ଓଡ଼ିଶା ନାଳରେ ବର୍ଜ୍ୟ ଜଳ ଛାଡ଼ୁଛି ଲରା: ଆନ୍ଦୋଳନ ଚେତାବନୀ

ଲଖନପୁର/କନକତୋରା : ଲଖନପୁର ବ୍ଲକ ସୀମାନ୍ତରେ ଥିବା ଛତିଶଗଡ଼ ଲରାସ୍ଥିତ ଏନଟିପିସି ପ୍ରକଳ୍ପ ପାଉଁଶ ପୋଖରୀର ସମସ୍ତ ପାଣିକୁ ଓଡ଼ିଶାର ନାଳରେ ଛାଡ଼ି ଦେଉଥିବା ସଂଗୀନ ଅଭିଯୋଗ ହୋଇଛି । ସୂଚନାରୁ ପ୍ରକାଶ ଯେ, ସୋମବାର…
Read More...

ଧିରେ ଧିରେ ଅସୁରକ୍ଷିତ ପ୍ରତୀତ ହେଉଛି ଶିକ୍ଷାନଗରୀ ବୁର୍ଲା ସହର : ଅପରାଧିକ ତତ୍ୱଙ୍କ ଉପରେ ଅଙ୍କୁଶ କଷିବାକୁ ଫେଲ…

ବୁର୍ଲା : ଶିକ୍ଷାନଗରୀ ବୁର୍ଲା ସହରର ଶାନ୍ତ ପରିବେଷ ମଧ୍ୟରେ ଅପରାଧିକ ତତ୍ୱଙ୍କ ଦୌରାତ୍ମ୍ୟ ସହରକୁ ଅସୁରକ୍ଷିତ କରି ରଖିଛି। ଅପରାଧିଙ୍କ ଉପରେ ଅଙ୍କୁଶ କଷିବାକୁ ଫେଲ ମାରୁଛି ପୁଲିସ। ଅପରାଧି ନିଶାଶକ୍ତ ଅବସ୍ଥାରେ…
Read More...

ମିସ୍‌ ଇଣ୍ଡିଆ ପ୍ରତିଯୋଗିତାରେ ବଲାଙ୍ଗିର ଝିଅ ଶୁଭଶ୍ରୀ

ବଲାଙ୍ଗିର : ଫେମିନା ମିସ୍‌ ଇଣ୍ଡିଆ ତରଫରୁ ଅନୁଷ୍ଠିତ ହେବାକୁ ଥିବା ମିସ୍‌ ଇ‌ଣ୍ଡିଆ ପ୍ରତିଯୋଗିତାରେ ଓଡିଶାର ଟପ୍‌ ୫ ପ୍ରତିଯୋଗୀ ମାନଙ୍କ ମଧ୍ୟରୁ ବଲାଙ୍ଗିରର ଝିଅ ଶୁଭଶ୍ରୀ ରାୟଗୁରୁ ମନୋନୀତ…
Read More...

ଦିଲ୍ଲୀରେ ପ୍ରାଣଘାତୀ କରୋନା: ପ୍ରତି ଘଣ୍ଟାରେ ନେଉଛି ୫ ମୁଣ୍ଡ

ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣି ଭୟଙ୍କର ରୂପ ନେଉଛି କରୋନା । ଗତ ୨୪ ଘଣ୍ଟା ମଧ୍ୟରେ ଦିଳ୍ଲୀରେ ୧୨୧ ଜଣଙ୍କ ମୃତ୍ୟୁ ଘଟିଛି । ହାରାହାରି ଦେଖିଲେ ପ୍ରତି ଘଣ୍ଟାରେ ଦିଲ୍ଲୀରେ କରୋନା ୫ ଜଣଙ୍କ ମୁଣ୍ଡ ନେଉଛି । ଗତ ୨୪…
Read More...

୪୦ ନିୟୁତ କୋଭିଡ଼ ଟିକା ପ୍ରସ୍ତୁତ, ଆର ମାସରେ ଆଉ ୬୦ ନିୟୁତ ଡ଼ୋଜ: ସୂଚନା ଦେଲେ ସେରମ ମୁଖ୍ୟ ଆଦର ପୁନାୱାଲା

ନୂଆଦିଲ୍ଲୀ: ଜାନୁଆରୀ ସୁଦ୍ଧା କୋଭିଡ଼ ଟୀକା କୋଭିସିଲ୍ଡ଼ର ୧୦୦ ନିୟୁତ ଡ଼ୋଜ ପ୍ରସ୍ତୁତ ହୋଇପାରିବ । ପ୍ରତି ଟିକାର ମୂଲ୍ୟ ପ୍ରାୟ ୧ ହଜାର ଟଙ୍କା ମଧ୍ୟରେ ରହିବ ଏବଂ ସରକାର ପ୍ରତି ଟିକାକୁ ୨୫୦ ଟଙ୍କା ଦରରେ କ୍ରୟ…
Read More...

ଠିକା କର୍ମଚାରୀଙ୍କ ହାତରେ ବୁର୍ଲା ମୁଖ୍ୟବନ୍ଧ ରକ୍ଷଣାବେକ୍ଷଣ; ଘରୋଇ ସଂସ୍ଥାକୁ ୧.୯ କୋଟି ଟଙ୍କାର ଠିକା

ବୁର୍ଲା: ଅନିୟମିତତା ଅଭିଯୋଗ ବୁର୍ଲା ମୁଖ୍ୟବନ୍ଧ ବିଭାଗର ପିଛା ଛାଡ଼ୁନାହିଁ ।   ଠିକାଦାରଙ୍କୁ ପୋଷିବା ନୀତିରେ ମୁଖ୍ୟବନ୍ଧ କର୍ତୃପକ୍ଷ ସବୁବେଳେ ଆଗରେ ଥିବା ଅଭିଯୋଗ ହେଉଛି । ପୂର୍ବରୁ ମାତ୍ର ହାତଗଣତି ଯନ୍ତ୍ରୀ…
Read More...

କର୍ମଚାରୀଙ୍କୁ ମିଳୁନି ବକେୟା ଅର୍ଥ : ଆତ୍ମାହୂତି ଚେତାବନୀ

ବାଲିପାଟଣା : ଲୋକଙ୍କୁ ଠିକ୍‌ ସମୟରେ ସରକାରୀ ସେବା ମିଳିବ ବୋଲି ସରକାର ବିଭିନ୍ନ ବିଭାଗରେ ୫ଟି କାର୍ୟ୍ୟକ୍ରମ ଲାଗୁ କରିଛନ୍ତି। ଯେଉଁ ସରକାରୀ ଅଧିକାରୀମାନେ ସେବାରେ ଅବହେଳା କରିବେ ସେମାନଙ୍କ ବିରୋଧରେ କଡ଼ା…
Read More...

ନବରଙ୍ଗପୁର ଥାନାର ସଫଳତା : ୧୦ଟି ଚୋରୀ ବାଇକ ଜବତ, ଜଣେ ଗିରଫ

ନବରଙ୍ଗପୁର : ନବରଙ୍ଗପୁର ଥାନା ପକ୍ଷରୁ ୧୦ଟି ବାଇକ ଚୋରୀ ଜବତ କରିଥିବାବେଳେ ଜଣକୁ ଗିରଫ କରାଯାଇଛି।ଏକ ସସ୍ତାହ ପୂର୍ବରୁ ଗୋଟିଏ ବାଇକ ସ୍ଥାନୀୟ ନରସଂହ ଲଜ୍‍ ସମ୍ମୁଖରୁ ଚୋରୀ ହେବା ପରେ ପୁଲିସ ଏହି ଲଜ୍‍ର ସିସି…
Read More...

ଶିକ୍ଷାର ଘରୋଇକରଣ ପ୍ରତିବାଦରେ ଏଆଇଡିଏସଓ ପକ୍ଷରୁ ବିକ୍ଷୋଭ 

କେନ୍ଦୁଝରଗଡ଼: ରାଜ୍ୟ ସରକାର ଶିକ୍ଷାର ଘରୋଇକରଣ ଲକ୍ଷ୍ୟରେ ରାଜ୍ୟର ୧୪୩୩୯ଟି ସରକାରୀ ବିଦ୍ୟାଳୟ ଓ ୧୪ଟି ବିଇଡି ତାଲିମ ଅନୁଷ୍ଠାନକୁ ବନ୍ଦ ଘୋଷଣା ନିଷ୍ପତ୍ତି ପ୍ରତିବାଦରେ ଅଲ ଇଣ୍ଡିଆ ଡେମୋକ୍ରାଟିକ୍‍ ଷ୍ଟୁଡେଣ୍ଟ…
Read More...

ଶିଳାନ୍ୟାସକୁ ୯ବର୍ଷ ପୂରିଲା,କାର୍ଯ୍ୟକ୍ଷମ ହୋଇପାରିଲାନି ଜିଲା ସଂସ୍କୃତି ଭବନ

କେନ୍ଦୁଝରଗଡ଼ : କେନ୍ଦୁଝର ସହର ଉପକଣ୍ଠ ମଣ୍ଡୁଆ ଠାରେ ଜିଲା ସଂସ୍କୃତି ଭବନ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୯ ଡିସେମ୍ବର ୨୦୧୧ରେ ଶିଳାନ୍ୟାସ କରିଥିଲେ। ଶିଳାନ୍ୟାସର ୯ବର୍ଷ ବିତି ଯାଇଥିଲେ ହେଁ…
Read More...

ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ : ଧର୍ମେନ୍ଦ୍ର…

ନୂଆଦିଲ୍ଲୀ : ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା ତଥା ଡିବିଟି…
Read More...

ଦୁଇ ବଳାତ୍କାର ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ; ପୀଡ଼ିତାଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦେଶ

କେନ୍ଦୁଝରଗଡ଼ : ଏକ  ନାବାଳିକା ଗଣଦୁଷ୍କର୍ମ ମାମଲାରେ ଅତିରିକ୍ତ ଜିଲା ଓ ଦୌରାଜଜ୍‍ ତଥା ସ୍ୱତନ୍ତ୍ର ବିଚାରପତି କେନ୍ଦୁଝର ଲୋକନାଥ ସାହୁ ୨ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ସେମାନଙ୍କୁ ଆଜୀବନ ଜେଲ୍…
Read More...

ଦିଲ୍ଲୀ ସମେତ ୪ ରାଜ୍ୟରୁ ଆସୁଥିବା ଲୋକଙ୍କୁ ମହାରାଷ୍ଟ୍ରରେ ପ୍ରବେଶ ନିଷେଧ, ନେଗେଟିଭ୍‌ ରିପୋର୍ଟ ଦେଖାଇଲେ ମିଳିବ…

ମୁମ୍ବଇ : ମହାମାରୀ କୋରୋନା ସଂକ୍ରମଣ ମାମଲାର ବୃଦ୍ଧି ଏବଂ କରୋନାର ଦ୍ବିତୀୟ ଲହରକୁ ନଜରରେ ରଖି ସୋମବାର ମହାରାଷ୍ଟ୍ର ସରକାର ଏକ ପ୍ରମୁଖ ନିଷ୍ପତ୍ତି ନେଇଛନ୍ତି। କରୋନା ମାମଲାରେ ବୃଦ୍ଧି ନଜରରେ ରଖି ରାଜ୍ୟ ବାହାରୁ…
Read More...

ରିଲାଏନ୍ସ ରିଟେଲ୍‌ର ‘ଭୋକାଲ୍‍ ଫର ଲୋକାଲ’ ଅଭିଯାନରେ ୩୦ ହଜାର ହସ୍ତଶିଳ୍ପ କାରିଗର ଓ ୪୦ ହଜାରରୁ ଊର୍ଦ୍ଧ୍ୱ କାରିଗରି…

ଭୁବନେଶ୍ୱର : ସ୍ଥାନୀୟ ସ୍ତରରେ ପ୍ରସ୍ତୁତ ହସ୍ତଶିଳ୍ପ ଓ କାରିଗରି ଉତ୍ପାଦଗୁଡିକୁ ଦୃଢ ଭାବରେ ଉପସ୍ଥାପନ କରିବାକୁ ଯାଇ ରିଲାଏନ୍ସ ରିଟେଲ ଚଳିତ ପାର୍ବଣ ଋତୁରେ ତାହାର ଗ୍ରାହକଙ୍କ ପାଇଁ ୫୦ରୁ ଊର୍ଦ୍ଧ୍ୱ ଜିଆଇ…
Read More...

ପକ୍ଷାଘାତ ରୋଗୀଙ୍କୁ ବି.ଡି.ଓଙ୍କ ସହାୟତା

ହରଭଙ୍ଗା: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ବନ୍ଧାପଥର ପଞ୍ଚାୟତ ଅର୍ନ୍ତଗତ ଗୁଡପଡା ଗ୍ରାମର ଅସହାୟ ପକ୍ଷପାତ ରୋଗୀ ହିମାଂଶୁ ବେହେରାଙ୍କୁ ରେଡକ୍ରସ ପାଣ୍ଠିରୁ ୧୦ହଜାର ଟଙ୍କା ଚିକିତ୍ସା ସହାୟତା ରାଶି ସୋମବାର ବି.ଡି,ଓ…
Read More...

ଝାରସୁଗୁଡ଼ାରେ ୧୧୯ ତମ ଜୟନ୍ତୀ ସମାରୋହ, ଓଡ଼ିଶାର ବିକାଶ ପାଇଁ ନବକୃଷ୍ଣ ଚୌଧୁରୀ ସଶକ୍ତ ଭିତ୍ତିସ୍ଥାପନ କରିଥିଲେ

ଝାରସୁଗୁଡ଼ା: ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଜମିଦାର ବଂଶଜ ଓ ମୁଖ୍ୟମନ୍ତ୍ରୀ ଥାଇ ମଧ୍ୟ ଗରିବ ଥିଲେ । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ପୋଷାକପତ୍ର ଧରି ଚାଲି ଚାଲି ନିଜ ଆବାସକୁ। ହେଲେ ସରଳ…
Read More...

ରାଏମନ ଫାଉଣ୍ଡେସନ ପକ୍ଷରୁ କଣ୍ଟାବାଞ୍ଜିରେ କମ୍ବଳ ବଣ୍ଟନ

କଣ୍ଟାବାଞ୍ଜି: କରୋନା ମହାମାରୀରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ରାଏମନ ଫାଉଣ୍ଡେସନ ବିଭିନ୍ନ ସମୟରେ ଲୋକଙ୍କ ସେବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରୁଛି। ଲକଡାଉନ ସଟଡାଉନ ସମୟରେ ଜିଲା ସାରା କେଉଁଠି ସୁଖା…
Read More...

କର୍ମଯୋଗୀ ରାଜ୍ୟପାଳ: ପତ୍ନୀଙ୍କ ବିୟୋଗ ସତ୍ତ୍ୱେ ଦିନ ତମାମ ଅଫିସରେ ବସି କୁଳପତି ପଦ ପାଇଁ ନେଲେ ସାକ୍ଷାତକାର

ଭୁବନେଶ୍ୱର : ଯିଏ ଯେଉଁ ସ୍ତରରେ ଥାଆନ୍ତୁ ନାଁ କାହିଁକି ସର୍ବଦା ସମସ୍ତେ କୁହନ୍ତି ତାଙ୍କ ପାଇଁ ତାଙ୍କ କର୍ମ ହିଁ ଭଗବାନ। କିନ୍ତୁ ବହୁତ କମ୍‌ ଲୋକ ଏହାକୁ ପାଳନ କରନ୍ତି। କଥା ଛଳରେ ସମସ୍ତେ କହିଦିଅନ୍ତି କିନ୍ତୁ…
Read More...

ବିଜେପି ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା, ନଭେମ୍ବର ୨୬କୁ ସମ୍ବିଧାନ ଦିବସ ଭାବେ ପାଳନ କରିବ…

ଭୁବନେଶ୍ୱର: ଆଜି ପ୍ରଦେଶ କାର୍ଯ୍ୟାଳୟ ଠାରେ ନବନିଯୁକ୍ତ ଓଡିଶା ପ୍ରଭାରୀ ଶ୍ରୀମତୀ ଡି.ପୁରନ୍ଦେଶ୍ୱରୀଜୀ ଏବଂ ସହପ୍ରଭାରୀ ବିଜୟ ପାଲ ସିଂହ ତୋମାରଜୀଙ୍କୁ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ଏକ…
Read More...

ଓଡ଼ିଶା ସ୍ବଳ୍ପ ସଞ୍ଚୟ ପ୍ରୋତ୍ସାହନ ଯୋଜନା , ‘ଏକ୍ୟୁ’ ସିରିଜ୍‌ର ଉଠାଣ କାର୍ଯ୍ୟକ୍ରମ

ଭୁବନେଶ୍ବର: ବହୁ ପ୍ରତୀକ୍ଷିତ ଓଡ଼ିଶା ସ୍ଵଳ୍ପ ସଂଚୟ ପ୍ରୋତ୍ସାହନ ଯୋଜନା ‘ଏକ୍ୟୁ’ (Aq) ସିରିଜ୍‌ର ଉଠାଣ ଆସନ୍ତା ତା,୨୪/୧୧/୨୦୨୦ରିଖ ମଙ୍ଗଳବାର ଅପରାହ୍ନ ୨.୩୦ ଘଟିକା ସମୟରେ ଅନୁଷ୍ଠିତ ହେବ । କରୋନା ମହାମାରୀଜନିତ…
Read More...

ଓଡିଶାରେ ୧୯୫୬ ନିଶା ନିବାରଣ ଆଇନକୁ ଲାଗୁ ଦାବି

ଭୁବନେଶ୍ୱର : ମିଳିତ ଓଡିଶା ନିଶା ନିବାରଣ ଅଭିଯାନ (ମୋନା) ପକ୍ଷରୁ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କ ୧୨୦ ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ସଂଗଠନ ପକ୍ଷରୁ ସ୍ଥାନୀୟ ଲୋୟର…
Read More...

କରୋନା ସମୟରେ ଆଇପିଏଲ୍‌ ଆୟୋଜନ କରି ମାଲାମାଲ୍‌ ହୋଇଛି ବିସିସିଆଇ

ନୂଆଦିଲ୍ଲୀ : କରୋନା ମହାମାରୀ ସମୟରେ ବିଭିନ୍ନ ପ୍ରତିବନ୍ଧକ ସତ୍ତ୍ବେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ସଫଳତାର ସହ ଆଇପିଏଲ୍‌ ଆୟୋଜନ କରିଥିଲା। ଦେଶରେ କରୋନା ମହାମାରୀର ପ୍ରକୋପକୁ ଦୃଷ୍ଟିରେ ରଖି…
Read More...

ଲୋକାୟୁକ୍ତରେ ମାସ୍କ ଦୁର୍ନୀତି: ଡିସେମ୍ବର ୭ ତାରିଖରେ ହେବ ଚୂଡାନ୍ତ ଶୁଣାଣି

ଭୁବନେଶ୍ୱର:ବହୁ ଚର୍ଚ୍ଚିତ ମାସ୍କ ଏବଂ ଅନ୍ୟାନ୍ୟ କୋଭିଡ୍‍ ଜିନିଷପତ୍ର କିଣା କେଳେଙ୍କାରୀକୁ ନେଇ ଲୋକାୟୁକ୍ତରେ ହୋଇଥିବା ମାମଲାର ଆଜି ଶୁଣାଣି ହୋଇଛି। କଂଗ୍ରେସ ମୁଖପାତ୍ର ଶ୍ରୀ ସୁଦର୍ଶନ ଦାସଙ୍କ ଦ୍ୱାରା ଦାୟର…
Read More...

ସୁନା ତସ୍କରୀ: କେରଳର ପୂର୍ବ ମୁଖ୍ୟ ଶାସନ ସଚିବ ଏମ୍.ଶିବଶଙ୍କରଙ୍କୁ ଗିରଫ ଅନୁମତି

କୋଚ:କେରଳର ସୁନା ଚୋରା ଚାଲାଣ ମାମଲାରେ ବିଚାରବିଭାଗୀୟ ହେପାଜତରେ ଥିବା ନିଲମ୍ବିତ ଆଇଏଏସ୍ ଅଧିକାରୀ ଏମ.ଶିବଶଙ୍କରଙ୍କୁ ଗିରଫ କରିବା ପାଇଁ ସୋମବାର ସ୍ୱତନ୍ତ୍ର ଅଦାଲତ ଅନୁମତି ଦେଇଛନ୍ତି। କୂଟନୈତିକ ସମ୍ପର୍କକୁ…
Read More...

ବେଗୁନିଆରେ ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତୀ ପାଳିତ

ବେଗୁନିଆ: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନବକୃଷ୍ଣ ଚୌଧୁରୀଙ୍କ ୧୩୨ ତମ ଜୟନ୍ତୀ ବେଗୁନିଆ ସଦର ମହକୁମାରେ ସ୍ବେଛାସେବୀ ସଂଗଠନ ପକ୍ଷରୁ ପାଳିତ ହୋଇ ଯାଇଛି। ବାସୁଦେବ ବେହେରାଙ୍କ…
Read More...

ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ପରଲୋକ

ଗୌହାଟୀ : ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ଦେହାନ୍ତ ହୋଇଛି। କିଛି ଦିନ ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇ ଗୌହାଟୀର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ ଗୋଗୋଇ। କରୋନା ଏବଂ ବହୁବିଧ…
Read More...

ଆଇଏସ୍‍ଏଲ୍‍ ୨୦୨୦-୨୧ରେ ଓଡିଶା ଏଫ୍‍ସି ଦଳ ସହ ଖିମଜୀର ସହଭାଗୀତା

ଭୁବନେଶ୍ୱର: ଦେଶର ସବୁଠାରୁ ବଡ ଫୁଟବଲ ପର୍ବ- ଇଣ୍ଡିଆନ୍‍ ସୁପର୍‍ ଲିଗ୍‍ (ଆଇଏସ୍‍ଏଲ୍‍)ର ସପ୍ତମ ସଂସ୍କରଣ ଆରମ୍ଭ ହେବାକୁ ହୋଇଛି, ଯାହା ସମଗ୍ର ଦେଶରେ ଖେଳ ପ୍ରେମୀଙ୍କୁ ଫୁଟବଲ ଜ୍ୱରରେ ଆକ୍ରାନ୍ତ କରିଛି। ଓଡିଶାର…
Read More...

ପବିତ୍ର ଅଳାଁନବମୀ ଅବସରରେ ଆଖଣ୍ଡଳମଣିଙ୍କ ମନ୍ଦିରରେ ଆଜିଠୁ ଭାଗବତ ସପ୍ତାହ ଆରମ୍ଭ

ଆରଡି: ଆଜି ପବିତ୍ର ଅଳାଁନବମୀ ଅବସରରେ ପରମ୍ପରା ଅନୁଯାୟୀ ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଆଜିଠାରୁ ସପ୍ତାହ ବ୍ୟାପି ଆରମ୍ଭ ହୋଇଛି ଭାଗବତ ପାରାୟଣ ଓ ପଞ୍ଚୁକବ୍ରତ ନୀତି। ପ୍ରତିଦିନ ମଣିବାବା ପଞ୍ଚାନନବେଶରେ…
Read More...

ହରଭଙ୍ଗା ଅବକାରୀ ଥାନା ଉଦଘାଟନକୁ ପୂରିଲା ୪ମାସ; ହସ୍ତାନ୍ତରରେ ବିଳମ୍ବ , ମୁକୁଳାପଡ଼ିଛି ନୂତନ କାର୍ଯ୍ୟାଳୟ

ହରଭଙ୍ଗା: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ସଦରମହକୁମା ଚାରିଛକଠାରେ ନୂତନଭାବେ ନିର୍ମାଣ ସରିଥିବା ହରଭଙ୍ଗା ଅବକାରୀ ଥାନା କାର୍ଯ୍ୟାଳୟ ଉଦଘାଟନକୁ ୪ମାସ ବିତିଲାଣି। ମାତ୍ର ନୂତନ କୋଠାଘର ଅବକାରୀ ବିଭାଗକୁ ହସ୍ତାନ୍ତର…
Read More...

ବିନା ପ୍ରଧାନଶିକ୍ଷକରେ ରାଜ୍ୟରେ ଚାଲିଛି ୧୦୦୩ ହାଇସ୍କୁଲ

ଭୁବନେଶ୍ବର : ରାଜ୍ୟର ସମସ୍ତ ଅଞ୍ଚଳରେ ସ୍କୁଲ ଅଛି ହେଲେ ସବୁ ସ୍କୁଲରେ ପ୍ରଧାନଶିକ୍ଷକ ନାହାନ୍ତି। ରାଜ୍ୟରେ ବିନା ପ୍ରଧାନ ଶିକ୍ଷକରେ ୧୦୦୩ଟି ସରକାରୀ ସ୍କୁଲ ଚାଲିଛି। ଏନେଇ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ…
Read More...

ରାଜଧାନୀରେ କମୁଛି ସଂକ୍ରମିତଙ୍କ ସଂଖ୍ୟା, ଆଜି ୩୬ କରୋନା ପଜିଟିଭ ଚିହ୍ନଟ, ୫୩ ସୁସ୍ଥ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରୁ ସୋମବାର ଆଉ ୩୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ୩୭ ପଜିଟିଭଙ୍କ ମଧ୍ୟରୁ ୧୬ ଜଣ କ୍ବାରେଣ୍ଟାଇନ କେନ୍ଦ୍ରରୁ ରହିଥିବା ବେଳେ ୨୬ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ…
Read More...

ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ଧର୍ମପତ୍ନୀ ସୁଶୀଳା ଦେବୀଙ୍କ ବିୟୋଗରେ ପିସିସି ସଭାପତିଙ୍କ ଶୋକ

ଭୁବନେଶ୍ୱର: ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ଧର୍ମପତ୍ନୀ ଶ୍ରୀମତୀ ସୁଶିଳା ଦେବୀଙ୍କ ଅକାଳ ବିୟୋଗରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଗଭୀର ଶୋକବ୍ୟକ୍ତ କରିଛନ୍ତି। ଶ୍ରୀ…
Read More...

ହରଭଙ୍ଗା; ମଶାରୀ ବଣ୍ଟନ ଉଦଘାଟୀନ କାର୍ଯ୍ୟକ୍ରମ

ହରଭଙ୍ଗା: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ସୋମବାର ପୁରୁଣାକଟକସ୍ଥିତ ଅଙ୍ଗନଓାର୍ଡୀ କେନ୍ଦ୍ର ପରିସରରେ ମଶାରୀ ବଣ୍ଟନ ଉଦଘାଟୀନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ…
Read More...

ସ୍କୁଲ ଫି’ ପ୍ରସଙ୍ଗ : କେତେ କମାଇବେ ସତ୍ୟପାଠ ମାଧ୍ୟମରେ ଜଣାଇବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ : କରୋନା ସମୟରେ ଘରୋଇ ସ୍କୁଲ ଫି ଛାଡ଼ କରିବା ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି ହାଇକୋର୍ଟ। ରାଜ୍ୟରେ ସ୍କୁଲ ଫି ହ୍ରାସ ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ସତ୍ୟପାଠ ମାଧ୍ୟମରେ…
Read More...

ଆସୁଛି ବାତ୍ୟା, ଓଡ଼ିଶା ଉପରେ ସିଧା ପ୍ରଭାବ ନାହିଁ

ଭୁବନେଶ୍ୱର: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଅବପାତ ଅଧିକ ଘନୀଭୂତ ହେଉଛି। ଆସନ୍ତା ୨୪ ଘଣ୍ଟାରେ ଅବପାତ ସାଇକ୍ଲୋନିକ ଷ୍ଟର୍ମ ରୂପ ନେଇପାରେ। ସାଇକ୍ଲୋନିକ ଷ୍ଟର୍ମ ପରେ ଉତ୍ତର-ପଶ୍ଚିମକୁ ମୁହାଁଇବା ସମ୍ଭାବନା ରହିଛି।…
Read More...

କମେଡି କୁଇନ୍ ଭାରତୀ ସିଂ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ଵାଚିଆଙ୍କୁ ମିଳିଲା ଜାମିନ

ମୁମ୍ବଇ: କମେଡି କୁଇନ୍ ଭାରତୀ ସିଂ ଏବଂ ତାଙ୍କ ସ୍ୱାମୀ ହର୍ଷ ଲିମ୍ଵାଚିଆଙ୍କୁ ସୋମବାର ଜାମିନ ମିଳିଥିବା ଜଣାପଡ଼ିଛି। ମୁମ୍ଵଇର ଏକ ସିଟି କୋର୍ଟ ଉଭୟଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି। ନାର୍କୋଟିକ୍ସ କଣ୍ଟ୍ରୋଲ…
Read More...

ମୃତ କରୋନା ଯୋଦ୍ଧାଙ୍କୁ ସମର୍ପିତ ମାରାଥନ, ଦୌଡିଲେ ୧୦୦ କିଲୋମିଟର

ଭୁବନେଶ୍ବର: କରୋନାରେ ମୃତକଙ୍କୁ ସମ୍ମାନ ଜଣାଇ ୧୭୪ ଇଣ୍ଡିଆନ ଅଲଟ୍ରା ମାରାଥନ ରନର୍ସର ସଦସ୍ୟ ତଥା ଭାରତୀୟ ସୈନ୍ୟବାହିନୀର ପୂର୍ବତନ ସୈନିକ ସିଦ୍ଧାର୍ଥ ଶଙ୍କର ଦାସ ଢେଙ୍କାନାଳରୁ ଭୁବନେଶ୍ବର ପର୍ଯ୍ୟନ୍ତ ଦୌଡ ଶେଷ…
Read More...

ଭୂତ ନେଇଗଲା ବିଜୁଳିବତି; ଦେଢ଼ କୋଟି ଏଲଇଡ଼ି ନେଲା କିଏ?

ଭୁବନେଶ୍ବର: ପୂର୍ବରୁ ଭୂତ ନାଁରେ ଭତ୍ତା ଦିଆଯାଉଥିଲା । କେଉଁଠି କେଉଁଠି ଭୁତ ରାସ୍ତା, କୂଅ, ପୋଖରୀ ଗିଳି ଦେଉଥିବା ମଧ୍ୟ ଖବର ପ୍ରଚାରିତ ହେଉଥିଲା । କିଛି ସ୍ଥାନରେ ଭୂତ ହିତାଧିକାରୀ ନାଁରେ ଇନ୍ଦିରା ଆବାସ,…
Read More...

ଶ୍ରୀନଗରରେ ବର୍ଷର ସବୁଠୁ ଥଣ୍ଡା ରାତି: ରବିବାର ପାରଦ ବିଯୁକ୍ତ ୩ ଡ଼ିଗ୍ରୀ

ଶ୍ରୀନଗର: ରବିବାର ଶ୍ରୀନଗରରେ ଚଳିତ ବର୍ଷର ସବୁଠୁ ଥଣ୍ଡା ରାତି ଭାବେ ଗଣା ଯାଇଛି । ରବିବାର ରାତିରେ ପାରଦ ବିଯୁକ୍ତ ୩ ଡ଼ିଗ୍ରୀରେ ପହଞ୍ଚିଛି । ଜମ୍ମୁ-କଶ୍ମୀର ଏବଂ ଲଦାଖ ୟୁନିୟନ ଅଞ୍ଚଳ ପାଇଁ ନିଯୁକ୍ତ ପାଣିପାଗ…
Read More...

ଚାଲିଥିଲା ପାର୍ଟି; ସରିଗଲା ମଦ: ସାନିଟାଇଜର ପିଇ ଗଲା ୭ ଜୀବନ

ମସ୍କୋ: ମଦ ସରିଗଲା ତ ବୁଝିଲା ନାହିଁ ମନ । ଶେଷରେ ପାର୍ଟିରେ ସାନିଟାଇଜର ପିଇଲେ । ଆଉ ଏଥିରେ ୭ ଜଣ ଲୋକଙ୍କ ଜୀବନ ଗଲା । ଘଟଣାଟି ଘଟିଛି ରୁଷର ତାତିନସ୍କି ଜିଲାର ଟୋମାଟୋ ଅଞ୍ଚଳରେ । ଘଟଣାଟି ଏମିତି । ଟୋମାଟୋ…
Read More...

କରୋନା ଟୀକା ପ୍ରସ୍ତୁତ: କମ୍ପାନୀ କହିଲା ଦାମ୍ ହେବ ଏତିକି ଟଙ୍କା

ନ୍ୟୁୟର୍କ: କରୋନା ମହାମାରୀ ଟିକାକୁ ନେଇ ଆସିଛି ବଡ଼ ଖବର । ଆମେରିକାର କମ୍ପାନୀ ମଡ଼ର୍ଣ୍ଣା ପ୍ରସ୍ତୁତ କରିଥିବା ଟିକା ବ୍ୟବହାର ଉପଯୋଗୀ ଓ ଏହା ୯୫% ପ୍ରଭାବଶାଳୀ ବୋଲି ଦାବି କରିବା ସହ ଏହାର ମୂଲ୍ୟ କେତେ ହେବ ସେ…
Read More...

ମହାରାଷ୍ଟ୍ରକୁ ଗଞ୍ଜେଇ ଚାଲାଣ ମାମଲା : ଖାଲି ହାତରେ ଫେରିଲା ପୁଲିସ

ସମ୍ବଲପୁର : ଗତ ଅଗଷ୍ଟ ୫ ତାରିଖରେ ମହାରାଷ୍ଟ୍ରର ଭଣ୍ଡାର ଥାନା ଅଞ୍ଚଳରେ ପୁଲିସ ଦ୍ୱାରା ବିପୁଳ ମାତ୍ରାରେ ଗଞ୍ଜେଇ ଜବତ ହୋଇଥିଲା। ପ୍ରାପ୍ତସୂଚନାନୁଯାୟୀ, ଓଡିଶାରୁ ସୁଦୂର ମହାରାଷ୍ଟ୍ରକୁ ୨୪୧ କିଲୋ ଗଞ୍ଜେଇ ଏକ…
Read More...

ସ୍ୱନାମଧନ୍ୟ ଡା. ଚିତ୍ତରଞ୍ଜନ କରଙ୍କ ବିୟୋଗରେ ଶୋକସଭା 

ସମ୍ବଲପୁର : ବିଶିଷ୍ଟ କିଡନୀ ରୋଗ ବିଶେଷଜ୍ଞ ପ୍ର. ଡା. ଚିତ୍ତରଞ୍ଜନ କର ଙ୍କ ପରଲୋକରେ ଏକ ଶୋକସଭା ସ୍ଥାନୀୟ ଓଡିଶା ସାଂସ୍କୃତିକ ସମାଜର ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଯାଇଛି। ନାଗରିକ ମାନଙ୍କର ତରଫରୁ ଆୟୋଜିତ ଏହି…
Read More...

ମହଙ୍ଗା ହେବ ମୋବାଇଲ୍ ସେବା; ୨୦% ପର୍ଯ୍ୟନ୍ତ ଶୁଳ୍କ ବଢ଼ାଇବାକୁ କମ୍ପାନୀଗୁଡ଼ିକର ଯୋଜନା

ଆଉ କିଛିଦିନ ପରେ ମୋବାଇଲ୍ ବିଲ୍ ମହଙ୍ଗା ହୋଇପାରେ ।  ଦେଶର ତିନୋଟି ବଡ ଟେଲିକମ୍ କମ୍ପାନୀ ଭୋଡାଫୋନ୍-ଆଇଡିଆ, ଏୟାରଟେଲ୍ ଏବଂ ରିଲାଏନ୍ସ ଜିଓ ୨୦% ପର୍ଯ୍ୟନ୍ତ ଶୁଳ୍କ ବୃଦ୍ଧି କରିବାକୁ ଯାଉଛନ୍ତି। ଭୋଡାଫୋନ୍-ଆଇଡିଆ…
Read More...

ଶୀତଦିନରେ ସୁପରଫୁଡ୍‌ ’ଆମଲା’ : ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ସହ ବାୟୁ ପ୍ରଦୂଷଣରୁ ଫୁସଫୁସକୁ କରିଥାଏ ରକ୍ଷା

ଆମଲାକୁ ଶୀତକାଳୀନ ସୁପରଫୁଡ୍ କୁହାଯାଏ, କାରଣ ଏଥିରେ ଥିବା ପୋଷକ ତତ୍ତ୍ୱ ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ଶରୀରର ସ୍ୱାସ୍ଥ୍ୟ ସମସ୍ୟାକୁ ଠିକ କରିବାରେ ଆମଲା ରାମବାଣ ଠାରୁ କମ୍‌ ନୁହେଁ। ଭିଟାମିନ୍ ସି,…
Read More...

‘ପ୍ରେମ’ ଶିଖୁ ବିଜେପି: ଲଭ୍ ଜେହାଦ ଉପରେ ଏମିତି କହିଲେ ତୃଣମୂଳ ସାଂସଦ ନୁସରତ୍ ଜହାଁ

କୋଲକାତା: ‘ଲଭ୍ ଜେହାଦ’ ଏବେ ଦେଶରେ ବିତର୍କିତ ବିଷୟ । କିଛି ରାଜ୍ୟ ଏହାକୁ ରୋକିବା ପାଇଁ ଆଇନ ପ୍ରଣୟନ କରିବାକୁ ଯାଉଛନ୍ତି । ବିଶେଷଭାବରେ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ହରିଆଣା ଓ କର୍ଣ୍ଣାଟକ ପରି ବିଜେପି ଶାସିତ…
Read More...

ପଞ୍ଚଦଶ ଜି-୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ, କହିଲେ- ଆମେ ଅଙ୍ଗାରକାମ୍ଳ ନିର୍ଗମନକୁ ହ୍ରାସ କରିଛୁ

ନୂଆଦିଲ୍ଲୀ : ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଞ୍ଚଦଶ ଜି-୨୦ ଶିଖର ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି। ସାଉଦି ଆରବ ଅଧ୍ୟକ୍ଷତାରେ ଅନୁଷ୍ଠିତ ପଞ୍ଚଦଶ ଜି-୨୦ ଶିଖର ସମ୍ମିଳନୀରେ ଭର୍ଚୁଆଲ ମାଧ୍ୟମରେ ଯୋଗ ଦେଇ…
Read More...

ଚିଟଫଣ୍ଡ ଠକେଇ: ସିବିଆଇ ପଞ୍ଝାରେ କର୍ଣାଟକର ପୂର୍ବତନ କଂଗ୍ରେସ ମନ୍ତ୍ରୀ ରୋଶନ ବେଗ୍

ନୂଆଦିଲ୍ଲୀ : କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବିଧାୟକ ରୋଶନ ବେଗ୍ ବହୁ କୋଟି ଟଙ୍କାର  ଆଇ- ମନିଟାରୀ ଆଡ଼ଭାଇଜରୀ (ଆଇଏମଏ) ଠକେଇ ମାମଲାରେ ଅଡ଼ୁଆରେ ପଡ଼ିଛନ୍ତି ।  ରବିବାର ଦିନ କେନ୍ଦ୍ରୀୟ ଅନୁସନ୍ଧାନ…
Read More...

ଅଣ୍ଡା ବଦଳରେ ମଧ୍ୟାହ୍ନ ଭୋଜନରେ କ୍ଷୀର: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ନୂଆ ଘୋଷଣା

ଭୋପାଳ:  ମଧ୍ୟପ୍ରଦେଶରେ ସ୍କୁଲ ପିଲାଙ୍କୁ ମଧ୍ୟାହ୍ନ ଭୋଜନରେ ଅଣ୍ଡା ବଦଳରେ ଦିଆଯିବ କ୍ଷୀର । ମୁଖ୍ୟମନ୍ତ୍ରୀ ଶିବରାଜ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଥମ ଗୋ-କ୍ୟାବିନେଟ୍ ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି…
Read More...

ଆସିଲେ ବିଦେଶୀ ଅତିଥି: ବିଦେଶାଗତ ପକ୍ଷୀଙ୍କ କଳରବରେ ମୁଖରିତ ହୀରାକୁଦ ଜଳଭଣ୍ଡାର

ବୁର୍ଲା : ଶୀତ ଆସିବା ସହିତ ହୀରାକୁଦ ଜଳଭଣ୍ଡାରକୁ ବିଦେଶୀ ପରିବ୍ରାଜକ ପକ୍ଷୀଙ୍କ ଆଗମନ ଆରମ୍ଭ ହୋଇଛି। ଗତକାଲି ସୁଦ୍ଧା ଦଶ ପ୍ରଜାତିର ପକ୍ଷୀ ଦୃଷ୍ଟି ଗୋଚର ହୋଇଛନ୍ତି। ସ୍ପଟ ବିଲ ଡ଼କ, ହ୍ୱିସିଲିଙ୍ଗ ଡ଼କ, ବାର୍ଡ଼େଡ଼…
Read More...

ମାଓ କ୍ୟାମ୍ପ ଠାବ: ବିପୁଳ ପରିମାଣର ମାରଣାସ୍ତ୍ର ଓ ମାଓ ସାମଗ୍ରୀ ଜବତ

ନୂଆପଡ଼ା/ବୋଡ଼େନ: ଅନେକ ଦିନର ବ୍ୟବଧାନ ପରେ ପୁଣି ନୂଆପଡ଼ା ଜିଲାରେ ମାଓବାଦୀ ଉପସ୍ଥିତି ଜାହିର କରିଛନ୍ତି। ବୋଡ଼େନ ଥାନା ଭଇଁସାଦାନୀ ପଞ୍ଚାୟତ ପାଟଦରା ଜଙ୍ଗଲରେ ଅପରେସନ୍‌ ସମୟରେ ସିଆର୍‌ପିଏଫ୍‌ ଦ୍ୱାରା ଏକ ମାଓ…
Read More...

କଂଗ୍ରେସରେ କୁହୁଳୁଛି ଅନ୍ତକନ୍ଦଳର ବହ୍ନି : ସିବଲଙ୍କ ପରେ ମୁହଁ ଖୋଲିଲେ ଗୁଲାମ ନବୀ,କହିଲେ-ଦଳ ସବୁଠୁ ଖରାପ ସ୍ତରରେ

ନୂଆଦିଲ୍ଲୀ : ବିହାରରେ କଂଗ୍ରେସର ଦୟନୀୟ ପ୍ରଦର୍ଶନକୁ ନେଇ ଦଳ ଭିତରେ ପ୍ରତିକ୍ରିୟା ତୀବ୍ର ହେବାରେ ଲାଗିଛି। କିଛି ନେତା ପରୋକ୍ଷରେ ହାଇକମାଣ୍ଡଙ୍କୁ ଖୋଲା ଆହ୍ବାନ ଦେବା ଦ୍ବାରା ପୁଣି ଏକ ବିଦ୍ରୋହ ମୁଣ୍ଡ ଟେକିବା…
Read More...

ଡିସେମ୍ବର ୨​‌ରେ ଭାରତୀୟ ବଜାରକୁ ଆସିବ ନିସାନ ମ୍ୟାଗ୍ନାଇଟ୍

ନୂଆଦିଲ୍ଲୀ : ଡିସେମ୍ବର ୨​‌ରେ ଭାରତୀୟ ବଜାରରେ ପ୍ରବେଶ କରିବ ନିସାନ ମ୍ୟାଗ୍ନାଇଟ୍‌ କାର । ଏନେଇ ନିସାନ ଇଣ୍ଡିଆ ଆନୁଷ୍ଠାନିକ ଭାବେ ଘୋଷଣା କରିଛି। ପୂର୍ବରୁ ଏହାକୁ ନଭେମ୍ବର ୨୬ରେ ଲଞ୍ଚ କରିବା ନେଇ…
Read More...

ଅନ୍‌ଲାଇନ୍ ପ୍ଲାଟଫର୍ମରେ ବଢୁଛି ମାରୁତି ସୁଜୁକିର ଚାହିଦା; ବିକ୍ରି ହେଲାଣି ୨ ଲକ୍ଷରୁ ଅଧିକ କାର

ନୂଆଦିଲ୍ଲୀ : ଅନ୍‌ଲାଇନ୍ ପ୍ଲାଟଫର୍ମରେ ମାରୁତି ସୁଜୁକି କାରର ବିକ୍ରି ଦ୍ରୁତ ଗତିରେ ବୃଦ୍ଧି ପାଉଛି ।କମ୍ପାନି ପକ୍ଷରୁ ଅନଲାଇନ୍‌ରେ ଏପର୍ଯ୍ୟନ୍ତ ୨ ଲକ୍ଷରୁ ଅଧିକ କାର ବିକ୍ରି ହୋଇସାରିଛି ।ମାରୁତି ପ୍ରଥମେ ୨୦୧୮ରେ…
Read More...

ଉନ୍ନୟନ କମିଶନରଙ୍କ ଉତ୍କଳମଣି ଗୋପବନ୍ଧୁଙ୍କ ଜନ୍ମମାଟି ସୁଆଣ୍ଡୋ ପରିଦର୍ଶନ

ସୁଆଣ୍ଡୋ : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଜନ୍ମମାଟି ସୁଆଣ୍ଡୋକୁ ରାଜ୍ୟ ସରକାର ଐତିହ୍ୟ ଗ୍ରାମ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏହି ପରିପ୍ରେକ୍ଷୀରେ ରବିବାର ଅପରାହ୍ନରେ ରାଜ୍ୟ ଉନ୍ନୟନ କମିଶନର ସୁରେଶ…
Read More...

ଦୀର୍ଘ ୭ ବର୍ଷ ପରେ କ୍ରିକେଟ୍‌ ମଇଦାନକୁ ଓହ୍ଲାଇବେ ଭାରତୀୟ ଦ୍ରୁତ ବୋଲର ଏସ. ଶ୍ରୀଶାନ୍ତ

ନୂଆଦିଲ୍ଲୀ : ଦୀର୍ଘ ୭ ବର୍ଷ ପରେ କ୍ରିକେଟ୍‌ ମଇଦାନକୁ ଓହ୍ଲାଇବେ ଭାରତୀୟ ଦ୍ରୁତ ବୋଲର ଏସ. ଶ୍ରୀଶାନ୍ତ। କ୍ରିକେଟ ଖେଳିବା ଉପରେ ଲାଗିଥିବା ବ୍ୟାନ୍‌ ଅବଧି ଶେଷ ହେବପରେ ଦିର୍ଘ ୭ ବର୍ଷ ପରେ ପୁଣି କ୍ରିକେଟକୁ…
Read More...

ଗୁପ୍‌ଚୁପ୍ ବ୍ୟବସାୟୀଙ୍କୁ ଗୁଳିମାଡ ଘଟଣା; ଅଭିଯୁକ୍ତ ଗିରଫ 

ବୁଗୁଡ଼ା : ପୋଲସରା ଥାନା ଅନ୍ତର୍ଗତ ରୁମାଗଡ଼ ଓ ମନ୍ଦାର ରାସ୍ତାର ଡ଼ିମିରିପଲ୍ଲୀ ଛକ ନିକଟରେ  ଜଣେ ଗୁପ୍‌ଚୁପ୍ ବିକାଳିଙ୍କୁ ଗୁଳିମାଡ଼ ଘଟଣାରେ ପୁଲିସ ଆଜି ଅଭିଯୁକ୍ତ ବିକାଶ ସିଂକୁ ଗିରଫ କରିବା ସହ ତା…
Read More...

ରାଜ୍ୟରେ ସୁସ୍ଥ ହେଲେ ଆଉ ୯୦୫ କରୋନା ଆକ୍ରାନ୍ତ, ମୋଟ ସୁସ୍ଥ ସଂଖ୍ୟା ୩୦୫୮୧୩

ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ୯୦୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାସହିତ ଆଜି ସୁଦ୍ଧା ରାଜ୍ୟରେ ମୋଟ ୩୦୫୮୧୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ…
Read More...

ଚାରି ଦିନପରେ ଆରମ୍ଭ ହେବ ଟିମ୍ ଇଣ୍ଡିଆର ମିଶନ୍‌ ଅଷ୍ଟ୍ରେଲିଆ, ଜାଣନ୍ତୁ କେବେ ଏବଂ କେଉଁଠି ହେବ ମ୍ୟାଚ୍‌

ମେଲବର୍ଣ୍ଣ : ମହାମାରୀ କରୋନା ମଧ୍ୟରେ ଭାରତୀୟ କ୍ରିକେଟ ଟିମ୍‌ ଏହାର ପ୍ରଥମ ସିରଜ୍‌ ଖେଳିବାକୁ ପ୍ରସ୍ତୁତ ହେଉଛି। ୟୁଏଇରେ ଆଇପିଏଲ୍‌ର ୧୩ ତମ ସଂସ୍କରଣ ସଫଳତାର ସହ ଶେଷ ହେବାପରେ ଭାରତୀୟ କ୍ରିକେଟ ଟିମ୍‌…
Read More...

ଅଭିନେତ୍ରୀ ଲୀନା ଆଚାର୍ଯ୍ୟଙ୍କ ପରଲୋକ

ମୁମ୍ବଇ: ଟେଲିଭିଜନ୍ ଅଭିନେତ୍ରୀ ଲୀନା ଆଚାର୍ଯ୍ୟଙ୍କ ଦେହାନ୍ତ ହୋଇଛି । ସେ ଦିଲ୍ଲୀରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୩୦ ବର୍ଷ ବୟସ ହୋଇଥିଲା ।ଲୀନା ଆଚାର୍ଯ୍ୟ କିଡ଼ନୀ ଜନିତ ସମସ୍ୟା ଦେଇ…
Read More...

ପୁଅ-ଝିଅ ଅନୁପାତରେ ଅସଙ୍ଗତି

ବଲାଙ୍ଗିର : ବଂଶ ପରମ୍ପରା ରକ୍ଷା କରିବାକୁ ପୁଅ ଦରକାର। ପୁଅ ପାଇଁ ଅଲୋଡା ହେଉଛି ଝିଅ। ଶିଶୁ କନ୍ୟା ଭୃଣ ହତ୍ୟା, ଜନ୍ମିତ ଝିଅକୁ ରାସ୍ତାରେ ଫିଙ୍ଗିଦେବା ଭଳି ଘଟଣା ଦେହସୁଆ। ଅନ୍ୟ ଜିଲା ଭଳି ବଲାଙ୍ଗିର ଜିଲାରେ ବି…
Read More...

ଇଟାଭାଟିରୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣାରେ ହତ୍ୟାକାରୀ ସ୍ବାମୀ ଗିରଫ

ପାଟଣା : କେନ୍ଦୁଝର ଜିଲା ପାଟଣା ଥାନା ବାଉଁଶନାଳୀ ଗ୍ରାମରେ ଥିବା ଏକ ଇଟା ଭାଟି ଭିତରୁ ଶୁକ୍ରବାର ଜଣେ ମହିଳାଙ୍କ ମୃତଦେହ କୁ ପାଟଣା ପୁଲିସ ଉଦ୍ଧାର କରିଥିଲା । ମୃତ ମହିଳା ବାଉଁଶନାଳି ଗ୍ରାମର ଚମ୍ପା ମୁଣ୍ଡା ବୋଲି…
Read More...

ଜି.ଉଦୟଗିରିରେ ସ୍ବେଛାକୃତ ରକ୍ତଦାନ ଶିବିର, ୩୨ ୟୁନିଟ ରକ୍ତ ସଂଗୃହିତ

ଜି.ଉଦୟଗିରି : ଜି.ଉଦୟଗିରି ବ୍ୟବସାୟୀ ସଂଘ କାର୍ଯ୍ୟାଳୟରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି।  ଜି.ଉଦୟଗିରି ବ୍ୟବସାୟୀ ସଂଘ କାର୍ଯ୍ୟାଳୟରେ ଆୟୋଜିତ ରକ୍ତ ଦାନ ଶିବିରକୁ ମୂଖ୍ୟଅତିଥି ଭାବେ ଉପଖଣ୍ଡ…
Read More...

ବଦଳିଲା ସ୍କୁଲ ମିଶ୍ରଣ ନିଷ୍ପତ୍ତି : ୨୦ ନୁହେଁ ୧୫ରୁ କମ୍‌ ପିଲା ଥିବା ସ୍କୁଲର ହେବ ମିଶ୍ରଣ

ଭୁବନେଶ୍ଵର : ରାଜ୍ୟରେ ସ୍କୁଲ ମିଶ୍ରଣ ନିଷ୍ପତ୍ତିକୁ ବଦଳାଇଛନ୍ତି ରାଜ୍ୟ ସରକାର।  ସିଡୁଲ୍‌ ଏରିଆରେ ସ୍କୁଲ ନିଷ୍ପତ୍ତି ବଦଳାଇଛନ୍ତି ସକରାର। ଯାହା ଫଳରେ ୨୦ ନୁହେଁ ଏଣିକି ୧୫ରୁ କମ୍ ପିଲା ଥିବା ସ୍କୁଲରେ ମିଶ୍ରଣ…
Read More...

ପାଳିରେ ଚାଲିଛି ସିକୋ ଡାକ୍ତରଖାନା; କ୍ୱାର୍ଟରରେ ଉଇ ହୁଙ୍କା

ବେଗୁନିଆ : ଗତ୨୫ବର୍ଷ ତଳେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀବଲ୍ଲଭ ପଟନାୟକ ବେଗୁନିଆରୁ ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀ ଥିବା ସମୟରେ ୧୯୯୫ ମସିହାରେ ସେ ବେଗୁନିଆ ବ୍ଲକ ଅନ୍ତର୍ଗତ ସିକୋରେ ଲୋକମାନଙ୍କର ଆଶୁ…
Read More...

ପୁରୀ ଏସପି ଭାବେ ଦାୟିତ୍ୱ ଗ୍ରହଣ କଲେ କନୱର ବିଶାଲ ସିଂ

ପୁରୀ : ପୁରୀ ଜିଲାର ନୂତନ ଏସପି ଭାବେ କନୱର ବିଶାଲ ସିଂ ରବିବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ଗତକାଲି ପତିତପାବନଙ୍କୁ ଦର୍ଶନ ପରେ ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ପୁରୀର ନୂତନ ଏସପି ଭାବେ ଆଜି କନୱର ବିଶାଲ୍ ସିଂ…
Read More...

ଭିନ୍ନ ନିଶା ଓ ପେଶା; ଗଜଲ ପାଇଁ ସୀତାରାମରୁ ‘ଶଲୀଲ’

ବଲାଙ୍ଗିର : ’ଆଜ୍‍ କଲ୍‍ ଦିଲ୍‍ ବୁଝା ବୁଝାସା ଲଗେ...ୱୋ ଭି ତୋ କୁଛ ଖପା ଖପାସା ଲଗେ....ଜାନେ ୟେ ଦୌର୍‍ ଆଗେୟା କୈସେ? ହରକୋଇ ଅବ ଡରା ଡରାସା ଲଗେ...ୟାଦ୍‍ ଯବ୍‍ ଭି ଶଲୀଲ ୱ ଆୟେ....ବେ ବଜାହ୍‍ ଦିଲ୍‍ ଭରା ଭରସା…
Read More...

ଧାନ ଖଳାରେ ନିଆଁ; ୩ଶହ କ୍ୱିଣ୍ଟାଲ ଧାନ ପୋଡି ପାଉଁଶ

ଖପ୍ରାଖୋଲ : ଖପ୍ରାଖୋଲ ବ୍ଲକ ମହରାପଦର ପଞ୍ଚାୟତ ଅନ୍ତର୍ଗତ ସର୍ଗିପାଲି ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଧାନ ଖଳାରେ ନିଆଁ ଲାଗି ପ୍ରାୟ ୩ଶହ କ୍ୱିଣ୍ଟାଲ ଧାନ ପୋଡି ପାଉଁଶ ହୋଇଯାଇଛି। କିଛିଦିନ ପୂର୍ବେ ନିକଟସ୍ଥ…
Read More...

କ୍ୟାପିଟାଲ ହସ୍ପିଟାଲ : ଅଚିହ୍ନା ଶବକୁ ନେଇ ବଢୁଛି ଅଡ଼ୁଆ

ଭୁବନେଶ୍ୱର : କୋଭିଡ-୧୯ ସମୟରେ ନିରନ୍ତର ସେବା ଯୋଗାଇ ଆସୁଥିବା ହସ୍ପିଟାଲ କର୍ତ୍ତୃପକ୍ଷ ଏବେ ଅସହାୟ ରୋଗୀ ଏବଂ ଅଚିହ୍ନା ଶବକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ପୂର୍ବରୁ ଏଠାରେ ଅସହାୟ ରୋଗୀଙ୍କ ନିମନ୍ତେ ରହିବା…
Read More...

ଧଉଳି ଶାନ୍ତିସ୍ତୂପର ମରାମତି କରିବ ଡିଡିସି

ଭୁବନେଶ୍ବର : ଧଉଳି ଶାନ୍ତିସ୍ତୂପର ସୁରକ୍ଷା ସମ୍ପର୍କୀତ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଖୋର୍ଦ୍ଧା ଜିଲାପାଳଙ୍କ ଅଧ୍ୟକ୍ଷତାରେ ଶନିବାର ସର୍କିଟ ହାଉସରେ ଅନୁଷ୍ଠିତ ହୋଇଯାଇଛି। ଧଉଳି ଉନ୍ନୟନ କମିଟି( ଡିଡିସି) ଓ କଳିଙ୍ଗ…
Read More...

୧୦୦ ଗ୍ରାମର ବ୍ରାଉନସୁଗାର ସହ ୨୩ ଲକ୍ଷରୁ ଊର୍ଦ୍ଧ୍ୱ ନଗଦ ଟଙ୍କା ଜବତ

ବାଲେଶ୍ଵର : ବାଲେଶ୍ଵର ସହଦେଵଖୁଣ୍ଟା ପୁଲିସ ବିଶେଷ ସୂତ୍ରରୁ ଖବର ପାଇ ଅରଡ଼ ବଜାର ଅଞ୍ଚଳରେ ଥିବା ମୁନା ଖାଁଙ୍କ ଘର ଉପରେ ଚଢ଼ାଉ କରିଥିଲା। ମୁନା ଖାଁ ନିକଟରୁ ୧୦୦ ଗ୍ରାମର ବ୍ରାଉନସୁଗର ଜବତ କରିବା ସହ ଏକ ଟଙ୍କା…
Read More...

ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସମନ୍ୱିତ ନିଦାନ ପରୀକ୍ଷା କେନ୍ଦ୍ର ଲୋକାର୍ପିତ

ବାଙ୍କୀ : ବାଙ୍କୀ ବ୍ଲକ ଅନ୍ତର୍ଗତ ସରଣ୍ଡାଗଡ ସ୍ଥିତ ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରବିବାର ଦିନ ଏକ ଅତ୍ୟାଧୁନିକ ସମନ୍ୱିତ ନିଦାନ ପରୀକ୍ଷା କେନ୍ଦ୍ର ଲୋକାର୍ପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ…
Read More...

ଡମପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ରୋଗୀ କଲ୍ୟାଣ ସମିତି ବୈଠକ

ବାଙ୍କୀ : ଡମପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ରବିବାର ଦିନ ରୋଗୀ କଲ୍ୟାଣ ସମିତି ବୈଠକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମିଳନୀ ପ୍ରକୋଷ୍ଠରେ ଅନୁଷ୍ଠିୟତ ହୋଇଯାଇଛି। ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡାକ୍ତର…
Read More...

ମନରେଗା ଯୋଜନାରେ ଶ୍ରମିକଙ୍କୁ କାମ

ବାଙ୍କୀ : କୋଭିଡ୍‍-୧୯ କଟକଣାରେ ସାଧାରଣ ମଣିଷର ଜୀବନ ଯାତ୍ରା ଓ ଜୀବନଧାରଣ ଶୈଳୀ ପ୍ରଭାବିତ ହୋଇଛି। ମାର୍ଚ୍ଚ ୨୪ତାରିଖରୁ ଅଦ୍ୟାବଧି ମଣିଷମାନେ ସୁସ୍ଥ ରହିବା ପାଇଁ ସରକାରୀ କଟକଣା ହାତଖୋଲା ହୋଇନାହିଁ। ସେହିପରି…
Read More...

ମାଓ କ୍ୟାମ୍ପ ଧ୍ୱଂସ; ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ

ନୂଆପଡା : ସିଆରପିଏଫ୍ ୨୧୬ବାଟାଲିୟନକୁ ଆଜି ଏକ ବଡ ସଫଳତା ମିଳିଛି। କୁମ୍ବିଂ ଅପରେସନ୍ ବେଳେ ଏକ ମାଓ କ୍ୟାମ୍ପ ଠାବ କରି ଓ ତାକୁ ଧ୍ୱଂସ କରି ବିପୁଳ ପରିମ଼ାଣର ହାତ ହତିଆର, ଗୋଳା ବାରୁଦ ଓ ମାଓ ସାମଗ୍ରୀ ଜବତ କରିଛି।…
Read More...

ପୁରୀ ହାଜତ ମୃତ୍ୟୁ ମାମଲା; ପରିବାର ଉପରେ ଚାପ ପକାଇ ବୟାନ ଦିଆଯାଇଛି : ବିଧାୟକ ଜୟନ୍ତ ଷଡ଼ଙ୍ଗୀ

ପୁରୀ : ପୁରୀ ହାଜତ ମୃତ୍ୟୁ ଘଟଣାକୁ ନେଇ ରବିବାର ପ୍ରତିକ୍ରିୟା ରଖିଛନ୍ତି ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ।ପରିବାର ଉପରେ ଚାପ ପକାଇ ପୁଲିସ୍ ବୟାନ ନେଇଥିବା ସେ କହିଛନ୍ତି ।ଏହାସହ ମୃତକଙ୍କ ମା’ଙ୍କୁ କେଉଁଠି ଲୁଚାଇ…
Read More...

ବିଚାର ବିଭାଗୀୟ ହାଜତକୁ ଗଲେ କମେଡି କୁଇନ୍ ଭାରତୀ ସିଂହ ଓ ସ୍ୱାମୀ ହର୍ଷ

ମୁମ୍ବଇ : ମନୋରଞ୍ଜନ ଜଗତରେ ପୁଣି ଥରେ ଡ୍ରଗ୍ସ ମାମଲା ଛାଇ ଯାଇଛି। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ଶନିବାର ଦିନ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କୁ ଘରେ ଗଞ୍ଜେଇ ରଖିବା ଅଭିଯୋଗରେ ଗିରଫ କରିଥିଲା। ପରେ…
Read More...

ହକି ଗୌରବର ପ୍ରକଳ୍ପ ‘ହକି ହଲ ଅଫ ଫେମ୍‍’

ରାଉରକେଲା : ହକିର ଗଡ଼ ସୁନ୍ଦରଗଡ଼। ସୁନ୍ଦରଗଡ଼ ଜିଲାରେ ହକି ଖେଳ ସାଧାରଣ ଜନଜୀବନର ଭାବପ୍ରବଣତା ସହିତ ଜଡ଼ିତ। ଏହି ଜିଲାର ଖେଳାଳି ବିଶ୍ୱସ୍ତରରେ ଜିଲା ଓ ରାଜ୍ୟ ପାଇଁ କେବଳ ନୁହେଁ ବରଂ ଦେଶ ପାଇଁ ଗର୍ବ, ଗୌରବ…
Read More...

ବିଜୁ ଯୁବ ଛାତ୍ର ଜନତା ଦଳର ଜିଲା, ବ୍ଲକ୍‍ ଏବଂ ପଞ୍ଚାୟତସ୍ତରୀୟ ନୂତନ କମିଟି ଗଠନ ନିମନ୍ତେ ଭର୍ଚୁଆଲ ପ୍ଲାଟ୍‍ଫର୍ମରେ…

ଭୁବନେଶ୍ବର : ବିଜୁ ଜନତା ଦଳର ସଂଗଠନକୁ ତୃଣମୂଳ ସ୍ତରରେ ଆହୁରି ସୁସଙ୍ଗଠିତ ଏବଂ କ୍ରିୟାଶୀଳ କରିବା ନିମନ୍ତେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ନବନିଯୁକ୍ତ ସମସ୍ତ ଜିଲା ପର୍ଯ୍ୟବେକ୍ଷକମାନଙ୍କ ସହ ଭର୍ଚୁଆଲ…
Read More...

କ୍ରସର ମାଲିକ ଅପହରଣ ପ୍ରସଙ୍ଗ : ପ୍ଲାନିଂ ଓ ଅପରେସନର ଦୁଇ ଗ୍ୟାଙ୍ଗକୁ ଚିହ୍ନଟ କରିଛି ପୁଲିସ!

ସୁନ୍ଦରଗଡ଼ : ବୀରମିତ୍ରପୁର ଥାନା ଅନ୍ତର୍ଗତ ବିଜାବାହାଲରୁ କ୍ରସର ମାଲିକ ପ୍ରଦୀପ କୁଣ୍ଡୁଙ୍କୁ ଗତ ନଭେମ୍ବର ୮ ତାରିଖ ଦିନ ନାଟକୀୟ ଢଙ୍ଗରେ ଅପହରଣ କରିନେବା ଘଟଣା ଜିଲା କାହିଁକି ସମଗ୍ର ରାଜ୍ୟରେ ଆଲୋଡନ ସୃଷ୍ଟି…
Read More...

ନ୍ୟାୟିକ ବ୍ୟବସ୍ଥା ଉପରେ ସଂପୂର୍ଣ୍ଣ ଭରସା ରହିଛି, ଏକ ନିରପେକ୍ଷ ଜାତୀୟ ସଂସ୍ଥା ଦ୍ୱାରା ତଦନ୍ତ କରାଯାଉ : ଜାଗି

ଭୁବନେଶ୍ୱର : ସାରୁଅ ଜମି ଜାଲିଆତି ଅଭିଯୋଗ ନେଇ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଶାଖା(ଇଓଡବ୍ଳ୍ୟୁ) ଥାନାରେ ରୁଜୁ ମାମଲାକୁ ରଦ୍ଧ କରିବା ପ୍ରସଙ୍ଗକୁ ନେଇ ଓଡିଶା ଇନଫ୍ରାଟେକ୍‌ ଓ ଅନ୍ୟମାନଙ୍କ ପକ୍ଷରୁ ଦାୟର ମାମଲାକୁ…
Read More...

୩୦ଲକ୍ଷ ଟଙ୍କା ଜବତ ଘଟଣା ତଦନ୍ତ କରିବ ଆୟକର ବିଭାଗ

ଭୁବନେଶ୍ବର: ଖଣ୍ଡଗିରିରୁ ଜବତ ହୋଇଥିବା ୩୦ଲକ୍ଷ ଟଙ୍କାର ତଦନ୍ତ କରିବ ଆୟକର ବିଭାଗ। ଖଣ୍ଡଗିରି ପୁଲିସ ଏନେଇ ଆୟକର ବିଭାଗକୁ ଚିଠି ଲେଖିଛି। ଏନେଇ ଖଣ୍ଡଗିରି ପୁଲିସ ଡିସିପି ତଥା ଜିଏସଟି ବିଭାଗକୁ ଅବଗତ କରିବା ଆୟକର…
Read More...

ବରଗଡ଼ ସ୍ବାସ୍ଥ୍ୟସେବାରେ ଅବ୍ୟବସ୍ଥା, ଅଟୋ ରିକ୍ସାରେ ଓ ଖୋଲା ବାରଣ୍ଡାରେ ଜନ୍ମ ଦେଲେ ପ୍ରସୂତୀ

ବରଗଡ଼: ବରଗଡ ଜିଲାରେ ସ୍ବାସ୍ଥ୍ୟ ସେବାରେ ଅବ୍ୟବସ୍ଥା ଲାଗି ରହିଛି। ସ୍ଥିତି ଏଭଳି ହୋଇଛି ଯେ ଶନିବାର ଭିନ୍ନ ଘଟଣାକ୍ରମରେ ଦୁଇ ଆସନ୍ନ ପ୍ରସବାଙ୍କୁ ଡାକ୍ତରଖାନାରେ ପ୍ରସବ ପାଇଁ ସୁଯୋଗ ମିଳିପାରିନାହିଁ। ଅତି…
Read More...

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହତ୍ୟା

ତରଭା: ପୂର୍ବ ଶତ୍ରୁତାକୁ ନେଇ ସୁବର୍ଣ୍ଣପୁର ଜିଲା ତରଭା ଥାନା ଝାରତରଭା ପଞ୍ଚାୟତର ଦଇତପୁର ଗ୍ରାମରେ ଶୁକ୍ରବାର ରାତିରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। କଟାପାଲି ପଞ୍ଚାୟତର ଅରଖପଦର ଗାଁର ପୀତାମ୍ବର…
Read More...

ପୁରୀ ଓ ବୀରମିତ୍ରପୁର ହାଜତ ହତ୍ୟା ଓ ହିଂସା ବିରୋଧରେ ପ୍ରତିବାଦ

ଭୁବନେଶ୍ୱର: ପୁରୀ ଜିଲ୍ଲାର ବାସେଳିସାହି ଥାନା ଓ ସୁନ୍ଦରଗଡ ଜିଲ୍ଲାର ବୀରମିତ୍ରପୁର ଥାନାରେ ଅପରାଧୀ ସନ୍ଦେହରେ ଦୁଇ ଜଣ ବ୍ୟକ୍ତିଙ୍କୁ ବାଡେଇ ବାଡେଇ ତଥା ଅମାନୁଷିକ ଅତ୍ୟାଚାର କରି ମାରିଦେବା ପ୍ରତିବାଦରେ ଆଜି…
Read More...

କରୋନା ନମୁନା ପରୀକ୍ଷା କ୍ଷେତ୍ରରେ ଆଉ ଏକ ଉଲ୍ଲେଖନୀୟ ମାଇଲଖୁଣ୍ଟ ଅତିକ୍ରମ କଲା ଭାରତ

ନୂଆଦିଲ୍ଲୀ : ବିଶ୍ୱ ମହାମାରୀ କରୋନା ସହ ଲଢ଼େଇରେ ଭାରତ ପୁଣି ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି । ପ୍ରତିଦିନ ୧୦ ଲକ୍ଷରୁ ଅଧିକ ନମୁନା ପରୀକ୍ଷା ପାଇଁ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୦…
Read More...

ଜଣେ ସଫଳ ବ୍ୟକ୍ତିତ୍ୱ ଓ ରାଷ୍ଟ୍ରବାଦୀ ବିଚାରଧାରାର ପୃଷ୍ଠପୋଷକ ଥିଲେ ଡା. ମହତାବ -ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ନବଉତ୍କଳର ନିର୍ମାତା ତଥା ପୂର୍ବତନ ମୁଖ୍ୟମବୀ ଉତ୍କଳ କେଶରୀ ଡା.ହରେକୃଷ୍ଣ ମହତାବଙ୍କ ବିଚାରଧାରା ଏବଂ ବ୍ୟକ୍ତିତ୍ୱ ଆଜିର ସମୟରେ ମଧ୍ୟ ପ୍ରାସଙ୍ଗିକ ହୋଇଛି। ସେ ଜଣେ ଜଣେ ସଫଳ ବ୍ୟକ୍ତିତ୍ୱ ଓ…
Read More...

୮ୟୁନିଟରୁ ୪ଟି ଅଚଳ: ବୁର୍ଲା ଓ ଚିପିଲିମାରୁ ଉତ୍ପାଦନ ହେଉଛି ମାତ୍ର ୭୨ ମେଗାୱାଟ ବିଦ୍ୟୁତ

ବୁର୍ଲା : ଚଳିତ ବର୍ଷ ବର୍ଷା ଋତୁରେ ମଧ୍ୟ ହୀରାକୁଦ ଜଳଭଣ୍ଡାର ପୂର୍ଣ୍ଣଗର୍ଭା ରହିଥିବା ସତ୍ୱେ ବିଜୁଳି ଉତ୍ପାଦନକୁ ତ୍ୱରାନ୍ବୀତ କରି ରଖିଦିଆଯାଇଥିଲା। ବାଧକ ସାଜିଥିଲା ୟୁନିଟମାନଙ୍କ ନବୀକରଣ ପ୍ରକ୍ରିୟା । ବିଶେଷକରି…
Read More...

ଗୀତିକାର ସୁବ୍ରତ ସ୍ବାଇଁଙ୍କ ପୁସ୍ତକ ’କେବେ ଶହେ କେବେ ଶୂନ’ ଉନ୍ମୋଚିତ

ଭୁବନେଶ୍ବର: ରାଜ୍ୟର ଜଣାଶୁଣା ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ପ୍ରକାଶିତ ସୁପ୍ରସିଦ୍ଧ ଗୀତିକାର ସୁବ୍ରତ ସ୍ବାଇଁଙ୍କ ପ୍ରଥମ ଗୀତ ସଂକଳନ ‘କେବେ ଶହେ କେବେ ଶୂନ‘ ସମ୍ବାଦ ଭବନ ପରିସରରେ ଉନ୍ମୋଚିତ…
Read More...

ମହତାବ ଏକାଡେମୀ ପକ୍ଷରୁ ୧୨୧ତମ ମହତାବ ଜୟନ୍ତୀ ପାଳିତ, ଉପେନ୍ଦ୍ର ପାଢ଼ୀଙ୍କୁ ଚଳିତ ବର୍ଷର ମହତାବ ସମ୍ମାନ

ଭୁବନେଶ୍ୱର: ନବ ଉତ୍କଳର ନିର୍ମାତା ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଅବିଭକ୍ତ ବମ୍ବେ ପ୍ରଦେଶର ପୂର୍ବତନ ରାଜ୍ୟପାଳ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୧ତମ ଜୟନ୍ତୀ ଉତ୍ସବ ଆଜି…
Read More...

ଆସନ୍ତା ୨୩ ତାରିଖରେ ସଂସଦ ସଦସ୍ୟମାନଙ୍କ ପାଇଁ ନିର୍ମିତ ବହୁତଳ ବିଶିଷ୍ଟ କୋଠା ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୩ ତାରିଖ ଦିନ ସଂସଦ ସଦସ୍ୟମାନଙ୍କ ପାଇଁ ନିର୍ମିତ ବହୁତଳ କୋଠାର ଉଦଘାଟନ କରିବେ । ଭିଡିଓ କନଫରେନ୍ସ ଜରିଆରେ ପୂର୍ବାହ୍ନ ୧୧ଟା ବେଳେ ଅନୁଷ୍ଠିତ ହେବାକୁ ଥିବା…
Read More...

ଚୋରାବାଲି ଚାଲାଣ ବେଳେ ୯ ଟ୍ରାକ୍ଟର ଜବତ, ୧ଲକ୍ଷ ୩୫ଜୋରିମାନା ଆଦାୟ

ପଦ୍ମପୁର : ପଦ୍ମପୁର ଉପ ଖଣ୍ତରେ ପ୍ରବାହିତ ହେଉଥିବା ଅଂଗନଦୀରୁ ଗୁଣ୍ତିଚାଡିହି ରାସ୍ତା ଦେଇ ଛତିଶଗଡ ବେଆଇନ ଭାବରେ ବାଲି ଚୋରା ଚାଲାଣ ହେଉଥିବା ଯୋଗୁଁ ସରକାରଙ୍କ ବିପୁଳ ପରିମାଣର ରାଜସ୍ବ କ୍ଷତି ହେଉଥିଲା ।ତେଣୁ…
Read More...

ମିଡ଼ିଆ ମହାକୁମ୍ଭ ଚତୁର୍ଥ ସଂସ୍କରଣର ଇ-ଉଦ୍‍ଘାଟନ

ଭୁବନେଶ୍ୱର: ପୂର୍ବ ଭାରତର ସବୁଠାରୁ ବଡ଼ ଏବଂ ଆକର୍ଷଣୀୟ ମିଡ଼ିଆ ମହାକୁମ୍ଭ ଚତୁର୍ଥ ସଂଷ୍କରଣର ଇ-ଉଦ୍‍ଘାଟନ ଶନିବାର ମାନ୍ୟବର କେନ୍ଦ୍ରମନ୍ତ୍ରୀ ପେଟ୍ରୋଲିୟମ୍‍ ଓ ପ୍ରାକୃତିକ ଇନ୍ଧନ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା…
Read More...

ଓଡ଼ିଶାରେ ୫୭ ହଜାର ୩୭୯ କୋଟି ବ୍ୟୟରେ କାର୍ଯ୍ୟକାରୀ ହେଉଥିବା ୪୬ଟି ସାଗରମାଳା ପ୍ରକଳ୍ପର ସମୀକ୍ଷା କଲେ…

ଭୁବନେଶ୍ବର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଶନିବାର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ଏବଂ ପାରାଦୀପ ବନ୍ଦରର ଅଧ୍ୟକ୍ଷଙ୍କ ସହ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି…
Read More...

ଅଟୋରୁ ୨୪ କେଜି ଗଂଜେଇ ଜବତ, ୩ ଗିରଫ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ରାଇକିଆ ପୁଲିସ୍‍ ଗଂଜେଇ ଚାଲାଣ ଅଭିଯୋଗରେ ୩ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ମାନେ ହେଲେ ବାଲିଗୁଡ଼ା ବ୍ଳକ ଅନ୍ତର୍ଗତ ବାରଖମା ଅଂଚଳର ଚକ୍ରଧର ପାତ୍ର(୪୫), ସରୋଜ କୁମାର…
Read More...

ସମାଜ ପ୍ରଭାବ: ଓଡ଼ିଶା-ଛତିଶଗଡ଼ ସୀମା ବିବାଦ ପ୍ରସଙ୍ଗ, ସୀମାନ୍ତରେ ଫଳକ ଲଗାଇବା କାମ ଆରମ୍ଭ କଲା ପ୍ରଶାସନ

ଝାରସୁଗୁଡ଼ା/କନକତୋରା: ଓଡ଼ିଶା-ଛତିଶଗଡ଼ ସୀମା ବିବାଦ ପ୍ରସଙ୍ଗରେ ଝାରସୁଗୁଡ଼ା ଜିଲା ସୀମାନ୍ତରେ ପ୍ରଶାସନ ପକ୍ଷରୁ ଏକ ସକାରାତ୍ମକ ପଦକ୍ଷେପ ଗ୍ରହଣ କରାଯାଇଛି । ସୀମାନ୍ତରେ ଓଡ଼ିଶାର କୌଣସି ଚିହ୍ନ ବା ଫଳକ ନ ଥିବାରୁ…
Read More...

କୋରଙ୍ଗାରେ ପୁଣି ଅବକାରୀ ଚଢାଉ, ୩୯୦୦ଲିଟର ପୋଚ ଜବତ

ଆଠଗଡ: ଅବକାରୀ ବିଭାଗ ପକ୍ଷରୁ ମାତ୍ର ୯ଦିନ ବ୍ୟବଧାନ ମଧ୍ୟରେ ଶନିବାର ସକାଳେ ପୁଣି ଥରେ ଆଠଗଡ ଥାନା ଅନ୍ତର୍ଗତ କୋରଙ୍ଗା ଗ୍ରାମରେ ଜୋରଦାର ଚଢାଉ କରାଯାଇ ବିପୁଳ ପରିମାଣର ଗୁଡପୋଚ ଜବତ କରାଯାଇଥିବା ଜଣାପଡ଼ିଛି। ଅବକାରୀ…
Read More...

ମୋଦୀ ସରକାର ତାମିଲନାଡୁର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ : ଅମିତ ଶାହା

ଚେନ୍ନଇ : ଶନିବାର ଠାରୁ ଦୁଇ ଦିନିଆ ତାମିଲନାଡୁ ରାଜଧାନୀ ଚେନ୍ନଇ ଗସ୍ତରେ ଯାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ।ଶାହାଙ୍କ ଏହି ଗସ୍ତ ଅବସରରେ ଆୟାଜିତ ଏକ ସଭାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି…
Read More...

ଚିଲିକାରେ ମତ୍ସ୍ୟ ଉତ୍ପାଦନ ହ୍ରାସ, ଦାଦନ ମୁହାଁ ମତ୍ସ୍ୟଜୀବୀ

ଖଲ୍ଲିକୋଟ : ଜୈବ ବିବିଧତା ଓ ବିଷାକ୍ତ ରାସାୟନିକ ଦ୍ରବ୍ୟ ପ୍ରବେଶ କାରଣରୁ ଚିଲିକା ଜଳରାଶି ଦିନକୁ ଦିନ ପ୍ରଦୂଷିତ ହେବାରେ ଲାଗିଛି। ଫଳରେ ଚିଲିକା ଗର୍ଭରୁ ଜନ୍ମ ନେଉଥିବା ମାଛ ଜାଆଁଳ କ୍ରମଶଃ କମି କମି ଆସୁଛି । ୨୦…
Read More...

ଗାଁଗଣ୍ଡାରେ ଦେଖିବାକୁ ମିଳୁନି ଆନ୍ଧ୍ର ଧାନ ବେପାରୀଙ୍କ ଗାଡି

ଭଞ୍ଜନଗର : ପ୍ରତିବର୍ଷ ଗଞ୍ଜାମ ଜିଲାରୁ ହଜାର ହଜାର ମେଟ୍ରିକ ଟ୍ରନ ଧାନ ଆନ୍ଧ୍ରପ୍ରଦେଶକୁ ଚାଲାଣ ହେଉଥିଲା। ଏହାଦ୍ବାରା ଗଞ୍ଜାମ ଚାଷୀ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଥିଲେ। କିନ୍ତୁ ଚଳିତ ବର୍ଷ ସେଥିରେ ବ୍ୟତିକ୍ରମ…
Read More...