www.samajalive.in
Monday, December 8, 2025
17.1 C
Bhubaneswar

ଗୁଡି ସୂତା ଲାଗି ୨ ଯୁବକ ଆହତ

କଟକ : ପୁଣି ଗୁଡି ସୂତା ଲାଗି ଆହତ ହେବା ମାମଲା ସାମ୍ନାକୁ ଆସିଛି । ନୂଆବଜାର ରେଳଓ୍ବେ ଓଭରବ୍ରିଜ୍ ଉପରେ ଚାଇନିଜ୍ ପ୍ଲାଷ୍ଟିକ୍ ଗୁଡି ସୂତା ଲାଗି ୨ ଜଣ ଯୁବକ ଆହତ ହୋଇଛନ୍ତି । ଉଭୟ ବାଇକରେ ଫେରୁଥିବା ବେଳେ ହଠାତ୍ ଗୁଡି ସୂତା ଲାଗିଯାଇଥିଲା । ଜଣଙ୍କ ବେକ, ଆଙ୍ଗୁଠି ଓ ଆଉ ଜଣଙ୍କ ନାକରେ ଆଘାତ ଲାଗିଛି । ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଡିସଚାର୍ଜ କରିଦିଆଯାଇଥିବାବେଳେ ଅନ୍ୟଜଣେ ଏସସିବିରେ ଚିକିତ୍ସିତ ହେଉଛନ୍ତି । ଗତକାଲି ଗୁଡି ସୂତା ଲାଗି ତ୍ରିଶୁଳିଆରେ ଜଣେ ଆହତ ହୋଇଥିଲେ ।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories