ମମତାଙ୍କୁ ଅନୁରୋଧ କଲେ ଅମିତାଭ୍ Samaja Digital (PM) Nov 12, 2018 0 ମୁମ୍ବଇ: ବଲିଉଡ଼୍ ଅଭିନେତା ଅମିତାଭ୍ ବଚ୍ଚନ ନିକଟରେ କୋଲକତା ଆନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ଆମନ୍ତ୍ରିତ ଅତିଥି ଭାବେ ଯୋଗଦେଇଥିଲେ। ଏହି ଫେଷ୍ଟିଭାଲକୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉଦ୍ଘାଟନ… Read More...
ଓଡ଼ିଶା ହାଇକୋର୍ଟରେ ଯୋଗ ଦେବେ ଶତ୍ରୁଘନ ପୂଜାହାରୀ Samaja Digital (PM) Nov 9, 2018 0 କଟକ : ବିଚାରପତି ଶତ୍ରୁଘନ ପୂଜାହାରୀଙ୍କୁ ମାଡ୍ରାସ ହାଇକୋର୍ଟରୁ ଓଡ଼ିଶା ହାଇକୋର୍ଟକୁ ବଦଳି କରାଯାଇଛି। ଏ ସମ୍ପର୍କରେ ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ପୂର୍ବରୁ ସୁପ୍ରିମକୋର୍ଟ କଲେଜିୟମ୍… Read More...
ପ୍ରତି ପଞ୍ଚାୟତ ସମ୍ମୁଖରେ ଧାରଣା ଦେବ ନବ ନିର୍ମାଣ କୃଷକ ସଙ୍ଗଠନ Samaja Digital (PM) Nov 9, 2018 0 ଭୁବନେଶ୍ବର: ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ ଦାବିରେ ଆନ୍ଦୋଳନ କରୁଥିବା ନବ ନିର୍ମାଣ କୃଷକ ସଙ୍ଗଠନ ଆସନ୍ତା ୧୨ ତାରିଖରୁ ରାଜ୍ୟର ପ୍ରତି ପଞ୍ଚାୟତ ଆଗରେ ଧାରଣା ଦେବାର ନିଷ୍ପତ୍ତି ନେଇଛି। ଶୁକ୍ରବାର ସାମ୍ବାଦିକ… Read More...
ତାମିଲନାଡ଼ୁରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ Samaja Digital (PM) Nov 9, 2018 0 କଟକ : ରୋଜଗାର ପାଇଁ ତାମିଲନାଡୁ ଯାଇଥିବା ଓଡ଼ିଆ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ଜଣଙ୍କ ବାରିପଦା ସହର ବାଘଡ଼ରୋଡ ଅଞ୍ଚଳର ଦେବାଶିଷ ସାହୁ। ସୂଚନା ଅନୁସାରେ, ଦେବାଶିଷ ଜଣେ ଦଲାଲ ସହିତ ଦେଢ଼ ବର୍ଷ ତଳେ… Read More...
ମାଓବାଦୀ ସନ୍ଦେହରେ ଅଟକ ଯୁବକ ଇଟା ଶ୍ରମିକ- ଆଇଜି Samaja Digital (PM) Nov 9, 2018 0 ଖୋର୍ଦ୍ଧା : ବେଗୁନିଆ ଥାନା ଅନ୍ତର୍ଗତ ଦେଉଳୀ ଗ୍ରାମ ନିକଟସ୍ଥ ଗଜମୁଣ୍ଡିଆ ଜଙ୍ଗଲରେ ସର୍ଚ୍ଚ ଅପରେସନରେ ମାଓବାଦୀ ସନ୍ଦେହରେ ଅଟକ ଥିବା ଯୁବକ ମାଓବାଦୀ ନୁହେଁ ବୋଲି ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ସ୍ପଷ୍ଟ କରିଛନ୍ତି।… Read More...
ମାଲକାନଗିରିରେ ଉଚ୍ଚସ୍ତରୀୟ ଟିମ୍ Samaja Digital (PM) Nov 9, 2018 0 ମାଲକାନଗିରି : ରାଜ୍ୟ ସରକାରଙ୍କ ୪ ଜଣ ସଚିବସ୍ତରୀୟ ଟିମ୍ ଚିତ୍ରକୋଣ୍ଡାର ସ୍ୱାଭିମାନ ଅଞ୍ଚଳରେ ଥିବା ଗୁରୁପ୍ରିୟା ସେତୁ ଅଞ୍ଚଳକୁ ଗସ୍ତ କରିଛନ୍ତି। ସେମାନେ ହେଲେ ଆର.ବାଲକ୍ରିଷ୍ଣାନ୍, ମୋନା ଶର୍ମା, ଅଶୋକ ମୀନା,… Read More...
ଏହି କାରଣରୁ କିଛି ଲୋକଙ୍କୁ ସବୁବେଳେ ହୋଇଥାଏ ଥଣ୍ଡା Samaja Digital (PM) Nov 8, 2018 0 ସାଧାରଣତଃ ସମୟ ସମୟରେ ଥଣ୍ଡା ତ ପ୍ରାୟ ସମସ୍ତଙ୍କୁ ହୋଇଥାଏ। ହେଲେ କିଛି ଲୋକ ଏପରି ଅଛନ୍ତି, ଯେଉଁମାନଙ୍କୁ ଥଣ୍ଡା ଆଦୌ ଛାଡ଼ି ନଥାଏ ଅର୍ଥାତ୍ ସେମାନଙ୍କୁ ଅଧିକାଂଶ ସମୟରେ ଥଣ୍ଡା ହୋଇଥାଏ। ତେବେ ଲୋକେ ଭାବନ୍ତି ଋତୁ… Read More...
ମୁକ୍ତିଲାଭ କଲା ‘ଠଗ୍ସ ଅଫ୍ ହିନ୍ଦୁସ୍ତାନ୍’ : ରହିଛି ଏହି ୫ଟି ବିଶେଷତ୍ୱ Samaja Digital (PM) Nov 8, 2018 0 ନୂଆଦିଲ୍ଲୀ : ମୁକ୍ତିଲାଭ କରିଛି ‘ଠଗ୍ସ ଅଫ୍ ହିନ୍ଦୁସ୍ତାନ୍’। ଏହି ଚଳଚ୍ଚିତ୍ର ମାଧ୍ୟମରେ ପ୍ରଥମ ଥର ପାଇଁ ଅମିତାଭ୍ ବଚ୍ଚନ ଓ ଅମିର ଖାନ୍ଙ୍କୁ ଏକ ସଙ୍ଗେ ଦେଖିବାକୁ ମିଳିଛି। ‘ଠଗ୍ସ ଅଫ୍ ହିନ୍ଦୁସ୍ତାନ୍’ ରେ… Read More...
ଭାଇର ଦୀର୍ଘାୟୁ ପାଇଁ କରନ୍ତୁ ଯମ ଦ୍ୱିତୀୟା ବା ଭାଇଦୂଜ୍ ପୂଜା Samaja Digital (PM) Nov 8, 2018 0 ଭାଇଦୂଜ୍ ବା ଭାଇଟିକା ଭାରତ ଓ ନେପାଳର ହିନ୍ଦୁମାନଙ୍କ ଦ୍ୱାରା ପାଳନ କରାଯାଉଥିବା ଆନନ୍ଦ-ଉଲ୍ଲାସର ଏକ ଉତ୍ସବ। ଭାଇ ଭଉଣୀଙ୍କ ସ୍ନେହର ସମ୍ପର୍କର ଏହି ଉତ୍ସବ ରକ୍ଷା ବନ୍ଧନ ଉତ୍ସବ ଭଳି ପାଳନ କରାଯାଇଥାଏ। ଚଳିତ ବର୍ଷ… Read More...
ଏହି ଘରୋଇ ଉପଚାର ଦ୍ବାରା ଦୂର ହେବ ଆଜମା Samaja Digital (PM) Nov 6, 2018 0 ଆଜିକାଲି ବହୁ ଲୋକ ଆଜମା ରୋଗରେ ପୀଡ଼ିତ। ଏହି ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ଶ୍ବାସକ୍ରିୟାରେ ବହୁ ଅସୁବିଧା ହେବା ସହ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ପ୍ରାୟ ସବୁ ବୟସର ଲୋକେ ଏହି ରୋଗର ଶୀକାର ହୋଇଥାଆନ୍ତି।… Read More...
ଶୀତଦିନେ ରୂପି ? ମୁକ୍ତି ପାଇଁ ଆପଣାନ୍ତୁ ଏହି ଉପାୟ Samaja Digital (PM) Nov 6, 2018 0 ଧୀରେଧୀରେ ଶୀତ ପଡ଼ିବା ଆରମ୍ଭ ହୋଇଗଲାଣି। ତେବେ ଶୀତଦିନେ ବିଭିନ୍ନ ପ୍ରକାରର ଚର୍ମ ଓ କେଶ ସମସ୍ୟା ଦେଖାଦେଇଥାଏ। ବିଶେଷ କରି ଏହି ଦିନରେ ସବୁଠୁ ବଡ଼ ସମସ୍ୟା ହେଉଛି ରୂପି ବା ଡାଣ୍ଡ୍ରଫ୍। ସାଧାରଣତଃ କିଛି ଲୋକଙ୍କର… Read More...
ଯୋଗ୍ୟତା ଥାଇ ମଧ୍ୟ ଚାକିରି ପାଉନାହାନ୍ତି କି? ତେବେ ଆପଣାନ୍ତୁ ଏହି ଉପାୟ Samaja Digital (PM) Nov 6, 2018 0 ଗୋଟିଏ ଭଲ ଚାକିରି ପାଇବାକୁ ସମସ୍ତଙ୍କ ଆଶା ଥାଏ। ହେଲେ ବହୁ ସମୟରେ ଯୋଗ୍ୟତା ଥାଇ ମଧ୍ୟ କିଛି ଲୋକଙ୍କୁ ଚାକିରି ମିଳି ନଥାଏ। ଜ୍ୟୋତିଷଶାସ୍ତ୍ର ଅନୁସାରେ, ଗ୍ରହମାନେ ହିଁ ଏସବୁର କାରଣ, ଯାହାଦ୍ୱାରାକି ସେମାନଙ୍କ… Read More...
ଭଜନ ଗାୟକ ବିନୋଦ ଅଗ୍ରୱାଲଙ୍କ ପରଲୋକ Samaja Digital (PM) Nov 6, 2018 0 ନୂଆଦିଲ୍ଲୀ : ପ୍ରସିଦ୍ଧ ଭଜନ ଗାୟକ ବିନୋଦ ଅଗ୍ରୱାଲଙ୍କ ମଥୁରା ସ୍ଥିତ ଏକ ଡାକ୍ତରଖାନାରେ ମଙ୍ଗଳବାର ଭୋର ୪ଟା ସମୟରେ ପରଲୋକ ହୋଇଯାଇଛି। ସୂଚନା ଅନୁସାରେ, ରବିବାର ସକାଳେ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ… Read More...
ଔଷଧୀୟ ଗୁଣରେ ଭରପୁର ପାନପତ୍ର Samaja Digital (PM) Nov 5, 2018 0 ସାଧାରଣତଃ ବହୁତ ଲୋକଙ୍କର ପାନ ଅତି ପ୍ରିୟ ହୋଇଥାଏ। କିଛି ଲୋକ ତ ପାନ ବିନା ରହି ପାରନ୍ତି ନାହିଁ। ପାନକୁ ହିନ୍ଦୁ ଧର୍ମରେ ପବିତ୍ରତାର ପ୍ରତୀକ ବୋଲି ମଧ୍ୟ କୁହାଯାଇଛି। ବିଭିନ୍ନ ଶୁଭ କାମରେ ଏହାର ବ୍ୟବହାର କରାଯାଏ।… Read More...
ଦୀପାବଳିରେ ନିଆରା ଦେଖାଯିବାକୁ ଚାହୁଁଛନ୍ତି କି? ଆପଣାନ୍ତୁ ଏହି ସହଜ ଉପାୟ Samaja Digital (PM) Nov 5, 2018 0 ଦୀପାବଳି ପାଖେଇ ଆସୁଛି। ଏହି ପର୍ବ ପାଇଁ ବନ୍ଧୁ ବାନ୍ଧବଙ୍କ ଘରକୁ ଯିବା ପାଇଁ ବା ପାର୍ଟି ପାଇଁ ନିମନ୍ତ୍ରଣ ଆସିବା ଆରମ୍ଭ ହୋଇଯିବଣି। ତେବେ ଏହି ସମୟରେ ଆପଣଙ୍କୁ ପୋଷାକଠାରୁ ଆରମ୍ଭ କରି ମେକ୍ଅପ୍ ର ଚିନ୍ତା ମଧ୍ୟ… Read More...
କୃଷକଙ୍କ ସହ ମେଘନାଙ୍କ ରହିଛି ଭାବଗତ ସମ୍ପର୍କ Samaja Digital (PM) Nov 5, 2018 0 ଭୁବନେଶ୍ୱର : ପ୍ରାଇସ୍, ପେନସନ ଓ ପ୍ରେଷ୍ଟିଜ୍ ଦାବିରେ ଓଡ଼ିଶାର କୃଷକମାନଙ୍କ ଦ୍ୱାରା ଭୁବନେଶ୍ୱରରେ ସଙ୍ଗଠିତ ହୋଇଥିବା କୃଷି ଆନ୍ଦୋଳନରେ ହଜାର ହଜାର କୃଷକଙ୍କ ମଧ୍ୟରେ ଏକ ଭିନ୍ନ ଚେହେରା ଦେଖିବାକୁ ମିଳିଛି। ଏହି… Read More...
ପତ୍ନୀଙ୍କ ସହ ନିରାଡ଼ମ୍ବରରେ ଜନ୍ମଦିନ ପାଳନ କଲେ ବିରାଟ Samaja Digital (PM) Nov 5, 2018 0 ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ସୋମବାର ୩୦ ବର୍ଷରେ ପାଦ ଦେଇଛନ୍ତି। ୧୯୮୮ ମସିହା ନଭେମ୍ବର ୫ ତାରିଖ ଅର୍ଥାତ୍ ଆଜିର ଦିନରେ ବିରାଟ ଜନ୍ମ ହୋଇଥିଲେ। ସେ ତାଙ୍କ ଜନ୍ମଦିନ ପତ୍ନୀ… Read More...
ଋଣ ବୋଝକୁ ନେଇ ଚିନ୍ତିତ ଅଛନ୍ତି କି? ତେବେ ଆପଣାନ୍ତୁ ଏହି ଉପାୟ Samaja Digital (PM) Nov 5, 2018 0 ସାଧାରଣତଃ ପ୍ରତ୍ୟେକ ବ୍ୟକ୍ତି ସର୍ବଦା ଅଧିକରୁ ଅଧିକ ଅର୍ଥ ଉପାର୍ଜନ କରିବାକୁ ଚାହାନ୍ତି। ହେଲେ କିଛି ଲୋକ ଏହି ପ୍ରୟାସ କରି ମଧ୍ୟ ବିଫଳ ହୋଇଥାଆନ୍ତି। ସେମାନଙ୍କ ପାଖେ ସର୍ବଦା ଅର୍ଥାଭାବ ଲାଗିରହେ। ଏହି ଅର୍ଥାଭାବ… Read More...
ଭକ୍ତି ଓ ବିଶ୍ୱାସର ପ୍ରତୀକ ଚାନ୍ଦବାଲିର ମା’ଦକ୍ଷିଣେଶ୍ୱରୀ କାଳୀ Samaja Digital (PM) Nov 4, 2018 0 ଆରଡି : ଉତ୍କଳୀୟ ନୈାବାଣିଜ୍ୟର ସମୃଦ୍ଧ ପରମ୍ପରା ଏବେ ମଧ୍ୟ ଇତିହାସ ପୃଷ୍ଠାରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି। ଓଡ଼ିଶାର ବିଭିନ୍ନ ଦିଗକୁ ଘେରି ରହିଥିବା ନଦୀ, ନାଳ ଓ ସମୁଦ୍ର ନୌବାଣିଜ୍ୟ ପାଇଁ ବେଶ୍… Read More...
ଭୁଲରେ ମଧ୍ୟ ଖାଇବା ପରେ କରନ୍ତୁ ନାହିଁ ଏହି ସବୁ କାମ : ଦେଖାଦେବ ନାନାଦି ସମସ୍ୟା Samaja Digital (PM) Nov 4, 2018 0 ସାଧାରଣତଃ ଥରେ ପେଟଭରି ଖାଇବା ପରେ ତା’ପରେ ଯେତେ ସୁସ୍ୱାଦୁ ଖାଦ୍ୟ ହେଲେ ମଧ୍ୟ ଆଉ ଖାଇବାକୁ ଇଚ୍ଛା ହୁଏନାହିଁ। ତେବେ କିଛି ଲୋକ ଥାଆନ୍ତି ଯେଉଁମାନେ ଥରେ ପେଟପୁରା ଖାଇସାରି ପୁଣି କିଛି ଖାଇ ଦିଅନ୍ତି ବା ପିଇ… Read More...
ଦର୍ଶକଙ୍କୁ ଖାସ୍ ପସନ୍ଦ ଆସିନାହିଁ “୨.୦” ର ଟ୍ରେଲର Samaja Digital (PM) Nov 4, 2018 0 ନୂଆଦିଲ୍ଲୀ : ଶନିବାର ଅକ୍ଷୟ କୁମାର ଓ ରଜନୀକାନ୍ତଙ୍କ ଅଭିନୀତ ବହୁ ପ୍ରତିକ୍ଷିତ ଚଳଚ୍ଚିତ୍ର “୨.୦” ର ଟ୍ରେଲର ରିଲିଜ୍ ହୋଇଛି। ଟ୍ରେଲର ରିଲିଜ୍ ହେବାର ୨୪ ଘଣ୍ଟା ନହେଉଣୁ ଏହାର ଦର୍ଶକ ସଂଖ୍ୟା ୯,୪୩୦,୦୧୫ରେ… Read More...
ଶାହାରୁଖ୍ଙ୍କୁ ଭେଟି ପାରିଲେନି ପ୍ରଶଂସକ : ନିଜକୁ କଲେ କ୍ଷତାକ୍ତ Samaja Digital (PM) Nov 4, 2018 0 ମୁମ୍ବଇ : ବଲିଉଡ଼୍ ତାରକା ଶାହାରୁଖ୍ ଖାନ୍ ବାନ୍ଦ୍ରା ସ୍ଥିତ ନିଜ ବାସଭବନରେ ଶନିବାର ତାଙ୍କ ଜନ୍ମଦିନ ତଥା ଦୀପାବଳି ପାର୍ଟିର ଏକ ବିରାଟ ଆୟୋଜନ କରିଥିଲେ। ଏହି ସମୟରେ କିଛି ଏମିତି ଘଟିଥିଲା ଯାହାଦ୍ୱାରା ପାର୍ଟିରେ… Read More...
ଗୋଟିଏ ଗ୍ଲାସ ଉଷୁମ ପାଣି ଦେବ ବହୁ ରୋଗରୁ ମୁକ୍ତି Samaja Digital (PM) Nov 4, 2018 0 କୁହାଯାଏ ଯେ ବ୍ୟକ୍ତି ଶରୀରରେ ୭୦ ପ୍ରତିଶତ ଜଳ ରହିଥାଏ ଓ ଶରୀରରେ ଜଳର ପରିମାଣ ହ୍ରାସ ହେଲେ ବିଭିନ୍ନ ସମସ୍ୟା ଉପୁଜି ଥାଏ। ତେବେ ଏହାତ ଆମେ ଜାଣନ୍ତି ଯେ ଦୈନିକ ପାଣି ପିଇବା ଆମ ସ୍ୱାସ୍ଥ୍ୟ ପାଇଁ ନିହାତି ଆବଶ୍ୟକୀୟ… Read More...
