www.samajalive.in
Saturday, December 6, 2025
26.1 C
Bhubaneswar

ଦିନ ୧୧ଟା – ମୁଖ୍ୟ ଖବର

ଭାରତୀୟ ନୌବାହିନୀରେ ସାମିଲ ହେଲା ବୁଡାଜାହାଜ ଆଇଏନଏସ ବେଲା

କଂଗ୍ରେସକୁ ଶକ୍ତ ଧକ୍କା: ମେଘାଳୟର ୧୧ କଂଗ୍ରେସ ବିଧାୟକ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଟିଏମସିରେ ଯୋଗଦେେଲେ

- Advertisement -

କାନପୁରରେ ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ; ଟସ ଜିତି ପ୍ରଥମେ ବ୍ୟାଟିଂ ନେଲା ଭାରତ

୧୨ରୁ ୨୩ ମାସ ଶିଶୁଙ୍କର ସଂପୂର୍ଣ୍ଣ ଟିକାକରଣ ହାର ଓଡ଼ିଶାରେ ସର୍ବାଧିକ

ରାଜ୍ୟରେ ୩୩୫ ନୂଆ ଆକ୍ରାନ୍ତ; ୨ ମୃତ

ମୃତକ ଦୁଇଜଣ ଖୋର୍ଦ୍ଧା ଜିଲାର

ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ସଂଗରୋଧରୁ ୧୯୭ ଓ ସ୍ଥାନୀୟ ସଂକ୍ରମିତ ୧୩୮

ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‍ ବୟସର ୪୭ ଜଣ

ଅନୁଗୁଳରେ ୧, ବାଲେଶ୍ୱର ୧୩, ବରଗଡ ୩, ଭଦ୍ରକ ୩, ବଉଦ ୨, କଟକ ୨୧, ଦେବଗଡ ୧, ଢେଙ୍କାନାଳ ୩ ଓ ଜଗତସିଂହପୁର ଜିଲାରେ ୬ ଜଣ ଚିହ୍ନଟ

ଯାଜପୁରରେ ୧୦, ଝାରସୁଗୁଡା ୫, କେନ୍ଦ୍ରାପଡା ୮, କେନ୍ଦୁଝର ୩, ଖୋର୍ଦ୍ଧା ୧୪୧, ମୟୁରଭଞ୍ଜ ୧୨, ନୟାଗଡରେ ୨ ଜଣଙ୍କୁ ଚିହ୍ନଟ କରାଯାଇଛି

ପୁରୀ ୬, ରାୟଗଡା ୧, ସମ୍ବଲପୁର ୫୧, ସୋନପୁର ୧, ସୁନ୍ଦରଗଡ ୮ ଓ ଷ୍ଟେଟପୁଲରୁ ୩୪ ଚିହ୍ନଟ

ଦିନକ ମଧ୍ୟରେ ୧୫୧ ଜଣ ସୁସ୍ଥ ହୋଇଛନ୍ତି

ସଂପ୍ରତି ରାଜ୍ୟରେ ୨୪୦୩ ଜଣ ସକ୍ରିୟ କରୋନା ରୋଗୀ ଅଛନ୍ତି

ଦେଶରେ ଚିହ୍ନଟ ହେଲେ ୯୧୧୯ ନୂଆ କରୋନା ରୋଗୀ; ୩୯୬ ମୃତ

ସେହି ସମୟ ମଧ୍ୟରେ ୧୦,୨୬୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି

ଏପର୍ଯ୍ୟନ୍ତ ମୋଟ ୩,୩୯,୬୭,୯୬୨ ଜଣ କରୋନାରୁ ଆରୋଗ୍ୟ ଲାଭ କରିସାରିଲେଣି

ସଂପ୍ରତି ଦେଶରେ ୧,୦୯,୯୪୦ ଜଣ ସକ୍ରିୟ କରୋନା ଆକ୍ରାନ୍ତ ରହିଛନ୍ତି

ଆରୋଗ୍ୟ ହାର ୯୮.୩୩% ରହିଥିବାବେଳେ ଦୈନିକ ସଂକ୍ରମଣ ୦.୭୯% ଓ ସାପ୍ତାହିକ ହାର ୦.୯୦% ରହିଛି

ବୁଧବାର ସଂଧ୍ୟା ସୁଦ୍ଧା ୬୩.୫୯ କୋଟି ନମୁନା ପରୀକ୍ଷା କରାଯାଇସାରିଛି

ସେହି ସମୟ ମଧ୍ୟରେ ମୋଟ ୧୧୯.୩୮ କୋଟି ପାନ ଟିକା ଦିଆଯାଇଛି

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories