ଶିବ ମନ୍ଦିରରେ ତାଳି ମାରନ୍ତୁ ନାହିଁ, ମହାଦେବ କ୍ରୋଧିତ ହୋଇଥାନ୍ତି !

0

ହିନ୍ଦୁ ଧର୍ମରେ ପୂଜା, କିର୍ତ୍ତନ ଓ ସତ୍‌ସଙ୍ଗ ସମୟରେ ତାଳି ମାରିବାର ଦେଖିବାକୁ ମିଳେ । ସତ୍‌ସଙ୍ଗରେ ତାଳି ମାରି ଭଜନ ବୋଲାଯାଏ । କିର୍ତ୍ତିନ ମଣ୍ଡଳୀମାନେ ଭଗବାନଙ୍କ ଭଜନ ଗାଇଲା ବେଳେ ଶ୍ରୋତାମାନେ ମଧ୍ୟ ତାଙ୍କ ସହ ବାରମ୍ବାର ତାଳି ମାରି ଭଗବାନଙ୍କୁ ସ୍ମରଣ କରିଥାନ୍ତି ।

କ’ଣ ଆପଣ ଜାଣନ୍ତି କି ଭଗବାନ ଶିବ ମନ୍ଦିରରେ ତାଳି ମାରିବା ଅନୁଚିତ । ଆଜ୍ଞା ହଁ ଏକ ବିଶେଷ ସମୟରେ ଶିବ ମନ୍ଦିରରେ ତାଳି ମାରିବା ଅନୁଚିତ । ଆସନ୍ତୁ ଜାଣିବା ଏହାର କାରଣ……..

୧.           ଶିବ ମନ୍ଦିରରେ ତାଳି ମାରିବା ଦ୍ୱାରା ମହାଦେବ କ୍ରୋଧିତ ହୋଇଥାନ୍ତି ।

୨.           ଶିବଲିଙ୍ଗ ନିକଟରେ ତାଳି ମାରିବା ଶିବଙ୍କ ଅପମାନ ହୋଇଥାଏ ବୋଲି ବିଶ୍ୱାସ ରହିଛି ।

prayash

୩.           କୁହାଯାଏ କି ଶିବଲିଙ୍ଗ ନିକଟରେ ତିନିଥର ତାଳି ମାରିବା ଉଚିତ ନୁହେଁ । କାରଣ ଏହା ଦ୍ୱାରା ଶିବଙ୍କ ଧ୍ୟାନ ଭଙ୍ଗ ହେଇଥାଏ ।

୪.           ଭଗବାନ ଶିବ ଧ୍ୟାନ ମଗ୍ନ ରହିଥାନ୍ତି । ତେଣୁ ଏହି ସମୟରେ ଶିବ ମନ୍ଦିର ଯାଇ ତାଳି ମାରିବା ଠିକ ନୁହେଁ ।

୫.           ଶିବ ମନ୍ଦିରରେ ସନ୍ଧ୍ୟା ସମୟରେ ତାଳି, ଘଣ୍ଟ ଏବଂ ଶଙ୍ଖ ବଜେଇବା ଉଚିତ୍‌ ।

 

kalyan agarbati
Leave A Reply