ବ୍ୟାଙ୍କ ମିଶ୍ରଣ ପ୍ରୟାସ Samaja Digital Sep 22, 2018 0 ବିପୁଳ ଋଣବୋଝ ଓ କ୍ଷତିରେ ଚାଲିିଥିବା ବ୍ୟାଙ୍କ ଅଫ ବରୋଦା, ବିଜୟା ବ୍ୟାଙ୍କ ଓ ଦେନା ବ୍ୟାଙ୍କକୁ ଆର୍ଥିକ ଦୃଷ୍ଟିରୁ ସ୍ବଚ୍ଛଳ ଅନ୍ୟ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସହିତ ମିଶାଇ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।… Read More...
ଗୋଆ ଅନିଶ୍ଚିତତା Samaja Digital Sep 22, 2018 0 ରାଜନୈତିକ ସୁବିଧାବାଦ ଓ ଆୟାରାମ, ଗୟାରାମ ରାଜନୀତିର ପ୍ରୟୋଗଶାଳା ଏକଦା ପାଲଟିଥିବା ଗୋଆ ଏବେ ଆଉ ଏକ ଅନିଶ୍ଚିତ ଅବସ୍ଥାର ସମ୍ମୁଖୀନ। ସେଠାକାର ମୁଖ୍ୟମନ୍ତ୍ରୀ ମନୋହର ପରିକର ନିଜର ଦୀର୍ଘ, ଜଟିଳ ଅସୁସ୍ଥତା ଯୋଗୁଁ ଆଉ… Read More...
ରାଗିଙ୍ଗ୍: ଏକ କୁତ୍ସିତ ପରମ୍ପରା Samaja Digital Sep 22, 2018 0 ପି. ଅନାମିକା ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କରେ ରାଗିଙ୍ଗ୍କୁ ଏକ ପରମ୍ପରା ରୂପେ ଗ୍ରହଣ କରାଯାଇଛି, କାହିଁକି ନା ବର୍ଷବର୍ଷ ଧରି ପିଢ଼ି ପରେ ପିଢ଼ି ଏହାକୁ କୌଣସି ଉତ୍ସବ ପରି ପାଳନ କରି ଆସୁଛନ୍ତି। ପରମ୍ପରା ନିର୍ବାହ… Read More...
ଶ୍ରୀମନ୍ଦିର ସଂସ୍କାର ଓ ସର୍ବୋଚ୍ଚ ନ୍ୟାୟାଳୟ Samaja Digital Sep 22, 2018 0 ବିଶ୍ବଭୂଷଣ ହରିଚନ୍ଦନ ଶ୍ରୀମନ୍ଦିର ସଂସ୍କାର ଉପରେ ବର୍ତ୍ତମାନ ବିତର୍କ ଚାଲିଛି। ସୁପ୍ରିମକୋର୍ଟଙ୍କର ନିର୍ଦେଶରେ ପୁରୀ ଜିଲା ଜଜ ସମସ୍ତ ଘଟଣାର ଅନୁମାନ କରି ଗୋଟିଏ ରିପୋର୍ଟ ଦେଇଛନ୍ତି। ତାକୁ ଆଧାର କରି… Read More...
କୁପ୍ରଭାବରୁ ରକ୍ଷା ପାଇବା ପାଇଁ ମାଟି ପାତ୍ରର ବ୍ୟବହାର Samaja Digital Sep 22, 2018 0 ବାସ୍ତୁଶାସ୍ତ୍ର ଅନୁସାରେ ମାଟିକୁ ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ ଓ ଉପଯୋଗୀ ବୋଲି କୁହାଯାଇଛି। ମାଟିକୁ ସୁଖ-ଶାନ୍ତି ଓ ସୌଭାଗ୍ୟର ପ୍ରତୀକ ବୋଲି କୁହାଯାଇଛି। ଘରେ ଅଧିକ ମାଟିର ବାସନ ରଖି ବ୍ୟବହାର କରିବା ନିହାତି ଆବଶ୍ୟକ… Read More...
ପରଲୋକରେ ଚଳଚ୍ଚିତ୍ର ପ୍ରଯୋଜକ ସୁବାସ ରାଉତ Samaja Digital Sep 22, 2018 0 କଟକ: ଓଡିଆ ଚଳଚ୍ଚିତ୍ର ଜଗତର ବିଶିଷ୍ଟ ପ୍ରଯୋଜକ ସୁବାସ ରାଉତଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୨ବର୍ଷ ହୋଇଥିଲା। ଶନିବାର ଭୋର ୪.୧୦ମିନିଟରେ କଟକର ଛତ୍ରବଜାରସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଯାଇଛି।… Read More...
ଘରର ମୁଖ୍ୟ କବାଟରେ ଗଣେଶ ମୂର୍ତ୍ତି ରଖିବାର କାରଣ Samaja Digital Sep 22, 2018 0 ହିନ୍ଦୁ ଧର୍ମରେ ଅଧିକ ଲୋକ ନିଜ ଘରର ମୁଖ୍ୟଦ୍ବାରରେ ଗଣେଶଙ୍କ ପ୍ରତିମା ଲଗାଇଥାନ୍ତି। ଏହାସହ ଶୁଭ-ଲାଭ ଓ ସ୍ବସ୍ତିକ ଚିହ୍ନ ମଧ୍ୟ ଲଗାଇଥାନ୍ତି। କିନ୍ତୁ ଗଣେଶଙ୍କ ପ୍ରତିମା ବା ଫଟୋ ଲଗାଇବା ବେଳେ କିଛି ବିଶେଷ ଦିଗ… Read More...
ମହିଳା ଛାତ୍ରାବାସରେ ଅସଦାଚାରଣ ; ଅଭିଯୁକ୍ତ ଅଟକ Samaja Digital Sep 21, 2018 0 ବରଗଡ : ବରଗଡ ଜିଲାର ଏକ ମହିଳା ହଷ୍ଟେଲରେ ଅନ୍ତେବାସୀଙ୍କୁ ହଷ୍ଟେଲ ପରିଚାଳକ ଅସଦାଚରଣ କରିଥିବା ଅଭିଯୋଗ ଆସିଛି। ହଷ୍ଟେଲ ପରିଚାଳକ ମହିଳାଜଣକୁ ଷ୍ଟୋରରୁମ ଡାକିନେଇ ଅସଦାଚରଣ କରିଥିବା ଜଣାପଡିଛି। ଅଭିଯୋଗକୁ… Read More...
ସାପ କାମୁଡିବାରେ ଜଣେ ମୃତ Samaja Digital Sep 21, 2018 0 କେଶୀପୁର : ବାଲେଶ୍ୱର ଜିଲା କେଶିପୁର ଠାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କେଶୀପୁର ଉପେନ୍ଦ୍ର ମଳିକଙ୍କ ଝିଅ ରିଙ୍କିଙ୍କ ସାପୁ କାମୁଡାରେ ମୃତ୍ୟୁ ହୋଇଛି। ୧୦ ବର୍ଷିୟ ରିଙ୍କି ପଞ୍ଚମ ଶ୍ରେଣୀରେ ପାଠ… Read More...
ଟିଜିପିଏ ମିସ୍ ଇଣ୍ଡିଆରେ ଓଡ଼ିଆ ଝିଅ ଶୁଭଶ୍ରୀ Samaja Digital Sep 21, 2018 0 କଟକ : ମୁମ୍ବଇର ଦ ଗ୍ରେଟ ପାଗେଣ୍ଟ କମ୍ୟୁନିଟି(ଟିଜିପିଏ) ଆୟୋଜିତ ମିସ ଇଣ୍ଡିଆ ପ୍ରତିଯୋଗିତାରେ ପଞ୍ଚମ ସଂସ୍କରଣ ଆରମ୍ଭ ହୋଇଯାଇଛି। ଏହି ସୁନ୍ଦରୀ ପ୍ରତିଯୋଗିତାରେ ଓଡ଼ିଆ ଝିଅ ଶୁଭଶ୍ରୀ ପଟ୍ଟନାୟକ ମନୋନୀତ ହୋଇଛନ୍ତି।… Read More...
କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ Samaja Digital Sep 21, 2018 0 ଭବାନୀପାଟଣା : କଳାହାଣ୍ଡି ଜିଲାର ଭବାନୀପାଟଣା ବ୍ଲକର ଦେପୁର ଠାରେ ଆଜି ସଂଧ୍ୟାରେ କଳାହାଣ୍ଡି ଯୁବ ଓ ଛାତ୍ର କଂଗ୍ରେସ ତରଫରୁ ରାସ୍ତା ରୋକ ଓ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧ୍ରମେନ୍ଦ୍ର ପ୍ରଧାନଙ୍କ କୁଶପୁତ୍ତଳିକା… Read More...
ନମ୍ବରପ୍ଲେଟରେ ନମ୍ବର ବ୍ୟତୀତ ଅନ୍ୟକିଛି ଲେଖାଥିଲେ ଚାଲାଣ କାଟିବ ପୁଲିସ Samaja Digital Sep 21, 2018 0 ନୂଆଦିଲ୍ଲୀ : ନିଜର କାରରେ କୌଣସି ରାଜନୈତିକ ଦଳର ନାମ, ସାମ୍ବାଦିକ, ପୁଲିସ ଆଦି ଲେଖିଛନ୍ତି ତାକୁ ହଟାଇ ଦିଅନ୍ତୁ। ସେପ୍ଟେମ୍ବର ୨୪ ତାରିଖ ଠାରୁ ପୁଲିସ ଏଭଳି ଲେଖାହୋଇଥିବା କାର ମାନଙ୍କରୁ ଚାଲାଣ ଆଦାୟ କରିବ। ଯେଉଁ… Read More...
୨ଦିନରେ ୩ରାଜ୍ୟ ଗ୍ରସ୍ତ;ଓଡ଼ିଶା ଅସୁଛନ୍ତି ମୋଦୀ Samaja Digital Sep 21, 2018 0 ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ପୂର୍ଣ୍ଣ ରୂପେ ନିର୍ବାଚନ ମୋଡ୍ରେ ଆସି ଯାଇଛନ୍ତି। ଆଗାମୀ ୨ଦିନରେ ମୋଦୀ ୩ଟି ରାଜ୍ୟ ଗ୍ରସ୍ତ କରିବାର କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୋଦୀ… Read More...
ଆମେରିକାରେ ହିନ୍ଦୀ ସର୍ବାଧିକ ବ୍ୟବହୃତ ବିଦେଶୀ ଭାଷା Samaja Digital Sep 21, 2018 0 ମୁମ୍ବଇ: ଆମେରିକାରେ ହିନ୍ଦୀ ସର୍ବାଧିକ ବ୍ୟବହୃତ ବିଦେଶୀ ଭାଷାର ମାନ୍ୟତା ଲାଭ କରିଛି। ହିନ୍ଦୀ ପଛକୁ ଗୁଜରାଟୀ ଓ ତା’ ପଛକୁ ତେଲୁଗୁ ଭାଷାରେ ଆମେରିକାରେ ଅଧିକ ଲୋକ କଥାବାର୍ତ୍ତା ହେଉଛନ୍ତି। କିନ୍ତୁ ୨୦୧୦ ରୁ ୨୦୧୭… Read More...
ଗଣେଶ ବିସର୍ଜନ ବେଳେ ୪ଛାତ୍ରଙ୍କ ସଲିଳ ସମାଧି Samaja Digital Sep 21, 2018 0 ଗୋୱାଲିୟର: ମଧ୍ୟପ୍ରଦେଶର ଗୋୱାଲିୟରଠାରେ ଗଣେଶ ବିସର୍ଜନ କରିବାକୁ ଯାଇ ୪ଜଣ ସ୍କୁଲ ଛାତ୍ରଙ୍କ ମୃତ୍ୟୁ ହୋଇଯାଇଛି। ଗୁରୁବାର ଅପରାହ୍ଣ ୪ଟାବେଳେ ଗଣେଶ ବିସର୍ଜନ କରିବା ନିମନ୍ତେ ଗ୍ରାମର ସମସ୍ତ ଛାତ୍ର ଧୂମଧାମରେ… Read More...
ବିଜେପିର ୨୦:୨୦ ବନାମ ଜେଡିୟୁର ୫୦:୫୦ Samaja Digital Sep 21, 2018 0 ପାଟ୍ନା: ବିହାରରେ ଜେଡିୟୁ ଓ ବିଜେପି ମଧ୍ୟରେ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଆସନ ଭାଗବଣ୍ଟା ବୁଝାମଣା ପ୍ରାୟ ଚୂଡ଼ାନ୍ତ ହୋଇଥିବା ଅନୁମାନ କରାଯାଉଥିଲା। ଗତ ସପ୍ତାହରେ ଏ ସମ୍ପର୍କରେ ବିହାର ମୁଖ୍ୟମନ୍ତ୍ରୀ ତଥା… Read More...
ଗୁଗୁଲ-ପେ ନାମରେ ଏନପିସିଆଇ ପାଖରେ ଫେରାଦ ହେଲା ପେଟିଏମ୍ Samaja Digital Sep 21, 2018 0 ବେଙ୍ଗାଲୁରୁ: ହ୍ୱାଟ୍ସଆପ୍ ପେମେଣ୍ଟ ପ୍ରକ୍ରିୟା ଉପରେ ଆପତ୍ତି ଆଣିଥିବା ପେଟିଏମ୍ ଏଣିକି ଗୁଗୁଲ-ପେର ନେଣଦେଣ ପ୍ରକ୍ରିୟାକୁ ନେଇ ଫେରାଦ ହୋଇଛି। ଗୁଗୁଲ-ପେ ମାଧ୍ୟମରେ ନେଣଦେଣ କରୁଥିବା ବ୍ୟକ୍ତିଙ୍କ ବିବରଣୀ… Read More...
ବୋଇଂରେ ଅସୁସ୍ଥ ଘଟଣା: ୩୦ ଲକ୍ଷ ଟଙ୍କା ଦାବି କଲେ ଯାତ୍ରୀ Samaja Digital Sep 21, 2018 0 ମୁମ୍ବଇ: ପାଇଲଟ୍ଙ୍କ ଅବହେଳା କାରଣରୁ ଜେଟ୍ ଏୟାରୱେଜ୍ରେ ଯାତ୍ରୀ ମାନେ ଅସୁସ୍ଥ ହେବା ପରେ କ୍ଷତିପୂରଣ ଦାବି କରିଛନ୍ତି। ସିଟି ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିବା ୫ ଜଣ ଗୁରୁତର ଅସୁସ୍ଥ ଯାତ୍ରୀଙ୍କ ମଧ୍ୟରୁ ଜଣେ… Read More...
ଅଭୁଲା ସ୍ମୃତିକୁ ସାଇତି ରଖିବାର ଉପାୟ… Samaja Digital Sep 21, 2018 0 ସୁଖ ଓ ଦୁଃଖ ଉଭୟ ମନୁଷ୍ୟ ଜୀବନରେ ଏକ ଚକ୍ର ପରି କାମ କରିଥାଏ। ଯେପରି ସୁଖ କିଛି ସମୟ ପାଇଁ ଆମ ଜୀବନରେ ରହେ ସେପରି ଦୁଃଖ ମଧ୍ୟ ରହିଥାଏ। ସୁଖ ଓ ଦୁଃଖ ଉଭୟ ଆମକୁ କିଛି ନା କିଛି ଶିଖାଇଥାଏ। ବେଳେବେଳେ ଆପଣମାନେ… Read More...
ଓଡ଼ିଶା ଉପକୂଳ ଅତିକ୍ରମ କଲା ଡାଏ Samaja Digital Sep 21, 2018 0 ଭୁବନେଶ୍ୱର: ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଝଡ଼ ‘ଡାଏ’ ଗୁରୁବାର ମଧ୍ୟରାତ୍ରିରେ ଓଡ଼ିଶା ଉପକୂଳ ଅତିକ୍ରମ କରିଛି। ଏହାର ପ୍ରଭାବରେ ସେଭଳି କିଛି କ୍ଷୟକ୍ଷତି ହୋଇ ନଥିଲେ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ… Read More...
ଅଶାଳୀନ ବ୍ୟଙ୍ଗକାର Samaja Digital Sep 21, 2018 0 ଅଭିବ୍ୟକ୍ତିର ସ୍ବାଧୀନତାର ସୀମା କେତେ, ତାହା ଏ ପର୍ଯ୍ୟନ୍ତ ଅନିର୍ଦିଷ୍ଟ। ଏହା ସ୍ଥିର କରିବା ବି ସହଜ ନୁହେଁ। ତେବେ ସବୁଥିରେ ସମ୍ଭ୍ରମତା ଓ ଶାଳୀନତା ରହିବା ସଭ୍ୟ ମଣିଷ ଓ ସମାଜ ପାଇଁ ଅବଶ୍ୟ ଏକ ଜରୁରୀ ଆବଶ୍ୟକତା।… Read More...
ତିନି ତଲାକ ବିରୋଧରେ Samaja Digital Sep 21, 2018 0 ତଲାକ-ଏ-ବିଦ୍ଦତ୍ ବା ତତ୍କାଳ ତିନି ତଲାକ ଏବେ ଦଣ୍ଡନୀୟ ଅପରାଧ ହେବ। ବୁଧବାର ସରକାର ଏ ସମ୍ପର୍କିତ ଅଧ୍ୟାଦେଶକୁ ମଞ୍ଜୁରୀ ଦେଇଛନ୍ତି। ସରକାରଙ୍କୁ ଏଭଳି ପଦକ୍ଷେପ ବାଧ୍ୟହୋଇ ନେବାକୁ ପଡ଼ିଛି, କାରଣ ଗତବର୍ଷ… Read More...
ସତ୍ୟ, ମିଥ୍ୟା ଓ ସମ୍ବାଦ Samaja Digital Sep 21, 2018 0 ପ୍ରଦୀପ ମହାପାତ୍ର ସୋସିଆଲ ମିଡ଼ିଆରେ ଗୁଜବ ଓ ଅପପ୍ରଚ଼ାର ଆନ୍ତର୍ଜାତିକ ସ୍ତରରେ ୨୦୧୮ ଶେଷ ବେଳକୁ ଏକ ଅମୀମାଂସିତ ସମସ୍ୟାରୂପେ ମୁଣ୍ଡ ଟେକିଛି। ଇଣ୍ଟରନେଟ ସଂଯୁକ୍ତି ପ୍ରସାର, ସୋସିଆଲ ମିଡ଼ିଆର ଲୋକପ୍ରିୟତା ଓ… Read More...
ନିର୍ବାଚନ ପାଣ୍ଠି:କେତେ, କିପରି ଓ କେମିତି? Samaja Digital Sep 21, 2018 0 ପ୍ରଫୁଲ୍ଲକୁମାର ଚାଉଳିଆ ଭାରତକୁ ପୃଥିବୀର ସର୍ବବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର ବୋଲି କୁହାଯାଉଛି, କିନ୍ତୁ ଭାରତୀୟ ନାଗରିକମାନେ ଜାଣନ୍ତି କି- ରାଜନୈତିକ ଦଳମାନେ ନିଜର ଖର୍ଚ୍ଚ ପାଇଁ ପଇସା କେଉଁଠୁ ଆଣନ୍ତି, କେତେ… Read More...