ଘରେ ଭୁଲରେ ମଧ୍ୟ ରଖନ୍ତୁ ନାହିଁ ମା’ଲକ୍ଷ୍ମୀଙ୍କ ଏପରି ମୂର୍ତ୍ତି : ହେବ କ୍ଷତିର କାରଣ Samaja Digital (PM) Nov 2, 2018 0 ଶାସ୍ତ୍ରରେ ମା’ଲକ୍ଷ୍ମୀଙ୍କୁ ଧନର ଦେବୀ ବୋଲି କୁହାଯାଏ। ମା’ଙ୍କ କୃପା ପାଇବା ପାଇଁ ଲୋକେ ବିଭିନ୍ନ ଉପାୟ ଆପଣାଇ ମା’ଙ୍କୁ ପ୍ରସନ୍ନ କରିବା ପାଇଁ ଚେଷ୍ଟା କରିଥାଆନ୍ତି। ସେଥିପାଇଁ ଲୋକେ ଘରେ ମା’ଲକ୍ଷ୍ମୀଙ୍କ… Read More...
ଲିଚୁର ଉପକାରୀ ଗୁଣ Samaja Digital (PM) Nov 2, 2018 0 ଲିଚୁ ଏକ ସ୍ୱାଦିଷ୍ଟ ଫଳ। ଏହା ପାଟିକୁ ସୁସ୍ୱାଦୁ ଲାଗିବା ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖୁବ୍ ଉପକାରୀ ହୋଇଥାଏ। ପ୍ରାୟ ସମସ୍ତେ ଲିଚୁ ଖାଇବାକୁ ଭଲ ପାଆନ୍ତି, ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହା ବହୁ ରୋଗ ଦୂର… Read More...
ଆପଣ ବି ଖାଲି ପେଟରେ ଚା’ ପିଉଛନ୍ତି କି? ହୋଇଯାଆନ୍ତୁ ସାବଧାନ! Samaja Digital (PM) Nov 2, 2018 0 ସାଧାରଣତଃ ପ୍ରତିଘରେ ଚା’ ପିଇବା ଲୋକ ନିଶ୍ଚୟ ଥାଆନ୍ତି। ବହୁତ ଲୋକଙ୍କର ସକାଳୁ ଉଠିବା ମାତ୍ରେ ହିଁ ଚା’ ଦରକାର ହୋଇଥାଏ ଓ ସେମାନେ ଖାଲି ପେଟରେ ଚା’ ପିଇଥାଆନ୍ତି। ଏହାଦ୍ୱାରା ତାଙ୍କୁ ସତେଜ ଓ ଫୂର୍ତ୍ତି ଲାଗିଥାଏ… Read More...
ଜନ୍ମଦିନ ବିଶେଷ : ବାଲ୍କୋନୀରୁ ପ୍ରଶଂସକଙ୍କୁ ଭେଟିଲେ କିଙ୍ଗ୍ ଖାନ୍ Samaja Digital (PM) Nov 2, 2018 0 ମୁମ୍ବଇ : ୨ ନଭେମ୍ବର ବଲିଉଡ଼ର ବାଦଶାହ ଶାହାରୁଖ୍ ଖାନ୍ଙ୍କ ଜନ୍ମଦିନ। ୧୯୬୫ ମସିହା ଆଜିର ଦିନରେ କିଙ୍ଗ୍ ଖାନ୍ ଜନ୍ମ ହୋଇଥିଲେ। ରାତି ୧୨ଟା ପୂର୍ବରୁ ହିଁ ତାଙ୍କ ଘର ‘ମନ୍ନତ୍’ ସମ୍ମୁଖରେ ପ୍ରଶଂସକମାନଙ୍କ… Read More...
ଓଟିରେ ସେଲ୍ଫି ନେଇ ଫଶିଗଲେ ଡାକ୍ତର Samaja Digital (PM) Nov 1, 2018 0 ଜୟପୁର : ଆଜିକାଲି ସେଲ୍ଫି ଏକ ନିଶା ପାଲଟିଯାଇଛି। ଏହି ନିଶା ଏତେ ମାତ୍ରାରେ ଘାରିଛି ଯେ, ଲୋକେ ସ୍ଥାନ, କାଳ, ପାତ୍ର କିଛି ହେଲେ ଦେଖୁ ନାହାନ୍ତି। ଯଦ୍ୱାରା ଜୀବନ ମଧ୍ୟ ଚାଲିଯାଉଛି ଓ ଏଥିସହିତ ଅନ୍ୟାନ୍ୟ ବହୁ… Read More...
ଖୋଲିଲା ଶିମିଳିପାଳ ଅଭୟାରଣ୍ୟ : ଲାଗୁ ହେଲା ନୂଆ ନିୟମ Samaja Digital (PM) Nov 1, 2018 0 ବାରିପଦା: ଗୁରୁବାରଠାରୁ ପର୍ଯ୍ୟଟକମାନଙ୍କ ପାଇଁ ପୁଣି ଶିମିଳିପାଳ ଅଭୟାରଣ୍ୟ ଖୋଲାଯାଇଛି। ପ୍ରବଳ ବର୍ଷା ଯୋଗୁଁ ଯାତାୟତରେ ବାଧା ଉପୁଜିବାରୁ କିଛିଦନ ପାଇଁ ଅଭୟାରଣ୍ୟକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯାଇଥିଲା। ଆଜି… Read More...
ସପ୍ତମ ବେତନ ଆୟୋଗ ସୁପାରିସ ଲାଗୁ ଦାବିରେ କଳାବ୍ୟାଚ୍ ପିନ୍ଧିଲେ ରେଭେନ୍ସା ଅଧ୍ୟାପକ Samaja Digital (PM) Nov 1, 2018 0 Read More...
ପୁରୀର ସଦ୍ଭାବନା ସଭାଗୃହରେ ଜିଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ବୈଠକ Samaja Digital (PM) Nov 1, 2018 0 Read More...
ନାଳରୁ ମୃତଦେହ ଉଦ୍ଧାର Samaja Digital (PM) Nov 1, 2018 0 ସମ୍ବଲପୁର : ସମ୍ବଲପୁରର ଗୁଜୁରାତି କଲୋନୀ ପଛ ପଟ ଦେଇ ଯାଇଥିବା ଟାଙ୍ଗନା ନାଳରେ ଗୁରୁବାର ସକାଳେ ଏକ ମୃତ ଦେହ ଭାସୁଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ବାସିନ୍ଦାଙ୍କ ସୂଚନା କ୍ରମେ ଟାଉନ ପୁଲିସ ଘଟଣାସ୍ଥଳରେ ପହଞ୍ଚି… Read More...
ଟିଟିଲାଗଡ଼କୁ ଜିଲା ମାନ୍ୟତା ଦାବିରେ ଗଣଧାରଣା Samaja Digital (PM) Nov 1, 2018 0 ଟିଟିଲାଗଡ଼ : ଟିଟିଲାଗଡ଼ ଉପଖଣ୍ଡକୁ ଜିଲା ମାନ୍ୟତା ଦାବିରେ ଗୁରୁବାରଠାରୁ ଟିଟିଲାଗଡ଼ ଆଇନଜୀବୀ ସଂଘ ପକ୍ଷରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଛି। ଆଜିଠାରୁ ଜିଲା କ୍ରିୟାନୁଷ୍ଠାନ କମିଟି ଅନିର୍ଦ୍ଦିଷ୍ଟ କାଳ ପାଇଁ… Read More...
ନାବାଳିକାଙ୍କୁ ଗଣବଳାତ୍କାର ଅଭିଯୋଗ Samaja Digital (PM) Nov 1, 2018 0 ଗଞ୍ଜାମ : ଗଞ୍ଜାମ ଜିଲା ପୋଲସରା ବ୍ଲକ୍ ବାଲିସାହି ଥାନା ଅଞ୍ଚଳରେ ଘରୁ ଉଠାଇ ନେଇ ନାବାଳିକାଙ୍କୁ ଗଣବଳାତ୍କାର ହୋଇଥିବାର ଅଭିଯୋଗ ଆସିଛି। ସୂଚନା ଅନୁସାରେ, ବୁଧବାର ବିଳମ୍ବିତ ରାତିରେ ୩ ଜଣ ଯୁବକ ଚୋରି କରିବା… Read More...
ଆଧୁନିକ ଭାରତର ନିର୍ମାତା-ସର୍ଦ୍ଦାର ପଟେଲ Samaja Digital (PM) Oct 31, 2018 0 ୧୯୪୭ର ପ୍ରଥମାର୍ଦ୍ଧ ଭାରତ ଇତିହାସ ପାଇଁ ଏକ ସଙ୍କଟମୟ ସମୟ ଥିଲା। ଔପନିବେଶିକ ଶାସନର ଅନ୍ତ ନିଶ୍ଚିତ ଥିଲା ଏବଂ ଭାରତର ବିଭାଜନ ମଧ୍ୟ ନିର୍ଦ୍ଧାରିତ ଥିଲା, ହେଲେ ଏହା ଅନିଶ୍ଚିତ ଥିଲା ଯେ, ଭାରତର ଗୋଟିଏରୁ ଅଧିକ… Read More...
ଆଳୁକୁ ଫ୍ରିଜରେ ରଖି ଖାଆନ୍ତୁ ନାହିଁ : ଦେଖାଦେବ ଏପରି ସମସ୍ୟା Samaja Digital (PM) Oct 30, 2018 0 ପନିପରିବା ନଷ୍ଟ ନହେବା ପାଇଁ ଲୋକେ ଏହାକୁ ଫ୍ରିଜରେ ରଖିଥାଆନ୍ତି। ହେଲେ ଏପରି ଏକ ପରିବା ଅଛି ଯାହାକୁ ଫ୍ରିଜରେ ରଖି ଖାଇବା ଶରୀର ପାଇଁ ଖୁବ୍ ହାନିକାରକ ସାବ୍ୟସ୍ତ ହୋଇଥାଏ। ସେହି ପରିବା ହେଉଛି ଆଳୁ। ଆଳୁ ଏପରି… Read More...
ପୁତ୍ର ସନ୍ତାନକୁ ଜନ୍ମ ଦେଲେ ଟେନିସ୍ ତାରକା Samaja Digital (PM) Oct 30, 2018 0 ନୂଆଦିଲ୍ଲୀ : ଟେନିସ୍ କ୍ରୀଡ଼ାବିତ୍ ସାନିଆ ମିର୍ଜା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଏହି ଖବର ମଙ୍ଗଳବାର ସକାଳେ ସାନିଆଙ୍କ ସ୍ୱାମୀ ତଥା ପାକିସ୍ତାନୀ କ୍ରିକେଟର୍ ଶୋଏବ ମଲିକ ସାମାଜିକ ଗଣମାଧ୍ୟମ ଜରିଆରେ… Read More...
ଥରଟିଏ ଦେଖି ଆସନ୍ତୁ ନୈନିତାଲର ଶୋଭାରାଜି Samaja Digital (PM) Oct 29, 2018 0 ଡେରାଡୁନ୍ : ଅପରୂପ ଶୋଭାରାଜିର ଗନ୍ତାଘର ହେଉଛି ନୈନିତାଲ। ସେଠାକାର ପ୍ରତ୍ୟେକଟି ଦୃଶ୍ୟ ବିମୋହିତ କରିଥାଏ ପର୍ଯ୍ୟଟକଙ୍କୁ। ଯାହାକୁ ଥରୁଟିଏ ମାତ୍ର ଦେଖିବା ମାତ୍ରେ ମନରେ ଏକ ଛବି ହୋଇ ରହିଯାଏ । କେବଳ ଏହାର… Read More...
ସ୍ବାସ୍ଥ୍ୟ ପାଇଁ ଖୁବ୍ ଉପକାରୀ ବାଇଗଣ Samaja Digital (PM) Oct 29, 2018 0 ବାଇଗଣ ଏପରି ଏକ ପରିବା ଯାହା ପ୍ରାୟ ସବୁ ଘରେ ଉପଲବ୍ଧ। ବହୁ ଲୋକ ଏହାକୁ ବିଭିନ୍ନ ଉପାୟରେ ରାନ୍ଧି ଖାଇଥାଆନ୍ତି ଓ ଖୁବ୍ ପସନ୍ଦ ମଧ୍ୟ କରନ୍ତି। ସବୁଠାରୁ ଅଧିକ ଜାପାନ ଓ ଭାରତରେ ଏହି ପରିବାର ବ୍ୟବହାର ହୋଇଥାଏ।… Read More...
ଦ୍ୱିତୀୟ ଦିନରେ କମାଲ ଦେଖାଇଲା ‘ବାଜାର’ Samaja Digital (PM) Oct 29, 2018 0 ମୁମ୍ବଇ : ଚଳିତ ସପ୍ତାହରେ ମୁକ୍ତିଲାଭ କରିଛି ସୈଫ୍ ଅଲ୍ଲୀ ଖାନ୍ଙ୍କ ଅଭିନୀତ ଚଳଚ୍ଚିତ୍ର ‘ବାଜାର’। ପ୍ରଥମ ଦିନ ଅର୍ଥାତ୍ ଶୁକ୍ରବାର ଏହି ଚଳଚ୍ଚିତ୍ର ଏତେ ଖାସ୍ ଆୟ କରି ପାରିନଥିଲେ ମଧ୍ୟ ଦ୍ୱିତୀୟ ଦିନ ଏହା ବକ୍ସ… Read More...
ଉଡ଼ାଣର କିଛି କ୍ଷଣରେ ଦୁର୍ଘଟଣା ଗ୍ରସ୍ତ ହେଲା ବିମାନ : ସମୁଦ୍ରରୁ ମିଳିଲା ଭଗ୍ନାବଶେଷ Samaja Digital (PM) Oct 29, 2018 0 ଜାକର୍ତ୍ତା : ଇଣ୍ଡୋନେସିଆର ଜାକର୍ତ୍ତାଠାରେ ସୋମବାର ସକାଳେ ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ଲାୟନ ଏୟାରର ଏହି ବିମାନଟି ଜାକର୍ତ୍ତାରୁ ଉଡ଼ାଣ ଆରମ୍ଭ କରିବାର ୧୩ ମିନଟ୍ ପରେ ହିଁ… Read More...
ଖାଇ ସାରିବା ପରେ ଭୁଲରେ ବି କରନ୍ତୁ ନାହିଁ ଏହିସବୁ କାମ Samaja Digital (PM) Oct 28, 2018 0 ସୁସ୍ଥ ରହିବା ପାଇଁ ପୁଷ୍ଟିକର ଓ ସନ୍ତୁଳିତ ଖାଦ୍ୟ ଖାଇବା ନିହାତି ଆବଶ୍ୟକ ହୋଇଥାଏ। ହେଲେ ଆମେ ଏବିଷୟରେ ଅଜଣା ଥାଆନ୍ତି ଯେ ଖାଇ ସାରିବା ପରେ ମଧ୍ୟ କିଛି କାର୍ଯ୍ୟ ରହିଛି ଯାହା କରିବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ… Read More...
ଭ୍ରମଣ ପାଇଁ କର୍ଣ୍ଣାଟକର ରମଣୀୟ ସ୍ଥାନ Samaja Digital (PM) Oct 28, 2018 0 ବେଙ୍ଗାଲୁରୁ : କର୍ଣ୍ଣାଟକର ସବୁଜୀମାରେ ପରିପୂର୍ଣ୍ଣ ପାହାଡ଼ଗୁଡ଼ିକର ଦୃଶ୍ୟ ମୌସୁମୀ ପରେ ପରେ ଆହୁରି ଆକର୍ଷକ ହୋଇପଡ଼େ। ତେଣୁ ଦକ୍ଷିଣ ଭାରତର କୌଣସି ସ୍ଥାନକୁ ବୁଲିବାକୁ ଯିବା ପାଇଁ ବର୍ଷାଦିନର ପରବର୍ତ୍ତୀ ସମୟ ବେଶ୍… Read More...
ଅନେକ ସମସ୍ୟା ଦୂର କରେ ନଡ଼ିଆ ତେଲ Samaja Digital (PM) Oct 28, 2018 0 ନଡ଼ିଆ ତେଲ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଲାଭଦାୟକ ହୋଇଥାଏ। ଏହା ଆମେ ସମସ୍ତେ ଜାଣନ୍ତି ଯେ, କେଶ ପାଇଁ ଏହା ଏକ ବରଦାନ ସଦୃଶ। ହେଲେ ଚର୍ମ ଓ ମୁହଁର ସମସ୍ୟା ଦୂର କରି ତା’ର ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ମଧ୍ୟ ଏହା ଏକ… Read More...
ଭାରତୀୟ ଟିଭି କାର୍ଯ୍ୟକ୍ରମ ଉପରେ ପାକ୍ର ପ୍ରତିବନ୍ଧକ Samaja Digital (PM) Oct 28, 2018 0 ନୂଆଦିଲ୍ଲୀ : ପାକିସ୍ତାନ ସୁପ୍ରିମ କୋର୍ଟ ଶନିବାର ସ୍ଥାନୀୟ ଟିଭି ଚ୍ୟାନେଲରେ ଭାରତୀୟ କାର୍ଯ୍ୟକ୍ରମର ପ୍ରସାରଣ ଉପରେ ପ୍ରତିବନ୍ଧ ଲଗାଇଛନ୍ତି। ତେବେ ପୂର୍ବରୁ ଏନେଇ ପାକ୍ ସୁପ୍ରିମକୋର୍ଟ ରୋକ ଲଗାଇବା ପାଇଁ ରାୟ… Read More...
ଜାଣନ୍ତୁ, ବିନା ତକିଆରେ ଶୋଇବାର ଉପକାରିତା Samaja Digital (PM) Oct 26, 2018 0 ସାଧାରଣତଃ ଆମେ ସମସ୍ତେ ତକିଆରେ ମୁଣ୍ଡ ଦେଇ ଶୋଇଥାଉ। ଆଉ କିଛି ଲୋକ ଏପରି ମଧ୍ୟ ଥାଆନ୍ତି ଯେଉଁମାନଙ୍କୁ ତକିଆ ନଦେଲେ ନିଦ ହିଁ ହୋଇନଥାଏ। ହେଲେ ବିଶେଷଜ୍ଞମାନଙ୍କ କହିବା ଅନୁସାରେ ଯେଉଁମାନେ ତକିଆ ନଦେଇ ଶୁଅନ୍ତି… Read More...
ସ୍ମାର୍ଟଫୋନ ପାଇଁ ଆଙ୍ଗୁଳି ବଙ୍କା Samaja Digital (PM) Oct 26, 2018 0 ବେଜିଂ : ଏବେ ସୋସିଆଲ ମିଡିଆର ଯୁଗ। ପିଲାଠୁ ବୟସ୍କ ସମସ୍ତଙ୍କ ହାତରେ ସ୍ମାର୍ଟଫୋନ ଦେଖିବାକୁ ମିଳୁଛି। ସତେ ଯେପରି ଏହି ସ୍ମାର୍ଟଫୋନ ପାଇଁ ସମସ୍ତେ ପାଗଳ। ଆଜିକାଲି ଲୋକଙ୍କ ଆଙ୍ଗୁଳି ଟାଇପିଙ୍ଗ୍ ପ୍ୟାଡ଼୍ ଉପରେ ଓ… Read More...
ଗୁଣକାରୀ ସପୁରୀ Samaja Digital (PM) Oct 26, 2018 0 ସାଧାରଣତଃ ଆମେ ଜାଣିଛେ, ସପୁରୀ ଏକ ସ୍ୱାଦିଷ୍ଟ ଓ ରସାଳ ଫଳ। ହେଲେ ଆମ ମଧ୍ୟରୁ ଖୁବ୍ କମ୍ ଲୋକଙ୍କୁ ଏ ବିଷୟରେ ଜଣାଥିବ ଯେ ସପୁରୀ କେବଳ ସ୍ୱାଦିଷ୍ଟ ନୁହେଁ ଏହାର ବହୁ ଔଷଧୀୟ ଗୁଣ ମଧ୍ୟ ରହିଛି ତଥା ଏହା ଏକ… Read More...
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭିଡିଓ କନ୍ଫେରେନ୍ସିଂ ମାଧ୍ୟମରେ ବାଲୁଘାଟ, ରାଉରକେଲା ଠାରେ ସେପ୍ଟେଜ୍… Samaja Digital (PM) Oct 26, 2018 0 Read More...
ରିଲିଜ୍ ହେଲା ‘ଭୈୟାଜୀ ସୁପର୍ହିଟ୍’ର ଟ୍ରେଲର Samaja Digital (PM) Oct 26, 2018 0 ମୁମ୍ବଇ : ନିକଟରେ ସନୀ ଦେଓଲଙ୍କ ଚଳଚ୍ଚିତ୍ର ‘ଭୈୟାଜୀ ସୁପର୍ହିଟ୍’ ର ଟ୍ରେଲର୍ ରିଲିଜ୍ ହୋଇଯାଇଛି। ଏଥିରେ ସନୀ କମେଡ଼ି କରୁଥିବାର ନଜର ଆସିଛନ୍ତି। ଏହି ଚଳଚ୍ଚିତ୍ରରେ ସନୀଙ୍କ ବିପକ୍ଷରେ ଦୁଇ ଜଣ ନାୟିକା ଅଛନ୍ତି,… Read More...
ଆଦିବାସୀ ଭାଷାର ଉନ୍ନତି ପାଇଁ ଦାବିପତ୍ର Samaja Digital (PM) Oct 25, 2018 0 ମାଲକାନଗିରି : ଆଦିବାସୀ ଭାଷା ଓ ଶିକ୍ଷାର ଉନ୍ନତି ନିମନ୍ତେ ମାଲକାନଗିରି ଜିଲା ଆଦିବାସୀ ସମାଜ ବିଧାୟକ ମାନସ ମାଡ଼କାମିଙ୍କୁ ଦାବିପତ୍ର ଦେଇଛି। ସୂଚନା ଅନୁସାରେ ସାନ୍ତାଳ, କୋୟା, ପରଜା ଓ ଦୁରୁଆ ସମ୍ପ୍ରଦାୟର ଭାଷାର… Read More...
ଡାକ୍ତରଖାନା ସମ୍ମୁଖ ଟ୍ରାଫିକ ସମସ୍ୟା ଦୂର କଲେ ସ୍ଵେଚ୍ଛାସେବୀ Samaja Digital (PM) Oct 25, 2018 0 ସୁଆଣ୍ଡୋ : ଭୁବନେଶ୍ବର–ପୁରୀ ୩୧୬ ନମ୍ବର ଜାତୀୟ ରାଜପଥ ନିକଟରେ ଥିବା ସାକ୍ଷୀଗୋପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ପ୍ରବେଶ ପଥକୁ ଗୁରୁବାର ସତ୍ୟବାଦୀର ତିନିଜଣ ସ୍ୱେଚ୍ଛାସେବୀ ଓ ସ୍ଥାନୀୟ ଦୁଇଜଣ ପୋଲିସଙ୍କ ସହାୟତାରେ… Read More...
ସତ୍ୟବାଦୀରେ ଗଜଲକ୍ଷ୍ମୀ ପୂଜା Samaja Digital (PM) Oct 25, 2018 0 ସୁଆଣ୍ଡୋ : ସତ୍ୟବାଦୀ ବ୍ଲକ ଅଧୀନ ବିଭିନ୍ନ ଗାଁ ଗହଳି ସହିତ ବଜାର ଆଦି ସ୍ଥାନ ଗୁଡିକରେ କୁମାରପୂର୍ଣ୍ଣିମା ସହିତ ମା ଗଜଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ ହୋଇଛି। ଏହି ପରିପ୍ରେକ୍ଷୀରେ ଗ୍ରାମ ଗୁଡିକରେ ପୂର୍ଣ୍ଣିମାର… Read More...
ଅନନ୍ତ ଭୁଇଁଆଙ୍କ ହତ୍ୟା ପ୍ରତିବାଦରେ ଲାଗିଲା ମାଓ ବିରୋଧୀ ପୋଷ୍ଟର Samaja Digital (PM) Oct 25, 2018 0 ମାଲକାନଗିରି : ଗତ ୨୩ ତାରିଖରେ ମାଥିଲି ଠାରେ ପୁଲିସ ସୂଚନାଦାତା ସନ୍ଦେହରେ ଯୁବକଙ୍କୁ ମାଓବାଦୀମାନେ ହତ୍ୟା କରିବା ଘଟଣାକୁ ବିରୋଧ କରି ମାଓ ବିରୋଧୀ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ହିଂସା… Read More...
ଆଲୋକ ବର୍ମାଙ୍କ ଉପରେ ଗୁଇନ୍ଦାଗିରି : ୪ ଅଟକ Samaja Digital (PM) Oct 25, 2018 0 ନୂଆଦିଲ୍ଲୀ : ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ସରକାର ବୁଧବାରଠାରୁ ଛୁଟିରେ ପଠାଇ ଦେଇଥିବା ବେଳେ ଗୁରବାର ତାଙ୍କ ଘର ସମ୍ମୁଖରେ ବଡ଼ ଧରଣର ହଙ୍ଗାମା ହୋଇଯାଇଛି। ଦିଲ୍ଲୀ ସ୍ଥିତ ତାଙ୍କ ବାସଭବନ ସମ୍ମୁଖରେ… Read More...
ଦୁଃସ୍ୱପ୍ନ ଦେଖୁଥିଲେ ଆପଣାନ୍ତୁ ଏହି ଉପାୟ, ଦୂର ହେବ ସମସ୍ୟା Samaja Digital (PM) Oct 24, 2018 0 ରାତିରେ ଶୋଇବା ପରେ ବହୁ ଲୋକ ସ୍ୱପ୍ନ ଦେଖିଥା’ନ୍ତି। କେହି କେହି ତ ଦିନରେ ମଧ୍ୟ ଗାଢ ନିଦରେ ଶୋଇ ଗଲେ ବିଭିନ୍ନ ସ୍ୱପ୍ନ ଦେଖିଥାଆନ୍ତି। କିଏ ଭଲ ସ୍ୱପ୍ନ ଦେଖିଥାଏ ତ କିଏ ଖରାପ ସ୍ୱପ୍ନ। ତେବେ କିଛି ଦୁଃସ୍ୱପ୍ନ ବା… Read More...
ଏହି ଅବସ୍ଥାରେ ପିଅନ୍ତୁ ନାହିଁ ଆଖୁ ରସ : ପଡ଼ିପାରେ ମହଙ୍ଗା Samaja Digital (PM) Oct 24, 2018 0 ଆଖୁ ରସ ସ୍ୱାଦିଷ୍ଟ ହେବା ସହ ଶରୀର ପାଇଁ ମଧ୍ୟ ଖୁବ୍ ଉପକାରୀ ହୋଇଥାଏ। ଏଥିରେ କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍, ମାଗ୍ନେସିୟମ ଓ ଫସଫରସ ଭଳି ଆବଶ୍ୟକୀୟ ପୋଷଣକାରୀ ତତ୍ତ୍ୱ ପ୍ରଚୁର ପରିମାଣରେ ରହିଛି। ହେଲେ କେତେକ… Read More...
ସନୀ ଲିଓନୀଙ୍କ ‘ବୀରମାଦେବୀ’କୁ ବିରୋଧ Samaja Digital (PM) Oct 24, 2018 0 ମୁମ୍ବଇ : ଖୁବ୍ଶୀଘ୍ର ସନୀ ଲିଓନୀ ଏକାଧିକ ଭାଷାରେ ରିଲିଜ୍ ହେବାକୁ ଥିବା ‘ବୀରମାଦେବୀ’ ଚଳଚ୍ଚିତ୍ରରେ ନଜର ଆସିବେ। ହେଲେ ଏବେଠାରୁ ଏହି ଚଳଚ୍ଚିତ୍ରକୁ ନେଇ ବିରୋଧର ସ୍ୱର ଉଠିବା ଆରମ୍ଭ ହୋଇଗଲାଣି। ସୂଚନା ଅନୁସାରେ,… Read More...
କୁମାର ପୂର୍ଣ୍ଣିମା ସାଙ୍ଗକୁ ଗଜଲକ୍ଷ୍ମୀ ପୂଜା : ସାରା ରାଜ୍ୟ ଉତ୍ସବମୁଖର Samaja Digital (PM) Oct 24, 2018 0 ଓଡ଼ିଶାରେ ବାର ମାସରେ ତେର ପର୍ବ। ସମସ୍ତ ପର୍ବ ମଧ୍ୟରୁ ଦୁଇଟି ପର୍ବ ବିଶେଷ ଭାବେ କେବଳ ଝିଅମାନଙ୍କ ପାଇଁ ପ୍ରସିଦ୍ଧ। ସେ ଦୁଇ ପର୍ବ ହେଉଛି ରଜ ଓ ଅନ୍ୟଟି କୁମାର ପୂର୍ଣ୍ଣିମା। ତେବେ ଏହି ଦୁଇ ପର୍ବ ମଧ୍ୟରୁ ଝିଅ ବା… Read More...
ଏହି ଉପାୟରେ ସହଜରେ ବାସନରୁ ଛଡ଼ାନ୍ତୁ ପୋଡ଼ାଦାଗ Samaja Digital (PM) Oct 23, 2018 0 ବାସନରୁ ପୋଡ଼ାଦାଗ ଛଡ଼ାଇବ ଏକ କଷ୍ଟକର ବ୍ୟାପାର। ବହୁ ସମୟରେ ତ ଏହା ଛାଡ଼େ ମଧ୍ୟ ନାହିଁ। ଯଦ୍ୱାରା ବାସନଟି ନଷ୍ଟ ହୋଇଯାଏ। ଏହି ପୋଡ଼ାଦାଗ ଛଡ଼ାଇବା ପାଇଁ ଆମେ ଅନେକ ଉପାୟ ଆପଣେଇଥାଉ ତଥା ବଜାରରେ ମିଳୁଥିବା ବହୁ ପୋଡ଼ା ଦାଗ… Read More...
ବାସ୍ତୁ ଦୋଷ ଦୂର କରେ ଲୁଣ Samaja Digital (PM) Oct 23, 2018 0 ଖାଦ୍ୟ ପ୍ରସ୍ତୁତିରେ ଲୁଣ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଲୁଣ ବିନା ସମସ୍ତ ଖାଦ୍ୟ ସ୍ୱାଦ ହୀନ ହୋଇଥାଏ। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହା କେବଳ ଖାଦ୍ୟରେ ବ୍ୟବହୃତ ହୁଏ ନାହିଁ ବରଂ ଲୁଣର ବ୍ୟବହାର ଦ୍ୱାରା… Read More...
୨୦୧୮ ଫ୍ରେଞ୍ଚ୍ ଓପନ୍ର ଭାରତୀୟ ପ୍ରତିଯୋଗୀ ପିଭି ସିନ୍ଧୁଙ୍କ ଜୀବନର କିଛି କଥା Samaja Digital (PM) Oct 23, 2018 0 ଆଜି ଅର୍ଥାତ୍ ମଙ୍ଗଳଠାରୁ ପ୍ୟାରିସରେ ଆରମ୍ଭ ହେଲା ଫ୍ରେଞ୍ଚ୍ ଓପନ୍ ବ୍ୟାଡ଼ମିଣ୍ଟନ୍ ପ୍ରତିଯୋଗିତା। ଏଥିରେ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ବ୍ୟାଡ଼ମିଣ୍ଟନ୍ କ୍ରୀଡ଼ାବିତ୍ ମାନେ ଭାଗ ନେଉଥିବା ବେଳେ ଭାରତରୁ ମଧ୍ୟ… Read More...
ଫ୍ରେଞ୍ଚ୍ ଓପନ ଉପରେ ତିନି ଭାରତୀୟ କ୍ରୀଡ଼ାବିତ୍ଙ୍କ ନଜର Samaja Digital (PM) Oct 23, 2018 0 ନୂଆଦିଲ୍ଲୀ : ଆଜିଠାରୁ ଅର୍ଥାତ୍ ମଙ୍ଗଳବାରଠାରୁ ଆରମ୍ଭ ହେଉଛି ଫ୍ରେଞ୍ଚ୍ ଓପନ୍ ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା। ତେବେ ଭାରତୀୟ ବ୍ୟାଡ଼ମିଣ୍ଟନ୍ ତାରକା ପିଭି ସିନ୍ଧୁ, ପୂର୍ବତନ ଚମ୍ପିୟାନ୍ କିଦାମ୍ବୀ ଶ୍ରୀକାନ୍ତ… Read More...
ହଳଦୀ ମିଶ୍ରିତ କ୍ଷୀର : କୌଣସି ମହୌଷଧୀରୁ କମ୍ ନୁହେଁ Samaja Digital (PM) Oct 22, 2018 0 ହଳଦୀ ପ୍ରାୟତଃ ସମସ୍ତଙ୍କ ରୋଷେଇ ଘରେ ନିଶ୍ଚିତ୍ତ ଭାବେ ଉପଲବ୍ଧ ହୋଇଥାଏ। ଏହା ବିନା ଖାଦ୍ୟ ରଙ୍ଗହୀନ ସ୍ୱାଦହୀନ ହୋଇଯାଏ। ଏଥିସହିତ ଏହାର ବହୁ ଔଷଧୀୟ ଗୁଣ ମଧ୍ୟ ରହିଛି। ତେବେ କ୍ଷୀର ସହିତ ହଳଦୀ ମିଶିବା ପରେ ଏହା ଏକ… Read More...
ରାକ୍ଷୀଙ୍କ ଠାରୁ ୧୦ କୋଟି ଦାବି କଲେ ତନୁଶ୍ରୀ Samaja Digital (PM) Oct 22, 2018 0 ମୁମ୍ବଇ : ବଲିଉଡ଼୍ ଅଭିନେତ୍ରୀଙ୍କୁ ଯୌନ ନିର୍ଯ୍ୟାତନାର ପ୍ରସଙ୍ଗ ଉଠାଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ତନୁଶ୍ରୀ ଦତ୍ତା ରାକ୍ଷୀ ସାୱନ୍ତଙ୍କ ବିରୋଧରେ ୧୦କୋଟି ଟଙ୍କାର କ୍ଷତିପୂରଣ ଦାବି କରି ମାନହାନି… Read More...
୩ ଦିନରେ ୩୦ କୋଟିରୁ ଅଧିକ ବ୍ୟବସାୟ କଲା ‘ବଧାଇ ହୋ’ Samaja Digital (PM) Oct 21, 2018 0 ମୁମ୍ବଇ : ଆୟୁଷ୍ମାନ ଖୁରାନାଙ୍କ ଚଳଚ୍ଚିତ୍ର ‘ବଧାଇ ହୋ’ ପ୍ରେକ୍ଷାଳୟ ମାନଙ୍କରେ ଦମ୍ଦାର୍ ଲୋକପ୍ରିୟତା ହାସଲ କରିଛି। ୩ ଦିନରେ ଏହି ଚଳଚ୍ଚିତ୍ର ଭାରତୀୟ ବକ୍ସ ଅଫିସରେ ୩୦ କୋଟିରୁ ଊର୍ଦ୍ଧ୍ବ ଆୟ କରିଛି। ସୂଚନା… Read More...
ବରଫର ଚମତ୍କାରୀ ଗୁଣ Samaja Digital (PM) Oct 21, 2018 0 ବରଫକୁ ଆମେ ବିଭିନ୍ନ ଉପାୟରେ ବ୍ୟବହାର କରିଥାଉ। ମୁଖ୍ୟତଃ କୌଣସି ଖାଦ୍ୟ ବା ପାନୀୟକୁ ଥଣ୍ଡା କରିବା ପାଇଁ ଆମେ ସେଥିରେ ବରଫ ପକାଇଥାଉ। ହେଲେ କ’ଣ ଆପଣ ଜାଣନ୍ତି, ବରଫ ଆମର ଆହୁରି ଅନେକ କାମରେ ଆସିଥାଏ। ଏହାର ବହୁ… Read More...
୪୫ ବର୍ଷ ବୟସରେ ମାଆ ହେଲେ ଅବିବାହିତ ସାକ୍ଷୀ : ଦର୍ଶକଙ୍କ ଖୁବ୍ ପ୍ରଶଂସା Samaja Digital (PM) Oct 21, 2018 0 ମୁମ୍ବଇ: ହିନ୍ଦୀ ଧାରାବାହିକ ଜଗତର କ୍ୱିନ୍ ସାକ୍ଷୀ ତନୱାର୍ ନିଜ ଅଭିନୟ ମାଧ୍ୟମରେ କୋଟି କୋଟି ଲୋକଙ୍କ ହୃଦୟରେ ଏକ ବିଶେଷ ସ୍ଥାନ ଗ୍ରହଣ କରିଛନ୍ତି । ତେବେ ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଯୋଗାଉଥିବା ଅବିବାହିତ… Read More...
ପଖାଳ : ସ୍ୱାସ୍ଥ୍ୟ ପ୍ରତି ଖୁବ୍ ହିତକାରୀ Samaja Digital (PM) Oct 21, 2018 0 ପ୍ରାୟତଃ ପ୍ରତ୍ୟେକ ଓଡ଼ିଆ ଘରେ ପଖାଳ ଭାତ ନିଶ୍ଚୟ ରହିଥାଏ। ଏହା ଓଡ଼ିଆଙ୍କ ପ୍ରଧାନ ଖାଦ୍ୟ କହିଲେ ମଧ୍ୟ ଅତ୍ୟୁକ୍ତି ହେବନାହିଁ। ହେଲେ କିଛି ଲୋକ ଏହାର ମୂଲ୍ୟ ନବୁଝି ଏହାକୁ ଅଦରକାରୀ ଭାବି ଫିଙ୍ଗି ଦେଇଥାଆନ୍ତି।… Read More...
କମେଡ଼ି କ୍ୱିନ୍ ଏବେ ହ୍ୱିଲ୍ ଚେୟାରରେ Samaja Digital (PM) Oct 20, 2018 0 ମୁମ୍ବଇ : ହାସ୍ୟଅଭିନେତ୍ରୀ ଭାରତୀ ସିଂହ ହ୍ୱିଲ୍ ଚେୟାରରେ ବସିଥିବା ଏକ ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଛି। ଏହି ଭିଡ଼ିଓରେ ଅଭିନେତା ରିତ୍ୱିକ୍ ଧନଜାନୀ ଭାରତୀଙ୍କୁ ହ୍ୱିଲ୍ ଚେୟାରରେ ନେଉଥିବା… Read More...
ଏହି ସ୍ଥାନରେ ରଖନ୍ତୁ ପାଣିର ଚିତ୍ର : ଦୂର ହେବ ଆର୍ଥିକ ସମସ୍ୟା Samaja Digital (PM) Oct 20, 2018 0 ବେଳେବେଳେ ଏମିତି ସମୟ ଆସେ ଯେତେ ଆୟ କଲେ ମଧ୍ୟ ଅଣ୍ଟେନାହିଁ। ସବୁବେଳେ ଧନର ଅଭାବ ଲାଗି ରହେ। ହେଲେ ଲୋକେ ଏ ବିଷୟରେ ଅଜଣା ଥାଆନ୍ତି ଯେ, ଏସବୁ କିଛି ବାସ୍ତୁ ଦୋଷ ଯୋଗୁଁ ମଧ୍ୟ ହୋଇଥାଏ। ଯଦି ଆପଣଙ୍କ ପାଖରେ ବା ଘରେ… Read More...
ବିଭିନ୍ନ ରୋଗରୁ ମୁକ୍ତି ଦିଏ ତେଜପତ୍ର Samaja Digital (PM) Oct 20, 2018 0 ଖାଦ୍ୟରେ ତେଜପତ୍ର ପଡ଼ିବା ମାତ୍ରେ ତା’ର ସ୍ୱାଦ ବଦଳି ଯାଇଥାଏ। ହେଲେ ଖୁବ୍ କମ୍ ଲୋକ ଏ ବିଷୟରେ ଜାଣନ୍ତି ଯେ ଖାଦ୍ୟର ସ୍ୱାଦ ଦ୍ୱିଗୁଣିତ କରିବା ସହ ତେଜପତ୍ରର ବହୁ ଔଷଧୀୟ ଗୁଣ ମଧ୍ୟ ରହିଛି। ତେବେ ଚାଲନ୍ତୁ ଜାଣିବା… Read More...
