ବିବାହ କଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ : ବିବାହ କଲେ ଗୋଲ୍ଡେନ୍ ବୟ ନୀରଜ ଚୋପ୍ରା । ସାମାଜିକ ଗଣମାଧ୍ୟମରେ ଫଟୋ ସେୟାର କରି ବିବାହ ନେଇ ସୂଚନା ଦେଇଛନ୍ତି ନୀରଜ । ନୀରଜଙ୍କ ପତ୍ନୀଙ୍କ ନାଁ ହିମାନୀ । ବିବାହ ଫଟୋରେ ନୀରଜଙ୍କ ପ୍ରଶଂସକ ଉଭୟଙ୍କୁ ବିବାହ ନେଇ ଶୁଭେଚ୍ଛା ଜଣାଇଛନ୍ତି । କହିରଖୁଛୁ ଦୁଇଟି ଅଲିମ୍ପିକ୍ସରେ ପଦକ ଜିତି ଇତିହାସ ରଚିଥିଲେ ନୀରଜ ଚୋପ୍ରା ।
View this post on Instagram
Comments are closed.