ମାଙ୍କଡ ଓ ବଜ୍ରକାପ୍ତା ଉଦ୍ଧାର କଲା ବନବିଭାଗ 

ଗୋପାଳପୁର : ବ୍ରହ୍ମପୁର ବନ ବିଭାଗ ଆଜି ଗୋଳାବନ୍ଦ ସ୍ଥିତ ହାତୀପାଦୁ ଓ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପରିସରରୁ ଏକ ମାଙ୍କଡ଼ ଓ ବଜ୍ରକାପ୍ତା ଉଦ୍ଧାର କରିଛି । ସୂଚନା ପ୍ରକାରେ ବିଶ୍ଵବିଦ୍ୟାଳୟ ପରିସରରେ ଥିବା ଭଞ୍ଜ…
Read More...

ପୁଲିସକୁ ଲୁଟେରାଙ୍କ ଖୋଲା ଚାଲେଞ୍ଜ, ଦୁଇଦିନରେ ଦୁଇଟି ମନ୍ଦିରରୁ ଚୋରି

ଆଠଗଡ : ଆଠଗଡ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଦୁର୍ବୃତ୍ତମାନେ ଦୁଇଦିନରେ ଦୁଇଟି ମନ୍ଦିରରୁ ଚୋରି କରିଥିବା ଦେଖାଯାଇଛି । ରବିବାର ବିଳମ୍ବିତ ରାତିରେ ଠିକ୍ ଥାନା ସମ୍ମୁଖରେ ଥିବା ବହୁ ପୁରାତନ ଆଠଗଡର ଅଧିଷ୍ଠାତ୍ରୀ…
Read More...

ବିପଦସଙ୍କୁଳ ଅବସ୍ଥାରେ ଅଙ୍ଗନବାଡ଼ି କେନ୍ଦ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ଆଡାସିପଡା ପଞ୍ଚାୟତ ଘୋଡ଼ାପଥର ଅଙ୍ଗନବାଡ଼ି କେନ୍ଦ୍ର ଛାତ ଭାଙ୍ଗି ଭିତର ଛାତ ଲୁହା ରଡ ଦେଖାଯାଉଛି । ଏହା ସହିତ ଛାତରୁ ପାଣି ଲିକ୍ ହେଉଛି । ଛାତରୁ…
Read More...

ଏହି ଫୋନରେ ମିଳୁଛି ୫ ହଜାର ଟଙ୍କାର ଉପହାର

ନୂଆଦିଲ୍ଲୀ : ଓ୍ବନପ୍ଲସ୍ ନିକଟରେ ଏକ ଫୋନ୍ ଲଞ୍ଚ୍ କରିଛି ଯାହାର ନାଁ ରହିଛି ନୋର୍ଡ ୪ । ଏଥିରେ କମ୍ପାନୀ ଅନେକ ରିହାତି ଏବଂ ଉପହାର ଦେଉଛି । ଓ୍ବନପ୍ଲସ୍ ନୋର୍ଡ ୪କୁ ବିକ୍ରି କରିବା ପାଇଁ ଏକ ଅଫଲାଇନ୍ ସେଲର ଘୋଷଣା…
Read More...

ଗୁଗଲ ମ୍ୟାପ୍ସର ଦମଦାର ଫିଚର, ଗାଡି ଚାଳକଙ୍କ ସମସ୍ୟା ଦୂର କରିବ

ନୂଆଦିଲ୍ଲୀ : ଆଜିକାଲି ସ୍ମାର୍ଟଫୋନରେ ଅନେକ ଆପ୍ ବ୍ୟବହାର ହେଉଛି । ଏହି ଆପ୍ ସାହାଯ୍ୟରେ ଅନେକ କାମ ଘରେ ବସି କରି ହେଉଛି । ଅନଲାଇନରେ ଖାଦ୍ୟ ମଗାଇବା ହେଉ କିମ୍ବା କୌଣସି ଅଜଣା ସ୍ଥାନର ରାସ୍ତା ଖୋଜିବା, ସବୁ କିଛି…
Read More...

ନକଲି ସସ୍ କାରଖାନା ଠାବ

ଭୁବନେଶ୍ବର : ଭୀମଟାଙ୍ଗିରେ ଏକ ନକଲି ସସ୍ କାରଖାନା ଠାବ ହୋଇଛି । କମିଶନରେଟ ପୁଲିସ ସ୍ପେଶାଲ ସ୍କ୍ବାଡର ଚଢାଉରେ ଏଠାରୁ କ୍ବିଣ୍ଟାଲ କ୍ବିଣ୍ଟାଲ ନକଲି ଟମାଟୋ ଓ ଚିଲି ସସ୍ ଜବତ ହୋଇଛି । କାରଖାନାରୁ ସସ୍ ତିଆରିରେ…
Read More...

ବାଚସ୍ପତିଙ୍କ ମାଇକ ଭାଙ୍ଗିଲେ ବିଜେଡି ବିଧାୟକ, ଗୃହ ମୁଲତବୀ

ଭୁବନେଶ୍ବର : ବିଧାନସଭାରେ ଅପରାହ୍ନରେ ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହ କାଲିଯାଏଁ ମୁଲତବୀ ହୋଇଛି । ରାଜ୍ୟପାଳଙ୍କ ପୁଅ ମାମଲାରେ ବିରୋଧୀଙ୍କ ହୋହଲ୍ଲା ପରେ ଗୃହକୁ ଆସନ୍ତାକାଲି ଯାଏଁ ମୁଲତବୀ କରିଛନ୍ତି ବାଚସ୍ପତି । ଗୃହର…
Read More...

୪ ହଜାର ଟଙ୍କା କମିଲା ସୁନା ଦାମ୍

ନୂଆଦିଲ୍ଲୀ : ମଙ୍ଗଳବାର ସାଧାରଣ ବଜେଟରେ ସୁନା-ରୂପାକୁ ନେଇ ବଡ ଘୋଷଣା କରାଯାଇଛି । ଏହାପରେ ଅଚାନକ ସୁନା ଦାମରେ ବଡ ହ୍ରାସ ଦେଖିବାକୁ ମିଳିଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ ଭାଷଣ ସମାପ୍ତ ହେଉ ହେଉ…
Read More...

ଅର୍ଥମନ୍ତ୍ରୀଙ୍କ ବଡ ଘୋଷଣା ପରେ ସେୟାର ବଜାରରେ ଚହଳ !

ନୂଆଦିଲ୍ଲୀ : ଭାରତୀୟ ସେୟାର ବଜାରରେ ମଙ୍ଗଳବାର ଲଗାତର ପରିବର୍ତ୍ତନ ଦେଖିବାକୁ ମିଳିଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାଧାରଣ ବଜେଟ୍ ଉପସ୍ଥାପନ କରିବା ପରେ ସେନସେକ୍ସ-ନିଫ୍ଟିରେ ସାମାନ୍ୟ ବୃଦ୍ଧି ଦେଖିବାକୁ…
Read More...

ଅଫିସ ସରିବା ପରେ ଅଟୋ ରିକ୍ସା ଚଳାଉଛନ୍ତି ଆଇଟି ଇଞ୍ଜିନିୟର

ନୂଆଦିଲ୍ଲୀ : ଅନେକ ଲୋକ ନିଜ ପରିବାର ଚଳାଇବା ପାଇଁ ଏକାଧିକ କାମ କରିଥାନ୍ତି । ଅଧିକ କିଛି ପଇସା ରୋଜଗାର ପାଇଁ ସମୟ ବାହାର କରି ଅନ୍ୟ କିଛି କାମ କରିଥାନ୍ତି ଆଜିକାଲିର ଯୁବପିଢି । ଏବେ ଏମିତି ଏକ ମାମଲା ସାମ୍ନାକୁ…
Read More...

ଅଗ୍ନିକାଣ୍ଡ ଯୋଗୁଁ କ୍ଷତିଗ୍ରସ୍ତ ହେଲା ଯୁଦ୍ଧ ଜାହାଜ ଆଇଏନଏସ୍ ବ୍ରହ୍ମପୁତ୍ର

ନୂଆଦିଲ୍ଲୀ : ଭାରତୀୟ ନୌସେନା ଜାହାଜ ଆଇଏନଏସ ବ୍ରହ୍ମପୁତ୍ରରେ ଅଗ୍ନିକାଣ୍ଡ ଘଟିଛି । ଏହି ଯୁଦ୍ଧ ଜାହାଜ ମୁମ୍ବାଇର ନୌସେନାର ଡକୟାର୍ଡରେ ଥିଲା । ଏଥିରେ ରବିବାର ସନ୍ଧ୍ୟାରେ ଅଚାନକ ନିଆଁ ଲାଗିବା ପରେ ସୋମବାର ସକାଳ…
Read More...

ରାଜକୁମାର ରାଓଙ୍କୁ ଉପହାରରେ ମିଳିଲା ବାଇକ୍, ସାରା ଦେଶରେ ମାତ୍ର ଗୋଟିଏ..

ମୁମ୍ବାଇ : ବଲିଉଡ ଅଭିନେତା ରାଜକୁମାର ରାଓଙ୍କୁ ନିକଟରେ ଏକ ଖାସ୍ ଉପହାର ମିଳିଛି । ଏହା ଏକ କଷ୍ଟମାଇଜ୍ଡ ୟେଜଦି ରୋଡଷ୍ଟର ବାଇକ । ଏହି ବାଇକକୁ ଜାଓ୍ବା-ୟେଜଦି ମୋଟରସାଇକେଲ କମ୍ପାନୀ ଦ୍ବାରା ରାଜକୁମାରଙ୍କୁ ଉପହାର…
Read More...

ଯୁବକଙ୍କୁ ଗୁଳି କରି ହତ୍ୟା

ଢେଙ୍କାନାଳ : ଯୁବକଙ୍କୁ ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ । ହିନ୍ଦୋଳ ନୂଆବଗ ଛକରେ ଜଣେ ଯୁବକଙ୍କୁ ଅଚାନକ ବାଇକରେ ୨ ଦୁର୍ବୃତ୍ତ ଆସି ଗୁଳିମାଡ କରିଥିଲେ । ଗୁଳିମାଡ କରି ଫେରାର ହେବାକୁ ଉଦ୍ୟମ କରୁଥିବାବେଳେ ଜଣଙ୍କୁ…
Read More...

ନୂଆ ଏଜି ଭାବେ ଦାୟିତ୍ବ ନେଲେ ପିତାମ୍ବର ଆଚାର୍ଯ୍ୟ

କଟକ: ନୂଆ ଏଜି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ । ସୋମବାର ହାଇକୋର୍ଟ ସ୍ଥିତ କାର୍ଯ୍ୟାଳୟରେ ନୂତନ ଆଡଭୋକେଟ୍ ଜେନେରାଲ ଭାବେ ପିତାମ୍ବର ଆଚାର୍ଯ୍ୟ ଏହି ଦାୟିତ୍ବ ଗ୍ରହଣ…
Read More...

ପାଣିରେ ଚାଲିବ ଏହି ସ୍କୁଟର, ଦରକାର ନାହିଁ ଡ୍ରାଇଭିଂ ଲାଇସେନ୍ସ

ନୂଆଦିଲ୍ଲୀ : ପେଟ୍ରୋଲ ଓ ଡିଜେଲ ଦାମ୍ ବୃଦ୍ଧି ଯୋଗୁଁ ଲୋକମାନେ ଇଭି ଆଡେ ଅଗ୍ରସର ହେଉଛନ୍ତି । କିନ୍ତୁ ଆପଣ ଚିନ୍ତା କରିଛନ୍ତି କି, ଯଦି ଏମିତି ଏକ ଗାଡି ଆସିବ ଯେଉଁଥିରେ ନା ପେଟ୍ରୋଲ ପଡିବ ନା ଚାର୍ଜ କରିବାକୁ ପଡିବ…
Read More...

ସ୍କୁଲରେ ମିଳିଥିବା ବଟିକା ଖାଇ ୩୦ ଛାତ୍ରଛାତ୍ରୀ ଅସୁସ୍ଥ

ପାରାଦୀପ : ସ୍କୁଲରେ ମିଳିଥିବା ବଟିକା ଖାଇ ୩୦ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଅଠରବାଙ୍କି ତଳଗଡ ୟୁପି ସ୍କୁଲରେ ୧୧୫ ଜଣ ଛାତ୍ରଛାତ୍ରୀଙ୍କୁ ବଟିକା ଦିଆଯାଇଥିଲା । ତେବେ ବଟିକା ଖାଇବା…
Read More...

ଟ୍ରେନରେ ସିଟକୁ ନେଇ ଝଗଡା, ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ପ୍ରତିଦିନ ଟ୍ରେନରେ ଅନେକ ଲୋକ ଯାତ୍ରା କରନ୍ତି । କିଏ କର୍ମକ୍ଷେତ୍ରକୁ ଯାଏ ତ କିଏ ନିଜ ଘରକୁ ଫେରିଥାଏ । ଅନେକ ଲୋକଙ୍କୁ ନିଜ ଗନ୍ତବ୍ୟସ୍ଥଳକୁ ପହଞ୍ଚାଇବାରେ ଟ୍ରେନ୍ ବଡ ଭୂମିକା ଗ୍ରହଣ କରିଥାଏ ।…
Read More...

ସାଙ୍ଗମାନଙ୍କ ସବୁ ବୁଲିବାକୁ ଯାଇଥିଲେ, ପାହାଡ ଉପରୁ ଖସି ଯୁବକ ମୃତ

ଫୁଲବାଣୀ :  କନ୍ଧମାଳ ଜିଲା ରାଇକିଆ ଥାନା ମଣ୍ତlସରଠାରୁ  ପାଞ୍ଚ କିମି ଦୂର ମଣ୍ଡକୁଟି ପାହାଡ ଉପରୁ ଖସି ପଡ଼ି ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ଜଣକ ହେଲେ ରାଇକିଆ ବଡାପଟା ସାହିର ବନ୍ଦନ ପ୍ରଧାନ । ସାଙ୍ଗ…
Read More...

ଜୁନ୍ ମାସରେ ଅଧିକ ବିକ୍ରି ହୋଇଛି ଏହି ବାଇକ୍, ଆସିଲା ଟପ୍ ୧୦ ତାଲିକା

ନୂଆଦିଲ୍ଲୀ : ଜୁନ୍ ୨୦୨୪ ରେ ଭାରତରେ ବିକ୍ରି ହୋଇଥିବା ଟପ୍ ୧୦ ବାଇକ ତାଲିକା ସାମ୍ନାକୁ ଆସିସାରିଛି । ଏଥିରୁ ଗ୍ରାହକଙ୍କ ପସନ୍ଦ ସମ୍ପର୍କରେ ଜଣାପଡୁଛି । ଏହି ତାଲିକାରେ ସର୍ବପ୍ରଥମେ ହିରୋ ସ୍ପ୍ଲେଣ୍ଡର ରହିଛି ।…
Read More...

ମନ୍ଦିରା ଡ୍ୟାମରେ ବୁଡି ୨ ଯୁବକ ମୃତ

ରାଉରକେଲା : ମନ୍ଦିରା ଡ୍ୟାମରେ ବୁଡି ୨ ଯୁବକଙ୍କ ମୃତ୍ୟୁ ହୋଇଛି । ମାଛ ଧରିବାକୁ ୫ ଜଣ ଯୁବକ ଯାଇଥିବାବେଳେ ବୁଡିଯାଇଥିଲେ । ତେବେ ୩ ଜଣ ସୁରକ୍ଷିତ ଭାବେ ଆସିଥିବାବେଳେ ୨ ଜଣ ନିଖୋଜ ଥିଲେ । ଅନେକ ଖୋଜାଖୋଜି ପରେ…
Read More...

ଟ୍ରଲର ଧକ୍କାରେ ମା’-ପୁଅ ମୃତ, ପ୍ରତିବାଦରେ ରାସ୍ତା ଅବରୋଧ

କୁଚିଣ୍ଡା :  କୁଚିଣ୍ଡା ବ୍ଲକ କୁସୁମୀ ରାସ୍ତାର ଲଇଡାଗୁଣା ଛକ ନିକଟରେ ଏକ ଟ୍ରଲର ଧକ୍କାରେ ମା'-ପୁଅଙ୍କ ଶୋଚନୀୟ ମୃତ୍ୟୁ ହୋଇଛି। ଘଟଣାର ପ୍ରତିବାଦରେ ଉତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିବା ସହ କ୍ଷତିପୂରଣ ଦାବି…
Read More...

ବିଳମ୍ବରେ ଘରକୁ ଆସୁଥିଲା, ତାଗିଦ କରିବାରୁ ମାଲିକାଣୀଙ୍କୁ ହତ୍ୟାକଲା ନାବାଳକ ଭଡାଟିଆ

ଜୟପୁର : ଭଡାଟିଆଙ୍କୁ ବିଳମ୍ବିତ ରାତିରେ ଘରକୁ ଆସିବାକୁ ନେଇ ତାଗିଦ କରିବାରୁ ଘର ମାଲିକାଣୀଙ୍କୁ ହତ୍ୟା କଲା ନାବାଳକ । ଜୟପୁରରେ ଜଣେ ମହିଳା, ଭଡାଟିଆଙ୍କୁ ବିଳମ୍ବରେ ଆସିବାକୁ ନେଇ ତାଗିଦ କରିଥିଲେ । କିନ୍ତୁ ଏହି…
Read More...

ମାଟ୍ରିକ ଟପ୍ପରଙ୍କୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଶିକ୍ଷା, ସ୍ବାଭିମାନ ଓ ତ୍ୟାଗ ମେଧାବୃତ୍ତି-୨୦୨୪ ପ୍ରଦାନ

ଭୁବନେଶ୍ବର : ମାଟ୍ରିକ ଟପ୍ପରଙ୍କୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଶିକ୍ଷା, ସ୍ବାଭିମାନ ଓ ତ୍ୟାଗ ମେଧାବୃତ୍ତି ପ୍ରଦାନ କରାଯାଇଛି । ୨୦୨୪ର ମାଟ୍ରିକ ଟପ୍ପର ଶୁଭଙ୍କର ସାହୁଙ୍କୁ ଏହି ମେଧାବୃତ୍ତି ଦିଆଯାଇଛି ।…
Read More...

ସପ୍ତଦଶ ବିଧାନସଭା ପାଇଁ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ

ଭୁବନେଶ୍ବର : ସପ୍ତଦଶ ବିଧାନସଭା ପାଇଁ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି ଡିଜିପି ଅରୁଣ ଷଡଙ୍ଗୀ । ମାଷ୍ଟର କ୍ୟାଣ୍ଟିନରୁ ବିଧାନସଭା ସମ୍ପୂର୍ଣ୍ଣ ଅଞ୍ଚଳ ସିସିଟିଭି ନଜରରେ ରହିବ । ପ୍ରବେଶ ଓ ପ୍ରସ୍ଥାନ ପଥରେ…
Read More...

ସ୍ମାର୍ଟଓ୍ବାଚ୍, ସ୍ମାର୍ଟଫୋନ୍ ସବୁଥିରେ ୮୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି

ନୂଆଦିଲ୍ଲୀ : ଆମାଜନ ପ୍ରାଇମ୍ ଡେ ସେଲ୍ ଚାଲିଛି । ଏହି ସେଲ୍ ସମୟରେ ସ୍ମାର୍ଟଫୋନ୍, ସ୍ମାର୍ଟଓ୍ବାଚ୍, ଟାବଲେଟ୍, ଓ୍ବାଶିଂ ମେସିନ୍, ଏସି ଏବଂ ଅନେକ ଉତ୍ପାଦକୁ ତାଲିକାଭୁକ୍ତ କରାଯାଇଛି । ଏହି ସେଲ୍ ସମୟରେ ୮୦…
Read More...

ଉଦ୍ଧାର ହେଲା ୧୨ ଫୁଟ ଲମ୍ବା ଅହିରାଜ, ଭିଡିଓ ଦେଖିଲେ ଭୟ ଲାଗିବ

ବେଙ୍ଗାଲୁରୁ : କର୍ଣ୍ଣାଟକର ଅଗୁମ୍ବେରେ ବନ୍ୟଜନ୍ତୁ ଅଧିକାରୀ ୧୨ ଫୁଟ ଲମ୍ବା ଏକ ଅହିରାଜ ଉଦ୍ଧାର କରିଛନ୍ତି । ଏଆରଆରଏସର କ୍ଷେତ୍ର ନିର୍ଦ୍ଦେଶକ ଅଜୟ ଗିରି ଇନଷ୍ଟାଗ୍ରାମରେ ଏହି ଅବିଶ୍ବସନୀୟ ଉଦ୍ଧାର ଭିଡିଓକୁ ପୋଷ୍ଟ…
Read More...

ମାଇକ୍ରୋସଫ୍ଟ ସର୍ଭର ଡାଉନ, ବ୍ୟାଙ୍କ-ବିମାନ ସେବା ବାଧାପ୍ରାପ୍ତ

ନୂଆଦିଲ୍ଲୀ : ଭାରତ ଓ ଆମେରିକା ସମେତ ବିଶ୍ବର ଅନେକ ଦେଶରେ ବିମାନ ସେବା ଠପ୍ ହୋଇଯାଇଛି । ମାଇକ୍ରୋସଫ୍ଟର ସର୍ଭରରେ ସମସ୍ୟା ଯୋଗୁଁ ଉଡାଣ ସେବା ପ୍ରଭାବିତ ହୋଇଛି । ଅନେକ ବିମାନ ଉଡାଣ ଭରିପାରୁନାହାଁନ୍ତି ।…
Read More...

‘ସମାଜ’ ନାଁରେ ବଢ଼ୁଛି ଠକାମି, ପୂର୍ବତନ ଜିଲାପାଳଙ୍କଠୁ ଟଙ୍କା ନେଇଗଲେ ଦଲାଲ

କଟକ : ସରଳ ଲୋକଙ୍କୁ ଠକିବାକୁ ଦଲାଲମାନେ ନୂଆ ଉପାୟ ବାହାର କରିଛନ୍ତି । ଗରିବଙ୍କୁ ସହାୟତା ଆଳରେ ଫୋନ୍ କରି ନିଜକୁ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ପରିଚୟ ଦେଇ ଲୁଟୁଛନ୍ତି ଠକ । ସାଧାରଣ ଜନତାଙ୍କ ଚିକିତ୍ସା ଓ ଅନ୍ୟାନ୍ୟ…
Read More...

ସ୍ପେଶାଲ ସ୍କ୍ବାଡ୍ ଧରିଲା ୪ ତାମିଲ ଲୁଟିଆ

ଭୁବନେଶ୍ବର : ସାରା ଦେଶରେ ଲୁଟୁଥିଲେ। କାର୍‌ କାଚ ଭାଙ୍ଗି ଆଖି ପିଛୁଳାକେ ଗାଡ଼ିରୁ ସବୁକିଛି ଲୁଟି ନେଉଥିଲେ। ରଥଯାତ୍ରା ସମୟକୁ ସେମାନେ ନଜର ରଖିଥିଲେ। ମୋ ବସ୍‌ ମଧ୍ୟରେ ବି ଯାତ୍ରୀଙ୍କୁ ଲୁଟ୍‌ପାଟ୍‌ କରୁଥିଲେ।…
Read More...

ଅପରାଧୀଙ୍କୁ ସାବାଡ଼ ପାଇଁ ଓଡ଼ିଶାରେ ଉତ୍ତରପ୍ରଦେଶ ଫର୍ମୁଲା

ଝାରସୁଗୁଡ଼ା/ବନ୍ଧବାହାଲ : ଉତ୍ତରପ୍ରଦେଶ ଭଳି ଝାରସୁଗୁଡ଼ାରେ ଆରମ୍ଭ ହୋଇଛି ବୁଲଡୋଜର ଫର୍ମୁଲା। ଅପରାଧୀଙ୍କୁ ସାବାଡ଼ କରିବା ପାଇଁ ପୁଲିସ ପକ୍ଷରୁ ଆରମ୍ଭ ହୋଇଛି ଉଚ୍ଛେଦ ପ୍ରକ୍ରିୟା। ଗତକାଲି ଗୁଳିମାଡ଼ ଘଟଣାରେ ଗିରଫ…
Read More...

୧୨ ଘଣ୍ଟାରେ ଅବପାତ

ଭୁବନେଶ୍ବର : ୧୨ ଘଣ୍ଟାରେ ଅବପାତରେ ପରିଣତ ହେବ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ । ଏହା ପ୍ରଭାବରେ ରାଜ୍ୟରେ ୪ ଦିନ ପ୍ରବଳ ବର୍ଷା ହେବ । ଏନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚିଳକ ପାଣିପାଗ କେନ୍ଦ୍ର । ପାଣିପାଗ…
Read More...

ବନ୍ଦ ହେବନି ‘ଆହାର’

ଭୁବନେଶ୍ବର: ‘ଆହାର’ ପୂର୍ବଭଳି ମିଳିବ। ବନ୍ଦ ହେବାର ପ୍ରଶ୍ନ ଉଠୁନି। ଏନେଇ ସ୍ପଷ୍ଟ କରିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର। ରାଜଧାନୀ ଚିକିତ୍ସାଳୟ ପରିସରରେ ଥିବା ଆହାର…
Read More...

ଆମେରିକାର ନୂଆ ଫେସନ କାନ ବ୍ୟାଣ୍ଡେଜ୍‌

ୱାଶିଂଟନ: ଡାହାଣ କାନରେ ଧଳା ବ୍ୟାଣ୍ଡେଜ୍ ପିନ୍ଧିବା ଆମେରିକାରେ ଏବେ ଏକ ନୂଆ ଫେସନରେ ପରିଣତ ହୋଇଛି। ଗୁଳିମାଡରେ ଆହତ ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଡାହାଣ କାନରେ ଧଳା…
Read More...

ବାଂଲାଦେଶରେ ତେଜିଲା ସଂରକ୍ଷଣ ବିରୋଧୀ ଆନ୍ଦୋଳନ

ଢାକା: ସରକାରୀ ଚାକିରିରେ ସଂରକ୍ଷଣ ଏବଂ ବେକାରୀ ସଂଖ୍ୟା ବୃଦ୍ଧିକୁ ବିରୋଧ କରି ବାଂଲାଦେଶରେ ଚାଲିଥିବା ଆନ୍ଦୋଳନ ବ୍ୟାପକ ରୂପ ନେଉଛି। ଏହି ସଂରକ୍ଷଣ ବିରୋଧୀ ଆନ୍ଦୋଳନରେ ସପ୍ତାହକ ମଧ୍ୟରେ ଅନ୍ୟୂନ ୩୨ ଜଣଙ୍କର…
Read More...

ଶାହ୍‌ରୁଖ, ରଣବୀରଙ୍କୁ ଟପିଲେ କୋହଲି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ତାରକା ବିରାଟ କୋହଲି ଦେଶର ସବୁଠାରୁ ମୂଲ୍ୟବାନ ସେଲିବ୍ରିଟି ଓ ପ୍ରସିଦ୍ଧ ବ୍ୟକ୍ତି ହୋଇ ପାରିଛନ୍ତି। ଏହି କ୍ରମ​‌ରେ ବଲିଉଡର ଦୁଇ ସୁପରଷ୍ଟାର ଶାହରୁଖ ଖାଁ ଓ ରଣବୀର ସିଂହଙ୍କୁ ପଛରେ…
Read More...

ଚାଉଳ, ଚିନି ରପ୍ତାନି କରିବାକୁ ମାଲେସିଆର ଅନୁରୋଧ

ନୂଆଦିଲ୍ଲୀ: ଚାଉଳ ଓ ଚିନି ରପ୍ତାନି ଉପରେ ଭାରତର କଟକଣାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ମାଲେସିଆର ଉଦ୍ଭିଦ ଏବଂ ଦ୍ରବ୍ୟ ମନ୍ତ୍ରୀ ଜୋହରୀ ଅବଦୁଲ ଘାନି। ରପ୍ତାନି ବନ୍ଦର ପ୍ରତିକୂଳ ପ୍ରଭାବ ଉପରେ ସେ ଆଲୋକପାତ…
Read More...

ନୂଆ ରୟାଲ ଏନ୍‍ଫିଲ୍ଡ ଗରିଲା ୪୫୦ର ଶୁଭାରମ୍ଭ

ଭୁବନେଶ୍ୱର : ରୟାଲ ଏନ୍‍ଫିଲ୍ଡ ପକ୍ଷରୁ ଏହାର ପ୍ରିମିୟମ ମଡର୍ଣ୍ଣ ରୋଡ୍‍ଷ୍ଟର- ରୟାଲ ଏନ୍‍ଫିଲ୍ଡ ଗରିଲା ୪୫୦ର ଶୁଭାରମ୍ଭ କରାଯାଇଛି। ଗରିଲା ଶୃଙ୍ଖଳାରେ ଆନାଲଗ୍‍, ଡ୍ୟାଶ ଓ ଫ୍ଲାଶ୍‍ ଭଳି ୩ ଭାରିଆଣ୍ଟ ୫ଟି ରଙ୍ଗରେ…
Read More...

ଶୁକ୍ରବାର ରାଶିଫଳ: ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିପାରନ୍ତି, ଏହି ରାଶିର ଲୋକେ ରୁହନ୍ତୁ ସତର୍କ

ମେଷ- କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ପ୍ରାପ୍ତ କ୍ଷମତାର ବିକେନ୍ଦ୍ରୀକରଣ କରି ଅନୁଗତ ଓ ଅଧସ୍ତନଙ୍କ ନମସ୍ୟ ହେବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ପ୍ରବଚନ ଶୁଣିବେ। ବୃଷ- ଆର୍ଥିକ ସ୍ଥିତି…
Read More...

ବେଆଇନ ଖଣି ଖନନ ମାମଲାରେ ଦାସ ଭାଇ ସଂସ୍ଥାର ଦେଢ଼ କୋଟି ଟଙ୍କାର ସମ୍ପତ୍ତି ସଂଲଗ୍ନ କଲା ଇଡି

ଭୁବନେଶ୍ୱର : ବେଆଇନ ଖଣି ଖନନ ମାମଲାରେ ଦାସ ଭାଇ କମ୍ପାନୀର ୧ କୋଟି ୫୨ ଲକ୍ଷ ଟଙ୍କାର ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି ) ସଂଲଗ୍ନ କରିଛି । ମୟୁରଭଞ୍ଜ କାସିଆବେଡା ଖଣିରେ ବସନ୍ତ କୁମାର ଦାସଙ୍କ…
Read More...

ରାସ୍ତା ମଝିରେ ଯୁବକଙ୍କୁ ଛୁରାମାଡ

ବ୍ରହ୍ମପୁର : ବିଚ୍ ରାସ୍ତାରେ ଜଣେ ଯୁବକଙ୍କୁ ଛୁରାମାଡ ହୋଇଛି । ଏଥିରେ ଯୁବକ ଗୁରୁତର ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସୂଚନା ଅନୁଯାୟୀ ମଥୁରା- ସୋଲବନ୍ଧ ଗାଁ ରାସ୍ତାରେ ଜଣେ ଯୁବକଙ୍କୁ ଅଟକାଇ କିଛି…
Read More...

ଅରିନ୍ଦମ ଡାକୁଆ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ

ଭୁବନେଶ୍ବର :  ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ କଟକ ଜିଲାପାଳ ଅରିନ୍ଦମ ଡାକୁଆଙ୍କୁ ନିଯୁକ୍ତି ମିଳିଛି । ସେହିଭଳି ଜଗତସିଂହପୁର ଜିଲାପାଳ ଅନୁପମ ଶାହା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅତିରିକ୍ତ ସଚିବ…
Read More...

ହାଉସ ସର୍ଜନ- ନର୍ସିଂ ଅଫିସର ବିବାଦ ତୁଟିଲା

କଟକ : କାଲିଠୁ ଏସସିବି ସ୍ବାସ୍ଥ୍ୟସେବା ପୁଣି ସ୍ବାଭାବିକ ହେବ । ଉଭୟ ହାଉସ ସର୍ଜନ ସଂଘ ଓ ନର୍ସିଂ ସଂଘ ଆନ୍ଦୋଳନରୁ ଓହରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ସିଏମସି କମିଶନରଙ୍କ ଉଚ୍ଚସ୍ତରୀୟ ବୈଠକ ପରେ ଚାଲିଥିବା ଏହି…
Read More...

କୃଷି ଯନ୍ତ୍ରପାତି ମିଳିବ କହି ଚାଷୀଙ୍କଠୁ ଠକିନେଲେ ୩୧ ହଜାର

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ଥାନା ଶରଧାପୁର ଗ୍ରାମର ଅଗ୍ରଣୀ ଚାଷୀ ଦେବାନନ୍ଦ ନାଏକ ନକଲି କୃଷି କର୍ମଚାରୀଙ୍କ ହାବୁଡରେ ପଡ଼ି ୩୧ ହଜାର ଟଙ୍କାର ଠକାମୀର ଶିକାର ହୋଇଥିବା ଜଣାପଡ଼ିଛି। ଏନେଇ ସେ…
Read More...

ଗୋଚର ଜମିରେ ପ୍ରଧାନମନ୍ତ୍ରୀ ଆବାସ ବିରୁଦ୍ଧରେ ତହସିଲ କାର୍ଯ୍ୟାଳୟ ଆଗରେ ଧାରଣା

ପାଟଣା : କେନ୍ଦୁଝର ଜିଲା ପାଟଣା ବ୍ଲକ  ମୂଷାଖୋରୀ ପଞ୍ଚାୟତର ମୂଷାନାଳୀ ଗ୍ରାମର ସରକାରୀ ଗୋଚର ଜମିରେ ପୂର୍ଣ୍ଣ ମହାନ୍ତ ନାମକ ଜଣେ ବ୍ୟକ୍ତି ବେଆଇନ  ଭାବେ ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ  କରୁଥିବାରୁ ଏହାର ଉଚ୍ଛେଦ…
Read More...

ମହାରାଷ୍ଟ୍ର-ଛତିଶଗଡ ବର୍ଡରରେ ଏନକାଉଣ୍ଟର, ୧୨ ମାଓବାଦୀ ନିହତ

ନୂଆଦିଲ୍ଲୀ : ମହାରାଷ୍ଟ୍ରର ଗଡଚିରୋଲି ଜିଲା ଛତିଶଗଡ ସୀମା ନିକଟରେ ପୁଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି । ଏଥିରେ ୧୨ ମାଓବାଦୀ ନିହତ ହୋଇଥିବାବେଳେ ୨ ପୁଲିସକର୍ମୀ ଆହତ ହୋଇଛନ୍ତି । ମହାରାଷ୍ଟ୍ରର…
Read More...

ନିବେଶକଙ୍କ ପାଇଁ ନୂଆ ବିକଳ୍ପ, ସର୍ବନିମ୍ନ ୧୦ ଲକ୍ଷ

ନୂଆଦିଲ୍ଲୀ : ସେୟାର ବଜାର ଏବଂ ମ୍ୟୁଚୁଆଲ ଫଣ୍ଡରେ ନିବେଶ କରୁଥିବା ନିବେଶକଙ୍କ ପାଇଁ ଖୁବ୍ ଶୀଘ୍ର ଏକ ନୂଆ ବିକଳ୍ପ ଆସିବ । ସେବିର କହିବାନୁସାରେ ଲକ୍ଷ ଲକ୍ଷ ଟଙ୍କା ନିବେଶ କରୁଥିବା ଲୋକଙ୍କୁ ନୂଆ ବିକଳ୍ପ ପ୍ରଦାନ…
Read More...

ପୁଲିସକୁ ଚାଲେଞ୍ଜ, ୨୫ ବାଇକ ଜବତର ୪ ଦିନ ଭିତରେ ପୁଣି ଏକ ବାଇକ ଚୋରି

ଲକ୍ଷ୍ମୀପୁର : ଚାରିଦିନ ପୂର୍ବେ ୨୫ ମୋଟରସାଇକେଲ ଜବତ କରି ଲକ୍ଷ୍ମୀପୁର ପୁଲିସ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ତା'ର ପାରିବା ପଣିଆ ଦେଖାଇ ଥିବାବେଳେ  ଦୁର୍ବୁତ୍ତମାନେ ପୁଣି ଏକ ମୋଟରସାଇକେଲ ଚୋରି କରି ପୁଲିସକୁ…
Read More...

ଇଲେକ୍ଟ୍ରିକ୍ କାରରେ ୧ ଲକ୍ଷ ଟଙ୍କା, ଦୁଇ ଚକିଆ ଇଭିରେ ୫ ହଜାର ଟଙ୍କା ରିହାତି ଘୋଷଣା କଲେ ସରକାର

ନୂଆଦିଲ୍ଲୀ : ୟୁପି ସରକାର ରାଜ୍ୟରେ ହାଇବ୍ରିଡ୍ ଗାଡି ଉପରେ ରୋଡ୍ କର ଛାଡ କରିଛନ୍ତି । ଏହା ପରେ ଗ୍ରାହକଙ୍କୁ ଲକ୍ଷ ଲକ୍ଷ ଟଙ୍କାର ଫାଇଦା ମିଳିବ । ଯୋଗୀ ସରକାର ସାରା ରାଜ୍ୟରେ ଇଭି କ୍ରୟରେ ସବସିଡିକୁ ମଧ୍ୟ ବଢାଇ…
Read More...

ଗୋପବନ୍ଧୁ ବିଜ୍ଞାନ କଲେଜରେ ବନ ମହୋତ୍ସବ

ଆଠଗଡ : ଆଠଗଡର ସର୍ବପୁରାତନ ଗୋପବନ୍ଧୁ ବିଜ୍ଞାନ କଲେଜର ୬୩ତମ ପ୍ରତିଷ୍ଠା ଦିବସ ଓ ବନ ମହୋତ୍ସବ ସୋମବାର ପାଳନ ହୋଇଯାଇଛି । କଲେଜର ଏନଏସଏସ, ଏନସିସି, ଯୁବ ରେଡକ୍ରସ ଏବଂ ସ୍କାଉଟ ଓ ଗାଇଡର ମିଳିତ ଆନୁକୂଲ୍ୟରେ…
Read More...

ବାହୁଡା ଯାତ୍ରା ସମୟରେ ରଥ ଉପରେ ମୋବାଇଲ ବ୍ୟବହାର ନେଇ ଏତଲା

ପୁରୀ: ବାହୁଡ଼ାଯାତ୍ରା ସମୟରେ ରଥ ଉପରେ ମୋବାଇଲ ବ୍ୟବହାର ନେଇ ଏତଲା ଦିଆଯାଇଛି ।  ଆଉ ଜଣେ ସେବକଙ୍କ ବିରୁଦ୍ଧରେ ସିଂହଦ୍ବାର ଥାନାରେ ଅଭିଯୋଗ କରିଛି ଶ୍ରୀମନ୍ଦିର ପ୍ରଶାସନ । ଦେବଦଳନ ରଥରେ ମା’ ସୁଭଦ୍ରାଙ୍କ…
Read More...

ଆସନ୍ତାକାଲି ସକାଳ ୮ଟାରୁ ଶ୍ରୀମନ୍ଦିର ପ୍ରବେଶ ପାଇଁ କଟକଣା

ପୁରୀ : ଗୁରୁବାର ସକାଳ ୮ଟାରୁ ଶ୍ରୀମନ୍ଦିରରେ ପ୍ରବେଶ ଉପରେ କଟକଣା ଲାଗିବ । ଭିତର ରତ୍ନଭଣ୍ଡାର ରତ୍ନ ସ୍ଥାନାନ୍ତର ପ୍ରସଙ୍ଗରେ ଏମିତି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । କାଲି ସକାଳ…
Read More...

ସାମସଙ୍ଗ ଆଣିଲା ନୂଆ ମଡେଲ, କମ୍ ଦାମରେ ବହୁତ ଫିଚର୍

ନୂଆଦିଲ୍ଲୀ : ସାମସଙ୍ଗ ନିଜ ନୂଆ ସ୍ମାର୍ଟଫୋନ ବଜାରକୁ ନେଇଆସିଛି । ଏହା ଗାଲାକ୍ସି ଏମ-ସିରିଜର ଏମ ୩୫ । ଏହି ସ୍ମାର୍ଟଫୋନ୍ ବଡ ବ୍ୟାଟେରୀ, ୧୨୦ ହର୍ଜ ରିଫ୍ରେଶ୍ ରେଟ୍ ବିଶିଷ୍ଟ ଆମୋଲେଡ୍ ଡିସପ୍ଲେ ଓ ଗ୍ୟାଲେକ୍ସି…
Read More...

୩ ମାସରେ ପଇସା ଡବଲ ଲୋଭ ଦେଖାଇ ୮୨ ଲକ୍ଷ ଠକେଇ

ଗୁଣପୁର : ରାୟଗଡା ଜିଲା ଗୁଣୁପୁର ଆଦର୍ଶ ଥାନାରେ ମଙ୍ଗଳବାର ଦିନ ଅର୍ଥ କାରବାର ନେଇ ନେଇ ଏକ ମାମଲା ରୁଜୁ ହୋଇଛି। ତିନି ମାସରେ ଟଙ୍କା ଦୁଇଗୁଣ ହେବାର ପ୍ରଲୋଭନ ଦେଖାଇ ଠକେଇ ହୋଇଛି। ନୀରିହ ଲୋକଙ୍କ ସରଳତାର ଫାଇଦା…
Read More...

ସୁନାବେଶରେ ଝଲସିବ ଶ୍ରୀକାନ୍ତଙ୍କ ସୂକ୍ଷ୍ମ ରଥ

ଗୁଣୁପୁର: ବୁଧବାର ଏକାଦଶୀ ତିଥିରେ ରାୟଗଡା ଜିଲ୍ଲା ଗୁଣୁପୁରରେ ରଥ ଉପରେ ଶ୍ରୀଜୀଉଙ୍କ ଦୁର୍ଲଭ ସୁନାବେଶ ଅନୁଷ୍ଠିତ ହେବ । ଏହି ଅବସରରେ ଗୁଣୁପୁର କୁମୁଟି ସାହି ବାସିନ୍ଦା ସୁନା କାରିଗର ଶ୍ରୀକାନ୍ତଙ୍କ ଦ୍ଵାରା…
Read More...

ଫଟୋ ଉଠାଉଥିଲେ ଦମ୍ପତି, ଟ୍ରେନ୍ ଆସିବାରୁ ୯୦ ଫୁଟ ତଳକୁ ଡେଇଁ ପଡିଲେ

ନୂଆଦିଲ୍ଲୀ : ଯୁବପିଢିଙ୍କୁ ଆଜିକାଲି ସାମାଜିକ ଗଣମାଧ୍ୟମରେ ରିଲ୍ ସେୟାର କରିବା ନିଶା ଘାରିଛି । କିଛି ଲାଇକ୍ ପାଇବା ପାଇଁ ପିଲାମାନେ ନିଜ ଜୀବନକୁ ବାଜି ଲଗାଇବାକୁ ପଛାଉନାହାଁନ୍ତି । ଖାଲି ଛାତ୍ରଛାତ୍ରୀ ବା ଛୋଟ…
Read More...

ବିବାହର ପ୍ରତିଶ୍ରୁତି ଦେଇ ନାବାଳିକା ସହ ପ୍ରତାରଣା, ଥାନାରେ ମାମଲା

ପାଟଣା : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ହାତିବାରି ଗ୍ରାମର ଜଣେ ଯୁବତୀଙ୍କୁ ସେହି ଗ୍ରାମର ଚିତ୍ରସେନ ନାଏକ ନାମକ ଜଣେ ଯୁବକ ବିବାହର ପ୍ରତିଶ୍ରୁତି ଦେଇ ୪ ବର୍ଷ ତଳୁ ଶାରୀରିକ ସମ୍ପର୍କ ରଖିବା ପରେ ବିବାହ…
Read More...

ବାହୁଡା ଯାତ୍ରାରୁ ଫେରିବା ସମୟରେ ଅଟୋକୁ ଧକ୍କା ଦେଲା ଡାଲା ଅଟୋ, ୫ ଗୁରୁତର

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ମଲ୍ଲିପଶି ବାହୁଡା ଯାତ୍ରା ଦେଖି ଘରକୁ ଯିବାବେଳେ ଯାତ୍ରୀବାହୀ ଅଟୋକୁ ଧକ୍କା ଦେଲା ଡାଲା ଅଟୋ। ଏହି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ରୁଢ଼ିଆପଡ଼ା ନିକଟରେ। ଦୁର୍ଘଟଣାରେ…
Read More...

୨୧ରୁ ମାଟ୍ରିକ୍ ସପ୍ଲିମେଣ୍ଟାରୀ

କଟକ : ଆସନ୍ତା ୨୧ରୁ ୩୧ ପର୍ଯ୍ୟନ୍ତ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଅନୁଷ୍ଠିତ ହେବ । ଗୋଟିଏ ସିଟିଂରେ ଉଭୟ ରେଗୁଲାର ଓ ଏକ୍ସ-ରେଗୁଲାର ପିଲା ପରୀକ୍ଷା ଦେବେ । ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହୋଇ ୧୧ଟା…
Read More...

ଏହି ହେଲମେଟରେ ଅଛି ଅନେକ ଫିଚର, ଦାମ୍ ମାତ୍ର..

ନୂଆଦିଲ୍ଲୀ : ଷ୍ଟିଲବର୍ଡ SBA 8 BT ଏକ ଫ୍ଲିପ-ଅପ୍ ହେଲମେଟ୍ ଯାହା ଭାରତୀୟ ବଜାରରେ ଲୋକପ୍ରିୟ ହୋଇପାରିଛି । ଏହାକୁ ହାଇଟେକ୍ ହେଲମେଟ୍ ମଧ୍ୟ କୁହାଯାଏ କାରଣ ଏଥିରେ ଅନେକ ଫିଚର ଦିଆଯାଇଛି ଯାହା କେବଳ ଟ୍ରେଣ୍ଡି…
Read More...

ଭଙ୍ଗାଯିବନି ବଲ୍ଲେ ବଲ୍ଲେ ଢାବା

ଯାଜପୁର : ବହୁ ଚର୍ଚ୍ଚିତ ବଲ୍ଲେ ବଲ୍ଲେ ଢାବା ଭଙ୍ଗାଯିବନି । ବିବାଦୀୟ ବଲ୍ଲେ ବଲ୍ଲେ ଢାବା ଭଙ୍ଗାଯିବନି ବୋଲି ଧର୍ମଶାଳା ବିଡିଓ କହିଛନ୍ତି । ସରକାରୀ ଅର୍ଥରେ ନିର୍ମାଣ ହୋଇଥିବାରୁ ଏହାକୁ ଭାଙ୍ଗିବାର କୌଣସି…
Read More...

୫ ବର୍ଷର ଓ୍ବାରେଣ୍ଟି ସହିତ ଆସିଲା ଏହି ଇ-ସ୍କୁଟର, ଜାଣନ୍ତୁ ଦାମ୍ ଓ ଫିଚର୍..

ନୂଆଦିଲ୍ଲୀ : ଆଇଭୂମି ଜିଟ୍ ଏକ୍ସଜେଡଇର ନୂଆ ଭେରିଏଣ୍ଟ ନେଇଆସିଛି ଯେଉଁଥିରେ ୩ କେଡବ୍ଲୁଏଚ୍ ବ୍ୟାଟେରୀ ଲାଗିଛି । ଏହାକୁ ଥରେ ଚାର୍ଜ କଲେ ୧୭୦ କିଲୋମିଟର ଯାତ୍ରା କରିହେବ । ଏହି ଇଲେକ୍ଟ୍ରିକ୍ ସ୍କୁଟରର ଦାମ୍ ୯୯,୯୯୯…
Read More...

ଯୌତୁକ ପାଇଁ ନବବଧୂକୁ ହତ୍ୟା ଅଭିଯୋଗ

ଗୋପାଳପୁର : ଗୋଳନ୍ଥରା ଥାନା ଅଞ୍ଚଳରେ ନବବଧୂକୁ ହତ୍ୟା କରିଥିବା ନେଇ ସୋମବାର ରାତିରେ  ଥାନାରେ ଲିଖିତ ଅଭିଯୋଗ ହୋଇଛି । ଏ ନେଇ ପୁଲିସ ଏକ ଯୌତୁକ ଜନିତ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ମୃତକ …
Read More...

ବାପାକୁ ହତ୍ୟା କଲା ପୁଅ 

ଫୁଲବାଣୀ : କନ୍ଧମାଳ  ରାଇକିଆ ବ୍ଲକ ସୁଗୁଡ଼ାବାଡି ପଞ୍ଚାୟତ ସାନ ପେଟାମହା ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଉକ୍ତ ଗ୍ରାମର ହାଡ଼ିପା ପ୍ରଧାନ ଶୋଇଥିବା ସମୟରେ ତାଙ୍କ ସାନ ପୁଅ ରୁକେଶ ପ୍ରଧାନ ନିଶାଶକ୍ତ…
Read More...

ସିଂହଦ୍ବାରରେ ଲାଗିଲା ୩ ରଥ

ପୁରୀ: ଶ୍ରୀଜୀଉଙ୍କ ବାହୁଡା ଯାତ୍ରା ସୁରୁଖୁରରେ ସମ୍ପନ୍ନ ହୋଇଛି । ସିଂହଦ୍ବାର ସମ୍ମୁଖରେ ୩ ରଥକୁ ଭିଡି ଭିଡି ପହଞ୍ଚାଇଛନ୍ତି ଶ୍ରଦ୍ଧାଳୁ । ରଥାରୂଢ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇଁ ବଡଦାଣ୍ଡରେ ଲକ୍ଷ ଲକ୍ଷ…
Read More...

ଅଟ୍ଟାଳି ଜଗନ୍ନାଥଙ୍କ ବାହୁଡା ଯାତ୍ରା ସମ୍ପନ୍ନ

ଆଠଗଡ : ଆଠଗଡର ଆରାଧ୍ୟ ପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ନବଦିନାତ୍ମକ ଘୋଷଯାତ୍ରା ଶେଷ କରି ସୋମବାର ସ୍ୱମନ୍ଦିର ଅଭିମୁଖେ ବାହୁଡିଛନ୍ତି । ଅନୁକୂଳ ପାଗରେ ପ୍ରାୟ ୧୫ ହଜାର ଶ୍ରଦ୍ଧାଳୁଙ୍କ ସମାଗମ ମଧ୍ୟରେ ବାହୁଡା…
Read More...

ଭାଇ-ଭଉଣୀ ଝଗଡାକୁ ନେଇ ଭଉଣୀର ଆତ୍ମହତ୍ୟା

ଗୋପାଳପୁର : ଗୋଳନ୍ଥରା ଥାନା ଅନ୍ତର୍ଗତ ରାଳବ ଗ୍ରାମରେ  ଭାଇ ଭଉଣୀ ମଧ୍ୟରେ ଝଗଡାକୁ ନେଇ ଭଉଣୀ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି । ଭାଇ ଭଉଣୀ ମଧ୍ୟରେ ଝଗଡାକୁ ନେଇ ଭଉଣୀଜଣଙ୍କ କୀଟନାଶକ ପିଇ ଆତ୍ମହତ୍ୟା…
Read More...

ଏହି ଇଭି ଷ୍ଟାର୍ଟଅପ ସଂଗ୍ରହ କଲା ୨୦୦ କୋଟି, ଧୋନୀ ମଧ୍ୟ କଲେ ନିବେଶ

ନୂଆଦିଲ୍ଲୀ : ଘରୋଇ ଇଲେକ୍ଟ୍ରିକ୍ ଗାଡି ନିର୍ମାତା କମ୍ପାନୀ ବ୍ଲୁସ୍ମାର୍ଟ (Blusmart) ପୁଞ୍ଜି ସଂଗ୍ରହ କରିବାରେ ଲାଗିପଡିଛି । କମ୍ପାନୀ ପ୍ରାୟ ୨୦୦ କୋଟି ଟଙ୍କାର ରାଶି ଏକାଠି କରିଛି । ଅନେକ ବଡ ବ୍ୟବସାୟୀ ଏବଂ…
Read More...

ବିଦେଶରେ ବଢିଲା ଭାରତୀୟ କାର୍ ଓ ବାଇକର ଚାହିଦା

ନୂଆଦିଲ୍ଲୀ : ଭାରତରେ ହେଉଥିବା ଅଟୋମୋବାଇଲ ରପ୍ତାନୀରେ ଚଳିତ ଆର୍ଥିକ ବର୍ଷରେ ପ୍ରଥମ ତ୍ରୈମାସିକରେ ବାର୍ଷିକ ଆଧାରରେ ୧୫.୫% ବୃଦ୍ଧି ହୋଇଛି । ଏସଆଇଏଏମର ସୂଚନା ଅନୁସାରେ ସମସ୍ତ ଭେରିଏଣ୍ଟର ଗାଡିର ରପ୍ତାନୀ ବଢିଛି ।…
Read More...

ଅରବପତି ତାଲିକାରେ ସାମିଲ ହେଲେ ଜୋମାଟୋ ପ୍ରତିଷ୍ଠାତା ଦୀପିନ୍ଦର ଗୋୟଲ

ନୂଆଦିଲ୍ଲୀ : ଫୁଡ୍ ଡେଲିଭରୀ କମ୍ପାନୀ ଜୋମାଟୋର ପ୍ରତିଷ୍ଠାତା ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଦୀପିନ୍ଦର ଗୋୟଲ ଏବେ ଅରବପତି କ୍ଲବରେ ସାମିଲ ହୋଇଛନ୍ତି । ସୋମବାର ଜୋମାଟୋର ସେୟାରରେ ଆସିଥିବା ବୃଦ୍ଧି ପରେ…
Read More...

କେଦାରନାଥରୁ ୨୨୮ କେ.ଜି ସୁନା ଗାଏବ, ଶଙ୍କରାଚାର୍ଯ୍ୟଙ୍କ ଅଭିଯୋଗକୁ ନେଇ ବିବାଦ

ନୂଆଦିଲ୍ଲୀ : ଦିଲ୍ଲୀରେ କେଦାରନାଥ ମନ୍ଦିରର ଆଧାରଶିଳା ରଖିବାକୁ ନେଇ ବିବାଦ ଦେଖାଦେଇଛି । ଜ୍ୟୋତିର୍ମଠର ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ବରାନନ୍ଦ ରାଜଧାନୀରେ କେଦାରନାଥ ମନ୍ଦିର ନିର୍ମାଣକୁ ନେଇ କଡା ବିରୋଧ…
Read More...

ଜିଓ, ଏୟାରଟେଲର ହୋସ୍ ଉଡାଇଲା ବିଏସଏନଏଲ୍ ! ଉପଭୋକ୍ତାଙ୍କ ପାଇଁ ଆଣିଲା ଏମିତି ପ୍ଲାନ୍

ନୂଆଦିଲ୍ଲୀ : ଭାରତର ଟେଲିକମ୍ କମ୍ପାନୀ ବିଏସଏନଏଲ୍ ଖୁବ୍ ଶୀଘ୍ର ସାରା ଦେଶରେ ନିଜ ୪ଜି ସେବା ଆରମ୍ଭ କରିବ । ଏହି ଖବର ସାମାଜିକ ଗଣମାଧ୍ୟମରେ ବହୁତ ଚର୍ଚ୍ଚା ହେଉଛି । ଅନ୍ୟ ସମସ୍ତ ଘରୋଇ କମ୍ପାନୀମାନେ ନିଜ ପ୍ଲାନର…
Read More...

ଯାତ୍ରୀବାହୀ ବସକୁ ଧକ୍କା ଦେଲା ହାଇଡ୍ରା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ପାଟଣା : କେନ୍ଦୁଝର ଜିଲା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ରେଙ୍ଗାଳବେଡା ନିକଟରେ ଏକ ଯାତ୍ରୀବାହୀ ବସକୁ ପଛ ପଟୁ ହାଇଡ୍ରା ଧକ୍କା ଦେଇଥିଲା। ଦୁର୍ଘଟଣାରେ ବସରେ ଥିବା ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।…
Read More...

ଆୟୁଷ୍ମାନ ଯୋଜନା ନାଁରେ ଅର୍ଥ ଆଦାୟ କରୁଥିଲେ ମହିଳା, ଘେରିଲେ ଗ୍ରାମବାସୀ

ପାଟଣା : ସାହାରପଡା ବ୍ଲକ ଅନ୍ତର୍ଗତ ଉଦୟପୁର ଗ୍ରାମରେ ଶୁକ୍ରବାର ଜଣେ ଅଜଣା ମହିଳା ଆସି ଆୟୁଷ୍ମାନ ଯୋଜନାରେ ସାମିଲ କରିଦେବେ କହି ଘର ପିଛା ୫୦ ଟଙ୍କା ଲେଖାଏଁ ଆଦାୟ କରୁଥିବା ଦେଖି କିଛି ଲୋକ ତାଙ୍କୁ ଘେରିଥିଲେ । ସେ…
Read More...

ବାଲି ଚୋରା ଚାଲାଣବେଳେ ପୋଲ ତଳକୁ ଖସିଲା ହାଇୱା, ୨ ଗୁରୁତର

ପାଟଣା : କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳ ପୁରୁଣାପାଣି ବିରଳ ନଦୀ ପୋଲ ଉପରୁ ତଳକୁ ଏକ ବାଲି ବୋଝେଇ ହାଇୱା ଖସି ପଡିବା ଫଳରେ ଜଣେ  ନାବାଳକ ଚାଳକ ସହ ୨ ବ୍ୟକ୍ତି ଗୁରୁତର ହୋଇ ପ୍ରଥମେ ପାଟଣା ଗୋଷ୍ଠୀ…
Read More...

ଅଟୋ ସହ ୨୫ କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ, ଡ୍ରାଇଭର ଗିରଫ 

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ଅଞ୍ଚଳ ଏବେ ଗଞ୍ଜେଇ ମାଫିଆ ମାନଙ୍କ ଚରାଭୂଇଁ ପାଲଟିଥିବାବେଳେ ଏହି ଗଞ୍ଜେଇ ମାଫିଆଙ୍କୁ ଧରିବା ପାଇଁ ପୁଲିସ ମଧ୍ୟ ସଜାଗ ରହିଛି । ଗୋଟେ ପରେ ଗୋଟେ ଗଞ୍ଜେଇ ମାଫିଆ ଗିରଫ ହେବା…
Read More...

BSKYରୁ ବାଦ୍ ପଡିଲା ‘ତ୍ରିଶା’ ହସ୍ପିଟାଲ୍

ଭୁବନେଶ୍ବର : ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ଥିବା ହସ୍ପିଟାଲ ତାଲିକାରୁ ବାଦ୍ ପଡିଲା ତ୍ରିଶା ନର୍ସିଂହୋମ୍ । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ତ୍ରିଶା ହସ୍ପିଟାଲକୁ ତାଲିକାରୁ ନିଲମ୍ବିତ…
Read More...

ଗ୍ରାହକଙ୍କ ପାଇଁ ଏମିିତି ସୁବିଧା ଆଣିଲା କମ୍ପାନୀ, ଆଜି ହିଁ ନିଅନ୍ତୁ ଏହି ଇଲେକ୍ଟ୍ରିକ୍ ବାଇକ୍

ନୂଆଦିଲ୍ଲୀ : ଇଲେକ୍ଟ୍ରିକ୍ ଦୁଇଚକିଆ ଯାନ ନିର୍ମାତା କମ୍ପାନୀ ରିଭୋଲ୍ଟ ନିଜ ବିକ୍ରି ବଢାଇବା ପାଇଁ ଗ୍ରାହକଙ୍କୁ ଏକ ନୂଆ ଅଫର ଦେଉଛି । ଏଥିରେ କମ୍ପାନୀ ଅନେକ ନୂଆ ଫାଇନାନ୍ସ ସ୍କିମ୍ ନେଇଆସିଛି । ଏହି ସ୍କିମ୍…
Read More...

ସିଆରପିଏଫ୍ ଯବାନଙ୍କ ଉପରେ ଆକ୍ରମଣ, ଜଣେ ସହିଦ

ନୂଆଦିଲ୍ଲୀ : ମଣିପୁରର ଜିରିବାମରେ ସିଆରପିଏଫ୍ ଓ ପୁଲିସ ଉପରକୁ ଅଚାନକ ଆକ୍ରମଣ ଫଳରେ ଜଣେ ଯବାନ ସହିଦ ହୋଇଛନ୍ତି । ୧୪ ଜୁଲାଇରେ ଏହି ଆକ୍ରମଣ ଯୋଜନାବଦ୍ଧ ଭାବେ ହୋଇଥିବା ଅନୁମାନ କରାଯାଉଛି । ସିଆରପିଏଫ୍ ଓ ରାଜ୍ୟ…
Read More...

ଆପଣ ବି କରିପାରିବେ କାରକୁ ବୁଲେଟପ୍ରୁଫ୍, ଜାଣନ୍ତୁ..

ନୂଆଦିଲ୍ଲୀ : ରାଜନେତାଙ୍କଠୁ ଆରମ୍ଭ କରି ବଡ ବ୍ୟବସାୟୀ ଏବଂ ସେଲିବ୍ରିଟିମାନେ ଆଜିକାଲି ନିଜ ସୁରକ୍ଷା ପାଇଁ ବୁଲେଟପ୍ରୁଫ୍ କାର୍ ବ୍ୟବହାର କରୁଛନ୍ତି । ତେବେ ଏଥିପାଇଁ ଅଧିକ ଖର୍ଚ୍ଚ ମଧ୍ୟ କରିବାକୁ ପଡିଥାଏ । ଆପଣଙ୍କ…
Read More...

ଚାବିରେ ଖୋଲିଲାନି, ଭଙ୍ଗାଗଲା ଭିତର ରତ୍ନ ଭଣ୍ଡାର ତାଲା

ପୁରୀ : ଭାଙ୍ଗିଲା ଶ୍ରୀମନ୍ଦିର ଭିତର ରତ୍ନ ଭଣ୍ଡାର ତାଲା । ରବିବାର ୧୧ ଜଣିଆ ଟିମ୍ ନିର୍ଦ୍ଧାରିତ ସମୟ ଦିନ ୧ଟା ୨୮ ମିନିଟରେ ରତ୍ନ ଭଣ୍ଡାର ଭିତରକୁ ଯାଇଥିଲେ । ବାହାର ତାଲା ଖୋଲାଯାଇ ଟିମ୍ ଭିତରକୁ ଯାଇଥିଲା । ତେବେ…
Read More...

ଟ୍ରମ୍ପଙ୍କ ଉପରକୁ ଆକ୍ରମଣ ପରେ ଏମିତି କହିଲେ ଏଲନ ମସ୍କ

ନୂଆଦିଲ୍ଲୀ : ଅରବପତି ଏଲନ ମସ୍କ କହିଛନ୍ତି, ଗତ ୮ ମାସରେ ତାଙ୍କ ଉପରକୁ ୨ ଥର ହତ୍ୟା ଉଦ୍ୟମ କରାଯାଇଛି । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରକୁ ମରଣାନ୍ତକ ଆକ୍ରମଣ ପରେ ଏଲନ ଏମିତି ବୟାନ…
Read More...

ଆସାମରେ ମିଳିଲା ‘ହ୍ୟାରି ପୋଟର’ର ସାପ

ନୂଆଦିଲ୍ଲୀ : ଆସାମର କାଜିରଙ୍ଗା ଜାତୀୟ ଉଦ୍ୟାନରେ ସାଲାଜାର ପିଟ୍ ଭାଇପର ମିଳିଛି । ଯାହାକୁ ହଲିଉଡ ଫିଲ୍ମ ହ୍ୟାରି ପୋଟରରେ ଦେଖିବାକୁ ମିଳିଥିଲା । ତେବେ ସେଥିରେ ଏହାର ନାଁ ସାଲାଜାର ସ୍ଲିଥେରିନ୍ ଥିଲା । ପିଟ୍…
Read More...

ପ୍ରଥମ ଥର ନଜର ଆସିଲା ଚନ୍ଦ୍ରର ଏମିତି ରୂପ

ନୂଆଦିଲ୍ଲୀ : ନ୍ୟାସନାଲ୍ ଏରୋନୋଟିକ୍ସ ଏଣ୍ଡ୍ ସ୍ପେଶ୍ ଆଡମିନିଷ୍ଟ୍ରେସନ(ନାସା) ତରଫରୁ ସେୟାର କରାଯାଉଥିବା ବ୍ରହ୍ମାଣ୍ଡର ଫଟୋ ସମସ୍ତଙ୍କୁ ଚକିତ କରିଥାଏ । ଏଥର ମଧ୍ୟ ନାସା ଚନ୍ଦ୍ରର ଏକ ଫଟୋ ସେୟାର କରିଛି ଯାହା…
Read More...

୮ ବର୍ଷରେ ପ୍ରାଣ ହରାଇଲେଣି ସାତ ହଜାର

ଭୁବନେଶ୍ବର : ବର୍ଷା ଋତୁରେ ରାଜ୍ୟରେ ସାପ କାମୁଡା ଭୟ ବଢିଛି। ରାଜ୍ୟରେ ପ୍ରତିବର୍ଷ ସାପ କାମୁଡା ଦ୍ବାରା ପ୍ରାୟ ୧୦୦୦ରୁ ଅଧିକ ଜୀବନ ଯାଉଛି। ୨୦୧୫-୧୬ରୁ ୨୦୨୨-୨୩ ମଧ୍ୟରେ ସାପକାମୁଡାରେ ୭,୧୨୫ ପ୍ରାଣ ହରାଇଛନ୍ତି।…
Read More...

ଭାରତରେ ଆତ୍ମହତ୍ୟା ଘଟଣା ବିଶ୍ବରେ ସର୍ବାଧିକ

ନୂଆଦିଲ୍ଲୀ : ବିଶ୍ବର ଅନ୍ୟ ରାଷ୍ଟ୍ର ତୁଳନାରେ ଭାରତରେ ଆତ୍ମହତ୍ୟା ଘଟଣା ସବୁଠାରୁ ଅଧିକ ବୋଲି ଜଣାପଡିଛି। ଏନ୍‌ସିଆରବି (ନ୍ୟାସନାଲ କ୍ରାଇମ ରେକର୍ଡସ ବ୍ୟୁରୋ) ରିପୋର୍ଟ ମୁତାବକ ୨୦୨୨ରେ ଭାରତରେ ୧.୭୧ ଲକ୍ଷ ଲୋକ…
Read More...

ଜାପାନରେ ଦିନକୁ ଥରେ ହସିବା ବାଧ୍ୟତାମୂଳକ

ଟୋକିଓ : ଜାପାନ ସରକାର ଦେଶବାସୀ ଦିନକୁ ଥରେ ଜୋର୍‌ରେ ହସିବା ବାଧ୍ୟତାମୂଳକ କରିଛନ୍ତି। ଶାରୀରିକ ଏବଂ ମନସ୍ତାତ୍ତ୍ବିକ ସ୍ବାସ୍ଥ୍ୟରେ ଉନ୍ନତି ଆଣିବା ଲକ୍ଷ୍ୟରେ ଏଭଳି ପଦକ୍ଷେପ ନିଆଯାଇଛି। ଜାପାନର ୟାମାଗାତା ଅଞ୍ଚଳରେ…
Read More...

ଇସ୍ରାଏଲ ଆକ୍ରମଣରେ ହମାସ୍‌କୁ ଶକ୍ତ ଧକ୍କା, ୧୫୦ ଆତଙ୍କବାଦୀ ମୃତ

ଜେରୁଜେଲମ୍‌ : ଇସ୍ରାଏଲ ସୈନ୍ୟମାନେ ଗାଜାରେ ହମାସ୍‌ ଆତଙ୍କବାଦୀ ଗୋଷ୍ଠୀର ୬ କିଲୋମିଟର ଦୀର୍ଘ ୮ଟି ଗୁପ୍ତ ସୁଡଙ୍ଗକୁ ଧ୍ବଂସ କରିଦେବା ସହିତ ସେମାନଙ୍କ ଆକ୍ରମଣରେ ହମାସ୍‌ ଓ ଅନ୍ୟ ଆତଙ୍କବାଦୀ ଗୋଷ୍ଠୀ ୧୫୦ରୁ ଅଧିକ…
Read More...

ନେପାଳରେ ଭାସିଗଲା ୨ଟି ବସ୍, ୬୩ ନିଖୋଜ

କାଠମାଣ୍ଡୁ : ନେପାଳର ପୋଖଡାରେ ଶୁକ୍ରବାର ହୋଇଥିବା ଏକ ଭୂସ୍ଖଳନରେ ୨ଟି ଯାତ୍ରୀବାହୀ ବସ୍ ଭାସିଯାଇଛି । ନାରାୟଣଘାଟ-ମୁଗଲିଂ ସଡକ ଖଣ୍ଡର ସିମଲତାଲରେ ଏହି ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ ୨ଟି ବସରେ ସମୁଦାୟ ୬୬…
Read More...

ଭାରତରୁ ୟୁରୋପକୁ ଡିଜେଲ ରପ୍ତାନି ୪ଗୁଣ ବୃଦ୍ଧି

ନୂଆଦିଲ୍ଲୀ : ଭାରତରୁ ୟୁରୋପକୁ ଡିଜେଲ ରପ୍ତାନି ପରିମାଣ ଜୁନ୍‌ରେ ୪ଗୁଣ ବଢ଼ିଛି। ଜୁନ୍‌ରେ ଭାରତୀୟ ତୈଳ ବିଷୋଧନକାରୀ ପ୍ରତିଦିନ ୟୁରୋପକୁ ୧୧୯,୪୦୦ ବ୍ୟାରେଲ ଡିଜେଲ ରପ୍ତାନି କରିଛନ୍ତି। ଅନ୍ୟପକ୍ଷରେ ମେ’ରେ…
Read More...

ସଡକ ଦୁର୍ଘଟଣାରେ ଯୁବକ ମୃତ

ଦଶପଲ୍ଲା : ଭୋଜି ଖାଇ ଫେରିବାବେଳେ ମର୍ମନ୍ତୁଦ ଦୁର୍ଘଟଣାରେ ଜଣେ ମୃତ । ମଧ୍ୟଖଣ୍ଡ ଗାଁରୁ ଭୋଜିଖାଇ ୨ଜଣ ଯୁବକ ବାଇକରେ ଖମାରସାହି ଫେରିବା ସମୟରେ  ଏକ ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ…
Read More...

ପାନୀୟଯୋଗ୍ୟ ରହିବ ନାହିଁ ଭୂତଳ ଜଳ !

ନୂଆଦିଲ୍ଲୀ : ଭୂତଳ ଜଳ ଉପରେ ଆଗାମୀଦିନରେ ବିପଦ ସୃଷ୍ଟି ହେବାକୁ ଯାଉଛି। ଚଳିତ ଶତାବ୍ଦୀ ଶେଷ ସୁଦ୍ଧା ବିଶ୍ବର ଅନେକ ଅଞ୍ଚଳରେ ଭୂତଳ ଜଳ ପାନୀୟଯୋଗ୍ୟ ରହିବ ନାହିଁ ବୋଲି ଚାର୍ଲସ ଡାରୱିନ୍‌ ଓ ନ୍ୟୁକାଷ୍ଟଲ…
Read More...

ଆସାମରେ ବନ୍ୟାସ୍ଥିତି ଉତ୍କଟ: ଉଦ୍ଧାର ପାଇଁ ୩୩ ବୋଟ୍

ନୂଆଦିଲ୍ଲୀ : ଆସାମରେ ବନ୍ୟାସ୍ଥିତି ଉତ୍କଟ ହେବାରେ ଲାଗିଛି । ୨୫ ଜିଲାରେ ୧୪ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଅନ୍ୟପଟେ କାଜିରଙ୍ଗା ନ୍ୟାସନାଲ୍ ପାର୍କରେ ୧୭୪ ବନ୍ୟପ୍ରାଣୀଙ୍କ ମୃତ୍ୟୁ ଖବର ସାମ୍ନାକୁ…
Read More...

ଶୁକ୍ରବାର ରାଶିଫଳ: କାର୍ଯ୍ୟରେ ସଫଳତା ସହ ପ୍ରଶଂସାର ପାତ୍ର ହେବେ, ଏହି ରାଶିର ଲୋକଙ୍କର ଶୁଭ

ମେଷ- ସ୍ବୟଂସିଦ୍ଧ ହେବେ। କର୍ମକ୍ଷେତ୍ରରୁ ଅର୍ଥାଗମ ହେବ। ସରକାରଙ୍କ ତରଫରୁ ଧନ ପ୍ରାପ୍ତିର ସୂଚନା ମିଳୁଛି। ଗୃହ ପରିବେଶ ଉତ୍ତମମାନର ହେବ। ଉତ୍ତମ ଗୁଣର ଆଧାର ହେବେ। ବିବାଦରେ ବିଜୟୀ ହେବେ। ବୃଷ- ଭଲ ରୋଜଗାର…
Read More...

ବିଷାକ୍ତ ଛତୁ ଖାଇ ୪ ଅସୁସ୍ଥ

ନାକଟିଦେଉଳ : ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ କିସିଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଧଳପୁର ଗ୍ରାମରେ ବିଷାକ୍ତ ଛତୁ ଖାଇ ଗୁରୁବାର ଗୋଟିଏ ପରିବାରର ୪ ଜଣ ଅସୁସ୍ଥ ହୋଇଥିବାବେଳେ ସେଥି ମଧ୍ୟରୁ ୨ ଗୁରୁତର ହୋଇ…
Read More...

ସାପ କାମୁଡାରେ ନାବାଳକ ମୃତ

ଗୋପାଳପୁର : ଗୋପାଳପୁର ଥାନା ଅନ୍ତର୍ଗତ ଭାବି ନାରାୟଣପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ନାବାଳକର ମୃତ୍ୟୁ ହୋଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି । ସୂଚନା ପ୍ରକାରେ ଭାବି ନାରାୟଣପୁର ଗ୍ରାମର ବି.…
Read More...

ଫାଷ୍ଟ୍ୟାଗ, ଫୋନ୍ ବିଲ୍ ସବୁ କିଛି ପେମେଣ୍ଟ କରିବା ହେଲା ସହଜ

ନୂଆଦିଲ୍ଲୀ : ଫ୍ଲିପକାର୍ଟ ଏବେ କେବଳ ଅନଲାଇନ୍ ସପିଂ ପ୍ଲାଟଫର୍ମ ହୋଇ ରହିନି । ଏବେ ଆପଣ ଫ୍ଲିପକାର୍ଟ ଆପରେ ଅନେକ ବିଲ୍ ପୈଠ କରିବା ସହ ରିଚାର୍ଜ ମଧ୍ୟ କରିପାରିବେ । ପୂର୍ବରୁ ଆପଣ ବିଜୁଳି ବିଲ୍ ଏବଂ ମୋବାଇଲ…
Read More...

ମହାପ୍ରଭୁ ବଳଭଦ୍ର ପଡିବା ଘଟଣା, ଥାନାରେ ଏତଲା

ଭୁବନେଶ୍ବର :  ଆଡପ ମଣ୍ଡପ ବିଜେ ସମୟରେ ମହାପ୍ରଭୁ ବଳଭଦ୍ର ପଡିଯିବା ଘଟଣାରେ ଶ୍ରୀମନ୍ଦିର ପ୍ରଶାସକ ଭି.ଭି. ଯାଦବଙ୍କ ନାଁରେ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି। ଭୁବନେଶ୍ୱର ବାର ଆସୋସିଏସନର ଆଇନଜୀବୀ ଏହି ଏତଲା…
Read More...

ବଜାଜର ସିଏନଜି ବାଇକ ପରେ ପ୍ରଥମ ସିଏନଜି ସ୍କୁଟର ଆଣିବ ଟିଭିଏସ୍

ନୂଆଦିଲ୍ଲୀ : ବଜାଜ ବିଶ୍ବର ପ୍ରଥମ ସିଏନଜି ମୋଟରସାଇକେଲ ଫ୍ରିଡମ୍ ୧୨୫ ବଜାରକୁ ଆଣିବା ପରେ ଏବେ ଟିଭିଏସ୍ ମଧ୍ୟ ଏହି ତାଲିକାରେ ସାମିଲ ହେବା ପାଇଁ ଲାଗିପଡିଛି । କମ୍ପାନୀ ଏବେ ସିଏନଜି ପ୍ରଯୁକ୍ତିବିଦ୍ୟା ସହିତ ଏହାର…
Read More...

ରାଜ୍ୟରେ ଚିନ୍ତା ବଢାଇଛି ଡେଙ୍ଗୁ, ୪୮୮ ପଜିଟିଭ୍

ଭୁବନେଶ୍ବର : ରାଜ୍ୟରେ ଚିନ୍ତା ବଢାଇଛି ଡେଙ୍ଗୁ । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଆଜି ସୁଦ୍ଧା ୪୮୮ ଜଣ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୩୦ ଜଣ ପଜିଟିଭ…
Read More...

ଫ୍ଲିପକାର୍ଟ ସେଲ୍: ଅଧା ଦାମରେ ମିଳିବ ମୋବାଇଲ, ଟିଭି ସବୁକିଛି..

ନୂଆଦିଲ୍ଲୀ : ଫ୍ଲିପକାର୍ଟର ଗ୍ରେଟ୍ ଅଫ୍ ଅଲ୍ ଟାଇମ୍ ସେଲ୍ ଆସୁଛି । ଏହି ସେଲ୍ ସମୟରେ ୟୁଜର୍ ଅନେକ ଦମଦାର ଡିଲ୍, ଅଫର୍ ଓ ରିହାତିର ଫାଇଦା ଉଠାଇପାରିବେ । ଏହା ସହିତ ଏହି ସମୟରେ ଗ୍ରାହକ ପ୍ରାୟ ସମସ୍ତ ସାମଗ୍ରୀକୁ…
Read More...