ମଶା ମାରି ୮୪ହଜାର ଟଙ୍କା କ୍ଷତି ସହିଲେ ! Samaja Digital Sep 21, 2018 0 ବିଶ୍ବର ପ୍ରାୟ ପ୍ରତ୍ୟେକ ପ୍ରାନ୍ତରେ ମଶାଙ୍କ ଉପଦ୍ରବ ଦେଖିବାକୁ ମିଳେ। ବିଦେଶୀ ରାଷ୍ଟ୍ରର ଲୋକେ ଏସବୁ ପ୍ରତି ବେଶ୍ ସଚେତନ, କିନ୍ତୁ ମଶାଙ୍କ କବଳରୁ ବର୍ତ୍ତି ପାରନ୍ତି ନାହିଁ। ଏଇ ନିକଟରେ କିନ୍ତୁ ମଶା ପାଇଁ ଜଣେ… Read More...
ସୋନମ୍ଙ୍କ ନିଷ୍ପତ୍ତି Samaja Digital Sep 21, 2018 0 ବିବାହ ପରେ ସୋନମ୍ କପୁର କିଛି ଦିନ ସ୍ବାମୀ ଆନନ୍ଦ ଆହୁଜାଙ୍କ ସହ ବିଦେଶ ଭ୍ରମଣ କରିବା ପରେ ଏବେ ପୁଣି କ୍ୟାରିୟର ମନସ୍କ ହୋଇଛନ୍ତି। ଏବେ ସେ ଆଗାମୀ ଚଳଚ୍ଚିତ୍ର ‘ଏକ ଲଡକୀ କୋ..’ ଓ ‘ଜୋୟା ଫ୍ୟାକ୍ଟର’ର ସୁଟିଂ କାମରେ… Read More...
ରୋଷେଇ ଘରର ବର୍ଜ୍ୟବସ୍ତୁରେ ହେବ ଚାଷ Samaja Digital Sep 21, 2018 0 ଦୈନନ୍ଦିନ ଆମ ରୋଷଶାଳାରୁ ବିଭିନ୍ନ ପ୍ରକାର ଆବର୍ଜନା ବାହାରିଥାଏ। ଯେପରି ପରିବା, ଫଳ ଚୋପା, ବଳକା ଖାଦ୍ୟ, ଚା’ପତି ଇତ୍ୟାଦିଇତ୍ୟାଦି। ସମସ୍ତେ ଏସବୁକୁ ଅଳିଆ ଡବାରେ ହିଁ ଫିଙ୍ଗିଥାନ୍ତି। ଏହି ସବୁ ଆବର୍ଜନାକୁ ନେଇ… Read More...
ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ମୃତ Samaja Digital Sep 21, 2018 0 ବଡ଼ସାହି: ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ମାନଗୋବିନ୍ଦପୁର ପଞ୍ଚାୟତ ମିରିଗିଦାରୀ ଗ୍ରାମରେ ବିଦ୍ୟୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତିଙ୍କ ନାମ ହେଉଛି ଦୁଃଶାସନ (୩୦)। ଗୁରୁବାର ଦିନ ତାଙ୍କ ଘରେ କରମ… Read More...
୩ ପୁଲିସ କର୍ମଚାରୀଙ୍କୁ ଅପହରଣ ପରେ ହତ୍ୟା Samaja Digital Sep 21, 2018 0 ଶ୍ରୀନଗର: ଦକ୍ଷିଣ କାଶ୍ମୀର ଅଞ୍ଚଳରେ ପୁଣି ଆତଙ୍କବାଦୀଙ୍କ ବର୍ବରତାର ଉଦାହରଣ ଦେଖିବାକୁ ମିଳିଛି। ଆତଙ୍କବାଦୀମାନେ ତିନି ଜଣ ପୁଲିସ କର୍ମଚାରୀଙ୍କୁ ଅପହରଣ ପରେ ହତ୍ୟା କରିଛନ୍ତି। ସେମାନଙ୍କ ମୃତ ଦେହକୁ ପୁଲିସ… Read More...
କୋଲାବ ଜଳଭଣ୍ଡାରର ୨ଟି ଗେଟ ଖୋଲିଲା Samaja Digital Sep 21, 2018 0 ଜୟପୁର: ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣି ଝଡ଼ ଓ ଡିପ୍ ଡିପ୍ରେସନ ପ୍ରଭାବରେ ସମଗ୍ର ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି। କୋରାପୁଟ ଜିଲାର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହଠାତ କୋଲାବ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି… Read More...
ବିପଦ ସଙ୍କେତ ଡେଇଁଲା ଜଳକା ନଦୀ Samaja Digital Sep 21, 2018 0 ବାଲେଶ୍ବର: ଲଘୁଚାପ ଜନିତ ବର୍ଷା ଯୋଗୁଁ ବାଲେଶ୍ବର ଜିଲାର ଜଳକା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ମଥାନି ଠାରେ ବିପଦ ସଙ୍କେତ ୫.୫୦ମିଟର ଥିବା ବେଳେ ଶୁକ୍ରବାର ସକାଳ ୬ଟା ସମୟରେ ୫.୮୦ମିଟର ଉପରେ… Read More...
ଜାଣନ୍ତୁ, କଇଁଛ ମୁଦି ଧାରଣ କରିବାର ଶୁଭ ଫଳ Samaja Digital Sep 21, 2018 0 ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜନ୍ମ କୁଣ୍ଡଳୀରେ ଥିବା ଅଶୁଭ ଗ୍ରହଙ୍କୁ ଶାନ୍ତ କରିବା ପାଇଁ ଅନେକ ଉପାୟ ରହିଛି। ଏହି ଉପାୟରେ ବ୍ୟକ୍ତିମାନେ ହାତର ଆଙ୍ଗୁଠିରେ ରତ୍ନ ଧାରଣ କରିଥାନ୍ତି। ଆଜିକାଲି ରତ୍ନ ଧାରଣ କରିବା ସହ… Read More...
ତେନ୍ତୁଳି; ଶରୀର ପାଇଁ ଉପକାରୀ Samaja Digital Sep 21, 2018 0 ଦକ୍ଷିଣ ଭାରତର ପ୍ରାୟତଃ ପ୍ରତ୍ୟେକ ବ୍ୟଞ୍ଜନରେ ତେନ୍ତୁଳିର ବ୍ୟବହାର ହୋଇଥାଏ। ବିବାହ, ବ୍ରତରେ ସେଠାରେ ତେନ୍ତୁଳିର ଉପଯୋଗ ଭାତରେ ମଧ୍ୟ କରାଯାଉଥିବାର ଦେଖା ଯାଇଥାଏ। ଖାଦ୍ୟ ବିଶେଷଜ୍ଞଙ୍କ ମତରେ ପୋଷକତତ୍ତ୍ବରେ ଭରପୂର… Read More...
ଆତର ଔଷଧୀୟ ଗୁଣ Samaja Digital Sep 21, 2018 0 ବାହାରୁ ଟାଣ ଦେଖା ଯାଉଥିବା ଆତ ଭିତରୁ ଅତ୍ୟନ୍ତ ନରମ ହୋଇଥାଏ। ଆତର ବ୍ୟବହାର ଅନେକ ପ୍ରକାରର ଆଇସକ୍ରିମରେ କରାଯାଇଥାଏ। ଆତରେ କ୍ୟାଲସିୟମ, ମ୍ୟାଗ୍ନେସିୟମ, ଫାଇବର ସହ ଅନେକ ପ୍ରକାରର ଭିଟାମିନ ରହିଥାଏ। କେବଳ ଆତ… Read More...
ନଡ଼ିଆ ଗଛ ପଡି ଭାଙ୍ଗିଲା ଟ୍ରାକ୍ଟର Samaja Digital Sep 21, 2018 0 ସୁଆଣ୍ଡୋ: ପୁରୀ ଜିଲାର ସତ୍ୟବାଦୀ ବ୍ଲକ ରାୟଖଣ୍ଡି ପଞ୍ଚାୟତ ଚକ୍ରପଡା ଗ୍ରାମରେ ଗୁରୁବାର ରାତିରେ ନଡ଼ିଆ ଗଛ ପଡି ଗୋଟିଏ ଟ୍ରାକ୍ଟର ଭାଙ୍ଗି ଯାଇଛି । ଗ୍ରାମର ନିରଞ୍ଜନ ସାହୁ ତାଙ୍କର ଟ୍ରାକ୍ଟରଟିକୁ ଠାକୁରଙ୍କ ମଣ୍ଡପ… Read More...
ହୀରାକୁଦ ଜଳସ୍ତର ୬୨୭ ଫୁଟ : ସବୁ ଗେଟ ବନ୍ଦ Samaja Digital Sep 20, 2018 0 ସମ୍ବଲପୁର : ହୀରାକୁଦ ଜଳ ଭଣ୍ଡାରର ସର୍ବୋଚ୍ଚ ଜଳପତ୍ତନ ସୀମା ୬୩୦ ଫୁଟ ହୋଇଥିବା ବେଳେ ଏଥିରେ ଆଉ ମାତ୍ର ୩ ଫୁଟ ବାକି ରହିଛି। ମହାନଦୀ ଉପରମୁଣ୍ଡରୁ ପ୍ରବେଶ କରୁଥିବା ଜଳ ପରିମାଣ ବୃଦ୍ଧି ପାଇବାରୁ ବନ୍ଧର ଜଳସ୍ତର… Read More...
ରେଭେନ୍ସା ଛାତ୍ରଛାତ୍ରୀଙ୍କ ଦ୍ୱାରା ନିର୍ମିତ ଲଘୁ ଚଳଚ୍ଚିତ୍ର ‘ଅତୀତ’ Samaja Digital Sep 20, 2018 0 କଟକ : ରେଭେନ୍ସା ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ଏକ ଲଘୁ ଚଳଚ୍ଚିତ୍ରର ନିର୍ମାଣ କରିଛନ୍ତି। ଏହି ଚଳଚ୍ଚିତ୍ରର ନାମ ରହିଛି ‘ଅତୀତ’। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦାୟିତ୍ୱ ଗୁଲସନ ମହାନ୍ତ ତୁଲାଇ ଥିବାବେଳେ… Read More...
ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ଦେଶର ବିଭିନ୍ନ ସ୍ଥାନର ଆଶାକର୍ମୀ Samaja Digital Sep 20, 2018 0 ନୂଆଦିଲ୍ଲୀ . - ଦେଶର ୯୦ ଜଣ ଆଶାକର୍ମୀ ଗୁରୁବାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ଆଶାକର୍ମୀଙ୍କ ପାରିଶ୍ରମିକ ବୃଦ୍ଧି ସହ ସେମାନଙ୍କ ପାଇଁ ବୀମା କବଚ ଘୋଷଣା କରାଯାଇଥିବାରୁ ସେମାନେ… Read More...
ନ୍ୟୁଜଲ୍ୟାଣ୍ଡରେ ଆରମ୍ଭ ହେବ ‘ଓଲା’ କାର ସେବା Samaja Digital Sep 20, 2018 0 ନୂଆଦିଲ୍ଲୀ : ଭାରତୀୟ କାର ସେବା କମ୍ପାନୀ ଓଲା ବହୁଶୀଘ୍ର ନ୍ୟୁଜଲ୍ୟାଣ୍ଡରେ ସେବା ପ୍ରଦାନ କରିବାକୁ ଯାଉଛି। ନ୍ୟୁଜଲ୍ୟାଣ୍ଡର ସର୍ବପ୍ରଥମେ ଅକଲଣ୍ଡ, କାଇଷ୍ଟଚର୍ଚ୍ଚ ଓ ବୋଲିଂଟନ ଆଦି ସହରରେ ଆରମ୍ଭ କରାଯିବ। କ୍ୟାବ… Read More...
ନୂତନ ଶ୍ରମିକ ପଞ୍ଜୀକରଣ ପାଇଁ ଆଇନ ସଚେତନତା ଶିବିର Samaja Digital Sep 20, 2018 0 ମୋହନା : ଜିଲା ଆଇନ ପ୍ରାଧିକରଣ ସେବା ସମିତି ପକ୍ଷରୁ ମୋହନା ବିଜୁ କଲ୍ୟାଣ ମଣ୍ଡପଠାରେ ନୂତନ ଶ୍ରମିକ ପଞ୍ଜୀକରଣ ପାଇଁ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲା ଆଇନ ସେବା ପ୍ରାଧିକରଣ ସମ୍ପାଦକ ଗୀତା ଦାସ,… Read More...
କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଶୋଭାଯାତ୍ରା ଓ ପଥପ୍ରାନ୍ତ ସଭା Samaja Digital Sep 20, 2018 0 ମୋହନା : ରାଜ୍ୟ ଶିକ୍ଷକ ଓ କର୍ମଚାରୀ, ସ୍କୁଲ, କଲେଜ ମିଳିତ ମଞ୍ଚ ପକ୍ଷରୁ ମୋହନା ବ୍ଳକର ବିଭିନ୍ନ ସ୍ଥାନରେ ସ୍ଥାନୀୟ କଲେଜର ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କୁ ନେଇ ପଥପ୍ରାନ୍ତ ପ୍ରତିବାଦ ସଭା ଓ ଶୋଭାଯାତ୍ରା… Read More...
ଅଡବା : ପ୍ରେମିକାକୁ ଟାଙ୍ଗିଆରେ ହାଣି ହତ୍ୟା ଘଟଣା Samaja Digital Sep 20, 2018 0 ମୋହନା : ଅଡବା ଥାନା ଅନ୍ତର୍ଗତ ପାଣିଗଣ୍ଡା ପଞ୍ଚାୟତ ଅଧିନ ବୁଢାଡିହ ଗ୍ରାମର ଶୋଇଥିବା ଅବସ୍ଥାରେ ପ୍ରେମିକାକୁ ଟାଙ୍ଗିଆରେ ହାଣି ହତ୍ୟା ଘଟଣାରେ ପ୍ରେମିକ ମିଟୁକୁ ଅଡବା ପୁଲିସ ମଙ୍ଗଳବାର ଦିନ ଗିରଫ କରି ବୁଧବାର… Read More...
ପ୍ରଶାସନର ଉଦାସୀନତା ; ସମସ୍ୟା ଘେରରେ ଅଚ୍ୟୁତାନନ୍ଦ ବିଦ୍ୟାପୀଠ Samaja Digital Sep 20, 2018 0 ନେମାଳ : ସରକାର ଗ୍ରାମାଞ୍ଚଳ ଶିକ୍ଷାର ବିକାଶ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିବାର ଡିଣ୍ଡିମ ପିଟୁଥିବା ବେଳେ ଏବେବି ଅବହେଳିତ ଅବସ୍ଥାରେ ବହୁ ଶିକ୍ଷା ଅନୁଷ୍ଠାନ ରହିଯାଇଛି। ଶିକ୍ଷା କ୍ଷେତ୍ରରେ ଉନ୍ନତି… Read More...
ଲଗାଣ ବର୍ଷାରେ ଭୁଶୁଡିଲା କାନ୍ଥ Samaja Digital Sep 20, 2018 0 ବଡ଼ସାହି : ଲଗାଣବର୍ଷା ଯୋଗୁଁ ବେତନଟୀ ବ୍ଲକ, ଧନପୁର ଗ୍ରାମରେ ଅସହାୟ ବୃଦ୍ଧା ଚମ୍ପାବତୀ ମହାନ୍ତଙ୍କ ମାଟିକାନ୍ଥ ଭୁଶୁଡି ପଡିଛି। ଫଳରେ ଘରଟି ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ପୁରା ପରିବାର ଖଟିଖିଆ ବର୍ଗର ହୋଇଥିବାରୁ… Read More...
ବଡ଼ସାହି ସିଡ଼ିପିଓଙ୍କ ବଦଳି ଦାବିରେ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ରାଲି Samaja Digital Sep 20, 2018 0 ବଡ଼ସାହି : ସ୍ଥାନୀୟ ସିଡ଼ିପିଓ କୁନ୍ତିମଣୀ ପାତ୍ରଙ୍କ ବଦଳି ଦାବି କରି ଗୁରୁବାର ବ୍ଲକର ଅଧିକାଂଶ ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ଏକଜୁଟ ହୋଇଥିଲେ। ଅଲ୍ ଓଡ଼ିଶା ଲେଡ଼ିଜ ୱାର୍କର ଆସୋସିଏସନ ବ୍ଲକ ଶାଖା ସଂଘର ସଭାପତି… Read More...
ହାଇୱା ଓଲଟି ଚାଳକ ମୃତ Samaja Digital Sep 20, 2018 0 ବଡ଼ସାହି : ଗୁରୁବାର ଅପରାହ୍ଣରେ ବୈଶିଙ୍ଗା ଥାନା ଅନ୍ତର୍ଗତ ଜାତୀୟ ରାଜପଥର ଗଡ଼ଦେଉଳିଆ ଠାରେ ଏକ ପାଉଁଶ ବୋଝେଇ ହାଇୱା (ନଂ ଓଆର ୧୫ ଏଲ୍ ୬୮୧୭)ରାସ୍ତା ପାର୍ଶ୍ବକୁ ଓଲଟିବା ଫଳରେ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ… Read More...
୧୮୯ ଜଣଙ୍କୁ ମିଳିଲା ରାଧାନାଥ ରଥ ଛାତ୍ରବୃତ୍ତି Samaja Digital Sep 20, 2018 0 ଆଠଗଡ : ଆଠଗଡରେ ୧୮୯ ଜଣ କୃତୀ ଛାତ୍ରଛାତ୍ରୀଙ୍କୁ ରାଧାନାଥ ରଥ ଛାତ୍ରବୃତ୍ତି ପ୍ରଦାନ କରାଯାଇଛି। ବିଶ୍ୱନାଥ ବିଦ୍ୟାପୀଠରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୧୮୯ ଜଣ ଛାତ୍ରଛାତ୍ରୀଙ୍କୁ ଏହି ବୃତ୍ତି ପ୍ରଦାନ କରାଯାଇଛି।… Read More...
ରେଳରେ ବଢିଲା ଚା ଓ କଫିର ଦାମ Samaja Digital Sep 20, 2018 0 ନୂଆଦିଲ୍ଲୀ .- ରେଳଯାତ୍ରା କରିବା ସମୟରେ ଏବେ ଚା ଓ କଫି ପାଇଁ ଅଧିକ ଟଙ୍କା ଦେବାକୁ ପଡିବ । ଏବେ ରେଳରେ ଚା ଓ କଫି ପାଇଁ ୭ ଟଙ୍କା ଦେବାକୁ ପଡୁଥିବା ବେଳେ ଆଗକୁ ୧୦ ଟଙ୍କା ଦେବାକୁ ପଡିବ। ଟି ବ୍ୟାଗ ସହ… Read More...
କର୍ଣ୍ଣାଟକ ଓ ମହାରାଷ୍ଟ୍ର ବିଧାନପରିଷଦ ଉପନିର୍ବାଚନ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି Samaja Digital Sep 20, 2018 0 ନୂଆଦିଲ୍ଲୀ . - କର୍ଣ୍ଣାଟକ ବିଧାନପରିଷଦର ତିନୋଟି ଓ ମହାରାଷ୍ଟ୍ର ବିଧାନପରିଷଦର ଗୋଟିଏ ଆସନ ପାଇଁ ବିଧାୟକମାନଙ୍କ ଦ୍ୱାରା ଉପନିର୍ବାଚନ ସକାଶେ ନିର୍ବାଚନ କମିଶନ ପୂର୍ବରୁ କାର୍ଯ୍ୟସୂଚୀ ଘୋଷଣା କରିଥିଲେ ।… Read More...
ବ୍ୟାଙ୍କ ସମ୍ମୁଖରୁ ୨ ଲକ୍ଷ ଟଙ୍କା ଝାମ୍ପିନେଲେ ଦୁର୍ବୃତ୍ତ Samaja Digital Sep 20, 2018 0 ବ୍ରହ୍ମପୁର : ବ୍ରହ୍ମପୁର ସ୍ଥିତ କୋର୍ଟପେଟା ଛକ ଠାରେ ଡକାୟତି ହୋଇଥିବା ସୂଚନାମିଳିଛି। କୋର୍ଟପେଟା ନିକଟସ୍ଥ ଅନିଲ ପ୍ରଧାନ ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆରେ ୨ଲକ୍ଷ ଟଙ୍କା ଜମା କରିବାକୁ ସମୟରେ ଚୋରି ହୋଇଛି। ଦୁଇ ଜଣ… Read More...
ଭାରତ ଆନ୍ତର୍ଜାତୀୟ ସମ୍ମେଳନ ଓ ପ୍ରଦର୍ଶନୀ କେନ୍ଦ୍ର, ଦ୍ୱାରକାର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ Samaja Digital Sep 20, 2018 0 ନୂଆଦିଲ୍ଲୀ .- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାରରେ ନୂଆଦିଲ୍ଲୀର ଦ୍ୱାରକାଠାରେ ଭାରତ ଆନ୍ତର୍ଜାତୀୟ ସମ୍ମେଳନ ଏବଂ ପ୍ରଦର୍ଶନୀ କେନ୍ଦ୍ର(ଆଇଆଇସିସି) ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।… Read More...
ବିହାରରେ ଟେଣ୍ଡର ଦୁର୍ନୀତି: ସିଏଜି ରିପୋର୍ଟ Samaja Digital Sep 20, 2018 0 ପାଟନା: କେଉଁଠି ବିନା ଟେଣ୍ଡରେ କୋଟିକୋଟି ଟଙ୍କାର କାମ, ତ'କେଉଁଠି ଅନଭିଜ୍ଞ ଠିକାଦାରଙ୍କୁ ଲକ୍ଷାଧିକ ଟଙ୍କାର କାମ ଦେଇ ପୁଣି ଚର୍ଚ୍ଚାରେ ଆସିଛି ବିହାର। ବିହାରର ଟେଣ୍ଡର ଦୁର୍ନୀତିର ପର୍ଦାଫାସ କରିଛି ସିଏଜି… Read More...
ତୀବ୍ର ଅବପାତରେ ପରିଣତ ହେଲା ଲଘୁଚାପ; ଝଡ଼ ତୋଫାନ ଆଶଙ୍କା Samaja Digital Sep 20, 2018 0 ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହେବା ପରେ ଏବେ ତୀବ୍ର ଅବପାତର ରୂପ ନେଇଛି। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ହେବ ବୋଲି… Read More...
ରାହୁଲ୍ ପାଇରେଟେଡ୍ ଲାପ୍ଟପ୍: ନକ୍ଭି Samaja Digital Sep 20, 2018 0 ରାଞ୍ଚି: ରାହୁଲ୍ ଗାନ୍ଧି ଏକ ପାଇରେଟେଡ୍ ଲାପ୍ଟପ୍। ତାଙ୍କ ଭିତରେ କେବଳ ନକଲି ଓ ଭୁଲ୍ ଶବ୍ଦ ରହିଛି। ଏଭଳି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ମୁକ୍ତାର ଆବାସ୍ ନକ୍ଭି। ବିଜେପି ବିରୋଧରେ… Read More...
୫ମ ଶ୍ରେଣୀ ଛାତ୍ରୀଙ୍କୁ ୯ମାସ ଧରି ବଳାତ୍କାର କରୁଥିଲେ କଲେଜ ଅଧ୍ୟକ୍ଷ Samaja Digital Sep 20, 2018 0 ପାଟ୍ନା: ମୁଜାଫରପୁର ଆଶ୍ରୟ ସ୍ଥଳ ନିର୍ଯାତନା ଘଟଣା ଏ ପର୍ଯ୍ୟନ୍ତ ତାଜା ଥିବା ବେଳେ ବିହାରରେ ପୁଣି ସେଭଳି ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି। ଜନୈକା ୫ମ ଶ୍ରେଣୀର ଛାତ୍ରୀଙ୍କୁ ସ୍କୁଲ୍ର ଅଧ୍ୟକ୍ଷ ଓ ଜଣେ… Read More...
ଅଭିଜିତ୍ଙ୍କ ଓଡ଼ିଶା ବିରୋଧୀ ମନ୍ତବ୍ୟ: ତଦନ୍ତ ପାଇଁ ଗୃହ କମିଟି ଗଠିତ Samaja Digital Sep 20, 2018 0 ଭୁବନେଶ୍ୱର: ଅଭିଜିତ ଆୟାର ମିତ୍ର ଓଡ଼ିଶାର ସଂସ୍କୃତି, ଐତିହ୍ୟ ସର୍ବୋପରି ଓଡ଼ିଆମାନଙ୍କର ଭାବାବେଗ ସହିତ ଜଡ଼ିତ ଶ୍ରୀଜଗନ୍ନାଥଙ୍କ ବିରୋଧରେ ଅରୁଚିକର ମନ୍ତବ୍ୟ ଦେଇଛନ୍ତି। ଏହାକୁ ନେଇ ସମଗ୍ର ଓଡ଼ିଶାରେ ଦଳମତ… Read More...
ପ୍ରହାରର ସଫଳ ପରୀକ୍ଷଣ Samaja Digital Sep 20, 2018 0 ବାଲେଶ୍ୱର: ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରହାରର ସଫଳ ପରୀକ୍ଷଣ ହୋଇଛି। ଗୁରୁବାର ଅପରାହ୍ଣ ପ୍ରାୟ ୧.୩୦ ସମୟରେ ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ ଘାଟିରୁ ଏହାର ସଫଳ ପରୀକ୍ଷଣ କରାଯାଇଛି। ଭୂପୃଷ୍ଠରୁ… Read More...
ପ୍ରସ୍ତୁତ ହେବ ବଳାତ୍କାରୀଙ୍କ ତାଲିକା Samaja Digital Sep 20, 2018 0 ନୂଆଦିଲ୍ଲୀ: ମହିଳାଙ୍କ ବିରୋଧରେ ବଢୁଥିବା ଅପରାଧକୁ ଦୃଷ୍ଟିରେ ରଖି ସରକାର ବଡ଼ ଧରଣର ପଦକ୍ଷେପ ଗ୍ରହଣ କରିଛନ୍ତି। ଗୁରୁବାର କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଯୌନ ଅପରାଧୀଙ୍କ ରାଷ୍ଟ୍ରୀୟ ଡାଟାବେସ ଲୋକାର୍ପିତ… Read More...
ମୋଦୀଙ୍କୁ ଚିଠି ଲେଖିଲେ ପାକ୍ ପ୍ରଧାନମନ୍ତ୍ରୀ ଇମରାନ୍ Samaja Digital Sep 20, 2018 0 ନୂଆଦିଲ୍ଲୀ: ଭାରତ ପାକ୍ ମଧ୍ୟରେ ଶାନ୍ତି ଓ ସହାବସ୍ଥାନ ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ ଭାରତର ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଇମରାନ ଖାନ ଶପଥ ଗ୍ରହଣ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ… Read More...
ଜାଣନ୍ତୁ, କର୍କଟ ରୋଗ ହେବାର ମୁଖ୍ୟ କାରଣ Samaja Digital Sep 20, 2018 0 ନିଜକୁ ଯେତେ ଫିଟ୍ ରଖିଲେ ମଧ୍ୟ ରୋଗ କୌଣସି ନା କୌଣସି ଉପାୟରେ ଶରୀରକୁ ଆକ୍ରାନ୍ତ କରୁଛି ବୋଲି ଅଧିକାଂଶ ଲୋକମାନେ ମତ ଦେଇଛନ୍ତି। ବିଶେଷ କରି କର୍କଟ ରୋଗକୁ ସଂଖ୍ୟାଧିକ ଲୋକ ଭୟ କରୁଛନ୍ତି। ପ୍ରତ୍ୟେକ ବୟସର ଲୋକେ… Read More...
ପିପିଏଫ ଜମାରେ ମିଳିବ ଅଧିକ ସୁଧ Samaja Digital Sep 20, 2018 0 ନୂଆଦିଲ୍ଲୀ: କ୍ଷୁଦ୍ର ଜମାକାରୀଙ୍କ ପାଇଁ ଖୁସି ଖବର। କେନ୍ଦ୍ର ସରକାର କେତେକ କ୍ଷୁଦ୍ର ଜମା ଯୋଜନାର ସୁଧ ହାର ବୃଦ୍ଧି କରିଛନ୍ତି। ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ତ୍ରୈମାସିକ ଜମା ଯୋଜନାରେ ସରକାର ଏହି ବର୍ଦ୍ଧିତ ସୁଧ… Read More...
ସଫଳତା ପ୍ରାପ୍ତି ପାଇଁ ବାର ଅନୁସାରେ କରନ୍ତୁ ଏହି ଉପାୟ Samaja Digital Sep 20, 2018 0 ସପ୍ତାହର ସାତ ଦିନ ନିଜର ଅଲଗା ଅଲଗା ମହତ୍ତ୍ବ ରଖିଥାଏ। ଏମିତିରେ ଦେଖିବାକୁ ଗଲେ ପ୍ରତ୍ୟେକ ଦିନ ଶୁଭ ଅଟେ। କିନ୍ତୁ କିଛି ଜରୁରୀ କାର୍ଯ୍ୟ ପାଇଁ ଦିନର ଶୁଭତ୍ବ ଦେଖି କରାଯାଇଥାଏ। ଶାସ୍ତ୍ର ଓ ଜ୍ୟୋତିଷଙ୍କ ମତରେ… Read More...
ନିଲାମ ହେଲା ମାଲ୍ୟାଙ୍କ ୨ ହେଲିକପ୍ଟର Samaja Digital Sep 20, 2018 0 ବେଙ୍ଗାଲୁରୁ: ଋଣ ଭାରରେ ବୁଡ଼ିବା ପରେ ଦେଶ ଛାଡ଼ି ଚାଲିଯାଇଥିବା କିଙ୍ଗଫିସର ମାଲିକ ବିଜୟ ମାଲ୍ୟାଙ୍କ ଦୁଇଟି ହେଲିକପ୍ଟରକୁ ନିଲାମ କରାଯାଇଛି। ମାଲ୍ୟାଙ୍କୁ ଋଣ ଦେଇଥିବା ୧୭ ସଦସ୍ୟ ବିଶିଷ୍ଟ ବ୍ୟାଙ୍କ କନ୍ସୋର୍ଟିୟମ୍… Read More...
ମୋହନଙ୍କ ଭାଗବତ Samaja Digital Sep 20, 2018 0 ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍ଏସ୍ଏସ୍)ର ମୁଖ୍ୟ ମୋହନ ଭାଗବତ ନୂଆଦିଲ୍ଲୀରେ ଚାଲିଥିବା ସଂଗଠନର ଚିନ୍ତନ ଶିବିରରେ ଦେଇଥିବା ଭାଷଣ ନୀତି, ଆଦର୍ଶ, ବିଚାର ଓ ଭବିଷ୍ୟତର ଭାରତ ଭାବନା ଦୃଷ୍ଟିରୁ ଶୁଣିବାକୁ ଭାଗବତ… Read More...
ପ୍ରତ୍ୟକ୍ଷ ମେୟର ନିର୍ବାଚନ Samaja Digital Sep 20, 2018 0 ଏଣିକି ପୌର ନିଗମର ମେୟର, ପୌରପାଳିକା ଓ ପୌରପରିଷଦର ଅଧ୍ୟକ୍ଷ ପଦ ପାଇଁ ସିଧାସଳଖ ନିର୍ବାଚନ ହେବ। ଏଥିପାଇଁ ବିଧାନସଭାରେ ସଂଶୋଧନ ବିଲ୍ ଗୃହୀତ ହୋଇଛି। ୨୦୦୩ ପୂର୍ବରୁ ପୌରାଧ୍ୟକ୍ଷ ନିର୍ବାଚନ ସିଧାସଳଖ ଥିଲା; କିନ୍ତୁ… Read More...
ଆଦର୍ଶ ବିଦ୍ୟାଳୟ: ସେ ଦିନର ଓ ଆଜିର Samaja Digital Sep 20, 2018 0 ଛାୟାକାନ୍ତ ଷଡ଼ଙ୍ଗୀ ଇଂଲିଶରେ ପବ୍ଲିକ ସ୍କୁଲ କହିଲେ ସେହି ସ୍କୁଲକୁ ବୁଝାଏ ଯେଉଁଠି ମାତାପିତା ପିଲାଙ୍କ ପାଠପଢ଼ା ଖର୍ଚ୍ଚ ବାବଦକୁ ଫି ପୈଠ କରନ୍ତି। ଏହାର ଅନୁକରଣରେ ଆମ ଦେଶରେ ମଧ୍ୟ ବହୁ ସଂଖ୍ୟାରେ ପବ୍ଲିକ ସ୍କୁଲ… Read More...
ସମାଜ ଓ ଯୌତୁକ ନିବାରଣ ଆଇନ Samaja Digital Sep 20, 2018 0 ଗୋଧନେଶ୍ବର ହୋତା ଓଡ଼ିଆରେ ଗୋଟେ ଢଗ ଅଛି- ‘ମାଆ ଝିଅ ଦୁହେଁ ଦେଉଳେ ପଶେ, ଯିଏ ଯାହା ସୁଖ ନିଜେ ମନାସେ’। ମାଆ ଓ ବିବାହିତା ଝିଅ ଏକାସାଙ୍ଗରେ ମନ୍ଦିର ଯିବେ। ମାଆ ତା ସ୍ବାମୀସନ୍ତାନର ମଙ୍ଗଳ ମନାସିବ ଓ ଝିଅ ତା… Read More...
ଜାଣନ୍ତୁ, ସକାଳୁ ଉଠି ପାପୁଲି ଦେଖିବାର ମାନ୍ୟତା Samaja Digital Sep 20, 2018 0 କୁହାଯାଇଛି ଯେ, ସକାଳୁ ଉଠି ନିଜ ଦୁଇ ହାତର ପାପୁଲି ଦେଖିବା ଉଚିତ। ଏହାଦ୍ବାରା ଭାଗ୍ୟ ଉଜ୍ବଳ ହୋଇଥାଏ ଏବଂ ସୌଭାଗ୍ୟ ମଧ୍ୟ ପ୍ରାପ୍ତି ହୋଇଥାଏ। ମନୁଷ୍ୟ ସର୍ବଦା ଚାହିଁଥାଏ ଯେ, ସେ ସକାଳୁ ଉଠିବା ମାତ୍ରେ ଏକ ନୂତନ… Read More...
ପାଇଲଟ୍ଙ୍କ ଅବହେଳାରୁ ବିମାନ ଯାତ୍ରୀଙ୍କ ନାକ ଓ କାନରୁ ରକ୍ତସ୍ରାବ Samaja Digital Sep 20, 2018 0 ମୁମ୍ବଇ: ବିମାନ ଯାତ୍ରା ବେଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବିମାନରେ ବାୟୁ ଚାପ କମ୍ ହୋଇଯିବା କାରଣରୁ ପ୍ରାୟ ୩୦ରୁ ଊଦ୍ଧ୍ୱର୍ ଯାତ୍ରୀଙ୍କ ନାକ ଓ କାନରୁ ରକ୍ତସ୍ରାବ ହୋଇଛି। ଏହି ଘଟଣା ପରେ ବିମାନକୁ ପୁଣି… Read More...
ଜେଲି ନେଲ ଆର୍ଟର ଫ୍ୟାସନ Samaja Digital Sep 20, 2018 0 ନେଲ ଆର୍ଟର ଫେସନ୍ ଗତ କିଛି ବର୍ଷ ହେବ ଯୁବତୀ ଓ ମହିଳାଙ୍କ ଗହଣରେ ଖୁବ୍ ଲୋକପ୍ରିୟ ହୋଇଛି। ଦିଲ୍ଲୀ ଓ ମୁମ୍ବଇରେ ‘ମନସୁନ୍ ଜେଲି ଆର୍ଟ’ର ଝଲକ ମଧ୍ୟ ଦେଖିବାକୁ ମିଳୁଛି। ଏହି ଫେସନ୍ ରାତାରାତି ସମସ୍ତଙ୍କୁ ଆକର୍ଷିତ… Read More...
ଜାଣନ୍ତୁ, ବର୍ଷାଦିନେ ନିଜକୁ ଫିଟ୍ ରଖିବାର ଉପାୟ Samaja Digital Sep 20, 2018 0 ମୌସୁମୀ ଦିନରେ ତୁହାକୁ ତୁହା ବର୍ଷା କେଉଁଠାରେ ମଧ୍ୟ ହୋଇଯାଇଥାଏ। ଏଣୁ ସାଥିରେ ରେନକୋଟ୍ ଓ ଛତା ରଖିଲେ ମଧ୍ୟ ଅନେକ ବର୍ଷାରେ ଅଳ୍ପବହୁତେ ଓଦା ହୋଇଯାଆନ୍ତି। ଓଦା ହେଲେ ଥଣ୍ଡା, ସର୍ଦି, କାଶ ଓ ଜ୍ବର ମଧ୍ୟ ହୁଏ। ତେବେ… Read More...
ଛତିଶଗଡରେ କଂଗ୍ରେସ କର୍ମକର୍ତ୍ତାଙ୍କ ଉପରେ ଆନ୍ଦୋଳନ ବେଳେ ଲାଠି ଚାର୍ଜ Samaja Digital Sep 19, 2018 0 video courtesy - tv9 Read More...
ବିଶ୍ୱକର୍ମାପୂଜା ଭୋଗଖାଇ ହରିପୁରରେ ଝାଡାବାନ୍ତି Samaja Digital Sep 19, 2018 0 ବଡ଼ସାହି : ବେତନଟୀ ବ୍ଲକ, ହରିପୁର ଗ୍ରାମର ସଧାଂଶୁ ରାଉତଙ୍କ ଘରେ ହେଉଥିବା ବିଶ୍ୱକର୍ମାପୂଜା ଭୋଗ ଖାଇ ଦୁଇଦିନରେ ଗ୍ରାମର ୧୭ଜଣ ଲୋକେ ଝାଡାବାନ୍ତିରେ ଆକ୍ରାନ୍ତହୋଇ ଚିକିତ୍ସାଧୀନ ଅଛନ୍ତି। ମଙ୍ଗଳବାର ସକାଳେ ସୁଧାଂଶୁ… Read More...
ପଞ୍ଚାୟତସ୍ତରରେ ବ୍ଲକଗ୍ରାଣ୍ଟ ଶିକ୍ଷକଙ୍କ ଆନ୍ଦୋଳନ Samaja Digital Sep 19, 2018 0 ବଡ଼ସାହି : ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ରାଜ୍ୟସଂଘର ଆହ୍ୱାନକ୍ରମେ ବେତନଟୀ ବ୍ଲକରେ ଚାଲିଥିବା କାର୍ଯ୍ୟବନ୍ଦ ଆନ୍ଦୋଳନ ଭୂବନେଶ୍ୱରରୁ ଆରମ୍ଭ ହେବା ପରେ ବ୍ଲକ କାର୍ଯ୍ୟାଳୟ ଏବଂ ଶେଷରେ ପଞ୍ଚାୟତ ସ୍ତରରେ… Read More...
ବେତନଟୀ : ୫ମ ଦିନରେ ଜମିପଟ୍ଟା ପାଇଁ ଧାରଣା Samaja Digital Sep 19, 2018 0 ବଡ଼ସାହି : ନିଜର ଜମିପଟ୍ଟା ପାଇଁ ଦୀର୍ଘ ୨୭ବର୍ଷର ଅପେକ୍ଷା ପରେ ଜନସାଧାରଣଙ୍କ ପୁଞ୍ଜିଭୂତ ଅସନ୍ତୋଷ ଆନ୍ଦୋଳନର ରୂପ ନେଇଛି। ଏଥିପାଇଁ ବେତନଟୀ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଆରମ୍ଭ ହୋଇଥିବା ଧାରଣା ୫ମ ଦିନରେ… Read More...
ଛାତ୍ର ଛାତ୍ରୀଙ୍କ ବିଦ୍ୟାଳୟ ତ୍ୟାଗ,ସରକାରୀ ଅଫିସ୍ରେ ଲାଗିଲା କଳା ପତକା Samaja Digital Sep 19, 2018 0 କଳାପଥର : ବାଙ୍କୀ ବ୍ଳକ ଅନ୍ତର୍ଗତ କେନ୍ଦୁପଲ୍ଲୀ ପପଞ୍ଚାୟତର ବିଭିନ୍ନ ସମସ୍ୟା ସମାଧାନ ପାଇଁ ବୁଧବାର ଛାତ୍ର ଛାତ୍ରୀ ବିଦ୍ୟାଳୟ ପରିତ୍ୟାଗ କରିଛନ୍ତି। ସେହିପରି ସମସ୍ୟାର ସମାଧାନ ହେବା ପର୍ଯ୍ୟନ୍ତ ସରକାରୀ… Read More...
ଗୋଆ ବୁଲିବା ଲୋଭରେ ସ୍ୱାମୀକୁ ପ୍ରତିଦିନ ତିନୋଟି ସୁନାଚେନ୍ ଲୁଟ୍ କଣ୍ଟ ଦେଇଥିବା ମହିଳା ଗିରଫ Samaja Digital Sep 19, 2018 0 ବେଙ୍ଗାଲୁର . – ସ୍ୱାମୀକୁ ଦିନକୁ ୩ଟା ସୁନାଚେନ୍ ଲୁଟ୍ କରିବା ପାଇଁ କଣ୍ଟ ଦେଇଥିବା ମହିଳା ଗିରଫ ହୋଇଛି । ମହିଳାଙ୍କ ସ୍ୱାମୀ ୧୦୦ରୁ ଅଧିକ ସୁନାଚେନ୍ ଲୁଟ୍ କରିବା ଅଭିଯୋଗରେ ଗିରଫ ହୋଇଛି । ଗିରଫ ହେଲାପରେ… Read More...
ସୁନା ମିଠାଇ ବାଣ୍ଟିଲେ ଚାଷୀ Samaja Digital Sep 19, 2018 0 ନୂଆଦିଲ୍ଲୀ : ଭାରତୀୟ ଲୋକମାନେ ଆରମଦାୟକ ଜୀବନ ବିତାଇବା ପାଇଁ ଭଲ ଘର, ଭଲ କାର ଆଦି ଜିନିଷ ବ୍ୟବହାର କରିଥାନ୍ତି। ଧନୀକ ଶ୍ରେଣୀର ଲୋକମାନେ ଭଲ ଦାମୀ କାର ବ୍ୟବହାର କରିଥାନ୍ତି। କିନ୍ତୁ ମହାରାଷ୍ଟ୍ରରୁ ଏଭଳି ଏକ ଖବର… Read More...
ବରସୁଆଁ ଗ୍ରାମରେ୧୪ଫୁଟ ଲମ୍ବ ଅଜଗର ସାପ ଉଦ୍ଧାର Samaja Digital Sep 19, 2018 0 ବଣେଇ : ବଣେଇ ଉପଖଣ୍ଡ ଲହୁଣୀପଡା ଥାନା ଅର୍ନ୍ତଗତ ବରସୁଆଁ ଗ୍ରାମର ସୀତାରାମ ପ୍ରସାଦଙ୍କ ଘରୁ ଏକ ବିରାଟ ଅଜଗର ସାପ ଉଦ୍ଧାର କରାଯାଇଛି। ସୂଚନା ମୁତାବକ ସୀତାରାମ ପ୍ରସାଦଙ୍କ ଘରେ କାମ କରୁଥିବା ଜଣେ ଶ୍ରମିକ ଦିନ ୩ଟାରେ… Read More...
ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିବା ବିଏସ୍ଏଫ୍ ଯବାନ ଗିରଫ Samaja Digital Sep 19, 2018 0 ନୂଆଦିଲ୍ଲୀ .- ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିବା ଜଣେ ବିଏସ୍ଏଫ୍ ଯବାନଙ୍କୁ ଉତ୍ତର ପ୍ରଦେଶର ଏସ୍ଟିଏସ୍ ଗିରଫ କରିଛି । ଏହି ଯବାନ ଜଣଙ୍କ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍ଆଇର ପ୍ରରୋଚନାରେ… Read More...
ଅନ୍ତନଳୀରେ ସୁନା ଚାଲାଣ ବେଳେ ଦିଲ୍ଲୀ ବିମାନ ବନ୍ଦରରେ ମହିଳା ଗିରଫ Samaja Digital Sep 19, 2018 0 ନୂଆଦିଲ୍ଲୀ .- ସୁନା ଚୋରା ଚାଲଣ ପାଇଁ ଅପରାଧୀମାନେ ନୂଆ ନୂଆ ଉପାୟ ଅବଲମ୍ବନ କରୁଛନ୍ତି । କେତେବେଳେ ସୁନା ପେଷ୍ଟ ତ କେତେବେଳେ ବ୍ୟାଗର ହ୍ୟାଣ୍ଡେଲ ଏପରି ସୁନା ଚୋରା ଚାଲାଣ କରିବା ପାଇଁ ଚେଷ୍ଟା କରୁଛନ୍ତି । କିଛି… Read More...
ଓଡ଼ିଆ ବିଶ୍ଵବିଦ୍ୟାଳୟର ଶିଳାନ୍ୟାସ ପାଇଁ ପ୍ରସ୍ତୁତି ଆରମ୍ଭ Samaja Digital Sep 19, 2018 0 ସୁଆଣ୍ଡୋ : ସତ୍ୟବାଦୀର ବକୁଳବନରେ ଆସନ୍ତା ୨୩ ତାରିଖରେ ଓଡ଼ିଆ ବିଶ୍ଵବିଦ୍ୟାଳୟ ଶିଳାନ୍ୟାସ ମୁଖ୍ୟମନ୍ତ୍ରୀ କରିବେ । ସେଥପାଇଁ ବୁଧବାର ବ୍ରହ୍ମଗିରି ବିଧାୟକ ସଞ୍ଜୟ ଦାସବର୍ମା, ସତ୍ୟବାଦୀ ବିଧାୟକ ଉମାକାନ୍ତ… Read More...
ତିନିଦିନ ପରେ ନିୟନ୍ତ୍ରଣ ହେଲା କୋଲକାତା ବାଗ୍ରୀ ମାର୍କେଟରେ ଲାଗିଥିବା ନିଆଁ Samaja Digital Sep 19, 2018 0 କୋଲକତା .- କୋଲକତାର ବ୍ୟାଗ୍ରୀ ମାର୍କେଟରେ ଲାଗିଥିବା ନିଆଁକୁ ତିନି ଦିନ ପରେ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣ କରାଯାଇଥିବା କୋଲକାତା ଅଗ୍ନିଶମ ବିଭାଗ ସୂଚନା ଦେଇଛି । ଏହି ଅଗ୍ନିକାଣ୍ଡରେ ୧୦୦୦ ଊର୍ଦ୍ଧ୍ୱ ଦୋକାନ ପୋଡି… Read More...
ବିଜେପୁରରେ ସଡକ ଦୁର୍ଘଟଣା : ଦୁଇ ମୃତ Samaja Digital Sep 19, 2018 0 ବିଜେପୁର : ବରଗଡ ଜିଲା ବିଜେପୁର ସରଣ୍ଡାପାଲି ଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି। ଏହି ଦୁର୍ଘଟଣାରେ ଦୁଇ ଜଣକ ମୃତ୍ୟୁ ହୋଇଛି। ମୃତକ ଦୁଇ ଜଣ ହେଲେ ତାଳପଦର ଗ୍ରାମର ଝାଲପାଲି ଗ୍ରାମର ତୁଳସୀ ସାହୁ ଓ ମନ… Read More...
ଓଡିଆଙ୍କ ସହ କୋଣାର୍କକୁ ନିନ୍ଦିଛନ୍ତି ବୈଜୟନ୍ତଙ୍କ ବନ୍ଧୁ ଅଭିଜିତ୍ ! Samaja Digital Sep 19, 2018 0 ଭୁବନେଶ୍ୱର .- ବୈଜୟନ୍ତ ପଣ୍ଡା ଯେଉଁ ବନ୍ଧୁଙ୍କୁ ନେଇ ହେଲିକପ୍ଟରେ ପୁରୀ ଓ କୋଣାର୍କ ବୁଲାଇ ବିବାଦରେ ଫସିଛନ୍ତି । ସେହି ବନ୍ଧୁ ଅଭିଜିତ୍ ଆୟର ଓଡିଆଙ୍କ ପ୍ରତି ସାମାଜିକ ଗଣମାଧ୍ୟମରେ ଅତି ଅରୁଚିକର ମନ୍ତବ୍ୟ… Read More...
ପାକ୍ ସେନାଙ୍କ ବର୍ବରତା: ବିଏସ୍ଏଫ୍ ଯବାନଙ୍କ ଗଳାକାଟି ହତ୍ୟା Samaja Digital Sep 19, 2018 0 ଜାମ୍ମୁ: ପାକିସ୍ତାନ ସେନାଙ୍କ ବର୍ବରତାର ନମୁନା ପୁଣି ଦେଖିବାକୁ ମିଳିଛି। ଜାମ୍ମୁ ନିକଟସ୍ଥ ଆନ୍ତର୍ଜାତିକ ସୀମା ରେଖା ନିକଟରେ ଜଣେ ବିଏସ୍ଏଫ୍ ଯବାନ୍ଙ୍କୁ ଗଳା କାଟି ହତ୍ୟା କରିଛନ୍ତି ପାକିସ୍ତାନୀ ସେନା। ଏହାପରେ… Read More...
ଗଣେଶ ବିସର୍ଜନ ସମୟରେ ବୁଡିଗଲେ ଭକ୍ତ, ଦେଖନ୍ତୁ ସମ୍ପୁର୍ଣ୍ଣ ଭିଡିଓ Samaja Digital Sep 19, 2018 0 video courtesy- ABP NEWS Read More...
ମୁକୁଳିିବେ ନୱାଜ୍ ସରିଫ Samaja Digital Sep 19, 2018 0 ଇସଲାମାବାଦ୍: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍ଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ନୱାଜ୍ଙ୍କ ଦଣ୍ଡକୁ ସ୍ଥଗିତ ରଖିବା ସହିତ ତାଙ୍କୁ ଜେଲ୍ରୁ ମୁକ୍ତ କରିବା ପାଇଁ ପାକିସ୍ତାନର ଏକ କୋର୍ଟ ନିର୍ଦେଶ… Read More...
ଦର୍ଶକଙ୍କ ଗୋଡ଼ ଭାଙ୍ଗିଦେବାକୁ ଧମକ ଦେଲେ ବାବୁଲ ସୁପ୍ରିୟୋ Samaja Digital Sep 19, 2018 0 ଆସାନସୋଲ୍: ‘ଚୁପ୍ ଚାପ ଯଦି ନ ବସିବ ତେବେ ଗୋଡ଼ ଭାଙ୍ଗି ଦେବି। ଆଉ ହ୍ୱିଲ୍ ଚେୟାର ଧରାଇ ଦେବି।’ ଦିବ୍ୟାଙ୍ଗଙ୍କୁ ହ୍ୱିଲ୍ଚେୟାର ପ୍ରଦାନ ପାଇଁ ଅର୍ଥ ସଂଗ୍ରହ ନିମିତ୍ତ ଆୟୋଜିତ ଏକ ସମାରୋହରେ ଜଣେ ଦର୍ଶକଙ୍କୁ ଏଭଳି… Read More...
ପାକିସ୍ତାନର ଖର୍ଚ୍ଚ କାଟ ଯୋଜନା: ବୈଠକରେ କେବଳ ଚକଲେଟ୍ Samaja Digital Sep 19, 2018 0 ଇସଲାମାବାଦ୍: ଗୁରୁତର ଆର୍ଥିକ ସଙ୍କଟରୁ ପାକିସ୍ତାନକୁ ଉଦ୍ଧାର କରିବା ପାଇଁ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ବିଭିନ୍ନ କ୍ଷେତ୍ରରେ ଖର୍ଚ୍ଚ କାଟ କରିବାରେ ଲାଗିଛନ୍ତି। ସରକାରୀ ଅଧିକାରୀଙ୍କ ବିଳାସପୂର୍ଣ୍ଣ ଗସ୍ତକୁ… Read More...
୧୩,୫୦୦ ଟଙ୍କାରେ ଆମେରିକା ଯାତ୍ରା Samaja Digital Sep 19, 2018 0 ମୁମ୍ବଇ: ମାତ୍ର ୧୩,୫୦୦ ଟଙ୍କାରେ ଉଡ଼ାଜାହାଜରେ ଆମେରିକା କିମ୍ବା ୟୁରୋପ ଯିବାକୁ ଚାହୁଁଛନ୍ତି କି? ଏଭଳି ସୁଯୋଗ ଆଣିଦେଇଛି ୱ ଏୟାର ନାମକ ଏକ ବିମାନ ସେବା ପ୍ରଦାନକାରୀ ସଂସ୍ଥା। କିନ୍ତୁ ଏଥିପାଇଁ ଏକ ସର୍ତ୍ତ ରହିଛି।… Read More...
ମେକ୍ସିକୋ ସହରରେ ମାତିଛି ଦୁର୍ଗନ୍ଧ ଆତଙ୍କ Samaja Digital Sep 19, 2018 0 ଗୁଆଡାଲାଜାରା: ମେକ୍ସିକୋର ଏକ ସହରରେ ଦୁର୍ଗନ୍ଧ ଆତଙ୍କ ଦେଖାଦେଇଛି। ଦୁର୍ଗନ୍ଧ ଏତେ ତୀବ୍ର ଯେ, ଏହା ଦ୍ୱାରା କିଛି ଲୋକ ଶ୍ୱାସରୁଦ୍ଧ ହୋଇ ଅଚେତ ହୋଇ ପଡ଼ୁଥିଲେ। ସହର ତମାମ ଏହି ଦୁର୍ଗନ୍ଧ ଆତଙ୍କକୁ ନେଇ ଚର୍ଚ୍ଚା।… Read More...
ବିଦ୍ୟୁତ ଆଘାତରେ ଦୁଇ ଯାଆ ମୃତ Samaja Digital Sep 19, 2018 0 ଭୁବନେଶ୍ବର: ବିଦ୍ୟୁତ ଆଘାତରେ ଦୁଇ ମହିଳାଙ୍କର ମୃତ୍ୟୁ ହୋଇଯାଇଛି। ସହିଦନଗର ଥାନା ୟୁନିଟ-୯ ଫ୍ଲାଟରେ ଏହି ଅଘଟଣ ଘଟିଛି। ବିଦ୍ୟୁତ ଆଘାତ ଲାଗିବା ପରେ ଉଭୟଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ… Read More...
ଏଟିଏମ୍ରୁ ବାହାରୁଛି ମୋଦକ Samaja Digital Sep 19, 2018 0 ପୁନେ: ଟଙ୍କା ଓ ପାଣି ଏଟିଏମ୍ ବିଷୟରେ ଆପଣ ଶୁଣିଛନ୍ତି। କିନ୍ତୁ ମୋଦକ ଏଟିଏମ୍ ବିଷୟରେ ଜାଣିଛନ୍ତି କି? ମେସିନ୍ରେ କାର୍ଡ ଭର୍ତ୍ତି କଲେ ବାହାରୁଛି ମୋଦକ ବା ଲଡ଼ୁ। ପୁନେ ନିବାସୀ ସଞ୍ଜିବ କୁଲକର୍ଣ୍ଣୀ ଏଭଳି ଏକ… Read More...
ରାସ୍ତା ନିର୍ମାଣରେ ଅବହେଳା ଯୋଗୁଁ ରାସ୍ତାରୋକ Samaja Digital Sep 19, 2018 0 ଲକ୍ଷ୍ମୀପୁର: ରାସ୍ତା ନିର୍ମାଣରେ ବିଳମ୍ବ ହେବାରୁ କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ କୋରାପୁଟ-ରାୟଗଡା ୩୨୬ନମ୍ବର ଜାତୀୟ ରାଜପଥକୁ ଲୋକମାନେ ଅବରୋଧ କରିଛନ୍ତି। କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକର… Read More...
ପ୍ରଧାନମନ୍ତ୍ରୀ ହେଲେ ପ୍ରଥମ ଦସ୍ତଖତ ଆନ୍ଧ୍ରକୁ ସ୍ୱତନ୍ତ୍ର ମାନ୍ୟତା ଫାଇଲରେ କରିବି: ରାହୁଲ୍ Samaja Digital Sep 19, 2018 0 କୁର୍ନୁଲ୍: ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ମିଳିବ। ପ୍ରଧାନମନ୍ତ୍ରୀ ହେବା ପରେ ମୁଁ ମୋର ପ୍ରଥମ ଦସ୍ତଖତ ଏ ସମ୍ପର୍କିତ ନିର୍ଦେଶନାମାରେ କରିବି। ଆନ୍ଧ୍ରବାସୀଙ୍କୁ ଏଭଳି ପ୍ରତିଶ୍ରୁତି ଦେଇଛନ୍ତି… Read More...
ସମଲିଙ୍ଗୀ ନଣଦ-ଭାଉଜ ଅଭିଯୋଗ ନେଇ ଥାନାରେ ସ୍ୱାମୀ: ଆଇନ୍କୁ ନେଇ ଦୋଛକିରେ ପୁଲିସ Samaja Digital Sep 19, 2018 0 କାନପୁର: ଉତ୍ତରପ୍ରଦେଶର କାନପୁରରେ ସମଲିଙ୍ଗୀ ସମ୍ବନ୍ଧକୁ ନେଇ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେଉଁଠି ଜଣେ ସ୍ୱାମୀ ନିଜ ପତ୍ନୀଙ୍କୁ ସମଲିଙ୍ଗୀ ବୋଲି ଥାନାରେ ଅଭିଯୋଗ କରିଛି। ସ୍ୱାମୀଙ୍କୁ ଛାଡ଼ି ପତ୍ନୀ… Read More...