ଶିଶୁ ପୁତ୍ରକୁ ହତ୍ୟା: ମା’, ପୁଅ ଗିରଫ

ଜଗତସିଂହପୁର: ବିରିଡ଼ି ଶଙ୍କରପୁରରେ ଶିଶୁପୁତ୍ରକୁ ହତ୍ୟା ଘଟଣା। ହତ୍ୟା ଅଭିଯୁକ୍ତ ନାବାଳକ ଓ ତାର ମା’କୁ ଗିରଫ କଲା ପୁଲିସ। କାର୍ତ୍ତିକେଶ୍ବର ପୂଜାବେଳେ ବାଉଁଶନେଲାବେଳେ ବାଉଁଶବାଜି ମୃତ୍ୟୁ ହୋଇଥିବା ଅଭିଯୁକ୍ତ…
Read More...

ପୁରୀ ଜିଲାପାଳ ଓ ଏସପିଙ୍କୁ ନୋଟିସ ଜାରି କଲେ ରାଜ୍ୟ ମାନବାଧିକାର କମିଶନ

ଭୁବନେଶ୍ବର: ବ୍ରହ୍ମଗିରି ନାଥପୁରରେ ବୋମା ପକାଇ ୩୦ରୁ ଅଧିକ ଘର ଜାଳିଦେବା ଘଟଣାରେ ପୁରୀ ଜିଲାପାଳ, ଏସପିଙ୍କୁ ରାଜ୍ୟ ମାନବାଧିକାର କମିଶନ ପକ୍ଷରୁ ନୋଟିସ ଜାରି କରାଯାଇଛି। ପୀଡ଼ିତ ପରିବାରଙ୍କୁ ସୁରକ୍ଷା ଏବଂ…
Read More...

କୁଖ୍ୟାତ ମାଓନେତା ପ୍ରଶାନ୍ତ ବୋଷ ଗିରଫ

ଭୁବନେଶ୍ବର: କୁଖ୍ୟାତ ମାଓନେତା ପ୍ରଶାନ୍ତ ବୋଷ ଓରଫ କିଶନ ଦା’ ଗିରଫ। ୭୫ ବର୍ଷିୟ କିଶନ ଦା’ ଏବଂ ତାଙ୍କ ପତ୍ନୀଙ୍କୁ ଗିରଫ କଲା ଝାଡ଼ଖଣ୍ଡ ପୁଲିସ। ସିପିଆଇ ମାଓବାଦୀ ପଲିଟିବ୍ୟୁରୋ ମେମ୍ବର ଥିଲେ କିଶନ ଦା’। କିଶନ…
Read More...

ସୁନ୍ଦରେଶ୍ୱର ମନ୍ଦିର ହୁଣ୍ଡୀ ଭାଙ୍ଗି ଲକ୍ଷାଧିକ ଲୁଟ

ଚିକିଟି: କେ.ନୂଆଗାଁ ଥାନା ଅଞ୍ଚଳରେ ଲୁଟେରାଙ୍କ ପ୍ରାଦୁର୍ଭାବ ବଢିଚାଲିଛି। ଏମିତିକି ମନ୍ଦିରରୁ ଲୁଟ କରିବାରେ ଲୁଟେରାଙ୍କ ସାମାନ୍ୟତମ ଅନୁଶୋଚନା ପରିଲକ୍ଷିତ ହେଉନାହିଁ। ଏହି ଅଞ୍ଚଳର ବଗଳାମୁଖୀ, ବାରାହୀ, ଧନ୍ୟରlସି…
Read More...

ପାରିବାରିକ କଳହରୁ ଆତ୍ମହତ୍ୟା

ଧାମରା: ଧାମରା ନିକଟସ୍ଥ କରଞ୍ଜମାଳ ଗ୍ରାମରେ ଜଣେ ଯୁବକ ଫାଶି ଦେଇ ଆତ୍ମହତ୍ୟା କରିଥିବା ଜଣାଯାଇଛି। ଖବରରୁ ପ୍ରକାଶ କରଞ୍ଜମାଳ ଗ୍ରାମର ମହେଶ୍ୱର ବାରିକ(୩୨) ନିଜ ଘରେ ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ। ଏ ନେଇ…
Read More...

ସୁଇଟ ଛାତ୍ରୀଙ୍କୁ ପ୍ରଫେସରଙ୍କ ଦୁର୍ବ୍ୟବହାର ପ୍ରସଙ୍ଗ, ୧୦ ଦିନ ତଳେ ଘଟିଥିଲା ଘଟଣା ଚପାଇ ରଖିଛନ୍ତି କର୍ତ୍ତୃପକ୍ଷ

ବୁର୍ଲା: ସମ୍ବଲପୁର ୟୁନିଭର୍ସିଟି ଇନ୍‌ଷ୍ଟିଚ୍ୟୁଟ ଅଫ ଇନଫର୍ମେସନ ଟେକ୍ନୋଲୋଜି(ସୁଇଟ୍)ମହାବିଦ୍ୟାଳୟ ପୁଣି ଚର୍ଚ୍ଚା ପରିସର ଭୁକ୍ତ ହୋଇଛି। ଏଠାକାର ଛାତ୍ରୀଙ୍କୁ ଜଣେ ପ୍ରଫେସର ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବାବେଳେ…
Read More...

ପାଇକ ସଂଗ୍ରାମର ମୁଖ୍ୟ କର୍ଣ୍ଣଧାର ଥିଲେ ଜୟୀ ରାଜଗୁର

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ ଓ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ମିଳିତ ଆନୁକୂଲ୍ୟରେ ଦେଶର ପ୍ରଥମ ଶହୀଦ ଜୟୀ ରାଜଗୁରୁଙ୍କ ୨୮୨ତମ ଜୟନ୍ତୀରେ ଏଜି ଛକ ନିକଟରେ ଥିବା…
Read More...

ବୌଦ୍ଧର ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ପିକନିକ୍ ସ୍ପଟ କୁମ୍ଭିଧର

ହରଭଙ୍ଗା:ଶୀତଦିନେ ବଣଭୋଜି ମଜା ସବୁଠାରୁ ଅଲଗା।ୂପିକନିକ୍ ସହିତ ଶାନ୍ତ ସୌନ୍ଦର୍ଯ୍ୟପୁର୍ଣ୍ଣ ପ୍ରାକୃତିକ ପରିବେଶର ମନୋରମ ଦୃଶ୍ୟ ସାଙ୍ଗକୁ ଝରଣାର ଶୀତଳ ପାଣିରେ ଗାଧୋଇବା ମଜା ଅତ୍ୟନ୍ତ ନିଆରା। ବର୍ଷର ସବୁମାସ…
Read More...

ରାଉରକେଲାରେ ୨ଟି ଅଜଗର ଉଦ୍ଧାର

ସାରନଗରୀ,: ଆଜି ଭିନ୍ନ ଭିନ୍ନ ଜାଗାରୁ ଦୁଇଟି ଅଜଗର ସାପ ଉଦ୍ଧାର କରାଯାଇଛି। ସେକ୍ଟର ୧୩ସ୍ଥିତ ବି -୬୧ରୁ ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଏକ ଅଜଗର ସାପ ଉଦ୍ଧାର ହୋଇଛି। ସାପଟିର ଲମ୍ବ ପ୍ରାୟ ୬ ଫୁଟ ହେବ ବୋଲି ଅନୁମାନ…
Read More...

ଜଳ ଯୋଗାଣ କର୍ମଚାରୀଙ୍କ ପ୍ରସ୍ତାବିତ ଆନ୍ଦୋଳନ ଆଲୋଚନା ପରେ ସ୍ଥଗିତ

ଭୁବନେଶ୍ୱର: ପ୍ରାଥମିକ ଏବଂ ସହରାଞ୍ଚଳରେ ପାନୀୟ ଜଳଯୋଗାଣକୁ ଘରୋଇ କରଣ କରି ୱାଟ୍‍କୋକୁ ପରିଚାଳନା ପାଇଁ ଦାୟିତ୍ୱ ପ୍ରଦାନ କରିବା, ୨୦ବର୍ଷରୁ ଊର୍ଦ୍ଧ୍ବ କାଳ ସଂସ୍ଥାରେ କାର୍ଯ୍ୟରତ ଅସ୍ଥାୟୀ କର୍ମଚାରୀମାନଙ୍କୁ…
Read More...

ସୀମାନ୍ତରେ ପ୍ରାଥମିକଶିକ୍ଷାର ବିକଳ ଚିତ୍ର, ନଦୀପାର ହୋଇ ଆନ୍ଧ୍ର ଯାଉଛନ୍ତି ଓଡ଼ିଶା ଛାତ୍ର ଛାତ୍ରୀ

ପାତ୍ରପୁର: ସରକାର ପ୍ରାଥମିକ ଶିକ୍ଷାକୁ ପ୍ରାଧାନ୍ୟ ଦେଇ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ଛଅରୁ ଚଉଦ ବର୍ଷ ପିଲାଙ୍କ ପାଠ ପଢା ପାଇଁ ସର୍ବଶିକ୍ଷା ଅଭିଯାନ ପରେ ଶିକ୍ଷା ଆଇନ ପ୍ରଣୟନ କରିଛନ୍ତି। ତେବେ ବିଭିନ୍ନ…
Read More...

କଂଗ୍ରେସ କେବଳ ଧର୍ମଘଟ କରିପାରିବ, ବନ୍ଦ ନୁହେଁ : ଓଡ଼ିଶା ହାଇକୋର୍ଟ

କଟକ: ଆସନ୍ତାକାଲି କଂଗ୍ରେସ ଦେଇଥିବା ଓଡ଼ିଶା ବନ୍ଦ ଡାକରାକୁ ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ । ଆସନ୍ତାକାଲି ଓଡ଼ିଶା କଂଗ୍ରେସ ଦେଇଥିବା ବନ୍ଦ ଡାକରାକୁ ହାଇକୋର୍ଟ ମନା କରି ଦେଇଛନ୍ତି ।…
Read More...

ପିଲାମାନଙ୍କ ଭିତରେ ଆତ୍ମବିଶ୍ବାସ ଭରି ଦେବା ଏବଂ ଶ୍ରେଷ୍ଠତ୍ବ ହାସଲ ପାଇଁ ସୁଯୋଗ ସୃଷ୍ଟି କରିବା ରୂପାନ୍ତରର ଲକ୍ଷ୍ୟ…

ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହେଲା ସ୍କୁଲ ରୂପାନ୍ତର ପର୍ବ । ୫-ଟି ସ୍କୁଲ ଟ୍ରାନ୍ସଫର୍ମେସନ୍ କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୩୦ଟି ଜିଲାର ୧୦୭୫ଟି ସ୍କୁଲର ରୂପାନ୍ତର କାର୍ଯ୍ୟ ଶେଷ ହୋଇଛି। ସାତ ଦିନ…
Read More...

ଭୁବନେଶ୍ୱରରେ ଖୋଲିଲା ‘ଇଣ୍ଡ୍ଲଜ’ ବ୍ରାଇଡ଼ାଲ୍ ମଲ୍, ଗୋଟିଏ ଛାତ ତଳେ ଉପଲବ୍ଧ ହେବ ବିବାହ ଉପଯୋଗୀ ସେବା

ଭୁବନେଶ୍ୱର: କନ୍ୟା ଏବଂ ତାଙ୍କ ପରିବାର ନିମନ୍ତେ ବିବାହ ଏକ ଚାପଗ୍ରସ୍ତ ବିଷୟ। ଗୋଟିଏ ଛାତ ତଳେ ବିବାହର ସମସ୍ତ ପ୍ରକାର ସେବା ସୁବିଧାରେ ପାଇବାକୁ ସମସ୍ତେ ଚାହାଁନ୍ତି। ସେମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଏହି…
Read More...

ବୁଧବାର ରାଶିଫଳ (୧୦/୧୧/୨୦୨୧)

ମେଷ:ବିଦ୍ୟା ଅର୍ଜନରେ ବିନୟ ଭାବ ରହିବ। ଶ୍ରେଷ୍ଠ ସମ୍ମାନର ଅଧିକାରୀ ହେବେ। ନିରୀହ ସ୍ବଭାବର ହେବେ। ସତ୍‌ମାର୍ଗରୁ ଧନ ଅର୍ଜନ କରିବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ହେବ। ବୃଷ:ଶାନ୍ତ ସ୍ବଭାବ ସମ୍ପନ୍ନ ହେବେ।…
Read More...

ବିଦେଶୀ ପକ୍ଷୀଙ୍କ ଆଗମନରେ ମଙ୍ଗଳାଯୋଡ଼ି ଚଳଚଞ୍ଚଳ: ବିଶ୍ବ ଐତିହ୍ୟ ଗ୍ରାମରେ ପର୍ଯ୍ୟଟକ, ପରିବେଶବିତ୍‌ ଓ ଗବେଷକଙ୍କ…

ଟାଙ୍ଗୀ : ବିହଙ୍ଗ ବିହାର ରୂପେ ପରିଚିତ ପ୍ରସିଦ୍ଧ ଚିଲିକା ଉପକୂଳର ଆଦ୍ରଭୂମି ମଙ୍ଗଳାଯୋଡ଼ି ବିଦେଶାଗତ ଅତିଥିପକ୍ଷୀ ଓ ପକ୍ଷୀପ୍ରେମୀ ପର୍ଯ୍ୟଟକଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠିଛି। ବିଗତ ୨ ବର୍ଷ ଧରି ମହାମାରୀ କରୋନା…
Read More...

ଏ ବର୍ଷ ହେବନି ଐତିହାସିକ ବାଲିଯାତ୍ରା

କଟକ:କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତବର୍ଷ ପରି ଚଳିତବର୍ଷ ମଧ୍ୟ କଟକର ଐତିହାସିକ ବାଲିଯାତ୍ରା ଆୟୋଜନ ହେବ ନାହିଁ। କରୋନାକୁ ଦେଖି ବାଲିଯାତ୍ରା ବନ୍ଦ ରଖିବାକୁ ଜିଲା ପ୍ରଶାସନ ନିଷ୍ପତ୍ତି ନେଇଥିବା ଜିଲାପାଳ…
Read More...

୯୫ % ମହାବିଦ୍ୟାଳୟ , ବିଶ୍ବବିଦ୍ୟାଳୟରେ ନାହିଁ ଅଗ୍ନି ନିର୍ବାପକ ବ୍ୟବସ୍ଥା

ଭୁବନେଶ୍ବର:ରାଜ୍ୟରେ ହାତଗଣତି କେତୋଟି ଉଚ୍ଚ ଶିକ୍ଷାନୁଷ୍ଠାନକୁ ଛାଡ଼ି ଦେଲେ ୯୫ % ସରକାରୀ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନାହିଁ। ପୂର୍ବରୁ ଏକାଧିକ ଶିକ୍ଷାନୁଷ୍ଠାନରେ ଅଗ୍ନିକାଣ୍ଡ…
Read More...

ରୋହିତ ଅଧିନାୟକ; ହର୍ଷଲ, ଆଭେସ୍‌, ଭେଙ୍କଟେଶ ନୂଆ ମୁହଁ

ନୂଆଦିଲ୍ଲୀ : ଭ୍ରମଣକାରୀ ନ୍ୟୁଜିଲାଣ୍ଡ କ୍ରିକେଟ୍‌ ଦଳ ବିପକ୍ଷରେ ଘରୋଇ ଟ୍ବେଣ୍ଟି୨୦ ସିରିଜ୍‌ ଲାଗି ମଙ୍ଗଳବାର ୧୬ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ବିରାଟ କୋହଲି ଟ୍ବେଣ୍ଟି୨୦ ଦଳର ନେତୃତ୍ବରୁ ଓହରି ଯାଇଥିବାରୁ…
Read More...

ଜିଏସଟି ଠକେଇ: ଲୁହା ବୋଝେଇ ଟ୍ରକରୁ ଆଦାୟ ହେଲା ୪ ଲକ୍ଷ ୬୦ ହଜାର ଟଙ୍କା

ଗୁଣପୁର:ଲକ୍ଷାଧିକ ଟଙ୍କାର ଜିଏସଟି ଠକେଇର ପର୍ଦ୍ଦାଫାସ ହୋଇଛି। ଗୋଟିଏ ଲୁହା ରଡ ବୋଝେଇ ଟ୍ରକରୁ ଜରିମାନା ବାବଦକୁ ଆଦାୟ ହୋଇଛି ୪ ଲକ୍ଷ ୬୦ ହଜାର ଟଙ୍କା। ରାୟଗଡା ଜିଏସଟିର ଏନଫର୍ସମେଣ୍ଟ ଟିମ ପକ୍ଷରୁ ଚଢାଉ ପରେ ଏହି…
Read More...

ଦୁର୍ଘଟଣାରେ ବାଇକ ଚାଳକ ମୃତ୍ୟୁ

ଗୋପାଳପୁର: ଟ୍ରକ ଧକ୍କାରେ ଆଜି ଅପରାହ୍ଣରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣଙ୍କ ଗୋପାଳପୁର ଥାନା ଅନ୍ତର୍ଗତ ବିଶ୍ୱନାଥପୁର ପଣ୍ଡିତ ଗାଁ’ର ଏମ. ସନ୍ତୋଷ (୩୫)। ଘଟଣାରୁ ପ୍ରକାଶ ସନ୍ତୋଷ ଆଜି…
Read More...

ନୂଆପଡ଼ା ଜିଲା ସିନାପାଲି ବ୍ଲକ୍‌ରେ ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆପଡ଼ା ଜିଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ହିତାଧିକାରୀମାନଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବା ପରେ…
Read More...

ପୁଲିସ ବନ୍ଧୁକରୁ ପୁଲିସକୁ ଗୁଳି

ସୁନ୍ଦରଗଡ଼: ସହରର ଅନ୍ୟତମ ଜନଗହଳିପୂର୍ଣ୍ଣ ଅଞ୍ଚଳ ହସ୍ପିଟାଲ ରୋଡ଼ରେ ଥିବା ଏକ୍ସିସ ବ୍ୟାଙ୍କ ଶାଖାରୁ ସ୍ପଷ୍ଟ ଦିବାଲୋକରେ ବନ୍ଧୁକ ଦେଖାଇ ୧୫ଲକ୍ଷ ଟଙ୍କା ଲୁଟ ହେବା ସହ ଲୁଟିଆ ଓ ପୁଲିସଙ୍କ ମଧ୍ୟ ଗୁଳି ବିନିମୟ ହେବା…
Read More...

ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ: ବିଭିନ୍ନ ସେତୁ ଓ ରାସ୍ତା ନିର୍ମାଣ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଆଜି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମାଙ୍କ ଅଧ୍ୟକ୍ଷତାରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ବିଭିନ୍ନ ସେତୁ ଓ ରାସ୍ତା ନିର୍ମାଣ ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ…
Read More...

ରାଜ୍ୟର ସମ୍ମାନ ରକ୍ଷା ପାଇଁ ଆମକୁ ଭଲ ଖେଳ ପ୍ରଦର୍ଶନ କରିବାକୁ ପଡ଼ିବ

ଭୁବନେଶ୍ୱର: ଇଲେକ୍‌ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା କଳାହାଣ୍ଡି ଜିଲା କ୍ରୀଡ଼ା ଛାତ୍ରାବାସ ପରିଦର୍ଶନରେ ଯିବା ସହ କ୍ରୀଡ଼ା ଭିତ୍ତିଭୂମି ଏବଂ ଉନ୍ନୟନ କାର୍ଯ୍ୟର…
Read More...