୮୫୦ ଚାଷୀଙ୍କ କୋଟି କୋଟି ଟଙ୍କାର ଋଣ ସୁଝିବେ ଅମିତାଭ୍ Samaja Digital (PM) Oct 20, 2018 0 ମୁମ୍ବଇ : ବଲିଉଡର ପ୍ରସିଦ୍ଧ ତଥା ଲୋକପ୍ରିୟ ଅଭିନେତା ଅମିତାଭ୍ ବଚ୍ଚନ ଏକ ନୂଆ ନିଷ୍ପତ୍ତି ନେଇଛନ୍ତି। ତାଙ୍କ କହିବା ଅନୁସାରେ, ସେ ଉତ୍ତରପ୍ରଦେଶର ୮୫୦ରୁ ଊର୍ଦ୍ଧ୍ବ ଚାଷୀଙ୍କ ଋଣ ପରିଷୋଧ କରିବାରେ ସେମାନଙ୍କୁ… Read More...
ଆପଣ ଜାଣନ୍ତି କି, ନିଦରେ ଆପଣଙ୍କ ସହ କ’ଣ ଘଟିଥାଏ ? Samaja Digital (PM) Oct 20, 2018 0 ଶରୀର ପାଇଁ ଖାଦ୍ୟ ଖାଇବା ଯେତିକି ଆବଶ୍ୟକ ସେତିକି ଆବଶ୍ୟକ ଶୋଇବା। ଶୋଇବା ଠିକ୍ ନହେଲେ ବା ନିଦ୍ରାର ଅଭାବ ହେଲେ ବହୁ ବଡ଼ ବଡ଼ ରୋଗ ଦେଖା ଦେଇଥାଏ। ସାଧାରଣତଃ ଜଣେ ବ୍ୟକ୍ତି ପାଇଁ ଅତି କମରେ ୭ରୁ ୮ଘଣ୍ଟା ନିଦ ବହୁତ… Read More...
ଆପଣ ମଧ୍ୟ ଖାଉଛନ୍ତି କି ଏହି ଖାଦ୍ୟ? ଖୁବ୍ଶୀଘ୍ର ଦୁର୍ବଳ ହୋଇଯିବ ହାଡ଼ Samaja Digital (PM) Oct 13, 2018 0 ଶରୀରର ହାଡ଼କୁ ମଜବୁତ ରଖିବା ପାଇଁ ଆମେ ବିଭିନ୍ନ ଖାଦ୍ୟ ଖାଇଥାଆନ୍ତି। ହେଲେ ଆମେ ନଜାଣି ଏପରି କିଛି ଖାଦ୍ୟ ଅଛି ଯାହାକୁ ଆମେ ହାଡ଼ ମଜବୁତ କରିବା ଉଦ୍ଦେଶ୍ୟରେ ଖାଇଥାଆନ୍ତି ହେଲେ ତାହା ବିପରୀତ ଫଳ ଦେଇଥାଏ। ଦିନ ସାରା… Read More...
ଗଜପତିରେ ତିତ୍ଲି ପ୍ରକୋପ : ୨ ମୃତ Samaja Digital (PM) Oct 12, 2018 0 ଗଜପତି : ତିତ୍ଲି ପ୍ରଭାବରେ ଗଜପତି ଜିଲାରେ ବ୍ୟପାକ କ୍ଷୟକ୍ଷତି ଘଟିବା ସହ ଦୁଇ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ଏଥିସହିତ ଜଣେ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଗୋଶାଣିବ୍ଲକ ଲାବଣ୍ୟ ଗଡ… Read More...
ଜାଣନ୍ତୁ, କେଉଁ ବୟସରେ କେତେ ସମୟ ଶୋଇବା ଆବଶ୍ୟକ Samaja Digital (PM) Oct 12, 2018 0 ସୁସ୍ଥ ରହିବା ପାଇଁ ସଠିକ୍ ସମୟରେ ଖାଦ୍ୟ ଖାଇବା ଯେତିକି ଆବଶ୍ୟକ, ସେତିକି ଆବଶ୍ୟକ ସଠିକ୍ ସମୟରେ ଶୋଇବା। ପ୍ରତ୍ୟେକ ବ୍ୟକ୍ତି ପାଇଁ ଯେତିକି ସମୟ ଶୋଇବା ଦରକାର ସେଥିରେ ଅବହେଳା ହେଲେ ବିଭିନ୍ନ ସମସ୍ୟା ଦେଖାଦେଇଥାଏ।… Read More...
ତିତ୍ଲି ପ୍ରଭାବରେ ବିଭିନ୍ନ ଜିଲାର ପରିସ୍ଥିତି ଶୋଚନୀୟ : ନୟାଗଡ଼ ଓ ଫୁଲବାଣୀରେ ଭାସିଗଲେ ଯୁବକ Samaja Digital (PM) Oct 12, 2018 0 କଟକ/ନୟାଗଡ଼/ଫୁଲବାଣୀ/ପାରଳାଖେମୁଣ୍ଡି : ତିତ୍ଲି ପ୍ରଭାବରେ ବିଭିନ୍ନ ଜିଲାର ପରିସ୍ଥିତି ଗମ୍ଭୀର ହୋଇଛି। ଗଜପତି ଜିଲାର ବିଭିନ୍ନ ସ୍ଥାନରେ ପରିସ୍ଥିତି ଶୋଚନୀୟ ହୋଇପଡ଼ିଛି। ପାରଳାଖେମୁଣ୍ଡିର ୧୫ଟି ସାହିରେ ବର୍ଷା ଜଳ… Read More...
ହାୱଡ଼ା ସିକନ୍ଦରାବାଦ ଫାଲକନୁମା ଏକ୍ସପ୍ରେସର ଗତିପଥ ଅପରିବର୍ତ୍ତିତ Samaja Digital (PM) Oct 11, 2018 0 ଭୁବନେଶ୍ୱର : ଘୂର୍ଣ୍ଣିଝଡ଼ ତିିତ୍ଲି ଯୋଗୁଁ ବହୁ ରେଳ ଚଳାଚଳ ବାତିଲ୍ କରଯାଇଥିବା ବେଳେ କେତେକର ଗତିପଥ ପରିବର୍ତ୍ତନ କରାଯାଇଥିଲା। ହାୱଡ଼ା ସିକନ୍ଦରାବାଦ ଫାଲକନୁମା ଏକ୍ସପ୍ରେସ୍ର ଗତିପଥ ପରିବର୍ତ୍ତନ କରାଯାଇ… Read More...
ଏସିଟିଓଙ୍କ ଘରେ ଚଢାଉ କଲା ଭିଜିଲାନ୍ସ Samaja Digital (PM) Oct 11, 2018 0 ବଲାଙ୍ଗୀର : ବଲାଙ୍ଗୀର ଆସିଷ୍ଟାଣ୍ଡ କମରସିଆଲ ଟ୍ୟାକ୍ସ ଅଫିସର(ଏସିଟିଓ) ଧୀରେନ୍ଦ୍ର ନାଥ ମିଶ୍ରଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ସୂଚନା ଅନୁସାରେ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗୀର… Read More...
ଭଦ୍ରକରେ ତିତଲିର ପ୍ରଭାବ : ଦବିଲା ଜାତୀୟ ରାଜପଥ Samaja Digital (PM) Oct 11, 2018 0 ଆରଡି : ଘୂର୍ଣ୍ଣିଝଡ ତିତଲି ପ୍ରଭାବରେ ଗୁରୁବାର ସକାଳୁ ଭଦ୍ରକ ଚାନ୍ଦବାଲି ଅଞ୍ଚଳ ସମେତ ଆଖପାଖ ଅଞ୍ଚଳରେ ପବନର ବେଗ ବଢିବା ସହ ତୁହାକୁ ତୁହା ବର୍ଷା ଲାଗି ରହିଛି। ବିଶେଷକରି ସମୁଦ୍ର ଅଶାନ୍ତ ଯୋଗୁଁ ଉଚ୍ଚ ଜୁଆର ଢେଉ… Read More...
ଗୁରୁବାର ଝାରସୁଗୁଡା ଦିନିକିଆ ଗସ୍ତରେ ଆସିଛନ୍ତି ରାଜ୍ୟପାଳ ଗଣେଶୀଲାଲ୍। ସର୍କିଟ ହାଉସରେ ଜିଲାର ସମସ୍ତ ଅଧିକାରୀଙ୍କ… Samaja Digital (PM) Oct 11, 2018 0 Read More...
ତିତଲି ପ୍ରଭାବ : ଗଞ୍ଜାମ ଜିଲାରେ ଯାତାୟତ ବାଧାପ୍ରାପ୍ତ Samaja Digital (PM) Oct 11, 2018 0 ବ୍ରହ୍ମପୁର: ତିତଲି ଗୁୁରୁବାର ସକାଳେ ଗଞ୍ଜାମ ଜିଲା ଉପକୂଳ ଦେଇ ଗତି କରିଛି। ଏହାର ପ୍ରଭାବରେ ଜିଲାର ବିଭିନ୍ନ ସ୍ଥାନରେ ପ୍ରବଳ ବେଗରେ ପବନ ହେବା ସହ ବର୍ଷା ମଧ୍ୟ ଲାଗି ରହିଥିଲା। ପାତ୍ରପୁରରେ ସର୍ବାଧିକ ପବନର ବେଗ… Read More...
ଗୃହକମିଟି ବୈଠକକୁ ଆସିଲେନି ଅଭିଜିତ୍, ବଢ଼ିଲା ମିଆଦ Samaja Digital (PM) Oct 11, 2018 0 ଭୁବନେଶ୍ୱର : ଓଡ଼ିଶା ସଂସ୍କୃତି, ଐତିହ୍ୟ ଓ ଲୋକ ପ୍ରତିନିଧିଙ୍କ ସମ୍ପର୍କରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଜିତ୍ ଆୟର ମିତ୍ରଙ୍କୁ ଗୁରୁବାର ହାଜର ହେବା ପାଇଁ ଓଡ଼ିଶା ବିଧାନସଭା ଗୃହ କମିଟି ନିର୍ଦ୍ଦେଶ ଦେଇଥିଲେ।… Read More...
