www.samajalive.in
Saturday, December 6, 2025
23.1 C
Bhubaneswar

ଲିଚୁର ଉପକାରୀ ଗୁଣ

ଲିଚୁ ଏକ ସ୍ୱାଦିଷ୍ଟ ଫଳ। ଏହା ପାଟିକୁ ସୁସ୍ୱାଦୁ ଲାଗିବା ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖୁବ୍‍ ଉପକାରୀ ହୋଇଥାଏ। ପ୍ରାୟ ସମସ୍ତେ ଲିଚୁ ଖାଇବାକୁ ଭଲ ପାଆନ୍ତି, ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହା ବହୁ ରୋଗ ଦୂର କରିବାରେ ମଧ୍ୟ ସହାୟକ ହୋଇଥାଏ। ତେବେ ଚାଲନ୍ତୁ ଜାଣିବା ଲିଚୁର ଉପକାରିତା ବିଷୟରେ –

୧- ଲିଚୁ ଖାଇବା ଦ୍ୱାରା କେଶ ମଜବୁତ୍‌ ହୋଇଥାଏ ଓ କେଶର ଶୀଘ୍ର ବୃଦ୍ଧି ମଧ୍ୟ ହୋଇଥାଏ। କାରଣ ଲିଚୁରେ ବହୁ ମାତ୍ରାରେ ଭିଟାମିନ୍‌ ସି ଥାଏ, ଯାହା କେଶ ପାଇଁ ଖୁବ୍‌ ଉପଯୋଗୀ।
୨- ଲିଚୁ ଖାଇବା ଦ୍ୱାରା ଶରୀରର ଓଜନ ଠିକ୍ ରହେ। ଏଥିରେ କମ୍‌ କ୍ୟାଲୋରି ଥିବା ଯୋଗୁଁ ଶରୀରର ଓଜନ ବୃଦ୍ଧି ହୋଇନଥାଏ।
୩- ଲିଚୁ ହଜମ କ୍ରିୟାକୁ ତ୍ୱରାନ୍ୱିତ କରିଥାଏ। ଏଥିରେ ପ୍ରଚୁର ମାତ୍ରାରେ ଜଳ ଥିବା କାରଣରୁ ଏହା ପେଟକୁ ଥଣ୍ଡା ରଖିବା ସହ ପେଟରୋଗ ଦୂର କରେ।
୪-ଲିଚୁରେ ଅଧିକ ମାତ୍ରାରେ ଭିଟାମିନ୍‌ ଥାଏ। ଫଳରେ ଏହା ଶରୀରର ରୋଗ ପ୍ରତିରୋଧକ କ୍ଷମତା ବଢାଇଥାଏ।
୫- ତ୍ୱଚାରେ ଦାଗ ହୋଇଥିଲେ ଲିଚୁ ଖାଇବା ଦ୍ୱାରା ଦାଗ ଲିଭିଯାଏ।
୬- ଲିଚୁ ଖାଉଥିବା ଲୋକଙ୍କର ସହଜରେ ହୃଦୟ ଜନିତ ରୋଗ ହୋଇନଥାଏ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories