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଗତ ୨୪/୧୦/୨୦୧୮ରେ ଧାନକଟାକୁ କେନ୍ଦ୍ରକରି ନବରଙ୍ଗପୁର ଜିଲା ନିସନାହାଣ୍ଡି ଗାଁର ସଦା ଭତ୍ରାକୁ…
Read More...

ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଜୟନ୍ତୀ ପାଳିତ

ଚୌଦ୍ୱାର:ଚୌଦ୍ୱାର ଆଗ୍ରାହାଟ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ସାରସ୍ୱତ ସାଧକ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ବିଦ୍ୟାମନ୍ଦିରର ସଭାପତି ରବୀନ୍ଦ୍ରନାଥ ନାୟକଙ୍କ ପୌରହିତ୍ୟରେ…
Read More...

ଚଳନ୍ତା ବସରୁ ଖସିପଡ଼ି ନୀଳଗିରି ବ୍ଲକ କର୍ମଚାରୀଙ୍କ ମୃତ୍ୟୁ

ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧୀନ ମିରିଗିଣି ଅଞ୍ଚଳର ତଥା ସ୍ଥାନୀୟ ବ୍ଲକ କର୍ମଚାରୀ ଭୀମ ଓରଫ ରମେଶ ରଞ୍ଜନ ବେହେରା (୩୮) କକାଶୁରଙ୍କ ଅସ୍ଥି ବିସର୍ଜନ କରିବାକୁ ସେହି ଗାଁର ଭଗ…
Read More...

ଦାଦାବଟି ଆଦାୟ ଅଭିଯୋଗରେ ଜଣେ ଗିରଫ

ଆଠଗଡ: ଆଠଗଡ ସହରର ଦୁଇଟି ପ୍ରତିଷ୍ଠିତ ଦୋକାନରେ ଦାଦାବଟି ମାଗୁଥିବା ଅଭିଯୋଗରେ ଆଠଗଡ ପୁଲିସ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି। ଆଠଗଡ ସହରର ନୂଆ ବସଷ୍ଟାଣ୍ଡସ୍ଥିତ ଶ୍ରୀରାମ ଏମ୍ପୋରିୟମ ଏବଂ ହେମମାଳପୁରସ୍ଥିତ…
Read More...

ଶିକ୍ଷୟିତ୍ରୀ ମମିତା ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବିରେ କୁଚିଣ୍ଡା ବନ୍ଦ

କୁଚିଣ୍ଡା: ବହୁ ଚର୍ଚ୍ଚିତ କଳାହାଣ୍ଡିର ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାର ତଦନ୍ତ ସିବିଆଇ ଓ ଏହି ମାମଲାରେ ସଂପୃକ୍ତ ରହିଥିବା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଦାବିରେ ଆଜି ବିଜେପି ପକ୍ଷରୁ…
Read More...

ଆଲୋକର ପର୍ବ ଦୀପାବଳି ପାଇଁ ଜାରି ହେଉ ସରକାରୀ ମାର୍ଗଦର୍ଶିକା

ସାରନଗରୀ : ପ୍ରାୟ ଦୁଇ ସପ୍ତାହ ପରେ ପାଳିତ ହେବ କାଳୀପୂଜା ତଥା ଆଲୋକର ପର୍ବ ଦୀପାବଳୀ।ଗତ ୨୦୨୦ ବର୍ଷ ପରି ଚଳିତ ବର୍ଷ କୋଭିଡ଼ କଟକଣା ଯୋଗୁ ପ୍ରତ୍ୟେକ ପର୍ବରେ ଲାଗିଥିଲା କରୋନା କଟକଣା। ଏହାକୁ ଦେଖି ଦୀପାବଳି ଉତ୍ସବ…
Read More...

ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଇଲାକାରେ ଜଣେ ନାବାଳିକାକୁ ଅପହରଣ କରି ନେବା ସହ ଦୁଷ୍କର୍ମ କରିବା ଅଭିଯୋଗରେ ଗୋଳନ୍ଥରା ପୁଲିସ ଜଣେ ଯୁବକକୁ ଗିରଫ ପରେ କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ଜଣକ ହେଲେ ରବୀନ୍ଦ୍ର କୁମାର…
Read More...

ଦେଶର ଆର୍ଥିକ ରାଜନୈତିକ ଏବଂ ସାମାଜିକ ପ୍ରଗତି ପଥରେ ଦୁର୍ନୀତି ହିଁ ସବୁଠୁ ବଡ଼ ପ୍ରତିବନ୍ଧକ

ନବରଙ୍ଗପୁର : ନବରଙ୍ଗପୁର ଜିଲାପାଳଙ୍କ କାର୍ୟ୍ୟାଳୟ ପରିସରରେ ଦୁର୍ନୀତି ନିବାରଣ ସପ୍ତାହ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କୁ ଜିଲାପାଳ ଡ.ଅଜିତ କୁମାର ମିଶ୍ର ସାଧୁତାର…
Read More...

ଚାଷୀଙ୍କ ସମସ୍ୟାର ସମାଧାନ ନେଇ ବିକ୍ଷୋଭ ପ୍ରଦର୍ଶନ

ବିନିକା: ଚାଷୀଙ୍କ ସମସ୍ୟାର ସମାଧାନ ନେଇ ବିନିକା ଠାରେ ବ୍ଲକ ଚାଷୀ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ରାଜ୍ୟ ସରକାର ଯଦି ଚାଷୀଙ୍କ ଦାବି ପୂରଣ ନ କରନ୍ତି ତାହେଲେ ରାଜ୍ୟରେ ଏହା ଆଗକୁ ଉଗ୍ରରୂପ ଧାରଣ…
Read More...

ଛେଳି ଚୋରି ଅଭିଯୋଗ, ଜଣେ ଗିରଫ

ଲକ୍ଷ୍ମୀପୁର: କାକିରିଗୁମା ପୁଲିସ ପକ୍ଷରୁ ଚରୁଥିବା ଛେଳିକୁ କାରରେ ଚୋରି କରିଥିବା ଅଭିଯୋଗରେ ଜଣଙ୍କୁ ଗିରଫ କରାଯାଇଛି। ଅପରପକ୍ଷରେ ଏଥିରେ ସାମିଲ ହୋଇଥିବା ଅନ୍ୟ ଜଣେ ଫେରାର ଥିବା ଜଣାପଡ଼ିଛି। ଅଭିଯୋଗ ଅନୁଯାୟୀ…
Read More...

ବନବିଭାଗ ଦ୍ବାରା ଉଦ୍ଧାର ହେଲା ୬ ଫୁଟ ଲମ୍ବର ଅଜଗର

କଲମପୁର :କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ବ୍ଲକ ଦକ୍ଷିଣ ବନଖଣ୍ଡର ଥୁଆମୁଳ ରାମପୁର ସ୍ଥିତ ବନ ବିଭାଗ କାର୍ଯ୍ୟାଳୟ ନିକଟ ମୁଖ୍ୟ ରାସ୍ତା ଉପରୁ ସୋମବାର ରାତି ପ୍ରାୟ ୯ ଘଣ୍ଟା ସମୟରେ ଏକ ଅଜଗର ସାପ ଉଦ୍ଧାର କରିଛି।…
Read More...

ସରିନି ନିର୍ମାଣ ଶ୍ରମିକ ଯୋଜନା ପକ୍କାଘର, ସମ୍ପୂର୍ଣ୍ଣ ବିଲ ପଇଠ କଲେ ପ୍ରଶାସନିକ ଅଧିକାରୀ

ମାଲକାନଗିରି: ନିର୍ମାଣ ଶ୍ରମିକ ପକ୍କା ଘର ଯୋଜନା ଅସମ୍ପୂର୍ଣ ଥିବା ବେଳେ ଘରର ସମ୍ପୂର୍ଣ ବିଲ୍ ପ୍ରଶାସିନକ ଅଧିକାରୀ ପଇଠ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ପକ୍କା ଘର ଯୋଜନା ନିମନ୍ତେ ରାଜ୍ୟ ଓ କେନ୍ଦ୍ର…
Read More...

ବୌଦ୍ଧର ଅନନ୍ୟ ପର୍ଯ୍ୟଟନସ୍ଥଳୀ ହେବ କୂଆକୁଦ ଦୀପପୁଞ୍ଜ

ହରଭଙ୍ଗା: ବୌଦ୍ଧ ଜିଲାରେ ପର୍ଯ୍ୟଟନ ପାଇଁ ଭରପୁର ଭିତ୍ତିଭୂମି ରହିଛି। ଏହି ଜିଲାରେ ଲୁକ୍କାୟିତ ଅବସ୍ଥାରେ ରହିଥିବା ଅନେକ ପର୍ଯ୍ୟଟନ ଭିତିଭୂମି ବିକାଶ ପାଇଁ ଜିଲା ପ୍ରଶାସନ ପକ୍ଷରୁ ଗଠନମୂଳକ ପଦକ୍ଷେପ ଗ୍ରହଣ…
Read More...

ଜଳୁନି ସୋଲାର ଲାଇଟ, ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ ଦୃଷ୍ଟିଦେବାକୁ ଅନୁରୋଧ

ହରଭଙ୍ଗା:ଜାତୀୟ ରାଜପଥରେ ଆଲୋକୀକରଣ ବ୍ୟବସ୍ଥା ପାଇଁ ବିଭାଗ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ହରଭଙ୍ଗା ବ୍ଲକର ୫୭ ନଂ ଜାତୀୟ ରାଜପଥର ଚାରିଛକ ବଜାରରେ ସୋଲାର ଲାଇଟ ସଂଯୋଗ କରାଯାଇଛି। ସେହପରି ଚାରିଛକ-ଫୁଲବାଣୀ…
Read More...

ଫାଟୁଆରୋଗ ପ୍ରତିଷେଧକ ପାଇଁ ଗୃହପାଳିତ ପଶୁଙ୍କ ସାମୁହିକ ଟୀକାକରଣ

ହରଭଙ୍ଗା: ଅଭୟାରଣ୍ୟ ବନ୍ୟପ୍ରାଣୀ ଫାଟୁଆ ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏହି ପରିପ୍ରେକ୍ଷୀରେ ହରଭଙ୍ଗା ବ୍ଲକରେ ଗାଈ, ଗୋରୁ, ଛେଳି ,ମେଣ୍ଢା ଭଳି ଗୃହପାଳିତ ପଶୁଙ୍କ ଦେହରେ ଫାଟୁଆରୋଗ ଚିହ୍ନଟ ହୋଇଛି। ଏହି…
Read More...

ପୁଲିସ ଶହୀଦ ସପ୍ତାହରେ କୋଭିଡ ଯୋଦ୍ଧାଙ୍କୁ ଶ୍ରଦ୍ଧାସୁମନ

ଜି.ଉଦୟଗିରି: ପୁଲିସ ଶହୀଦ ସପ୍ତାହରେ କୋଭିଡ ଯୋଦ୍ଧା ତଥା ଲାଇନପଡ଼ା ଫାଣ୍ଡି ଅଧିକାରୀ ଏଏସଆଇ ମହାଜନ ପ୍ରଧାନଙ୍କୁ ବରିଷ୍ଠ ପୁଲିସ ଅଧିକାରୀମାନେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଜି.ଉଦୟଗିରି ଥାନା ପରିସରରେ…
Read More...

ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି, ଚଳ ଚଞ୍ଚଳ ହେଲାଣି କୁମ୍ଭାରଶାଳ

ନବରଙ୍ଗପୁର: ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି। ଦୀପ ଆଲୁଅରେ ଝଲସିବ ଅମାବାସ୍ୟାର ଅମା ଅନ୍ଧକାର ରାତି। ତେଣୁ ଏବେ ଠାରୁ ଚଳ ଚଞ୍ଚଳ ହେଲାଣି କୁମ୍ଭାର ଶାଳ। ଦିନ ରାତି ପରିଶ୍ରମ କରି ଭଳିକି ଭଳି ଦୀପ ସହ କୁମ୍ଭ ଓ…
Read More...

ଭାରତୀୟ ରେଡ଼କ୍ରସ ସୋସାଇଟିର ତିନି ଦିନିଆ କର୍ମଶାଳା ଉଦଯାପିତ

ତାଳପଦର: ବିଜେପୁର ପଞ୍ଚାୟତ ସମିତି ଅର୍ନ୍ତଗତ ତାଲପଦର ଗ୍ରାମର ପଞ୍ଚାୟତ କଳେଜ ଠାରେ ତିନି ଦିନିଆ ବ୍ଲକ ସ୍ତରୀୟ ଯୁବ ରେଡ଼କ୍ରସ କର୍ମଶାଳା ଉଦଯାପିତ ହୋଇଯାଇିଛି। ପଞ୍ଚାନନ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନ…
Read More...

୧୯ମାସ ପରେ ସ୍କୁଲକୁ ଆସିଲେ ଅଷ୍ଟମଶ୍ରେଣୀ ଛାତ୍ରଛାତ୍ରୀ, ପ୍ରଥମ ଦିନରେ ପିପିଲି ବ୍ଲକରେ ୭୨ ପ୍ରତିଶତ ଉପସ୍ଥାନ

ପିପିଲି:ଦୀର୍ଘ ୧୯ମାସ ପରେ ସୋମବାର ଠାରୁ ଶ୍ରେଣୀଗୃହରେ (ଅଫ୍‍ଲାଇନ)ରେ ଅଷ୍ଟମଶ୍ରେଣୀ ପାଠପଢା ଆରମ୍ଭ ହୋଇଛି। ଏଥିଯୋଗୁଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ୍‍ ଆନନ୍ଦ ଓ ଉତ୍ସାହ ପରିଲକ୍ଷିତ ହୋଇଛି। ପ୍ରଥମ ଦିନରେ ଆଜି…
Read More...

କରୋନା ମୃତକ କିଟ୍‍ କର୍ମଚାରୀଙ୍କ ପରିବାରକୁ କିଟ୍‍ର ସହାୟତା

ଭୁବନେଶ୍ୱର: କିଟ୍‍ ଓ କିସ୍‍ ପକ୍ଷରୁ ଏହାର କର୍ମଚାରୀଙ୍କ କଲ୍ୟାଣ ସକାଶେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପରାମର୍ଶ କ୍ରମେ ସମୟକୁ ସମୟ ବିଭିନ୍ନ ଯୋଜନା ହାତକୁ ନିଆଯାଇଥାଏ। ଇତି ମଧ୍ୟରେ ସମଗ୍ର ବିଶ୍ୱରେ କରୋନାର…
Read More...

ଆଖଣ୍ଡଳମଣିପୀଠ ମୁଖ୍ୟବଜାର ରାସ୍ତାରେ ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟି, ମଣିବାବାଙ୍କ ଦର୍ଶନରୁ ବଞ୍ଚିତ ହେଲେ ଭକ୍ତ

ଆରଡି: ପବିତ୍ର କାର୍ତ୍ତିକମାସ ସୋମବାରରେ ଶୈବପୀଠ ଆରଡିଧାମରେ ଭକ୍ତଙ୍କ ଗହଳି ଲାଗି ରହିଥିବା ବେଳେ ହଠାତ ଦେଖା ଦେଇଥିଲା ବଡ ଅଘଟଣ। ପୀଠର ମୁଖ୍ୟବଜାର ଗୁଡିଆସାହି ନିକଟରେ ଥିବା ବିଦ୍ୟୁତ ଖୁଣ୍ଟର ମୂଳ ଦୁର୍ବଳ ଥିବାରୁ…
Read More...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଗଣିତ ବିଭାଗର ପୂର୍ବତନ ମୁଖ୍ୟ ପ୍ରଫେସର ତାରିଣୀ ଚରଣ ପଣ୍ଡାଙ୍କର ପରଲୋକ

ବ୍ରହ୍ମପୁର :  ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ପୂର୍ବତନ ପ୍ରଫେସର ତଥା ଓଡ଼ିଶା ଇଂଜିନିୟରିଂ କଲେଜର ପୂର୍ବତନ ଅଧ୍ୟକ୍ଷ ତାରିଣୀ ଚରଣ ପଣ୍ଡାଙ୍କର ପରଲୋକ ହୋଇଯାଇଛି । ଗତ ଶନିବାର ରାତିରେ ସେ ଶେଷ ନିଶ୍ୱାସ ତ୍ୟାଗ…
Read More...

ଆଠମଲ୍ଲିକରେ କାର୍ଯ୍ୟକାରୀ ହେଉ ଆଦର୍ଶ ପୋଖରୀ ଯୋଜନା

ଆଠମଲ୍ଲିକ: ଆଠମଲ୍ଲିକ ଏନଏସି ରେ ଅନେକ ପୋଖରୀ ରହିଛି। ଆଠମଲ୍ଲିକ ରାଜାଙ୍କ ରାଜତ୍ୱ କାଳରେ ପ୍ରାୟ ଛୋଟ ବଡ କରି ୧୦ଟି ପୋଖରୀ ଖୋଳା ଯାଇଥିଲା। ପୋଖରୀଗୁଡିକ ଖୋଲାଯାଇଥିବାରୁ ତାହା ଚାଷ ଓ ଲୋକଙ୍କ ସ୍ନାନଦି କାର୍ଯ୍ୟରେ…
Read More...

ଗ୍ରାମୀଣ ଉଦ୍ୟାନ ପାଇଁ ଜବରଦଖଲ ମୁକ୍ତ କଲା ସ୍ଥାନୀୟ ପ୍ରଶାସନ

ପିପିଲି:ପିପିଲି ବ୍ଳକ ଅନ୍ତର୍ଗତ ହାଟସାହି ପଞ୍ଚାୟତରେ ନିର୍ମାଣଧିନ ଗ୍ରାମୀଣ ଉଦ୍ୟାନ ପାର୍ଶ୍ବରୁ ବେଆଇନ ଜବରଦଖଲକୁ ଆଜି ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ଗ୍ରାମୀଣ ଉଦ୍ୟାନର…
Read More...

ପୁରୀ-ନିମାପଡ଼ା କେନ୍ଦ୍ର ସମବାୟ ବ୍ୟାଙ୍କ ତରଫରୁ କୃଷ୍ଣପ୍ରସାଦରେ ପ୍ରତିଷ୍ଠା ହେବ ସ୍ୱତନ୍ତ୍ର ଶାଖା

ଭୁବନେଶ୍ୱର: ଆଜି ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୃଷ୍ଣପ୍ରସାଦ ବ୍ଲକ୍‌ର ଚିଲିକା ଦ୍ୱୀପାଞ୍ଚଳ ମଧ୍ୟରେ ଥିବା ନୂଆପଡ଼ା ସେବା ସମବାୟ ସମିତି, ବଡ଼ଝାଡ଼ ସେବା ସମବାୟ ସମିତି, ଅଲଣ୍ଡା ସେବା ସମବାୟ ସମିତି ଓ…
Read More...

ରାଜ୍ୟ ଅଭିଲେଖାଗାରରେ ରହିବ ସ୍ୱାଧୀନତା ପୂର୍ବର ନଥି

ଭୁବନେଶ୍ୱର: ସ୍ବାଧୀନତା ପୂର୍ବରୁ ଥିବା ରାଜସ୍ବ ନଥିକୁ ସୁରକ୍ଷିତ ଭାବେ ରଖାଯିବ। କଟକ ବୋର୍ଡ କାର୍ଯ୍ୟାଳୟରେ ଥିବା ଏହି ସବୁ ନଥିକୁ ରାଜ୍ୟ ଅଭିଲେଖାଗାରକୁ ସ୍ଥାନାନ୍ତର କରାଯିବ। ସ୍ୱାଧୀନତା ପୂର୍ବର ଏମିତିକି ୧୯୨୦…
Read More...

ବିଦ୍ୟୁତ ସଟ୍‌ସର୍କିଟରେ ଜଳିଗଲା ସେବା ସମବାୟ ସମିତି କମ୍ପ୍ୟୁଟର କୋଠରିର ଯନ୍ତ୍ରାଂଶ

ରେଙ୍ଗାଲି: ରେଙ୍ଗାଲି ବ୍ଳକ୍ ଲଇଡା ଗ୍ରାମରେ ଥିବା ସେବା ସମବାୟ ସମିତିର କମ୍ପ୍ୟୁଟର କୋଠରିରେ ଗତକାଲି ରାତିରେ ବିଦ୍ୟୁତ ସଟସର୍କିଟ୍ ହୋଇଥିଲା। ଫଳରେ ଏହି କୋଠରିରେ ଥିବା କମ୍ପ୍ୟୁଟର୍ ସେଟ୍, ପ୍ରିଣ୍ଟର ମେସିନ୍,…
Read More...

୩ ବର୍ଷ ହେଲା ସରୁନି ରଙ୍ଗଟିକ୍ରା ଯାତ୍ରା ମଣ୍ଡପ ନିର୍ମାଣ କାମ

ରେଙ୍ଗାଲି: ରେଙ୍ଗାଲି ବ୍ଳକ୍ ଲଇଡା ଗ୍ରାମ ପଞ୍ଚାୟତ ରଙ୍ଗଟିକ୍ରା ଗ୍ରାମରେ ୩ବର୍ଷ ହେଲା ଯାତ୍ରାମଣ୍ଡପ କାମ ସରୁନାହିଁ। ଏହି ଗ୍ରାମରେ ଏକ ଯାତ୍ରା ମଣ୍ଡପ ନିର୍ମାଣ ପାଇଁ ଆମ ଗାଁ ଆମ ବିକାଶ ଯୋଜନାରୁ ୩ବର୍ଷ ପୂର୍ବେ…
Read More...

ମମିତା ମେହେର ହତ୍ୟା ମାମଲା- ପୀଡ଼ିତା ପରିବାରକୁ ଭେଟିଲେ ଜାତୀୟ ମହିଳା କଂଗ୍ରେସ ସଭାପତି

କଣ୍ଟାବାଞ୍ଜି : ଜାତୀୟ ମହିଳା କଂଗ୍ରେସ ସଭାପତି ନିତା ଡିସୁଜା ବଲାଙ୍ଗିର ଜିଲା ଝରଣୀ ଗାଁର ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ପୀଡ଼ିତା ପରିବାରକୁ ଭେଟିଛନ୍ତି। ଶ୍ରୀମତୀ ଡିସୁଜା ମମିତାଙ୍କ ମା ଓ ବାପାଙ୍କୁ…
Read More...

ନବରଙ୍ଗପୁର ଜିଲାପାଳ ଅଜିତ କୁମାର ମିଶ୍ର ସମ୍ବର୍ଦ୍ଧିତ

ନବରଙ୍ଗ ପୁର: ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଦାସିଆ ସାଂସ୍କୃତିକ ପରିଷଦ ପକ୍ଷରୁ ନବରଙ୍ଗପୁର ଜିଲାପାଳ ଡ.ଅଜିତ କୁମାର ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ପରିଷଦର ଉପଦେଷ୍ଟା ଶ୍ରୀନିବାସ ପଟ୍ଟନାୟକ…
Read More...

ଦ୍ଵିତୀୟ କଲାଡୁଙ୍ଗୁରି ନକ୍ ଆଉଟ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ-

ରେଙ୍ଗାଲିକେମ୍ପ: ଅତାବିରା ବ୍ଲକ ଜାଙ୍ଗେଡ ଫୁଟବଲ ସଂଘ ପକ୍ଷରୁ ଆୟୋଜିତ ଦ୍ଵିତୀୟ କଲାଡୁଙ୍ଗୁରି ନକ୍ ଆଉଟ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ପୁଟପୁଟପାଲି ଓ ଜାଙ୍ଗେଡ…
Read More...

ହିଲଟପ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ୱଚ୍ଛ ଭାରତ ଅଭିଯାନ

ମୋହନା: ସ୍ଥାନୀୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଭଉୟ ବାଳକ ଓ ବାଳିକା ବିଭାଗର ଜାତୀୟ ସେବା ସଂସ୍ଥା ଯୋଜନା ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ସୀମାଞ୍ଚଳ…
Read More...

ଦୁବାଇରେ ଟି-ଟ୍ବେଣ୍ଟି ବିଶ୍ବକପ କ୍ରିକେଟ : ଟସ ଜିତିଲା ପାକିସ୍ତାନ-ବ୍ୟାଟିଂ କରିବ ଭାରତ

ନୂଆଦିଲ୍ଲୀ: ଦୁବାଇରେ ଟି-ଟ୍ବେଣ୍ଟି ବିଶ୍ବକପ କ୍ରିକେଟ ଆଜିର ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିବା ଟିମ ଇଣ୍ଡିଆ। କାରଣ ଟସ ଜିତି ପାକିସ୍ତାନ ଫିଲଡିଂ କରିବାକୁ ନିଷ୍ପତ୍ତି ନେଇଛି। ଟି-ଟ୍ବେଣ୍ଟି ବିଶ୍ବକପରେ ସବୁବେଳେ…
Read More...

ହିଲଟପ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

ମୋହନା: ସ୍ଥାନୀୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଭଉୟ ବାଳକ ଓ ବାଳିକା ବିଭାଗର ଜାତୀୟ ସେବା ସଂସ୍ଥା ଯୋଜନା ପକ୍ଷରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ସୀମାଞ୍ଚଳ ସାହୁଙ୍କ…
Read More...