ଭୁବନେଶ୍ବର : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏକ ବାଘ ଛୁଆର ମୃତ୍ୟୁ ହୋଇଛି । ବାଘ ଛୁଆଟି ୩ ଦିନ ଧରି ଅସୁସ୍ଥ ଥିଲା । ୨୦୨୪ ନଭେମ୍ବର ୨ ତାରିଖରେ ବାଘ ଛୁଆଟି ଜନ୍ମ ନେଇଥିଲା । ତେବେ ଚିକିତ୍ସିତ ଅବସ୍ଥାରେ ଆଜି ତାର ମୃତ୍ୟୁ ଘଟିଛି ।
Popular Categories

ଭୁବନେଶ୍ବର : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏକ ବାଘ ଛୁଆର ମୃତ୍ୟୁ ହୋଇଛି । ବାଘ ଛୁଆଟି ୩ ଦିନ ଧରି ଅସୁସ୍ଥ ଥିଲା । ୨୦୨୪ ନଭେମ୍ବର ୨ ତାରିଖରେ ବାଘ ଛୁଆଟି ଜନ୍ମ ନେଇଥିଲା । ତେବେ ଚିକିତ୍ସିତ ଅବସ୍ଥାରେ ଆଜି ତାର ମୃତ୍ୟୁ ଘଟିଛି ।
Hot this week

‘The Samaja’, the synonym of newspapers in Odisha – a mass circulated and widely read Odia daily has completed ‘Hundred Five‘ years of its glorious publication. Founded in 1919 by a great visionary, nationalist and freedom fighter, Utkalamani Pandit Gopabandhu Das.. Read More
Get important news delivered directly to your inbox and stay connected!
