www.samajalive.in
Monday, December 15, 2025
27.1 C
Bhubaneswar

ପ୍ରଦୂଷଣରେ ଦିଲ୍ଲୀକୁ ଟପିଲା ଲାହୋର

ଲାହୋର: ବାୟୁମଣ୍ଡଳ ପ୍ରଦୂଷଣରେ ପାକିସ୍ତାନର ଲାହୋର ସହର ଭାରତର ନୂଆଦିଲ୍ଲୀକୁ ଅତିକ୍ରମ କରିଛି। ଲାହୋର ସହରକୁ ବିଶ୍ବର ସବୁଠାରୁ ପ୍ରଦୂଷିତ ସହର ଭାବେ ଘୋଷଣା କରାଯାଇଛି। ଏକ ବିଶ୍ବସ୍ତରୀୟ ପରିବେଶ ଥିଙ୍କଟ୍ୟାଙ୍କର କହିବା ଅନୁଯାୟୀ ଲାହୋର ସହରର ବାୟୁ ମାନ ସୂଚୀ (ଏୟାର କ୍ବାଲିଟି ଇନ୍‌ଡେକ୍ସ) ୫୦୦ ରହିଛି। ଯେତେବେଳେ କି ନୂଆଦିଲ୍ଲୀର ବାୟୁ ମାନ ସୂଚୀ ୫୦୦ ରହିଛି। ଲାହୋରର କୋଟ ଲଖପତ ଅଞ୍ଚଳରେ ବାୟୁର ମାନ ଅତ୍ୟନ୍ତ ବିପଜ୍ଜନକ ରହିଛି। ଏଠାରେ ନିଶ୍ବାସ ପ୍ରଶ୍ବାସ ନେବା ହାନିକାରକ।

ଲାହୋରର ପରିବେଶ ସମ୍ପର୍କିତ ଏପରି ଖବରକୁ ପାକିସ୍ତାନ ସ୍ବୀକାର କରିଛି। ତେବେ ଲାହୋର ବାୟୁମଣ୍ଡଳ ଏପରି ପ୍ରଦୂଷଣ ସାମୟିକ ବୋଲି ପାକିସ୍ତାନ କହିଛନ୍ତି। ମାତ୍ର ପାକିସ୍ତାନର ଜଣେ ଟ୍ବିଟର ବ୍ୟବହାରକାରୀ କହିଛନ୍ତି ସବୁକିଛି ସାମୟିକ ହୋଇଥିବାବେଳେ ଲାହୋର ସହର ପ୍ରଦୂଷିତ ସହର ତାଲିକାର ସର୍ବାଗ୍ରେ ରହିବା ସ୍ଥିର ନିଶ୍ଚିତ। ତେଣୁ ଯେଉଁମାନେ ଲାହୋର ଆସିବାକୁ ଯୋଜନା କରୁଛନ୍ତି ସେମାନେ ଏହାର ପୁନଃବିଚାର କରିବା ଦରକାର।

Hot this week

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

ଆୟୁର୍ବେଦିକ ଏବଂ ହୋମିଓପାଥିକ୍ ପିଜି ଷ୍ଟାଇପେଣ୍ଡ୍‌ ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ...

Related Articles

Popular Categories