ନବକୃଷ୍ଣନଗର ଅଞ୍ଚଳରୁୁ ନାଗ ସାପ ଉଦ୍ଧାର

ସାରନଗରୀ,: ଆଜି ନବକୃଷ୍ଣ ଅଞ୍ଚଳରୁୁ ଏକ ନାଗ ସାପ ଉଦ୍ଧାର ହୋଇଛି। ସାପଟିର ଲମ୍ବ ପ୍ରାୟ ଦୁଇ ଫୁଟ ହେବ ବୋଲି ଅନୁମାନ କରାଯାଉଛି। ମିଳିଥିବା ସୂଚନା ଅନୁଯାୟୀ, ନବକୃଷ୍ଣନଗର ଅଞ୍ଚଳରେ ବାସ କରୁଥିବା ଦୀଲିପ ଜେନା ତାଙ୍କ…
Read More...

ମିତ୍ରଭାନୁ ଗୌନ୍ତିଆଙ୍କୁ ‘ପଦ୍ମଶ୍ରୀ’, ‘ସମ୍ବଲପୁରୀ ଭାଷା ସାହିତ୍ୟକୁ ସ୍ବୀକୃତି’

ସମ୍ବଲପୁର/କୁଚିଣ୍ଡା: ବିଶ୍ବପ୍ରସିଦ୍ଧ ସମ୍ବଲପୁରୀ ଗୀତ ‘ରଙ୍ଗବତୀ’ର ରଚୟିତା ବିଶିଷ୍ଟ ଗୀତିକାର ମିତ୍ରଭାନୁ ଗୌନ୍ତିଆଙ୍କୁ ସୋମବାର ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ‘ପଦ୍ମଶ୍ରୀ’ ସମ୍ମାନରେ…
Read More...

ନାମିବ୍ୟାକୁ ୯ ୱିକେଟରେ ହରାଇଲା ଭାରତ

ଦୁବାଇ: ଟି-୨୦ ବିଶ୍ବକପରେ ନାମିବ୍ୟାକୁ ୯ ୱିକେଟରେ ହରାଇଲା ଭାରତ। ଅନ୍ତିମ ଗ୍ରୁପ ମ୍ୟାଚ ଜିତି ଅଭିଯାନ ଶେଷ କଲା ଭାରତ। ନାମିବ୍ୟା ୧୩୨/୮; ୧୫.୨ ଓଭରରେ ଭାରତ ୧୩୬/୧। ଗ୍ରୁପ ୨ରେ ୫ଟି ମ୍ୟାଚରୁ ୩ଟି ଜିତି ୬…
Read More...

ଚଇତି ଘୋଡ଼ା ନୃତ୍ୟଶିଳ୍ପୀ ଉଚ୍ଛବ ଚରଣ ଦାସଙ୍କୁ ପଦ୍ମଶ୍ରୀ ଉପାଧି

ଚୌଦ୍ୱାର : ଆନ୍ତର୍ଜାତିକସ୍ତରରେ ଖ୍ୟାତି ଅର୍ଜନ କରିଥିବା ପାରମ୍ପରିକ ଚଇତି ଘୋଡ଼ା ନୃତ୍ୟଶିଳ୍ପୀ ଡ. ଉଚ୍ଛବ ଚରଣ ଦାସ ରାଷ୍ଟ୍ରପତିଙ୍କ ଠାରୁ ସମ୍ମାନଜନକ ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିଛନ୍ତି। ସୋମବାର ଦିଲ୍ଲୀସ୍ଥିତ…
Read More...

ପୁଲିସ ଫାଇରିଂ ରେଞ୍ଜ ନିକଟରେ ହାତୀପଲ !

ବୌଦ୍ଧ:ଗତ ତିନି ବର୍ଷ ହେଲା ହାତୀପଲ ବୌଦ୍ଧ ଜିଲାରେ ସ୍ଥାୟୀ ଭାବରେ ରହି ଆସୁଛନ୍ତି। ଜଙ୍ଗଲ ମଧ୍ୟରେ ରହି ଧାନ ଅମଳ ହେବା ସମୟରେ ଜଙ୍ଗଲ ସଂଲଗ୍ନ ଗ୍ରାମ ନିକଟକୁ ଆସୁଛନ୍ତି। ଚଳିତ ମାସରେ ମଧ୍ୟ ଜଙ୍ଗଲ ନିକଟ…
Read More...

ବର୍ଦ୍ଧିତ ବିଦ୍ୟୁତ୍‍ ଦର ପ୍ରତିବାଦରେ ଦଳିତ ମହାସଂଘର ଧାରଣା ଓ ଶୋଭାଯାତ୍ରା

ପିପିଲି:ବିଦ୍ୟୁତ୍‍ ବିତରଣକାରୀ ସଂସ୍ଥା ଟାଟା ପାୱାର କମ୍ପାନୀର ଗରୀବମାରଣ ନୀତିକୁ ବିରୋଧ କରି ବିଭିନ୍ନ ଦାବି ନେଇ ଜାତୀୟ ଦଳିତ, ଆଦିବାସୀ, ସଂଖ୍ୟାଲଘୁ ମହାସଂଘ ପକ୍ଷର ସୋମବାର ପିପିଲିରେ ପ୍ରତିବାଦ ଶୋଭାଯାତ୍ରା ସହ…
Read More...

ବିରୋଧୀ ହିଂସାତ୍ମକ ଓ ହୀନ ରାଜନୀତି କରିବା ସହ କଳାହାଣ୍ଡିର ଛବିକୁ ମଳିନ କରିବାରେ ଲାଗିଛନ୍ତି- ବିଜେଡି

ଭବାନୀପାଟଣା: ରାଜନୀତିରେ ହିଂସାର କୌଣସି ସ୍ଥାନ ନାହିଁ। ମମିତା ହତ୍ୟା ଘଟଣାକୁ ନେଇ ଉଭୟ ବିଜେପି ଓ କଂଗ୍ରେସ ରାଜନୀତି କରୁଛନ୍ତି। ସେମାନେ ଏହି ଘଟଣାରେ ହିଂସାତ୍ମକ ଓ ହୀନ ରାଜନୀତି କରିବା ସହ କଳାହାଣ୍ଡିର ଛବିକୁ…
Read More...

ନଭେମ୍ବର ୧୨ରେ କଂଗ୍ରେସର ଓଡ଼ିଶା ବନ୍ଦ ଡାକରା

ଭୁବନେଶ୍ୱର : ମମିତା ମେହେର ହତ୍ୟା ଘଟଣାରେ ସମ୍ପୃକ୍ତିକୁ ନେଇ ରାଜ୍ୟ ମନ୍ତ୍ରୀମଣ୍ଡଳର ସଦସ୍ୟ ଦିବ୍ୟଶଙ୍କର ମିଶ୍ରଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ବହିଷ୍କାର କରିବା ପରିବର୍ତ୍ତେ ଆଜି କଳାହାଣ୍ଡିର ଭବାନୀପାଟଣାଠାରେ…
Read More...

ମାଦୁକାବାଡ଼ ଗ୍ରାମରେ ୧୦ରୁ ଅଧିକ ଲୋକଙ୍କୁ ଜ୍ବର, ପ୍ରତିକାର ପାଇଁ ଦାବି

ପାତ୍ରପୁର:ପାତ୍ରପୁର ବ୍ଳକ ଖାରିଆଗୁଡ଼ା ପଞ୍ଚାୟତ ମାଦୁକାବାଡ(ସାନଗାଁ) ଆଦିବାସୀ ଗ୍ରାମରେ ଜ୍ବର ପ୍ରାଦୁଭାବ ଦେଖାଦେଇଛି। ଗ୍ରାମରେ ଦଶଦିନ ମଧରେ ଗ୍ରାମର ଦୁଇ ସାହିର ଦଶରୁ ଉର୍ଦ୍ଧ୍ବ ବ୍ୟକ୍ତି ଜ୍ୱରରେ ଆକ୍ରାନ୍ତହୋଇ…
Read More...

ଗୋ ମାତାର ସୁରକ୍ଷା ପାଇଁ ଆହ୍ବାନ

ବାଙ୍କୀ: ସୋମବାର ପୂର୍ବାହ୍ନରେ ବାଙ୍କୀ ବ୍ଲକ ଅନ୍ତର୍ଗତ ଓସ୍ତିଆ ପଞ୍ଚାୟତର ଫୁଲବାଡି ଗ୍ରାମରେ କଟକ ଜିଲା ସ୍ତରୀୟ ୭୦ତମ ଗୋ-ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପ୍ରଥମେ ଗୋ ମାତା ପୂଜା ଓ…
Read More...

ରାସ୍ତା କଡରେ ପଡିରହିଛି ୧୪ଟି ୧୦୮ ଆମ୍ବୁଲାନ୍ସ

ପିପିଲି:ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ପିପିଲି ବାଇପାସ ରାସ୍ତା କଡରେ ୧୪ଟି ୧୦୮ ଆମ୍ବୁଲାନ୍ସ ପଡିରହିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ତେବେ ଏହି ଗାଡି ଗୁଡିକ ଦୀର୍ଘ ଦିନ ଧରି ଅଞ୍ଚଳ ହୋଇ…
Read More...

ରାଜ୍ୟରେ ଗ୍ରାମାଞ୍ଚଳର ମୋଟ ଭୋଟର ସଂଖ୍ୟା ୨,୭୮,୩୯,୪୫୧

ଭୁବନେଶ୍ୱର:ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ-୨୦୨୨ ନିମନ୍ତେ ଆଜି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ବାଲେଶ୍ୱର ଜିଲା ବ୍ୟତୀତ ସମସ୍ତ ଜିଲାର ୱାର୍ଡୱାରୀ ଭୋଟର ତାଲିକା ପ୍ରସ୍ତୁତ ନିମନ୍ତେ ଚୂଡ଼ାନ୍ତ…
Read More...

ରାଜ୍ୟ ପୁଲିସ ମହାନିର୍ଦେଶକଙ୍କ ବୌଦ୍ଧ ଗସ୍ତ, ବେଆଇନ ଗଞ୍ଜେଇ ଚାଷ ରୋକିବା ଓ ମାଓ ଦମନ ସମୀକ୍ଷା

ବୌଦ୍ଧ: ରାଜ୍ୟ ପୁଲିସ ମହାନିର୍ଦେଶକ ଅଭୟ ଆଜି ଦିନିକିଆ ବୌଦ୍ଧ ଗସ୍ତରେ ଆସି ବୌଦ୍ଧ କନ୍ଧମାଳ ସୀମାନ୍ତ ଜଙ୍ଗଲରେ ଚାଲିଥିବା ବେଆଇନ ଗଞ୍ଜେଇ ଚାଷ ରୋକିବା ଓ ମାଓ ଦମନ ନେଇ ସମୀକ୍ଷା କରିଛନ୍ତି। ପୁଲିସ ମହାନିର୍ଦେଶକ ଅଭୟ…
Read More...

ସୁନାପୁର ସମୁଦ୍ର ବେଳା ଭୂମିକୁ ବ୍ଲୁ ଫ୍ଲାଗ ମାନ୍ୟତା

ଚିକିଟି: ଗଞ୍ଜାମ ଜିଲା ସୁନାପୁର ବେଳାଭୂମିକୁ ବ୍ଲୁ ଫ୍ଲାଗ ମାନ୍ୟତା ପାଇଁ ନିଷ୍ପତ୍ତି ନିଆଯାଇଛି। ଫଳରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ ପାଇଁ ପର୍ଯ୍ୟଟନ ବିଭାଗ ଚଳିତ ବର୍ଷ ପ୍ରଥମ ଥର ଲାଗି ଗଞ୍ଜାମ ଜିଲାର ବ୍ରହ୍ମପୁର ଠାରୁ…
Read More...

କାଦୁଆ ଆଶ୍ରମ ପରିସରରେ ମାଗଣା ସ୍ବାସ୍ଥ୍ୟ ସେବା ଶିବିର

ସାକ୍ଷୀଗୋପାଳ: ଗୋପବନ୍ଧୁ ଡାକ୍ତରଖାନା, ମାଧବପୁର, କଟକ ଏବଂ ଗୋପବନ୍ଧୁ ଦରିଦ୍ର ନାରାୟଣ ସେବା ସଂଘ କାଦୁଆ ଆଶ୍ରମ, ସାକ୍ଷୀଗୋପାଳ ମିଳିତ ସହଯୋଗରେ ଆଜି କାଦୁଆ ଆଶ୍ରମ ପରିସରରେ ଏକ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର…
Read More...

ବାଇକ ଦୁର୍ଘଟଣାରେ ଜଣେ ମୃତ

ସାକ୍ଷୀଗୋପାଳ: ସତ୍ୟବାଦୀ ଥାନା ଅନ୍ତର୍ଗତ ସାକ୍ଷୀଗୋପାଳ-ଜୟରାମପୁର ରାସ୍ତାର ଜୟରାମପୁର ଗ୍ରାମ ନିକଟରେ ଆଜି ସକାଳେ ଏକ ମୋଟର ସାଇକେଲ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଜଣେ ମୋଟର ସାଇକେଲ ଆରୋହୀଙ୍କ ମୃତ୍ୟୁ…
Read More...

ଭବିଷ୍ୟତରେ ସାରା ପୃଥିବୀର ମାନବ ସମାଜକୁ ଜ୍ଞାନ, ଗୁଣ ଓ ଗାରିମା ବାବଦରେ ଦିଗ୍‍ଦର୍ଶନ ଦେବାକୁ ଓଡ଼ିଶା ନିକଟରେ ଅପାର…

ବିଶ୍ୱ ଓଡ଼ିଶା ସମାଜର ଆନ୍ତର୍ଜାତିକ ଆଭାସି ଆଲୋକ ଉତ୍ସବ ଆୟୋଜିତ ନର୍ଥକାରୋଲିନା / ଟରୋଣ୍ଟୋ / ସିଙ୍ଗାପୁର / ମୋନାଘନ / କାନବେରା / ନୂଆଦିଲ୍ଲୀ / କୋଲକାତା / ଭୁବନେଶ୍ୱର / କଟକ: ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟର…
Read More...

ରୋଗାକ୍ରାନ୍ତ ବୃଦ୍ଧ ଦମ୍ପତିଙ୍କୁ ମିଳୁନି ଚିକିତ୍ସା ସହାୟତା

ହରଭଙ୍ଗା:ମଜୁରୀ କଲେ ଜଳେ ଚୁଲି। ମୁଣ୍ଡ ଗୁଞିବାକୁ ରହିଛି ମାଟିଝାଟି ଚାଳ ଘର ଖଣ୍ଡିଏ। ଦାରିଦ୍ର କଷାଘାତରେ ଦୁଃଖ କଷ୍ଟରେ ଜୀବନ ବିତୁଥିବା ବେଳେ ରୋଗ ଏମାନଙ୍କ ଜୀବନକୁ ଦୁର୍ବିସହ କରିପକାଇଛି। ଏଭଳି ଏକ ଘଟଣା…
Read More...

କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନା ସାଧାରଣ ଜନତାଙ୍କ ନିକଟରେ ପହଞ୍ଚିବା ଦରକାର: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଶେଷ ହୋଇଛି। ଏହି ବୈଠକରେ ୩୪୨ ଜଣ ସଦସ୍ୟ ଯୋଗ ଦେଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଦଳର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଏହାକୁ ଉଦ୍‌ଘାଟନ…
Read More...

ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ତେଲେଙ୍ଗାନାରେ କ୍ଷମତାକୁ ଆସିବା ପାଇଁ ରଣନୀତି ପ୍ରସ୍ତୁତ କରୁଛି ବିଜେପି- ଧର୍ମେନ୍ଦ୍ର…

ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ଜାତୀୟ ଶିକ୍ଷା ନୀତିର ପ୍ରଶଂସା ମୋଦି ସରକାରଙ୍କ ବିଭିନ୍ନ ସଫଳତାର ହିସାବ ଦେଲେ କେନ୍ଦ୍ରମନ୍ତ୍ରୀ ଦେଶରେ ସଫଳତାର ବଡ ଉଦାହରଣ ହେଲା ୧୦୦ କୋଟିରୁ ଅଧିକ ଟିକାକରଣ…
Read More...

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ସରଗରମ ହେବାରେ ଲାଗିଛି ରାଜନୈତିକ ବାତାବରଣ, ବଢୁଛି ଆଶାୟୀଙ୍କ ତାଲିକା

ରେଙ୍ଗାଲି: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆସନ ସଂରକ୍ଷଣର ଚୂଡାନ୍ତ ତାଳିକା ପ୍ରକାଶ ପାଇବା ପରେ ରେଙ୍ଗାଲି ବ୍ଳକର ରାଜନୈତିକ ବାତାବରଣ ସରଗରମ ହେବାରେ ଲାଗିଛି । ଜିଲା ପରିଷଦ ,ସମିତି ସଭ୍ୟ, ସରପଞ୍ଚ ପଦ ପାଇଁ…
Read More...

୮ ୱିକେଟ୍‌ରେ ଆଫ୍‌ଗାନିସ୍ତାନ୍‌କୁ ହରାଇଲା ନ୍ୟୁଜିଲାଣ୍ଡ, ଟି-୨୦ ବିଶ୍ବକପରେ ଶେଷ ହେଲା ଭାରତର ଅଭିଯାନ

ଆବୁଧାବି: ଆଫଗାନିସ୍ତାନ ଠାରୁ ନ୍ୟୁଜିଲାଣ୍ଡ ଜିତିବା ପରେ ବାଦ ପଡ଼ିଲା ଭାରତ। ଚଳିତ ଟି-୨୦ ବିଶ୍ବକପରେ ଶେଷ ହେଲା ଭାରତର ଅଭିଯାନ। ୧୨୫ ରନର ସହଜ ଟାର୍ଗେଟକୁ ୨ ୱିକେଟ ହରାଇ ବିଜୟ ହାସଲ କଲା ନ୍ୟୁଜିଲାଣ୍ଡ। ବିଜୟ ସହ…
Read More...

ଭବାନୀପାଟଣାରେ ବିଜୁ ସ୍ବାସ୍ଥ୍ୟ କାର୍ଡ ବାଣ୍ଟିବେ ମୁଖ୍ୟମନ୍ତ୍ରୀ

ଆସନ୍ତାକାଲି ଭବାନୀପାଟଣାରେ ମୁଖ୍ୟମନ୍ତ୍ରୀ ବାଣ୍ଟିବେ ବିଜୁ ସ୍ବାସ୍ଥ୍ୟ କାର୍ଡ। ଭବାନୀପାଟଣାର ଓୟୁଏଟି ପଡ଼ିଆରେ ବିଜୁ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ। ପୂର୍ବାହ୍ନ ୧୧ଟାରେ ଭବାନୀପାଟଣାରେ ପହଞ୍ଚିବେ…
Read More...

ସାଧାରଣ ବିବାଦରୁ ତୁମୁଳକାଣ୍ଡ, ବ୍ରହ୍ମଗିରି ସାତପଡ଼ା ଅଞ୍ଚଳରେ ବୋମାମାଡ଼

ବ୍ରହ୍ମଗିରି: ସାତପଡ଼ା ଅଞ୍ଚଳର ନାଥପୁରରେ ବୋମାମାଡ଼। ନିର୍ଦ୍ଧିଷ୍ଟ ଗୋଷ୍ଠୀ ଦ୍ବାରା ୨୦ରୁ ଊର୍ଦ୍ଧ୍ବ ବୋମାମାଡ଼ ହୋଇଥିବା ସୂଚନା ମିଳିଛି। ଜମି ଦବରଦଖଲକୁ ନେଇ ଉତ୍ତେଜନାରୁ ବୋମାମାଡ଼ କରାଯାଇଛି। ୩୫ ମୌଜାର ଜମିକୁ…
Read More...

କୁଚିଣ୍ଡା ନିର୍ବାଚନ ମଣ୍ଡଳୀର ୫୫ ପଞ୍ଚାୟତରେ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନ କଲେ ମନ୍ତ୍ରୀ, ବିଧାୟକ

କୁଚିଣ୍ଡା: କୁଚିଣ୍ଡା ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ସମସ୍ତ ପଞ୍ଚାୟତରେ ବିଜୁ ସ୍ୱାସ୍ଥ୍ୟ ଯୋଜନାର ଶୁଭାରମ୍ଭ ହୋଇଛି। ଏହି ଅଞ୍ଚଳରେ ମନ୍ତ୍ରୀ ଓ ବିଧାୟକ ବିଭିନ୍ନ ସ୍ଥାନ ପରିଦର୍ଶନ କରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ…
Read More...

 ମାନବ ସମାଜରେ ସହଯାତ୍ରୀ ଭାବେ ରହି ଆସିଛି ସାହିତ୍ୟ

ସାରନଗରୀ: ବେଦବ୍ୟାସ ସାହିତ୍ୟ ସଂସ୍କୃତି ପରିଷଦ ଆନୁକୂଲ୍ୟରେ ସାରନଗରୀସ୍ଥିତ ଗୋପବନ୍ଧୁ ପ୍ରଗତି ପରିଷଦ ସଭାଗୃହ ପରିସରରେ ଅନୁଷ୍ଠାନର ସଭାପତି ହରିହର ବେହେରାଙ୍କ ଅଧ୍ୟକ୍ଷତାରେ ବେଦବ୍ୟାସ ପାର୍ବଣ ସଂଖ୍ୟା ଉନ୍ମୋଚିତ…
Read More...

ଅପନ୍ତରା ଲୁହାଖଣ୍ଡି -ବାସୁପାଲି ବାଇପାସ୍ ଲିଙ୍କ୍ ରାସ୍ତା, ମରାମତି ପାଇଁ ଦାବି

ରେଙ୍ଗାଲି: ପୁରଣା ରାଞ୍ଚି ରୋଡ୍‌ର ଖିଣାପଡା ଏବଂ ଲୁହାଖଣ୍ଡି ମଝିରୁ ବାସୁପାଲି ଦେଇ ରେଙ୍ଗାଲିକୁ ସଂଯୋଗ କରୁଥିବା ବାଇପାସ୍ ଲିଙ୍କ୍ ରାସ୍ତା ଦୀର୍ଘ ବର୍ଷ ହେଲା ଖାଲଖମାରେ ଭର୍ତ୍ତି ହୋଇ ଅପନ୍ତରା ଅବସ୍ଥାରେ ପଡି…
Read More...

ଜରା ନିବାସ ଅନ୍ତେବାସୀଙ୍କ ମୃତ୍ୟୁ ପରେ ଆସିଲେନି ସମ୍ପର୍କୀୟ, ମୁଖାଗ୍ନି ଦେଲେ ମହାନ ସଂଘ ସଭାପତି

ଗୋପାଳପୁର: ରାମଚନ୍ଦ୍ର ପୁର ବିଶ୍ବନିକେତନ ଜରା ନିବାସରେ ରହୁଥିବା ଜଣେ ଅନ୍ତେବାସୀଙ୍କ ମୃତ୍ୟୁ ହୋଇଥିଲା। ଜରା ନିବାସ ଅନ୍ତେବାସୀଙ୍କ ମୃତ୍ୟୁ ପରେ ତାଙ୍କ ସମ୍ପର୍କୀୟଙ୍କୁ ଖବର ଦିଆଯାଇଥିଲା। ତେବେ ତାଙ୍କ ସମ୍ପର୍କୀୟ…
Read More...

ସାପ୍ତାହିକ ସମ୍ବାଦପତ୍ର ‘ସାଧୁତା’ର ୬ଷ୍ଠ ସ୍ୱନକ୍ଷତ୍ର ଉତ୍ସବ, ସତ୍ୟ ଓ ନିରପେକ୍ଷ ସମ୍ବାଦ ପରିବେଷଣ ଉପରେ ଗୁରୁତ୍ବ

ଭୁବନେଶ୍ୱର: ଓଡିଆ ସାପ୍ତାହିକ ସମ୍ବାଦପତ୍ର ‘ସାଧୁତା’ର ୬ଷ୍ଠ ସ୍ୱନକ୍ଷତ୍ର ଉତ୍ସବ ଆଜି ପୂର୍ବାହ୍ନରେ ସ୍ଥାନୀୟ ‘ଲୋହିଆ ଏକାଡେମୀ’ ଠାରେ କରୋନା କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ…
Read More...

ଶିକ୍ଷୟତ୍ରୀ ମମିତା ମେହେର ମୃତ୍ୟୁ ଘଟଣା, ବିଜେପି ପକ୍ଷରୁ ମୋହନା ନିର୍ବାଚନ ମଣ୍ଡଳୀ ବନ୍ଦ ସଫଳ

ମୋହନା: ଶିକ୍ଷୟତ୍ରୀ ମମିତା ମେହେରଙ୍କ ପରିବାରକୁ ନ୍ୟାୟ ଓ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଆଜି ବିଜେପି ପକ୍ଷରୁ ମୋହନା ନିର୍ବାଚନ ମଣ୍ଡଳୀରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା।…
Read More...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ଶିବାଜୀ ମାଝୀ

ଲାଞ୍ଜିଗଡ଼: କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଲାଞ୍ଜିଗଡ଼ର ପୂର୍ବତନ ବିଧାୟକ ଶିବାଜୀ ମାଝୀ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ଜିଲା ସଭାପତିଙ୍କୁ ନିଜର ବ୍ୟକ୍ତିଗତ କାରଣ ଦର୍ଶାଇ ମେଲ…
Read More...

ଅସହାୟ ଲୋକଙ୍କ ମୁହଁରେ ହସଫୁଟାଇ ପାରିଲେ ସମାଜସେବା ସାର୍ଥକ ହୁଏ

ଭୂବନେଶ୍ୱର: ଓଡିଶାର ଜଣେ ବିଶିଷ୍ଟ ସମାଜସେବୀ ହେଉଛନ୍ତି ଦୁଃଶାସନ ସ୍ୱାଇଁ। ସେ ଖୋର୍ଦ୍ଧା ଓ ଭୂବନେଶ୍ୱର ମହାନଗରରେ ବିଭିନ୍ନ ସମାଜ କଲ୍ୟାଣ ମୂଳକ କାର୍ଯ୍ୟକ୍ରମମାନ କରିବା ସହ ବିଭିନ୍ନ ସଙ୍ଗଠନ ସହିତ ଜଡିତ ରହି…
Read More...

ବୀର ବଜରଙ୍ଗ କ୍ଳବ୍ ପକ୍ଷରୁ ୨୮ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ, ନିଲେଇପାଲି ଚାମ୍ପିଅନ

ରେଙ୍ଗାଲିକେମ୍ପ: ଅତାବିରା ବ୍ଲକ ଲରାସରା ପଞ୍ଚାୟତ ଅନ୍ତର୍ଗତ ଡୁମ୍ବେରମୁଣ୍ଡା ଠାରେ ବୀର ବଜରଙ୍ଗ କ୍ଳବ୍ ପକ୍ଷରୁ ଦୁଇଦିନ ଧରି ୨୮ ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ…
Read More...

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ-୨୦୨୨: ସର୍ବଦଳୀୟ ବୈଠକରେ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନେଇ ଗୁରୁତ୍ୱାରୋପ

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ-୨୦୨୨ ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ରାଜ୍ୟ ନିର୍ବାଚନ କମିଶନର ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ସମସ୍ତ ରାଜନୈତିକ ଦଳମାନଙ୍କ ଏକ ବୈଠକ…
Read More...

ରାଜ୍ୟରେ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ବଢ଼ିଲା ଦରମା

ଭୁବନେଶ୍ବର: ରାଜ୍ୟରେ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଦରମା ବଢ଼ିଲା। ଆଜି ଅର୍ଥ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ସରକାରଙ୍କ ଦ୍ବାରା ବର୍ଦ୍ଧିତ ଦରମା ଚଳିତ ମାସ ପହିଲାରୁ ଲାଗୁ ହେବ ।…
Read More...

ବୟସ ୭୩, ତଥାପି ମିଳୁନି ବାର୍ତ୍ତକ୍ୟ ଭତ୍ତା

ମୁଖିଗୁଡା:ଜୟପାଟଣା ପଞ୍ଚାୟତ ଅନ୍ତର୍ଗତ ଖଇରମାଲ ଗ୍ରାମର ଅର୍ଜୁନ ରାଉତଙ୍କ ବୟସ ୭୩ ହୋଇ ଥିଲେ ହେଁ ତାଙ୍କୁ ଆଜି ପର୍ଯ୍ୟନ୍ତ ବାର୍ଦ୍ଧକ୍ୟ ଭତ୍ତା ମିଳିନାହିଁ। ବାର୍ଦ୍ଧକ୍ୟ ଭତ୍ତା ପାଇଁ ସେ ବାରମ୍ବାର ଆବେଦନ କରୁଥିଲେ…
Read More...

ପ୍ରମୋଦ ଭଗତଙ୍କୁ ୧ କୋଟି ୧୦ ଲକ୍ଷ ଟଙ୍କା ଦେଲା ଭାରତୀୟ ଜୀବନ ବୀମା

ସମ୍ବଲପୁର: ପାରା ଅଲିମ୍ପିକ ସ୍ବର୍ଣ୍ଣ ବିଜୟୀ ପ୍ରମୋଦ ଭଗତଙ୍କୁ ଆଜି ଭାରତୀୟ ଜୀବନ ବୀମା ୧ କୋଟି ୧୦ ଲକ୍ଷ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରିଛି। ଶୁକ୍ରବାର ସମ୍ବଲପୁର ବୁଢ଼ାରଜାସ୍ଥିତ ଭାରତୀୟ ଜୀବନ ବୀମା ନିଗମ…
Read More...

ନଦୀ ଭିତରେ ମାଛ ମରା ବେଳେ ବିସ୍ଫୋରଣ, ଛିଣ୍ଡିଲା ପାପୁଲି

ଗୁଡ଼ଭେଳା: ଗୁଡଭେଲା ବ୍ଳକ ଅନ୍ତର୍ଗତ ଗମ୍ଭାରିଗୁଡା ପଞ୍ଚାୟତର ରାକ୍ସି ଭଟା ଗାଁର ଘଟିଛି ଏକ ଅଭାବନୀୟ ଘଟଣା। ରାକ୍ସିଭଟା ନିକଟସ୍ଥ ଏକ ଜୋରକୁ ମାଛ ମାରିବା ପାଇଁ କିଛି ଲୋକ ଯାଇଥିଲେ। ହେଲେ ମାଛ ମରା ସ୍ଥାନରେ…
Read More...

ଟି-୨୦ ବିଶ୍ବକପରେ ଭାରତର ଦମଦାର ବିଜୟ, ସ୍କଟଲାଣ୍ଡକୁ ୮ୱିକେଟରେ ହରାଇଲା ଭାରତ

ଦୁବାଇ : ଟି-୨୦ ବିଶ୍ବକପରେ ଭାରତର ଦମଦାର ବିଜୟ। ସ୍କଟଲାଣ୍ଡକୁ ୮ୱିକେଟରେ ହରାଇଲା ଭାରତ। ବିଜୟ ପାଇଁ ୮୬ରନ୍‌ର ପିଛା କରୁଥିଲା ଭାରତ। ବିଜୟ ଲକ୍ଷ୍ୟକୁ ୬.୩ ଓଭରରେ ହାସଲ କଲା ଭାରତ। ରୋହିତ ଶର୍ମାଙ୍କ ୧୬ ବଲରୁ ୩୦ ରନ…
Read More...

ନ୍ୟୁଜିଲାଣ୍ଡର କ୍ରମାଗତ ତୃତୀୟ ବିଜୟ, ନାମିବ୍ୟା ହାତରୁ ମ୍ୟାଚ ଛଡ଼ାଇ ନେଲେ ନିଶାମ, ପିଲିପ୍ସ

ସାରଜା : ୟୁଏଇରେ ଚାଲିଥିବା ଟ୍ବେଣ୍ଟି୨୦ ବିଶ୍ବକପ ସପ୍ତମ ସଂସ୍କରଣରେ ନ୍ୟୁଜିଲାଣ୍ଡ କ୍ରମାଗତ ତୃତୀୟ ବିଜୟ ସହ ସେମିଫାଇନାଲ ଆଶାକୁ ଉଜ୍ଜୀବିତ କରିଛି। ଶୁକ୍ରବାର ସାରଜାରେ ଗ୍ରୁପ-ବିର ଖେଳାଯାଇଥିବା ମ୍ୟାଚରେ…
Read More...

ନବରଙ୍ଗପୁର ଜିଲାର ପ୍ରଯୁକ୍ତି ଓ କ୍ରୀଡ଼ା ଭିତ୍ତିଭୂମି ସମୀକ୍ଷା କଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା

ଭୁବନେଶ୍ୱର: ଇଲେକ୍‌ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଆଜି ନବରଙ୍ଗପୁର ଜିଲା ଗସ୍ତରେ ଯାଇ ଜିଲାର ସୂଚନା ପ୍ରଯୁକ୍ତି ଏବଂ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା…
Read More...

ଆନ୍ତଃରାଜ୍ୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ

ନବରଙ୍ଗପୁର: ଜିଲା କ୍ରୀଡ଼ା ସଂଘ ଏବଂ ରାଜୀବ ଗାନ୍ଧୀ କ୍ଲବ ପକ୍ଷରୁ ତାରାଗାଁ ଫୁଟବଲ ପଡିଆ ଠାରେ ସ୍ବର୍ଗତ ଜନାଵ ହବିବୁଲ୍ଲା ଖାନ ଆନ୍ତଃ ରାଜ୍ୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ଉତ୍ସବରେ ନବରଙ୍ଗପୁର…
Read More...

ଅଦିନିଆ ବର୍ଷାରେ ନଷ୍ଟ ହେଉଛି ଧାନ ଫସଲ, ଆଶା ଓ ଆଶଙ୍କାରେ ଚାଷୀ

କଲମପୁର : ଅଦିନିଆ ବର୍ଷା ଯୋଗୁ କଲମପୁର ବ୍ଲକରେ ପ୍ରାୟ ୩୦ ପ୍ରତିଶତ ଧାନ ଗଛ ନଷ୍ଟ ହୋଇଥିବା ସୂଚନା ମିଳିଛି। ବର୍ତ୍ତମାନ ଧାନ କେଣ୍ଡା ଗୁଡିକ ବାହାରୁ ଥିବା ବେଳେ ଅନେକ ଅମଳ କ୍ଷମ ହୋଇଛି। ଅନ୍ୟ ବର୍ଷ ଅପେକ୍ଷା ଚଳିତ…
Read More...

ଚୌଦ୍ୱାରର ବିଭିନ୍ନ ସ୍ଥାନରେ କାଳୀ ପୁଜା

ଚୌଦ୍ୱାର: ଚୌଦ୍ୱାରର ବିଭିନ୍ନ ସ୍ଥାନରେ ପବିତ୍ର ଦୀପାବଳି ଅବସରରେ ମା’ଦକ୍ଷିଣ କାଳୀଙ୍କ ପୁଜା ଅନୁଷ୍ଠିତ ହୋଇଯାଇଛି। ଥର୍ମାଲ ରୋଡ ସ୍ଥିତ ଘଡଘଡି ହୁଡା ମା’ଦକ୍ଷିଣେଶ୍ୱରୀଙ୍କର ବାର୍ଷିକ ପୂଜା ଉତ୍ସବ ଗୁରବାର…
Read More...

ହୃଦ୍‌ଘାତରେ ଏନଏସି ଅଧ୍ୟକ୍ଷାଙ୍କ ମୃତ୍ୟୁ, ସତ୍କାର ପାଇଁ ଘରେ କେହି ନ ଥିବାବେଳେ ସୁନାଅଳଙ୍କାର ଲୁଟ

ଚିକିଟି:ଗତକାଲି ଚିକିଟିର ପୂର୍ବତନ ଏନଏସି ଅଧ୍ୟକ୍ଷାଙ୍କୁ ହୃଦଘାତରେ ପରଲୋକ ହୋଇଯାଇଛି। ପରିବାର ଲୋକେ ସତ୍କାର ପାଇଁ ବ୍ୟସ୍ତ ରହିବା ସହ ଘରେ କେହି ନ ଥିବାବେଳେ ତାଙ୍କ ଘରୁ ସୁନାଅଳଙ୍କାର ଲୁଟ ହୋଇଛି। ଚୋରି ହୋଇଥିବା…
Read More...

ଲୁଣିବାହାଲ ପଞ୍ଚାୟତର ନୂତନ କାର୍ୟ୍ୟାଳୟ ଉଦଘାଟିତ

ହରଭଙ୍ଗା:ହରଭଙ୍ଗା ବ୍ଲକ ଅନ୍ତର୍ଗତ ଲୁଣିବାହାଲ ଗ୍ରାମ ପଞ୍ଚାୟତର ନୂତନ କାର୍ଯ୍ୟଳୟ ଗୃହ ସମେତ ମିଶନ ଶକ୍ତି ଗୃହ ଉଦ୍‌ଘାଟିତ ହୋଇଯାଇଛି। ଉଦ୍‌ଘାଟନ ଉତ୍ସବରେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ମୁଖ୍ୟଅତିଥି ଭାବେ…
Read More...

ବିପର୍ଯ୍ୟୟ ରୋକିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ଦୀର୍ଘସ୍ଥାୟୀ ଯୋଜନା

ଭୁବନେଶ୍ୱର: ସ୍ବେଚ୍ଛାସେବୀ ଅନୁଷ୍ଠାନ ଆକ୍ସନ୍ଏଡ୍, ୟଙ୍ଗ ଇଣ୍ଡିଆ, କମ୍ୟୁନିଟି ରେଡିଓ, ସ୍ନେହ ଅଭିଯାନ, ଶିଶୁ ଓ ମହିଳା ବିକାଶ କେନ୍ଦ୍ର ଓ ଓଡିଶା ବିକଳାଙ୍ଗ ମଞ୍ଚର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ପ୍ରେସ୍ କ୍ଲବ୍ ଠାରେ…
Read More...

ଦୀପାବଳି ଅଘଟଣ: ୨ ମୃତ, ୩ ଗୁରୁତର

ଭୁବନେଶ୍ବର: ଦୀପାବଳିରେ ଦୁଃଖଦ ଘଟଣା। ଦୀପାବଳି ପାଳନ ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅଘଟଣ ଘଟି ୨ ମୃତ ଓ ୩ ଗୁରୁତର ଥିବା ଜଣାପଡ଼ିଛି। ବାଣ ନେଇ ଯାଇଛି ୨ଜଣଙ୍କ ଜୀବନ। ଢେଙ୍କାନାଳ ଅଞ୍ଚଳରେ ଜଣେ ବ୍ୟାଗରେ ବାଣ…
Read More...

ଆମ୍ବୁଲାନ୍ସ ଧକ୍କାରେ ବ୍ୟବସାୟୀ ମୃତ

ନୀଳଗିରି: ବାଲେଶ୍ବର ଜିଲା ଅଧୀନ ନୀଳଗିରି-ମିତ୍ରପୁର ପୂର୍ତ୍ତ ରାସ୍ତାର ପଣ୍ଡା ଅଫିସ ଛକ ନିକଟରେ ନିଶାଶକ୍ତ ଆମ୍ବୁଲାନ୍ସ ଚାଳକ ଜଣେ ବ୍ୟବସାୟୀଙ୍କୁ ଧକ୍କା ଦେବାରୁ ଦୁର୍ଘଟଣା ସ୍ଥଳରେ ତାଙ୍କର ଶୋଚନୀୟ ମୃତ୍ୟୁ ଘଟିଛି।…
Read More...

କରୋନା ବଟିକାକୁ ଅନୁମତି ଦେଲେ ବ୍ରିଟେନ ସରକାର

ନୂଆଦିଲ୍ଲୀ: କୋଭିଡ୍ ଔଷଧ ନେଇ ଆସିଲା ବଡ଼ ଖବର। କରୋନା ଯୁଦ୍ଧରେ ଯୋଡ଼ିହେଲା ଆଉ ଏକ ନୂଆ ଅସ୍ତ୍ର। ତେବେ ଏହା ଟିକା ନୁହେଁ ବଟିକା। ଏଣିକି କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ରୋଗୀ ଟିକା ନେବା ବଦଳରେ ଖାଇପାରିବେ…
Read More...

ଧାମରା ୮ ପଞ୍ଚାୟତରେ ହେବ ଚାରା ରୋପଣ, ସହାୟତା ଲୋଡିଲେ ପ୍ରକୃତିପ୍ରେମୀ ଶରତ

ଧାମରା: ୧୯୭୧ ପ୍ରଳୟଙ୍କରୀ ବାତ୍ୟା, ୧୯୯୯ରେ ମହାବାତ୍ୟା, ୨୦୧୩ରେ ଫାଇଲିନ, ୨୦୧୪ରେ ହୁଡହୁଡ, ୨୦୧୮ରେ ତିତଲି, ୨୦୧୯ରେ ଫନି ଓ ବୁଲବୁଲ, ୨୦୨୦ରେ ଅମ୍ପାନ ଏବଂ ୨୦୨୧ରେ ୟାଶ ଏବଂ ଗୁଲାବ ବାତ୍ୟା ଧାମରା, ବାଂଶଡା,…
Read More...

କୁଡୁମି ସମ୍ପ୍ରଦାୟର ଗୋଠବାନ୍ଦନା ପରବ ସରିଲା

ପାଟଣା: କୁଡୁମୀ ସମ୍ପ୍ରଦାୟର ବାନ୍ଦନା ପରବର ପ୍ରଥମ ଦିନକୁ ଗୋଠ ବାନ୍ଦନା ବା ଗୋଠାନ୍ ପୂଜା କୁହାଯାଇଥାଏ। ଗ୍ରାମର ଦେହୁରୀ ନଅ ଖଣ୍ଡ ଖନ୍ଦା ତିଆରି ଚାଉଳ ଓ ସିନ୍ଦୁର ଦେଇ ପ୍ରକୃତିର ଦେବାଦେବୀଙ୍କୁ ଆରାଧନା କରିଥାଏ।…
Read More...

ବୈତରଣୀ ନଦୀରେ ବୁଡ଼ି ନାବାଳକ ମୃତ

କେଶଦୁରାପାଳ: କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ ପଦ୍ମପୁର ବୈତରଣୀ ନଦୀରେ ମା ସହ ଗାଧୋଉଥିବାବେଳେ ଭାସିଯାଇ ନାବାଳକର ମୃତ୍ୟୁ ଘଟିଛି। ସକାଳ ସମୟରେ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଅସବଧାନତା ଯୋଗୁଁ ଗୋଡ଼…
Read More...

ଆଲୋକର ପର୍ବ ଦୀପାବଳିକୁ ନେଇ ସାରା ରାଜ୍ୟ ଉତ୍ସବ ମୁଖର

ଭୁବନେଶ୍ବର: ଆଜି ଆଲୋକର ପର୍ବ ଦୀପାବଳି।  ଆଲୋକର ପର୍ବ ଦୀପାବଳି ପାଳନ ପାଇଁ  ସାରା ରାଜ୍ୟ ଉତ୍ସବମୁଖର ହୋଇ ଉଠିଛି। କରୋନା କଟକଣା ମଧ୍ୟରେ ଦୀପାବଳି ଉତ୍ସବ ପାଳିତ ହେଉଛି। ଘର ଭିତରେ ଦୀପ ସହ ପାରମ୍ପରିକ…
Read More...

ଯବାନଙ୍କ ସହ ଦୀପାବଳି ପାଳନ କଲେ ପ୍ରଧାନମନ୍ତ୍ରୀ ନରେନଦ୍ର ମୋଦୀ, କହିଲେ ସୀମାନ୍ତରେ ପହରା ଦେଉଥିବା ଯବାନମାନେ ଦେଶର…

ନୌସେରା : ସୀମାନ୍ତରେ ପହରା ଦେଉଥିବା ଯବାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୀପାବଳି ଉତ୍ସବ ପାଳନ କରିଛନ୍ତି। ଜମ୍ମୁ କାଶ୍ମୀରର ନୌସେରାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପହଞ୍ଚି ସେଠାରେ ସହିଦ…
Read More...

ଅସହାୟ ଶିଶୁମାନଙ୍କ ସହ ଦୀପାବଳି ପାଳିଲା ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ରେଆର୍’

ଗୁଡଭେଲା: ଅସହାୟ ଶିଶୁମାନଙ୍କ ସହିତ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ରେଆର୍’ ଗୁଡଭେଲା କଲ୍ୟାଣ ମଣ୍ଡପଠାରେ ଦୀପାବଳି ଉତ୍ସବ ପାଳନ କରିଛି। ଏଥିରେ ଗୁଡଭେଲା ଶିଶୁ ସୁରକ୍ଷା କମିଟିର ସଭ୍ୟା ତଥା ଅଙ୍ଗନବାଡି ନୀଳକାନ୍ତୀ…
Read More...

ଟ୍ରକଧକ୍କାରେ ଦମ୍ପତ୍ତି ମୃତ

ରେଙ୍ଗାଳି: ଲକ୍ଷନପୁର ବ୍ଲକ ରେଙ୍ଗାଳି ଥାନା ସାହାସବଗା ଛକରେ ମର୍ମନ୍ତୁଦ ଦୁର୍ଘଟଣା। ବୁଣାଣିରେ ବାଇକରେ ଆସୁଥିବା ଦମ୍ପତ୍ତିଙ୍କ ଉପରେ ଚଢ଼ିଗଲା ଦୃତଗାମୀ ଟ୍ରକ। ଦୁର୍ଘଟଣାରେ ଦମ୍ପତ୍ତିଙ୍କ ମୃତ୍ୟୁକୁ ନେଇ…
Read More...

ଦୀପାବଳିରେ ମାଟି ଦୀପର ଚାହିଦା

ଦ୍ୱାରଶୁଣି : ଶ୍ରଦ୍ଧାର ପ୍ରତୀକ ହେଉଛି ଦୀପ। ଅନ୍ଧାରରେ ଆଲୋକର କିରଣ ବିଞ୍ଝି ବିଜୟର ସଂଦେଶ ହେଉଛି ଦୀପ। କେତେବେଳେ ଦେବା-ଦେବୀଙ୍କୁ ଆରୋଧନା କରିବାର ମୁଖ୍ୟ ବାହାକ ସାଜିଥାଏ ତ ଆଉ କେତେବେଳେ ସାମାଜିକ ପରମ୍ପରାରେ…
Read More...

ବିିସିସିଆଇକୁ କପିଳଙ୍କ ପରାମର୍ଶ ବଡଙ୍କୁ ଭୁଲି ଯୁବ ଖେଳାଳିଙ୍କୁ ଗୁରୁତ୍ବ ଦିଅ

ନୂଆଦିଲ୍ଲୀ : ୟୁଏଇରେ ଚାଲିଥିବା ଟ୍ବେଣ୍ଟି୨୦ ବିଶ୍ବକପରେ ଭାରତ ସୁପର-୧୨ରେ କ୍ରମାଗତ ଦୁଇଟି ମ୍ୟାଚରେ ପରାଜିତ ହୋଇ ସେମିଫାଇନାଲ ପ୍ରବେଶ ସଙ୍କଟରେ ରହିଛି। ଭାରତକୁ କେବଳ ଚମତ୍କାରିତା ଏବେ ସେମିଫାଇନାଲରେ ପହଞ୍ଚାଇ…
Read More...

ଗ୍ୟାସ ସିଲିଣ୍ଡର ଫାଟି ୨ ଗୁରୁତର

ଦାନଗଦି: ଯଖପୁରା ଥାନା ମାନତୀରା କଲେଜ ପରିସରରେ ମଙ୍ଗଳବାର ରାତିରେ ଗ୍ୟାସ ଟାଙ୍କି ବିସ୍ଫୋରଣରେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ଜଣେ ହେଲେ ବଙ୍ଗୀୟ ରାଜମିସ୍ତ୍ରୀ ଦୀପକ ପ୍ରଧାନ (୪୨) ଓ ଅନ୍ୟ ଜଣେ…
Read More...

ପ୍ରଦୂଷଣରେ ଦିଲ୍ଲୀକୁ ଟପିଲା ଲାହୋର

ଲାହୋର: ବାୟୁମଣ୍ଡଳ ପ୍ରଦୂଷଣରେ ପାକିସ୍ତାନର ଲାହୋର ସହର ଭାରତର ନୂଆଦିଲ୍ଲୀକୁ ଅତିକ୍ରମ କରିଛି। ଲାହୋର ସହରକୁ ବିଶ୍ବର ସବୁଠାରୁ ପ୍ରଦୂଷିତ ସହର ଭାବେ ଘୋଷଣା କରାଯାଇଛି। ଏକ ବିଶ୍ବସ୍ତରୀୟ ପରିବେଶ ଥିଙ୍କଟ୍ୟାଙ୍କର…
Read More...

ସାମାଜିକ ଦାୟତ୍ବିବୋଧ କ୍ଷେତ୍ରରେ ପିପିଏଲ୍‌ ସମ୍ମାନିତ

ଭୁବନେଶ୍ୱର: ପାରାଦ୍ବୀପ ଫସ୍‌ଫେଟ ଲିମିଟେଡ଼ ସାମାଜିକ ଦାୟିତ୍ବବୋଧତା କ୍ଷେତ୍ରରେ ଶ୍ରେଷ୍ଠ ଉଦ୍ୟମ ଏବଂ ଅଭିନବ ପନ୍ଥା ଗ୍ରହଣ କରି ସଫଳତା ହାସଲ କରିଥିବାରୁ ସିଏସ୍‌ଆର୍‌ ଓଡ଼ିଶା ଫୋରମ୍‌ ପକ୍ଷରୁ ସମ୍ମାନିତ ହୋଇଛି।…
Read More...

ବୁଧବାରରୁ ନନ୍ଦନକାନନ ସିଂହ ସଫାରୀ ବନ୍ଦ

ନନ୍ଦନକାନନ: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ସିଂହ ସଫାରୀ ୩ (ବୁଧବାର)ରୁ ୬ତାରିଖ(ଶନିବାର) ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। ସିଂହ ସଫାରୀ ରାସ୍ତା ମରାମତି ପାଇଁ ଏହାକୁ ବନ୍ଦ ରଖାଯିବ। ତେବେ ୩ଟି ବାଘ, ଭାଲୁ…
Read More...

ଅସହାୟଙ୍କୁ ସହାୟତା ପ୍ରଦାନ

ଚୌଦ୍ୱାର: ଚୌଦ୍ୱାର ପୌରପାଳିକା ୨ ନମ୍ବର ୱାର୍ଡ଼ ମୁସଲିମ୍ ସାହିରେ ୬ଟି କନ୍ୟା ସନ୍ତାନଙ୍କ ସହିତ ଏକ ଭଙ୍ଗା ଝୁପୁଡ଼ି ଘରେ ଅସହାୟ ଅବସ୍ଥାରେ ରହୁଥିବା ଦୀନ ମଯୁରିଆ ସେକ୍ ଜଲାଲ ଓ ତାଙ୍କ ପତ୍ନୀଙ୍କୁ ସ୍ଥାନୀୟ…
Read More...

ସମାଜ ସେବା ଓ ସଫେଇ କାର୍ଯ୍ୟକ୍ରମ

ଚୌଦ୍ୱାର: ବିଜୁ ଜନତା ଦଳ ତରଫରୁ ଗାନ୍ଧୀ ଜୟନ୍ତୀ ଠାରୁ ଏକ ମାସଧରି ଜାରୀ ରହିଥିବା ସମାଜ ସେବା ଓ ସଫେଇ କାର୍ଯ୍ୟକ୍ରମ ମଙ୍ଗଳବାର ଦିନ ଉଦଯାପିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଚୌଦ୍ୱାର-କଟକ ପୂର୍ବତନ ବିଧାୟକ…
Read More...

ଶିକ୍ଷକଙ୍କ ପଦୋନ୍ନତି ପ୍ରକ୍ରିୟାକୁ ଶୀଘ୍ର ଜକ୍ଷରିକରିବା ପାଇଁ ଆଶାୟୀ ଶିକ୍ଷକ ଏବଂ ଶିକ୍ଷୟତ୍ରୀଙ୍କ ଦାବିପତ୍ର ପ୍ରଦାନ

ପାପଡାହାଣ୍ଡି: ଚଳିତ ବର୍ଷ ଶିକ୍ଷକଙ୍କ ପଦନ୍ନୋତି ପ୍ରକ୍ରିୟାରେ ବିଳମ୍ବ ଯୋଗୁ ଆଶାୟୀ ଶିକ୍ଷକ ଶିକ୍ଷୟିତ୍ରୀ ଆଜି ପାପଡାହାଣ୍ଡି ବ୍ଲକ ଶିକ୍ଷାଧିକାରୀ କାର୍ୟ୍ୟାଳୟ ଠାରେ ନବରଙ୍ଗପୁର ଜିଲା ଶିକ୍ଷାଧିକାରୀଙ୍କ ଉଦେଶ୍ୟରେ…
Read More...

ରାସ୍ତା କାମରେ ଅନିୟମିତତା ଅଭିଯୋଗ

ଦେଓଗାଁ: ବ୍ଳକ କାର୍ୟ୍ୟାଳୟ ଠାରୁ ମାତ୍ର ଦେଢ଼ କିଲୋମିଟର ଦୂରରେ ଥିବା ଏକ ପଞ୍ଚାୟତ ରାସ୍ତାକୁ ମରାମତି କରିବା ପାଇଁ ଲକ୍ଷାଧିକ ଟଙ୍କା ଆସିଛି। ହେଲେ ଏହି ରାସ୍ତା ମରାମତିରେ ଅନିୟମିତତା ହୋଇଛି ବୋଲି ଗ୍ରାମବାସୀମାନେ…
Read More...

ପାତ୍ରପୁରରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ, ୨୦୮ ୟୁନିଟ ରକ୍ତ ସଂଗୃହୀତ

ପାତ୍ରପୁର: ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶରେ ଅକ୍ଟୋବର ୨ରୁ ନଭେମ୍ବର ୨ ମଧ୍ୟରେ ବିଜେଡି ତରଫରୁ ଆରମ୍ଭ ହୋଇଥିବା ସାମାଜିକ କାର୍ୟ୍ୟକ୍ରମର ଉଦଯାପିତ ହୋଇଯାଇଛି। ପାତ୍ରପୁର ବ୍ଲକ ଯୁବ ଓ ଛାତ୍ର…
Read More...

ବ୍ୟବସାୟରେ ସଫଳତା ପାଇବା ପାଇଁ ଲୋକଙ୍କ ସହ ସମ୍ପର୍କ ଯୋଡ଼ିବା ଜରୁରୀ

ଭୁବନେଶ୍ୱର: ୟୁନିଟ ୨ ଅଶୋକନଗର ମାର୍କେଟ ବିଲଡିଂଠାରେ ଏ ଅଞ୍ଚଳର ସଂଖ୍ୟାଲଘୁ ସମ୍ପ୍ରଦାୟ ପକ୍ଷରୁ ଦୀପାବଳୀ ଉପଲକ୍ଷେ ଏକ ବନ୍ଧୁମିଳିନ କାର୍ଯ୍ୟକ୍ରମ ଓ ସଂଖ୍ୟାଲଘୁ ସମ୍ପ୍ରଦାୟର ସଭପତି ମନୋନୟନ ବୈଠକ ଅନୁଷ୍ଠିତ…
Read More...

ବୀର ବଜରଙ୍ଗବଳୀ କ୍ଳବ୍ ପକ୍ଷରୁ ଏକଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ, ବରଗଡ଼ ଇଉନାଇଟେଡ ଦଳ ବିଜୟୀ

ରେଙ୍ଗାଲିକେମ୍ପ୍:ଅତାବିରା ଏନ୍ଏସିସ୍ଥିତ ୱାର୍ଡ ନଂ ୯ ଲାଦେରପାଲି ଖେଳ ପଡିଆ ଠାରେ ବୀର ବଜରଙ୍ଗବଳୀ କ୍ଳବ୍ ପକ୍ଷରୁ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ଦୁର୍ଗାପ୍ରସାଦ…
Read More...

ଜାତୀୟ ରାଜପଥ ଉପରେ ଶବ ରଖି ପ୍ରତିବାଦ

ନବରଙ୍ଗପୁର: ଗ୍ରାମ୍ୟ ଶ୍ମଶାନକୁ ପରିବହନ ବିଭାଗ କାର୍ଯ୍ୟାଳୟ ପାର୍ଶ୍ୱ ଦେଇ ଯାଇଥିବା ରାସ୍ତା ଉପରେ ମୁନସିପାଲଟି ପକ୍ଷରୁ କୁଢ଼ କୁଢ଼ ଆବର୍ଜନା ଗଦା ହୋଇଥିବାରୁ ଏହାର ପ୍ରତିବାଦରେ ମାଝିଗୁଡ଼ା ଗ୍ରାମବାସୀ ଜାତୀୟ…
Read More...

ରାଜଧାନୀ ଭୁବନେଶ୍ବରରେ ଡବଲ ମର୍ଡର, ଘର ଭିତରୁ ମିଳିଲା ମା’ ଓ ପୁଅର ରକ୍ତ ଜୁଡୁବୁଡୁ ମୃତଦେହ

ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ। ଭୁବନେଶ୍ବରରେ ଡବଲ ମର୍ଡର। ତମାଣ୍ଡୋ ଥାନା ନାରଗଦା ଅଞ୍ଚଳରେ ଡବଲ ମର୍ଡର ହୋଇଥିବା ସୂଚନା ମିଳିଛି। ୧୦ବର୍ଷର ପୁଅ ଓ ସ୍ତ୍ରୀକୁ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି।…
Read More...

ଗ୍ୟାସ ସିଲିଣ୍ଡର ବିସ୍ଫୋରଣ, ଜଣେ ଗୁରୁତର

ବ୍ରହ୍ମପୁର: ବ୍ରହ୍ମପୁର ଚର୍ଚ୍ଚ ରୋଡରେ ଥିବା ଜଣେ ବ୍ୟକ୍ତିଙ୍କ ରୋଷେଇ ଘରେ ଥିବା ଗ୍ୟାସ ସିଲିଣ୍ଡିରରେ ନିଆଁ ଲାଗି ବିସ୍ଫୋରଣ ଘଟିଛି ା ଏହି ଘଟଣାରେ ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି। ସେହିପରି ବିସ୍ଫୋରଣରେ…
Read More...

ଜଳ ସେଚନ ଯୋଗାଇବାକୁ ଜିଲାପାଳଙ୍କ ନିକଟରେ ଦାବି

କଲମପୁର: ଆଉ କିଛି ଦିନ ପରେ ବନ୍ଦ ହେବ ଖରିଫ ଜଳ ସେଚନ। ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲର ମରାମତି ପାଇଁ ଜଳ ସେଚନକୁ ବାତିଲ ପାଇଁ ଘୋଷଣା କରାଯାଇଥିବା ବେଳେ ବର୍ଷା ଅଭାବ କାରଣରୁ ଇନ୍ଦ୍ରାବତୀ ଜଳ ଭଣ୍ଡାରର ଜଳସ୍ତର…
Read More...