ସାପ କାମୁଡ଼ାରେ ନାବାଳିକା ମୃତ Samaja Digital (PM) Oct 11, 2018 0 ରାୟଗଡ଼ା : ଗଜପତି ଜିଲା ରାୟଗଡ଼ା ଥାନା ଅନ୍ତର୍ଗତ ଡେକୁସାହି ଗ୍ରାମର ଗୋର୍ଷାଙ୍ଗ ଦଳାଇଙ୍କ ଝିଅ ମୁନୀ ଦଳାଇ(୧୧ବର୍ଷ) ଙ୍କର ସାପ କାମୁଡ଼ାରେ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ, ବୁଧବାର ଗୋର୍ଷାଙ୍ଗଙ୍କ ସପରିବାର ଘରେ… Read More...
ଘରେ ରଖନ୍ତୁ ମୟୂର ପର : ମିଳିବ ଏସବୁ ଲାଭ Samaja Digital (PM) Oct 10, 2018 0 ମୟୂର ପର ଦେଖିବାକୁ ଯେତିକି ସୁନ୍ଦର ସେତିକି ଗୁଣବାନ୍ ମଧ୍ୟ। ଏହା ଭଗବାନ ଶ୍ରୀକୃଷ୍ଣଙ୍କ ମୁକୁଟରେ ଶୋଭା ପାଉଥିବାର ଦେଖିଥିବେ। ପ୍ରାଚୀନ କାଳରେ ମୟୂର ପରକୁ ଔଷଧ ରୂପେ ମଧ୍ୟ ବ୍ୟବହାର କରାଯାଉଥିଲା। ବାସ୍ତୁଶାସ୍ତ୍ର… Read More...
ଶିଶୁଙ୍କୁ ଖୁଆନ୍ତୁ ନାହିଁ ମହୁ : ହୋଇପାରେ ଏପରି ସମସ୍ୟା Samaja Digital (PM) Oct 10, 2018 0 ସାଧାରଣତଃ ଛୋଟ ଶିଶୁମାନଙ୍କୁ ଅଧିକାଂଶ ସମୟରେ ଥଣ୍ଡା ଓ ଜ୍ୱର ହୋଇଥାଏ। ତେବେ ଏଥିରୁ ସୁରକ୍ଷା ପାଇଁ ଅଭିଭାବକ ପିଲାଙ୍କୁ ଡାକ୍ତରଙ୍କ ପାଖକୁ ନେବା ସହ କେତେକ ଘରୋଇ ଚିକିତ୍ସା ମଧ୍ୟ କରିଥାଆନ୍ତି। ତେବେ ଏ କ୍ଷେତ୍ରରେ… Read More...
ଏହି ରୋଗ ହେଲେ ବ୍ୟକ୍ତି କରନ୍ତି ଚୋରି Samaja Digital (PM) Oct 10, 2018 0 ସାଧାରଣତଃ ଚୋରକୁ ଆମେ ଏକ ଅପରାଧୀ ବୋଲି ବିବେଚିତ କରିଥାଉ। ଚୋରି କରୁଥିବା ବ୍ୟକ୍ତି ବିଷୟରେ ଆମର ପ୍ରାୟ ଏଭଳି ଚିନ୍ତାଧାରା ଥାଏ ଯେ, ଚୋରି କରିବା ଏକ ଅଭ୍ୟାସ ଓ ପେସା ମଧ୍ୟ। ହେଲେ କ’ଣ ଆପଣ ଜାଣନ୍ତି ଚୋରି କରିବାର… Read More...
ଜନ୍ମଦିନ ବିଶେଷ : ପିତାଙ୍କ ଛତ୍ରଛାୟା ବିନା ସଂଘର୍ଷ କରିଥିଲେ ରେଖା Samaja Digital (PM) Oct 10, 2018 0 ମୁମ୍ବଇ : ବଲିଉଡ଼ର ଖ୍ୟାତିନାମା ଅଭିନେତ୍ରୀ ରେଖାଙ୍କର ଆଜି ଜନ୍ମଦିନ। ସେ ୧୦ ଅକ୍ଟୋବର ୧୯୫୪ ମସିହାରେ ଚେନ୍ନାଇ ଠାରେ ଜନ୍ମ ଗ୍ରହଣ କରିଥିଲେ। ରେଖା ମାତ୍ର ୧୩ ବର୍ଷ ବୟସରେ ନିଜ କ୍ୟାରିୟର୍ ଆରମ୍ଭ କରିଥିଲେ। ଜୀବନରେ… Read More...
ଜାଣନ୍ତୁ, ଝାଡ଼ୁ ସହ ଜଡ଼ିତ କିଛି ନିୟମ Samaja Digital (PM) Oct 9, 2018 0 ଘର ବା ଆଖପାଖର ପରିବେଶକୁ ସର୍ବଦା ପରିଷ୍କାର ପରିଚ୍ଛନ୍ନ ରଖିବା ଉଚିତ୍। କାରଣ ଆମେ ବାସ କରୁଥିବା ପରିବେଶ ସୁସ୍ଥ ରହିଲେ ଆମେ ସୁସ୍ଥ ରହିବା ଓ ମନରେ ସକରାତ୍ମକ ଭାବନା ସୃଷ୍ଟି ହେବ। ଏଥିସହିତ ଶାସ୍ତ୍ର ଅନୁସାରେ,… Read More...
ଜାଣନ୍ତୁ କେଉଁ ସମୟରେ ଓ କେତେ ପରିମାଣରେ ପାଣି ପିଇବା ଉଚିତ Samaja Digital (PM) Oct 9, 2018 0 ସାଧାରଣତଃ ଆମେ ଖାଦ୍ୟ ଉପରେ ଯେତିକି ଧ୍ୟାନ ଦେଇଥାଆନ୍ତି, ସେହି ଅନୁସାରେ ପାଣି ପିଇବା ଉପରେ ସେତେଟା ଧ୍ୟାନ ଦେଇ ନଥା’ନ୍ତି। ଆବଶ୍ୟକତା ଠାରୁ ଅଧିକ ଖାଇବା ଯେପରି ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ସେହିପରି ଆବଶ୍ୟକତାରୁ… Read More...
ଆପଣ ବି ଦିନରେ ଶୋଉଛନ୍ତି କି? ସାବଧାନ! ହୋଇପାରେ ଏପରି ସମସ୍ୟା Samaja Digital (PM) Oct 9, 2018 0 ବହୁତ ଲୋକଙ୍କୁ ଦ୍ୱିପ୍ରହରରେ ନିଦ ଲାଗିଥାଏ ଓ ସେମାନେ ଶୋଇଥାଆନ୍ତି ମଧ୍ୟ। ତେବେ ଯଦି ଆପଣଙ୍କୁ ପ୍ରତିଦିନ ଦ୍ୱିପ୍ରହରରେ ନିଦ ଲାଗୁଛି ତେବେ ଆପଣ ଅଲ୍ଜାଇମର୍ (ଭୁଲାପଣ) ନାମକ ଏକ ରୋଗରେ ପୀଡିତ ହୋଇପାରନ୍ତି। ଏକ… Read More...
‘ଇଣ୍ଡିଆଜ୍ ବେଷ୍ଟ୍ ଡ୍ରାମେବାଜ୍’, ଟ୍ରଫି ବାଜି ମାରିନେଲେ ଦୀପାଲି Samaja Digital (PM) Oct 9, 2018 0 ମୁମ୍ବଇ : ଜୀ’ ଟିଭିରେ ପ୍ରସାରିତ ରିଆଲିଟି ଶୋ’ ‘ଇଣ୍ଡିଆଜ୍ ବେଷ୍ଟ୍ ଡ୍ରାମେବାଜ୍, ସିଜନ୍-୩’ର ଟ୍ରଫି ୧୦ ବର୍ଷୀୟା ଦୀପାଲି ବୋରକର ବାଜିମାତ୍ କରିନେଇଛନ୍ତି। ସୂଚନା ଅନୁସାରେ, ଶୋ’ ର ଗ୍ରାଣ୍ଡ୍ ଫିନାଲେ ରବିବାର ଶେଷ… Read More...
ବିିବାହ କରିବେ କପିଲ୍ Samaja Digital (PM) Oct 8, 2018 0 ମୁମ୍ବଇ : ପୁଣିଥରେ ଛୋଟ ପରଦାକୁ ଫେରିବା ପାଇଁ କପିଲ୍ ଜୋରଦାର୍ ପ୍ରସ୍ତୁତି ଚଳାଇଥିବା ବେଳେ ବିବାହ ପାଇଁ ମଧ୍ୟ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି । ଡିସେମ୍ବର ମାସରେ ପ୍ରେମିକା ଗିନି ଚତରାଥଙ୍କୁ କମେଡ଼ି କିଙ୍ଗ୍ କପିଲ… Read More...
ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ମହୌଷଧୀ ମସୁର ଡ଼ାଲି Samaja Digital (PM) Oct 8, 2018 0 ମସୁର ଡାଲି ଏକ ଚମତ୍କାରୀ ଗୁଣ ବିଶିଷ୍ଟ ଶସ୍ୟ। ଏହାକୁ ଡାଲି କରି ଖାଇବା ଦ୍ୱାରା ଶରୀର ପାଇଁ ଖୁବ୍ ଉପକାରୀ ହୋଇଥିବା ବେଳେ ଏହାର ଆହୁରି ଅନେକ ବ୍ୟବହାର ମଧ୍ୟ ରହିଛି ଯାହାଦ୍ୱାରା ଆମକୁ ବହୁତ ଲାଭ ମିଳିଥାଏ। ଏହା… Read More...
ପାମ୍ପଡ଼ ଖାଇବା ଦ୍ବାରା ଦେଖାଦିଏ ଏହିସବୁ ସମସ୍ୟା Samaja Digital (PM) Oct 8, 2018 0 ପାମ୍ପଡ଼ ଖାଇବାକୁ ପିଲାଠୁ ବୟସ୍କ ପ୍ରାୟ ସମସ୍ତେ ଭଲପାଆନ୍ତି। ସେଥିପାଇଁ ଭୋଜି ମାନଙ୍କରେ ହେଉ ବା ଘରେ ଖାଇବା ସମୟରେ ହେଉ ଭୋଜନ ସହିତ ପାମ୍ପଡ଼କୁ ସାମିଲ କରାଯାଇଥାଏ। ହେଲେ ଏହା ହୁଏତ ଖୁବ୍ କମ୍ ଲୋକ ଜାଣନ୍ତି ଯେ,… Read More...