ଘନ କୁହୁଡ଼ି ପାଇଁ ୧୨ଜିଲାକୁ ସତର୍କତା ଜାରି

ଭୁବନେଶ୍ବର : ତାପମାତ୍ରା ବୃଦ୍ଧି ଯୋଗୁଁ ରାଜ୍ୟରେ ଶୀତ ପ୍ରଭାବ କମିଥିବାବେଳେ ଏବେ ଅଧିକାଂଶ ଅଞ୍ଚଳରେ ଘନ କୁହୁଡ଼ି ଅନୁଭୂତ ହେଉଛି। ଆସନ୍ତା ୪୮ଘଣ୍ଟା ମଧ୍ୟରେ ରାଜ୍ୟର ୧୨ଟି ଜିଲାରେ କୁହୁଡ଼ି ଅନୁଭୂତ ହେବ ବୋଲି…
Read More...

ହେଲମେଟ ନ ପିନ୍ଧି ଗାଡ଼ି ଚଳାଇଲେ ଜୋରିମାନା ସହ ବାତିଲ ହେବ ଡିଏଲ୍‌

ଭୁବନେଶ୍ବର : ଆଇନ ଉଲ୍ଲଘଂନ କରି ହେଲମେଟ ନପିନ୍ଧି ଗାଡ଼ି ଚଳାଉଥିବା ବ୍ୟକ୍ତିଙ୍କ ଲାଇସେନ୍ସ ନିଲମ୍ବନ କରାଯିବ। ଏହି ଆଇନ ଯେପରି ଠିକଣା ଭାବେ କାର୍ଯ୍ୟକାରୀ ହେବ ତାହାର ତଦାରଖ କରିବା ଦିଗରେ ପଦକ୍ଷେପ ନେବାକୁ…
Read More...

ଅନୁଭବ-ବର୍ଷା ବିବାଦ; ବାହାରିଲାନି ସମାଧାନ, ୨୧ରେ ଆଲୋଚନା

ନୂଆଦିଲ୍ଲୀ : କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦର ସମାଧାନ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦେଶମତେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ଆପୋଷ ଆଲୋଚନା ଅସମାପ୍ତ…
Read More...

ଏଥର ବି ପ୍ରଶ୍ନକାଳ ବନ୍ଦ

ଭୁବନେଶ୍ୱର : ଆସନ୍ତା ୨୦ରୁ ଆରମ୍ଭ ହେବାକୁ ଥିବା ବିଧାନସଭାର ଷୋଡଶ ଅଧିବେଶନ ଲାଗି ବୁଧବାର ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ଅଧୀବେଶନ କିଭଳି…
Read More...

ଟିକାର ଜରୁରୀ ବ୍ୟବହାର; ଅନୁମତି ଲୋଡ଼ିଲା ଫାଇଜର

ୱାଶିଂଟନ : ଆମେରିକାର ଫାର୍ମାସ୍ୟୁଟିକାଲ କମ୍ପାନୀ ‘ଫାଇଜର’ ଦ୍ବାରା ପ୍ରସ୍ତୁତ କରୋନା ଟିକା ୯୫% ସଫଳ ନେଇ ଦାବି କରାଯାଇଛି। ପୂର୍ବରୁ ଏହି ଟିକା ୯୦%ରୁ ଅଧିକ ସଫଳ ଥିବା ଦାବି କରାଯାଇଥିଲା। ଚୂଡାନ୍ତ ପରୀକ୍ଷା ପରେ…
Read More...

ପୂରା ଦମ୍‌ରେ ବୋଲିଂ କରୁଛନ୍ତି ଈଶାନ୍ତ

ବେଙ୍ଗାଲୁରୁ : ଭାରତୀୟ କ୍ରିକେଟ୍‌ ଦଳ ପାଇଁ ଏହା ଏକ ଖୁସିର ଖବର ଯେ ଦଳର ସବୁଠାରୁ ଅଭିଜ୍ଞ ପେସ୍ ବୋଲର ଈଶାନ୍ତ ଶର୍ମା ସମ୍ପୂର୍ଣ୍ଣ ସୁସ୍ଥ ହେବା ଆଡ଼କୁ ଅଗ୍ରସର ହେଉଛନ୍ତି। ବାଙ୍ଗାଲୋରସ୍ଥିତ ଜାତୀୟ କ୍ରିକେଟ୍‌…
Read More...

୨୦୨୧ରେ ଇଂଲଣ୍ଡରେ ୫ଟି ଟେଷ୍ଟ ଖେଳିବ ଭାରତ

ଲଣ୍ଡନ୍‌ : ୨୦୨୧ ବର୍ଷ ଲାଗି ଇଂଲଣ୍ଡ ଏଣ୍ଡ୍‌ ୱେଲ୍‌ସ କ୍ରିକେଟ୍‌ ବୋର୍ଡ (ଇସିବି) ତା’ର ଘରୋଇ ଆନ୍ତର୍ଜାତିକ କ୍ରିକେଟ୍‌ ସିରିଜ୍ କାର୍ଯ୍ୟକ୍ରମ ଘୋଷଣା କରିଛି। ଏହା ଅନୁସାରେ, ଆସନ୍ତାବର୍ଷ ଭାରତୀୟ କ୍ରିକେଟ୍‌ ଦଳ…
Read More...

ବୁମ୍‌ରା, ସାମି ପାଳିକରି ସୀମିତ ଓଭର ସିରିଜ୍ ଖେଳିବେ

ନୂଆଦିଲ୍ଲୀ : ନଭେମ୍ବର ୨୭ରୁ ଡିସେମ୍ବର ୮ ମଧ୍ୟରେ ଘରୋଇ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୩ଟି ଲେଖାଏଁ ମ୍ୟାଚ୍‌ର ଟ୍ବେଣ୍ଟି୨୦ ଓ ଦିନିକିଆ ସିରିଜ୍ ଖେଳିବ। ଉଭୟ ସିରିଜ୍‌ର ୬ଟି ମ୍ୟାଚ୍‌ରେ ଭାରତର ଦୁଇ ପ୍ରମୁଖ…
Read More...

ସାମ୍ବାଦିକ ଓ ପତ୍ନୀଙ୍କୁ ପିଟିପିଟି ହତ୍ୟା

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ପୁନର୍ବାର ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଆକ୍ରମଣ ହୋଇଛି। ଏଥର ସୋନଭଦ୍ରାଠାରେ ଜଣେ ସାମ୍ବାଦିକ ଓ ତାଙ୍କ ପତ୍ନୀଙ୍କୁ ଦୁର୍ବୃତ୍ତମାନେ ପିଟିପିଟି ହତ୍ୟା କରିଛନ୍ତି। ଏହି ଘଟଣାରେ…
Read More...

ରାଜମହଲରେ ୪୫କିଲୋ ସୁନାର କାରୁକାର୍ଯ୍ୟ

ଆମ ଭାରତର ପ୍ରତ୍ୟେକ ପ୍ରାନ୍ତରେ ରାଜାରାଜୁଡ଼ା ଶାସନର ଐତିହ୍ୟ କୀର୍ତ୍ତିମାନ ଦେଖିବାକୁ ମିଳେ। ଇତିମଧ୍ୟରେ ଅନେକ ବର୍ଷ ଅତିବାହିତ ହୋଇଯାଇଥିଲେ ସୁଦ୍ଧା, ଇତିହାସର ସ୍ବର୍ଣ୍ଣିମ ଝଲକ୍‌‌ରେ କୌଣସି ପ୍ରକାର ଆବରଣ…
Read More...

ଲକ୍-ଡାଉନ୍‌ରେ କ’ଣ କରୁଛନ୍ତି ବ୍ରିଟେନ୍‌ବାସୀ ?

ଦ୍ବିତୀୟ ପର୍ଯ୍ୟାୟ ଲକ୍‌-ଡାଉନ୍ କଡ଼ା କଟକଣାରେ ବ୍ରିଟେନ୍‌ରେ ଚାଲିଛି। ସେଠା ପ୍ରଶାସନ ଅନୁସାରେ, ସ୍ଥାନୀୟ ଲୋକଙ୍କ ଅମାନିଆ ପ୍ରକୃତି ସହ କରୋନାର ବର୍ଦ୍ଧିତ ସଂଖ୍ୟା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ବ୍ରିଟେନ୍‌‌ରେ…
Read More...

ଶୀତରେ ତ୍ବଚାର ଯତ୍ନ

ଥଣ୍ଡା ପାଗରେ ତ୍ବଚା ଓ କେଶ ଶୀଘ୍ର ପ୍ରଭାବିତ ହୋଇଥାଏ। ଆରମ୍ଭ ସମୟରୁ ଯତ୍ନ ଠିକ୍ ଭାବେ ନ ନେଲେ ବିଭିନ୍ନ ସମସ୍ୟା ଉପୁଜିବାର ଭୟ ରହିଛି। ଯୁବତୀ ଓ ମହିଳାମାନେ ଶୀତ ଦିନେ କେତୋଟି ନିୟମକୁ ମାନି ଚଳିବା ଭଲ। - ଏଇ…
Read More...

ମନୋଜଙ୍କ କମେଡି ପସନ୍ଦ ଆସୁଛି

ଜଣେ ଦମ୍‌ଦାର୍ କଳାକାର ଭାବେ ମନୋଜ ବାଜପାୟୀ ସିନେଜଗତରେ ଜଣାଯାନ୍ତି। ତାଙ୍କୁ ଚଳଚ୍ଚିତ୍ର ପାଇଁ ଚୁକ୍ତି କରିବା କୌଣସି ଚ୍ୟାଲେଞ୍ଜ୍‌ଠାରୁ କମ୍ ନୁହେଁ ବୋଲି ଏକ ସାକ୍ଷାତକାର୍‌ରେ ପ୍ରଯୋଜକ ତଥା ନିର୍ଦେଶକ କରନ୍ ଜୋହର୍…
Read More...

ତିନି ଆଇପିଏସ୍‌ଙ୍କୁ ନୂତନ ନିଯୁକ୍ତି

ଭୁବନେଶ୍ବର : ଚନ୍ଦକାସ୍ଥିତ ଏସ୍‌ଓଜି ପ୍ରଶିକ୍ଷଣ କେନ୍ଦ୍ରରୁ ଆତଙ୍କବାଦ ନିରୋଧୀ ପ୍ରଶିକ୍ଷଣ ଶେଷ କରିବା ପରେ ୩ ଜଣ ଆଇପିଏସ୍‌ଙ୍କୁ ନିଯୁକ୍ତି ଦିଆଯାଇଛି। ଆଇପିଏସ୍‌ ଅବିନାଶ ଜି ଓ ମାଲ୍‌କାନଗିରି ଅତିରିକ୍ତ ଏସ୍‌ପି…
Read More...

ଜଗନ୍ନାଥ ମନ୍ଦିର ଜମିକୁ ନେଇ ଲଙ୍କାକାଣ୍ଡ; ଦୁଇ ପରିବାର ଉପରେ ମରଣାନ୍ତକ ଅକ୍ରମଣ

ବୁର୍ଲା : ବରଗଡ଼ ଜିଲା ଭେଡ଼େନ ଥାନା ଅନ୍ତର୍ଗତ ଉଦେପୁର ଗ୍ରାମର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ଜମିକୁ ନେଇ ମଙ୍ଗଳବାର ଲଙ୍କାକାଣ୍ଡ ଘଟିଥିବା ଅଭିଯୋଗ ହୋଇଛି। ମନ୍ଦିର ଜମିକୁ ନେଇ ମନ୍ଦିରର ପୁରାତନ ଟ୍ରଷ୍ଟି କୋର୍ଟରେ…
Read More...

‘ବିଜୁଳି’ ଠକେଇ: ଆଖିରେ ଆଙ୍ଗୁଳି ଗୁଞ୍ଜି ଲୁଟ୍

ବିଜୁଳି ଦେୟ ବୃଦ୍ଧି ଯୋଗୁଁ ବିତରଣସଂସ୍ଥାର ବାର୍ଷିକ ଆୟ ୭୯୩ କୋଟି ଟଙ୍କା ବୃଦ୍ଧି  ସାରଣୀ ପରିବର୍ତନ ଯୋଗୁଁ କମ୍ପାନୀଗୁଡ଼ିକର ଲାଭ ବାର୍ଷିକ ଲାଭ ୭୨୦୦ କୋଟି ଟଙ୍କା ଭୁବନେଶ୍ବର(ରଞ୍ଜିତ୍ ମହାନ୍ତି) : ବିଜୁଳି ଦେୟ…
Read More...

ହଟିଲା ଧାରଣା

ବରଗଡ଼ : ଭେଡ଼େନ ଥାନାରେ ଗତକାଲି ଠାରୁ ଜିତୁ ନାଏକ ହତ୍ୟାକାରୀଙ୍କୁ ଗିରଫ କରିବା ଦାବିରେ ଧାରଣାରେ ବସିଥିବା ବୁର୍ଦା ଗ୍ରାମବାସୀ ଶେଷରେ ଧାରଣାରୁ ଓହରିଛନ୍ତି। ବୁଧବାର ରାତିରେ ବରଗଡ଼ ଏସ୍‌ପି ପଦ୍ମିନୀ ସାହୁ ଭେଡ଼େନ…
Read More...

ନାଗ ଚତୁର୍ଥୀ ପାଳିତ 

ସମ୍ବଲପୁର : ପୁରାତନ ପୂଜାପାଠ, ସଂସ୍କୃତି ଓ ପରମ୍ପରାଗୁଡିକ ଆଧୁନିକତାର ଚାକଚକ୍ୟ ମଧ୍ୟରେ ଧିରେ ଧିରେ ଲୋପ ପାଇ ବସୁଥିବା ବେଳେ ନାଗ ଚତୁର୍ଥୀ (ନାଗେନ ଚଉଠୀ) ଭଳି ପୁରାତନ ପୁଜା ପରମ୍ପରାକୁ ଏବେ ମଧ୍ୟ ସମ୍ବଲପୁର ସହରର…
Read More...

ଛଟ୍ ପୂଜାକୁ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

ବ୍ରଜରାଜନଗର : ଝାରସୁଗୁଡ଼ା ଜିଲାରେ ଛଟ୍ ପୂଜା ପାଳନ ଅନୁମତି ଦେବାକୁ ନେଇ ହାଇକୋର୍ଟରେ ବୁଧବାର ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । ମହାମାରୀ କରୋନା ସଂକ୍ରମଣକୁ ନଜରରେ ରଖି ଜିଲା ପ୍ରଶାସନ ପକ୍ଷରୁ ଏକ…
Read More...

ଅକ୍ସଫୋର୍ଡ଼ ବିଶ୍ବବିଦ୍ୟାଳୟ କ୍ୟାଣ୍ଟିନରେ ଗୋମାଂସ ପ୍ରତିବନ୍ଧକ ସପକ୍ଷରେ ଛାତ୍ରଗୋଷ୍ଠୀ

ବିଶ୍ୱର ଅଗ୍ରଣୀ ଶିକ୍ଷାନୁଷ୍ଠାନ ମଧ୍ୟରୁ ଅକ୍ସଫୋର୍ଡ ୟୁନିଭରସିଟିର ଛାତ୍ରମାନେ କ୍ୟାଣ୍ଟିନ ଏବଂ କ୍ୟାମ୍ପସ ଭିତରେ ଥିବା ଅନ୍ୟ ଖାଦ୍ୟ ଷ୍ଟଲରେ ଗୋମାଂସ ପରିବେଷଣକୁ ବିରୋଧ କରିଛନ୍ତି ଛାତ୍ରଗୋଷ୍ଠୀ । ଛାତ୍ର ସଙ୍ଗଠନର…
Read More...

ପିଲାଦିନର ବନ୍ଧୁକୁ ଘର ଉପହାର: ଚର୍ଚାରେ ତାମିଲନାଡ଼ୁର ନାଗେନ୍ଦ୍ରନ ଓ ମୁଥୁକୁମାରଙ୍କ ବନ୍ଧୁତ୍ବ

ଚେନ୍ନାଇ: ପିଲାଦିନର ବନ୍ଧୁତା ସବୁଠାରୁ ସ୍ମରଣୀୟ ଦିନ । ମାତ୍ର ୩୦ ବର୍ଷ ପରେ ଜଣେ ବନ୍ଧୁ ପିଲାଦିନର ବନ୍ଧୁ ପାଇଁ ଗୋଟିଏ ଘର ଉପହାର ଦେବା ପରି ଏକ ବିରଳ ଘଟଣା ଦେଖିବାକୁ ମିଳିଛି । ତାମିଲନାଡ଼ୁର ମୁଥୁକୁମାର ଓ କେ.…
Read More...

ଶ୍ରୀମନ୍ଦିର ଖୋଲିବା ନିମନ୍ତେ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କଲେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା

ଭୁବନେଶ୍ୱର: ଶ୍ରୀ ଜଗନ୍ନାଥ ସମଗ୍ର ବିଶ୍ୱ ବହ୍ମାଣ୍ଡର ପ୍ରାଣକେନ୍ଦ୍ର। କରୋନା ସଙ୍କଟ ସମୟରେ ଶ୍ରୀମନ୍ଦିର ବନ୍ଦ ଥିବାରୁ ଲକ୍ଷ ଲକ୍ଷ ଭକ୍ତ ମହାପ୍ରଭୃଙ୍କ ଦର୍ଶନ ପାଇବାରୁ ବଂଚିତ ଅଛନ୍ତି। ଏବେ ଦେଶର ବିଭିନ୍ନ ରାଜ୍ୟରେ…
Read More...

ବିଜେପି ନେତ୍ରୀ ଖୁସବୁ ସୁନ୍ଦରଙ୍କ କାରକୁ ଧକ୍କା ଦେଲା ଟ୍ୟାଙ୍କର; ଅଳ୍ପକେ ବର୍ତିଲେ ସୁନ୍ଦର ଦମ୍ପତି

ତାମିଲନାଡୁ: ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତି ଯାଇଛନ୍ତି ତାମିଲ ଅଭିନେତ୍ରୀ ତଥା ବିଜେପି ନେତ୍ରୀ ଖୁସବୁ ସୁନ୍ଦର। ସେ ଓ ତାଙ୍କ ସ୍ବାମୀ କାରରେ ଯାଉଥିବାବେଳେ ଏକ ଟ୍ୟାଙ୍କର ସେମାନଙ୍କ ଗାଡ଼ିକୁ ଧକ୍କା…
Read More...

ସୁନା କିଣିବାକୁ ଯାଇ ଆଣିଲେ କରୋନା; ଗହଣା ଦୋକାନର ୩୧ କର୍ମଚାରୀ କୋଭିଡ଼ ସଂକ୍ରମିତ

ଇନ୍ଦୋର : ଦୀପାବଳିରେ ଇନ୍ଦୋରର ଏକ ସୁନା ଦୋକାନକୁ ଗହଣା କିଣିବାକୁ ଯାଇଥିବା ଗ୍ରାହକମାନେ ଏବେ ଚିନ୍ତାରେ । ଗୋଟିଏ ସୁନା ଦୋକାନର ୩୧ ଜଣ କର୍ମଚାରୀ କରୋନା ପଜିଟିଭ୍ ଜଣା ପଡ଼ିବା ପରେ ଇନ୍ଦୋରରେ ଆଲୋଡ଼ନ ସୃଷ୍ଟି…
Read More...

ହଷ୍ଟେଲରେ ନ ରହି ବି ଦେୟ ଦେବେ ଓୟୁଏଟି ବିଦ୍ୟାର୍ଥୀ; କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତିକୁ ଛାତ୍ରଛାତ୍ରୀଙ୍କ ବିରୋଧ

ଭୁବନେଶ୍ବର: କରୋନାକାଳରେ ସ୍କୁଲ କଲେଜରେ ପାଠପଢ଼ା ବନ୍ଦ । ହଷ୍ଟେଲରେ ପିଲା ନାହାନ୍ତି । ପିଲାମାନଙ୍କ ପାଠ୍ୟକ୍ରମ ହ୍ରାସ କରାଯାଇଛି । ଘରୋଇ ସ୍କୁଲଗୁଡ଼ିକରେ ଫି’ ହ୍ରାସ ଦାବି ମାମଲା ଅଦାଲତରେ ପହଞ୍ଚିଛି । ଏପରି…
Read More...

ଲେଖାଶ୍ରୀଙ୍କ ଟିପ୍ପଣୀକୁ ନେଇ ଝଡ଼: ରାସ୍ତାକୁ ଓହ୍ଲାଇଲା କଂଗ୍ରେସ

ଭୁବନେଶ୍ୱର: ପୁରୀ ପରିଚୟ ଓ ସମ୍ବିତ ପାତ୍ରଙ୍କ ସଂକ୍ରାନ୍ତରେ ମନ୍ତବ୍ୟ ବିଜେପି ନେତ୍ରୀ ଲେଖାଶ୍ରୀ ପାଇଁ ଅଡ଼ୁଆ ହୋଇଛି । କଂଗ୍ରେସ ପକ୍ଷରୁ ଗତକାଲି ବିକ୍ଷୋଭ ଓ ଥାନାରେ ଅଭିଯୋଗ ପରେ ଆଜି ଭୁବନେଶ୍ବର ମଧ୍ୟ ନିର୍ବାଚନ…
Read More...

ସରକାରଙ୍କ ‘ଟୀକା ନୀତି’: ପ୍ରଥମେ ସ୍ବାସ୍ଥ୍ୟକର୍ମୀ, ଗର୍ଭବତୀ ଓ ୬୦ ବର୍ଷରୁ ଅଧିକ ବର୍ଷର ବ୍ୟକ୍ତି

ଭୁବନେଶ୍ବର:  କରୋନାର ମୁକାବିଲା ପାଇଁ ବିଭିନ୍ନ ଟୀକାର ପରୀକ୍ଷା ନିରୀକ୍ଷା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ଟୀକା ମିଳିବାର ଆଶା ଉଜ୍ଜଳ ହୋଇଛି । ଟୀକା ପ୍ରଦାନ ସମୟରେ ସ୍ବାସ୍ଥ୍ୟକର୍ମୀଙ୍କ ସମେତ ଗର୍ଭବତୀ…
Read More...

ବୌଦ୍ଧ ଜିଲା ଗସ୍ତରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ

ହରଭଙ୍ଗା : କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ବୁଧୁବାର ବୌଦ୍ଧ ଜିଲ୍ଲା ଗସ୍ତରେ ବାହାରି ହରଭଙ୍ଗା ବ୍ଲକର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ଆଜି ସକାଳେ ଭୂବନେଶ୍ୱରରୁ ଆସି ବ୍ଲକର ଆଡେଣିଗଡ ପଂଚାୟତ…
Read More...

ଦୁଇ ନକଲି ସାମ୍ଵାଦିକ ଗିରଫ

ବୁର୍ଲା : ପ୍ରଥମେ ଭୁବନେଶ୍ୱର, ପରେ ବଲାଙ୍ଗୀର ଓ ଝାରସୁଗୁଡାରୁ ଗିରଫ ହୋଇଥିଲେ ମାଳ ମାଳ ନକଲି ସାମ୍ବାଦିକ ।ଆଉ ଏବେ ସମ୍ବଲପୁର ଜିଲ୍ଲା ଵୁର୍ଲା ସହରରୁ ଗିରଫ୍ ହୋଇଛନ୍ତି ଦୁଇ ନକଲି ସାମ୍ବାଦିକ । ଦୁଇ ଜଣ ନକଲି…
Read More...

ଓକିଲଙ୍କ ନାଁରେ ମାମଲା ରୁଜୁ ନେଇ ସଂଘର ଉଦବେଗ

ଧର୍ମଗଡ : ନିଜ ମହକିଲକୁ ସୁରକ୍ଷା ଦେବା ହେଉଛି ଜଣେ ଆଇନଜୀବୀର କର୍ତ୍ତବ୍ୟ ।ଏହି କର୍ତ୍ତବ୍ୟକୁ କରିବାକୁ ଯାଇ ଜଣେ ବରିଷ୍ଠ ଓକିଲ ନିଜେ ଆଇନ ଜାଲରେ ଛନ୍ଦି ହୋଇଛନ୍ତି। ଅଭିଯୁକ୍ତମାନଙ୍କୁ ପ୍ରରୋଚିତ କରୁଥିବା ଅଭିଯୋଗରେ…
Read More...

ବିଳମ୍ବିତ ରାତିରେ ଘରେ ପଶି ମାଡ଼ ମାରି ଟଙ୍କା ସହ ସୁନା ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ

ପାଟଣା : କେନ୍ଦୁଝର ଜିଲା ପାଟଣା ଥାନାଠାରୁ ମାତ୍ର ୨ଶହ ମିଟର ଦୂରରେ ବିଳମ୍ବିତ ରାତିରେ ଘରେ ପଶି ମାଡ଼ ମାରି ଟଙ୍କା ସହ ସୁନା ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ ।ଯାହା ପୁଲିସକୁ ଚ୍ୟାଲେଞ୍ଜ ଦେବା ଭଳି ଘଟଣା…
Read More...

ଗଙ୍ଗେଇଡୁବୁରୀ କଳାପଥର ପାହାଡରେ ତଦନ୍ତ ଅଧିକାରୀ

ଗଡମଧୁପୁର : ଧର୍ମଶାଳା ତହସିଲ ଅନ୍ତର୍ଗତ ଲୁଣିବେର ମୌଜାରେ ଥିବା କଳାପଥର ଖାଦାନରେ ବେଆଇନ ଖନନ ନେଇ ହୋଇଥିବା ଅଭିଯୋଗର ତଦନ୍ତ କରିବାକୁ ଜିଲା ପ୍ରଶାସନର ଏକ ତିନି ଜଣିଆ ତଦନ୍ତକାରୀ ଦଳ ତଦନ୍ତ କରିଥିବା ଦେଖାଯାଇଛି।…
Read More...

ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କୁ ଲୁଟ୍ ଘଟଣା; ୪ ଗିରଫ, ୨ ବାଇକ୍ ଓ ୪ ମୋବାଇଲ ଜବତ

ବଲାଙ୍ଗିର : ବଲାଙ୍ଗିର ଜିଲା ପୁଇଁନ୍ତଲା ଥାନା ଅନ୍ତର୍ଗତ ଝାରବଲାଙ୍ଗିର ଲେବୁଲକ୍ରସିଂ ନିକଟରେ ଅର୍ଥଲଗାଣକାରୀ ସଂସ୍ଥା ଭାରତ ଫାଇନାନସିଆଲ କର୍ମଚାରୀଙ୍କୁ ଆକ୍ରମଣ ଓ ଲୁଟ୍ ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ। ଏହି…
Read More...

ସଫଳ ଗେଣ୍ଡୁ ଫୁଲ ଚାଷୀ ଅନ୍ତର୍ଯ୍ୟାମୀ

ବାଙ୍କୀ : ବାଙ୍କୀ ଏକ କୃଷି ପ୍ରଧାନ ଅଞ୍ଚଳ ଭାବରେ ରାଜ୍ୟରେ ଜଣାଶୁଣା। ଏଠିକାର ୮୦ଭାଗ ଲୋକ ଚାଷ ଉପରେ ନିର୍ଭର କରି ଚଳନ୍ତି। ବହୁ ସମୟରେ ମହାନଦୀର ବନ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟରେ ଚାଷରେ ବହୁ କ୍ଷତି ଘଟୁଥିଲେ ବି…
Read More...

ଦୋକନ ଉପରେ ମାଡ଼ିଗଲା ଟ୍ରକ; ଦୋକାନ ମାଲିକ ଓ ଟ୍ରକ ହେଲପର ମୃତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସଦର ଥାନା ଶୁଆକାଟି ଛକ ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଯାଉଥିବା ଏକ ଟ୍ରକ୍ ଭାରସାମ୍ୟ ହରାଇ‌ ଏକ ଦୋକାନରେ ପଶିଯିବାରୁ ଘଟଣାସ୍ଥଳରେ ଦୋକାନ…
Read More...

ଦିନକୁ ସାଢ଼େ ୪ ଘଣ୍ଟା ବିଧାନସଭା, ରହିବନି ପ୍ରଶ୍ନକାଳ

ଭୁବନେଶ୍ବର: ବିଧାନସଭାର ଶୀତକାଳୀନ ଅଧିବେଶନ ନଭେମ୍ବର ୨୦ରୁ ଆରମ୍ଭ ହେବାକୁ ଥିବାବେଳେ ବୁଧବାର ସର୍ବଦଳୀୟ ବୈଠକ ବସିଥିଲା। କରୋନା କଟକଣା ମଧ୍ୟରେ କିପରି ବିଧାନସଭାର ଶୀତକାଳୀନ ଅଧିବେଶନ ପରିଚାଳନା କରାଯିବ ସେନେଇ…
Read More...

ଭୁଲରେ ଅନ୍ୟର ଆକାଉଣ୍ଟକୁ ଟଙ୍କା ପଠାଇଥାନ୍ତି, ଏହା କିପରି ଫେରି ପାଇବେ ଜାଣନ୍ତୁ ସମ୍ପୂର୍ଣ୍ଣ ଖବର..

ନୂଆଦିଲ୍ଲୀ: ଦେଶରେ ଅନଲାଇନ୍ ପେମେଣ୍ଟ ଏବଂ ଟଙ୍କା ଟ୍ରାନ୍ସଫର ବୃଦ୍ଧି ପାଇଛି। ଅଧିକାଂଶ ଲୋକ ନିଜ ସାଙ୍ଗ ଏବଂ ପରିବାର ସଦସ୍ୟଙ୍କୁ ଟଙ୍କା ଦେବା ପାଇଁ ଅନଲାଇନ୍ ଟଙ୍କା ସ୍ଥାନାନ୍ତରକୁ ବ୍ୟବହାର କରୁଛନ୍ତି। କାରଣ ଏହା…
Read More...

ଜି.ଉଦୟଗିରି: ପୂର୍ବତନ ଅଧ୍ୟକ୍ଷଙ୍କ ଦ୍ବାରା କମ୍ବଳ ବଣ୍ଟନ

ଜି.ଉଦୟଗିରି: ଜି.ଉଦୟଗିରି ବିଜ୍ଞପିତ ଅଞ୍ଚଳ ପରିଷଦର ୨ନଂ ଓ୍ବାର୍ଡ ଶଙ୍ଖସାହିର ଗରୀବ ଲୋକ ଶୀତ ଦାଉରୁ ରକ୍ଷା ପାଇବା ପାଇଁ  ପୂର୍ବତନ ଅଧ୍ୟକ୍ଷ ପି.ସଞ୍ଜିବ କୁମାର ପାତ୍ର କମ୍ବଳ ବଣ୍ଟନ କରିଛନ୍ତି। ଏହି…
Read More...

ରାଜ୍ୟରେ ଥମୁନି କରୋନା ମୃତ୍ୟୁ, ଆଜି ନେଲା ଆଉ ୧୫ ଜୀବନ

ଭୁବନେଶ୍ବର: ରାଜ୍ୟରେ ବୁଧବାର କରୋନା ଆଉ ୧୫ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧,୫୭୫କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।…
Read More...

ଦିଲ୍ଲୀ-ନୋଏଡା ସୀମାରେ କରୋନା ପରୀକ୍ଷା ଆରମ୍ଭ

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନୋଏଡା ପ୍ରଶାସନ ଦିଲ୍ଲୀରୁ ଆସୁଥିବା ଲୋକଙ୍କ କରୋନା ପରୀକ୍ଷା ଆରମ୍ଭ କରିଛି। ନୋଏଡା ପ୍ରଶାସନ ଦ୍ବାରା ସୀମାରେ ଥିବା ଡିଏନଡି ଫ୍ଲାଏ ଓଭରରେ ନୋଏଡା ଯାଉଥିବା…
Read More...

ଗୁଜରାଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୯ ମୃତ

ଗୁଜୁରାଟର: ଗୁଜରାଟର ଭଦୋଦରାସ୍ଥିତ ୱାଘୋଡିଆ କ୍ରସିଂ ରାଜପଥରେ ବୁଧବାର ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଦୁଇଟି ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ଘଟିଛି। ଏଥିରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଲେ ୧୭ଜଣ ଆହତ…
Read More...

ଦେଶରେ ୨୪ ଘଣ୍ଟାରେ ୩୮ ହଜାର ୬୧୭ ନୂଆ କରୋନା ଆକ୍ରାନ୍ତ, ୪୭୪ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟ ହ୍ରାସା ପାଇବାରେ ଲାଗିଛି। କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟାରେ ସାମାନ୍ୟ ଆଶ୍ବସ୍ତି ମିଳିଛି।  ଗତ ୨୪ ଘଣ୍ଟାରେ ୩୮ ହଜାର ୬୧୭ କରୋନା ପଜିଟିଭ୍‌ ଚିହ୍ନଟ…
Read More...

ଜାତୀୟ ଓ ଆନ୍ତର୍ଜାତିକ ହକି ତାରକାଙ୍କ ଶିକ୍ଷାଭୂମି ବିର୍ସାମୁଣ୍ଡା ବିଦ୍ୟାପୀଠ

ରାଉରକେଲା: ୮୦ଦଶକର ପ୍ରାରମ୍ଭରେ ଅର୍ଥାତ ୧୯୮୩ ମସିହାରେ ଆଦିବାସୀ ବହୁଳ ଅଞ୍ଚଳ ପ୍ରଧାନପାଲୀ, ବନପୋଷ, ବାଙ୍କିଆ ଆଦି ଅଞ୍ଚଳର ଛାତ୍ରଛାତ୍ରୀ ଶିକ୍ଷା ପାଇଁ ଟିସ୍କୋ କ୍ୱାରୀ ସାଇଡିଂରେ ଆରମ୍ଭ ହୋଇଥିଲା ବିର୍ସାମୁଣ୍ଡା…
Read More...

ଭିଜିଲାନ୍ସ ଜାଲରେ ତାଳଚେର ଆରଡି ବିଭାଗର ସହକାରୀ ଯନ୍ତ୍ରୀ

ଭୁବନେଶ୍ବର: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୁଧାର ତାଳଚେର ଆରଡି ବିଭାଗର ସହକାରୀ ଯନ୍ତ୍ରୀ ଚନ୍ଦ୍ରମଣି ସାହୁଙ୍କ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। କଟକ ଭିଜିଲାନ୍ସ ଶାଖାରେ ଚନ୍ଦ୍ରମଣିଙ୍କ…
Read More...

ବୁଲା ଗାଈଗୋରୁ ମୁକ୍ତ ସହର ପ୍ରହସନ : ଘୋଷଣାରେ ‘ଗୋ- ମଙ୍ଗଳ’ କାର୍ଯ୍ୟ ଖସଡ଼ା

ଭୁବନେଶ୍ବର ): ସ୍ମାର୍ଟସିଟି ଭୁବନେଶ୍ବରକୁ ବୁଲା ଗୋରୁ ଏବଂ ଷଣ୍ଢଙ୍କ ଅବାଧ ବିଚରଣରୁ ମୁକ୍ତ କରିବା ପାଇଁ ୨୦୧୯, ନଭେମ୍ବର ୧୭ରେ କମିସନରଙ୍କ ଆଦେଶକ୍ରମେ ବିଏମ୍‌ସି ଗୋ-ମଙ୍ଗଳ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିଥିଲା।…
Read More...

ବଢ଼ିଚାଲିଛି ଆଡିଲେଡ୍‌ରେ କରୋନା ସଂକ୍ରମଣ : ପ୍ରଥମ ଟେଷ୍ଟ ଆୟୋଜନ ନେଇ କ୍ରିକେଟ୍‌ ଅଷ୍ଟ୍ରେଲିଆ ଆଶାବାଦୀ

ସିଡନୀ  : ଭ୍ରମଣକାରୀ ଭାରତ ଓ ଘରୋଇ ଅଷ୍ଟ୍ରେଲିଆ କ୍ରିକେଟ୍‌ ଦଳ ମଧ୍ୟରେ ଖେଳାଯିବାକୁ ଥିବା ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍ ଦିବାରାତ୍ର ଭାବେ ଆଡିଲେଡ୍‌ରେ ଖେଳାଯିବାକୁ ସ୍ଥିର ହୋଇଛି।…
Read More...

୨୦୨୧ରେ ସିଏସ୍‌କେ ଧୋନିଙ୍କୁ ରଖିବା ଅନୁଚିତ : ଆକାଶ ଚୋପ୍ରା

ନୂଆଦିଲ୍ଲୀ : ୨୦୨୧ ଆଇପିଏଲ୍‌ ପୂର୍ବରୁ ଯଦି ମେଗା ଖେଳାଳି ନିଲାମ ଅନୁଷ୍ଠିତ ହୁଏ; ଚେନ୍ନଇ ସୁପର କିଙ୍ଗ୍‌ସ (ସିଏସ୍‌କେ) ମହେନ୍ଦ୍ର ସିଂହ ଧୋନିଙ୍କୁ ଛାଡ଼ିଦେବା ଉଚିତ ହେବ। ଏହା କହିଛନ୍ତି ପୂର୍ବତନ ଭାରତୀୟ ଓପ୍‌ନର…
Read More...

ବିଭାଗ ବାଣ୍ଟିଲେ ନୀତିଶ କୁମାର, ନିଜ ପାଖରେ ରଖିଲେ ଗୃହ ଓ ସାଧାରଣ ପ୍ରଶାସନ ବିଭାଗ

ପାଟନା : ଶପଥ ନେବାର ଦିନକ ପରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଙ୍ଗଳବାର ୧୪ ଜଣିଆ ମନ୍ତ୍ରିମଣ୍ଡଳର ବିଭାଗ ବଣ୍ଟନ କରିଛନ୍ତି। ନୀତୀଶ ନିଜ ପାଖରେ ଗୃହ ବିଭାଗ ରଖିଥିବାବେଳେ ଉପମୁଖ୍ୟମନ୍ତ୍ରୀ ତାରକିଶୋର…
Read More...

ସାଂସଦ ଆଦର୍ଶ ଗ୍ରାମ ଯୋଜନାରେ ସମଗ୍ର କୋଟିଆ ପଞ୍ଚାୟତକୁ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କଲେ କୋରାପୁଟ ସାଂସଦ ସପ୍ତଗିରି…

କୋରାପୁଟ : ସୀମାକୁ ନେଇ ଉଭୟ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ବିବାଦ ଲାଗି ରହିଥିବା ଓ କୋଟିଆ ମାମଲା ସୁପ୍ରିମକୋର୍ଟରେ ବିଚାରାଧିନ ଥିବାବେଳେ ସମଗ୍ର କୋଟିଆ ପଞ୍ଚାୟତକୁ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରିଛନ୍ତ କୋରାପୁଟ ସାଂସଦ…
Read More...

ଦ୍ବିତୀୟ ପର୍ଯ୍ୟାୟ ମାଲବାର ସମରାଭ୍ୟାସ ଆରମ୍ଭ

ନୂଆଦିଲ୍ଲୀ : ମଙ୍ଗଳବାରଠାରୁ ଦ୍ବିତୀୟ ପର୍ଯ୍ୟାୟ ମାଲବାର ସମରାଭ୍ୟାସ ଆରମ୍ଭ ହୋଇଛି। ଭାରତ ସହିତ ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆକୁ ନେଇ ଆରବ ସାଗରରେ ଏହି ସମରାଭ୍ୟାସ ଆରମ୍ଭ ହୋଇଛି। ଏହି ସମରାଭ୍ୟାସରେ ଭାରତ…
Read More...

ଓଡ଼ିଶା-ଆନ୍ଧ୍ର ସୀମା ବିବାଦ : ନେତାଙ୍କ କଥା ଶୁଣିଲେନି ଆନ୍ଧ୍ର ଜନତା

ପଟ୍ଟାଙ୍ଗି : କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଆନ୍ଧ୍ର ସୀମାନ୍ତ ସମ୍ବାଇ ପଞ୍ଚାୟତ ସୁନାବେଡ଼ା ଓ ଜାମୁଗୁଡା ଦୁଇ ଗ୍ରାମବାସୀଙ୍କ ସହ ଆନ୍ଧ୍ରର ବିଶାଖାପାଟଣା ଜିଲା ଅନ୍ତର୍ଗତ ଡୁମୁରିଗୁଡା ବ୍ଲକର ବିଟ୍ରୁ ଗାଣ୍ଡା,…
Read More...

କରୋନା ମୁକାବିଲାରେ ଗଞ୍ଜାମ ମଡ଼େଲ ବିଶ୍ୱ ପ୍ରଶଂସିତ

ଛତ୍ରପୁର : କରୋନା ମୁକାବିଲାରେ ଗଞ୍ଜାମ ମଡେଲ ସମଗ୍ର ବିଶ୍ବ ଦରବାରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। କୋଭିଡ୍ ପରିଚାଳନା ନୋଡାଲ ପ୍ରଶାସନିକ ଅଧିକାରୀ ତଥା ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଜି.ମାଥିଭାଥାନନ…
Read More...

ଚଳିତବର୍ଷଠାରୁ ଅଙ୍ଗନବାଡ଼ି ଶିଶୁଙ୍କୁ ମିଳିବ ଜୋତା, ମୋଜା ଏବଂ ସ୍ବେଟର

ଭୁବନେଶ୍ବର : ଚଳିତବର୍ଷଠାରୁ ଅଙ୍ଗନବାଡ଼ିରେ ପ୍ରାକ୍ ବିଦ୍ୟାଳୟ ଶିକ୍ଷାଲାଭ କରୁଥିବା ୩ରୁ ୬ ବର୍ଷ ବୟସର ଶିଶୁଙ୍କ ନିମନ୍ତେ ମାଳତୀଦେବୀ ପ୍ରାକ୍ ବିଦ୍ୟାଳୟ ପରିଧାନ ଯୋଜନାରେ ନୂଆ ଜୋତା, ମୋଜା ଏବଂ ସ୍ବେଟର ଦେବା ପାଇଁ…
Read More...

ବୁଧବାର ରାଶିଫଳ (୧୮-୧୧-୨୦୨୦)

ମେଷ: ଜନ ସଂପର୍କ ବୃଦ୍ଧି ପାଇବ। କାର୍ଯ୍ୟରେ ସଫଳତା ପାଇବେ। ଅଧିକ କ୍ଷମତା ହାସଲ କରି ତା’ର ସଦ୍‍ବ୍ୟବହାର କରିପାରନ୍ତି। ପ୍ରତିଯୋଗିତାରେ ବିଜୟୀ ହେବେ। ମନ୍ତ୍ରଣାଦାତା ହେବେ। ସୁକୃତି ସମ୍ପନ୍ନ ହେବେ। ବୃଷ:…
Read More...

କର୍କଟ କେନ୍ଦ୍ର ନିର୍ମାଣକୁ ଝଟକା : ଅନିଶ୍ଚିତତାରେ ୮୦୦ କୋଟିର ପ୍ରକଳ୍ପ

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲ ପରିସରରେ ହେବାକୁ ଥିବା କର୍କଟ କେନ୍ଦ୍ର ନିର୍ମାଣକୁ ଝଟ୍‌କା ଲାଗିଛି। ଏହି କେନ୍ଦ୍ର ପ୍ରତିଷ୍ଠା ନେଇ ରାଜ୍ୟ ସରକାର ଏବଂ ଟାଟା ଟ୍ରଷ୍ଟ ମଧ୍ୟରେ ବୁଝାମଣା ହୋଇଥିଲା। ଏ ନେଇ ୮୦୦…
Read More...

ଏମ୍‌ପିଏଲ୍‌ ସ୍ପୋର୍ଟସ୍‌ ଭାରତୀୟ କ୍ରିକେଟ୍‌ ଦଳର ପୋଷାକ ପ୍ରାୟୋଜକ

ନୂଆଦିଲ୍ଲୀ  : ଏମ୍‌ପିଏଲ୍‌ ସ୍ପୋର୍ଟସ୍‌ ଆସନ୍ତା ୨୦୨୩ ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ୍‌ ଦଳର ପୋଷାକ ଓ କ୍ରୀଡ଼ା ସରଞ୍ଜାମର ପ୍ରାୟୋଜକ ରହିବ ବୋଲି ମଙ୍ଗଳବାର ବିସିସିଆଇ ତରଫରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ନାଇକି…
Read More...

ମନ ଭଲ ଅଛି ତ!

ବର୍ଷେ ପୂରିବାପାଇଁ ବସିଲାଣି। କରୋନା ସଂକ୍ରମଣର ଦ୍ବିତୀୟ ଲହଡ଼ି ପାଶ୍ଚାତ୍ୟରେ ଆରମ୍ଭ ହୋଇସାରିଛି। ସବୁଦିନ ଚର୍ଚ୍ଚା ହେଉଛି- ଟିକା ଆସିବ। ଦୁଃଖ ଓ ଦୁର୍ଭାବନା ହଟିଯିବ। ଉତ୍ତର-କରୋନା ପୃଥିବୀ ଏକ ଭିନ୍ନ ପୃଥିବୀ…
Read More...

ମହାମାରୀ କାଳରେ ରାଜ୍ୟକୁ ଆସିଛି ଅଧିକ ପୁଞ୍ଜିନିବେଶ ପ୍ରସ୍ତାବ

ଭୁବନେଶ୍ବର : କୋଭିଡ଼ ସମୟରେ ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ରାଜ୍ୟରେ ପୁଞ୍ଜିନିବେଶ ପାଇଁ ଅଧିକ ପ୍ରସ୍ତାବ ଆସିଛି। ଫେବୃଆରୀରୁ ଏ ପର୍ଯ୍ୟନ୍ତ ରାଜ୍ୟରେ ୧,୧୯,୨୧୪.୭୨କୋଟିର ପୁଞ୍ଜିନିବେଶ ପ୍ରସ୍ତାବକୁ ଅନୁମୋଦନ…
Read More...

ବଂଶୀ ଟାର୍ଗେଟକୁ ଲକ୍ଷ୍ୟଭେଦ କଲା ‘କ୍ୟୁଆର ସାମ’

ବାଲେଶ୍ୱର : ଚାନ୍ଦିପୁର ସମନ୍ୱିତ ପରୀକ୍ଷଣ କେନ୍ଦ୍ରରୁ ମଙ୍ଗଳବାର ଅତ୍ୟାଧୁନିକ କ୍ଷେପଣାସ୍ତ୍ର ‘କ୍ୟୁଆରସାମ’ (କୁଇକ ରିଆକ୍ସନ ସର୍ଫେସ ଟୁ ଏୟାର ମିସାଇଲ)ର ସଫଳ ପରୀକ୍ଷା କରାଯାଇଛି। ଚାନ୍ଦିପୁର ୩ ନମ୍ବର ଉତକ୍ଷେପଣ…
Read More...

ଗିିଳିଦେଲେ ନିର୍ମାଣ ଶ୍ରମିକଙ୍କ ୯ କୋଟି ଟଙ୍କା; ତଦନ୍ତ ଲାଗି ଲୋକାୟୁକ୍ତଙ୍କ ସୁପାରିସ

ରାଉରକେଲା: ନିର୍ମାଣ ଶ୍ରମିକଙ୍କ ନାଁରେ ୯ କୋଟି ଟଙ୍କା ହେରାଫେରି ଅଭିଯୋଗ ଏବେ ଭିନ୍ନ ମୋଡ଼ ନେଇଛି। ମାମଲା ଲୋକାୟୁକ୍ତରୁ ଭିଜିଲାନ୍ସକୁ ଯାଇଛି। ତିନି ମାସ ଭିତରେ ଭିଜିଲାନ୍ସ ତଦନ୍ତ କରି ଏହାର ରିପୋର୍ଟ ଦେବାକୁ…
Read More...

ବନୀକରଣ ଯୋଜନାରେ ଅନିୟମିତତା ବନପାଳ ଓ ବନରକ୍ଷୀ ନିଲମ୍ବିତ

ପାଟଣା : ପାଟଣା ବନାଞ୍ଚଳ ଅନ୍ତର୍ଗତ ଘଟଗାଁ ବ୍ଲକ୍ ତୋରାଣିପୋଖରୀ ପଞ୍ଚାୟତ ପୋଇପାଣି ଗ୍ରାମରେ କାମ୍ପା ଯୋଜନାରେ ହୋଇଥିବା ବନୀକରଣ କାର୍ଯ୍ୟରେ ୫୦ ହେକ୍ଟର ଜମିରେ ୧୦ ଲକ୍ଷ ଟଙ୍କାର ଅନୁଦାନରେ ୧୦ହଜାର ଗଛ ଲଗା ଘଟଣାରେ…
Read More...

ଡ଼ ବିକାଶ ରଞ୍ଜନ ହୋତା ରାଜ୍ୟ ସର୍ଜନ ସଂଘର ସଭାପତି

ବୁର୍ଲା : ରାଜ୍ୟ ସର୍ଜନ ସଂଘ ଓଡ଼ିଶା ଚେପ୍ଟରର ସଭାପତି ଭାବରେ ସମ୍ବଲପୁର ବିଶିଷ୍ଟ ସର୍ଜନ ଡ଼ ବିକାଶ ରଞ୍ଜନ ଚୟନ ହୋଇଛନ୍ତି। ପୁର୍ବରୁ ପ୍ରଫେସର କୈଳାଶ ଚନ୍ଦ୍ର ମହାପାତ୍ର ସଭାପତି ପଦରେ ରହିଥିଲେ। ଅନୁଷ୍ଠାନିକ ଭାବରେ ଡ଼…
Read More...

ଡିସେମ୍ବର ୩୧ତାରିଖ ସୁଦ୍ଧା ଧାନକିଣା ଶେଷ କର ନହେଲେ ଭୋଗିବ : କୃଷକ ସଂଗଠନ

କାଠଡେରା : ଡିସେମ୍ବର ୩୧ତାରିଖ ସୁଦ୍ଧା ସମସ୍ତ ଚାଷୀଙ୍କ ଧାନ କିଣିବାପାଇଁ ଓଡିଶା ରାଜ୍ୟ କୃଷକ ସଂଗଠନ ଅତାବିରା ପକ୍ଷରୁ ଚେତାବନୀ ଦିଆଯାଇଛି । ଓଡିଶା ରାଜ୍ୟ କୃଷକ ସଂଗଠନ ଅତାବିରା ବ୍ଲକ ସଭାପତି କୌସ୍ତୁଭ ପ୍ରଧାନଙ୍କ…
Read More...

୭ ବର୍ଷ ତଳେ ଆଜିର ଦିନରେ…….କ୍ରିକେଟ୍‌ରୁ ସନ୍ନ୍ୟାସ ନେଇଥିଲେ ସଚିନ

ମୁମ୍ବଇ : ୨୦୧୩ ନଭେମ୍ବର ୧୭ରେ ସମସ୍ତ ପ୍ରକାର କ୍ରିକେଟ୍‌ରୁ ଅବସର ଘୋଷଣା କରିଥିଲେ ଆନ୍ତର୍ଜାତିକ କ୍ରିକେଟ୍‌ରେ ସର୍ବାଧିକ ରନ୍ ଓ ଶତକ ହାସଲ କରିଥିବା ସଚିନ ତେନ୍ଦୁଲକର। କ୍ରିକେଟ୍‌ପ୍ରେମୀଙ୍କ ପାଇଁ ଈଶ୍ବରଙ୍କ…
Read More...

ଜିତୁ ନାଏକ ହତ୍ୟାକାରୀକୁ ଗିରଫ ଦାବିରେ ଥାନା ଘେରିଲେ ଗ୍ରାମବାସୀ; ପୁଲିସ ଓ ଜନତା ମଧ୍ୟରେ ଖଣ୍ଡଯୁଦ୍ଧ

ସଂକ୍ରିଡା/ ଥୁଆପାଲି/ ଚିଚିଣ୍ଡା : ଜୁଲାଇ ମାସରେ ଘଟିଥିବା ଏକ ହତ୍ୟାକାଣ୍ଡର ଦୋଷୀକୁ ପୁଲିସ ଆଜି ପର୍ଯ୍ୟନ୍ତ ଧରିନଥିବାରୁ ଏହାର ପ୍ରତିବାଦ​ରେ ସାଧାରଣ ଜନତା ଆଜି ଧୈର୍ଯ୍ୟହରା ହୋଇ ଥାନା ଘେରାଉ କରିବା ସହ ଗାଡି…
Read More...

ବୌଦ୍ଧରେ ଦାନ ମାଝୀ ଘଟଣାର ପୁନରାବୃତ୍ତି; ମୃତ ପୁଅକୁ କାନ୍ଧରେ ବୋହିଲେ ବାପା

ହରଭଙ୍ଗା : ବୌଦ୍ଧ ଜିଲାରେ ପୁଣି ଦାନ ମାଝୀ ଘଟଣାର ପୁନରାବୃତ୍ତି ଦୃଶ୍ୟ ନଜରକୁ ଆସିଛି। ମହାପ୍ରୟାଣ ଗାଡି ନ ମିଳିବାରୁ ୭ବର୍ଷର ମୃତ ପୁଅକୁ ଜଣେ ବୃଦ୍ଧ ବାପା କାନ୍ଧରେ ଧରି ଚାଲି ଚାଲି ଫେରୁଥିବା ଭଳି ଆଉ ଏକ ଦୃଶ୍ୟ…
Read More...

ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୧୩୧୫, ୩ ଲକ୍ଷ ଟପିଲା ଆରୋଗ୍ୟଙ୍କ ସଂଖ୍ୟା

ଭୁବନେଶ୍ବର : ରାଜ୍ୟରେ କରୋନା ଜନିତ ଆରୋଗ୍ୟଙ୍କ ସଂଖ୍ୟା ଦୈନଦିନ ବୃଦ୍ଧି ପାଇବାରେ ଲାଗିଛି। ଆଜି ଚିକିତ୍ସିତ ସଙ୍କ୍ରମିତଙ୍କ ମଧ୍ୟରୁ ୧ ହଜାର ୩୧୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହା ସହିତ ରାଜ୍ୟରେ ମୋଟ କରୋନା…
Read More...

ସମ୍ବଲପୁରୀ ହସ୍ତତନ୍ତ ଷ୍ଟଲ ଅନ୍ତର୍ଭୁକ୍ତ ହେବ; ୮ରୁ ଆରମ୍ଭ ହେବ ହୀରାକୁଦ ଇକୋ ରିଟ୍ରିଟ୍‌

ସମ୍ବଲପୁର : ଗତବର୍ଷ କୋଣାର୍କ ମେରାଇନ ଡ୍ରାଇଭରେ ‘ଇକୋ ରିଟ୍ରିଟ’ କାର୍ଯ୍ୟକ୍ରମର ସଫଳତା ପରେ ଚଳିତବର୍ଷ ଚୟନ ହୋଇଥିବା ରାଜ୍ୟର ୫ଟି ସ୍ଥାନ ମଧ୍ୟରେ ରହିଛି ହୀରାକୁଦ। ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ତିନିମାସିଆ…
Read More...

ମନ୍ଦିର ଖୋଲିବା ସମ୍ଭାବନାକୁ ନେଇ ବିଚାରବିମର୍ଷ ଚାଲିଛି : ଆଇନ ମନ୍ତ୍ରୀ

କରୋନା ସଂକ୍ରମଣ ଆରମ୍ଭରୁ ରାଜ୍ୟରେ ବନ୍ଦ ରହିଛି ମନ୍ଦିର ।  ଅନ୍ୟ କିଛି ରାଜ୍ୟରେ କିଛି ମନ୍ଦିର ଖୋଲିବା ପରେ ଓଡ଼ିଶାରେ ବି ମନ୍ଦିର ଖୋଲିବା ପାଇଁ ବିଚାରବିମର୍ଷ ଚାଲିଛି । ମାତ୍ର ଏ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ…
Read More...

କରୋନା ମୁକାବିଲାରେ ଗଞ୍ଜାମ ମଡ଼େଲ ବିଶ୍ୱ ପ୍ରଶଂସିତ

ଛତ୍ରପୁର : କରୋନା ମୁକାବିଲାରେ ଗଞ୍ଜାମ ମଡେଲ ସମଗ୍ର ବିଶ୍ବ ଦରବାରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। କୋଭିଡ୍ ପରିଚାଳନା ନୋଡାଲ ପ୍ରଶାସନିକ ଅଧିକାରୀ ତଥା ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଜି.ମାଥିଭାଥାନନ…
Read More...

୪ ନିବେଶ ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ମଞ୍ଜୁରୀ: ୮ଶହରୁ ଅଧିକ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ

ରାଜ୍ୟସ୍ତରୀୟ ଏକକ ବାତାୟନ  ବୈଠକରେ ୪ ନିବେଶ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏ ନେଇ ଅନୁମୋଦନ ଦିଆଯାଇଛି । ଗାଲାକ୍ସ ଇଣ୍ଡଷ୍ଟ୍ରୀଜ୍ ପକ୍ଷରୁ…
Read More...

ଏଟିଏମ ଲୁଟ୍‌ ଟଙ୍କାରେ ଆଇପିଏଲ ସଟ୍ଟା

ଛତ୍ରପୁର : ଗଞ୍ଜାମ ଜିଲା ପୁଲିସକୁ ପୁଣି ଏକ ବଡ ସଫଳତା ମିଳିଛି। ପୁରୁଷୋତ୍ତମପୁରର ଜଣେ ବ୍ୟବସାୟୀଙ୍କ ଘରୁ ସୁନା ଚୋରି ଘଟଣା ପର୍ଦାଫାଶ କରିବାର ମାତ୍ର କେଇଟା ଦିନ ପରେ ଛତ୍ରପୁର ଥାନା ପୁଲିସ ଦୁଇ ଆନ୍ତଃରାଜ୍ୟ ଏଟିଏମ…
Read More...

ବାପାର ଚିକିତ୍ସା ପାଇଁ ଶ୍ରମିକ ସାଜିଲା ଝିଅ, ପାଠ ଛାଡ଼ିଲେ ଭାଇ-ଭଉଣୀ

ଖଲ୍ଲିକୋଟ : ରୋଗରେ ପୀଡିତ ବାପାର ଚିକିତ୍ସା ପାଇଁ ଅର୍ଥ ଯୋଗାଡ କରିବାକୁ ପାଠଛାଡି ନାବାଳିକା କନ୍ୟା ଶ୍ରମିକ ସାଜିଥିବା ବେଳେ ଅନ୍ୟ ଦୁଇ ନାବାଳକ ଭାଇ ଓ ଭଉଣୀ ପାଠରେ ଡୋରି ବାନ୍ଧିଛନ୍ତି। ଖଲ୍ଲିକୋଟ ବ୍ଲକର ବାଣିଆ…
Read More...

ଟୋକନ ବ୍ୟବସ୍ଥାକୁ ନେଇ ବଢ଼ୁଛି ଅସନ୍ତୋଷ: ଆନ୍ଦୋଳନ ଲାଗି ପ୍ରସ୍ତୁତ ହେଉଛନ୍ତି ଚାଷୀ

ପଦ୍ମପୁର: ପଦ୍ମପୁର ଉପଖଣ୍ତର ବିଭିନ୍ନ ଅଂଚଳରେ ପ୍ରାୟ ୭୦ ଗୋଟି ଧାନ କ୍ରୟ କେନ୍ଦ୍ର ଖୋଲା ଯାଇଛି। ଗତ ୯  ତାରିଖ ଠାରୁ ଶୁଭାରମ୍ଭ ହୋଇଥିଲେ ସୁଦ୍ଧା ଚାଷୀ ଧାନ ବିକ୍ରି କରିପାରୁ ନାହିଁ। କାରଣ ବିକ୍ରୟ କରିବା ପାଇଁ…
Read More...

ଜଗନ୍ନାଥଙ୍କ ଉପରେ ବିଜେପି ନେତ୍ରୀଙ୍କ ମନ୍ତବ୍ୟ ଦୁର୍ଭାଗ୍ୟଜନକ : ସୁରେଶ ରାଉତରାୟ

ଭୁବନେଶ୍ୱର :ଜଗତର ନାଥ ଜଗନ୍ନାଥ ବିଜେପିର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ପାଇଁ ବିଶ୍ୱଦରବାରରେ ପରିଚିତ ହୋଇପାରିଲେ ବୋଲି ବିଜେପିର ନେତ୍ରୀ  ଲେଖାଶ୍ରୀ ସାମନ୍ତସିଂହାର ଯେଉଁ ମନ୍ତବ୍ୟ ଦେଇଛନ୍ତି ଏହା ଅତ୍ୟନ୍ତ…
Read More...

୨୦୨୪ରେ ରାଜ୍ୟରେ ସରକାର ଗଠନ ଲାଗି ବିଜେପିର ନକ୍ସା: ୬ ଜିଲାରେ ଦଳୀୟ କାର୍ଯ୍ୟକ୍ରମକୁ ଉଦଘାଟନ କଲେ ରାଷ୍ଟ୍ରୀୟ…

ବିଜେପି କାର୍ଯ୍ୟାଳୟ କେବଳ ଏକ କୋଠା ନୁହେଁ ଏକ ସଂସ୍କାର କେନ୍ଦ୍ର ଯେଉଁ କାର୍ଯ୍ୟାଳୟ ଘରୁ ଚାଲେ ତାକୁ ପାରିବାରିକ ଦଳ କୁହାଯାଏ  ଦେଶର ୪୦୦ ଜିଲ୍ଲାରେ ବିଜେପି କାର୍ଯ୍ୟାଳୟ ନିର୍ମାଣ  ଶେଷ ଓଡିଶାରେ  ଆଉ ୬ଟି…
Read More...

ଅଜବ ସ୍ବାସ୍ଥ୍ୟ ସେବା, ହୋମିଓପାଥି ଔଷଧକୁ ଆୟୁର୍ବେଦ ଡାକ୍ତର

ପାଟଣା : ଦୀର୍ଘ ଦିନ ଧରି ପଦବୀ ଖାଲି ରହିବା ପରେ ଢେଙ୍କିକୋଟ ଡାକ୍ତରଖାନାକୁ ଜଣେ ଆୟୁଷ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି । ନିଯୁକ୍ତି ପ୍ରାପ୍ତ ମହିଳା ଡାକ୍ତର ଜଣଙ୍କ ଜଣେ ଆୟୁର୍ବେଦିକ ଡ଼ାକ୍ତର ବୋଲି ଜଣାପଡିଛି ।…
Read More...

‘ଗୁପକାର’କୁ ନେଇ ଶାହାଙ୍କ ନିଶାଣରେ କଂଗ୍ରେସ: କହିଲେ ଦେଶବାସୀଙ୍କ ସମ୍ମୁଖରେ ଆଭିମୁଖ୍ୟ ସ୍ପଷ୍ଟ କର

‘ଗୁପକାର’ ଇସ୍ତାହାରକୁ ନେଇ କଂଗ୍ରେସକୁ ନିଶାଣ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପି ନେତା ଅମିତ୍ ଶାହା । ଟ୍ବିଟ୍ କରି ସେ ଗୁପକାରକୁ ‘ଗୁପକାର ଗ୍ୟାଙ୍ଗ’ ବୋଲି ଉଲ୍ଲେଖ କରି ଜାମ୍ମୁକାଶ୍ମୀର ପ୍ରସଂଗରେ…
Read More...

ଖାଇଗଲେ ଖାଉଟିଙ୍କ ଚଣା!

ଆରଡି : ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧିନସ୍ଥ ନାନ୍ଦପୁର ପଞ୍ଚାୟତରେ ଖାଦ୍ୟ ସୁରକ୍ଷା ଆଇନର ହିତାଧିକାରୀଙ୍କ ପାଇଁ ମହାମାରୀ କରୋନା ସମୟରେ ଆସିଥିବା ୩ମାସର ରାସନ ସାମଗ୍ରୀ ଦାୟିତ୍ୱରେ ଥିବା ଡିଲର ହରିଲୁଟ କରିଥିବା…
Read More...

ବାରାହା ମାଂସ ସହ ଛୁରୀ ଓ ବାଇକ୍‍ ଜବତ; ୪ ଗିରଫ

ହରଭଙ୍ଗା : ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ମାଧପୁର ଫରେଷ୍ଟ ରେଞ୍ଜ୍ ଅର୍ନ୍ତଗତ ତଳଗାଁରୁ ମଙ୍ଗଳବାର ବନବିଭାଗ ଚଢଉ କରି ୧୯ କେ.ଜି. ଓଜନର ବାରାହା ମାଂସ ସହ ଦୁଇଟି ଛୁରୀ ଓ ଗୋଟିଏ ବାଇକ୍‍ ଜବତ କରିଛି। ଏହି ଘଟଣାରେ…
Read More...

ବନ୍ଦ ହେଉନାହିଁ କଟନି-ଛଟନି; ଚାଷୀଙ୍କ ତଣ୍ଟି ଚିପିବାକୁ ସରକାରଙ୍କ ଯୋଜନା : ବିଜେପି

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ ବଳରେ ଚାଷୀ ତାର ଉତ୍ପାଦିତ ଧାନକୁ ସର୍ବନିମ୍ନ ସହାୟକ ମୂଲ୍ୟରେ ରାଜ୍ୟର ଯେକୌଣସି ମଣ୍ଡିରେ ବିକ୍ରୀ କରିବା ସହ ରାଜ୍ୟ ବାହାରେ ମଧ୍ୟ ବିକ୍ରି କରିବା ବ୍ୟବସ୍ଥା ଥିବା…
Read More...

ଦକ୍ଷତା ଅଛି, ସହଯୋଗ ମିଳିଲେ କନ୍ଧମାଳରେ କଂଗ୍ରେସ କ୍ଷମତାକୁ ଆସିବ : ଅନାମ

ଜି.ଉଦୟଗିରି : କନ୍ଧମାଳ ଜିଲ୍ଲାରେ ନୂତନ ଭାବେ ଦାୟିତ୍ବ ନେଇଥିବା ଜିଲ୍ଲା କଂଗ୍ରେସ ସଭାପତି ଅନାମ ନାୟକ ସ୍ଥାନୀୟ ସମନ୍ବିତ ସଭା ଗୃହଠାରେ ଆୟୋଜିତ ବ୍ଳକ ଓ ନଗର ସଭାପତି ଚୟନ କମିଟି ବୈଠକରେ ଯୋଗଦେଇ କନ୍ଧମାଳ ଜିଲ୍ଲାର…
Read More...

ମାଳତୀଦେବୀ ପ୍ରାକ୍‌ ବିଦ୍ୟାଳୟ ପରିଧାନ ଯୋଜନାରେ ଅଙ୍ଗନବାଡ଼ି ଶିଶୁମାନଙ୍କୁ ଜୋତା, ମୋଜା ଏବଂ ସ୍ବେଟର ପ୍ରଦାନ

ଭୁବନେଶ୍ୱର : ଚଳିତ ବର୍ଷଠାରୁ ଅଙ୍ଗନବାଡ଼ିରେ ପ୍ରାକ୍‌ ବିଦ୍ୟାଳୟ ଶିକ୍ଷା ଲାଭ କରୁଥିବା ୩ରୁ ୬ ବର୍ଷ ବୟସର ଶିଶୁମାନଙ୍କ ନିମନ୍ତେ ମାଳତୀଦେବୀ ପ୍ରାକ୍‌ ବିଦ୍ୟାଳୟ ପରିଧାନ ଯୋଜନାରେ ନୂଆ ଜୋତା, ମୋଜା ଏବଂ ସ୍ବେଟର…
Read More...

ବଜାରକୁ ଆସିବ ଆପଲର ଫୋଲଡ଼େବୁଲ ଆଇଫୋନ୍ !

ନୂଆଦିଲ୍ଲୀ : ସାମସଙ୍ଗ, ମୋଟୋରୋଲା ଏବଂ ହୁଆୱେ ଭଳି ଅଧିକାଂଶ ମୋବାଇଲ୍ କମ୍ପାନୀ ବଜାରରେ ଫୋଲଡେବୁଲ ଫୋନ ପ୍ରବେଶ କରି ସାରିଛି। ମାତ୍ର ଏ କ୍ଷେତ୍ରରେ ଆପଲ୍ ପଛରେ ରହିଛି। ତେବେ ଟେକ୍ନୋଲୋଜି କ୍ଷେତ୍ରରେ ବରିଷ୍ଠ…
Read More...

ଧାନ କିଣାବିକା ଓ ଟୋକନ ପ୍ରକ୍ରିୟାକୁ ନେଇ ପୁଣି ଗର୍ଜିଲେ ଚାଷୀ

ରେଙ୍ଗାଲିକେମ୍ପ : ବରଗଡ଼ ଜିଲ୍ଲା ଅତାବିରା ଚାଷୀ ବହୁଳ ଅଞ୍ଚଳ ହୋଇଥିଲେ ହେଁ ଅଞ୍ଚଳ ପ୍ରତି ପ୍ରଶାସନର ଅବହେଳାକୁ ନେଇ ପୁଣି ଆଜି ଅତାବିରା ମାର୍କେଟୟାର୍ଡ ପରିସରରେ ଟୋକନ ଓ ଧାନ କିଣାବିକାର ଅବହେଳାକୁ ନେଇ ଚାଷୀ…
Read More...

ସରକାରୀ ସ୍କୁଲ ମିଶ୍ରଣ ଓ ବିଇଡି କଲେଜ ବନ୍ଦ ନିଷ୍ପତ୍ତି ପ୍ରତିବାଦରେ ଏଆଇଡିଏସଓର ବିକ୍ଷୋଭ

ବଲାଙ୍ଗିର : ରାଜ୍ୟ ସରକାରଙ୍କର ସରକାରୀ ସ୍କୁଲ ମିଶ୍ରଣ ନାଁରେ ୧୪ହଜାର ସ୍କୁଲ ବନ୍ଦ ନିଷ୍ପତ୍ତି ଭିତ୍ତିଭୂମି ଓ ଅଧ୍ୟାପକ ଅଭାବ ଆଳରେ ୧୪ଟି ସରକାରୀ ବି.ଇଡି କଲେଜ ବନ୍ଦ କରିବା ନିଷ୍ପତ୍ତିକୁ ବିରୋଧ କରି ବଲାଙ୍ଗିର…
Read More...

ଜେଲରେ ଚାଲିଗଲା ଭଉଣୀ ହତ୍ୟା ମାମଲାର ବିଚାରଧୀନ କଏଦୀଙ୍କ ଜୀବନ

ବଲାଙ୍ଗିର : ଭଉଣୀ ହତ୍ୟା ମାମଲାରେ ଜେଲ୍ ଯାଇଥିଲେ। ବିଚାରଧିନ କଏଦୀ ଭାବେ ପାଖପାଖି ଚାରିବର୍ଷ ଜୀବନ ବିତିଯାଇଥିଲା। କୋର୍ଟଙ୍କ ଶୁଣାଣି ହେବା ପୂର୍ବରୁ ଚାଲିଗଲା ଜୀବନ। କୈାଣସି ସମସ୍ୟା ନଥିବା ସତ୍ବେ କିପରି ମୃତ୍ୟୁ…
Read More...

ରାଜ୍ୟରେ ବିଜେପିର ୬ ପାର୍ଟି ଅଫିସକୁ ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଟନ କଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା

ଭୁବନେଶ୍ବର: ରାଜ୍ୟର ମଙ୍ଗଳବାର ବିଜେପିର ଆଉ ୬ଟି ପାର୍ଟି ଅଫିସ ଉଦଘାଟନ ହୋଇଛି।  ବରଗଡ, ସୁନ୍ଦରଗଡ, ଅନୁଗୁଳ, କେନ୍ଦୁଝର, ବାରିପଦା ଓ ଢ଼େଙ୍କାନାଳରେ ଆଦି ଜିଲାରେ ପାର୍ଟି ଅଫିସ ଖୋଲାଯାଇଛି। ଦିଲ୍ଲୀସ୍ଥିତ…
Read More...

ବୌଦ୍ଧରେ ଦାନମାଝୀ ଘଟଣାର ପୁନରାବୃତି; ମିଳିଲାନୀ ମହାପ୍ରୟାଣ ଗାଡି, ମୃତ ପୁଅକୁ କାନ୍ଧରେ ବୋହିଲେ ବାପା

ହରଭଙ୍ଗା: ବୌଦ୍ଧ ଜିଲ୍ଲାରେ ପୁଣି ଦାନମାଝୀ ଘଟଣାର ପୁନରାବୃତି ଦୃଶ୍ୟ ନଜରକୁ ଆସିଛି। ମହାପ୍ରୟାଣ ଗାଡି ନ ମିଳିବାରୁ ୭ବର୍ଷର ମୃତ ପୁଅକୁ ଜଣେ ବୃଦ୍ଧ ବାପା କାନ୍ଧରେ ଧରି ଚାଲି ଚାଲି ଫେରୁଥିବା ଭଳି ଆଉ ଏକ ଅଭାବନୀୟ…
Read More...

ରାଜଧାନୀରେ ଗୋଡେଇ ଗୋଡେଇ ଯୁବକଙ୍କୁ ପଥର ମାଡ କଲେ ଯୁବତୀ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ରାଜଭବନ ଛକରେ ମଙ୍ଗଳବାର ଜଣେ ଯୁବତୀଙ୍କ ଉନ୍ମତକାଣ୍ଡ ଦେଖିବାକୁ ମିଳିଛି । ଯୁବତୀ ଜଣକ ଜଣେ ଯୁବକଙ୍କୁ ଗୋଡେଇ ଗୋଡେଇ ପଥର ମାଡ କରିଛନ୍ତି। ଏହି ପଥର ମାଡରେ ଯୁବକ ଜଣକ ଗୁରୁତର ଆହତ…
Read More...

ରାଜ୍ୟରେ କରୋନା ମୃତ୍ୟୁରେ ଲାଗୁନି ବ୍ରେକ୍, ଆଜି ଆଉ ୧୭ ଜୀବନ ନେଲା କରୋନା

ଭୁବନେଶ୍ବର: ରାଜ୍ୟରେ ମଙ୍ଗଳବାର କରୋନା ଆଉ ୧୭ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧,୫୬୦କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା…
Read More...

ମହାକାଶ ଷ୍ଟେସନରେ ପହଞ୍ଚିଲେ ୪ ମହାକାଶଚାରୀ

ସ୍ପେସ୍ଏକ୍ସର କ୍ରୁ ଡ୍ରାଗନ୍ କ୍ୟାପସୁଲ୍ ପ୍ରଥମ ଥର ପାଇଁ ଚାରିଜଣ ମହାକାଶଚାରୀଙ୍କୁନେଇ ସଫଳତାର ସହିତ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରେ ଅବତରଣ କରିଛି। ୨୭ ଘଣ୍ଟିଆ କକ୍ଷପଥ ବୁଲିବାପରେ ପରେ କ୍ରୁ -୧ ମିଶନ୍ ସ୍ପେଶ…
Read More...

ଲାଲା ଲଜପତ ରାୟଙ୍କ ବଳିଦାନ ଦିବସ ପାଳିତ

ବ୍ରହ୍ମପୁର: ବ୍ରହ୍ମପୁରରେ ଲାଲା ଲଜପତ ରାୟଙ୍କ ବଳିଦାନ ଦିବସ ମଙ୍ଗଳବାର ପାଳିତ ହୋଇଯାଇଛି। ଲୋକ ସେବକ ମଣ୍ଡଳର ଆଜୀବନ କର୍ମୀ ରାଜେନ୍ଦ୍ର କୁମାର ଜେନାଙ୍କ ପୋୖରହିତରେ କର୍ପୋରେସନ ରୋଡ଼ ସ୍ଥିତ ଗୋପବନ୍ଧୁ ଭବନ ପରିସରରେ…
Read More...

ଦିଲ୍ଲୀରୁ ଦୁଇ ସଂଦିଗ୍ଧ ଜୈସ-ଇ-ମହମ୍ମଦ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ସରାୟ କାଲେ ଖାଁଠାରୁ ଦୁଇ ଜଣ ସଂଦିଗ୍ଧ ଜୈସ-ଇ-ମହମ୍ମଦ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ସୋମବାର ରାତିରେ ଦିଲ୍ଲୀଠା‌ରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣକୁ ରୋକିବା ପାଇଁ ଦିଲ୍ଲୀ…
Read More...

ଧାନ କିଣାରେ ବାଧକ ହେଲାଣି ଟୋକନ

ବରଗଡ: ବରଗଡ ଜିଲାରେ ଚଳିତ ଖରିଫ ଋତୁର ଧାନ କିଣାବିକା ଗତ ୮ ତାରିଖରୁ ଆରମ୍ଭ ହୋଇଯାଇଛି। ପ୍ରଶାସନ ପକ୍ଷରୁ ଚଳିତ ବର୍ଷ ଚାଷୀମାନଙ୍କ ସୁବିଧା ପାଇଁ ଟୋକନ ବ୍ୟବସ୍ଥାକୁ ଶୃଙ୍ଖଳିତ କରାଯାଇଥିବା କୁହାଯାଉଥିବାବେଳେ ପ୍ରତି…
Read More...

୨୪ ଘଣ୍ଟାରେ ମୋଟର ଯାନ ଆଇନ ଓ କୋଭିଡ୍‌-୧୯ ନିୟମ ଉଲ୍ଲଙ୍ଘନ କାରୀଙ୍କ ସଂଖ୍ୟା ୧୬୩୭

କଟକ: ଗତ ୨୪ ଘଣ୍ଟାରେ ୫୯୫ଜଣ ମୋଟର ଯାନ ଆଇନ୍ ଓ ଓଡିଶା ସହରାଞ୍ଚଳ ପୁଲିସ ଆଇନ୍ ତଥା କୋଭିଡ୍‌-୧୯ ଗାଇଡ୍‌ଲାଇନର ଉଲ୍ଲଙ୍ଘନ ଅନୁଯାଇ ୧୮୧ଜଣ ମାସ୍କ ନ ପିନ୍ଧିବା ଓ ୫୬୧ଜଣ ସାମାଜିକ ଦୂରତା ନ ରଖିବା ବ୍ୟକ୍ତିଙ୍କ ଠାରୁ…
Read More...

ବିଧାନସଭା ଅଧିବେଶନ ପାଇଁ ଆଜିଠୁ ୩ଦିନ ଯାଏଁ କରୋନା ଟେଷ୍ଟ

ଭୁବନେଶ୍ବର: ଆସନ୍ତା ୨୦ତାରିଖରୁ ଆରମ୍ଭ ହେବକୁ ଯାଉଛି ବିଧାନସଭା ଅଧିବେଶନ। ଅଧିବେଶନ ପୂର୍ବରୁ ବିଧାୟକ, ମନ୍ତ୍ରୀ, ସେମାନଙ୍କ ବ୍ୟକ୍ତିଗତ ସଚିବ, ସହାୟକ ଏବଂ ବିଧାନସଭା କର୍ମଚାରୀଙ୍କର କୋଡିଭ୍ ଟେଷ୍ଟ କରାଯିବ। ଆଜିଠୁ…
Read More...

କଂଗ୍ରେସ ସମ୍ପ୍ରତି ବିକଳ୍ପ ରାଜନୈତିକ ଶକ୍ତି ଭାବେ ଜନସାଧାରଣଙ୍କର ପସନ୍ଦ ହରାଇଛି : କପିଳ ସିବଲ

ନୂଆଦିଲ୍ଲୀ : ବିହାରରେ କଂଗ୍ରେସର ଦୟନୀୟ ପ୍ରଦର୍ଶନକୁ ନେଇ ଦଳ ଭିତରେ ପ୍ରତିକ୍ରିୟା ତୀବ୍ର ହେବାରେ ଲାଗିଛି। କିଛି ନେତା ପରୋକ୍ଷରେ ହାଇକମାଣ୍ଡଙ୍କୁ ଖୋଲା ଆହ୍ବାନ ଦେବା ଦ୍ବାରା ପୁଣି ଏକ ବିଦ୍ରୋହ ମୁଣ୍ଡ ଟେକିବା…
Read More...