ଆମେରିକା ସ୍କୁଲରେ ଗୁଳିଚାଳନା; ୩ ମୃତ, ୮ ଆହତ

ମିଚିଗାନ: ଆମେରିକାର ମିଚିଗାନସ୍ଥିତ ଅକ୍ସଫୋର୍ଡ ହାଇସ୍କୁଲରେ ଗୁଳି ଚାଳନା ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ୮ ଜଣ ଆହତ ହୋଇଛନ୍ତି । ୧୫ ବର୍ଷ ବୟସ୍କ ଜଣେ ଛାତ୍ର ମଙ୍ଗଳବାର ଦିନ ଆଖିବୁଜା ଗୁଳି ଚଳାଇବାରୁ…
Read More...

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିବାରୁ ମିଳିଲା ନାହିଁ ପିଏଚଡି ଡିଗ୍ରୀ

ଆଲିଗଡ: ଆଲିଗଡ ମୁସଲିମ ୟୁନିଭରସିଟିର ଜଣେ ପିଏଚଡି ଛାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିବାରୁ ତାଙ୍କୁ ପିଏଚଡି ଡିଗ୍ରୀ ମିଳିନଥିବା ଅଭିଯୋଗ ହୋଇଛି । ବିଶ୍ୱବିଦ୍ୟାଳୟ ପରିସରରେ ଗତବର୍ଷ ଆୟୋଜିତ…
Read More...

ଦେଶରେ ୮୯୫୪ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୮୯୫୪ ଜଣ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଦିନକ ମଧ୍ୟରେ ୧୦,୨୦୭ କରୋନାରୁ ସୁସ୍ଥ ହୋଇଛନ୍ତି । ଗତ ମଙ୍ଗଳବାର ଦିନକ ମଧ୍ୟରେ ୧୧,୦୮,୪୬୭ ନମୁନା ପରୀକ୍ଷା…
Read More...

ରାଜ୍ୟରେ ୨୩୭ ନୂଆ ଆକ୍ରାନ୍ତ; ୨ ମୃତ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୩୭ ଜଣ ନୂଆ କୋଭିଡ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଏଥିସହିତ ୨ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଓ ଢେଙ୍କାନାଳ ଜିଲାରେ ଜଣେ…
Read More...

ଭାରତୀୟ ସେନାକୁ ମିଳିଲା ନୂଆ ଇସ୍ରାଏଲି ହେରୋନ ଡ୍ରୋନ: ଲଦାଖ ସେକ୍ଟରରେ ମୁତୟନ ହେବ

ନୂଆଦିଲ୍ଲୀ: କୋଭିଡ-୧୯ ମହାମାରୀ କାରଣରୁ କିଛି ମାସ ବିଳମ୍ବରେ ଭାରତୀୟ ସେନାର ସତର୍କ ଦୃଷ୍ଟି ନିରୀକ୍ଷଣ କ୍ଷମତା ବୃଦ୍ଧି କରିବାକୁ ଇସ୍ରାଏଲ ନିର୍ମିତ ନୂଆ ହେରୋନ ଡ୍ରୋନ ମିଳିଛି । ଜରୁରୀକାଳୀନ ଯୁଦ୍ଧାସ୍ତ୍ର ସଂଗ୍ରହ…
Read More...

ପରମ ବୀର ସିଂହ, ସଚିନ ୱାଜେ ଆଣ୍ଟିଲିଆ ବୋମା ଆତଙ୍କର ଯୋଜନା ପ୍ରସ୍ତୁତ କରିଥିଲେ- ନୱାବ ମଲିକ

ମମ୍ବଇ: ମୁମ୍ବଇର ପୂର୍ବତନ ପୁଲିସ ଆୟୁକ୍ତ ପରମ ବୀର ସିଂହ ଏବଂ ନିଲମ୍ବିତ ପୁଲିସ ଅଧିକାରୀ ସଚିନ ୱାଜେ ଆଣ୍ଟିଲିଆ ବୋମା ଆତଙ୍କର ଯୋଜନା ପ୍ରସ୍ତୁତ କରିଥିବା ଅଭିଯୋଗ ଆଣିଛନ୍ତି ମହାରାଷ୍ଟ୍ରର ମନ୍ତ୍ରୀ ତଥା…
Read More...

ମାଟିତଳୁ ମିଳିଲା ୮୦୦ ବର୍ଷ ପୁରୁଣା ମମ୍ମି; ସମୁଦାୟ ଶରୀର ଦଉଡିରେ ବନ୍ଧାଯାଇଛି

ଲିମା: ପେରୁର କେନ୍ଦ୍ରୀୟ ଉପକୂଳ ଅଞ୍ଚଳରେ ନିକଟରେ ପ୍ରନôତତ୍ୱବିଦମାନେ ମାଟିତଳୁ ଏକ ମମ୍ମିକୁ ଖୋଳି ବାହାର କରିଛନ୍ତି । ଏହା ଅନୂ୍ୟନ ୮୦୦ ବର୍ଷର ପୁରାତନ ବୋଲି ଅନୁମାନ କରାଯାଉଛି । ଉକ୍ତ ବ୍ୟକ୍ତି ପୁରୁଷ ଅଥବା…
Read More...

ବିଶ୍ୱର ଶ୍ରେଷ୍ଠ ୫ ପ୍ରଯୁକ୍ତି କମ୍ପାନୀର ନେତୃତ୍ୱ ନେଉଛନ୍ତି ଭାରତୀୟ

ନୂଆଦିଲ୍ଲୀ: ବିଶ୍ୱର ପ୍ରଯୁକ୍ତି କ୍ଷେତ୍ରରେ ଭାରତୀୟଙ୍କର ଆଧିପତ୍ୟ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ପୂର୍ବରୁ ବିଶ୍ୱସ୍ତରୀୟ ଚାରିଟି ଅଗ୍ରଣୀ ପ୍ରଯୁକ୍ତି କମ୍ପାନୀ ଭାରତୀୟଙ୍କ ଦ୍ୱାରା ପରିଚାଳିତ ହେଉଥିବାବେଳେ…
Read More...

କୋଇଲାରୁ ତିଆରି ହେବ ଅଳଙ୍କାର ଏବଂ ସାଜସଜା ସାମଗ୍ରୀ

ଧାନବାଦ: କୋଇଲା ମୁଖ୍ୟତଃ ତାପଜ ଶକ୍ତି ପ୍ରକଳ୍ପ ଏବଂ ଇସ୍ପାତ କାରଖାନାଗୁଡିକରେ ବ୍ୟବହାର କରାଯାଉଥିବାବେଳେ ପରିବେଶ ପ୍ରଦୂଷଣ ପାଇଁ ଏହା ମୁଖ୍ୟତଃ ଦାୟୀ ବୋଲି କୁହାଯାଉଛି । ସେଥିପାଇଁ ଅଧିକାଂଶ ରାଷ୍ଟ୍ରରେ କୋଇଲା…
Read More...

ରାଣୀ ଏଲିଜାବେଥଙ୍କ ସହିିତ ସମ୍ପର୍କ ତୁଟାଇଲା ବାର୍ବାଡୋସ; ବିଶ୍ୱର ନବୀନତମ ଗଣତନ୍ତ୍ର ଘୋଷିତ

ବ୍ରିଜଟାଉନ: ବାର୍ବାଡୋସ ଶେଷରେ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ସହିତ ସମ୍ପର୍କ ଛିନ୍ନ କରିଛି । ଏଥିସହିତ ଆନୁଷ୍ଠାନିକ ଭାବରେ ଏହା ବିଶ୍ୱର ନବୀନତମ ଗଣତନ୍ତ୍ର ଭାବରେ ନିଜକୁ ଘୋଷଣା କରିଛି । ଏହି ଅବସରରେ ରାଣୀଙ୍କ…
Read More...

ମଣିପୁରରେ ନିର୍ମାଣ ଚାଲିଛି ବିଶ୍ୱର ଉଚ୍ଚତମ ରେଳ ପୋଲ; ଜିରିବାମ-ଇମ୍ଫାଲ ଯାତ୍ରା ସମୟ ୮ରୁ ୧୦ ଘଣ୍ଟା ହ୍ରାସପାଇବ

ଇମ୍ଫାଲ: ମଣିପୁରର ନୋନି ଉପତ୍ୟକାରେ ନିର୍ମାଣ ଚାଲିଛି ବିଶ୍ୱର ଉଚ୍ଚତମ ରେଳ ପୋଲ । ଏହି ପୋଲର ଉଚ୍ଚତା ୧୪୧ ମିଟର ହେବ । ଜିରିବାମ-ଇମ୍ଫାଲ ୧୧୧ କିଲୋମିଟର ଲମ୍ବ ବ୍ରଡଗଜ ରେଳଲାଇନରେ ଏହି ସେତୁ ସମେତ ଏକାଧିକ ସେତୁ ଓ…
Read More...

କୋଭିଡ ସଂକ୍ରମିତ ହୋଇନଥିଲେ ମଧ୍ୟ ୭ ଦିନ ସଂଗରୋଧ ବାଧ୍ୟତାମୂଳକ

ବେଙ୍ଗାଲୁରୁ: ଦକ୍ଷିଣ ଆଫ୍ରିକାରେ ବ୍ୟାପୁଥିବା କୋଭିଡର ନୂଆ ଘାତକ ପ୍ରକରଣ ଓମିକ୍ରନକୁ ନେଇ ସାରା ବିଶ୍ୱ ଚିନ୍ତିତ ଥିବାବେଳେ କର୍ଣ୍ଣାଟକ ସରକାର ବିଦେଶରୁ ଆସୁଥିବା ସମସ୍ତ ଯାତ୍ରୀଙ୍କର ନମୁନା ପରୀକ୍ଷା କରାଯିବା ଏବଂ…
Read More...

ଆଇଆଇଟି ବମ୍ବେର ପୂର୍ବତନ ଛାତ୍ର ଟ୍ୱିଟରର ନୂଆ ସିଇଓ

ନ୍ୟୁୟର୍କ: ଆଇଆଇଟି ବମ୍ବେର ପୂର୍ବତନ ଛାତ୍ର ପରାଗ ଅଗ୍ରୱାଲଙ୍କୁ ଆମେରିକୀୟ କମ୍ପାନୀ ଟ୍ୱିଟରର ନୂଆ ସିଇଓ ଭାବରେ ନିଯୁକ୍ତି ଦିଆଯାଇଛି । ପୂର୍ବରୁ ଏହି ସୋସିଆଲ ନେଟୱର୍କିଂ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ…
Read More...

ଦିଲ୍ଲୀ-ଏନସିଆର ସୀମାନ୍ତରେ ଅଟକି ରହିଛି ୬ ହଜାରରୁ ଅଧିକ ଟ୍ରକ; ବ୍ୟବସାୟ ପ୍ରଭାବିତ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପରିବେଶ ପ୍ରଦୂଷଣ ଚରମ ସୀମାରେ ପହଞ୍ଚିବା ପରେ ରାଜଧାନୀ ମଧ୍ୟକୁ ଟ୍ରକଗୁଡିକର ପ୍ରବେଶକୁ ନିଷେଧ କରାଯାଇଛି । ଏହାଫଳରେ ବିଭିନ୍ନ ପଣ୍ୟସାମଗ୍ରୀ ବୋଝେଇ ୬ ହଜାରରୁ ଅଧିକ ଟ୍ରକ…
Read More...

ଭାରତୀୟ ନୌସେନାର ନୂତନ ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କଲେ ଆଡମିରାଲ ଆର ହରିକୁମାର

ନୂଆଦିଲ୍ଲୀ: ଭାରତୀୟ ନୌସେନାର ନୂତନ ମୁଖ୍ୟ ଭାବରେ ଆଡମିରାଲ ଆର ହରିକୁମାର ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ଆଡମିରାଲ କେ ବି ସିଂହଙ୍କ ସ୍ଥାନରେ ଏହି ନୂତନ ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଡମିରାଲ କେ ବି…
Read More...

ଦେଶରେ ଖସୁଛି ସଂକ୍ରମଣ: ଦିନକରେ ୬୯୯୦ ନୂଆ ସଂକ୍ରମିତ ଚିହ୍ନଟ; ୧୯୦ ମୃତ

ନୂଆଦିଲ୍ଲୀ: ଦେଶରେ ଗତ କିଛିଦିନ ଧରି ଦୈନିକ କରୋନା ସଂକ୍ରମଣ ସ୍ଥିତିରେ ହ୍ରାସ ପରିଲକ୍ଷିତ ହେଉଛି । ଗତ ୨୪ ଘଣ୍ଟା ମଧ୍ୟରେ ୬୯୯୦ ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଏଥିସହିତ ଦିନକ ମଧ୍ୟରେ ୧୦,୧୧୬ ଜଣ…
Read More...

ରାଜ୍ୟରେ ଆଉ ୨୨୮ ନୂଆ କରୋନା ସଂକ୍ରମିତ ଚିହ୍ନଟ; ୨ ମୃତ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୨୮ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହିତ ଦୁଇଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଝାରସୁଗୁଡା ଏବଂ ନୂଆପଡା ଜିଲାର ଜଣେ ଲେଖାଏଁ…
Read More...

ଭାରତରୁ ନିଜ ଦେଶ ଦେଇ ଆଫଗାନିସ୍ତାନକୁ ଗହମ ଚାଲାଣ ନିମନ୍ତେ ସର୍ତ୍ତ ରଖିଲା ପାକିସ୍ତାନ

ଇସଲାମାବାଦ: ଭାରତରୁ ୫୦ ହଜାର ଟନ୍‍ ଗହମ ଆଫଗାନିସ୍ତାନକୁ ମାନବୀୟ ସହାୟତାରେ ଯୋଗାଣ ସକାଶେ ନିଜ ଭୂଖଣ୍ଡ ଦେଇ ତାହା ପରିବହନ କରିବାକୁ ପାକିସ୍ତାନ ସରକାର ଅନୁମତି ପ୍ରଦାନ କରିଛନ୍ତି । ଗହମ ସହିତ ଆଫଗାନିସ୍ତାନକୁ ଔଷଧ…
Read More...

୧୬୫୨ ମସିହା ମୁଦ୍ରା ୨.୬ କୋଟି ଟଙ୍କାରେ ନିଲାମ

ଲଣ୍ଡନ: ୧୬୫୨ ମସିହାରେ ନିର୍ମିତ ବିରଳ ମୁଦ୍ରା ନିଲାମରୁ ପ୍ରାୟ ୨.୬ କୋଟି ଟଙ୍କା ମିଳିଥିବା ଜଣାଯାଇଛି । ଉପନିବେଶ ସମୟର ନିୟୁ ଇଂଲଣ୍ଡରେ ଏହି ରୂପା ଆଚ୍ଛାଦିତ ମୁଦ୍ରା ପ୍ରଥମକରି ତିଆରି କରାଯାଇଥିଲା । ସେହି ସମୟର…
Read More...

ଓମିକ୍ରନ ପ୍ରକରଣ କ୍ଷେତ୍ରରେ ପ୍ରଭାବୀ ହେବ ସ୍ପୁଟନିକ ଭି ଓ ସ୍ପୁଟନିକ ଲାଇଟ ଟିକା

ମସ୍କୋ: ରୁଷ ନିର୍ମିତ ସ୍ପୁଟନିକ ଭି ଏବଂ ସ୍ପୁଟନିକ ଲାଇଟ ଟିକା କରୋନା ଭୁତାଣୁର ଓମିକ୍ରନର ମୁକାବିଲା କରିବାରେ ପ୍ରଭାବୀ ହୋଇପାରିବ ବୋଲି ଏହା ପ୍ରସ୍ତୁତ କରିଥିବା ଗାମାଲେୟା ଇନଷ୍ଟିଚ୍ୟୁଟ ପକ୍ଷରୁ ଆଶା ପ୍ରକାଶ…
Read More...

ଶୀତ ଅଧିବେଶନରୁ ନିଲମ୍ବିତ ହୋଇପାରନ୍ତି ୨୦ ସାଂସଦ

ନୂଆଦିଲ୍ଲୀ: ସଂସଦର ଶୀତ ଅଧିବେଶନ ସୋମବାର ଠାରୁ ଆରମ୍ଭ ହୋଇଛି । ଏହା ଡିସେମ୍ବର ୨୩ ପର୍ଯ୍ୟନ୍ତ ଚାଲିବ । ଏହି ଅଧିବେଶନ କାଳରେ ୨୬ଟି ବିଲ୍‍ ସଂସଦରେ ଆଗତ କରାଯିବା ଯୋଜନା ରହିଛି । ସେଥିମଧ୍ୟରେ କୃଷି ଆଇନ ଉଚ୍ଛେଦ…
Read More...

ଦେଶରେ ଚିହ୍ନଟ ହେଲେ ୮୩୦୯ ନୂଆ କରୋନା ରୋଗୀ; ୨୩୬ ମୃତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୩୦୯ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିସହିତ ୨୩୬ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଏଥିସହିତ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪,୬୮,୭୯୦କୁ…
Read More...

ରାଜ୍ୟରେ ନୂଆ ୧୯୭ ଆକ୍ରାନ୍ତ; ୨ ମୃତ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୯୭ ଜଣ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଏଥିସହିତ ୨ ଜଣ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି । ମୃତକ ଦୁଇଜଣ ବରଗଡ ଜିଲାର ବୋଲି ରାଜ୍ୟ ସୂଚନା ଓ ଲୋକସମ୍ପର୍କ…
Read More...

ପୂର୍ବ ଲଦାଖରେ ଚୀନ ମୁତୟନ କରୁଛି କ୍ଷେପଣାସ୍ତ୍ର ରେଜିମେଣ୍ଟ, ତିଆରି କରୁଛି ନୂଆ ରାଜପଥ

ଲେହ: ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦକୁ ନେଇ ଗତ ଏକବର୍ଷରୁ ଅଧିକ କାଳ ଧରି ଅଚଳାବସ୍ଥା ଓ ଉତ୍ତେଜନା ଲାଗି ରହିଥିବାବେଳେ ଚୀନ ପୂର୍ବ ଲଦାଖରେ ତାହାର କ୍ଷେପଣାସ୍ତ୍ର ଏବଂ ରକେଟ ରେଜିମେଣ୍ଟ ମୁତୟନ କରିବା ସହିତ…
Read More...

ଦକ୍ଷିଣ ଆଫ୍ରିକା ଫେରନ୍ତା ମହାରାଷ୍ଟ୍ରରେ କୋଭିଡ ସଂକ୍ରମିତ ଚିହ୍ନଟ

ମୁମ୍ବଇ: ଦକ୍ଷିଣ ଆଫ୍ରିକାରେ କରୋନାର ନୂଆ ଘାତକ ପ୍ରକରଣ ଓମିକ୍ରନ ଚିହ୍ନଟ ହେବା ଏବଂ ବିଶ୍ୱବାସୀଙ୍କର ଚିନ୍ତା ବଢାଇଥିବାବେଳେ ଜଣେ ଦକ୍ଷିଣ ଆଫ୍ରିକା ଫେରନ୍ତାଙ୍କୁ ମହାରାଷ୍ଟ୍ରର ଥାନେ ଜିଲାରେ କୋଭିଡ ଆକ୍ରାନ୍ତ…
Read More...

ସୁକମାରେ ନକ୍ସଲ କମାଣ୍ଡର ନିହତ

ରାୟପୁର: ଛତିଶଗଡର ସୁକମା ଜିଲାରେ ନକ୍ସଲ ଓ ସୁରକ୍ଷା ବାହିନୀ ମଧ୍ୟରେ ଗୁଳିଗୋଳା ଚାଳନା ଘଟଣାରେ ଜଣେ ନକ୍ସଲ କମାଣ୍ଡର ବସ୍ତା ଭୀମାର ମୃତ୍ୟୁ ଘଟିଛି । ମୃତ ନକ୍ସଲ କମାଣ୍ଡର ସୁରକ୍ଷା ବାହିନୀ ଉପରେ ହୋଇଥିବା ୯ଟି…
Read More...

ଚିନ୍ତା ବଢାଇଲା କୋଭିଡର ନୂଆ ପ୍ରକରଣ ‘ଓମିକ୍ରନ’

ଜେନେଭା: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଶୁକ୍ରବାର ଦିନ କୋଭିଡର ନୂଆ ପ୍ରକରଣ ବି.୧.୧.୫୨୯ର ନାମ ‘ଓମିକ୍ରନ’ ରଖିଛି । ଏଥିସହିତ ଏହା ଅତି ଅଧିକ ସଂକ୍ରମିତ ବର୍ଗର ବୋଲି ହୁ ପକ୍ଷରୁ କୁହାଯାଇଛି । ଏହାର ଭୟାବହତାକୁ…
Read More...

କଣ୍ଟେନର ତଳେ ଜଳିଗଲା ବାଇକ; ୨ ଆହତ

ରାୟଗଡା: ଶୁକ୍ରବାର ରାତିରେ ଏକ ସଡ଼କ ଦୁର୍ଘଟଣାରେ ଦୁଇ ଯୁବକ ଗୁରୁତର ଆହତ ହୋଇଛନ୍ତି । ଉତ୍କଳ ଆଲୁମିନାର ଏକ କଣ୍ଟେନର ଯାଉଥିବା ସମୟରେ ବାଇକ ସହିତ ତାହାର ଧକ୍କା ହୋଇଥିଲା । ତେବେ ବାଇକଟି କଣ୍ଟେନର ତଳେ ରହିଯିବାରୁ…
Read More...

ଚାଞ୍ଚଲ୍ୟକର ଅଭିଯୋଗ-ମୁମ୍ବଇ ଆକ୍ରମଣର ଆତଙ୍କି ଆଜମଲ କସବର ମୋବାଇଲ ଫୋନ ନଷ୍ଟ କରିଦେଇଥିଲେ ପରମ ବୀର

ମୁମ୍ବଇ: ମୁମ୍ବଇର ପୂର୍ବତନ ପୁଲିସ ଆୟୁକ୍ତ ପରମ ବୀର ସିଂହ ୨୦୦୮ ନଭେମ୍ବର ୨୬ ତାରିଖରେ ମୁମ୍ବଇରେ ହୋଇଥିବା ଆତଙ୍କି ଆକ୍ରମଣର ଅନ୍ୟତମ ଦୋଷୀ ମହମ୍ମଦ ଆଜମଲ କସବଠାରୁ ଜବତ କରାଯାଇଥିବା ମୋବାଇଲ ଫୋନକୁ ନଷ୍ଟ…
Read More...

ପ୍ରଥମ ଟେଷ୍ଟରେ ଶ୍ରେୟସଙ୍କ ଶତକ; ଷୋଡଶ ଭାରତୀୟ ଭାବେ ମିଳିଲା ସଫଳତା

କାନପୁର: ଏଠାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନ ଭାରତୀୟ ଖେଳାଳି ଶ୍ରେୟସ ଆୟର ଶତକ ହାସଲ କରିଛନ୍ତି । ଏହା ତାଙ୍କ କ୍ୟାରିୟର ପ୍ରଥମ ଟେଷ୍ଟ ହୋଇଥିବାବେଳେ ସେ ଶତକ ହାସଲ କରିବା…
Read More...

ଆସାଦୁଦ୍ଦିନ ଏକ ଲଗାମହୀନ ଷଣ୍ଢ

ହାଇଦରାବାଦ: ଆସାଦୁଦ୍ଦିନ ଓୱେସି ଏକ ଲଗାମହୀନ ଷଣ୍ଢ । ଏଆଇଏମଆଇଏମ ହେଉଛି ବିଜେପିର ‘ବି’ ଟିମ୍‍ ବୋଲି କୃଷକ ନେତା ରାକେଶ ଟିକାୟତ କହିଛନ୍ତି । ଏଠାରେ କୃଷକମାନଙ୍କର ଏକ ସମାବେଶରେ ଯୋଗଦେବା ଅବସରରେ ଶ୍ରୀ ଟିକାୟତ…
Read More...

କର୍ଣ୍ଣାଟକ ମେଡିକାଲ କଲେଜର ୬୬ ଡାକ୍ତରୀ ଛାତ୍ର କରୋନା ସଂକ୍ରମିତ

ବେଙ୍ଗାଲୁରୁ: କର୍ଣ୍ଣାଟକର ଧାରୱାଡ ଅଞ୍ଚଳରେ ଥିବା ଏକ ମେଡିକାଲ କଲେଜର ୬୬ ଜଣ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ କରୋନା ସଂକ୍ରମିତ ହୋଇଥିବା ଚିହ୍ନଟ କରାଯାଇଛି । ଏତେ ସଂଖ୍ୟାରେ ଡାକ୍ତରୀ ଛାତ୍ର ଏକ ସମୟରେ କରୋନା…
Read More...

ଦେଶରେ ଚିହ୍ନଟ ହେଲେ ୧୦,୫୪୯ ନୂଆ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦,୫୪୯ ଜଣ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଦିନକ ମଧ୍ୟରେ କରୋନାରୁ ୯୮୬୮ ଜଣ ସୁସ୍ଥ ହୋଇଛନ୍ତି । ଆରୋଗ୍ୟ ହାର ୯୮.୩୩% ରହିଛି । ସେହିଭଳି ଦୈନିକ ସଂକ୍ରମଣ…
Read More...

ରାଜ୍ୟରେ ୨୧୯ ନୂଆ ସଂକ୍ରମିତ; ୨ ମୃତ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୧୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହିତ ୨ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ଖୋର୍ଦ୍ଧା ଓ ଅନ୍ୟଜଣେ ଝାରସୁଗୁଡା ଜିଲାର ବୋଲି…
Read More...

ମହାନଦୀରେ ବୁଡିଗଲେ ୪ ଛାତ୍ର; ୩ ମୃତତେହ ଉଦ୍ଧାର

କଟକ: କଟକର ଭଦିମୂଳ ଘାଟରେ ମହାନଦୀରେ ୪ ଜଣ ଛାତ୍ର ବୁଡିଯାଇଛନ୍ତି । ସେମାନଙ୍କ ମଧ୍ୟରୁ ତିନିଜଣଙ୍କର ମୃତଦେହକୁ ଉଦ୍ଧାର କରାଯାଇସାରିଛି । ଅନ୍ୟ ଜଣଙ୍କୁ ଏବେ ମଧ୍ୟ ଖୋଜା ଚାଲିଛି । ଏହି ସମସ୍ତ ଚାରିଜଣ ଛାତ୍ର…
Read More...

କୋଭିଡର ନୂଆ ପ୍ରକରଣକୁ ନେଇ ଦେଶରେ ପୁଣି ବଢିଲା ସଂକ୍ରମଣ ଭୟ; ସମସ୍ତ ରାଜ୍ୟକୁ ସତର୍କ କରାଇଲା କେନ୍ଦ୍ର

ନୂଆଦିଲ୍ଲୀ: ଦେଶରେ କରୋନାର ତୃତୀୟ ଲହର ବ୍ୟାପିବା ଆଶଙ୍କା କ୍ରମଶଃ ଘନିଭୂତ ହେବାରେ ଲାଗିଛି । ୟୁରୋପର ଅନେକ ରାଷ୍ଟ୍ର ସମେତ ଆମେରିକା, ରୁଷ ଆଦି ରାଷ୍ଟ୍ରରେ କରୋନା ସଂକ୍ରମଣ ସାଂଘାତିକ ରୂପ ନେଉଥିବାବେଳେ କେନ୍ଦ୍ର…
Read More...

ୟୁନେସ୍କୋ ବିଶ୍ୱ ଐତିହ୍ୟ କମିଟିକୁ ଭାରତ ଚାରିବର୍ଷ ପାଇଁ ନିର୍ବାଚିତ

ନୂଆଦିଲ୍ଲୀ: ଜାତିସଂଘର ଶିକ୍ଷା, ବିଜ୍ଞାନ ଏବଂ ସାଂସ୍କୃତିକ ସଂଗଠନ (ୟୁନେସ୍କୋ) ବିଶ୍ୱ ଐତିହ୍ୟ କମିଟିକୁ ଭାରତ ନିର୍ବାଚିତ ହୋଇଛି । ସୂଚନାଯୋଗ୍ୟ ଯେ ଏହି କମିଟି ବିଶ୍ୱ ଐତିହ୍ୟ ପାଣ୍ଠି ଯେଗାଣ, ବିଶ୍ୱ ଐହିହ୍ୟ…
Read More...

ମିଜୋରାମରେ ବଡଧରଣର ଭୂକମ୍ପ; ରିକ୍ଟର ସ୍କେଲରେ ତୀବ୍ରତା ୬.୧

ଥେନଜାୱଲ (ମିଜୋରାମ): ମିଜୋରାମରେ ଶୁକ୍ରବାର ଭୋର ସମୟରେ ବଡଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ଥିବା ପରିମାପ କରାଯାଇଛି । ଭୋର ପ୍ରାୟ ୫.୧୫ରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା ଏବଂ…
Read More...

ଓଡ଼ିଶାର ସ୍ଥାପନ ହେବ ଦେଶର ସର୍ବବୃହତ ଇଞ୍ଜିନିୟରିଂ କ୍ଲଷ୍ଟର

କଟକ: କଟକ ଜିଲା ଚୌଦ୍ୱାର ନିକଟ ଇନ୍ଦ୍ରାଣିପାଟଣା ଶିଳ୍ପାଞ୍ଚଳରେ ଖୁବଶୀଘ୍ର ଭାରତର ସର୍ବବୃହତ ଇଞ୍ଜିନିୟରିଂ କ୍ଲଷ୍ଟର ସ୍ଥାପନ କରାଯିବ । ଭାରତ ସରକାରଙ୍କ ଏମଏସଏମଇ ବିଭାଗର ଏମଏସଇ-ସିଡିପି ଯୋଜନାରେ ଏହି କ୍ଲଷ୍ଟର…
Read More...

ପ୍ରଯୁକ୍ତି ଓ ଉପଯୁକ୍ତ ମାର୍ଗଦର୍ଶନ- ସଫଳତାର ଚାବିକାଠି

ଜମି ଅଛି, ବଜାରରେ ସାର ଓ ବିହନ ମଧ୍ୟ ମିଳୁଛି । କିନ୍ତୁ ଚାଷୀଙ୍କୁ ଚାଷ ସମ୍ପର୍କିତ ସଠିକ ଜ୍ଞାନ ଦେବାରେ ଅଭାବ ରହିଛି । ସେମାନେ ନିଜର କୃଷି ଉତ୍ପାଦନ ବୃଦ୍ଧି ସହିତ ନିଜର ଆୟ ବଢାଇବା ନିମନ୍ତେ ସେମାନଙ୍କୁ ଉଚିତ…
Read More...

ମୁମ୍ବଇରେ ପହଞ୍ଚିଲେ ପୂର୍ବତନ ପୁଲିସ ଆୟୁକ୍ତ ପରମ ବୀର ସିଂହ

ମୁମ୍ବଇ: ଉତ୍କୋଚ ଗ୍ରହଣ ଏବଂ କଳା ଟଙ୍କା କାରବାର ମାମଲାରେ ଅଭିଯୁକ୍ତ ମୁମ୍ବଇର ପୂର୍ବତନ ପୁଲିସ ଆୟୁକ୍ତ ପରମ ବୀର ସିଂହ ଶେଷରେ ମୁମ୍ବଇରେ ଆସି ପହଞ୍ଚିଛନ୍ତି । ନିଜ କାର୍ଯ୍ୟାଳୟ ଏବଂ ଏହି ମାମଲାର ତଦନ୍ତରୁ…
Read More...

ସ୍ୱିଡେନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ନିର୍ବାଚିତ ହେବାର କେଇଘଣ୍ଟା ମଧ୍ୟରେ ଇସ୍ତଫା ଦେଲେ ଆଣ୍ଡର୍ସନ

ଷ୍ଟକହୋମ: ସ୍ୱିଡେନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହେବାର ମାତ୍ର କେଇଘଣ୍ଟା ମଧ୍ୟରେ ମାଗଡାଲେନା ଆଣ୍ଡର୍ସନ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ଏକ ସଂଖ୍ୟାଲଘୁ ମେଣ୍ଟ ସରକାର ଚଳାଇବା ତାଙ୍କ ପକ୍ଷେ…
Read More...

ଟ୍ରେନରେ ପୁଣି ମିଳିବ ରନ୍ଧା ଖାଦ୍ୟ

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ଆହାର ଓ ପର୍ଯ୍ୟଟନ ନିଗମ (ଆଇଆରସିଟିସି) ଦେଶରେ ଚଳାଚଳ କରୁଥିବା କେତେକ ପ୍ରିମିୟମ ଟ୍ରେନରେ ରନ୍ଧାଖାଦ୍ୟ ଯୋଗାଣ ବ୍ୟବସ୍ଥାକୁ ପୁନଃ ପ୍ରଚଳନ କରିଛି । ସଂପ୍ରତି ରାଜଧାନୀ, ଶତାବ୍ଦ.…
Read More...

ଆଣ୍ଟାର୍କଟିକାରେ ପ୍ରଥମ ଥର ଅବତରଣ କଲା ବାଣିଜ୍ୟିକ ବିମାନ

କେପଟାଉନ: ବରଫାବୃତ ଆଣ୍ଟାର୍କଟିକାରେ ଏକ ବାଣିଜ୍ୟିକ ବିମାନ ପ୍ରଥମ ଥର ପାଇଁ ଅବତରଣ କରିଛି । ପାଇଲଟର କାର୍ଲୋସ ମିରପୁରି ଏବଂ ତାଙ୍କର ଅନ୍ୟ ସହ କର୍ମଚାରୀଗଣ କେପଟାଉନରୁ ୪୫୦୬ କିଲୋମିଟର ଯାତ୍ରା କରିବାର ପ୍ରାୟ ୫…
Read More...

ଭାରତୀୟ ନୌବାହିନୀରେ ସାମିଲ ହେଲା ବୁଡାଜାହାଜ ଆଇଏନଏସ ବେଲା

ମୁମ୍ବଇ: ଭାରତୀୟ ନୌବାହିନୀରେ ଗୁରୁବାର ଦିନ ସାମିଲ ହୋଇଛି ଚତୁର୍ଥ ସ୍କର୍ପିଅନ ଶ୍ରେଣୀର ବୁଡାଜାହାଜ ଆଇଏନଏସ ବେଲା । ଭାରତୀୟ ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂହଙ୍କ ଉପସ୍ଥିତିରେ ମୁମ୍ବଇସ୍ଥିତ ନୌବାହିନୀ…
Read More...

ଦେଶରେ ଚିହ୍ନଟ ହେଲେ ୯୧୧୯ ନୂଆ କରୋନା ରୋଗୀ; ୩୯୬ ମୃତ

ନୂଆଦିଲ୍ଲୀ: ଦେଶରେ ଦିନକ ମଧ୍ୟରେ ୯୧୧୯ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିସହିତ ଦିନକ ମଧ୍ୟରେ ୩୯୬ ଜଣଙ୍କର ମୃତ୍ୟୁ ଘଟିଛି । ସେହି ସମୟ ମଧ୍ୟରେ ୧୦,୨୬୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏପର୍ଯ୍ୟନ୍ତ…
Read More...

ରାଜ୍ୟରେ ୩୩୫ ନୂଆ ଆକ୍ରାନ୍ତ; ୨ ମୃତ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୩୫ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହିତ ୨ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଦୁଇଜଣ ଖୋର୍ଦ୍ଧା ଜିଲାର । ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ସଂଗରୋଧରୁ…
Read More...

କମିବ ଭାରତର ଜନସଂଖ୍ୟା; ବଢୁଛି ଲିଙ୍ଗ ଅନୁପାତ

ନୂଆଦିଲ୍ଲୀ: ଦେଶରେ ଗର୍ଭଧାରଣ ହାର ଜାତୀୟ ସ୍ତରରେ ୨.୨ରୁ ୨କୁ ହ୍ରାସପାଇଛି ଏବଂ ଚଣ୍ଡିଗଡରେ ଏହା ୧.୪ ରହିଥିବାବେଳେ ଉତ୍ତର ପ୍ରଦେଶରେ ୨.୪ ରହିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କରାଯାଇଥିବା ଏକ…
Read More...

କାନପୁରରେ ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ; ଟସ ଜିତି ପ୍ରଥମେ ବ୍ୟାଟିଂ ନେଲା ଭାରତ

କାନପୁର: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ସ୍ଥାନୀୟ ଗ୍ରୀନପାର୍କଠାରେ ଗୁରୁବାର ଠାରୁ ପ୍ରଥମ ଟେଷ୍ଟ ମ୍ୟାଚ ଆରମ୍ଭ ହୋଇଛି । ଭାରତୀୟ ଦଳ ପ୍ରଥମେ ଟସ୍‍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଅଜିଙ୍କ୍ୟ ରାହଣେ…
Read More...

କଂଗ୍ରେସକୁ ଶକ୍ତ ଧକ୍କା: ମେଘାଳୟର ୧୧ କଂଗ୍ରେସ ବିଧାୟକ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଟିଏମସିରେ ଯୋଗଦେଲେ

ଶିଲଂ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ (ଟିଏମସି) ସମଗ୍ର ଦେଶରେ ନିଜର ଉପସ୍ଥିତି ଜାହିର କରିବା ପ୍ରୟାସ ଜାରି ରଖିଥିବାବେଳେ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ…
Read More...

ପ୍ରଯୁକ୍ତି ଓ ଉପଯୁକ୍ତ ମାର୍ଗଦର୍ଶନ- କୃଷି କ୍ଷେତ୍ରରେ ସଫଳତାର ଚାବିକାଠି

ଜମି ଅଛି, ବଜାରରେ ସାର ଓ ବିହନ ମଧ୍ୟ ମିଳୁଛି । କିନ୍ତୁ ଚାଷୀଙ୍କୁ ଚାଷ ସମ୍ପର୍କିତ ସଠିକ ଜ୍ଞାନ ଦେବାରେ ଅଭାବ ରହିଛି । ସେମାନେ ନିଜର କୃଷି ଉତ୍ପାଦନ ବୃଦ୍ଧି ସହିତ ନିଜର ଆୟ ବଢାଇବା ନିମନ୍ତେ ସେମାନଙ୍କୁ ଉଚିତ…
Read More...

ଶିଖ ସମୁଦାୟର ମାନସିକତାକୁ ଆଘାତ ପହଞ୍ଚାଇବା ଅଭିଯୋଗରେ କଙ୍ଗନାଙ୍କ ନାମରେ ଏତଲା ଦାଏର

ମୁମ୍ବଇ: ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟ ଦ୍ୱାରା ଶିଖ୍‍ ସମୁଦାୟଙ୍କ ଧର୍ମୀୟ ଭାବନା ପ୍ରତି ଆଘାତ ପହଞ୍ଚାଇବା ଅଭିଯୋଗରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ନାମରେ ଏତଲା ଦିଆଯାଇଛି । ଅମରଜିତ ସିଂହ ସାନ୍ଧୁ ନାମକ…
Read More...

ଦେଶରେ ଚିହ୍ନଟ ହେଲେ ୯୨୮୩ ନୂଆ କରୋନା ଆକ୍ରାନ୍ତ; ୪୩୭ ମୃତ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୯୨୮୩ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହିତ ଦିନକ ମଧ୍ୟରେ ୪୩୭ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଦିନକ ମଧ୍ୟରେ ଦେଶରେ କରୋନାରୁ ୧୦,୯୪୯ ଜଣ…
Read More...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ

ପୁରୀ: ପୁରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଭକ୍ତଗଣଙ୍କ ନିମନ୍ତେ ଏକ ଆକାଙକ୍ଷିତ ପ୍ରକଳ୍ପ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଏଠାରେ ଆୟୋଜିତ ଏକ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ…
Read More...

ରାଜ୍ୟରେ ପୁଣି ମୁଣ୍ଡ ଟେକିଲା ସଂକ୍ରମଣ; ଦିନକରେ ୨୮୮ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କିଛିଦିନ ଧରି ଦୈନିକ କରୋନା ସଂକ୍ରମଣ ନିମ୍ନ ସ୍ତରରେ ରହିବା ପରେ ମଙ୍ଗଳବାର ତାହା ପୁଣି ଉପରମୁହାଁ ହୋଇଛି । ରାଜ୍ୟରେ ଦିନକ ମଧ୍ୟରେ ୨୮୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ…
Read More...

ଡିସେମ୍ବର ୯ରେ ଗଣତନ୍ତ୍ର ଉପରେ ବିଶ୍ୱ ସମ୍ମିଳନୀ: ଚୀନକୁ ଡାକିଲେ ନାହିଁ ବାଇଡେନ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଗଣତନ୍ତ୍ର ଉପରେ ଏକ ସମ୍ମିଳନୀ ଆୟୋଜନ କରୁଛନ୍ତି । ଆଗାମୀ ଡିସେମ୍ବର ୯ ଓ ୧୦ ତାରିଖ ଦୁଇଦିନ ଧରି ଏହି ସମ୍ମିଳନୀ ଅନୁଷ୍ଠିତ ହେବ । ଭର୍ଚୁଆଲ ପଦ୍ଧତିରେ ଆୟୋଜନ…
Read More...

ମନ୍ତ୍ରୀଙ୍କ ଗାଡି ଉପରକୁ ଅଣ୍ଡାମାଡ

ପୁରୀ: ଓଡ଼ିଶାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଗାଡି ଉପରେ ଅଣ୍ଡାମାଡ ହୋଇଛି । ମନ୍ତ୍ରୀ ଶ୍ରୀ ଆରୁଖ ପୁରୀ ଯିବା ସମୟରେ ତାଙ୍କ ଗାଡି ଉପରକୁ ବିଜେପିର କିଛି କର୍ମୀ ଅଣ୍ଡାମାଡ କରିଥିବା ଖବର ମିଳିଛି । ଆଜି…
Read More...

ସଂସଦରେ ଆସିବ କ୍ରିପ୍ଟୋକରେନ୍ସି ବିଲ୍‍; ସରକାର ଆନୁଷ୍ଠାନିକ ଡିଜିଟାଲ ମୁଦ୍ରା ବ୍ୟବସ୍ଥା ସୃଷ୍ଟିକରିବେ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସଂସଦର ଆଗାମୀ ଶୀତ ଅଧିବେଶନ କାଳରେ କ୍ରିପ୍ଟୋକରେନ୍ସି ଉପରେ ଏକ ବିଲ୍‍ ଆଗତ କରିବାକୁ ଯୋଜନା କରିଛନ୍ତି । ଏହାଦ୍ୱାରା ସରକାରୀ ସ୍ତରରେ ଏକ ଡିଜିଟାଲ ମୁଦ୍ରା ବ୍ୟବସ୍ତା ସୃଷ୍ଟି କରାଯିବା…
Read More...

ବୁଲଗାରିଆରେ ବସ ଦୁର୍ଘଟଣା: ୪୫ ମୃତ, ୭ ଗୁରୁତର ଅବସ୍ଥାରେ ଉଦ୍ଧାର

ସୋଫିଆ: ବୁଲଗାରିଆରେ ମଙ୍ଗଳବାର ଘଟିଥିବା ଏକ ଭୟଙ୍କର ବସ ଦୁର୍ଘଟଣାରେ ୪୫ ଜଣଙ୍କର ମୃତ୍ୟୁ ଘଟିଛି । ନର୍ଥ ମାସିଡୋନିଆରେ ରାଜପଥରେ ଦୁର୍ଘଟଣା ପରେ ବସରେ ନିଆଁ ଲାଗିଯାଇଥିଲା । ମୃତକଙ୍କ ମଧ୍ୟରେ ଅଧିକାଂଶ ପିଲା ଥିବା…
Read More...

ହିମାଚଳ ପ୍ରଦେଶରେ ଭୂସ୍ଖଳନ; ଜାତୀୟ ରାଜପଥ ବନ୍ଦ

ଶିମଳା: ହିମାଚଳ ପ୍ରଦେଶର ଶିମଳା ନିକଟରେ ଭୂସ୍ଖଳନ ଘଟିଛି । ମଙ୍ଗଳବାର ସକାଳେ ଭୂସ୍ଖଳନ ପରେ ୫ ନମ୍ବର ଜାତୀୟ ରାଜପଥରେ ଯାନବାହନ ଓ ଜନସାଧରଣଙ୍କ ଚଳାଚଳ ବନ୍ଦ ହୋଇଯାଇଛି । ରାସ୍ତାରେ ଜମା ହୋଇଥିବା ମାଟି, ପଥର ଆଦିକୁ…
Read More...

ଗଲୱାନ ସହିଦ କଲୋନେଲ ସନ୍ତୋଷ ବାବୁଙ୍କୁ ମରଣୋତ୍ତର ମହାବୀର ଚକ୍ର

ନୂଆଦିଲ୍ଲୀ: ଗଲୱାନ ଉପତ୍ୟକାରେ ଚୀନ ସୈନ୍ୟଙ୍କ ସହିତ ସଂଘର୍ଷରେ ସହିଦ ହୋଇଥିବା ଭାରତର କଲୋନେଲ ସନ୍ତୋଷ ବାବୁଙ୍କୁ ମରଣୋତ୍ତର ଭାବରେ ମହାବୀର ଚକ୍ରରେ ସମ୍ମାନିତ କରାଯାଇଛି । ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ…
Read More...

ମୁମ୍ବଇ ସମାବେଶ ପାଇଁ ଓୱେସିଙ୍କୁ ଅନୁମତି ମିଳିଲା ନାହିଁ

ମୁମ୍ବଇ: ମହାରାଷ୍ଟ୍ରରେ ମୁସଲମାନଙ୍କ ପାଇଁ ସଂରକ୍ଷଣ ଦାବିରେ ମୁମ୍ବଇରେ ଏକ ସମାବେଶ ଆୟୋଜନ କରିବାକୁ ଅଲ ଇଣ୍ଡିଆ ମଜଲିସ ଇ ଇତ୍ତେହାଦ ମୁସଲିମିନ (ଏଆଇଏମଆଇଏମ) ସଭାପତି ଆସାଦୁଦ୍ଦିନ ଓୱେସିଙ୍କୁ ଅନୁମତି ମିଳିଲା ନାହିଁ…
Read More...

ଆତଙ୍କି ସଂଗଠନର ଧମକ ପରେ ଶିମଳାରେ ବ୍ୟାପକ ସତର୍କତା

ଶିମଳା: ଦେଶର ଅନ୍ୟତମ ପ୍ରମୁଖ ଶୈଳନିବାସ ଓ ପର୍ଯ୍ୟଟନ ସ୍ଥଳ ହିମାଚଳ ପ୍ରଦେଶର ଶିମଳାରେ ଆତଙ୍କି ଆକ୍ରମଣ ହେବା ନେଇ ଧମକ ମିଳିବା ପରେ ଏଠାରେ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ପ୍ରାପ୍ତ ରିପୋର୍ଟ…
Read More...

ଦେଶରେ ୭୫୭୯ ନୂଆ କରୋନା ରୋଗୀ; ୨୩୬ ମୃତ

ନୂଆଦିଲ୍ଲୀ: ଦେଶରେ ଦିନକ ମଧ୍ୟରେ ୭୫୭୯ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିସହିତ ଦିନକ ମଧ୍ୟରେ ୨୩୬ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ସେହି ସମୟ ମଧ୍ୟରେ ୧୨,୨୦୨ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।…
Read More...

ରାଜ୍ୟରେ ୨୧୨ ନୂଆ କୋଭିଡ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୧୨ ଜଣ ନୂଆ କୋଭିଡ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରେ ସଂଗରୋଧରୁ ୧୨୩ ଓ ସ୍ଥାନୀୟ ସଂକ୍ରମିତ ୮୯ ଜଣ ରହିଛନ୍ତି । ଏହି ଆକ୍ରାନ୍ତଙ୍କ ମଧ୍ୟରେ ୧୮…
Read More...

ପତ୍ନୀଙ୍କ ପାଇଁ ଗଢିଲେ ତାଜମହଲ ଭଳି ଘର

ଭୋପାଳ: ମୋଗଲ ଯୁଗର ପ୍ରେମର ପ୍ରତୀକ ତାଜମହଲ ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ମୋଗଲ ସମ୍ରାଟ ଶାହଜାହାନ ତାଙ୍କ ବେଗମ୍‍ ମମତାଜ ମହଲଙ୍କ ପାଇଁ ୧୬୩୨ରେ ଯମୁନା ନଦୀ ତଟରେ ନିର୍ମାଣ…
Read More...

ଦେଶରେ ଏପର୍ଯ୍ୟନ୍ତ ଦିଆଗଲାଣି ୧୧୭ କୋଟି ପାନ କୋଭିଡ ଟିକା

ନୂଆଦିଲ୍ଲୀ: କୋଭିଡ ଟିକାକରଣ କ୍ଷେତ୍ରରେ ସାରା ବିଶ୍ୱରେ ଭାରତ ନୂଆ କୀର୍ତ୍ତିମାନ ସୃଷ୍ଟି କରିଛି । ଏପର୍ଯ୍ୟନ୍ତ ଦେଶରେ ୧୧୭ କୋଟି ପାନ ଟିକା ଦିଆଯାଇସାରିଛି । ଆଗାମୀ ଡିସେମ୍ବର ମାସରେ ଦେଶବାସୀଙ୍କୁ ଟିକାକରଣ ପାଇଁ…
Read More...

ମହନ୍ତ ନରେନ୍ଦ୍ର ଗିରି ମୃତ୍ୟୁମାମଲା: ସିବିଆଇର ଅଭିଯୋଗ ଫର୍ଦ୍ଦ ଦାଖଲ: ଆନନ୍ଦ ଗିରି, ଆଢ୍ୟା ତିୱାରୀ ଓ ତାଙ୍କ ପୁଅ…

ନୂଆଦିଲ୍ଲୀ: ମହନ୍ତ ନରେନ୍ଦ୍ର ଗିରି ମୃତ୍ୟୁ ମାମଲାର ତଦନ୍ତ କରୁଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ତାହାର ଅଭିଯୋଗ ଫର୍ଦ୍ଦ ଦାଖଲ କରିଛି । ସିବିଆଇ ପକ୍ଷରୁ କୁହାଯାଇଛି ଯେ ମହନ୍ଦ ନରେନ୍ଦ୍ର ଗିରିଙ୍କୁ ଆନନ୍ଦ…
Read More...

ନରମିଲା ପାକିସ୍ତାନ: ନିଜ ଦେଶ ଦେଇ ଭାରତରୁ ଆଫଗାନିସ୍ତାନକୁ ଗହମ ପଠାଇବାକୁ ରାଜି ହେଲା

ଇସଲାମାବାଦ: ଆଫଗାନିସ୍ତାନରେ ତାଲିବାନ ଶାସନ କ୍ଷମତା ଦଖଲ କରିବା ଦିନଠାରୁ ଦେଶରେ ଆଇନ ଶୃଙ୍ଖଳା ପରିସ୍ଥିତି ସାଂଘାତିକ ରୂପ ନେବା ସହିତ ଦେଶରେ ଗୁରତର ଖାଦ୍ୟାଭାବ ଦେଖାଦେଇଛି । ଆନ୍ତର୍ଜାତିକ ସହାୟତା ନମିଳିଲେ ଲକ୍ଷ…
Read More...

ସମ୍ବେଦୀ ସୂଚକାଙ୍କ ୧୧୦୦ ପଏଣ୍ଟ ଖସିଲା; ୨ ମାସ ମଧ୍ୟରେ ପ୍ରଥମ ଥର ୫୯ ହଜାର ତଳେ

ନୂଆଦିଲ୍ଲୀ: ସୋମବାର ଦିନ ଷ୍ଟକ ଏକ୍ସଚେଞ୍ଜର ବେଞ୍ଚମାର୍କ ସୂଚକାଙ୍କ ଆଶାତୀତ ଭାବରେ ହ୍ରାସପାଇଛି । ବିଶ୍ୱସ୍ତରରେ ଚାହିଦା ନିମ୍ନରେ ରହିବା କାରଣରୁ ଷ୍ଟକ ବଜାରରେ କାରବାର ମାନ୍ଦା ରହିଥିଲା । ଏଥିସହିତ ସମ୍ବେଦୀ…
Read More...

ସୁପ୍ରିମକୋର୍ଟରୁ ପରମବୀରଙ୍କୁ ଆଶ୍ୱସ୍ତି; ଗିରଫ ଉପରେ କଟକଣା

ନୂଆଦିଲ୍ଲୀ: ମୁମ୍ବଇର ପୂର୍ବତନ ପୁଲିସ ଆୟୁକ୍ତ ପରମବୀରଙ୍କୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ନିକଟରେ ହାଜର ହେବାକୁ ସୁଯୋଗ ଦିଆଯିବ । ସେ ପର୍ଯ୍ୟନ୍ତ ତାଙ୍କୁ ଗିରଫ କରାଯିବ ନାହିଁ ବୋଲି ଆଶ୍ୱସ୍ତିବାଣୀ…
Read More...

ମହିଳାଙ୍କ ଅଭିନୀତ ଟିଭି ସୋ ଓ ଚଳଚ୍ଚିତ୍ର ଉପରେ ତାଲିବାନର କଟକଣା

କାବୁଲ: ଆଫଗାନିସ୍ତାନର ତାଲିବାନ ସରକାର ମହିଳାଙ୍କ ନିମନ୍ତେ ଆଉ ଏକ କଡା ଆଇନ ପ୍ରଣୟନ କରିଛନ୍ତି । ଟେଲିଭିଜନ କାର୍ଯ୍ୟକ୍ରମଗୁଡିକରେ ଭାଗ ନେଉଥିବା ମହିଳା ଉପସ୍ଥାପିକା ଏବଂ ଆଙ୍କରମାନେ ପରଦା ଉପରେ ମଧ୍ୟ ହିଜବ…
Read More...

ଗ୍ରୁପ କ୍ୟାପଟେନ ଅଭିନନ୍ଦନ ବର୍ତମାନଙ୍କୁ ବୀର ଚକ୍ର ସମ୍ମାନ

ନୂଆଦିଲ୍ଲୀ: ଗ୍ରୁପ୍‍ କ୍ୟାପଟେନ ଅଭିନନ୍ଦନ ବର୍ତମାନଙ୍କୁ ସୋମବାର ଦିନ ଆୟୋଜିତ ଏକ ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୀର ଚକ୍ର ଉପାଧିରେ ସମ୍ମାନିତ କରିଛନ୍ତି । ସୂଚନାଯୋଗ୍ୟ ଯେ ୨୦୧୯ ଫେବ୍ରୁଆରୀ ୨୭ ତାରିଖରେ…
Read More...

ଆଇଆଇଏମ୍‍ ସମ୍ବଲପୁରରେ ‘ମର୍ମଜ୍ଞ ୬.୦’

ସମ୍ବଲପୁର: ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାନେଜମେଣ୍ଟ, ସମ୍ବଲପୁରର ବାର୍ଷିକ ବ୍ୟବସାୟିକ ସମ୍ମିଳନୀର ଷଷ୍ଠ ସଂସ୍କରଣ ‘ମର୍ମଜ୍ଞ ୬.୦’ ବୁଝାମଣା, ନୂତନ ବାସ୍ତବତା ନିମନ୍ତେ ପଥ ପରିଷ୍କାର କରୁଥିବା ଦାୟିତ୍ୱ ଏବଂ…
Read More...

ବ୍ଲାକ ଫ୍ରାଇଡେ ଏବଂ ସାଇବର ମନ୍‍ ଡେ ବିକ୍ରି ପାଇଁ ଭାରତୀୟ ରପ୍ତାନିକାରୀ ପ୍ରସ୍ତୁତ

ବେଙ୍ଗାଲୁରୁ: ବାର୍ଷିକ ବ୍ଲାକ ଫ୍ରାଇ ଡେ ଏବଂ ସାଇବର ମନ୍‍ ଡେ (ବିଏଫସିଏମ) ବିକ୍ରି ଅବସରରେ ୭୦,୦୦୦ରୁ ଅଧିକ ଭାରତୀୟ ରପ୍ତାନିକାରୀ ଆମାଜନ ଇଣ୍ଡିଆର ବିଶ୍ୱସ୍ତରୀୟ ବିକ୍ରି କାର୍ଯ୍ୟକ୍ରମର ଅଂଶସ୍ୱରୂପ ବିଶ୍ୱବ୍ୟାପୀ…
Read More...

ପଠାନକୋଟ ସେନା ଛାଉଣୀ ଫାଟକ ନିକଟରେ ଗ୍ରେନେଡ ବିସ୍ଫୋରଣ

ଜମ୍ମୁ: ଜମ୍ମୁ କାଶ୍ମୀରର ପଠାନକୋଟସ୍ଥିତ ସେନା ଛାଉଣୀର ଫାଟକ ନିକଟରେ ଗ୍ରେନେଡ ବିସ୍ଫୋରଣ ଘଟିଛି । ଏହାପରେ ସେନା ଛାଉଣୀର ସମସ୍ତ ଫାଟକ ସମେତ ଉକ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଦିଆଯାଇଛି । ଜମ୍ମୁ…
Read More...

ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା

ଭୁବନେଶ୍‍ଶ୍ୱର: ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଓ ମୋବାଇଲ ରୁ ମୋବାଇଲ ଘୁରି ଵୁଲୁଛି । ଏପରି ଏକହୃଦୟ ଵିଦାରକ ଦୃଶ୍ୟ ଦେଖି ଵାକୁ ମିଳିଛି ହହାଇଦ୍ରାବାଦ…
Read More...

ଦେଶରେ ଚିହ୍ନଟ ହେଲେ ୮୪୮୮ ନୂଆ ସଂକ୍ରମିତ; ୨୪୯ ମୃତ

ନୂଆଦିଲ୍ଲୀ: ଦେଶରେ ଦିନକ ମଧ୍ୟରେ ୮୪୮୮ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହିତ ଦିନକ ମଧ୍ୟରେ ୨୪୯ ଜଣ କରୋନା ଆକ୍ରାନ୍ତଙ୍କର ପ୍ରାଣହାନି ଘଟିଛି । ସେହି ସମୟ ମଧ୍ୟରେ ୧୨,୫୧୦ ଜଣ କରୋନାରୁ ସୁସ୍ଥ…
Read More...

ରାଜ୍ୟରେ ୧୭୧ ନୂଆ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୭୧ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ସଂଗରୋଧରୁ ୯୮ ଓ ସ୍ଥାନୀୟ ସଂକ୍ରମିତ ୭୩ ଜଣ ରହିଛନ୍ତି । ଚିହ୍ନଟ ନୂଆ ସଂକ୍ରମିତଙ୍କ ମଧ୍ୟରେ ୧୮ ବର୍ଷରୁ…
Read More...

ଓୱେସିଙ୍କ ଚେତାବନୀ: ସିଏଏ ଉଚ୍ଛେଦ କର, ନହେଲେ ଶାହିନବାଗ ଘଟଣାର ପୁନରାବୃତ୍ତି ଘଟିବ

ଲଖନଉ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନିଟି କୃଷି ଆଇନ ଉଚ୍ଛେଦ କରିବାକୁ ଘୋଷଣା କରିବା ପରେ ଦେଶରେ ଏବେ ସିଏଏ ଉଚ୍ଛେଦ କରିବା ଦାବି ଜୋର ଧରିଛି । ଅଲ ଇଣ୍ଡିଆ ମଜଲିସ ଇ ଇତ୍ତେହାଦୁଲ ମୁସଲିମିନ (ଏଆଇଏମଆଇଏମ)…
Read More...

ଭୁବନେଶ୍ୱରରେ ବାୟରର ୧୦୦ତମ ବିଏଲଏଫ ସେଂଟର ଉଦଘାଟିତ

ଭୁବନେଶ୍ୱର: ବାୟର୍ ପକ୍ଷରୁ ଭୁବନେଶ୍ୱରଠାରେ ଏହାର ୧୦୦ତମ ବିଏଲଏଫ୍ ସେଂଟର ଉଦଘାଟିତ ହୋଇଛି । ବାୟର୍ ନଭେମ୍ବର ୨୦୨୦ରେ ଏହାର ପ୍ରଥମ ସେଂଟର ଉଦ୍ଘାଟନ ପରଠାରୁ ଓଡିଶାରେ ଅନେକ ବିଏଲଏଫ୍ ସେଂଟର୍ ସ୍ଥାପନ କରିଛି ।…
Read More...

ଶୌଚାଳୟର ବର୍ଜ୍ୟଜଳ ଜୈବିକ ଫିଲ୍‌ଟର ଜରିଆରେ ବିଶୋଧନ ପ୍ରଯୁକ୍ତିର ବିକାଶକଲା ଅମ୍ରିତା ବିଶ୍ୱ ବିଦ୍ୟାପୀଠମ୍‍

ଭୁବନେଶ୍ୱର: ଅମ୍ରିତା ବିଶ୍ୱ ବିଦ୍ୟାପୀଠମର ସ୍କୁଲ ଅଫ୍ ବାୟୋଟେକନୋଲୋଜି ଶୌଚାଳୟରୁ ନିର୍ଗତ ହେଉଥିବା ବର୍ଜ୍ୟଜଳ ବହୁସ୍ତରୀୟ ଜୈବିକ ଫିଲଟର (ବ୍ୟାକ୍‌ଟେରିଓଫେଗସ୍‌, ସ୍ପେଶିଫିକ ଆଲଗି, ବ୍ୟାକଟେରିଆଲ କନସୋର୍ଟିଆ,…
Read More...

ପୁଲିସ ମୁଖ୍ୟମାନଙ୍କ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି

ଲଖନଉ: ଏଠାରେ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକର ପୁଲିିସ ମହାନିର୍ଦ୍ଦେଶକଙ୍କ ସମ୍ମିଳନୀ ଆୟୋଜିତ ହୋଇଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ସେଥିରେ ଯୋଗ ଦେଇଛନ୍ତି । ଦିନ ସାରା ମୋଦି…
Read More...

ଦେଶରେ ଚିହ୍ନଟ ହେଲେ ୧୦,୪୮୮ ନୂଆ କରୋନା ରୋଗୀ, ୩୧୩ ମୃତ

ନୂଆଦିଲ୍ଲୀ: ଦେଶରେ ଦିନକ ମଧ୍ୟରେ ୧୦,୪୮୮ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଦିନକ ମଧ୍ୟରେ ୩୧୩ ଜଣ କରୋନା ରୋଗୀଙ୍କର ଜୀବନ ଯାଇଛି । ସେହି ସମୟ ମଧ୍ୟରେ କରୋନାରୁ ୧୨,୩୨୯ ଜଣ ସୁସ୍ଥ ହୋଇଛନ୍ତି । ଏପର୍ଯ୍ୟନ୍ତ…
Read More...

ୟୁକ୍ରେନ ଉପରେ ବଢିଲା ରୁଷର ଆକ୍ରମଣ ଭୟ

କିୟେଭ: ୟୁକ୍ରେନ ଉପରେ ଆକ୍ରମଣ କରିବାକୁ ରୁଷ ପୂର୍ଣ୍ଣ ପ୍ରସ୍ତୁତ ହୋଇଛି । ଏହା ୟୁକ୍ରେନ ସଂଲଗ୍ନ ଅଞ୍ଚଳରେ ନିଜର ସେନା ଏବଂ ଯୁଦ୍ଧ ସରଞ୍ଜାମକୁ ଅସ୍ୱାଭାବିକ ଭାବରେ ଠୁଳ କରିବାରେ ଲାଗିଛି । ରୁଷର ଏଭଳି କାର୍ଯ୍ୟକଳାପ…
Read More...

କୃଷକ ଆନ୍ଦୋଳନ ସମୟରେ ମୃତ ୭୫୦ କୃଷକ ପରିବାରଙ୍କୁ ତେଲେଙ୍ଗାନା ସରକାର ୩ ଲକ୍ଷ ଲେଖାଏଁ ଦେବେ

ହାଇଦରାବାଦ: ଦେଶରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ କୃଷି ଆଇନକୁ ବିରୋଧ କରି କୃଷକମାନେ ଚଳାଇଥିବା ବିକ୍ଷୋଭ ସମାବେଶ ସମୟରେ ପ୍ରାୟ ୭୫୦ କୃଷକଙ୍କର ବିଭିନ୍ନ କାରଣରୁ ମୃତ୍ୟୁ ଘଟିଛି । ସେମାନଙ୍କର ପରିବାର…
Read More...

ନିଜ ପିଲାଙ୍କୁ ସୀମାନ୍ତକୁ ପଠାନ୍ତୁ- ସିଧୁଙ୍କୁ ଗୌତମ ଗମ୍ଭୀରଙ୍କ ଆହ୍ୱାନ

ନୂଆଦିଲ୍ଲୀ: କର୍ତାରପୁର ସାହିବ ଦର୍ଶନରେ ଯାଇଥିବା ଅବସରରେ ପଞ୍ଜାବ ପ୍ରଦେଶ କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଧୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ‘ବଡ ଭାଇ’ ବୋଲି ସମ୍ବୋଧନ କରିବା ପରେ ତାକୁ ନେଇ ଦେଶର…
Read More...

ଭାରତରେ ବ୍ୟବହୃତ ସାଧାରଣ ପାସୱାର୍ଡ ହେଉଛି ‘ପାସୱାର୍ଡ’

ନୂଆଦିଲ୍ଲୀ: ଦେଶରେ ଜନସାଧାରଣ ସେମାନଙ୍କର ପାସୱାର୍ଡ ଭାବରେ ‘୧୨୩୪୫୬’କୁ ବ୍ୟବହାର କରନ୍ତି ବୋଲି ପୂର୍ବରୁ ଜଣାଯାଇଥିଲା । ତେବେ ଏକ ନୂଆ ଗବେଷଣା ଅନୁଯାୟୀ ସଂପ୍ରତି ‘ପାସୱାଡ’ (ପିଏଏସଏସଡବ୍ଲୁଓଆରଡି) ସବୁଠାରୁ ଅଧିକ…
Read More...

ଦିଲ୍ଲୀରେ ଜବତ ହେଲା ୪୨ କୋଟି ଟଙ୍କା ମୂଲ୍ୟର ୮୫ କିଲୋ ସୁନା, ୪ ଗିରଫ

ନୂଆଦିଲ୍ଲୀ: ରାଜସ୍ୱ ଗୁଇନ୍ଦା ବିଭାଗ (ଡିଆରଆି) ଅଧିକାରୀମାନେ ରାଜଧାନୀ ଦିଲ୍ଲୀରେ ଚୋରାରେ ଚାଲାଣ କରାଯାଉଥିବା ୮୫.୫ କିଲୋଗ୍ରାମ ଓଜନର ସୁନା ଜବତ କରିଛନ୍ତି । ଏହାର ମୂଲ୍ୟ ପ୍ରାୟ ୪୨ କୋଟି ଟଙ୍କା ହେବ ବୋଲି…
Read More...

ଜାନୁଆରୀ ପହିଲାରୁ ମହଙ୍ଗା ହେବ ପୋଷାକ ଓ ଜୋତା ଚପଲ

ନୂଆଦିଲ୍ଲୀ: ଆସନ୍ତା ୨୦୨୨ ଜାନୁଆରୀ ୧ ତାରିଖରୁ ଦେଶରେ ପୋଷାକ ଓ ଜୋତା ଚପଲ ଦାମ୍‌ ବୃଦ୍ଧି ପାଇବାକୁ ଯାଉଛି । ଏହିସବୁ ସାମଗ୍ରୀ ୧୨% ଜିଏସଟି ଲାଗୁ ହେବା ଫଳରେ ସେଗୁଡିକର ମୂଲ୍ୟବୃଦ୍ଧି ଘଟିବ ବୋଲି ଜଣାଯାଇଛି ।…
Read More...

ଆଇଏନଏସ ବିଶାଖାପାଟଣା ପ୍ରସ୍ତୁତ; ୨୧ରେ ସାମିଲ ହେବ

ନୂଆଦିଲ୍ଲୀ: ଭାରତରେ ସ୍ୱଦେଶୀ କାରିଗରୀରେ ନିର୍ମିତ ଯୁଦ୍ଧ ଜାହାଜ ଆଇଏନଏସ ବିଶାଖାପାଟଣା ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇସାରିଛି । ଚଳିତ ମାସ ୨୧ ତାରିଖରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହାକୁ ଭାରତୀୟ ନୌବାହିନୀରେ…
Read More...

ରାଜ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ, ମେଲୋଡି, ଅପେରା, ମୁକ୍ତାକାଶ ରଂଗମଞ୍ଚ, ନାଟକ ପ୍ରଦର୍ଶନକୁ ମିଳିଲା ଅନୁମତି

ଭୁବନେଶ୍ୱର: ରାଜ୍ୟରେ କୋଭିଡ ମହାମାରୀର ପ୍ରକୋପ ଧୀରେ ଧୀରେ ହ୍ରାସ ପାଇବା ଏବଂ ସରକାର ଅର୍ଥନୈତିକ ଓ ଜୀବିକା ଉପାର୍ଜନ କ୍ଷେତ୍ରଗୁଡିକୁ ପର୍ଯ୍ୟାୟକ୍ରମେ ଉନ୍ମୁକ୍ତ କରିବା ପରେ ରାଜ୍ୟ ସରକାର ମେଲୋଡି,…
Read More...

ଝାଡଖଣ୍ଡରେ ବୋମା ବିସ୍ଫୋରଣ: ରେଳ ଧାରଣା ଉଡିଲା

ରାଞ୍ଚି: ଝାଡଖଣ୍ଡରେ ଧାନବାଦ ଡିଭିଜନରେ ରେଳଧାରଣାରେ ଏକ ବୋମା ବିସ୍ଫୋରଣ ଘଟଣା ଘଟିଛି । ଗରୱା ଏବଂ ବରକାନା ସେକ୍ସନ ମଧ୍ୟବର୍ତ୍ତୀ ଅଞ୍ଚଳରେ ଶନିବାର ପ୍ରତ୍ୟୁଷରେ ଏହି ବିସ୍ଫୋରଣ ଘଟିଥିବା ଜଣାଯାଇଛି । ବିସ୍ଫୋରଣ…
Read More...

ଦେଶରେ ୧୦,୩୦୨ ନୂଆ ଆକ୍ରାନ୍ତ; ୨୬୭ ମୃତ

ନୂଆଦିଲ୍ଲୀ: ଦେଶରେ ଗତ ଶୁକ୍ରବାର ଦିନକ ମଧ୍ୟରେ ୧୦,୩୦୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକରେ ୨୬୭ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଏଥିସହିତ ଦିନକ ମଧ୍ୟରେ ୧୧,୭୮୭ ଜଣ କରୋନାରୁ ସୁସ୍ଥ…
Read More...

ରାଜ୍ୟରେ ୨୩୯ ନୂଆ ସଂକ୍ରମିତ; ୨ ମୃତ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୩୯ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହିତ ୨ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଦିନକ ମଧ୍ୟରେ କରୋନାରୁ ୩୫୪ ଜଣ ସୁସ୍ଥ ହୋଇଛନ୍ତି । ଚିହ୍ନଟ ନୂଆ…
Read More...

କୋହଲା ପାଗ ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର: ତାମିଲନାଡୁର ଆଭ୍ୟନ୍ତରୀଣ ଅଞ୍ଚଳ ସହିତ ପାଶ୍ୱର୍ବର୍ତ୍ତୀ ରୟଲସୀମାରୁ ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ଓଡ଼ିଶାର ଆଭ୍ୟନ୍ତରୀଣ ଜିଲାଗୁଡିକ ପର୍ଯ୍ୟନ୍ତ ବାୟୁ ମଣ୍ଡଳରେ ଏକ ନିମ୍ନ ଚାପ ରେଖା ସକ୍ରିୟ ରହିଛି ।…
Read More...

ଋାଷ୍ଟ୍ରପତି କ୍ଷମତା ପାଇବାରେ କମଳା ହାରିସ ପ୍ରଥମ ମହିଳା

ୱାଶିଂଟନ: ଆମେରିକାର ଉପରାଷ୍ଟ୍ରପତି ଭାରତୀୟ ବଂଶୋଦ୍ଭବ କମଳା ହାରିସ ଦେଶର ରାଷ୍ଟ୍ରପତି କ୍ଷମତା ପ୍ରାପ୍ତ କରିବାରେ ପ୍ରଥମ ମହିଳା ହୋଇଛନ୍ତି । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ସମୟାନ୍ତର କଲୋନୋସ୍କୋପି…
Read More...

ଭାରତରେ ମଧୁମେହ ପରିଚାଳନା ବିଷୟରେ ସଚେତନତା ସୃଷ୍ଟି କରିବେ କପିଳ ଦେବ

ଭୁବନେଶ୍ୱର : ଭାରତ ଆଜି ପ୍ରମୁଖ ରୂପରେ ‘ବିଶ୍ୱର ମଧୁମେହ ରାଜଧାନୀ’ ଭାବରେ ଠିଆ ହୋଇଛି । ୨୦୪୫ ସୁଦ୍ଧା ଭାରତରେ ପ୍ରାୟ୧୩୪.୩ ନିୟୁତ ଲୋକଙ୍କର ମଧୁମେହ ହେବାର ଆଶଙ୍କା ରହିଛି । ଆଶ୍ଚର୍ଯ୍ୟର କଥା ହେଲା ଭାରତରେ…
Read More...

ଏକକ ନାଗରିକ ସଂହିତା ପ୍ରଚଳନ ବିଷୟ ବିଚାର କରିବାକୁ ଆଲ୍ଲାହାବାଦ ହାଇକୋର୍ଟଙ୍କ ପରାମର୍ଶ

ପ୍ରୟାଗରାଜ: ଦେଶରେ ଏକକ ନାଗରିକ ସଂହିତା (ୟୁନିଫର୍ମ ସିଭିଲ କୋଡ) ଲାଗୁ ବହୁ ବିଳମ୍ବିତ ହୋଇଥିôବାବେଳେ ଭାରତୀୟ ସମ୍ବିଧାନର ଧାରା ୪୪ ଅନୁଯାୟୀ ଦେଶରେ ଏକକ ନାଗରିକ ସଂହିତା ପ୍ରଚଳନ ପାଇଁ ଏକ ମଣ୍ଡଳୀ ଗଠନ ସମ୍ପର୍କରେ…
Read More...

ପୁଣି ସାମନାକୁ ଆସିଲା ଚୀନର ହରକତ: ଅରୁଣାଚଳ ସୀମାରେ ନିର୍ମାଣ କରିଛି ୬୦ଟି କୋଠା

ନୂଆଦିଲ୍ଲୀ: ଉତ୍ତର ପୂର୍ବ ସୀମାନ୍ତରେ ଚୀନ ପକ୍ଷରୁ ଭାରତକୁ ଉସୁକାଇବାର ଅପଚେଷ୍ଟା ଜାରି ରହିଛି । ସଦ୍ୟ ଉପଗ୍ରହ ଚିତ୍ରରୁ ଜଣାଯାଇଛି ଯେ ଗତ କିଛିମାସ ମଧ୍ୟରେ ଅରୁଣାଚଳ ସୀମାରେ ଚୀନ ୬୦ଟି ନୂଆ କୋଠାଘର ତିଆରି…
Read More...