www.samajalive.in
Saturday, December 13, 2025
21.1 C
Bhubaneswar

ଗଜପତିରେ ତିତ୍‍ଲି ପ୍ରକୋପ : ୨ ମୃତ

ଗଜପତି : ତିତ୍‍ଲି ପ୍ରଭାବରେ ଗଜପତି ଜିଲାରେ ବ୍ୟପାକ କ୍ଷୟକ୍ଷତି ଘଟିବା ସହ ଦୁଇ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ଏଥିସହିତ ଜଣେ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

- Advertisement -

ଗୋଶାଣିବ୍ଲକ ଲାବଣ୍ୟ ଗଡ ଗ୍ରାମର ଏକ ମାର୍ବଲ କାରଖାନାରେ ଶୋଇଥିବା ବେଳେ ଗୁରୁବାର ସକାଳ ୫ଟା ସମୟରେ କାନ୍ଥ ପଡ଼ିବାରୁ ଭଦ୍ରକ ଜିଲାର ସତ୍ୟସୁନ୍ଦର ମହାପାତ୍ର (୩୦) ଗୁରୁତର ଆହତ ହୋଇ ଥିବା ବେଳେ ତାଙ୍କ ସ୍ତ୍ରୀ ଙ୍କର ଘଟଣାସ୍ଥଳ ରେ ମୃତ୍ୟୁ ହୋଇଛି।

ଏଥିସହିତ ଆଉ ଜଣେ ଗୁରୁତର ନରେନ୍ଦ୍ର ମଲ୍ଲିକ ମଧ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଜିଲାରେ ବିଦ୍ୟୁତ୍‍ ସରବରାହ ଓ ଫୋନ୍‍ ସେଵା ସହ ଗମନାଗମନ ବନ୍ଦ ହୋଇଯାଇଛି।

ମହେନ୍ଦ୍ରତନୟା ନଦୀରେ ବନ୍ୟା ଜଳ ଆସିବା ଯୋଗୁଁ ସଦର ମହକୁମା ପାରଳାଖେମୁଣ୍ଡି ସହର ତଳି ଅଞ୍ଚଳରେ ପାଣି ପଶିଯାଇଛି।

Hot this week

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories