ସିପିଏମ୍‍ଜିଙ୍କ କାର୍ଯ୍ୟାଳୟରେ ଫିଲାଟେଲିକ୍‍ ବ୍ୟୁରୋ ଉଦ୍‍ଘାଟିତ

ଭୁବନେଶ୍ୱର : ମୁଖ୍ୟ ମହାଡ଼ାକପାଳଙ୍କ କାର୍ଯ୍ୟାଳୟ ପରିସରରେ ଆଜି ଫିଲାଟେଲିକ୍‍ ବ୍ୟୁରୋ ଉଦ୍‍ଘାଟିତ ହୋଇଛି। ଏଥିସହ ବିଭିନ୍ନ ଷ୍ଟାମ୍ପ୍‍ ସମ୍ବଳିତ ଦୁଇଟି ବିଶାଳ ପେଣ୍ଟିଂ ମଧ୍ୟ ଲୋକାର୍ପିତ ହୋଇଛି। ଏଠାରେ ସାଧାରଣ…
Read More...

ଆମୀର-ଆଲିଆ : ଆଉ ଏକ ‘ବୀର୍‍-ଜାରା’

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ପରେ ଜେଲ୍‍ରୁ ମୁକୁଳୁ ଥିବା ପ୍ରେମିକଙ୍କୁ ଅପେକ୍ଷା କରିଥିଲେ ଆଲିଆ। ମହମ୍ମଦ ଆମୀର ଖାଁଙ୍କ ସହିତ ତାଙ୍କର ପ୍ରେମ ପୂର୍ବ ପରି ଅତୁଟ ରହିଥିଲା। ଦିନେ ନୁହେଁ କି ମାସେ। ଏହି ପ୍ରତୀକ୍ଷା ଥିଲା…
Read More...

ଆଇନ ଆଣିବେ ସରକାର

ଭୁବନେଶ୍ୱର : କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ଭାବେ ଆଇନଗତ ମାନ୍ୟତା ପ୍ରଦାନ ନେଇ ରାଜ୍ୟ ସରକାର ଚିନ୍ତା କରୁଛନ୍ତି। ସଂସ୍କୃତି ବିଭାଗ ୨୦୧୫ ମସିହା ଜୁଲାଇ…
Read More...

ପର୍ତ୍ତୁଗାଲ ପ୍ରିକ୍ୱାର୍ଟରରେ

ସାରାନ୍‍ସ୍କ : ଚଳିତ ଫିଫା ବିଶ୍ୱକପ୍‍ର ପ୍ରିକ୍ୱାର୍ଟରଫାଇନାଲରେ ପ୍ରବେଶ କରିଛି ପର୍ତ୍ତୁଗାଲ୍‍। ସୋମବାର ଗ୍ରୁପ୍‍ ‘ବି’ ମ୍ୟାଚ୍‍ରେ ଇରାନ୍‍ ଓ ପର୍ତ୍ତୁଗାଲ ମଧ୍ୟରେ ମ୍ୟାଚ୍‍ ୧-୧ ଗୋଲ୍‍ରେ ଅମୀମାଂସିତ ରହିଛି।…
Read More...

ଚଣ୍ଡିଖୋଲ ହେବ ଏନ୍‌ଏସି

ଭୁବନେଶ୍ୱର : ଯାଜପୁର ଜିଲା ଚଣ୍ଡିଖୋଲରେ ଏକ ବିଜ୍ଞପିତ ଅଞ୍ଚଳ ଗଠନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏଥି ସକାଶେ ନଗର ଉନ୍ନୟନ ବିଭାଗ ପକ୍ଷରୁ ଯାଜପୁର ଜିଲାପାଳଙ୍କୁ ଚିଠି ଲେଖାଯାଇ ତୁରନ୍ତ…
Read More...

ମୁକ୍ତାକାଶ ଜେଲ୍‌ରୁ କଏଦୀ ଫେରାର

ତମାଣ୍ଡୋ/ଚନ୍ଦକା : ଜାମୁଝରୀସ୍ଥିତ ବିଜୁ ପଟ୍ଟନାୟକ ମୁକ୍ତାକାଶ କାରାଶ୍ରମ ପରିସରରୁ ଜଣେ କଏଦୀ ୧୯ ତାରିଖ ସନ୍ଧ୍ୟାରୁ ଫେରାର ହୋଇଯାଇଛନ୍ତି। କାରାଶ୍ରମ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏ ନେଇ ଚନ୍ଦକା ଥାନାରେ ଅଭିଯୋଗ…
Read More...

୮୩ ବିଶ୍ୱକପ୍‍ ବିଜୟର ୩୫ ବର୍ଷ ପୂରିଲା

ନୂଆଦିଲ୍ଲୀ : ଜୁନ୍‍ ୨୫; ଆମ କ୍ରୀଡ଼ାପ୍ରେମୀଙ୍କ ପାଇଁ ଏହା ଏପରି ଏକ ତାରିଖ; ଯାହା ଭାରତୀୟ କ୍ରୀଡ଼ା ଇତିହାସ ବଦଳାଇ ଦେଇଥିଲା। ଠିକ୍‍ ୩୫ ବର୍ଷ ତଳେ; ୧୯୮୩ରେ ଆଜିର ଦିନରେ ଭାରତ ପ୍ରଥମଥର ପାଇଁ କ୍ରିକେଟ ବିଶ୍ୱକପ…
Read More...

ଶ୍ରମିକଙ୍କୁ ଭୂତ ଭୟ : ମଶାଣିରେ ଶୋଇଲେ ବିଧାୟକ

ଗୋଦାବରୀ (ଆନ୍ଧ୍ରପ୍ରଦେଶ) : ସାଧାରଣରେ ଏକ ଧାରଣା ରହିଛି ରାଜନେତାଙ୍କ ଭିତରେ କୌଣସି ଆଦର୍ଶ ନାହିଁ। ଅଧିକାଂଶ ରାଜନେତା ଦୁର୍ନୀତିଗ୍ରସ୍ତ ଓ ସ୍ବାର୍ଥପର; ମାତ୍ର ଏଭଳି ଧାରଣାକୁ ଭୁଲ ପ୍ରମାଣିତ କରିଛନ୍ତି…
Read More...

ଦିନିକିଆ ଓଡ଼ିଶା ଗସ୍ତରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ

ଭୁବନେଶ୍ୱର : ମଙ୍ଗଳବାର ଦିନିକିଆ ଗସ୍ତରେ ଓଡ଼ିଶା ଆସୁଛନ୍ତି କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନୀ। ଶ୍ରୀମତୀ ଇରାନୀ ସକାଳ ୯ ଟାରେ ଭୁବନେଶ୍ୱର ବିମାନବନ୍ଦରରେ ଆସି ପହଞ୍ଚିବେ । ଶ୍ରୀମତି ଇରାନୀ ପୂର୍ବାହ୍ନ…
Read More...

ସାଉଦି ଆରବର ସାନ୍ତ୍ୱନାମୂଳକ ବିଜୟ

ଭଲ୍‍ଗୋଗ୍ରାଡ୍‍ : ଚଳିତ ବିଶ୍ୱକପ୍‍ର ପ୍ରଥମ ରାଉଣ୍ଡରୁ ବିଦାୟ ନେଇ ସାରିଥିବା ଦୁଇ ଦଳ ଇଜିପ୍‍ଟ ଓ ସାଉଦି ଆରବ ମଧ୍ୟରେ ସୋମବାର ଅନ୍ତିମ ଲିଗ୍‍ ମୁକାବିଲାରେ ସାଉଦି ଆରବ ବିଜୟୀ ହୋଇଛି। ଗ୍ରୁପ୍‍ ‘ଏ’ର ଏହି ମ୍ୟାଚ୍‍ରେ…
Read More...

ମଙ୍ଗଳବାର ରାଶିଫଳ

ମେଷ: ପାରିବାରିକ ଚିନ୍ତା ବୃଦ୍ଧି ହେବ। ବାଦାନୁବାଦ ଉପୁଜି ପାରେ। ଶାରୀରିକ ସ୍ତରରେ କ୍ଳେଶ ଉପୁଜି ପାରେ। ନିଜ ଲୋକମାନେ ଦାଉ ସାଧିବାକୁ ଚେଷ୍ଟା ଚଳାଇବେ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ବୃଷ: ଯୋଗାଯୋଗରେ ଲାଭବାନ…
Read More...

ହୋଇପାରେ ଆଗୁଆ ନିର୍ବାଚନ

 ଖର୍ଚ୍ଚ ତାଲିକା ଦେବାକୁ ଜିଳାପାଳଙ୍କୁ ପତ୍ର ଭୁବନେଶ୍ୱର : ଦେଶରେ ସାଧାରଣ ନିର୍ବାଚନ ସହ କେତେକ ରାଜ୍ୟରେ ବିଧାନସଭା ନିର୍ବାଚନ ଆଗୁଆ କରିବା ପାଇଁ ଚର୍ଚ୍ଚା ଚାଲିଛି। ଅନୁରୂପ ଭାବେ ଲୋକସଭା ସହ ଓଡ଼ିଶାରେ ବିଧାନସଭା…
Read More...

ଚାଲିବ ସି-ପ୍ଲେନ୍‌

- ଭୁବନେଶ୍ୱର-ପୁରୀ-ଭାୟା ଚିଲିକା, - ଭୁବନେଶ୍ୱର-ଚାନ୍ଦିପୁର ଭାୟା ଭିତରକନିକା,- ଭୁବନେଶ୍ୱର-ହୀରାକୁଦ ଡ୍ୟାମ୍‌ ପର୍ଯ୍ୟଟନକୁ ପ୍ରୋତ୍ସାହନ ଭୁବନେଶ୍ୱର :  କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଏବେ…
Read More...

ରୁଷିଆକୁ ହରାଇ ଗ୍ରୁପ୍‍ ଶୀର୍ଷରେ ଉରୁଗୁଏ

ସାମାରା : ସୋମବାର ଏଠାରେ ଖେଳାଯାଇଥିବା ବିଶ୍ୱକପ ଫୁଟବଲ ଟୁର୍ଣ୍ଣାମେଣ୍ଟର ଏକ ଗ୍ରୁପ୍‍ ‘ଏ’ ମ୍ୟାଚରେ ଉରୁଗୁଏ ୩-୦ ଗୋଲରେ ଆୟୋଜକ ରୁଷିଆକୁ ପରାସ୍ତ କରିଛି। ଏହି ବିଜୟ ସହ ଉରୁଗୁଏ ତିନିଟି ମ୍ୟାଚରୁ ୯ ପଏଣ୍ଟ ପାଇ…
Read More...

ଏସ୍‍ସିବିରେ ଡେଙ୍ଗୁରୋଗୀଙ୍କ ମୃତ୍ୟୁ

ହାଟଡ଼ିହି/କଟକ : ହାଟଡ଼ିହି ବ୍ଲକ ହାବଳେଶ୍ୱର ପଞ୍ଚାୟତ ଡ଼ିମିରିଆ ଗ୍ରାମର ଶଶିକାନ୍ତ ବାରିକଙ୍କ ପୁଅ ତ୍ରୈଲୋକ୍ୟ ବାରିକ (୩୨) ଡ଼େଙ୍ଗୁରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ…
Read More...

ଟି-୨୦ ମହିଳା ବିଶ୍ୱକପ : ନ୍ୟୁଜିଲ୍ୟାଣ୍ଡକୁ ଭେଟିବ ଭାରତ

ଦୁବାଇ : ଚଳିତବର୍ଷ ନଭେମ୍ବର ୯ରୁ ୨୪ ପର୍ଯ୍ୟନ୍ତ ୱେଷ୍ଟଇଣ୍ଡିଜରେ ଅନୁଷ୍ଠିତ ହେବାକୁ ଥିବା ମହିଳା ଟି-୨୦ ବିଶ୍ୱକପରେ ଭାରତୀୟ ମହିଳା କ୍ରିକେଟ ଦଳ ତାର ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ଭେଟିବ। ଭାରତୀୟ ଦଳ ତାର…
Read More...

ଭାରତୀୟ ଦ୍ରୁତ ବୋଲିଂ ସବୁଠାରୁ ମଜବୁତ : ସଚିନ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳ ଇଂଲଣ୍ଡ ଗସ୍ତରେ ଯାଇଛି। ତେବେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର କହିଛନ୍ତି ଯେ, ପ୍ରାୟ ବହୁବର୍ଷ ବ୍ୟବଧାନରେ ଭାରତୀୟ କ୍ରିିକେଟ ଦଳ ଏକ ଭଲ ଦ୍ରୁତ ବୋଲରଙ୍କ ସହ ପଡିଆକୁ…
Read More...

ପ୍ରିୟଙ୍କା : ଗୋଆରେ ବୟଫ୍ରେଣ୍ଡଙ୍କ ସହ ଭୋଜନ

ନୂଆଦିଲ୍ଲୀ : ହଲିଉଡ ନାୟକଙ୍କ ସହିତ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଥିବା ବଲିଉଡ଼ ନାୟିକା ପ୍ରିୟଙ୍କା ଚୋପ୍ରାଙ୍କୁ ତାଙ୍କ ବୟଫ୍ରେଣ୍ଡ ନିକ୍‍ ଜୋନଙ୍କ ସହ ଗୋଆରେ ଦେଖିବାକୁ ମିଳିଛି। ପ୍ରିୟଙ୍କା ନିଜ ଭାଇ…
Read More...

ଡ଼ୁଙ୍ଗାଖୋଲ ଜଙ୍ଗଲରୁ ହାତୀଛୁଆର ଗଳିତ ଶବ ଉଦ୍ଧାର

ସୁନ୍ଦରଗଡ଼ : ସୁନ୍ଦରଗଡ଼ ବନଖଣ୍ଡ ଅନ୍ତର୍ଗତ ଗର୍ଜନପାହାଡ଼ ସଂରକ୍ଷିତ ଜଙ୍ଗଲରେ ‘କଳା ବାଘ’ର ଚଳପ୍ରଚଳ ଅବସ୍ଥିତି ସଂପର୍କରେ ସ୍ପଷ୍ଟ ହେବା ପରେ ରାଜ୍ୟ ବନ ବିଭାଗ ଓ ସୁନ୍ଦରଗଡ଼ ବନଖଣ୍ଡ ପକ୍ଷରୁ ଏହି ସଂରକ୍ଷିତ ଜଙ୍ଗଲ ଉପରେ…
Read More...

ବଞ୍ଚିବାକୁ ଚାହୁଁଥିଲେ ମୁସଲମାନ ପ୍ରାର୍ଥୀଙ୍କୁ ଭୋଟ ଦିଅନ୍ତୁ : ଓବେସି

ହାଇଦରାବାଦ : ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ଏଆଇଏମ୍‍ଆଇଏମ୍‍ ଅଧ୍ୟକ୍ଷ ଏବଂ ହାଇଦରାବାଦ ସାଂସଦ ଅସଦୁଦ୍ଦିନ ଓବେସି ଧର୍ମ କାର୍ଡ ଖେଳି ଭୋଟରଙ୍କୁ ହାତାଇବାକୁ ଚେଷ୍ଟା କରିଛନ୍ତି। ମୁସଲମାନ ପ୍ରାର୍ଥୀଙ୍କୁ ଭୋଟ…
Read More...

ଅଷ୍ଟ୍ରେଲିଆର ଦିନିକିଆ ମାନ୍ୟତା ୬କୁ ହ୍ରାସ

ଦୁବାଇ : ଦିନିକିଆ ଫର୍ମାଟରେ ଅଷ୍ଟ୍ରେଲିଆ କ୍ରିକେଟ ଦଳର ମାନ୍ୟତା ହ୍ରାସ ପାଇଛି। ସୋମବାର ଆଇସିସି ପକ୍ଷରୁ ପ୍ରକାଶିତ ଏହି ତାଲିକାରେ ଅଷ୍ଟ୍ରେଲିଆ ଗୋଟିଏ ପାହ୍ୟା ତଳକୁ ଖସି ୬ଷ୍ଠ ସ୍ଥାନରେ ପହଞ୍ଚିଛି। ସଦ୍ୟସମାପ୍ତ…
Read More...

ଲାଫିଙ୍ଗ୍‍ ବୁଦ୍ଧ କିଏ? କେଉ ସ୍ଥାନରେ ଏହାକୁ ରଖିବା ଦରକାର?

ବର୍ତ୍ତମାନ ସମୟରେ ଚୀନର ଫେଙ୍ଗସୁଇ ବାସ୍ତୁ ନିୟମର ପ୍ରଚଳନ ବହୁଳ ଭାବରେ ଚାଲିଛି। ଭାରତୀୟ ଶାସ୍ତ୍ର ଅନୁସାରେ ଘରେ କିମ୍ବ ଦୋକାନରେ ଧନ ସମ୍ପତ୍ତି ବୃଦ୍ଧି କରିବା ପାଇଁ କୁବେରଙ୍କୁ ପୂଜା କରାଯାଏ। ସେହିପରି ଚୀନରେ…
Read More...

ବିଜେପି ଛାଡିଲେ ରାଜସ୍ଥାନର ପୂର୍ବତନ ମନ୍ତ୍ରୀ

ଜୟପୁର : ରାଜସ୍ଥାନ ବିଧାନସଭାକୁ ୫ଥର ନିର୍ବାଚିତ ହୋଇଥିବା ପୂର୍ବତନ ମନ୍ତ୍ରୀ ଘନଶ୍ୟାମ ତିୱାରି ବିଜେପିରୁ ଇସ୍ତଫା ଦେଇଛନ୍ତି। ବିଜେପିରୁ ଇସ୍ତଫା ଦେବା ପରେ ଘନଶ୍ୟାମ ନିଜ ପୁଅ ଦ୍ୱାରା ଗଠିତ ନୂଆ ଦଳରେ ଯୋଗ…
Read More...

ମେଜରଙ୍କ ପତ୍ନୀଙ୍କୁ ହତ୍ୟା ଘଟଣା : ପୁଲିସ ହାଜତକୁ ଗଲେ ଗିରଫ ସେନା ଅଧିକାରୀ

ନୂଆଦିଲ୍ଲୀ : ସୈନ୍ୟ ବାହିନୀରେ କାର୍ଯ୍ୟରତ ଜଣେ ସେନା ମେଜରଙ୍କ ପତ୍ନୀଙ୍କୁ ହତ୍ୟା ଘଟଣାରେ ଗିରଫ ହୋଇଥିବା ସେନା ଅଧିକାରୀ ନିଖିଲ ହାଣ୍ଡାଙ୍କୁ ସୋମବାର ୪ଦିନ ପାଇଁ ପୁଲିସ ହାଜତକୁ ପଠାଇ ଦିଆଯାଇଛି। ସୋମବାର…
Read More...

ଆଜମ୍ପସନ ଦ୍ୱୀପରେ ନୌସେନା ଘାଟି ନିର୍ମାଣ ଲାଗି ଭାରତ-ସିଚେଲ୍ସ ମଧ୍ୟରେ ସମ୍ମତି

ନୂଆଦିଲ୍ଲୀ : ଆଜମ୍ପସନ ଦ୍ୱୀପରେ ନୌସେନା ଘାଟି ନିର୍ମାଣ ଲାଗି ଭାରତ ଓ ସିଚେଲ୍ସ ମଧ୍ୟରେ ସହମତି ପ୍ରକାଶ ପାଇଛି। ସୋମବାର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସିଚେଲ୍ସ ରାଷ୍ଟ୍ରପତି ଡାନି ଆଣ୍ଟୋଇନେ ରୋଲେନ…
Read More...

ନାଇଜେରିଆରେ ସଂଘର୍ଷ; ୮୬ ମୃତ

ଲାଗୋସ : କେନ୍ଦ୍ର ନାଇଜେରିଆରେ ଖ୍ରୀଷ୍ଟିୟାନ କୃଷକ ଓ ମୁସଲମାନ ପଶୁପାଳକଙ୍କ ମଧ୍ୟରେ ସଂଘର୍ଷ ଘଟି ୮୬ଜଣଙ୍କର ମୃତ୍ୟୁ ହୋଇଛି। ଏକ ସପ୍ତାହ ହେଲା ଏହି ସଂଘର୍ଷ ଲାଗି ରହିଛି। ଏହି ସଂଘର୍ଷ ଆତଙ୍କବାଦୀ ସଂଗଠନ ବୋକୋ…
Read More...

ଚେଲାମେଶ୍ୱରଙ୍କୁ ବାର୍‍ କାଉନସିଲ୍‍ ଅଫ ଇଣ୍ଡିଆର ସମାଲୋଚନା

ନୂଆଦିଲ୍ଲୀ : ଦୁଇ ଦିନ ପୂର୍ବେ ଅବସର ଗ୍ରହଣ କରିଥିବା ସୁପ୍ରିମକୋର୍ଟ ବିଚାରପତି ଚେଲାମେଶ୍ୱରଙ୍କୁ ବାର୍‍ କାଉନ୍‍ସିଲ ଅଫ ଇଣ୍ଡିଆ ପକ୍ଷରୁ ତୀବ୍ର ସମାଲୋଚନା କରାଯାଇଛି। ଅବସର ସମୟରେ ଚେଲାମେଶ୍ୱର ଦେଇଥିବା ମନ୍ତବ୍ୟ…
Read More...

ଆଇଏନଏକ୍ସ ମିଡିଆ ମାମଲା: କାର୍ତ୍ତିଙ୍କ ବିରୋଧରେ ସୁପ୍ରିମକୋର୍ଟ ଗଲା ସିବିଆଇ

ନୂଆଦିଲ୍ଲୀ : ଆଇଏନଏକ୍ସ ମିଡିଆ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦମ୍ବରମ୍‍ଙ୍କ ପୁଅ କାର୍ତ୍ତି ଚିଦମ୍ବରମ୍‍ଙ୍କ ବିରୋଧରେ ସିବିଆଇ ସୋମବାର ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛି। ଏହି ମାମଲାରେ କାର୍ତ୍ତିଙ୍କୁ…
Read More...

କଇଁଛ ମୁଦି ବାସ୍ତୁ ଦୋଷ ଅନୁସାରେ କେତେ ଶୁଭଙ୍କର

ଜୀବନରେ ସଫଳତା ହାସଲ କରିବା ପାଇଁ ସମସ୍ତେ ଚେଷ୍ଟା କରିଥାନ୍ତି। ହେଲେ ସମସ୍ତଙ୍କୁ ସଫଲତାର ସ୍ୱାଦ ମିଳେନାହିଁ। ଚୀନରେ ବାସ୍ତୁଦୋଷ ଦୂର କରି ସଫଳତା ହାସଲ ପାଇଁ ଲୋକେ ଘରେ ହସୁଥିବା ବୁଦ୍ଧ, ତିନି ଗୋଡ ଥିବା ମାଠିଆ ଆଦି…
Read More...

ବ୍ରିଟିଶ ମାଟିରେ ଉଡ଼ାଇଲେ ତ୍ରିରଙ୍ଗା

ନୀଳଗିରି : ଯେଉଁ ବ୍ରିଟିଶର୍ସମାନେ ଭାରତୀୟଙ୍କୁ ଶାସନ କରୁଥିଲେ, ଆଜି ସେହି ବ୍ରିଟିଶଙ୍କ ମାଟିରେ ଭାରତୀୟଙ୍କ ଦେଶପ୍ରେମର ପ୍ରତୀକ ତ୍ରିରଙ୍ଗା ପତାକା ଉଡ଼ାଇ ପାରିଛନ୍ତି ରାଜସ୍ଥାନ ଉଦୟପୁରସ୍ଥିତ ଶିବରତିର ମହାରାଜା…
Read More...

କଳାହାଣ୍ଡିରେ ମାଓବାଦୀଙ୍କ ବନ୍ଦ ଡାକରରେ ଜନଜୀବନ ପ୍ରଭାବିତ

କଲମପୁର : କଳାହାଣ୍ଡି ଜିଲାର ଥୁଆମୁଳ ରାମପୁର ଅଂଚଳରେ କିଛି ଦିନର ନିରବତା ପରେ ପୁଣି ଲାଲ ବାହିନୀ ଗୁଣପୁର ଭବାନୀପାଟଣା ମୁଖ୍ୟ ରାସ୍ତାର ସାଇସୁରନୀ ପେରୁମଞ୍ଜି ମଧ୍ୟବର୍ତି ହୁଁକାରସିଲ ଘାଟିରେ ଗଛ କାଟି ରାସ୍ତା…
Read More...

ସୁପର ୩୦ ସହ ଲଲିପପ ଗୀତରେ ନାଚିଲେ ହ୍ରିତିକ ରୋଶନ

ନୂଆଦିଲ୍ଳୀ : ହ୍ରିତିକ ରୋଶନ ବିହାରର ପ୍ରଖ୍ୟାତ ସୁପର ୩୦ କୋଚିଙ୍ଗ ସେଣ୍ଟରରେ ଛାତ୍ରଙ୍କ ସହ ନୃତ୍ୟ କରିଛନ୍ତି । ସେ ଏହି ଛାତ୍ରଙ୍କ ପାଇଁ ଏକ ପାର୍ଟି ରଖିଥିଲେ ଓ ସେମାନଙ୍କ ସହ ନାଚ କରିଥିଲେ । ଉଲ୍ଲେଖ ଯେ ଏବେ…
Read More...

ଶ୍ରୀଦେବୀଙ୍କ ଲୋକପ୍ରିୟ ଚଳଚ୍ଚିତ୍ରରେ ନଜର ଆସିବେ ଦୀପିକା

ମୁମ୍ବଇ : ଦିବଙ୍ଗତ୍‍ ବଲିଉଡ୍‍ ଅଭିନେତ୍ରୀ ଶ୍ରୀଦେବୀଙ୍କ ୪୦ବର୍ଷ ପୁରୁଣା ଚଳଚ୍ଚିତ୍ରରେ ବଲିଉଡ଼ ଅଭିନେତ୍ରୀ ଦୀପିକା ଅଭିନୟ କରିବେ ବୋଲି ଶୁଣିବାକୁ ମିଳୁଛି। ଚଳଚ୍ଚିତ୍ର ନାମ ବର୍ତ୍ତମାନ ସୁଦ୍ଧା ସ୍ଥିର କରାଯାଇ…
Read More...

ଏହି ସଙ୍କେତ ଗୁଡିକ ଦେଖାଦେଲେ ଜାଣିବେ ଆପଣଙ୍କ ଶରୀରରେ କୋଲେଷ୍ଟ୍ରଲ ମାତ୍ରା ବୃଦ୍ଧିପାଇଛି

କୋଲେଷ୍ଟ୍ରଲ ଏକ ପ୍ରକାର ଚର୍ବି ଅଟେ ଓ ଏହା ଯକୃତରୁ ତିଆରି ହୋଇଥାଏ। ଆବଶ୍ୟକତାଠାରୁ ଅଧିକ ମାତ୍ରାରେ କୋଲେଷ୍ଟ୍ରଲ ରହିଲେ ଏହା ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ। କୋଲେଷ୍ଟ୍ରଲ ମାତ୍ରା ଅଧିକ ହେଲେ ଏହା…
Read More...

ନୱାଜୁଦ୍ଦିନ ସିଦ୍ଦିକିଙ୍କୁ ମିଳିଲା ଆଇଫା ପୁରସ୍ମାର

ନୂଆଦିଲ୍ଳୀ : ବଲିଉଡ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କୁ ଅନ୍ତର୍ଜାତୀୟ ଭାରତୀୟ ଚଳଚ୍ଚିତ୍ର ଏକାଡେମୀ (ଆଇଫା) ପୁରସ୍ମାର ସମାରୋହରେ ‘ମମ’ ଚଳଚ୍ଚିତ୍ର ପାଇଁ ସର୍ବଶ୍ରେଷ୍ଟ ସହାୟକ ଅଭିନେତାର ପୁରସ୍ମାର ମିଳିଛି। ଏହି…
Read More...

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବ, ଧୈର୍ଯ୍ୟ ରଖ: ଯୋଗୀ

ଅଯୋଧ୍ୟା : ଭଗବାନ ରାମଙ୍କ କୃପା ଥିଲେ ଅଯୋଧ୍ୟାରେ ନିଶ୍ଚୟ ରାମ ମନ୍ଦିର ନିର୍ମାଣ ହେବ ଓ ଏଥିପାଇଁ ଆଉ କିଛି ଦିନ ଧୈର୍ଯ୍ୟ ରଖିବାକୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସନ୍ଥ ସାମଜକୁ କହିଛନ୍ତି। ମହନ୍ତ…
Read More...

ସ୍କ୍ରାପ ଦୋକାନରେ ବିସ୍ଫୋରଣ; ୪ମୃତ

ମୁଜାଫର ନଗର : ଉତ୍ତରପ୍ରଦେଶର ମୁଜାଫର ନଗରସ୍ଥିତ ସିଭିଲ ଲାଇନ୍‍ରେ ଅବସ୍ଥିତ ଏକ ଭଙ୍ଗାରୁଜା ଲୁହା(ସ୍କ୍ରାପ୍‍) ଦୋକାନରେ ବିସ୍ଫେରଣ ଘଟି ୪ଜଣ ପ୍ରାଣ ହରାଇଛନ୍ତି। ଏହି ଦୁର୍ଘଟଣାରେ ଅନ୍ୟ ୫ ଜଣ ଗୁରୁତର ଆହତ…
Read More...

ଶ୍ରୀଦେବୀ, ଇରଫାନ୍‍ ଖାନ୍‍ଙ୍କୁ ଆଇଫା ପୁରସ୍କାର

ବ୍ୟାଙ୍କକ୍‍ : ଦିବଙ୍ଗତ କଳାକାର ଶ୍ରୀଦେବୀଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଏବଂ କର୍କଟ ରୋଗରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଥିବା ଇର୍‍ଫାନ୍‍ ଖାନ୍‍ଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ଚଳିତବର୍ଷ ଅନ୍ତର୍ଜାତୀୟ ଭାରତୀୟ ଚଳଚ୍ଚିତ୍ର…
Read More...

ଜୁଲାଇ ୧୮ରୁ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ : ସଂସଦର ଆଗାମୀ ମୌସୁମୀ ଅଧିବେଶନ ଜୁଲାଇ ୧୮ରୁ ଆରମ୍ଭ ହୋଇ ଅଗଷ୍ଟ ୧୦ ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେଶନରେ ଗୃହ ମୋଟ ୧୮ଥର ବସିବ। ସଂସଦରେ ସୋମବାର ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ…
Read More...

ଆୟୁଷ୍ମାନ ଭାରତ ପ୍ୟାକେଜ୍‍କୁ ଆଇଏମ୍‍ଏର ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ : କମ୍‍ ମୂଲ୍ୟରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ସୁରକ୍ଷା ମିଶନ ‘ଆୟୁଷ୍ମାନ ଭାରତ’ ଅଧୀନରେ ଘୋଷଣା କରାଯାଇଥିବା ପ୍ୟାକେଜ୍‍କୁ ଭାରତୀୟ…
Read More...

ଭକ୍ତ ଶିରୋମଣି

ଭକ୍ତ ପ୍ରହ୍ଲାଦଙ୍କ ଜନ୍ମ ପୂର୍ବରୁ ହିଁ ତାଙ୍କ ଉପରେ ସଂକଟ ଘନେଇ ଆସିଥିଲା। ମାତୃଗର୍ଭରେ ଥିବା ସମୟରେ ପିତା ହିରଣ୍ୟକଶିପୁ ତପସ୍ୟାରେ ସିଦ୍ଧି ଲାଭ କରିବା ଉଦ୍ଦେଶ୍ୟରେ ଚାଲିଯାଇଥିଲେ। ସୁଯୋଗ ଉଣ୍ଡି ଦେବରାଜ ଇନ୍ଦ୍ର…
Read More...

ଇନ୍ଦିରାଙ୍କୁ ହିଟ୍‍ଲର ସହ ତୁଳନା କଲେ ଜେଟଲି

ନୂଆଦିଲ୍ଲୀ : ୧୯୭୫ରେ ଜରୁରୀ କାଳୀନ ପରିସ୍ଥିତି ଘୋଷଣାକୁ ନେଇ ବିଜେପି ବରିଷ୍ଠ ନେତା ଅରୁଣ ଜେଟଲି ସୋମବାର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କୁ ଜର୍ମାନୀର ଏକଛତ୍ରବାଦ ଶାସକ ଆଡଲଫ୍‍ ହିଟ୍‍ଲରଙ୍କ ସହ…
Read More...

ଓଡ଼ିଶାରେ ଶିକ୍ଷକ ପ୍ରଶିକ୍ଷଣର ଦୁଃସ୍ଥିତି

ବୃତ୍ତି ଯାହା ବି ହେଉ ନା କାହିଁକି, ତହିଁରେ ପାରଙ୍ଗମ ହେବାକୁ ହେଲେ ଉଚିତ ପ୍ରଶିକ୍ଷଣ ଲୋଡ଼ା। ପ୍ରଶିକ୍ଷଣ ଔପଚାରିକ ହୋଇପାରେ, ଅନୌପଚାରିକ ବି ହୋଇପାରେ। ଅନେକ ସମୟରେ ଔପଚାରିକ ପ୍ରଶିକ୍ଷଣ ତୁଳନାରେ ଅନୌପଚାରିକ…
Read More...

‘ନୋମୋଫୋବିଆ’କୁ ନା

ମୋବାଇଲ୍ ଫୋନ୍ ଯେଉଁଦିନୁ ‘ସ୍ମାର୍ଟ’ ପାଲଟିଲାଣି, ତାକୁ ପରିଚାଳନା କରୁଥିବା ମଣିଷମାନେ ସେହିଦିନୁ ଅଧିକ ନିର୍ବୋଧ ହେଉଛନ୍ତି କି? ଏଭଳି ଏକ ପ୍ରଶ୍ନ ପଚାରିବାର ସମୟ ଆସିଛି; କାରଣ ସ୍ମାର୍ଟଫୋନ୍ ମାୟାରେ ମଣିଷ ଏଭଳି…
Read More...

୧୮ ଲସ୍କର ଆତଙ୍କବାଦୀଙ୍କ ଅନୁପ୍ରବେଶ, ବଡ଼ଧରଣର ଆକ୍ରମଣ ଯୋଜନା

ଶ୍ରୀନଗର : ପାକ୍‍ ଅଧିକୃତ କାଶ୍ମୀର (ପିଓକେ) ରାସ୍ତା ଦେଇ ୧୮ ଜଣ ଲସ୍କର-ଇ-ତୋଇବା ଆତଙ୍କବାଦୀ ଜାମ୍ମୁ କାଶ୍ମୀର ମଧ୍ୟକୁ ପ୍ରବେଶ କରିଛନ୍ତି। ସେମାନେ ଅମରନାଥ ଯାତ୍ରା ସମୟରେ ତୀର୍ଥଯାତ୍ରୀଙ୍କ ଉପରେ ଆକ୍ରମଣ କରିବାକୁ…
Read More...

ତମ୍ବା ଧାତୁର ଉପକାରିତା

ପ୍ରତ୍ୟେକ ଧାତୁର କିଛି ନା କିଛି ବିଶେଷ ଗୁଣ ରହିଛି । ଧାତୁ ବ୍ୟବହାରରୁ ମଣିଷ ଜୀବନରେ ସକରାତ୍ମକ ଓ ନକରାତ୍ମକ ପ୍ରଭାବ ପଡୁଥିବାରୁ ଲୋକେ ଧାତୁ ବ୍ୟବହାର ଉପରେ ଧ୍ୟାନ ଦେଇଥାନ୍ତି । କିଛି ଧାତୁରେ ନିର୍ମିତ ଥାଳିରେ…
Read More...

ସ୍କୁଲ ଗାଧୁଆ ଘରୁ ନବମ ଶ୍ରେଣୀ ଛାତ୍ରର ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ବେଙ୍ଗାଲୁରୁ : କର୍ଣ୍ଣାଟକ କୋଡାଗୁ ଜିଲାର ଏକ ସୈନିକ ସ୍କୁଲ ଗାଧୁଆ ଘରୁ ଜଣେ ନବମ ଶ୍ରେଣୀ ଛାତ୍ରର ମୃତଦେହ ଉଦ୍ଧାର କରାଯାଇଛି। ୧୪ ବର୍ଷିୟ ଏହି ବାଳକର ନାମ ଏନ୍‍ପି ଚିଙ୍ଗପ୍ପା ଓ ତାର ବାପା ନାଙ୍ଗଦାର ଏକ ସ୍କୁଲରେ…
Read More...

ଶାହାରୁଖଙ୍କ ପ୍ରଥମ ପସନ୍ଦ ଭାରତୀୟ ଖାଦ୍ୟ

ମୁମ୍ବଇ : ବଲିଉଡ଼ର କିଙ୍ଗ୍ ଖାନ ଶାହାରୁଖ ଅନ୍ୟ ଖାଦ୍ୟ ତୁଳନାରେ ଭାରତୀୟ ଖାଦ୍ୟକୁ ଅଧିକ ପସନ୍ଦ କରନ୍ତି । ମା’ଙ୍କ ହାତତିଆରି ହାଇଦ୍ରାବାଦୀ ମଟନ ବିରିୟାନୀ ଓ ଖଟା ଡ଼ାଲି ତାଙ୍କର ବହୁତ ପସନ୍ଦ। ଅଧିକ ମସଲା ଯୁକ୍ତ…
Read More...

ସାପ ଆତଙ୍କରେ ଧାମନଗର ବାସୀ

ଧାମନଗର: ଧାମନଗର ବିଜ୍ଞାପିତ ଅଞ୍ଚଳରେ ବିଷଧର ସାପଙ୍କ ସଂଖ୍ୟା ବଢି ଥିବାରୁ ସଂପୃକ୍ତ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଆଜି ପୁଣି ସେହି ଅଞ୍ଚଳରେ ଜୟନଗର ନିକଟ କଣ୍ଟାବଣିଆ ଠାରେ ଗୌରାଙ୍ଗ ଜେନାଙ୍କ ଘରୁ…
Read More...

ଜାଲ ଜମିପଡା ବଣ୍ଟନକୁ ନେଇ ଜିଳାପାଳ କାର୍ଯ୍ୟାଳୟ ଘେରିଲା କଂଗ୍ରେସ

ଜୟପୁର: ଜାଲ ଜମିପଡା ବଣ୍ଟନକୁ ନେଇ କଂଗ୍ରେସ ନେତା ଆନ୍ଦୋଳନକୁ ଓହ୍ଲାଇଛନ୍ତି । ବିଧାୟକ ତାରା ପ୍ରସାଦ ବାହିନୀ ପତିଙ୍କ ନେତତ୍ଵରେ ଏକ ଶୋଭାଯାତ୍ର ସହର ଉପକଣ୍ଠରୁ ବାହାରି ଜିଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ…
Read More...

ମହାରାଷ୍ଟ୍ରରେ ପ୍ଲାଷ୍ଟିକ ବ୍ୟାନ୍‍: ୧୫୦୦୦କୋଟିର ବ୍ୟବସାୟ ଓ ୩ଲକ୍ଷ ଚାକିରୀ ପ୍ରଭାବିତ

ମୁମ୍ବଇ: ମହାରାଷ୍ଟ୍ରରେ ପ୍ଲାଷ୍ଟିକ ବ୍ୟାଗ ଉପରେ ପ୍ରତିବନ୍ଧକ ରାଜ୍ୟର ୧୫୦୦୦କୋଟିର ବ୍ୟବସାୟକୁ ପ୍ରଭାବିତ କରିବା ସହ ରାଜ୍ୟରେ ୩ଲକ୍ଷ ନିଯୁକ୍ତିକୁ ପ୍ରଭାବିତ କରିଛି। ଏହି କ୍ଷତି କେବଳ ପ୍ଲାଷ୍ଟିକ ବ୍ୟାଗ ନିର୍ମାଣ…
Read More...

ଏହି ଆପ୍‍ ଥିଲେ ସାଙ୍ଗରେ ଆଧାର, ଡ୍ରାଇଭିଂ ଲାଇସେନ୍ସ ନେବା ଦରକାର ନାହିଁ , ଜାଣନ୍ତୁ ଏହା କେଉଁ ଆପ୍‍

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ୨୦୧୬ରୁ ଆରମ୍ଭ ହୋଇଥିବା ଏକ ନୂତନ ଯାନ୍ତ୍ରିକ ଯୋଜନା ଲୋକଙ୍କ ପାଇଁ ଆଣିଛି ନୂଆ ମାର୍ଗ। କେନ୍ଦ୍ର ସରକାରଙ୍କ ଡିଜିଟାଲ ଇଣ୍ଡିଆ ସ୍ୱପ୍ନକୁ ଏହା ସାକାର କରିପାରିବ କଣ୍ଟ୍ରୋଲର ଅଫ୍‍୍‍…
Read More...

ବର୍ଷା ପାଇଁ ବେଙ୍ଗ ବିବାହ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶରେ ବର୍ଷାର ଆଗମନ ଉଦ୍ଦେଶ୍ୟରେ ଅନୁଷ୍ଠିତ ବେଙ୍ଗ ବିବାହ କ୍ରମଶଃ ପାରମ୍ପରିକ ପ୍ରସଙ୍ଗରୁ ବାହାରି ରାଜନୈତିକ ପ୍ରସଙ୍ଗରେ ପରିଣତ ହେବାରେ ଲାଗିଛି। ମଧ୍ୟପ୍ରଦେଶର ମହିଳା ଓ ଶିଶୁ…
Read More...

ବ୍ରିଟିଶରେ ତ୍ରିରଙ୍ଗା ଉଡ଼ାଇଲେ ନୀଳଗିରି ରାଜାଙ୍କ ଭଣଜା

ନୀଳଗିରି: ଦିନଥିଲା ଭାରତରେ ବର୍ଷ ବର୍ଷ ଧରି ବ୍ରିଟିଶମାନେ ଶାସନ କରୁଥିଲେ । ବ୍ରିଟିଶ ଶାସକଙ୍କ ଲାଠି, ଚାବୁକ, ବନ୍ଧୁକ ମୁନରେ ଲହୁ ଲୁହାଣ, ମୃତାହତ ହୋଇ ପଡ଼ିଥିଲେ ହଜାର ହଜାର ଭାରତୀୟ । ଭାରତରେ ବ୍ରିଟିଶ ଶାସନର…
Read More...

ଚିଲିକାରେ ବିମାନବନ୍ଦର ନିର୍ମାଣ ପ୍ରସ୍ତାବ,ବୈଷୟିକ ଟିମ୍‍ ରିପୋର୍ଟ ଉପରେ ପ୍ରକଳ୍ପ ଭାଗ୍ୟ

ଭୁବନେଶ୍ୱର: ଚିଲିକାରେ ବିମାନବନ୍ଦର ନିର୍ମାଣ ଯୋଜନା ଏବେ କେବଳ ପ୍ରସ୍ତାବରେ ରହିଛି। ଚିଲିକାରେ ବିମାନବନ୍ଦର ନିର୍ମାଣ ଦିଗରେ ଅନେକ ପ୍ରତିବନ୍ଧକ ରହିଛି। ତେଣୁ ଏସବୁ ପ୍ରସଙ୍ଗକୁ ଏବେ ବୈଷୟିକ ଟିମ୍‍ ଅନୁଧ୍ୟାନ…
Read More...

ବୃକ୍ଷକୁ ସମାଧି !

ପ୍ରକୃତିପ୍ରେମୀ ଲୋକଙ୍କ ଭାବନାର ପଟାନ୍ତର ନାହିଁ। ଏମାନେ ପ୍ରକୃତିଦତ୍ତ ଉପହାରକୁ ଯଥୋଚିତ ସମ୍ମାନ ଦେଖାଇବାରେ ବେଶ୍ ପାରଙ୍ଗମ ବୋଲି କହିଲେ ଭୁଲ୍ ହେବନାହିଁ। ଉତ୍ତରାଖଣ୍ଡର ଉତ୍ତର-କାଶୀଠାରୁ ୧୬୨ କି.ମି ଦୂର ମୋରୀ…
Read More...

୧୮ଜୁଲାଇରୁ ମୌସୁମୀ ଅଧିବେଶନ:ତିନି ତାଲାକ ସମେତ ଏକାଧିକ ବିଲ ଉପରେ ନଜର

ନୂଆଦିଲ୍ଲୀ: ଜୁଲାଇ ୧୮ରୁ ମୌସୁମୀ ଅଧିବେଶନ ଆରମ୍ଭ ହେବ ବୋଲି କେନ୍ଦ୍ର ମନ୍ତ୍ରୀ ଅନନ୍ତ କୁମାର ସୂଚନା ଦେଇଛନ୍ତି। ଉକ୍ତ ଅଧିବେଶନ ୧୮ଜୁଲାଇରୁ ଆରମ୍ଭ ହୋଇ ଅଗଷ୍ଟ ୧୦ ପର୍ଯ୍ୟନ୍ତ ଚାଲିବ। ସଂସଦ ଭବନର କ୍ୟାବିନେଟ…
Read More...

ମୁମ୍ବଇରେ ପ୍ରବଳ ବର୍ଷା, ଭୁଶୁଡି ପଡିଲା ଘର, ଦବିଯାଇଛି ୧୫ରୁ ଊର୍ଦ୍ଧ୍ୱ କାର

ମୁମ୍ବାଇ: ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି । ବିଭିନ୍ନ ସ୍ଥାନରେ ବର୍ଷା ପାଣି ନିସ୍କାସନ ହୋଇ ନ ପାରିବାରୁ  ରାସ୍ତା ଉପରେ  ଜମି ରହିଛି । ଏଥି ଯୋଗୁଁ ଯାନ ବାହାନ  ଚଳାଚଳରେ ବ୍ୟାଘାତ…
Read More...

ବିଚ୍ ବଜାରରେ ଫାଙ୍କା ଗୁଳି ଚଳାଇ ଦୁର୍ବୃତ୍ତ ଫେରାର

ବାଲେଶ୍ବର: ବାଗୁଡି ବଜାରର ନବୋଦୟ ମେଣ୍ଢାଗଢିଆ ରାସ୍ତାରେ କିଛି ଦୁର୍ବୃତ୍ତ ଆସି ଫାଙ୍କା ଗୁଳି ଚଳାଇ ଫେରାର ହୋଇ ଯାଇଛନ୍ତି । ସୂଚନାଯୋଗ୍ୟ, ଦୁଇଟି ବାଇକରେ ୪ ଜଣ ଯୁବକ ସନ୍ଦେହ ଜନକ ଅବସ୍ଥାରେ ବୁଲୁଥିବା ବେଳେ…
Read More...

ଜେଡିୟୁ-ବିଜେପି ମେଣ୍ଟକୁ ନେଇ ଆରୋପ ପ୍ରତ୍ୟାରୋପ

ପାଟନା: ୨୦୧୯ଲୋକସଭା ନିର୍ବାଚନ ପୂର୍ବରୁ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ସେମାନଙ୍କ ରଣନୀତିକୁ ନେଇ ଆରୋପ ପ୍ରତ୍ୟାରୋପ ଆରମ୍ଭ କରି ଦେଇଛନ୍ତି। ଏହି ପ୍ରକ୍ରିୟା ଏନଡିଏ ମଧ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଆସନକୁ ନେଇ ଆରୋପ…
Read More...

ଆସନ୍ତା ୨୪ ଘଣ୍ଟାରେ ସାରା ରାଜ୍ୟରେ ଘଡ ଘଡି ସହ  ବର୍ଷା ସମ୍ଭାବନା

ଭୁବନେଶ୍ୱର : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ  ଘଡ ଘଡି ସହ ବର୍ଷା ସମ୍ଭାବନା  ରହିଛି   । ସାରା ରାଜ୍ୟରେ ପାଗ ମୁଖ୍ୟତଃ ମେଘୁଆ ରହିବ  । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇଥିବା ଯୋଗୁଁ କେତକ…
Read More...

‘ରାମଜୀ ସମୋସେୱାଲେ’ ! ଏଠାରେ ମିଳେ ୭୮୮ ପ୍ରକାରର ସିଙ୍ଗଡ଼ା

ଦିଲ୍ଲୀସ୍ଥିତ ନୋଇଡାର ପ୍ରତି ଗଳିକନ୍ଦିରେ ରହିଛି ସଂଖ୍ୟାଧିକ ରେସ୍ତୋରାଁ। ଉଭୟ ଦେଶୀ ଓ ବିଦେଶୀ ଲୋକଙ୍କ ଭିଡ଼ ଏଠାରେ ଦେଖିବାକୁ ମିଳେ। ବିଭିନ୍ନ ହୋଟେଲ ଓ ରେସ୍ତୋରାଁ ମଧ୍ୟରେ ସ୍ଥାନୀୟ ଅଞ୍ଚଳରେ ଥିବା ‘ରାମଜୀ…
Read More...

ଚିଲିକା ଡଙ୍ଗା ବୁଡି ଘଟଣାରେ ଆଉ ଜଣେ ଗିରଫ

ବାଲୁଗାଁ: ଚିଲିକା ଡଙ୍ଗା ବୁଡି ଘଟଣାରେ ସୋମବାର ପୁଲିସ ଆଉ ଜଣଙ୍କୁ ଗିରଫ କରିଛି। ଗିରଫ ସଂଖ୍ୟା ଦୁଇ ବୃଦ୍ଧି ହୋଇଛି। ଦୁର୍ଘଟଣାଗ୍ରସ୍ତ ଡଙ୍ଗାର ସହଯୋଗୀ ଚାଳକ ଅର୍ଜୁନ ବେହେରାଙ୍କୁ ପୁଲିସ ସାମନ୍ତରାପୁରରୁ ଗିରଫ…
Read More...

ବର୍ଷା ଋତୁରେ ରହନ୍ତୁ ସତର୍କ

ପନିପରିବାରେ ପୋକ ହେବା ଏକ ସାଧାରଣ କଥା। ତେବେ ବର୍ଷାଋତୁରେ ଏହି ପୋକଜେକ ଅଧିକ ପରିମାଣରେ ହୋଇଥାନ୍ତି। ଏଣୁ ସତର୍କତା ଅବଲମ୍ବନ କରି ରୋ​‌ଷେଇ କରିବା ଉଚିତ। ଶାଗ, ଫୁଲକୋବି, ବନ୍ଧାକୋବି ଅବା ଅନ୍ୟାନ୍ୟ ପ୍ରକାର…
Read More...

ମହୌଷଧି ପରି କାମ କରେ ଡାଳିମ୍ବ ଚା’

ଡାଳିମ୍ବ ଫଳ ସ୍ବାସ୍ଥ୍ୟ ପାଇଁ ଖୁବ୍ ଉପକାରୀ। ତେବେ ଏହାର ଚୋପାରେ ମଧ୍ୟ ଔଷଧୀୟ ଗୁଣ ଭରପୂର ରହିଛି। ବିଶେଷଜ୍ଞଙ୍କ ମତରେ ଏହାର ଉପଯୋଗ କରି ଚା’ ପ୍ରସ୍ତୁତ କଲେ ତାହା ସ୍ବାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପକାଇଥାଏ।…
Read More...

ତୀବ୍ର ବେଗରେ ଚାଲିଛି ରାମ ମନ୍ଦିର ନିର୍ମାଣ କାର୍ଯ୍ୟ: ୫୦ପ୍ରତିଶତ କାର୍ଯ୍ୟ ସମ୍ପନ୍ନ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଅଯୋଧ୍ୟାକୁ ଯେଉଁ ଦର୍ଶନାର୍ଥୀ ରାମ ମନ୍ଦିର ଦର୍ଶନ ପାଇଁ ଯାଆନ୍ତି, ସେମାନେ ମନ୍ଦିର ସହ ରମ ଜନ୍ମଭୂମି କାର୍ଯ୍ୟଶାଲା ମଧ୍ୟ ଅନୁନ୍ଧ୍ୟାନ କରନ୍ତି। କାରଣ ଯେଉଁ ରାମ ଜନ୍ମଭୂମୀ ଦୀର୍ଘ ଦଶନ୍ଧି…
Read More...

ମାଓବାଦୀଙ୍କ ପକ୍ଷରୁ ଓଡିଶା–ଛତିଶଗଡ଼ ବନ୍ଦ ଡାକରା

କଟକ: ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମାଓଦମନ ନୀତିକୁ ବିରୋଧ କରି ସୋମାବାର ମାଓବାଦୀଙ୍କ ପକ୍ଷରୁ ଓଡିଶା–ଛତିଶଗଡ଼ ବନ୍ଦ ଡାକରା ଦିଆଯାଇଛି । ରାଜ୍ୟର କେତୋଟି ଜିଲାରେ ଏହାର ସାମନ୍ୟ ପ୍ରଭାବ ଦେଖିବାକୁ ମିଳିଛି ।…
Read More...

ବଜ୍ରାଘାତରେ ୨ ମୃତ, ଅନେକ ଆହତ

କେନ୍ଦ୍ରପଡା/ପୁରୀ: ଦୁଇଟି ପୃଥକ ସ୍ଥାନରେ ବଜ୍ରାଘାତରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି । କେନ୍ଦ୍ରପଡାରେ ଡଙ୍ଗାରେ ଯାଉଥିବା ବେଳେ ବଜ୍ରାଘାତରେ ମା ଓ ଝିଅର ମୃତ୍ୟୁ ଘଟିଛି । ନଦୀକୁ ମାଛ…
Read More...

ଶିବ ମନ୍ଦିରରେ ତାଳି ମାରନ୍ତୁ ନାହିଁ, ମହାଦେବ କ୍ରୋଧିତ ହୋଇଥାନ୍ତି !

ହିନ୍ଦୁ ଧର୍ମରେ ପୂଜା, କିର୍ତ୍ତନ ଓ ସତ୍‌ସଙ୍ଗ ସମୟରେ ତାଳି ମାରିବାର ଦେଖିବାକୁ ମିଳେ । ସତ୍‌ସଙ୍ଗରେ ତାଳି ମାରି ଭଜନ ବୋଲାଯାଏ । କିର୍ତ୍ତିନ ମଣ୍ଡଳୀମାନେ ଭଗବାନଙ୍କ ଭଜନ ଗାଇଲା ବେଳେ ଶ୍ରୋତାମାନେ ମଧ୍ୟ ତାଙ୍କ ସହ…
Read More...

ଏସସିବି କାଜୁଆଲିଟିରେ ସଟ୍ ସର୍କିଟ

କଟକ: ଏସସିବି କାଜୁଆଲିଟି ଓ ଅକ୍ସିଜେନ ପ୍ଲାଣ୍ଟରେ ଅଗ୍ନିକାଣ୍ଡ ଘଟିଛି । ଆଜି ସକାଳେ ଘଡ଼ଘଡ଼ି ବର୍ଷା ଯୋଗୁଁ ସଟ୍ ସର୍କିଟ ହୋଇଥିବା ଜଣାପଡିଛି । ଏଥିରେ ଆଇସିୟୁର ଏସି ପୋଡ଼ି ଯାଇଥିଲା । ଖବର ପାଇ ଅଗ୍ନଶମ ବିଭାଗ…
Read More...

ଥାନା ସମ୍ମୁଖରୁ ନବବଧୂକୁ ନେଇଗଲା ପ୍ରେମିକ

କଟକ : ଦୁଇଦିନ ପୂର୍ବେ ବିବାହ କରିଥିବା ଭଦ୍ରକ ଅଞ୍ଚଳର ଜଣେ ନବବଧୂକୁ ଥାନା ସମ୍ମୁଖରୁ ତାଙ୍କର ପ୍ରେମିକ ନେଇଯିବା ଘଟଣା ଆଲୋଚନାର ବିଷୟ ହୋଇଛି। ନବବଧୂ ପଳାଇଯିବା ପରେ ସ୍ୱାମୀକୁ ଶିଶୁପାଳ ହେବାକୁ ପଡିଥିଲା। ଏଭଳି ଏକ…
Read More...

ଶୀଘ୍ର ଉଠନ୍ତୁ – ସୁସ୍ଥ ରହନ୍ତୁ

ଆମ ଗାଁ ଗହଳିରେ ଏବେ ମଧ୍ୟ ପାହାନ୍ତାରୁ ଉଠି ଦିନଚର୍ଯ୍ୟା ଲୋକେ ଶେଷ କରୁଥିବାର ଦେଖାଯାଏ। ହେଲେ ସହରୀ ଜୀବନଶୈଳୀରେ ଏସବୁ ସମ୍ଭବପର ନୁହେଁ ବୋଲି ଅଧିକାଂଶଙ୍କ ଯୁକ୍ତି। ଆମେରିକୀୟ ବିଶେଷଜ୍ଞ ଦଳ ୯ ବର୍ଷ ଅନୁଧ୍ୟାନ…
Read More...

୯୬ ବର୍ଷୀୟା ୪ର୍ଥ ଶ୍ରେଣୀ ଛାତ୍ରୀ

ଆଗ୍ରହ, ନିଷ୍ଠା ଓ ଅଧ୍ୟବସାୟ ସମ୍ମୁଖରେ ବୟସ ମଧ୍ୟ ହାର ମାନିଥାଏ, ଏହି କଥାର ଜ୍ବଳନ୍ତ ଉଦାହରଣ ହେଉଛନ୍ତି ୯୬ ବର୍ଷୀୟା କର୍ଥୟାୟନୀ ଅମ୍ମା। କେରଳର ଅଲ୍ଲପୁଡ଼ାନିବାସୀ ଏଇ ମହିଳା ଚର୍ଚ୍ଚା ପରିସରକୁ ଆସିବାର କାରଣ…
Read More...

ରାତି ଅଧରେ ଥାନା ସମ୍ମୁଖରେ ବିକ୍ଷୋଭ

ଖଣ୍ଡପଡା  : ଖଣ୍ଡପଡା ବ୍ଲକ ଅନ୍ତର୍ଗତ ବୋଦସା ଗ୍ରାମସ୍ଥିତ ପ୍ରସିଦ୍ଧ ଶୈବପୀଠ ପ୍ରଭୁ ଶ୍ରୀ ବାଲୁଙ୍କେଶ୍ୱରଦେବଙ୍କ ମନ୍ଦିରରେ ପ୍ରବେଶକୁ କେନ୍ଦ୍ରକରି ସବର୍ଣ୍ଣ-ଅସବର୍ଣ୍ଣଙ୍କ ମଧ୍ୟରେ ସୃଷ୍ଟିି ହୋଇଥିବା ବିବାଦ କ୍ରମେ…
Read More...

ଠେଲାପେଲା,ମୁଥ ମରାମରିରେ ୩ ଆହତ

ନୟାଗଡ଼ : କେନ୍ଦ୍ରରେ ଶାସନାଧୀନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ୪ବର୍ଷ ପୂର୍ତ୍ତି ଉପଲକ୍ଷେ ନୟାଗଡ଼ରେ ବିଜେପି ପକ୍ଷରୁ ଆୟୋଜିତ ଜିଲାସ୍ତରୀୟ ବୁଦ୍ଧିଜୀବୀ ସମାବେଶରେ ଅଭାବନୀୟ ଅବସ୍ଥା ସୃଷ୍ଟି ହୋଇଥିଲା।…
Read More...

୪୭୨ ବିଲୁପ୍ତ ଧାନ ସଂରକ୍ଷିତ

ନୟାଗଡ଼ : ଦେଶୀ ପ୍ରଜାତିର ଧାନ ବିହନ ଏବେ ଏକ ପ୍ରକାର ଲୋପ ପାଇଯାଇଥିଲାବେଳେ ପୁଣି ଏହି ପାରମ୍ପରିକ ବିହନ କିଭଳି ଚାଷୀଙ୍କ ଦ୍ୱାରା ପୁଣି ଆଦୃତ ହୋଇପାରିବ ସେଥିପାଇଁ ଏକନିଷ୍ଠ ପ୍ରୟାସ ଜାରି ରଖିଛନ୍ତି ଜଣାଶୁଣା…
Read More...

ମହାରାଷ୍ଟ୍ରରେ ନିଷିଦ୍ଧ; ଓଡ଼ିଶାରେ କେବେ ?

-ଜହର ପାଲଟିଲାଣି ଭୂତଳ ଓ ନଦୀଜଳ ଉତ୍ସ, -ପିସିବି-ପୌର ନିଗମ ଦୋଷ ଠେଲାଠେଲି -ସରକାରଙ୍କ ଆନ୍ତରିକତା ଅଭାବ: ବିରୋଧୀ, -ଖୁବ୍‍ଶୀଘ୍ର ବିଏମ୍‍ସିରେ ଲାଗୁ ହେବ: ମେୟର ଭୁବନେଶ୍ୱର  : ଓଡ଼ିଶାର ଗାଁ ଓ ସହରରେ ଏବେ…
Read More...

ସମୀରଙ୍କ ପରେ ନିରଞ୍ଜନଙ୍କୁ ଭେଟିଲେ ବୈଜୟନ୍ତ

ଭୁବନେଶ୍ୱର  : ସାଂସଦ ବୈଜୟନ୍ତ ପଣ୍ଡା ବିଜେଡିରୁ ଇସ୍ତଫା ଦେବା ପରେ ତାଙ୍କ ପରବର୍ତ୍ତୀ ରାଜନୈତିକ କାର୍ଯ୍ୟପନ୍ଥାକୁ ନେଇ ଚର୍ଚ୍ଚା ଲାଗି ରହିଛି। ଶ୍ରୀ ପଣ୍ଡା ଅନ୍ୟ ରାଜନୈତିକ ଦଳରେ ଯୋଗଦେବେ ନା ଆଞ୍ଚଳିକ ଦଳ ଗଠନ…
Read More...

ସଂସଦୀୟ କମିଟି ଆଗରେ ହାଜର ହେବେ ୧୧ ପିଏସ୍‍ବି ମୁଖ୍ୟ

ନୂଆଦିଲ୍ଲୀ :ସମ୍ପ୍ରତି ଦେଶରେ ବଢିବାରେ ଲାଗିଛି ଅନାଦାୟ ଋଣ ଓ ବ୍ୟାଙ୍କ ଜାଲିଆତି ଭଳି ଘଟଣା। ଏହାକୁ ନେଇ ସରକାର ଏବେ ଚିନ୍ତାରେ। ଏହି ସବୁ ପ୍ରସଙ୍ଗରେ ସଂସଦୀୟ କମିଟି ଆଗରେ ହାଜର ହେବାକୁ ଯାଉଛନ୍ତି ଦେଶର ୧୧…
Read More...

ପୋଲାଣ୍ଡକୁ ବିଦାୟ ଦେଲା କଲମ୍ବିଆ

କାଜାନ୍‍ : ଚଳିତ ବିଶ୍ୱକପ୍‍ରୁ ପୋଲାଣ୍ଡକୁ ବିଦାୟ ଦେଇଛି କଲମ୍ବିଆ। ରବିବାର ଗ୍ରୁପ୍‍ ‘ଏଚ୍‍’ର ମ୍ୟାଚ୍‍ରେ ପୋଲାଣ୍ଡକୁ ୩-୦ ଗୋଲ୍‍ରେ କଲମ୍ବିଆ ପରାସ୍ତ କରିଛି। ପୂରା ମ୍ୟାଚ୍‍ରେ କଲମ୍ବିଆ ପ୍ରାଧାନ୍ୟ ବିସ୍ତାରକରି…
Read More...

ଦମ୍ପତିଙ୍କ ଆତ୍ମହତ୍ୟା

ଖୋର୍ଦ୍ଧା : କମ୍ପାନୀ କର୍ତ୍ତୃପକ୍ଷଙ୍କ ମାନସିକ ନିର୍ଯାତନା କ୍ରମାଗତ ଭାବେ ବୃଦ୍ଧି ପାଇଲା। ଏହାସହିତ ପୁଲିସ ନିର୍ଯାତନା ମଧ୍ୟ କମ୍‍ ନ ଥିଲା। ଏହାକୁ ନେଇ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିଲେ ବାଙ୍କି ଥାନା ଅନ୍ତର୍ଗତ…
Read More...

ଓଲଟିଲା ୨ ଇଞ୍ଜିନ, ୭ବଗି

ମାଲକାନଗିରି : ଟ୍ରେନ୍‍କୁ ଟାର୍ଗେଟ କରି ରେଳଧାରଣା ଉଡାଇଛନ୍ତି ମାଓବାଦୀ। ଏଭଳି ଘଟଣା ଘଟିଛି ଛତିଶଗଡ ଦନ୍ତେୱାଡା ଜିଲାର ଭୁଷିଂ ଠାରେ। ଖବରରୁ ଜଣାପଡିଛି ଯେ, ଭୁଷିଂ ଥାନା ଅନ୍ତର୍ଗତ ଜଙ୍ଗଲ ମଧ୍ୟରେ ଥିବା ରେଳଲାଇନକୁ…
Read More...

ବିମାନବନ୍ଦରରେ ଦୁଇ ଯାତ୍ରୀଙ୍କଠାରୁ ୩୧.୫୪ ଲକ୍ଷ ଟଙ୍କାର ସୁନା ଜବତ

ଭୁବନେଶ୍ୱର : ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ରବିବାର ଦୁଇ ଜଣ ଯାତ୍ରୀଙ୍କଠାରୁ ୩୧,୫୪ ଲକ୍ଷ ଟଙ୍କାରୁ ଅଧିକର ସୁନା ଅଳଙ୍କାର ଜବତ ହୋଇଛି। ଗୁଇନ୍ଦା ସୂଚନାକୁ ଆଧାର କରି ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ…
Read More...

ସୋମବାର ରାଶିଫଳ

ମେଷ: ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି। ସାମାନ୍ୟ ମାତ୍ରାର ଶାରୀରିକ ପୀଡ଼ା ଅନୁଭବ କରି ପାରନ୍ତି। ଈର୍ଷା ପରିତ୍ୟାଗ କରି ସଦ୍ଭାବନା ବଜାୟ ରଖିବାକୁ ପଡ଼ିବ। ବ୍ୟବସାୟ ଲାଭଜନକ ହେବ। ସତର୍କତାର ଦିନଟିଏ। ବୃଷ: ବନ୍ଧୁ…
Read More...

ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛି କଂଗ୍ରେସ, ୫୦ ପ୍ରତିଶତ ଆସନରେ ପ୍ରାର୍ଥୀ ତାଲିକା ଚୂଡାନ୍ତ !

ଭୁବନେଶ୍ୱର : ୨୦୧୯ ପାଇଁ  ଅନୁଷ୍ଠିତ ହେବାକୁ ଥିବା  ବିଧାନସଭା ନିର୍ବାଚନ ପାଇଁ ପ୍ରଦେଶ କଂଗ୍ରେସ ଜୋରଦାର ପ୍ରସ୍ତୁତି ଚଳାଇଛି ।  ୫୦ ପ୍ରତିଶତ ଆସନରେ ଏଥିପାଇଁ ପ୍ରାର୍ଥୀ ତାଲିକା ଚୂଡାନ୍ତ କରାଯାଇଛି ।  ପ୍ରଦେଶ…
Read More...

ରଥଖଳାରୁ… ତାଗ ଉପରେ ପଡିବ ପଟା

ପୁରୀ : ତିନି ରଥପାଇଁ ରବିବାର ତିନୋଟି ଦୁଆର ନିର୍ମାଣ ଶେଷ ହୋଇଛି। ତାଗବାଡିଆ ସରିଥିବାରୁ ସୋମବାର ରଥରେ ପଟା ପକାଯିବ। ପୋଟଳ, ପାରାଭାଡି, କଳସ ଓ ଖପୁରି ନିର୍ମାଣ ସରିଛି। ସେଗୁଡିକ ରଥଉପରେ ସଂଯୋଗ କରାଯିବ। କଳସରେ…
Read More...

ସେନିଗାଲ-ଜାପାନ ମୁକାବିଲା ୨-୨ ଅମୀମାଂସିତ

ଏକାତେରିନ୍‍ବର୍ଗ : ଚଳିତ ବିଶ୍ୱକପ୍‍ରେ ରବିବାର ସେନିଗାଲ୍‍ ଓ ଜାପାନ ମଧ୍ୟରେ ଏକ ଗ୍ରୁପ୍‍ ‘ଏଚ୍‍’ର ମ୍ୟାଚ୍‍ ୨-୨ ଗୋଲ୍‍ରେ ଅମୀମାଂସିତ ରହିଛି। ଫଳରେ ଉଭୟ ଦଳ ୧ ପଏଣ୍ଟ ଲେଖାଏଁ ପାଇଛନ୍ତି। ମ୍ୟାଚ୍‍ରେ ଆଫ୍ରିକୀୟ…
Read More...

ନିରବଙ୍କ ବିରୋଧରେ ଗିରଫ ପରୱାନା

ଲଣ୍ଡନ୍‍ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‍ବି)ମହାଠକେଇ ଘଟଣାର ମୁଖ୍ୟ କାର୍ପଟଦାର ନିରବ ମୋଦିଙ୍କ ବିରୋଧରେ ସୀମା ଶୁଳ୍କ ଠକେଇ ଅଭିଯୋଗରେ ରାଜସ୍ୱ ଗୁଇନ୍ଦା ମହାନିର୍ଦେଶାଳୟ (ଡିଆର୍‍ଆଇ) ଗିରଫ ପରୱାନା ଜାରି…
Read More...

ଲଘୁଚାପ ସମ୍ଭାବନା ନାହିଁ, ଉତ୍ତର ଓଡ଼ିଶାରେ ବର୍ଷା ଲାଗି ରହିବ

ଭୁବନେଶ୍ୱର : ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ଧୀରେ ଧୀରେ ସକ୍ରିୟ ହେଉଥିବାବେଳେ ଏହା ରାଜ୍ୟର ଅନ୍ୟ ଅଞ୍ଚଳକୁ ଅଗ୍ରସର ହେବାକୁ ଅନୁକୂଳ ସ୍ଥିତି ରହିଛି। ୪୮ ଘଣ୍ଟା ଭିତରେ ମୌସୁମି ରାଜ୍ୟର ସମସ୍ତ ଅଞ୍ଚଳକୁ ଛୁଇଁବ ବୋଲି…
Read More...

ବାପ-ପୁଅଙ୍କ ଆତ୍ମହତ୍ୟା

ଧରାକୋଟ : ଅଧିକାଂଶ ସମୟ ମୋବାଇଲରେ ମସଗୁଲ ରହି ଅନ୍ୟ ସମସ୍ତ କାମକୁ ପଛରେ ପକାଇବା କାରଣରୁ ବାପାଙ୍କ ରୋଷର ଶିକାର ହୋଇଥିବା ପୁଅ ଆତ୍ମହତ୍ୟା କରିଛି। ଏହାର କେଇଘଣ୍ଟା ପରେ ମାନସିକ ଭାରସାମ୍ୟ ହରାଇ ବାପା ମଧ୍ୟ…
Read More...

ଚିଲିକାରେ ହ୍ରଦରେ ହେବ ‘ଜଳ ବିମାନ ବନ୍ଦର’, ଖୁବ ଶୀଘ୍ର ଉଡିବ ବିମାନ

ଭୁବନେଶ୍ୱର:  ଚିଲିକା ହ୍ରଦ ମଧ୍ୟରେ ଖୁବ ଶୀଘ୍ର ବିମାନ ଅବତରଣ ଓ ଉଡାଣ କରିବ ।  ଏଥିପାଇଁ ଫିଜିବିଲିଟି ଷ୍ଟଡି ସରିଛି । ସ୍ପାଇସ୍‌ଜେଟ୍‌ ଏହି ବିମାନ ଉଡାଣ ପରିଚାଳନା କରିବ । ଚିଲିକା ମଧ୍ୟରେ ଓ୍ୱାଟର ଏରୋଡ୍ରମ ବା ଜଳ…
Read More...

କେନ୍‍ଙ୍କ ହ୍ୟାଟ୍ରିକ୍‍ ; ଇଂଲଣ୍ଡ ପ୍ରିକ୍ୱାର୍ଟରରେ

ନିଝ୍‍ନି ନବ୍‍ଗରୋଡ୍‍ : ଚଳିତ ବିଶ୍ୱକପ୍‍ରେ ହ୍ୟାଟ୍ରିକ୍‍ ସହ ୫ମ ଗୋଲ୍‍ ଦେଇଛନ୍ତି ଇଂଲଣ୍ଡର ଅଧିନାୟକ ହ୍ୟାରି କେନ୍‍। ପୁଣି ଚଳିତ ବିଶ୍ୱକପ୍‍ରେ କ୍ରମାଗତ ୨ୟ ଦିନରେ ଏକ ମ୍ୟାଚ୍‍ରେ ୭ଟି ଗୋଲ୍‍ ଦେଖିବାକୁ ମିଳିଛି।…
Read More...

ଗୋଷ୍ଠୀ ସଂର୍ଘଷରେ ୨ଆହତ ୩ ଗୁରୁତର

ଜୟପୁର : କୋରାପୁଟ ଜିଲା ଜୟପୁର ସହରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳରେ ୫ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ କୋରାପୁଟ ଜିଲା ଚିକିତ୍ସାଳୟକୁ ସ୍ଥାନାନ୍ତରଣ…
Read More...

ଜରୁରୀ ପରିସ୍ଥିତି ଗଣତନ୍ତ୍ର ପାଇଁ ଥିଲା କାଳ ରାତି : ମୋଦୀ

ନୂଆଦିଲ୍ଲୀ : ୧୯୭୫ ମସିହାରେ ଭାରତରେ ଲାଗୁ କରାଯାଇଥିବା ଜରୁରୀକାଳୀନ ପରିସ୍ଥିତି ଗଣତନ୍ତ୍ର ପାଇଁ କାଳ ରାତ୍ରି ଥିଲା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ନିଜର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ କି…
Read More...

ବାଦଲ ଫଟା ବର୍ଷା ଓ ଭୂସ୍ଖଳନ ଯୋଗୁଁ  ଅରୁଣାଚଳ ପ୍ରଦେଶରେ ୫ ଜଣଙ୍କର ମୃତ୍ୟୁ

ଇଟାନଗର:  ବାଦଲ ଫଟା ବର୍ଷା ଓ ଭୂସ୍ଖଳନ ଯୋଗୁଁ ଅରୁଣାଚଳ ପ୍ରଦେଶରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ଶନିବାର ରାତିରେ ପ୍ରବଳ ବର୍ଷା  ହେବାଯୋଗୁଁ ଏପରି ଘଟଣା ଘଟିଛି । ଅରୁଣାଚଳ ପ୍ରଦେଶର ରାଜଧାନୀ ଇଟାନଗର ନିକଟରେ ଏହି…
Read More...

୪ ରାଜ୍ୟରେ ସଡ଼କ ଦୁର୍ଘଟଣାରେ ୩୩ ମୃତ

ଭୋପାଳ/ହାଇଦରାବାଦ/ : ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶରେ ରିବିବାର ୪ ସଡ଼କ ଦୁର୍ଘଟଣାରେ ୩୩ ଜଣ ପ୍ରାଣ ହରାଇଛନ୍ତି ଓ ୩୦ ଜଣ ଆହତ ହୋଇଛନ୍ତି। ତେଲଙ୍ଗାନାର ୟାଦାଦ୍ରି-ଭୁବନନଗରୀ ଜିଲାରେ…
Read More...

ବିଚାରଧୀନ କଏଦୀର ସନ୍ଦେହ ଜନକ ମୃତ୍ୟୁ

ଯାଜପୁର : ଯାଜପୁର ଜିଲାର ଉପ କାରାଗାରରେ ଜଣେ ବିଚାରଧୀନ କଏଦୀଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି। ମୃତକ କଏଦୀ ଜଣକ ହେଲେ ଅବଦୁଲ ଲତୁଫ ଖାନ। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ ଡାକ୍ତରଖାନା ନିଆଯାଇଥିଲା। ଡାକ୍ତର ସେଠି…
Read More...

ଓଡିଶା ରାଜସ୍ବ ସେବା ସଂଘର ଜରୁରୀକାଳୀନ ଅଧିବେଶନ

ବ୍ରହ୍ମପୁର : ଆଜି ଓଡିଶା ରାଜସ୍ବ ସେବା ସଂଘ, ଗଂଜାମ ଶାଖାର ଏକ ଜରୁରୀକାଳୀନ ଅଧିବେଶନ ଗୋପାଳପୁର ସର୍କିଟ ହାଉସଠାରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ସଂଘର ଗଂଜାମ ଶାଖାର ନୂତନ କାର୍ୟ୍ୟକର୍ତ୍ତାଙ୍କୁ ନିର୍ବାଚିତ…
Read More...

ତୃଷାତର ତୃଷା ମେଣ୍ଟାଉଛନ୍ତି ଟ୍ୟୁବୱେଲ ଚାଚୀ

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ବୁନ୍ଦେଲଖଣ୍ଡ ଦୀର୍ଘ ପାଞ୍ଚ ବର୍ଷ ଧରି ବର୍ଷା ହେଉନାହିଁ। ଏଠାକାର ଲୋକମାନେ ପାଣିପାଇଁ ହାହାକାର କରୁଛନ୍ତି। ଏହି ଲୋକମାନଙ୍କ ସହଯୋଗ କରିବାପାଇଁ କିଛି ମହିଳା ଅଣ୍ଟା ଭିଡିଛନ୍ତି।…
Read More...