www.samajalive.in
Saturday, December 6, 2025
19.1 C
Bhubaneswar

ତିନିଦିନ ପରେ ନିୟନ୍ତ୍ରଣ ହେଲା କୋଲକାତା ବାଗ୍ରୀ ମାର୍କେଟରେ ଲାଗିଥିବା ନିଆଁ

କୋଲକତା .- କୋଲକତାର ବ୍ୟାଗ୍ରୀ ମାର୍କେଟରେ ଲାଗିଥିବା ନିଆଁକୁ ତିନି ଦିନ ପରେ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣ କରାଯାଇଥିବା କୋଲକାତା ଅଗ୍ନିଶମ ବିଭାଗ ସୂଚନା ଦେଇଛି । ଏହି ଅଗ୍ନିକାଣ୍ଡରେ ୧୦୦୦ ଊର୍ଦ୍ଧ୍ୱ ଦୋକାନ ପୋଡି ପାଉଁଶ ହୋଇଯାଇଛି ।

ରବିବାର ସକାଳେ ବାଗ୍ରୀ ମାର୍କେଟରେ ନିଆଁ ଲାଗିଥିଲା । ଗୋଟିଏ ଦୋକାନରୁ ଅଗ୍ନିକାଣ୍ଡ ଆରମ୍ଭ ହେବାପରେ ଏହା ଧୀରେ ଧୀରେ ଅନ୍ୟ ଦୋକାନମାନଙ୍କୁ ବ୍ୟାପିଯାଇଥିଲା । ଏଥିରେ ଏକ ହଜାରରୁ ଅଧିକ ଦୋକନା କ୍ଷତିଗ୍ରସ୍ତ ହୋଇଛି । ଦୂର୍ଗାପୂଜା ପାଇଁ ବ୍ୟବସାୟୀମାନେ ବହୁତ ଜିନିଷ ରଖିଥିବାରୁ ନିଆଁ ଲାଗି ଅଧିକ କ୍ଷତି ହୋଇଛି । ଏବେ କେଉଁ କାରଣରୁ ନିଆଁ ଲାଗିଥିଲା ସେ ବିଷୟରେ ତଦନ୍ତ କରାଯାଉଥିବା ପୁଲିସ ସୂଚନା ଦେଇଛି ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories