www.samajalive.in
Sunday, December 14, 2025
23.1 C
Bhubaneswar

୯ ବର୍ଷ ଧରି ବାବାଙ୍କ ମୁଣ୍ଡରେ ବସିଛି ପାରା

ନୂଆଦିଲ୍ଲୀ : ପ୍ରୟାରଗାଜରେ ହେଉଥିବା ମହାକୁମ୍ଭ ମେଳାରେ ଅନେକ ସାଧୁଙ୍କ ଫଟୋ ଓ ଭିଡିଓ ଭାଇରାଲ ହେଉଛି । ଏବେ ଏମିତି ଜଣେ ସାଧୁଙ୍କ ଫଟୋ ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଚକିତ କରୁଛି । ସମସ୍ତେ ତାଙ୍କୁ ‘କବୁତର ବାବା’ ବୋଲି କହୁଛନ୍ତି । ତାଙ୍କ ମୁଣ୍ଡ ଉପରେ ଏକ ପାରା ୯ ବର୍ଷ ଧରି ବସିରହିଛି । ତାଙ୍କ ପାଇଁ ପାରା ପ୍ରେମର ପ୍ରତୀକ ବୋଲି ବାବା କୁହନ୍ତି ।

ବାବା କୁହନ୍ତି କି ଜୀବିତ ପ୍ରାଣୀଙ୍କ ସେବା କରିବା ସବୁଠାରୁ ବଡ କର୍ତ୍ତବ୍ୟ । ସମସ୍ତ ପ୍ରାଣୀଙ୍କ ପ୍ରତି ଦୟା ଓ ସେବା ମନୋଭାବ ଦେଖାଇବା ମଣିଷମାନଙ୍କ ଦାୟିତ୍ବ ବୋଲି ସେ କୁହନ୍ତି । ମହାକୁମ୍ଭରେ ପ୍ରତିଦିନ ଆସାଧାରଣ ସାଧୁ ସନ୍ୟାସୀଙ୍କ ଫଟୋ ବା ଭିଡିଓ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳୁଛି । କିଛି ଦିନ ତଳେ ଅଭୟ ସିଂହ ଓରଫ ଆଇଆଇଟି ବାବାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିଲା ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories