www.samajalive.in
Saturday, December 6, 2025
26.1 C
Bhubaneswar

ଭାରତୀୟ ନୌବାହିନୀରେ ସାମିଲ ହେଲା ବୁଡାଜାହାଜ ଆଇଏନଏସ ବେଲା

ମୁମ୍ବଇ: ଭାରତୀୟ ନୌବାହିନୀରେ ଗୁରୁବାର ଦିନ ସାମିଲ ହୋଇଛି ଚତୁର୍ଥ ସ୍କର୍ପିଅନ ଶ୍ରେଣୀର ବୁଡାଜାହାଜ ଆଇଏନଏସ ବେଲା । ଭାରତୀୟ ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂହଙ୍କ ଉପସ୍ଥିତିରେ ମୁମ୍ବଇସ୍ଥିତ ନୌବାହିନୀ ଡକୟାର୍ଡରେ ଏହି ବୁଡାଜାହାଜକୁ ଆନୁଷ୍ଠାନିକ ଭାବରେ ନୌସେନାରେ ସାମିଲ କରାଯାଇଥିଲା । ଆଇଏନଏସ୍‍ ବେଲା ବୁଡାଜାହାଜର ସମସ୍ତ ଦାୟିତ୍ୱ ନିର୍ବାହ କରିବାକୁ ସମର୍ଥ । ସାଂପ୍ରତିକ ଜଟିଳ ନିରାପତ୍ତା ଦୃଶ୍ୟପଟ୍ଟରେ ଏହାର ସାମର୍ଥ୍ୟ ଏବଂ ଆକ୍ରମଣକାରୀ କ୍ଷମତା ଦେଶର ଉପକୂଳ ସ୍ୱାର୍ଥକୁ ସୁରକ୍ଷିତ ରଖିବା ଦିଗରେ ବର୍ଦ୍ଧିତ ଭୂମିକା ନିର୍ବାହ କରିବ ବୋଲି ଆଡମିରାଲ କରମବୀର ସିଂହ କହିଥିଲେ ।

Hot this week

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

Related Articles

Popular Categories