ପୁରୀରେ ଗୋଡାଇ ଗୋଡାଇ ହାଣିଲେ

ପୁରୀ : ପୂର୍ବ ଶତ୍ରୁତାକୁ ନେଇ ଜଣେ ବ୍ୟକ୍ତିଙ୍କୁ ଗୋଡାଇ ଗୋଡାଇ ଖଣ୍ଡାରେ ଆକ୍ରମଣ ହୋଇଛି । ଟାଉନ ଥାନା ହାଡଗୋଡିଆସାହି ଛକରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି । ହରିହର ସାହୁ ନାମକ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ…
Read More...

ମାଲେସିଆରେ ପ୍ରଶଂସା ସାଉଁଟିଲା ଓଡ଼ିଶାର କଳା ଓ ସାଂସ୍କୃତିକ ଐତିହ୍ୟ

ଭୁବନେଶ୍ବର : ତ୍ରିଧାରା ନୃତ୍ୟ ଅନୁଷ୍ଠାନ ଏହାର ବହୁ ପ୍ରତୀକ୍ଷିତ ସ୍ବର୍ଣ୍ଣ ସମାରୋହ ମାଲେସିଆ ଯାତ୍ରାକୁ ସଫଳତାର ସହ ସମାପ୍ତ କରିଛି । ୧୧ ରୁ ୧୭ ଅଗଷ୍ଟ ୨୦୨୪ ପର୍ଯ୍ୟନ୍ତ ସାତ ଦିନ ବ୍ୟାପୀ ଗୁରୁ ଡକ୍ଟର ଗଜେନ୍ଦ୍ର…
Read More...

ଟୋଟାଲ ଟେକ୍ନୋଲୋଜି ସିଷ୍ଟମର ନୂତନ କ୍ୟାମ୍ପସ ଉଦଘାଟିତ

ଭୁବନେଶ୍ୱର : ବୈଷୟିକ ଶିକ୍ଷା ତଥା ବୃତ୍ତିଗତ ବିକାଶର ଅଗ୍ରଣୀ ପ୍ରଦାନକାରୀ ଟୋଟାଲ୍ ଅପସ୍କିଲ ଟ୍ରେନିଂର ସୁବିଧା (ଟୋଟାଲ୍ ଟେକ୍ନୋଲୋଜି ସିଷ୍ଟମର ଏକ ଉଦ୍ୟୋଗ)ଭୁବନେଶ୍ୱରରେ ଆରମ୍ଭ ହୋଇଯାଇଛି । ଏହା ସଫ୍ଟୱେର୍ ବିକାଶ,…
Read More...

ଗହ୍ମାପୂର୍ଣ୍ଣିମାରେ ଗୋ-ସମ୍ପଦ ପୂଜା

ଭୁବନେଶ୍ବର : ଓଡ଼ିଶାର ପୁରପଲ୍ଲୀରେ ଆଜି ପାରମ୍ପରିକ ଉତ୍ସାହର ସହ ପାଳିତ ହୋଇଛି ପବିତ୍ର ଗହ୍ମାପର୍ବ । କୃଷିଭିତ୍ତିକ ରାଜ୍ୟ ଓଡ଼ିଶାରେ ଗହ୍ମାପୂର୍ଣ୍ଣିମା ଅବସରରେ ବଳଦ ଏବଂ ଗୋମାତାଙ୍କୁ ପୂଜାର୍ଚ୍ଚନା କରାଯାଇ…
Read More...

ବିନା ବୀମାରେ ଗାଡି ଚଳାଉଛନ୍ତି ନିଖିଲ କାମଥ, ଭିଡିଓ ଭାଇରାଲ ପରେ ମଜା ଉଡାଇଲେ ଲୋକେ

ନୂଆଦିଲ୍ଲୀ : ଜିରୋଧାର ସହ-ପ୍ରତିଷ୍ଠାତା ନିଖିଲ କାମଥ ଓ ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଭିଡିଓ ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ ହେଉଛି । ଏହି ଭିଡିଓରେ ନିଖିଲ କାମଥ ସୁଜୁକି ଇଣ୍ଟ୍ରଡର ଭିଜେଡଆର ୧୮୦୦…
Read More...

ଅସହାୟ ଯୁବତୀଙ୍କୁ ଉଦ୍ଧାର କଲା ବ୍ଲକ ପ୍ରଶାସନ

ହରଭଙ୍ଗା : ହରଭଙ୍ଗା ବ୍ଲକ ସଦରମହକୁମା ଚାରିଛକ ନର୍ସରୀ ସାହିରୁ ଜଣେ ଅସହାୟ ଯୁବତୀଙ୍କୁ ବ୍ଲକ ପ୍ରଶାସନ, ଜାଗୃତି ଟିମ ମିଳିତଭାବେ ଉଦ୍ଧାର କରିଥିବା ଜଣାପଡିଛି। ଉଦ୍ଧାର ପରେ ଯୁବତୀ ଜଣଙ୍କୁ ସରସରା ନାରାୟଣନଗରସ୍ଥିତ…
Read More...

ତୁଳସୀକ୍ଷେତ୍ର କେନ୍ଦ୍ରାପଡାରେ ଶ୍ରୀବଳଦେବଜୀଉଙ୍କ ଜନ୍ମୋତ୍ସବ

କେନ୍ଦ୍ରାପଡା : ତୁଳସୀକ୍ଷେତ୍ର କେନ୍ଦ୍ରାପଡା ଜିଲ୍ଲାର ଆରାଧ୍ୟଦେବତା ଶ୍ରୀବଳଦେବଜୀଉଙ୍କ ପବିତ୍ର ଜନ୍ମୋତ୍ସବ ଆଜି ଗହ୍ମାପୂର୍ଣ୍ଣିମାରେ ମହାସମାରୋହରେ ପାଳନ କରାଯାଉଛି । ମନ୍ଦିର ସେବାୟତ ମାନଙ୍କ ଦ୍ୱରା…
Read More...

ସମ୍ପର୍କୀୟ ଭାଇର ଛୁରାମାଡରେ ଭଉଣୀର ମୃତ୍ୟୁ

ବ୍ରହ୍ମପୁର : ରାକ୍ଷୀପୂର୍ଣ୍ଣିମାରେ ଭଉଣୀକୁ ହତ୍ୟା କଲା ଭାଇ । ବଡବଜାର ଥାନା ସପ୍ତମ ଗଳିରେ ଏମିତି ଅଘଟଣ ଘଟିଛି । ଜଣେ ସମ୍ପର୍କୀୟ ଭାଇର ଛୁରାମାଡରେ ଭଉଣୀଙ୍କ ମୃତ୍ୟୁ ହେବା ସହ ଆଉ ଜଣେ ଭାଇ ଗୁରୁତର ହୋଇଛନ୍ତି ।…
Read More...

ଆଇଫୋନ୍ ପ୍ରସ୍ତୁତ ପାଇଁ ଦେଶରେ ବସିଲା ଆଉ ଏକ କାରଖାନା, ୬ ହଜାର କୋଟି ଖର୍ଚ୍ଚ

ନୂଆଦିଲ୍ଲୀ : ଆଜିର ସମୟରେ ଆଇଫୋନ୍ ସବୁଠୁ ଅଧିକ ଲୋକପ୍ରିୟ ଫୋନ୍ । ଏଥିରେ ଏମିତି ଅନେକ ଫିଚର୍ ରହିଛି ଯାହା ଏହି ଫୋନକୁ ଅନ୍ୟ ସବୁ ଫୋନଠୁ ଭିନ୍ନ କରିଥାଏ । ଏହା ସହିତ ଆଇଫୋନ୍ ଦେଖିବାକୁ ମଧ୍ୟ ବହୁତ ସୁନ୍ଦର । ଏବେ…
Read More...

ପ୍ରଦର୍ଶିତ ହେଲା ପାରମ୍ପରିକ ଖାଦ୍ୟଶସ୍ୟ

ପାଟଣା : ପାଟଣା ମିନି ଷ୍ଟାଡିୟମଠାରେ ଗତ ଗୁରୁବାର "ଭାରତ" ସଂଗଠନ ସହଯୋଗରେ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ଵାରା ପୃଷ୍ଟି ଶସ୍ୟର ଉନ୍ନତି ନିମନ୍ତେ କରାଯାଉଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମ…
Read More...

ମହିଳାଙ୍କ ସୁନା ଚେନ ଲୁଟିଲେ ଲୁଟିଆ 

ପାଟଣା : କେନ୍ଦୁଝରରେ ଓଟିଇଟି ପରୀକ୍ଷା ଦେଇ ପାଟଣା ଥାନା ଅଞ୍ଚଳ ସିଲିପଦା ଗ୍ରାମକୁ ବାଇକ ଯୋଗେ ଫେରୁଥିବା ଜଣେ ମହିଳାଙ୍କଠାରୁ ଗତ ସନ୍ଧ୍ୟାରେ ୧୧ଗ୍ରାମ ଓଜନର ସୁନା ଚେନ ଲୁଟ ହୋଇଥିବା ତୁରୁମୁଙ୍ଗା ଥାନାରେ ଅଭିଯୋଗ…
Read More...

ତୃତୀୟ ମହଲାରୁ ଖସିଲା ମୃତ୍ୟୁ, ଛାତିଥରା ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ଦିଲ୍ଲୀରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । କରୋଲବାଗରେ ଜଣେ ଯୁବକଙ୍କ ଉପରେ ତୃତୀୟ ମହଲାରୁ ଏସି ଖସିପଡିବାରୁ ତାଙ୍କର ମୃତ୍ୟୁ ହୋଇଛି । ଏହି ମର୍ମନ୍ତୁଦ ଘଟଣାର ଦୃଶ୍ୟ ଭାଇରାଲ ହେଉଛି । ଦୁର୍ଘଟଣାରେ…
Read More...

ବୁଡ଼ି ଯାଉଥିବାବେଳେ ବିହାର ପର୍ଯ୍ୟଟକ ଉଦ୍ଧାର 

ଗୋପାଳପୁର : ଗୋପାଳପୁର ସମୁଦ୍ରରେ ଆଜି ଅପରାହ୍ନ ପ୍ରାୟ ୩ ଟା ବେଳେ ଜଣେ ବିହାର ପର୍ଯ୍ୟଟକ ବୁଡ଼ି ଯାଉଥିବା ବେଳେ ଲାଇଫଗାର୍ଡ ତାଙ୍କୁ ନିଶ୍ଚିତ ମୃତ୍ୟୁ ମୁଖରୁ ଉଦ୍ଧାର କରିଛନ୍ତି । ସୂଚନା ପ୍ରକାରେ ଆଜି ଅପରାହ୍ନ…
Read More...

ଗଛ ଉପରେ ଖସିଲା ବିଜୁଳି, ଚକିତ କରିଦେବ ଏହି ଭାଇରାଲ ଭିଡିଓ

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଏକ ଗଛ ଉପରେ ବଜ୍ରପାତ ହେଉଛି । ଜଣେ ଯୁବତୀ ଆକାଶରେ ନଜର ଆସୁଥିବା ଇନ୍ଦଧନୁର ଭିଡିଓ କରୁଥିଲେ । କିନ୍ତୁ ଏହି ସମୟରେ ଏକ ଗଛ…
Read More...

କୁମ୍ଭୀର ବାଘ ଲଢେଇ ଭିଡିଓ ଭାଇରାଲ, ଦେଖନ୍ତୁ କିଏ ଜିତିଲା..

ନୂଆଦିଲ୍ଲୀ : ବେଳେବେଳେ କ୍ୟାମେରାରେ ଏମିତି ଅନେକ ଦୃଶ୍ୟ କଏଦ ହୋଇଯାଏ ଯାହା ବିଶ୍ବାସ କରିବା କଷ୍ଟ ହୋଇପଡେ । ଜଙ୍ଗଲରେ ଅନେକ ଜୀବଜନ୍ତୁଙ୍କୁ ମଧ୍ୟରେ ଲଢେଇ ହୋଇଥାଏ । ଏହି ଦୃଶ୍ୟ ବେଳେବେଳେ କ୍ୟାମେରାରେ କଏଦ ହୋଇଥାଏ…
Read More...

ଆସିଲା ନୂଆ ହେଡଫୋନ୍, ମିଳିବ ଏମିତି ଫିଚର୍

ନୂଆଦିଲ୍ଲୀ : ଆଜିକାଲି ସମସ୍ତେ ହେଡଫୋନ୍ ବ୍ୟବହାର କରୁଛନ୍ତି । ଗୀତ ଶୁଣିବା ପାଇଁ ହେଉ ବା ଫୋନରେ କଥା ହେବା ପାଇଁ ସମସ୍ତେ ହେଡଫୋନ୍ ବ୍ୟବହାର କରୁଛନ୍ତି । truke  କମ୍ପାନୀ ଲଗାତର ନୂଆ ନୂଆ ଉତ୍ପାଦ ବଜାରକୁ ନେଇଆସେ…
Read More...

ଭ୍ୟାନ୍ ଓଲଟି ୫ ମହିଳା ଶ୍ରମିକ ଆହତ

ଆନନ୍ଦପୁର : ଭ୍ୟାନ୍ ଓଲଟି ୫ ମହିଳା ଶ୍ରମିକ ଆହତ ହୋଇଛନ୍ତି । ଶ୍ରମିକମାନେ ବିଲରୁ କାମ ସାରି ଫେରିବା ସମୟରେ ଆନନ୍ଦପୁର-କରଞ୍ଜିଆ ରାସ୍ତାର ଗୋଡଭଙ୍ଗା ନିକଟରେ ସଡକ ଦୁର୍ଘଟଣା ଫଳରେ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ…
Read More...

ନଦୀରେ ଲାପଟପ ଖୋଲି କାମ କରୁଥିଲେ, ଭିଡିଓ ଦେଖି ଏମିତି କହିଲେ ଲୋକେ

ନୂଆଦିଲ୍ଲୀ :  କରୋନା ମହାମାରୀ ସମୟରେ ଅନେକ ଲୋକ ନିଜ ଘରୁ କାମ କରିବା ଆରମ୍ଭ କରିଦେଇଥିଲେ । ସେହି ସମୟରେ ଓ୍ବର୍କ ଫ୍ରମ୍ ହୋମ୍ ଏକ ସାଧାରଣ କଥା ଥିଲା କିନ୍ତୁ ଲୋକମାନେ ଏଥିରେ ଅଭ୍ୟସ୍ତ ହୋଇଯାଇଥିଲେ । ତେବେ ଆପଣ…
Read More...

କୋଲକାତା ପରେ ଏବେ ବେଙ୍ଗାଲୁରୁରେ ଦୁଷ୍କର୍ମ, ଛାତ୍ରୀଙ୍କୁ ଲିଫ୍ଟ ଦେବା ବାହାନାରେ..

ବେଙ୍ଗାଲୁରୁ : ବେଙ୍ଗାଲୁରୁରେ ଜଣେ ଯୁବତୀଙ୍କୁ ଅଜଣା ବାଇକ ଚାଳକ ଲିଫ୍ଟ ଦେବା ବାହାନାରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୁଲିସ ସୂଚନା ଅନୁସାରେ ଯୁବତୀ ଜଣକ ବେଙ୍ଗାଲୁରୁର ଏକ କଲେଜର ଯୁକ୍ତ ୩ ଶେଷ ବର୍ଷ…
Read More...

ଗରମ ପାଣିରେ ଜୀଅନ୍ତା ପକାଉଥିଲେ ଯୁବତୀ: ଚିଙ୍ଗୁଡି ନେଲା ପ୍ରତିଶୋଧ !

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ‘ଚିଙ୍ଗୁଡିର ପ୍ରତିଶୋଧ’ ବୋଲି କୁହାଯାଉଛି । ଭିଡିଓରେ ଜଣେ ଯୁବତୀ ନଜର ଆସୁଛନ୍ତି । ସେ ତାଙ୍କ ସାମ୍ନାରେ ଥୁଆ ହୋଇଥିବା ଅନେକ ପ୍ରକାର ଖାଦ୍ୟର…
Read More...

ଅଟୋ ଓଲଟି ୧୨ ଆହତ

ନବରଙ୍ଗପୁର : ଅଟୋ ଓଲଟି ୧୨ ଜଣ ଆହତ ହୋଇଛନ୍ତି । ନନ୍ଦାହାଣ୍ଡି ଡଙ୍ଗରଭେଜା ବିଦ୍ୟୁତ ସବଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଛି । କାଜୁ ମିଲରୁ କାମ ସାରି ଘରକୁ ଅଟୋରେ ଘରକୁ  ଫେରିବାବେଳେ ଅଟୋଟି ଓଲଟି ପଡିଥିଲା ।…
Read More...

କାର୍ ଧକ୍କାରେ ଆଶାକର୍ମୀ ଗୁରୁତର

ବୋଲଗଡ଼ : ବୋଲଗଡ଼ ବ୍ଲକ ପିଚୁକୁଳି ନିକଟ ଜାତୀୟ ରାଜପଥ ନଂ ୫୭ ବଘେଇ ହୋଟେଲ ଆଗରେ ଶୁକ୍ରବାର ଦୁଇ ସ୍କୁଟର ଆରୋହୀଙ୍କୁ ନୂଆପଡା ଜିଲା ଜଜଙ୍କ କାର ଧକ୍କା ଦେବାରୁ ଜଣେ ଆଶାକର୍ମୀ ଗୁରୁତର ହୋଇଥିବାବେଳେ ଜଣେ ଅମିନ ଆହତ…
Read More...

ଶ୍ରେଷ୍ଠ ଓଡିଆ ଫିଲ୍ମ ଭାବରେ ‘ଦମନ’ ପାଇଲା ଜାତୀୟ ପୁରସ୍କାର

ଭୁବନେଶ୍ବର : ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବରେ ‘ଦମନ’କୁ ଜାତୀୟ ପୁରସ୍କାର ମିଳିଛି । ଏହି ଅବସରରେ ଭୁବନେଶ୍ଵରଠାରେ ଏକ ସାମ୍ୱାଦିକ ସମ୍ମିଳନୀରେ ଓଡିଶା ଦର୍ଶକମାନଙ୍କୁ ଦମନ ଟିମ୍ ଧନ୍ୟବାଦ ଦେଇଛି। ବଡ ପରଦାରେ ଓଡିଆ…
Read More...

କୋଲକାତା ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା ପ୍ରତିବାଦରେ ବିଜେପି ମହିଳା ମୋର୍ଚ୍ଚାର କ୍ୟାଣ୍ଡେଲ…

ଆଠଗଡ : କୋଲକାତା ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହେବା ସହ ବିଭିନ୍ନ ଅଞ୍ଚଳରେ ତୀବ୍ର ଆନ୍ଦୋଳନ ଆରମ୍ଭ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଆଠଗଡ ବିଜେପି ମହିଳା…
Read More...

ନକ୍ସଲ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ, ମାଓ ସାମଗ୍ରୀ ଜବତ

କଳାହାଣ୍ଡି : କଳାହାଣ୍ଡି-କନ୍ଧମାଳ ସୀମାନ୍ତ ପୁଟ୍ରିମହୁଲ ଜଙ୍ଗଲରେ ନକ୍ସଲ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏମ୍ ରାମପୁର ଥାନା ପୁଟ୍ରିମହୁଲ ସଂରକ୍ଷିତ ଜଙ୍ଗଲରେ ନକ୍ସଲଙ୍କ ଗତିବିଧି ସମ୍ପର୍କରେ ସୂଚନା ପାଇ…
Read More...

୫ ନାବାଳକ ଗିରଫ, ଯୋଜନା କରି କରୁଥିଲେ ଚୋରି

କୋରାପୁଟ : ଚୋରି ଘଟଣାରେ ୫ ନାବାଳକଙ୍କୁ ପୁଲିସ ଗିରଫ କରିଛି । ଏମାନେ ସେମିଳିଗୁଡାର ୨ଟି ମନ୍ଦିର ଓ ବିଭିନ୍ନ ଘରୁ ଚୋରି କରିଥିବା ଅଭିଯୋଗ ହୋଇଥିଲା । ସେମାନଙ୍କଠାରୁ ୫୦ ହଜାର ଟଙ୍କା ସହ ୨୦୦ ଗ୍ରାମ ସୁନା ଓ ୨୦୦…
Read More...

ଯୋଗେଶ ଖୁରାନିଆ ହେଲେ ପୁଲିସ ମହାନିର୍ଦ୍ଦେଶକ: ଅପରାଧ ନିୟନ୍ତ୍ରଣ ଓ ମହିଳା ସୁରକ୍ଷାକୁ ମିଳିବ ଅଗ୍ରାଧିକାର

ଭୁବନେଶ୍ବର : ରାଜ୍ୟରେ ଅନେକ ଦିନ ହେବ ଖାଲି ପଡିଥିବା ପୁଲିସ ନିର୍ଦ୍ଦେଶକ ପଦବୀ ପୂରଣ ହୋଇଛି । ଆଜି ପୁଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ୧୯୯୦ ବ୍ୟାଚର ଭାରତୀୟ ପୁଲିସ ସେବା ଅଧିକାରୀ ଯୋଗେଶ…
Read More...

ଏହି ଇଲେକ୍ଟ୍ରିକ୍ ସାଇକେଲକୁ ଥରେ ଚାର୍ଜ କଲେ ଯିବ ୩୫ କିଲୋମିଟର, ଦାମ୍ ମାତ୍ର..

ନୂଆଦିଲ୍ଲୀ : ବଜାରକୁ ଆସିଯାଇଛି ଆଉ ଏକ ଇଲେକ୍ଟ୍ରିକ୍ ସାଇକେଲ । ଯଦି ଆପଣ ପ୍ରତିଦିନ ୩୦ କିଲୋମିଟର ଭିତରେ ଯାତ୍ରା କରୁଛନ୍ତି ଏବଂ ଆପଣଙ୍କୁ ଗାଡିରେ ଇନ୍ଧନ ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି ତେବେ ଆପଣଙ୍କ…
Read More...

ଓଲା ପରେ ଏବେ ଆସିବ ଜିରୋଧା ଆଇପିଓ !

ନୂଆଦିଲ୍ଲୀ : ଓଲା ଇଲେକ୍ଟ୍ରିକ୍, ୟୁନିକମର୍ସ ଓ ଫାଷ୍ଟ କ୍ରାଏର ଆଇପିଓରେ ନିବେଶକଙ୍କୁ ବହୁତ ଫାଇଦା ମିଳିଛି । ଏହା ଦର୍ଶାଉଛି କି ଲୋକମାନେ ଏହି କମ୍ପାନୀ ଉପରେ ଭରସା କରୁଛନ୍ତି ଏବଂ ଅଧିକରୁ ଅଧିକ ନିବେଶ କରିବାକୁ…
Read More...

ବୋଟ୍ ଆଣିଲା ନୂଆ ଇୟରବଡ୍ସ, ଥରେ ଚାର୍ଜ କଲେ ଚାଲିବ ୧୨୦ ଘଣ୍ଟା

ନୂଆଦିଲ୍ଲୀ : ଭାରତୀୟ କମ୍ପାନୀ ବୋଟ୍ ସ୍ବାଧୀନତାର ୭୮ ତମ ଉତ୍ସବ ପାଳନ ଅବସରରେ ନୂଆ ଓ୍ବେୟାରଲେସ୍ ଇୟରଫୋନ୍  Nirvana Ion ANC’ ଲଞ୍ଚ୍ କରିଦେଇଛି । କମ୍ପାନୀର କହିବାନୁସାରେ ଏହା ଏକ ଖାସ୍ ଏଡିଶନ ଯାହାକୁ ଭାରତୀୟ…
Read More...

ବାଉରୀବନ୍ଧୁ ରାଉତ ସ୍ମାରକୀ ପୁରସ୍କାର ପ୍ରଦାନ

ଆଠଗଡ : ଆଠଗଡ ବ୍ଲକର ଯୋରନ୍ଦା ଗ୍ରାମର ଶିକ୍ଷାବିତ ସ୍ବର୍ଗତ ବାଉରୀବନ୍ଧୁ ରାଉତଙ୍କ ସ୍ମୃତିରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରତିବର୍ଷ ସ୍ୱାଧୀନତା ଦିବସରେ ପୁରସ୍କାର ପ୍ରଦାନ କରାଯାଇଥାଏ । ଚଳିତବର୍ଷ ମଧ୍ୟ ସ୍ୱାଧୀନତା…
Read More...

ପାଞ୍ଚ ମାସ ପରେ କୂଅରୁ ଚୋରି ହୁଣ୍ଡି ଉଦ୍ଧାର

ପାତ୍ରପୁର : ଜରଡା ଥାନା  ତୁରୁବୁଡି ପଞ୍ଚାୟତ ପୁହୁଣ୍ଡି ଗ୍ରାମର ତୁମ୍ୱେଶ୍ଵର ମହାଦେବ ମନ୍ଦିରର ହୁଣ୍ଡି ଚୋରି ହେବାର ପାଞ୍ଚ ମାସ ପରେ ଏକ କୂଅରୁ ଉଦ୍ଧାର ହୋଇଛି। ତୁମ୍ବେଶ୍ୱର ମନ୍ଦିରରୁ ଗତ ମାର୍ଚ୍ଚ ୨୧ତାରିଖ…
Read More...

ବଜାରକୁ ଆସିଲା ବିଏସଏର ଏହି ବାଇକ, ଜାଣନ୍ତୁ ଦାମ୍ ଓ ଫିଚର୍

ନୂଆଦିଲ୍ଲୀ : ବିଏସଏ ମୋଟରସାଇକେଲ ନିଜ ନୂଆ ରେଟ୍ରୋ-ଷ୍ଟାଇଲ ବିଶିଷ୍ଟ ବାଇକ ଗୋଲ୍ଡ ଷ୍ଟାର ୬୫୦କୁ ଭାରତରେ ବଜାର ପ୍ରବେଶ କରାଇଛି । ଏହି ବାଇକର ଦାମ୍ ୨.୯୯ ଲକ୍ଷ ଟଙ୍କା(ଏକ୍ସ-ଶୋରୁମ୍)ରୁ ଆରମ୍ଭ ହୋଇଥାଏ । ଗୋଲ୍ଡ…
Read More...

ଝାଡାବାନ୍ତିରେ ଦମ୍ପତି ମୃତ, ୩ ଗୁରୁତର

ବରଗଡ଼ : ଦୂଷିତ ପାଣି ପିଇ ଝାଡାବାନ୍ତିରେ ଏକ ଦମ୍ପତିଙ୍କ ମୃତ୍ୟୁ ଘଟିଥିବାବେଳେ ପରିବାରର ଆଉ ୩ ଜଣ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ବରଗଡ଼ ଜିଲ୍ଲା ଭେଡେନ ବ୍ଲକ୍ ଅମଲିପାଲି ଗାଁରେ ଘଟିଛି…
Read More...

ବସ୍-ବାଇକ ଧକ୍କା, ୨ ମୃତ

ସମ୍ବଲପୁର : ବସ ସହ ବାଇକ୍ ଧକ୍କା ହେବାରୁ ୨ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକ ଦ୍ୱୟ ହେଉଛନ୍ତି କୁସନପୁରୀ ଗାଁର ସରୋଜ ନାୟକ ଓ ଡୁଙ୍ଗେରପାଲି ଗାଁର ସବିତା ନିଖଣ୍ଡିଆ। ପରମାଣପୁର ରାସ୍ତାର କୁକୁଡ଼ାପାଲିରେ ବସ୍ ଓ…
Read More...

ମାଓ ପ୍ରବଣ ନିୟମଗିରିରେ ଉଡିଲା ତ୍ରିରଙ୍ଗା

ଲାଞ୍ଜିଗଡ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ମାଓ ପ୍ରବଣ ଅଞ୍ଚଳ ତ୍ରିଲୋଚନପୁର ପଞ୍ଚାୟତ ନିୟମଗିରି ପାହାଡ଼ର ପାଦଦେଶରେ ଥିବା ଫୁଲଡୁମେର ଗାଁରେ ଆଜି ଉଡ଼ିଛି ୭୮ତମ  ସ୍ଵାଧୀନତା ଦିବସ  ତ୍ରିରଙ୍ଗା । ଯେଉଁ…
Read More...

ନାକଟିଦେଉଳରେ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ

ନାକଟିଦେଉଳ : ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ ସଦର ସ୍ଥିତ ମହାବିଦ୍ୟାଳୟ ଖେଳ ପଡିଆ ଠାରେ ବ୍ଲକ ସ୍ତରୀୟ ୭୮ତମ ପବିତ୍ର ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ବ୍ଲକ ପ୍ରଶାସନ ପକ୍ଷରୁ ଆୟୋଜିତ ଏହି…
Read More...

ନାଲକୋ ମୁଖ୍ୟାଳୟରେ ସ୍ଵାଧୀନତା ଦିବସ ପାଳିତ

ଭୁବନେଶ୍ଵର: କେନ୍ଦ୍ର ଖଣି ମନ୍ତ୍ରଣାଳୟ ଅଧିନସ୍ଥ ନବରତ୍ନ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ୍ କମ୍ପାନୀ ଲିମିଟେଡ଼ (ନାଲକୋ)ରେ ଉତ୍ସାହର ସହିତ ୭୮ ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି। ସିଏମଡି ଶ୍ରୀଧର ପାତ୍ର…
Read More...

ବଜ୍ରପାତରେ ମହିଳା ଶ୍ରମିକ ମୃତ

ବ୍ରହ୍ମଗିରି : ବଜ୍ରପାତରେ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଛି । ପୁରୀ ଜିଲା  ବ୍ରହ୍ମଗିରି ଅଞ୍ଚଳରେ ଘଟିଛି ଏମିତି ଘଟଣା । ମୃତକଙ୍କ ବୟସ ୫୫ ହେବ ବୋଲି ଅନୁମାନ କରାଯାଉଛି। ବିଲରେ ଧାନ ରୋଉଥିବା ସମୟରେ ବଜ୍ରପାତରେ…
Read More...

ଟ୍ରକ୍ ଚାଳକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗରେ ରାସ୍ତାରୋକ

ବାସୁଦେବପୁର : ବାସୁଦେବପୁର ଧାମରା ରାସ୍ତାର ବାଲିମୁଣ୍ଡା ବଜାର ନିକଟରେ ଏକ ଟ୍ରକ ଚାଳକଙ୍କ ମୃତଦେହ ମିଳିଛି । ଚାଳକଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ମୃତକଙ୍କ ପରିଚୟ ମିଳିପାରିନାହିଁ । ତେବେ ମୃତଦେହ…
Read More...

ବିକ୍ଷୋଭ ପ୍ରଦର୍ଶନ ଆଳରେ ହସ୍ପିଟାଲରେ ଭଙ୍ଗାରୁଜା: ଅନେକ ଡାକ୍ତର, ପୁଲିସକର୍ମୀ ଆହତ

କୋଲକାତା : କୋଲକାତାରେ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ମାମଲାକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ କରାଯାଉଛି । କୋଲକାତାରେ ମହିଳାମାନେ ରାସ୍ତାକୁ ଓହ୍ଲାଇଆସି ବିରୋଧ ପ୍ରଦର୍ଶନ କରୁଛନ୍ତି । ବୁଧବାର…
Read More...

ଗୋପବନ୍ଧୁ ସଂଗ୍ରହାଳୟରେ ୭୮ ତମ ସ୍ୱାଧୀନତା ଦିବସ

ସୁଆଣ୍ଡୋ : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମମାଟି ସୁଆଣ୍ଡୋ ସ୍ଥିତ ଗୋପବନ୍ଧୁ ସଂଗ୍ରହାଳୟ ପରିସରରେ ୭୮ ତମ ସ୍ୱାଧୀନତା ଦିବସ ପାଳନ ହୋଇଛି  । ସାମ୍ବାଦିକ ଧୀରେନ୍ଦ୍ର ନାଥ ଦାସ ପତାକା ଉତ୍ତୋଳନ କରିଥିଲେ  ।…
Read More...

ପ୍ରବଳ ବର୍ଷା ସମ୍ଭାବନା, ୧୨ ଜିଲାକୁ ୟେଲୋ ଓ୍ବାର୍ଣ୍ଣିଂ

ଭୁବନେଶ୍ବର : ଆସନ୍ତା ୨୪ ଘଣ୍ଟାରେ ଗାଙ୍ଗେୟ ପଶ୍ଚିମବଙ୍ଗରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ପ୍ରବଳ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨ ଜିଲାକୁ ୟେଲୋ…
Read More...

ଯୁଗ୍ମ ରୌପ୍ୟ ପଦକ ପାଇଁ ଭିନେଶଙ୍କ ଆବେଦନ ଖାରଜ

ନୂଆଦିଲ୍ଲୀ : ‘କାସ୍’ରେ ଭିନେଶ ଫୋଗଟଙ୍କ ଆବେଦନ ଖାରଜ ହୋଇଛି । କୁସ୍ତିରେ ଯୁଗ୍ମ ରୌପ୍ୟ ପଦକ ପାଇଁ ଭିନେଶ ଆବେଦନ କରିଥିଲେ । କିନ୍ତୁ ତାଙ୍କ ଆବେଦନ ଖାରଜ ହୋଇଛି । ଏହି ନିଷ୍ପତ୍ତି ଭିନେଶଙ୍କ ସମେତ ସାରା…
Read More...

ଓଡ଼ିଶା ପାଇଁ ଷ୍ଟିୟରିଂ କମିଟି ଗଠନ କଲା ଏଆଇସିସି

ଭୁବନେଶ୍ବର : ଓଡ଼ିଶା କଂଗ୍ରେସ ପାଇଁ ଏଆଇସିସି ଏକ ଷ୍ଟିୟରିଂ କମିଟି ଗଠନ କରିଛି । ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ଡାକ୍ତର ଅଜୟ କୁମାରଙ୍କ ନେତୃତ୍ୱରେ ଗଠିତ ଏହି କମିଟିରେ ତାଙ୍କ ସମେତ ୧୪ ଜଣ ସଦସ୍ୟ ଅଛନ୍ତି।…
Read More...

ଚୂଡାମଣୀ ସାମୁଦ୍ରିକ ଥାନାରେ ଆମ ପୁଲିସ ବୈଠକ

ବାସୁଦେବପୁର : ଆଜି ଚୂଡାମଣୀ ସାମୁଦ୍ରିକ ଥାନାରେ ଆମ ପୁଲିସ ବୈଠକ ଅନୁଷ୍ଠିତ ହୋଇଯାଇଛି । ଥାନାଧିକାରୀ ବନାନୀ ବେହେରାଙ୍କ ଆବାହକତ୍ବରେ ସଦର ଏସଡିପିଓ ସୌରଭ ଓତା ଯୋଗଦେଇ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଅନୁପ୍ରବେଶକୁ…
Read More...

କେନାଲ ଭୁଶୁଡ଼ି ଚାରି ଏକର ଚାଷ ଜମିରେ ମାଡିଲା ପାଣି, ଉପାୟ ଶୂନ୍ୟ ଚାଷୀ

କଲ୍ୟାଣସିଂହପୁର : ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ଧାମୁଣି ପଙ୍ଗା ପଞ୍ଚୟତର ଖିଡିକା ବଣ୍ଡେଲ, ଗ୍ରାମର ବିଡିକା ନନ୍ଦ, ସର୍ବେଶ କୌଶଲ୍ୟାଙ୍କ ଧାନ ବିଲ ଉପରେ କେନାଲ୍ ଭୁଶୁଡ଼ି ଚାରି ଏକର ଚାଷ ଜମିରେ  ପାଣି ମାଡି …
Read More...

ସ୍କୁଟର ସହ ଦେଶୀ ମଦ ଜବତ, ଜଣେ ଗିରଫ

ଆଠଗଡ : ଆଠଗଡ ଅବକାରୀ ବିଭାଗ ପକ୍ଷରୁ ବୁଧବାର ଚଢ଼ାଉ କରାଯାଇ ଗୋଟିଏ ସ୍କୁଟର ସହ ଦେଶୀ ମଦ ଜବତ କରାଯାଇଛି । ଏଥିରେ ସଂପୃକ୍ତ ଅଭିଯୁକ୍ତକୁ ମଧ୍ୟ ଗିରଫ କରାଯାଇଛି। ଆକ୍ଟିଭା ସହ ୬୬ ଲିଟର ଦେଶୀ ମଦ ଚାଲାଣ କରୁଥିବାବେଳେ…
Read More...

ଦିବ୍ୟାଙ୍ଗମାନଙ୍କୁ ସାଇକେଲ ବଣ୍ଟନ

ବାସୁଦେବପୁର : ବାସୁଦେବପୁର ପୌରପାଳିକା ପକ୍ଷରୁ ମଧୁବାବୁ ପେନସନ ଯୋଜନାରେ ସାମିଲ ହୋଇଥିବା ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଇଛି ।  ଏହି ଅବସରରେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସମୀରରଞ୍ଜନ ଦାସଙ୍କ…
Read More...

ବିବାହର ପ୍ରତିଶ୍ରୁତି ଦେଇ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ 

ଫୁଲବାଣୀ : ପ୍ରଥମେ ପ୍ରେମ ଏବଂ ତାପରେ ବିବାହର ପ୍ରତିଶ୍ରୁତି ଦେଇ ଜଣେ ନାବାଳିକାକୁ ଦୁଷ୍କର୍ମ କରିବା ଓ ନାବାଳିକା ଜଣକ ଅନ୍ତସତ୍ତ୍ବା ହେବାପରେ ବିବାହ କରିବା ପାଇଁ ମନା କରିବା ଅଭିଯୋଗରେ ଜଣେ ଯୁବକକୁ ଗିରଫ କରି…
Read More...

ନକ୍ସଲ କ୍ୟାମ୍ପ ଠାବ, ମିଳିଲା ବିସ୍ଫୋରକ

କନ୍ଧମାଳ : କନ୍ଧମାଳ- କଳାହାଣ୍ଡି ସୀମା ଜଙ୍ଗଲରେ ନକ୍ସଲ କ୍ୟାମ୍ପ ଠାବ ହୋଇଛି । ସୁରକ୍ଷା କର୍ମୀଙ୍କ ସର୍ଚ୍ଚ ଅପରେସନବେଳେ ମାଣିକ ସାରୁ ପାହାଡରେ ଠାବ ହୋଇଛି ନକ୍ସଲ କ୍ୟାମ୍ପ । ଏହି ସମୟରେ ଉଭୟ ପକ୍ଷ ମଧ୍ୟରେ ଗୁଳି…
Read More...

ଘରକୁ କରିଦେଲେ ଟ୍ରେନ୍ ! ଭିଡିଓ ଦେଖି ତାଜୁବ ହେଲେ ଲୋକେ

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମରେ ଭିନ୍ନ ଭିନ୍ନ ଭିଡିଓ ଭାଇରାଲ ହୋଇଥାଏ । ଏଥିରୁ କିଛି ଭିଡିଓ ଶିକ୍ଷଣୀୟ ହୋଇଥାଏ, ଆଉ କିଛି ଭିଡିଓ ଲୋକଙ୍କୁ ହସର ଖୋରାକ ଯୋଗାଇଥାଏ । ଆଉ କିଛି ଭିଡିଓରେ ଦେଶର କୋଣ ଅନୁକୋଣରେ ଲୁଚି…
Read More...

ପାଣ୍ଡିଆନଙ୍କ ବିରୁଦ୍ଧରେ ଅର୍ଥ ତୋଷରପାତ ଅଭିଯୋଗ

ଭୁବନେଶ୍ବର : ଭିକେ ପାଣ୍ଡିଆନଙ୍କ ନାଁରେ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି  । ଅର୍ଥ ତୋଷରପାତ ଓ ବିପୁଳ କଳା ଟଙ୍କାକୁ ଧଳା କରିବା ନେଇ ଅଭିଯୋଗ କରିଛନ୍ତି  ଆଇନଜୀବୀ ସୁଧିର ଚରଣ ମହାନ୍ତି । ସେହିପରି ଖଣି…
Read More...

ଆସିଲା ଗୁଗଲ ପିକ୍ସେଲ ଓ୍ବାଚ ୩ ଏବଂ ବଡ୍ସ ପ୍ରୋ ୨

ନୂଆଦିଲ୍ଲୀ : ଗୁଗଲ ନିଜ ପିକ୍ସେଲ ଓ୍ବାଚ୍ ୩ର ବଜାର ପ୍ରବେଶ କରିଦେଇଛି । କମ୍ପାନୀ ପିକ୍ସେଲ ୯ ସିରିଜର ସ୍ମାର୍ଟଫୋନ୍ ଓ ପିକ୍ସେଲ ବଡ୍ସ ପ୍ରୋ ୨ ସହିତ ଏହାକୁ ବଜାରକୁ ନେଇଆସିଛି । ପିକ୍ସେଲ ଓ୍ବାଚ ୩କୁ କମ୍ପାନୀ ୨ଟି…
Read More...

ଚଳନ୍ତା ଟ୍ରକରେ ଓହଳି କରୁଛନ୍ତି ରିଲ୍ସ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ରାସ୍ତାରେ ଅନେକ ଷ୍ଟଣ୍ଟର ଭିଡିଓ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳେ। ସାମାନ୍ୟ କିଛି ଲାଇକ୍ ପାଇବା ପାଇଁ କିଛି ଯୁବକ ନିଜ ଜୀବନକୁ ବାଜି ଲଗାଇବାକୁ ପଛାନ୍ତିନାହିଁ । ଏବେ ଏମିତି ଏକ ଭିଡିଓ ଭାଇରାଲ…
Read More...

ବାଘୁଣୀ କବଳରୁ ଏମିତି ବର୍ତ୍ତିଲା ମୟୂର, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ : ଇନଷ୍ଟାଗ୍ରାମରେ ଏକ ଚକିତ କରିଦେବା ଭଳି ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଏକ ବାଘୁଣୀ ମୟୂରକୁ ମାରିବାକୁ ଚେଷ୍ଟା କରି ବିଫଳ ହେଉଛି । ଭିଡିଓରେ ନଜର ଆସୁଛି କି ଜଙ୍ଗଲରେ ବୁଲୁଥିବା ମୟୂର ଉପରେ ଅଚାନକ ଏକ…
Read More...

ଜମି ବିବାଦକୁ ନେଇ ଠେଙ୍ଗା ମାଡରେ ଦୁଇ ଗୁରୁତର

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସିଙ୍ଗାରି ପଞ୍ଚାୟତର ଖୋରଜୋଡା ଗ୍ରାମରେ ଜମି ଜମା ବିବାଦକୁ ନେଇ ଗଣ୍ଡଗୋଳ ହୋଇଛି । ଏହି ଗଣ୍ଡଗୋଳରେ  ଶିକ୍ଷକ ପୁତୁରାର ଠେଙ୍ଗା ମାଡରେ ବଡ ମା ସହିତ ଭାଉଜ…
Read More...

ଡ୍ୟାମରେ ବୁଡି ଯୁବକ ମୃତ

କଟକ : ଚୌଦ୍ବାର ଡମଡମଣି ଡ୍ୟାମରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ଜଣକ କଟକ ସଦର ଅରିଲୋର ବୋଲି ସୂଚନା ମିଳିଛି । ସେ ସାଙ୍ଗମାନଙ୍କ ସହ ଭୋଜି କରିବାକୁ ଆସିଥିଲେ । ଗାଧୋଇବାବେଳେ ସେ ଡମଡମଣି ଡ୍ୟାମରେ…
Read More...

ସରକାରୀ ସୁଲଭ ମୂଲ୍ୟ ବିକ୍ରୟ କେନ୍ଦ୍ରରେ ଆଳୁ ବିକ୍ରି ଶୁଭାରମ୍ଭ

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ସହରରେ ପୌରାଞ୍ଚଳ ତରଫରୁ ରୋଡ଼ ନଂ ୪ ସ୍ଥିତ ସରକାରୀ ଖୁଚୁରା ସୁଲଭ ମୂଲ୍ୟ ବିକ୍ରୟ  କେନ୍ଦ୍ରରେ ଯୋଗାଣ ବିଭାଗ ତରଫରୁ ଆଜିଠାରୁ ଆଳୁ କେଜି ପ୍ରତି ୩୫ ଟଙ୍କା ଓ ୩ କେଜି ଆଳୁ ୧୦୦ ଟଙ୍କା…
Read More...

ଗୁଗଲ କ୍ରୋମ୍ ୟୁଜରଙ୍କ ପାଇଁ ଚେତାବନୀ, ତୁରନ୍ତ କରନ୍ତୁ ଏହି କାମ

ନୂଆଦିଲ୍ଲୀ : ସାଇବର ସୁରକ୍ଷା ଏଜେନ୍ସି ସର୍ଟ-ଇନ୍ ଗୁଗଲ କ୍ରୋମ୍ ୟୁଜରଙ୍କ ପାଇଁ ଚେତାବନୀ ଜାରି କରିଛି, ଯାହା ଓ୍ବିଣ୍ଡୋଜ୍, ମ୍ୟାକ୍ ଏବଂ ଲିନକ୍ସ ଅପରେଟିଂ ସିଷ୍ଟମ ୟୁଜରଙ୍କୁ ପ୍ରଭାବିତ କରିବ । ଏଥିରେ କିଛି ଗୁରୁତର…
Read More...

ବଳଦ ଗାଡିରେ ଲଦା ହୋଇଛି ଟ୍ରକ୍, ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମରେ ଅନେକ ଭିଡିଓ ଭାଇରାଲ ହୋଇଥାଏ । ଏଥିରୁ କିଛି ମଜାଳିଆ ଭିଡିଓ ଥାଏ ତ ଆଉ କିଛି ଶିକ୍ଷଣୀୟ ଭିଡିଓ ଥାଏ । ଏବେ ଏମିତି ଏକ ମଜାଳିଆ ଭିଡିଓ ଭାଇରାଲ ହେଉଛି ଯାହା ଦେଖିଲେ ଆପଣ ନିଜ ହସ…
Read More...

କାର୍-ଅଟୋ ମୁହାଁମୁହିଁ ଧକ୍କା, ୫ ଆହତ

କୋରାପୁଟ : କୋରାପୁଟ ରାଣୀତୋଟା ଫାଣ୍ଡି ଛକରେ ସଡକ ଦୁର୍ଘଟଣା ଘଟି ୫ ଜଣ ଆହତ ହୋଇଛନ୍ତି । ଏକ କାର୍ ଓ ଅଟୋ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି । ଏଥିରେ ୫ ଯାତ୍ରୀ ଆହତ ହୋଇଥିବାବେଳେ ସମସ୍ତଙ୍କୁ…
Read More...

ବାସନ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ

କଟକ : କଟକ ଜଗତପୁର ଶିଳ୍ପାଞ୍ଚଳର ଏକ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟିଛି । ଏକ ଆଲୁମିନିୟମ୍ ବାସନ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଯୋଗୁଁ ଅନେକ ବାସନ ଜଳିଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ…
Read More...

ଆଳୁ ଯୋଗାଣ ସମସ୍ୟା ନେଇ ମମତାଙ୍କ ସହ କଥା ହେଲେ ମୋହନ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହିତ କଥା ହୋଇଛନ୍ତି। ଆଳୁ ଯୋଗାଣ ସମସ୍ୟା ସ୍ୱଭାବିକ କରିବାକୁ ମମତାଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ…
Read More...

ଯୁବତୀମାନଙ୍କ ସହ ନାଚୁଛନ୍ତି ଯୋଗୀ ଆଦିତ୍ୟନାଥ, ନକଲି ଭିଡିଓ ଭାଇରାଲକୁ ନେଇ ମାମଲା

ଲକ୍ଷ୍ନୌ : ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଏକ ନକଲି ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି । ଏହି ମାମଲାରେ ଧର୍ମପାଳ ସିଂହ ଅଭିଯୋଗ କରିଛନ୍ତି, ଯେଉଁଥିରେ ନବୀନ ସିଂହ ନାମକ ଯୁବକଙ୍କ ଉପରେ ଅଭିଯୋଗ ଲାଗିଛି କି ସେ…
Read More...

ଫଟୋ ଉଠିଲା ପରେ ପିଲାଙ୍କ ଥାଳିରୁ ଅଣ୍ଡା ନେଇଗଲେ ଦିଦି, ଭିଡିଓ ଭାଇରାଲ

ବେଙ୍ଗାଲୁରୁ : କର୍ଣ୍ଣାଟକର କୋପ୍ପାଲ ଜିଲାସ୍ଥିତ ଏକ ଅଙ୍ଗନବାଡି କେନ୍ଦ୍ରରେ ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିଛି। ସରକାରୀ ନିର୍ଦେଶ ମୁତାବକ ଅଙ୍ଗନବାଡି କେନ୍ଦ୍ରରେ ପିଲାଙ୍କୁ ଭୋଜନରେ ଅଣ୍ଡା ଦିଆଯିବା ବାଧ୍ୟତାମୂଳକ।…
Read More...

ବିନା ପାସପୋର୍ଟ ଓ ଆଇଡି କାର୍ଡରେ କରିପାରିବେ ବିମାନ ଯାତ୍ରା

ନୂଆଦିଲ୍ଲୀ : ଏଣିକି ବିନା ପାସପୋର୍ଟ ଓ ଆଇଡି କାର୍ଡରେ ବିମାନଯାତ୍ରା ସମ୍ଭବ ହେବ ।  ସାଧାରଣତଃ ବିମାନବନ୍ଦରରେ ପହଞ୍ଚିବା ପରଠୁ ବିମାନରେ ବସିବା ଭିତରେ ଅନେକ ପ୍ରକ୍ରିୟା ଥାଏ । ଏସବୁ ପୂରଣ କରିବା ପରେ ହିଁ ବିମାନ…
Read More...

ପ୍ରେମିକାକୁ ଜନ୍ମଦିନରେ ଆଇଫୋନ ଉପହାର ଦେବା ପାଇଁ ମା’ଙ୍କ ଗହଣା ଚୋରି କଲା ନବମ ଶ୍ରେଣୀ ଛାତ୍ର

ନୂଆଦିଲ୍ଲୀ : ଦିଲ୍ଲୀରେ ଏକ ଚକିତ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି । ଜଣେ ନବମ ଶ୍ରେଣୀ ଛାତ୍ର ନିଜ ପ୍ରେମିକାକୁ ଜନ୍ମଦିନରେ ଆଇଫୋନ୍ ଉପହାର ଦେବା ପାଇଁ ନିଜ ମା’ଙ୍କ ସୁନା ଗହଣା ଚୋରି କରିବା ଅଭିଯୋଗରେ ଗିରଫ…
Read More...

ସାମ୍ନାକୁ ଆସିଲା ଓଲା ବାଇକ ଫଟୋ, ଅଗଷ୍ଟ ୧୫ରେ ହେବ ବଜାର ପ୍ରବେଶ

ନୂଆଦିଲ୍ଲୀ : ଓଲାର ପ୍ରଥମ ଇଲେକ୍ଟ୍ରିକ୍ ମୋଟରସାଇକେଲ ପାଇଁ ଗ୍ରାହକଙ୍କ ପ୍ରତୀକ୍ଷା ୧୫ ଅଗଷ୍ଟରେ ସମାପ୍ତ ହେବାକୁ ଯାଉଛି । କମ୍ପାନୀ ଏହାର ବଜାର ପ୍ରବେଶକୁ ଅତି ଦମଦାର କରିବାକୁ ଯୋଜନା କରୁଛି । କମ୍ପାନୀର ମୁଖ୍ୟ…
Read More...

ନିଜକୁ ନିଜେ ଖାଉଛି ସାପ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମରେ ଅନେକ ସାପ ଭିଡିଓ ଭାଇରାଲ ହୋଇଥାଏ । ଏବେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଏକ ନିଜେ ନିଜକୁ ଖାଉଥିବା ଦେଖିବାକୁ ମିଳୁଛି । ଏହି ଦୃଶ୍ୟ କିଛି ଲୋକଙ୍କୁ ବିଚଳିତ କରିପାରେ…
Read More...

ଲୋକସଭାରେ ୱାକଫ୍ (ସଂଶୋଧନ) ବିଧେୟକ ଆଗତ, ଯାଞ୍ଚ ପାଇଁ ଯୁଗ୍ମ ସଂସଦୀୟ କମିଟିକୁ ଗଲା

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଗୁରୁବାର ୱାକଫ୍ ସଂଶୋଧନ ବିଧେୟକ ୨୦୨୪କୁ ଲୋକସଭାରେ ଆଗତ କରିଛନ୍ତି। ବିଧେୟକ ଆଗତ ପରେ ଏହା ବିରୋଧୀ ଦଳ ଓ ମୁସଲମାନ ସଂଗଠନଗୁଡିକ ପାଇଁ ବଡ ଆଲୋଚନାର ବିଷୟ ହୋଇଛି। ଦେଶର ୱାକଫ୍…
Read More...

୨୦୨୫ ଫେବୃଆରୀ ପର୍ଯ୍ୟନ୍ତ ମହାକାଶରେ ଅଟକିବେ ସୁନିତା

ଫ୍ଲୋରିଡା : ଆମେରିକୀୟ ମହାକାଶ ସଂସ୍ଥା ନାସା ତରଫରୁ ସୁନିତା ୱିଲିୟମ୍‌ସ ଓ ବଚ୍‌ ୱିଲମୋର ଗତ ଜୁନ ୬ରେ ବୋଇଙ୍ଗ୍‌ ଷ୍ଟାରଲାଇନର ଜରିଆରେ ମହାକାଶକୁ ଯାତ୍ରା କରିଥିଲେ। ଆଇଏସଏସ (ଇଣ୍ଟରନ୍ୟାସନାଲ ସ୍ପେସ୍‌ ସେଣ୍ଟର)ରେ…
Read More...

ଓଲଟିଲା ବସ୍, ୧୯ ଆହତ

ବରଗଡ : ଯାତ୍ରୀବାହୀ ବସ୍ ଓଲଟି ୧୯ ଜଣ ଆହତ ହୋଇଛନ୍ତି । ବିଳମ୍ବିତ ରାତିରେ ଏକ ଘରୋଇ ବସ୍  ସମ୍ବଲପୁର ଦାମନଯୋଡି ଯାଉଥିବା ସମୟରେ ବରପାଲୀ କୁଶନପୁରୀ ନିକଟରେ ଡିଭାଇଡରକୁ ଧକ୍କା ଦେଇ ଓଲଟି ପଡିଥିଲା । ଦୁର୍ଘଟଣାରେ ୧୯…
Read More...

ପ୍ୟାରିସ ଅଲିମ୍ପିକ୍ସରେ ରୌପ୍ୟ ଜିତିଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ : ପ୍ୟାରିସ ଅଲିମ୍ପିକ୍ସରେ ନୀରଜ ଚୋପ୍ରା ରୌପ୍ୟ ପଦକ ଜିତିଛନ୍ତି ।  ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ନୀରଜ ୮୯.୪୫ ମିଟର ଜାଭେଲିନ୍ ଫିଙ୍ଗି ରୌପ୍ୟ ହାସଲ କରିଛନ୍ତି । ଏହା ସହିତ ପ୍ୟାରିସ ଅଲିମ୍ପିକ୍ସରେ ଦେଶ…
Read More...

ଶୁକ୍ରବାର ରାଶିଫଳ: ଖୁସି ଖବର ମିଳିବା ସହ ବାଣିଜ୍ୟରେ ଲାଭ, ଏହି ରାଶିର ଲୋକଙ୍କ ପାଇଁ ଶୁଭ

ମେଷ- ଆୟର ସ୍ବଳ୍ପତା ଦୃଷ୍ଟିରୁ ବାହ୍ୟ ଖର୍ଚ୍ଚକୁ ସୀମିତ କରିପାରନ୍ତି। ଭ୍ରାତୃଭାବ ଅତୁଟ ରହିବ। ସୁସ୍ଥ ଓ ନିରାମୟ ରହିବେ। ଚତୁର ଓ ଶତ୍ରୁହନ୍ତା ହୋଇପାରନ୍ତି। ଚାକିରି କାଳରେ ସେବାକୁ ଗୁରୁତ୍ବ ଦେବେ। ବୃଷ-…
Read More...

ତୁଷୁରାରେ ଏନଏସି ସ୍ତରୀୟ ସ୍ବାଧୀନତା ଦିବସ ପାଇଁ ପ୍ରସ୍ତୁତି ବୈଠକ

ଗୁଡଭେଲା : ତୁଷୁରା ଏନଏସି ସଭାଗୃହ ପରିସରରେ ଏନ୍ଏସି ସ୍ତରୀୟ ସ୍ବାଧୀନତା ଦିବସ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏନଏସି ଅଧ୍ୟକ୍ଷ ଅଜୟ ଜୟଶ୍ଵାଲଙ୍କ ଅଧ୍ୟକ୍ଷତାରେ ବୈଠକରେ ଆଗାମୀ ୧୫ ତାରିଖରେ ହେବାକୁ…
Read More...

ନାଫେଡ ମାଧ୍ୟମରେ ଉତ୍ତରପ୍ରଦେଶରୁ ଆସିବ ଆଳୁ

ଭୁବନେଶ୍ୱର : ରାଜ୍ୟରେ ଆଳୁ ସଙ୍କଟ ଦୂର କରିବା ପାଇଁ ସରକାର ବିଧିବଦ୍ଧ ଭାବେ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏଣିକି ରାଜ୍ୟ ସରକାର ନାଫେଡ ମାଧ୍ୟମରେ ଆଳୁ କିଣିବା ସହ ଖାଉଟିମାନଙ୍କୁ କିଲୋଗ୍ରାମ ପିଛା ୩୦ ଟଙ୍କାରେ…
Read More...

ବାଉରିପଦାଠାରେ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଶିଳାନ୍ୟାସ

ସିମୁଳିଆ : ବାଉରିପଦାଠାରେ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଶୁଭ ଶିଳାନ୍ୟାସ ହୋଇଯାଇଛି । ସୂଚନାରୁ ପ୍ରକାଶ ବାଲେଶ୍ଵର ଜିଲା ସିମୁଳିଆ ବ୍ଲକ୍ ବାଉରୀପଦା ପଞ୍ଚାୟତରେ ସିମୁଳିଆ ବିଧାୟକ ଶ୍ରୀଯୁକ୍ତ ପଦ୍ମଲୋଚନ ପଣ୍ଡାଙ୍କ…
Read More...

ଜିଓଭାରତ ମୋବାଇଲ୍ ମାଧ୍ୟମରେ ୪ଜି ନେଟୱାର୍କ ସହ ଯୋଡି ହୋଇଛନ୍ତି ୧ କୋଟି ଭାରତୀୟ

ଭୁବନେଶ୍ବର: ଜିଓର ସୁଲଭ ୪ଜି ଫିଚର୍ ଫୋନ୍ ଜିଓଭାରତ ୪ଜି ମୋବାଇଲ୍ ଦେଶର ୨ଜି ଏବଂ ୩ଜି ଗ୍ରାହକଙ୍କ ପାଇଁ ଏକ ବରଦାନ ସଦୃଶ ହୋଇଛି। ଦେଶରେ ୨ଜି ଏବଂ ୩ଜି ବ୍ୟବହାର କରୁଥିବା ଏକ କୋଟିରୁ ଅଧିକ ଗ୍ରାହକ ଜିଓଭାରତ…
Read More...

ଓଡ଼ିଆ ଚଳଚ୍ଚିତ୍ର ‘ଆଭା’ର ସ୍ୱତନ୍ତ୍ର ସ୍କ୍ରିନିଂ ସହ ପୋଷ୍ଟର ଉନ୍ମୋଚିତ

ଭୁବନେଶ୍ବର : ଆଜି ଜୟଦେବ ଭବନଠାରେ ଓଡ଼ିଆ ଚଳଚ୍ଚିତ୍ର ‘ଆଭା’ର ଏକ ସ୍ୱତନ୍ତ୍ର ସ୍କ୍ରିନିଂ ହୋଇଯାଇଛି । ଓମ ବାବା ପ୍ରଡ଼କସନ୍ସ ଦ୍ୱାରା ପ୍ରସ୍ତୁତ ଏକ ଭିନ୍ନ ସ୍ୱାଦର ଓଡ଼ିଆ ଚଳଚ୍ଚିତ୍ର "ଆଭା" ଜଣେ ଭିନ୍ନକ୍ଷମ ନାରୀର…
Read More...

ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକମାନଙ୍କ ଆବଶ୍ୟକତା ଉପକରଣ ଚିହ୍ନଟ ଶିବିର

ସୁଆଣ୍ଡୋ : ସତ୍ୟବାଦୀ ବ୍ଲକ ସ୍ଥିତ ମିଶନଶକ୍ତି ସଭାଗୃହରେ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକମାନଙ୍କ ଆବଶ୍ୟକତା ରହିଥିବା ଉପକରଣ ସଂପର୍କରେ ଚିହ୍ନଟ ଶିବିର ଗୁରୁବାର ଅନୁଷ୍ଠିତ ହୋଇଯାଇଛି  । ଏହି ଶିବିରକୁ ପଞ୍ଚାୟତ ସମିତି…
Read More...

ଭିନ୍ନ ଉପାୟରେ ଅହିରାଜକୁ କାବୁ କଲେ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ସାପକୁ ଅନେକ ଲୋକ ଭୟ କରନ୍ତି । କିନ୍ତୁ କିଛି ସାହସୀ ଲୋକ ଅଛନ୍ତି, ଯେଉଁମାନେ ସାପକୁ ଖାଲି ହାତରେ ମଧ୍ୟ ଧରିପକାନ୍ତି । ଏମିତି ଏକ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି ଯେଉଁଥିରେ ଜଣେ…
Read More...

କୁବେର ଯନ୍ତ୍ରୀଙ୍କର ମିଳିଲା ଆଉ ୨୦ ପ୍ଲଟ, ଛୁଇଁଲା ୧୦୫

ଭୁବନେଶ୍ବର : ଗିରଫ ହୋଇଥିବା ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରଭାସ ପ୍ରଧାନଙ୍କର ଆଉ ୨୦ଟି ପ୍ଲଟ ଠାବ ହୋଇଛି  । ପଶ୍ଚିମବଙ୍ଗର ବିଭିନ୍ନ ଅଞ୍ଚଳରେ ୨୦ଟି ପ୍ଲବ ମିଳିଥିବା ସୂଚନା ଦେଇଛନ୍ତି ବାଲେଶ୍ବର ଭିଜିଲାନ୍ସ ଏସପି ।…
Read More...

୨୦୨୫ରେ ଆସିବ ୟାମାହା ଆରଏକ୍ସ ୧୦୦, ମିଳିବ ଏହି ଫିଚର୍

ନୂଆଦିଲ୍ଲୀ : ପୁଣି ଭାରତୀୟ ସଡକକୁ ଫେରୁଛି ୟାମାହା ଆରଏକ୍ସ ୧୦୦ । ଦିନ ଥିଲା, ଏହି ବାଇକ ରାସ୍ତାରେ ରାଜା ଭଳି ଯାତ୍ରା କରୁଥିଲା । ପିଲାଠୁ ବୁଢା ସମସ୍ତଙ୍କ ପସନ୍ଦ ସାଜିଥିଲା ଆରଏକ୍ସ ୧୦୦ । କିନ୍ତୁ ପରେ ଭାରତରେ…
Read More...

ମଧ୍ୟାହ୍ନ ଭୋଜନରେ ଝିଟିପିଟି, ୭୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଅସୁସ୍ଥ

ସୋର : ସୋର ସାଜନପୁର ପଞ୍ଚାୟତ ଉଦୟନାରାୟଣ ବିଦ୍ୟାପୀଠରେ ମଧ୍ୟାହ୍ନ ଭୋଜନରେ ଝିଟିପିଟି ମିଳିଛି ।  ମଧ୍ୟାହ୍ନ ଭୋଜନ ଖାଇବା ପରେ ୭୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି । ମଧ୍ୟାହ୍ନ ଭୋଜନରୁ ୨ଟି…
Read More...

ଆସାମରେ ବାଲ୍ୟ ବିବାହ ରୋକିବାକୁ ନୂଆ ଯୋଜନା, ପ୍ରତି ମାସରେ ମିଳିବ ଏତେ ଟଙ୍କା

ଦିଶପୁର : ଆସାମରେ ବାଲ୍ୟ ବିବାହ ରୋକିବା ପାଇଁ ରାଜ୍ୟ ସରକାର ଏକ ନୂଆ ଯୋଜନା ଆରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ଏକାଦଶଠୁ ଆରମ୍ଭ କରି ସ୍ନାତକୋତ୍ତର ପର୍ଯ୍ୟନ୍ତ ଛାତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ପ୍ରତି ମାସରେ…
Read More...

ଆଠଗଡ ବିଡ଼ିଓଙ୍କ କାର୍ଯ୍ୟାଳୟ ଓ ସରକାରୀ ବାସଭବନରେ ଭିଜିଲାନ୍ସ ଚଢାଉ

ଆଠଗଡ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଠଗଡ ବିଡିଓ ପ୍ରଦୀପ କୁମାର ସାହୁଙ୍କ ଆଠଗଡ ବ୍ଲକ କାର୍ଯ୍ୟାଳୟ ଓ ସରକାରୀ କ୍ଵାର୍ଟର ସମେତ ଭୁବନେଶ୍ବର, ଖୋର୍ଦ୍ଧା ଓ ନୟାଗଡ ଅଞ୍ଚଳର ମୋଟ ୬ଟି ସ୍ଥାନରେ ବୁଧବାର ସକାଳୁ…
Read More...

ଶ୍ରୀଲଙ୍କାଠୁ ହାରିଲା ଭାରତ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଟିମ୍ ଶ୍ରୀଲଙ୍କାରେ ଖରାପ ପ୍ରଦର୍ଶନ କରିବା ପରେ ଓ୍ବନଡେ ସିରିଜରେ ପରାସ୍ତ ହୋଇଛି । ପ୍ରଥମ ମ୍ୟାଚ କୋଲମ୍ବୋରେ ଟାଇ ହୋଇଥିଲା । ଏହା ପରେ ଉଭୟ ମ୍ୟାଚରେ ଟିମ୍ ଇଣ୍ଡିଆକୁ ହାର୍ ସ୍ବୀକାର…
Read More...

ଲଗାଣ ବର୍ଷାରେ ଭାଙ୍ଗିଲା ଘର, ବୁଡିଲା ରାସ୍ତା

କଳାପଥର : କଳାପଥର ଗ୍ରାମର ହରିଜନ ସାହିରେ ଜଳ ନିଷ୍କାସନ ବ୍ୟବସ୍ଥା ନଥିବାରୁ ଆଜି ବହୁ ସମୟ ଧରି ମୂଷଳ ଧାରରେ ବର୍ଷା ହେବା ଫଳରେ ଅନେକ ଲୋକଙ୍କ ଦାଣ୍ଡ ପାଣି ଘରେ ପଶି ବାଡ଼ି ପଛ ପଟକୁ ବହି ଯାଇଛି ।  ଫଳରେ ଗ୍ରାମର…
Read More...

ସୋନିଆ ଗାନ୍ଧୀଙ୍କୁ ଭେଟିଲେ ମନୁ ଭାକର

ନୂଆଦିଲ୍ଲୀ : ପ୍ୟାରିସ୍ ଅଲିମ୍ପିକ୍ସରେ ଦମଦାର ପ୍ରଦର୍ଶନ ଏବଂ ୨ ଅଲିମ୍ପିକ୍ସ ମେଡାଲ ସହିତ ବୁଧବାର ସ୍ବଦେଶ ଫେରିଛନ୍ତି ମନୁ ଭାକର । ଦିଲ୍ଲୀ ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ମନୁ ବିମାନବନ୍ଦରରେ…
Read More...

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ନେଇ ବଢୁଛି ଚିନ୍ତା, ସୁରକ୍ଷା ଖୋଜୁଛି ସାମୁଦ୍ରିକ ଥାନା

ବାସୁଦେବପୁର :  ଅଶାନ୍ତ ବାଲାଁଦେଶ । ଛନକା ପଶୁଛି ବଙ୍ଗୋପସାଗର ଉପକୂଳ ବାସୁଦେବପୁର ଅଞ୍ଚଳରେ । ପୁର୍ବରୁ ବାସୁଦେବପୁର ବ୍ଲକ ଅଧିନ କେତୋଟି ପଞ୍ଚାୟତରେ ରହିଥିବା ବାଂଲାଦେଶୀ ଅନୁପ୍ରବେଶକାରୀ ରାଜନୈତିକ ଅନୁକମ୍ପାରେ…
Read More...

ପାରିବାରିକ କଳହକୁ ନେଇ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ

ଯାଜପୁର : ପାରିବାରିକ କଳହକୁ ନେଇ ସ୍ତ୍ରୀର ଗଳା କାଟି ହତ୍ୟା କଲା ସ୍ବାମୀ ।  ମଙ୍ଗଳପୁର ଥାନା ମିଜାମପୁର ଗାଁରେ ଘଟିଛି ଏହି ହତ୍ୟାକାଣ୍ଡ । ପାରିବାରିକ କଳହ ଯୋଗୁଁ ଉତ୍ୟକ୍ତ ହୋଇ ଛୁରିରେ ସ୍ତ୍ରୀର ଗଳା କାଟି ହତ୍ୟା…
Read More...

ବାର୍ ମାଲିକ ଓ ଏଜେଣ୍ଟ ଗିରଫ

ଭୁବନେଶ୍ବର : ଟଙ୍କା ନଦେଇ ୬ ବାର୍ ଗାର୍ଲଙ୍କୁ ଅଟକ ରଖିଥିବା ଅଭିଯୋଗରେ ଜଣେ ବାର ମାଲିକ ଓ ତାଙ୍କ ଏଜେଣ୍ଟଙ୍କୁ ଗିରଫ କରିଛି ଧଉଳି ପୁଲିସ । ଏହା ସହ ବାର୍ ଗାର୍ଲଙ୍କୁ ଉଦ୍ଧାର କରିଛି ପୁଲିସ । ସମସ୍ତ ୬ ବାର୍ ଗାର୍ଲ…
Read More...

ନଦୀରେ ଭାସିଯାଇ ଯୁବକ ନିଖୋଜ

ମାଛଗାଁ : ଦେବୀ ନଦୀରେ ଭାସିଯାଇ ଜଣେ ଯୁବକ ନିଖୋଜ ହୋଇଛନ୍ତି । ମାଛଗାଁ ନିକଟରେ ନଦୀରେ ଯୁବକ ଜଣକ ଭାସିଯାଇଛନ୍ତି । ତାଙ୍କ ପରିଚୟ ମିଳିପାରିନି । ଅନ୍ୟପଟେ ଅଗ୍ନିଶମ ବାହିନୀ ସନ୍ଧାନ ଜାରି ରଖିଛି ।
Read More...

ଉଦ୍ଧାର ସମୟରେ କାମୁଡିଲା ନାଗ, ଅବହେଳା ଯୋଗୁଁ ଗଲା ଜୀବନ

ନୂଆଦିଲ୍ଲୀ : ବର୍ଷା ଦିନେ ଅନେକ ସ୍ଥାନରେ ସାପ ନଜର ଆସିଥାନ୍ତି । ବେଳେବେଳେ ସାପ ଘରକୁ ଚାଲିଆସନ୍ତି । ସାପ ଧରିବା ପାଇଁ ସାପ ଧରାଳୀକୁ ଡକାଯାଇଥାଏ । ତେବେ ସାପ ଧରିବା ସମୟରେ ସାପଧରାଳୀକୁ ମଧ୍ୟ ସାପ କାମୁଡିଦେବା…
Read More...

ପାଟଣା ଅବକାରୀ ବିଭାଗ ଅଧିକାରୀଙ୍କ ମର୍ଜିରେ ଚାଲିଛି ଅବକାରୀ ଥାନା

ପାଟଣା : ସରକାର ଚୋରା ମଦ କାରବାର ବନ୍ଦ କରିବା ଦିଗରେ ଦୃଢ଼ ପଦକ୍ଷେପ ନେବାକୁ ଯାଉଥିବାବେଳେ ପାଟଣା ଅବକାରୀ ଥାନା ଅଞ୍ଚଳରେ ମାଳ ମାଳ ଚୋରା ମଦଭାଟି ସାଙ୍ଗକୁ ଗାଁରେ ଗାଁରେ ଚୋରା ମଦ କାରବାର ଚାଲିଛି। ଏପରିକି ଛୋଟ…
Read More...

ଦନ୍ତାମୁରା ଗ୍ରାମ୍ୟ ଜଙ୍ଗଲ କମ୍ପାନୀକୁ ହସ୍ତାନ୍ତରକୁ ବିରୋଧ: ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ 

ରେଙ୍ଗାଲି : ସମ୍ବଲପୁର ଜିଲାର ରେଙ୍ଗାଲିବ୍ଲକ ଖିଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦନ୍ତାମୁରା ଗ୍ରାମର ପ୍ରଜା ସଂରକ୍ଷିତ ଗ୍ରାମ ଜଙ୍ଗଲର କିସମ ପରିବର୍ତ୍ତନ କରି ଏନଏଲସି କମ୍ପାନୀର କୋଇଲା ଖଣି ପାଇଁ ହସ୍ତାନ୍ତର…
Read More...

ଭୈରବୀ ମନ୍ଦିର ପରିସର ପାଲଟିଲା ରଣକ୍ଷେତ୍ର, ପୂଜକଙ୍କୁ ମରଣାନ୍ତକ ଆକ୍ରମଣ

ଗୋପାଳପୁର : ଗୋଳନ୍ଥରା ଥାନା ଅନ୍ତର୍ଗତ ହରଡଙ୍ଗଠାରେ ଥିବା ଭୈରବୀ ମନ୍ଦିର ପରିସର ରଣକ୍ଷେତ୍ର ପାଲିଟିବା ସହ ମନ୍ଦିର ପୂଜକଙ୍କୁ କିଛି ଲୋକ ଆକ୍ରମଣ କରିଥିବା ଓ ସେଠାରେ ଉପସ୍ଥିତ ରହିଥିବା କିଛି ମହିଳାଙ୍କୁ ଟଣାଓଟରା…
Read More...

ବିନା ଡ୍ରାଇଭରରେ ଗଡୁଥିଲା ଟ୍ରକ୍, ଏମିତି ଅଟକାଇଲେ ଯୁବତୀ

ନୂଆଦିଲ୍ଲୀ : କେବଳ ଗାଡି ଚଳାଇବା ସମୟରେ ନୁହେଁ, ବରଂ ଗାଡି କେଉଁଠି ରଖିବା ସମୟରେ ମଧ୍ୟ ଏଥିପ୍ରତି ଧ୍ୟାନ ଦେବା ଉଚିତ୍ । ଏମିତି ଏକ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଏକ ଗାଡି…
Read More...

ପୁଲିସ ପିସ୍ତଲରୁ ଗୁଳି ଫୁଟି ୨ ମୃତ !

ସୁବର୍ଣ୍ଣପୁର : ପୁଲିସ ପିସ୍ତଲରୁ ଗୁଳି ଫୁଟି ୨ ଜଣଙ୍କ ମୃତ୍ୟୁ ହୋଇଛି । ଏମିତି ଅଘଟଣ ଘଟିଛି ବିନିକା ଥାନା ଭଣ୍ଡାର ପଞ୍ଚାୟତ ଚୁଲିମାଳ ଗାଁରେ । ପୁଲିସ ପିସ୍ତଲରୁ ଗୁଳି ଫୁଟି ୨ ଜଣଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ…
Read More...