www.samajalive.in
Sunday, December 14, 2025
17.1 C
Bhubaneswar

ଶିବ ମନ୍ଦିରରେ ତାଳି ମାରନ୍ତୁ ନାହିଁ, ମହାଦେବ କ୍ରୋଧିତ ହୋଇଥାନ୍ତି !

ହିନ୍ଦୁ ଧର୍ମରେ ପୂଜା, କିର୍ତ୍ତନ ଓ ସତ୍‌ସଙ୍ଗ ସମୟରେ ତାଳି ମାରିବାର ଦେଖିବାକୁ ମିଳେ । ସତ୍‌ସଙ୍ଗରେ ତାଳି ମାରି ଭଜନ ବୋଲାଯାଏ । କିର୍ତ୍ତିନ ମଣ୍ଡଳୀମାନେ ଭଗବାନଙ୍କ ଭଜନ ଗାଇଲା ବେଳେ ଶ୍ରୋତାମାନେ ମଧ୍ୟ ତାଙ୍କ ସହ ବାରମ୍ବାର ତାଳି ମାରି ଭଗବାନଙ୍କୁ ସ୍ମରଣ କରିଥାନ୍ତି ।

କ’ଣ ଆପଣ ଜାଣନ୍ତି କି ଭଗବାନ ଶିବ ମନ୍ଦିରରେ ତାଳି ମାରିବା ଅନୁଚିତ । ଆଜ୍ଞା ହଁ ଏକ ବିଶେଷ ସମୟରେ ଶିବ ମନ୍ଦିରରେ ତାଳି ମାରିବା ଅନୁଚିତ । ଆସନ୍ତୁ ଜାଣିବା ଏହାର କାରଣ……..

- Advertisement -

୧.           ଶିବ ମନ୍ଦିରରେ ତାଳି ମାରିବା ଦ୍ୱାରା ମହାଦେବ କ୍ରୋଧିତ ହୋଇଥାନ୍ତି ।

୨.           ଶିବଲିଙ୍ଗ ନିକଟରେ ତାଳି ମାରିବା ଶିବଙ୍କ ଅପମାନ ହୋଇଥାଏ ବୋଲି ବିଶ୍ୱାସ ରହିଛି ।

୩.           କୁହାଯାଏ କି ଶିବଲିଙ୍ଗ ନିକଟରେ ତିନିଥର ତାଳି ମାରିବା ଉଚିତ ନୁହେଁ । କାରଣ ଏହା ଦ୍ୱାରା ଶିବଙ୍କ ଧ୍ୟାନ ଭଙ୍ଗ ହେଇଥାଏ ।

୪.           ଭଗବାନ ଶିବ ଧ୍ୟାନ ମଗ୍ନ ରହିଥାନ୍ତି । ତେଣୁ ଏହି ସମୟରେ ଶିବ ମନ୍ଦିର ଯାଇ ତାଳି ମାରିବା ଠିକ ନୁହେଁ ।

୫.           ଶିବ ମନ୍ଦିରରେ ସନ୍ଧ୍ୟା ସମୟରେ ତାଳି, ଘଣ୍ଟ ଏବଂ ଶଙ୍ଖ ବଜେଇବା ଉଚିତ୍‌ ।

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories