bjd gruha runa

ରାଜସ୍ଥାନ ବିଜେପିରୁ ୪ ମନ୍ତ୍ରୀଙ୍କ ସମେତ ୧୧ ନିଲମ୍ବିତ

ଜୟପୁର: ଦଳବିରୋଧୀ କାର୍ଯ୍ୟ ପାଇଁ ରାଜସ୍ଥାନ ବିଜେପି ଶାଖାର ୧୧ ଜଣ ବରିଷ୍ଠ ସଦସ୍ୟଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ନିଲମ୍ବିତ ସଦସ୍ୟଙ୍କ ଭିତରେ ଚଳିତ ମନ୍ତ୍ରୀ ପରିଷଦର ଚାରି ଜଣ ବରିଷ୍ଠ ମନ୍ତ୍ରୀ ଅଛନ୍ତି। ଡିସେମ୍ବର…
Read More...

କଟକରୁ ବ୍ରାଉନସୁଗାର ଜବତ, ଜଣେ ଗିରଫ

କଟକ: କଟକ ଲିଙ୍କରୋଡରୁ ବ୍ରାଉନସୁଗାର ଜବତ ହୋଇଛି। ଏଥିରେ ଜଣଙ୍କୁ ଗିରଫ କରାଯାଇଛି। ଶୁକ୍ରବାର ଦିନ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଚଢାଉ କରି ଏହି ବ୍ରାଉନସୁଗାର ଜବତ କରିଛି। ଜଣେ ଲୋକଙ୍କ ଠାରୁ…
Read More...

କଂଗ୍ରେସର “ବିଭାଜନ ଓ ଶାସନ ନୀତି’ ସମ୍ପର୍କରେ ଦେଶବାସୀ ଅବଗତ:ପିଏମ୍‍

ନୂଆଦିଲ୍ଲୀ: ଦେଶର ପ୍ରମୁଖ ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପ୍ରଚାର ଅଭିଯାନ ଜୋରସୋରରେ ଚାଲିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଜୋରାମଠାରେ ଆୟୋଜିତ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମରେ…
Read More...

ଗାଧୁଆ ଘର ଟାଙ୍କିରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର

ବଲାଙ୍ଗୀର : ବଲାଙ୍ଗୀର ଜିଲା ବେଲପାହାଡ ଭରୁଆମୁଣ୍ଡା ଗ୍ରାମରେ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଛି। ତାଙ୍କ ମୃତଦେହ ଗାଧୁଆ ଘର ଟାଙ୍କି ଭିତରୁ ମିଳିଛି। ମୃତକଙ୍କ ନାମ ରଶ୍ମିତା। ଏ ଘଟଣାକୁ ନେଇ ପୁଲିସ…
Read More...

ଶବ ଖୋଜିବାକୁ ନୃତତ୍ତ୍ୱବିତ୍‍ଙ୍କ ସହାୟତା ନେଉଛି ପୁଲିସ

ପୋର୍ଟବ୍ଲେୟାର: ଆଣ୍ଡାମାନ୍‍ ନିକୋବର ଦ୍ୱୀପପୁଞ୍ଜର ନିଷିଦ୍ଧାଞ୍ଚଳରେ ଆଦିମ ଅଧିବାସୀଙ୍କ ତୀରମାଡ଼ରେ ମୃତ୍ୟୁ ଘଟିଥିବା ଆମେରିକୀୟ ପର୍ଯ୍ୟଟକ ଜନ୍‍ଙ୍କ ମୃତଦେହ ଉଦ୍ଧାର କରିବାରେ ପୁଲିସ ପ୍ରଶାସନ ବିଫଳ ହୋଇଛି। ଶବ…
Read More...

କାଶ୍ମୀର ‘ସତ୍ୟ’ ଓ ତଥ୍ୟ

ଆମ ଦେଶରେ କ୍ଷମତା ରାଜନୀତିର ଖେଳରେ କେତେବେଳେ କେଉଁ ସ୍ଥିତି ଉପୁଜିବ, ତାହା କଳନା କରିବା କଷ୍ଟ। ବୁଧବାର ଜାମ୍ମୁକାଶ୍ମୀରରେ ହୋଇଥିବା ରାଜନୈତିକ ନାଟକକୁ ଦେଖିଲେ ଏହାର ସତ୍ୟତା ଉପଲବ୍ଧି କରିହୁଏ। ଯେଉଁମାନେ…
Read More...

ସାମ୍ପ୍ରତିକ ସମାଜସେବା ଓ ‘ନବବୋଧ’

ଶୈଳଜ ରବି ନବକୃଷ୍ଣ ଚୌଧୁରୀ ବହୁ ପରସ୍ପର ବିରୋଧୀ ବ୍ୟକ୍ତି ଓ ସଂଗଠନଙ୍କୁ ଗୋଟିଏ ଘାଟରେ ପାଣି ପିଆଇ ପାରୁଥିଲେ। ୧୯୩୩ ମସିହାରେ ସେ କଂଗ୍ରେସ ସାମ୍ୟବାଦ କର୍ମୀ ସଂଘ ଗଢ଼ିଲେ। ଅବଶ୍ୟ ପରବର୍ଷ ତାହା ସର୍ବଭାରତୀୟ…
Read More...

ଚଳନ୍ତା ବସରୁ ଚକା ବାହାରିଗଲା

ମୟୂରଭଞ୍ଜ : ଏକ ଚଳନ୍ତା ବସରୁ ଚକା ବାହାରି ଯାଇଛି। ଏପରି ଘଟଣା ମୟୂରଭଞ୍ଜ ଜିଲା ବିଷୋୟୀ ବଜାର ନିକଟସ୍ଥ ସାରନା ଛକରେ ଘଟିଛି। ଶୁକ୍ରବାର ସକାଳେ ବସଟି ଭୁବନେଶ୍ବରରୁ ରାଇରଙ୍ଗପୁର ଆସୁଥିବା ସମୟରେ ଏକ ହମ୍ପସ୍ ପାର…
Read More...

କରାଚୀରେ ଚୀନ କନସୁଲେଟ ସମେତ ୨ଟି ସ୍ଥାନରେ ଆତଙ୍କବାଦୀ ଆକ୍ରମଣ: ୨୦ ମୃତ

କରାଚୀ: ଶୁକ୍ରବାର ପାକିସ୍ତାନ ପାଇଁ କଳା ଦିବସ ପ୍ରମାଣିତ ହେବାରେ ଲାଗିଛି। ଭିନ୍ନଭିନ୍ନ ସ୍ଥାନରେ ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନର ୨୦ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କରାଚୀର ଚୀନ କନସୁଲେଟର ସମ୍ମ୍‍ୁରେ…
Read More...

ସଡ଼କ ଦୁର୍ଘଟଣା: କାରଣ ଓ ନିରାକରଣ

ଧର୍ମାନନ୍ଦ ଷଡ଼ଙ୍ଗୀ ମିଳିତ ଜାତିସଂଘ ଦ୍ୱାରା ଗୃହୀତ “ସଡ଼କ ସୁରକ୍ଷା ନିମିତ୍ତ ଦଶକ ବ୍ୟାପି କାର୍ଯ୍ୟ ଯୋଜନା” ଦ୍ୱାରା ଧାର୍ଯ୍ୟ ଲକ୍ଷ୍ୟ ଅନୁଯାୟୀ ଭାରତ ୨୦୨୦ ମସିହା ସୁଦ୍ଧା ସଡ଼କ ଦୁର୍ଘଟଣା ୫୦ ପ୍ରତିଶତ ହ୍ରାସ…
Read More...

କଲରାପତରିଆ ବାଘ ଛୁଆ ଉଦ୍ଧାର

କେନ୍ଦୁଝର : ଶୁକ୍ରବାର ସକାଳେ କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ବୁଢିପଦା ଗ୍ରାମ ନିକଟସ୍ଥ ଜଙ୍ଗଲରୁ ଏକ କଲରାପତରିଆ ବାଘ ଛୁଆ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ବାଘ ଛୁଆ ୪ମାସର ହେବ ବୋଲି ଅନୁମାନ…
Read More...

ପାରିକରଙ୍କୁ ଇସ୍ତଫା ଦେବାରୁ ନିବୃତ୍ତ କରୁଛନ୍ତି ହାଇକମାଣ୍ଡ

ପାନାଜି: ଗୁରୁତର ଅସୁସ୍ଥ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ଇସ୍ତଫା ଦେବାକୁ ଚାହୁଁଛନ୍ତି। କିନ୍ତୁ ବିଜେପି ହାଇକମାଣ୍ଡ ତାଙ୍କୁ ଇସ୍ତଫା ଦେବା ପାଇଁ ଅନୁମତି ଦେଉ ନାହାନ୍ତି। ଗୋଆ ଫରୱାର୍ଡ ପାର୍ଟି ମୁଖ୍ୟ ତଥା…
Read More...

‘ଅମିତ ଶାହା ଅନ୍ୟତମ ମୁଖ୍ୟ ଷଡ଼ଯନ୍ତ୍ରକାରୀ’

ମୁ୍‍ମ୍ବଇ: ତୁଲସୀରାମ ପ୍ରଜାପତି ହତ୍ୟା ମାମଲା ପୁଣି ଏକ ନୂଆ ମୋଡ଼ ନେଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଏହି ହତ୍ୟାକାଣ୍ଡର ଅନ୍ୟତମ ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି ଜଣେ ପୁଲିିସ ଅଧିକାରୀ ମୁମ୍ବଇର ଟ୍ରାଏଲ୍‍…
Read More...

ବୈତରଣୀ ନଦୀରେ ବୁଡି ଶିଶୁ ମୃତ

ଘସିପୁରା : କେନ୍ଦୁଝର ଜିଲା ଘସିପୁରା ବ୍ଲକ ଅନ୍ତର୍ଗତ ନୂଆଗଡ ଗ୍ରାମରେ ଏକ ଅଘଟଣ ଘଟିଛି। ବୈତରଣୀ ନଦୀରେ ଡଙ୍ଗା ଭସାଇବାକୁ ଯାଇଥିବା ବେଳେ ବୁଡି ଜଣେ ଶିଶୁର ମୃତ୍ୟୁ ହୋଇଯାଇଛି। ମୃତ ଶିଶୁର ନାମ ଶୁଭମ ରାଉତ (୮)।…
Read More...

ଷ୍ଟାଚ୍ୟୁ ଅଫ୍‍ ୟୁନିଟିଠାରୁ ବଡ଼ ହେବ ଆନ୍ଧ୍ର ବିଧାନସୌଧ

ବିଜୟୱାଡ଼ା: ଆନ୍ଧ୍ରପ୍ରଦେଶର ପ୍ରସ୍ତାବିତ ବିଧାନସୌଧ ‘ଷ୍ଟାଚ୍ୟୁ ଅଫ୍‍ ୟୁନିଟି’ଠାରୁ ଉଚ୍ଚା ହେବ। ଏ ସମ୍ପର୍କରେ ଆନ୍ଧ୍ରପ୍ରଦେଶ ପୌର ପ୍ରଶାସନ ମନ୍ତ୍ରୀ ପି ନାରାୟଣା ସୂଚନା ଦେଇଛନ୍ତି। ‘ଷ୍ଟାଚ୍ୟୁ ଅଫ୍‍ ୟୁନିଟି’ର…
Read More...

ଡଙ୍ଗା ଭସାଉଥିବା ବେଳେ ଭାସିଗଲେ ଦୁଇ ଯୁବକ

ବାଲେଶ୍ବର : ବାଲେଶ୍ବର ଚାନ୍ଦିପୁର ବେଳାଭୂମିରେ ଏକ ଅଘଟଣ ଘଟିଛି। ଡଙ୍ଗା ଭସାଇବା ପାଇଁ ଯାଇଥିବା ବେଳେ ୨ଜଣ ଯୁବକ ଭାସି ଯାଇଥିଲେ। ଏନଡିଆରଏଫ ଟିମ୍ ଓ ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି କୂଳକୁ ଆଣିଥିଲେ। ଉଦ୍ଧାର…
Read More...

ଆଜିଠୁ ଆରମ୍ଭ କଟକର ଐତିହାସିକ ବାଲିଯାତ୍ରା

କଟକ : ଆଜି ଠାରୁ କଟକରେ ଐତିହାସିକ ବାଲିଯାତ୍ରା ଆରମ୍ଭ ହେଉଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇ ସାରିଛି। ଚଳିତବର୍ଷ ପାଖାପାଖି ୧୩ ଶହରୁ ଅଧିକ ଷ୍ଟଲ ଖୋଲିବ। ଏହି ଷ୍ଟଲରେ ସମସ୍ତ ପ୍ରକାର ସାମଗ୍ରୀ ମିଳିବ।…
Read More...

ଓଡିଶାର ବିଭିନ୍ନ ସ୍ଥାନରେ ଡଙ୍ଗା ଭସାଣ

କଟକ : ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଏଥିପାଇଁ ବିଭିନ୍ନ ଜଳାଶୟ ମାନଙ୍କରେ ବଡି ଭୋରରୁ ଶ୍ରଦ୍ଧାଳୁମା​‌ନେ ଡଙ୍ଗା ଭସାଉଥିବାର ଦେଖିବାକୁ ମିଳିଛି। ଲୋକମାନେ ଭୋରୁ ଉଠି ସ୍ନାନ ସାରି ଜଳାଶୟକୁ ଯାଇ ଡଙ୍ଗା…
Read More...

ସେନା ଗୁଳିରେ ୬ ଆତଙ୍କବାଦୀ ନିହତ

ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ଶୁକ୍ରବାର ସକାଳୁ ସୁରକ୍ଷା କର୍ମୀଙ୍କ ଗୁଳିରେ ୬ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଜାମ୍ମୁ-କାଶ୍ମୀର ରାଜଧାନୀ ଶ୍ରୀନଗରଠାରୁ ୫୦ କିମି ଦୂର ଅନନ୍ତନାଗ ଜିଲା ସେକିପୋରାଠାରେ କିଛି…
Read More...

ସୁପ୍ରିମକୋର୍ଟରେ ପୋଲାଭରମ ମାମଲା; ପରବର୍ତ୍ତୀ ଶୁଣାଣି ୨୭ରେ

ନୂଆଦିଲ୍ଲୀ : ବିବାଦୀୟ ପୋଲାଭରମ ପ୍ରକଳ୍ପର ନିର୍ମାଣ କାର୍ଯ୍ୟକୁ ତୁରନ୍ତ ବନ୍ଦ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି ବିଷୟରେ ରାଜ୍ୟ ସରକାର ଆଜି…
Read More...

ରାମମନ୍ଦିର ନିର୍ମାଣ ନହେଲେ ୧୯୯୨ ଘଟଣାକୁ ଦୋହରାଯିବ: ବିଜେପି ବିଧାୟକ

ନୂଆଦିଲ୍ଲୀ : ରାମମନ୍ଦିର ନିର୍ମାଣକୁ ନେଇ ଉତ୍ତରପ୍ରଦେଶ ବଜେପି ବିଧାୟକ ସୁରେନ୍ଦ୍ର ସିଂହ ଗୁରୁବାର ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ରାମ ମନ୍ଦିର ନିର୍ମାଣ ନହେଲେ ୧୯୯୨ ଘଟଣାର ପୁନରାବୃର୍ତ୍ତି ଘଟିବ । ତେଣୁ ଆଇନକୁ…
Read More...

ବିମାନ ଯାତ୍ରା କରି ବଧିର ହୋଇଗଲେ ଯାତ୍ରୀ

ନୂଆଦିଲ୍ଲୀ . – ବିମାନରେ ଯାତ୍ରା କରିବା ଜଣେ ଯାତ୍ରୀଙ୍କ ପାଇଁ ମହଙ୍ଗା ସାବସ୍ତ୍ୟ ହୋଇଛି । ମୁକେଶ ଶର୍ମା ନାମକ ବ୍ୟକ୍ତି ସେପ୍ଟେମ୍ବର ୨୦ ତାରିଖରେ  ଜେଟ୍‌ ଏୟାରଓ୍ୱେଜ୍‌ରେ ଯାତ୍ରା କରୁଥିଲେ ।  ଏହି ସମୟରେ ତାଙ୍କର…
Read More...

୧୭ ବର୍ଷର ସଂରକ୍ଷଣ କାର୍ଯ୍ୟପରେ  ୪ ସେ.ମି. ସିଧା ହେଲା ବିଶ୍ୱ ପ୍ରସିଦ୍ଧ ‘ପିସା ମୀନାର’

ରୋମ .- ଇଟାଲୀରେ ଥିବା ପିସା ମୀନାର ଗୋଟିଏ ପଟକୁ ଢଳି ରହିଥିବା ଯୋଗୁଁ ପ୍ରସିଦ୍ଧ । ଏହାକୁ ଲିନିଂ ଟ୍ୱାଓ୍ୱାର ବା ପିସାର ଢଳି ରହିଥିବା ମୀନାର ବୋଲି କୁହାଯାଏ । ମାତ୍ର ଏହାକୁ ଏପରି ତିଆରି କରାଯାଇ ନ ଥିଲା । ତିଆରି…
Read More...

ପଦ୍ମ ଧରିବେ ଅପରାଜିତା !

ଭୁବନେଶ୍ୱର : ୧୯୯୪ ବ୍ୟାଚର ଓଡ଼ିଆ କ୍ୟାଡର ଆଇଏଏସ୍‍ ଅଧିକାରୀ ଅପରାଜିତା ଷଡଙ୍ଗୀ ବିଜେପିରେ ଯୋଗଦେବା ନେଇ ଲାଗିରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ନଭେମ୍ବର ୨୭ରେ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଅପରାଜିତା…
Read More...

ଚନ୍ଦ୍ରଭାଗାରେ ଵୋଇତ ଵନ୍ଦାଣ ସମାରୋହ

କୋଣାର୍କ : ପୁରାଣ ପ୍ରସିଦ୍ଧ ଚନ୍ଦ୍ରଭାଗା ଠାରେ ପବିତ୍ର କାର୍ତ୍ତିକ ମାସ ଅବସରରେ ଚନ୍ଦ୍ରଭାଗା ବଜାର କମିଟି ଆନୁକୂଲ୍ୟରେ ପବିତ୍ର ଵୋଇତ ବନ୍ଦାଣ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଗୁରୁବାର ସଂଧ୍ୟାରେ ଶୋଭନୀୟ…
Read More...

ଘରପୋଡି ; ଲକ୍ଷ୍ୟାଧିକ ଟଙ୍କାର ସମ୍ପତି ନଷ୍ଟ

କାଶୀପୁର : ରାୟଗଡା ଜିଲ୍ଲା କାଶୀପୁର ବ୍ଲକରେ ଗୁରୁବାର ସିମାଦ୍ରୀ ଗୈଡଙ୍କ ଘରେ ନିଆ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଛି। ମିଳିଥିବା ସୂଚନା ଅନୁଯାଇ ଘରର ସମସ୍ତ ଲୋକେ ମନ୍ଦିରକୁ ଯାଇଥିବା ସମୟରେ କୈଣସି…
Read More...

ଅମୃତସର ବିସ୍ଫୋରଣ  ଅଭିଯୁକ୍ତକୁ ୫ ଦିନ ରିମାଣ୍ଡରେ ନେଲା ପଞ୍ଜାବ ପୁଲିସ

ଅମୃତସର .- ପଞ୍ଜାବର ଅମୃତସର ନିରାଙ୍କାରୀ ଭବନ ଉପରେ ଗ୍ରିନେଡ୍‌ ବିସ୍ଫୋରଣ କରିବା ଘଟଣାରେ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ହୋଇଥିବା ଅଭିଯୁକ୍ତର ନାମ ବିକ୍ରମଜିତ୍‌ ସିଂ । ବ୍ରିକମ ଜିତ୍‌ ସିଂ ସହ…
Read More...

ବିଗବସରେ ନିଜ ମାଡ ଖାଇବା ଘଟଣା ବଖାଣିଲେ ଶ୍ରୀସନ୍ତ

ମୁମ୍ବଇ : ବିବାଦୀୟ ଏବଂ ଲୋକପ୍ରିୟ ରିଆଲିଟି ସୋ ବିଗବିସ୍‍-୧୨ ନିଜର ୧୦ ନମ୍ବର ସପ୍ତାହରେ ପହଞ୍ଚିଛି। ଫାଇନାଲ ଯେତେ ପାଖେଇ ଆସୁଛି ଘରେ ଥିବା ସମସ୍ତ ପ୍ରତିଯୋଗୀ ସେତେ ଆକ୍ରମଣାତ୍ମକ ହେଉଥିବା ଦେଖିବାକୁ ମିଳିଛି।…
Read More...

କ୍ୟାଶ୍‌ ଭ୍ୟାନର ସୁରକ୍ଷା କର୍ମୀଙ୍କୁ ଗୁଳି କରି ୫୨ ଲକ୍ଷ ଟଙ୍କା ଲୁଟ୍‌

ମୁଜାଫରପୁର . -  ବିହାରର ମୁଜାଫରପୁରରେ   ଦୁର୍ବୃତ୍ତମାନେ ଏକ କ୍ୟାଶ୍‌ ଭ୍ୟାନରୁ ୫୨ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ଏକ ଧଳା ରଙ୍ଗର ଏସ୍‌ୟୁଭି ଗାଡିରେ ୫ ଜଣ ଅପରାଧି ଆସି ଏକ କ୍ୟାଶ୍‌ ଭ୍ୟାନକୁ ରୋକିଥିଲେ । ସେମାନେ…
Read More...

ମଧ୍ୟପ୍ରଦେଶରେ ବସ୍‌ ଓ ସ୍କୁଲ ଭ୍ୟାନ ମୁହାଁ ମୁହିଁ ଧକ୍କା, ୭ ଜଣ ଛୋଟପିଲାଙ୍କ ସହ ଡ୍ରାଇଭର ମୃତ

ଭୋପାଳ . – ମଧ୍ୟପ୍ରଦେଶର  ସାତନା ଜିଲାରେ ଏକ ସ୍କୁଲ ଭ୍ୟାନ ଓ ବସ୍‌ ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବାରୁ ୭ ଜଣ ଛୋଟ ପିଲାଙ୍କ ସହ ଭ୍ୟାନ ଡ୍ରାଇଭରର ମୃତ୍ୟୁ ହୋଇଛି ।  ସତନା ଜିଲାର ବୀରସିଂହପୁରରେ ଥିବା ଲକି…
Read More...

ନେପାଳର ଗ୍ଲୋବାଲ ଏ ରପ୍ରି ନ୍ୟୁୟରସ ଫୋରମରେ ଭାରତ ପକ୍ଷରୁ ପ୍ରତିନିଧିତ୍ବ କରିବେ ଓଡ଼ିଆ ପୁଅ ସୁନିଲ

କୋଣାର୍କ : ଆସନ୍ତା ଡିସେମ୍ବର ୫ତାରିଖ ରୁ ୯ତାରିଖ ପର୍ୟ୍ୟନ୍ତ ଆନ୍ତର୍ଜାତିକ ଯୁବ ସୋସାଇଟି ଓ କାଠମାଣ୍ଡୁର ଆୟୋଜିତ ହେବାକୁ ଯାଉଛି।ଏହି ଗ୍ଲୋବାଲ ଏ ରପ୍ରିନ୍ୟୁୟରସରେ ଭାରତରୁ ପ୍ରତିନିଧିତ୍ବ କରିଵେ କୋଣାର୍କ ଥାନା…
Read More...

ଭାରତରେ ଲଞ୍ଚ ହେଲା ଆପାଚି ‘ଆରଟିଆର-୧୮୦’ର ନୂଆ ମଡେଲ ବାଇକ

ନୂଆଦିଲ୍ଲୀ : ଅଗ୍ରଣୀ ଅଟୋମୋବାଇଲ କମ୍ପାନୀ ‘ଟିଭିଏସ୍‍’ ଆପାଚି ‘ଆରଟିଆର ୧୮୦-୨୦୧୯’ ନୂଆ ମଡେଲ ଭାରତରେ ବଜାର ପ୍ରବେଶ କରାଇଛି। ଏହି ବାଇକରେ ଏବିଏସ୍‍ ଏବଂ ନନ୍‍-ଏବିଏସ୍‍ ନାମକ ଦୁଇଟି ମଡେଲ ରହିଛି। ନନ୍‍-ଏବିଏସ୍‍…
Read More...

ଘର ଝାଡିବା ସମୟରେ ମିଳିଲା ୧୨.୮ କୋଟି ଟଙ୍କାର ଲଟେରୀ ଟିକେଟ

ନ୍ୟୁୟର୍କ .- ଭ୍ୟାଗ ଦେବୀ କେତେବେଳେ କାହାକୁ କେମିତି ପ୍ରସନ୍ନ ହୁଅନ୍ତି ତାହା କହି ହେବନି । କଥାରେ ଅଛି  ଉପରବାଲା ଯେତେବେଳେ ଦିଅନ୍ତି ଛପର  ଫାଡିକି ଦିଅନ୍ତି । ଏପରି ଏକ ଘଟଣା ଆମେରିକାରେ ଘଟିଛି ।  ହାରୋଲ୍ଡ ଓ…
Read More...

ଭଗବାନ୍‍! ମୁଁ ବଞ୍ଚିବାକୁ ଚାହେଁ

ପୋର୍ଟବ୍ଲେୟାର: ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ନିଷିଦ୍ଧ ଇଲାକାକୁ ଯାଇ ଆଦିମ ଅଧିବାସୀଙ୍କ ତୀର ମାଡ଼ରେ ମୃତ୍ୟୁବରଣ କରିଥିବା ଆମେରିକୀୟ ପର୍ଯ୍ୟଟକ ଜନ୍‍ ଆଲେନ୍‍ ଚାଉଙ୍କ କିଛି ହାତଲେଖା ହସ୍ତଗତ ହୋଇଛି। ମୃତ୍ୟୁ…
Read More...

ବିମାନ ବନ୍ଦରରେ ଉଡ଼ାଜାହାଜ ପଛରେ ଦୌଡ଼ିଲେ ମହିଳା

ନୂଆଦିଲ୍ଲୀ: ଇଣ୍ଡୋନେସିଆ ବିମାନବନ୍ଦରରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଲା ଯାହା ଆଜି ପର୍ଯ୍ୟନ୍ତ ଅନ୍ୟ କୌଣସି ବିମାନ ବନ୍ଦରରେ ଘଟି ନଥିଲା। ସାମାନ୍ୟ ବିଳମ୍ବ ପାଇଁ ବିମାନରେ ଚଢି ନପାରି ଜଣେ ମହିଳାଙ୍କୁ ବିମାନ…
Read More...

ଭାରତରେ ଟ୍ୟୁଟୋରିଆଲ୍‍ କ୍ଳାସ୍‍ ପ୍ରତି ଆଗ୍ରହ ଅଧିକ

ନୂଆଦିଲ୍ଲୀ: ଅନ୍ୟ ଦେଶ ତୁଳନାରେ ଭାରତୀୟ ଛାତ୍ରଛାତ୍ରୀମାନେ ସର୍ବାଧିକ ଟ୍ୟୁଟୋରିଆଲ୍‍ କ୍ଳାସ୍‍ ପ୍ରତି ଆଗ୍ରହ ପ୍ରଦର୍ଶନ କରନ୍ତି। ୭୪% ଭାରତୀୟ ଛାତ୍ରଛାତ୍ରୀ ଗଣିତ ପାଇଁ ଅତିରିକ୍ତ ଶ୍ରେଣୀ ଆବଶ୍ୟକ କରୁଥିବା ବେଳେ…
Read More...

ଜାଣନ୍ତୁ, ଝିଅମାନଙ୍କୁ ଟେଡି ଖୁବ୍ ପସନ୍ଦ କାହିଁକି

ସାଧାରଣତଃ ଝିଅମାନଙ୍କୁ ଟେଡି ଅଧିକ ପସନ୍ଦ। ପ୍ରତ୍ୟେକ ବର୍ଷ ଫେବୃଆରୀ ମାସ ୧୦ତାରିଖ ଦିନ ଟେଡି ଦିବସ ପାଳନ କରାଯାଇଥାଏ। ଝିଅମାନେ ହୁଅନ୍ତୁ କି ପୁଅ ସମସ୍ତେ ସମସ୍ତଙ୍କୁ ଟେଡି ଦେଇଥାଆନ୍ତି। ଝିଅମାନେ ଟେଡିକୁ ନିଜ…
Read More...

ପାକିସ୍ତାନ ଲିଙ୍କକୁ ନେଇ ଟ୍ୱିଟ୍‌ ଯୁଦ୍ଧ: ଓମରଙ୍କ ପ୍ରତିକ୍ରିୟା ପରେ ମନ୍ତବ୍ୟ ଫେରାଇନେଲେ ମାଧବ

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ ବିଧାନସଭା ଭାଙ୍ଗିବା ପରେ ରାଜନୈତିକ ଚଳଚଞ୍ଚଳତା ବୃଦ୍ଧି ପାଇଛି। ଗୁରୁବାର ପୂର୍ବାହ୍ନରେ ଜମ୍ମୁ-କାଶ୍ମୀର କଂଗ୍ରେସ, ପିଡିପି ଓ ଏନସି ମେଣ୍ଟକୁ ନେଇ ସୀମା ଅପରପାର୍ଶ୍ବରୁ ଆସିଛି…
Read More...

ଅଯୋଧ୍ୟାକୁ ଯାଉଛନ୍ତି ଶିବସୈନିକ: ଆରମ୍ଭ ହେଲା ଭୂମି ପୂଜା

ନୂଆଦିଲ୍ଲୀ: ରାମ ମନ୍ଦିର ନିର୍ମାଣ ପାଇଁ ଶିବ ସେନା ମୁଖ୍ୟ ଉଦ୍ଧବ ଠାକରେ "ଅଯୋଧ୍ୟା ଚାଲ' ଡାକରା ଦେଇଛନ୍ତି। ଶିବସେନାର ଡାକରାରେ ଶହଶହ ଶିବ ସୈିନିକ ଆଜି ଅଯୋଧ୍ୟାରେ ପହଞ୍ଚିଛନ୍ତି। ଆଉ ଅଳ୍ପ ସମୟ ମଧ୍ୟରେ ଶିବ ସେନା…
Read More...

୮୮ ହଜାର ପାଉଣ୍ଡ ଦେବାକୁ ମାଲ୍ୟାଙ୍କୁ ନିର୍ଦେଶ

ଲଣ୍ଡନ: ସ୍ୱିଜରଲ୍ୟାଣ୍ଡର ବ୍ୟାଙ୍କ ୟୁଏସ୍‍ବିକୁ ୮୮ ହଜାର ପାଉଣ୍ଡ ଦେବାକୁ ଲଣ୍ଡନ ହାଇକୋର୍ଟ ବିଜୟ ମାଲ୍ୟାଙ୍କୁ ନିର୍ଦେଶ ଦେଇଛନ୍ତି। ଲଣ୍ଡନର ବେକର ଷ୍ଟ୍ରିଟ୍‍ ହାଉସ୍‍ରେ ଥିବା ଏକ ବଙ୍ଗଳାର ମାଲିକାନା ପ୍ରସଙ୍ଗରେ…
Read More...

ସୀମା ଅପରପାର୍ଶ୍ବରୁ ଆସିଛି ନିର୍ଦେଶ; ତେଣୁ ମେଣ୍ଟ କରୁଛନ୍ତି କଂଗ୍ରେସ+ଏନସି+ପିଡିପି:ରାମ ମାଧବ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ କଂଗ୍ରେସ, ନ୍ୟାସନାଲ କନଫରେନ୍ସ ଓ ପିଡିପି ମେଣ୍ଟରେ ସରକାର ଗଠନ ଉଦ୍ୟମ ଆରମ୍ଭ ହେବାର କିଛି ଘଣ୍ଟା ମଧ୍ୟରେ ଫସର ଫାଟିଛି। ସାଧାରଣ ନିର୍ବାଚନ ପୂର୍ବରୁ ଜମ୍ମୁରେ ମେଣ୍ଟ ରାଜନୀତି…
Read More...

ଚାକିରି ନପାଇ ଟ୍ରେନ ଆଗରେ ଡେଇଁଲେ ୪ଯୁବକ:୩ମୃତ

ନୂଆଦିଲ୍ଲୀ: ବେରୋଜଗାରୀର ପରିଣାମ କେତେ ଭୟାଭୟ ଏହାର ଜ୍ୱଳନ୍ତ ଉଦାହରଣ ରାଜସ୍ଥାନରେ ଦେଖିବାକୁ ମିଳିଛି। ଚାକିରି ନପାଇ ୪ଜଣ ଯୁବକ ଚଳନ୍ତା ଟ୍ରେନ ସମ୍ମୁଖରେ ଡିଆଁ ମାରି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଏଥିରେ ୩ଜଣ…
Read More...

ସଚ୍ଚିନ୍‍ ଓ ବିନ୍ନିଙ୍କୁ ଆଇଟି ନୋଟିସ

ନୂଆଦିଲ୍ଲୀ: ଫ୍ଲିପ୍‍କାର୍ଟର ପୂର୍ବର୍ତନ ପ୍ରତିଷ୍ଠାତା ସଦସ୍ୟ ସଚ୍ଚିନ ବଂଶଲ୍‍ ଓ ବିନ୍ନି ବଂଶଲଙ୍କୁ ଆୟକର ବିଭାଗ ପକ୍ଷରୁ ନୋଟିସ୍‍ ଜାରି କରାଯାଇଛି। ଫ୍ଲିପ୍‍କାର୍ଟର ଅଂଶଧନ ୱାଲମାର୍ଟ ଇଣ୍ଟରନ୍ୟାସ୍‍ନାଲ୍‍କୁ…
Read More...

ଲକ୍ଷ୍ମୀନୃସିଂହ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ

ପୁରୀ : ଆଜି ହେଉଛି କାର୍ତ୍ତିକ ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ଓ ପବିତ୍ର ପଞ୍ଚୁକର ଚତୁର୍ଥ ଦିନ। ଆଉ ଦିନକ ପରେ ପଞ୍ଚୁକ ଶେଷ ହେବ। ପଞ୍ଚୁକର ଚତୁର୍ଥ ଦିନରେ ମହାପ୍ରଭୁ ଭକ୍ତମାନଙ୍କୁ ଲକ୍ଷ୍ମୀନୃସିଂହ ବେଶ ବା ଡାଲିକିଆ…
Read More...

ବେଙ୍ଗାଲୁରୁରେ ଦରମା ହାର ସର୍ବାଧିକ

ବେଙ୍ଗାଲୁରୁ: ଦେଶର ଅନ୍ୟାନ୍ୟ ସହର ମଧ୍ୟରେ ବେଙ୍ଗାଲୁରୁରେ ପେସାଦାରଙ୍କୁ ସବୁଠାରୁ ଅଧିକ ଦରମା ମିଳୁଛି। ତା ପଛକୁ ପଛ ମୁମ୍ବଇ ଓ ଦିଲ୍ଲୀ ରହିଛନ୍ତି। ବେଙ୍ଗାଲୁରୁରେ ବର୍ଷକୁ ହାରାହାରି ୧୨ ଲକ୍ଷ ଟଙ୍କା ମିଳୁଥିବା…
Read More...

ଶରୀର ପାଇଁ ଲାଭଦାୟକ ପାଳଙ୍ଗ

ପନିପରିବା ମଧ୍ୟରେ ପାଳଙ୍ଗକୁ ମୁଖ୍ୟ ଭାବେ ଶାଗ ରୂପେ ବ୍ୟବହାର କରାଯାଇଥାଏ। ପାଳଙ୍ଗକୁ ଆପଣ କଞ୍ଚା ଖାଇବା ସହ ତରକାରୀ ଓ ସାଲାଡରେ ମଧ୍ୟ ବ୍ୟବହାର କରିପାରିବେ। ପାଳଙ୍ଗରେ ଭିଟାମିନ ଏ, ଭିଟାମିନ ସି , ଭିଟାମିନ କେ,…
Read More...

ଅବୈଧ ଦେଶାଟନକାରୀଙ୍କୁ ତଡ଼ିବା ଆବଶ୍ୟକ: ରାୱତ

ନୂଆଦିଲ୍ଲୀ: ଅବୈଧ ଭାବରେ ଭାରତରେ ରହି ଆସୁଥିବା ବିଦେଶୀଙ୍କୁ ତଡ଼ି ଦେବା ଉଚିତ ବୋଲି କହିଛନ୍ତି ସେନାଧ୍ୟକ୍ଷ ଜେନେରାଲ୍‍ ବିପିନ ରାୱତ୍‍। ଆସାମରେ ଜାତୀୟ ନାଗରିକ ପଞ୍ଜିକା ଚୂଡ଼ାନ୍ତ ହେବାକୁ ଥିବା ବେଳେ ଜେନେରାଲ୍‍…
Read More...

ବିଭିନ୍ନ ରୋଗରୁ ମୁକ୍ତି ଦେଇଥାଏ ମାଟି

ସମସ୍ତ ବ୍ୟକ୍ତିଙ୍କ ମଧ୍ୟରେ ଯେକୌଣସି ସ୍ବାସ୍ଥ୍ୟଗତ ସମସ୍ୟା ରହିଥାଏ। ସେହି ସମସ୍ୟାରୁ ରକ୍ଷା ପାଇବା ପାଇଁ ସର୍ବଦା ଡାକ୍ତରଙ୍କ ପାଖକୁ ଯିବା ସମ୍ଭବପର ହୋଇ ନଥାଏ। ମୁହଁ ଓ ଚର୍ମ ସମ୍ବନ୍ଧୀୟ ସମସ୍ୟା, ମୁଣ୍ଡବିନ୍ଧା…
Read More...

କ୍ରୋଧର ପରିଣତି

ଋଷି ପ୍ରଚେତା ଥିଲେ ଜଣେ ଉଚ୍ଚକୋଟୀର ସାଧକ ଏବଂ ତପସ୍ବୀ। ଜ୍ଞାନ ତପସ୍ବୀ ଭାବରେ ମଧ୍ୟ ତାଙ୍କର ବିଶେଷ ଖ୍ୟାତିଥିଲା। ଅଥର୍ବବେଦୀୟ ଉପାସନା ପଦ୍ଧତିରେ ତାଙ୍କର ଗଭୀର ଜ୍ଞାନ ଥିଲା। ମନ୍ତ୍ର ବିଜ୍ଞାନର ଗହନ ଅନୁସନ୍ଧାନରେ…
Read More...

ବେଗରୁ ବିପତ୍ତି

ସପ୍ତାହକ ପରେ ପୁଣି ଏକ ସଡ଼କ ଦୁର୍ଘଟଣା ଲିଭାଇଛି ରାଜ୍ୟର ୧୦ ଅମୂଲ୍ୟ ଜୀବନ। ଚିକିତ୍ସାଧୀନ ଅଛନ୍ତି ୫୨ରୁ ଅଧିକ ଯାତ୍ରୀ ଏବଂ ୪ ଜଣଙ୍କ ଅବସ୍ଥା ଏବେ ବି ସଂକଟାପନ୍ନ। ମଙ୍ଗଳବାର ତାଳଚେରରୁ ବାହାରି ଭୁବନେଶ୍ବର ଯାଉଥିବା…
Read More...

ବିଜେପି ବିଧାୟକ ଦେଶର ସବୁଠାରୁ ବିତ୍ତଶାଳୀ ନିର୍ମାତା

ମୁମ୍ବଇ: ମାଲାବାର ହିଲ୍‍ରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବିଜେପି ନେତା ମଙ୍ଗଳ ପ୍ରଭାତ ଲୋଧା ଦେଶର ସବୁଠାରୁ ବିତ୍ତଶାଳୀ ବିଲ୍ଡରର ମାନ୍ୟତା ପାଇଛନ୍ତି। ଜି ଏଚ୍‍ ଇଣ୍ଡିଆ ରିଏଲ୍‍ ଇଷ୍ଟେଟ୍‍ ରିଚ୍‍ ଲିଷ୍ଟ ୨୦୧୮…
Read More...

ପ୍ରେମରେ ନାହିଁ ପ୍ରତିହିଂସା

ପୀତାମ୍ବର ରାଉତ କାକଟପୁରରୁ କଟକ ରାସ୍ତାରେ ଉଦୟନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ ପାଖେ ହଠାତ୍‍ ବସ୍‍ ଅଟକିଗଲା। +୩ ପଢୁଥିବା ଝିଅଟି ଡ୍ରେସ୍‍କୋଡରେ ଥାଇ ଦିନ ଦ୍ୱିପ୍ରହରରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମରଣ ସହ…
Read More...

ବାମ- ମଧ୍ୟ- ଦକ୍ଷିଣ

ପ୍ରଫୁଲ୍ଲ କୁମାର ଚାଉଳିଆ ଏବେ ନିକଟରେ ୨୦୧୯ ଏପ୍ରିଲ-ମେ ମାସରେ ଭାରତରେ ତଥା ଆମ ରାଜ୍ୟରେ ସାଧାରଣ ନିର୍ବାଚନ ହେବ। ଏବେଠାରୁ ଦଳୀୟ ପ୍ରାର୍ଥୀ ହେବାପାଇଁ ପ୍ର‌େ‌ତ୍ୟକ ନିର୍ବାଚନ ମଣ୍ଡଳୀରେ ପ୍ରତିଯୋଗିତା ଚାଲିଛି।…
Read More...

ପ୍ରଭୁ ହନୁମାନଙ୍କ ପଞ୍ଚମୁଖୀ ରୂପର ରହସ୍ୟ

ଆପଣ ପ୍ରଭୁ ହନୁମାନଙ୍କ ପଞ୍ଚମୁଖୀ ରୂପ ସମ୍ବନ୍ଧରେ ଜାଣିଥିବେ। ଏହାସହ ପ୍ରଭୁ ହନୁମାନଙ୍କର ସେହି ରୂପରେ ଅନେକ ପ୍ରତିମା ଓ ଫଟୋ ଦେଖିଥିବେ। ହନୁମାନ ପଞ୍ଚମୁଖୀ ରୂପ ଧାରଣ କରିବାର କାରଣ ଅନେକଙ୍କୁ ଜଣା ନଥାଏ। ରାମାୟଣରେ…
Read More...

ଚନ୍ଦ୍ରବାବୁ ନାଇଡ଼ୁଙ୍କ ପରିବାର ସମ୍ପତ୍ତି ବର୍ଷକରେ ବଢ଼ିଛି ୧୨ କୋଟି

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‍ ଚନ୍ଦ୍ରବାବୁ ନାଇଡ଼ୁଙ୍କ ପରିବାରର ମୋଟ ସମ୍ପତ୍ତି ପରିମାଣ ଗତ ବର୍ଷକରେ ବଢ଼ିଛି ୧୨.୫ କୋଟି ଟଙ୍କା। ଚନ୍ଦ୍ରବାବୁ ଘୋଷଣା କରିଥିବା ବାର୍ଷିକ ସମ୍ପତ୍ତି ତାଲିକାରୁ ଏହା…
Read More...

ଟ୍ରେନ ଧକ୍କାରେ ହାତୀ ମୃତ୍ୟୁ ଘଟଣା; ଡ୍ରାଇଭର ନାମରେ ମାମଲା ରୁଜୁ

କେନ୍ଦୁଝର : କେନ୍ଦୁଝର ଟ୍ରେନ ଧକ୍କାରେ ହାତୀ ମୃତ୍ୟୁ ଘଟଣାରେ ଡ୍ରାଇଭର ନାମରେ ମାମଲା ରୁଜୁ କରାଯାଇଛି। ବନ ବିଭାଗ ଡ୍ରାଇଭର ନାମରେ ମାମଲା ରୁଜୁ କରିଛି। ସୂଚନାଯୋଗ୍ୟ ଯେ, ବୁଧବାର ବିଳମ୍ବିତ ରାତିର କେନ୍ଦୁଝର…
Read More...

ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ବାଦଲ ଆହତ

ଅନୁଗୁଳ : ଅନୁଗୁଳ ଜିଲାରେ ପୁଣି ଏନକାଉଣ୍ଟର ହୋଇଛି। ୭୨ଘଣ୍ଟା ପରେ ତାଳଚେର ସଦର ଥାନା ପୁଲିସ ଏନକାଉଣ୍ଟର କରିଛି। ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ବାଦଲ ରାଉତ (୩୮) ଆହତ ହୋଇଛି। ତାର ଡାହାଣ ଜଙ୍ଘରେ ଗୁଳି…
Read More...

ବିଜେପି ମନ୍ତ୍ରୀଙ୍କ ଇଭିଏମ୍‍ ପୂଜା

ରାୟପୁର: ଛତିଶଗଡ଼ ବିଧାନସଭା ନିର୍ବାଚନର ଦି୍ୱତୀୟ ପର୍ଯ୍ୟାୟ ମତଦାନରେ ଜଣେ ବିଜେପି ମନ୍ତ୍ରୀଙ୍କ ଇଭିଏମ ପୂଜା ବେଶ୍‍ ଚର୍ଚ୍ଚାର କେନ୍ଦ୍ର ପାଲଟିଛି। ମଙ୍ଗଳବାର ମତଦାନ ସମୟରେ ବିଜେପି ମନ୍ତ୍ରୀଙ୍କ ଇଭିଏମ ପୂଜାର୍ଚ୍ଚନା…
Read More...

କେତେ ସମ୍ପତ୍ତିର ଅଧିକାରୀ ଆରବିଆଇ?

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ପାଖରେ ଥିବା ପ୍ରାୟ ୯.୫୯ ଲକ୍ଷ ଟଙ୍କାର ନଗଦ ରାଶିରୁ କେନ୍ଦ୍ର ସରକାର ଭାଗ ମାଗିବା ପରେ ବିବାଦ ଉପୁଜିଛି। ଏହାର ପ୍ରଭାବ ଦେଶର ଅର୍ଥନୀତି ଓ ରାଜନୀତି ଉପରେ ପଡ଼ିଛି। ଏହି…
Read More...

ମହାନଦୀ ପୋଲରୁ ବସ ଖସିବା ଘଟଣା : ଡ୍ରାଇଭର ନାମରେ ମାମଲା ରୁଜୁ

କଟକ : ମହାନଦୀ ପୋଲରୁ ବସ ଖସିବା ଘଟଣାରେ ଡ୍ରାଇଭର ନାମରେ ମାମଲା ରୁଜୁ କରାଯାଇଛି। ପୁଲିସ ନିଜ ଆଡୁ ମାମଲା ରୁଜୁ କରିଛି। ଡ୍ରାଇଭରଙ୍କ ନାମ ଖଗେଶ୍ବର ମୁଦୁଲି। ତାଙ୍କ ଅବସ୍ଥା ଗୁରୁତର ରହିଥିବାରୁ ତାଙ୍କୁ କଟକ ବଡ…
Read More...

ବିଶ୍ୱର ସବୁଠାରୁ ନିର୍ମଳ ସହର

ନୂଆଦିଲ୍ଲୀ: ଭାରତରେ ପ୍ରଦୂଷଣ ମାତ୍ରା କ୍ରମଶଃ ବଢିବାରେ ଲାଗିଛି। ସମ୍ପ୍ରତି ନୂଆଦିଲ୍ଲୀଠାରୁ କଲକାତା ଅଧିକ ପ୍ରଦୂଷିତ ବୋଲି ପ୍ରମାଣିତ ହୋଇଥିଲେ ମଧ୍ୟ ଦିଲ୍ଲୀର ପ୍ରଦୂଷଣ ମାତ୍ରା କ୍ରମଶଃ ବଢିବାରେ ଲାଗିଛି। ବିଶ୍ୱର…
Read More...

ପୋଲରେ ପିଟି ହୋଇ ଦୁଇ ମୃତ

ବଣେଇ : ପୋଲରେ ପିଟି ହୋଇ ଦୁଇ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି। ବଣେଇ ଉପଖଣ୍ଡ ଟିକାୟତପାଲି ଥାନା ଅନ୍ତର୍ଗତ ଭାଲୁପାଣି ଠାରେ ଏହି ଦୁର୍ଘଟଣା ଘଟିଛି। ଉଭୟ ଗୋଟିଏ ବାଇକରେ ଯାଉଥିବା ବେଳେ ପୋଲରେ ପିଟି ହୋଇଯାଇଥିଲେ।…
Read More...

ସଡକ ଦୁର୍ଘଟଣାରେ ଜଣେ ମୃତ, ଦୁଇ ଗୁରୁତର

ଜଗତସିଂହପୁର : ସଡକ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ଏହି ଘଟଣା ଜଗତସିଂହପୁର ଜିଲା ୪ ପୋଲିଆ ନିକଟରେ ଘଟିଛି। ଏକ ସ୍କୁଟି-ସ୍କର୍ପିଓ ମୁହାଁମୁହିଁ ଧକ୍କା ହେବା ଫଳରେ…
Read More...

ସତ୍ୟ ନାରାୟଣ ସାହିତ୍ୟ ସଂସଦ ପକ୍ଷରୁ ଜହ୍ନରାତିର କବିତା ଆସର

କୋଣାର୍କ : କାକଟପୁର ବ୍ଲକ ଅଧିନସ୍ଥ କୁରୁଜଂଗ ଗ୍ରାମ ପଞ୍ଚାୟତର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ସତ୍ୟ ନାରାୟଣ ସାହିତ୍ୟ ସଂସଦ, ଵାମରା ଆନୁକୂଲ୍ୟରେ ସାରସ୍ବତ ସ୍ରଷ୍ଟା ତଥା ସାହିତ୍ୟାନୁରାଗୀ ଲେଖକ, ଶିକ୍ଷାବିତ୍…
Read More...

ଜମ୍ମୁରେ କଂଗ୍ରେସ,ଏନସି ଓ ପିଡିପି ମେଣ୍ଟ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ଚାଲିଥିବା ରାଜ୍ୟପାଳ ଶାସନର ଜବନିକା ଖୁବ୍‍ ଶୀଘ୍ର ପଡ଼ିବାକୁ ଯାଉଛି। ରାଜ୍ୟରେ କଂଗ୍ରେସ, ନ୍ୟାସନାଲ କନଫରେନ୍ସ ଓ ପିଡିପି ମେଣ୍ଟ କରି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିବାର…
Read More...

ମଦ ପିଇ ଦୁଇ ମହିଳାଙ୍କ ମୃତ୍ୟୁ ଅଭିଯୋଗ

ଅନୁଗୁଳ : ଅନୁଗୁଳ ଜିଲା ବନ୍ତଳା ଥାନା ଚନ୍ଦନପୁର ଅଞ୍ଚଳରେ ମଦ ପିଇ ଦୁଇ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ ମହିଳା ହେଲେ ସୁନ୍ଦରଗଡ଼ର ବିମଳା ନାୟକ ଓ  ବୁଦୁନି ନାୟକ। ଉଭୟ ବନ୍ତଳା ଥାନା ପୁରୁଣାଗଡ଼…
Read More...

ମହିଳାଙ୍କର କ୍ଷତବିକ୍ଷତ ମୃତଦେହ ଉଦ୍ଧାର

ବଣେଇ : ବଣେଇ ଉପଖଣ୍ଡ ଲହୁଣିପଡା ଥାନା ଅନ୍ତର୍ଗତ ଏନଏଚ ୧୪୩ ଦର୍ଜୀଙ୍ଗ ଆମରୁଡି ପୋଲ ନିକଟରେ ଜଣେ ମହିଳାଙ୍କର କ୍ଷତବିକ୍ଷତ ମୃତଦେହ ପଡିଥିବାର ଦେଖିବାକୁ ମିଳିଛି। ଲହୁଣିପଡା ଥାନା ପୁଲିସ ଖବର ପାଇ ଘଟଣାସ୍ଥଳରେ…
Read More...

ମଧ୍ୟପ୍ରଦେଶ ନିର୍ବାଚନ: ସଟ୍ଟାବଜାରରେ କଂଗ୍ରେସ ଭାଉ ବଢ଼ୁଛି

ଭୋପାଳ: ମଧ୍ୟପ୍ରଦେଶ ନିର୍ବାଚନରେ ବିଜେପିକୁ କଡ଼ା ଟକ୍କର ଦେଉଛି କଂଗ୍ରେସ। ସେଠାରେ କିଏ ସରକାର ଗଢ଼ିବ ତାହା ପ୍ରାକ ନିର୍ବାଚନୀ ଆକଳନରୁ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କିନ୍ତୁ ସଟ୍ଟା ବଜାର ନିର୍ବାଚନ ଫଳାଫଳକୁ ନେଇ…
Read More...

ସୋରଡାରେ ମହମ୍ମଦ ଜୟନ୍ତୀ ପାଳିତ

ସୋରଡା : ଗଞ୍ଜାମ ଜିଲା ସୋରଡା ସହରରେ ରହୁଥିବା ମୁସଲିମ୍ ସମ୍ପ୍ରଦାୟ ଦ୍ୱାରା ମହମ୍ମଦ ଜୟନ୍ତୀ ଧୁମଧାମରେ ପାଳିତ ହୋଇଛି। ମୁସଲମାନ ଭାଇମାନେ ପ୍ରଥମେ ସୋରଡା ସହର ପରିକ୍ରମା କରିଥିଲେ। ପରେ ମସଜିଦରେ ପହଞ୍ଚି ସମୂହ ନମାଜ…
Read More...

କଟକ ବଡ ମେଡିକାଲର ହେମାଟୋଲୋଜି ବିଭାଗରେ ଅଗ୍ନିକାଣ୍ଡ

କଟକ : କଟକ ବଡ ମେଡିକାଲର ହେମାଟୋଲୋଜି ବିଭାଗରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ କୌଣସି ରୋଗୀ କିମ୍ବା ତାଙ୍କ ସମ୍ପର୍କୀୟଙ୍କର କ୍ଷତି ହୋଇ ନାହିଁ। ନିଆଁ ଲାଗିବା ଯୋଗୁଁ ରୋଗୀମାନେ ୱାର୍ଡ ଛାଡି ପଳାଇ…
Read More...

ପ୍ରେମିକ ମାଂସରେ ବିରିୟାନୀ ରାନ୍ଧିଲେ ପ୍ରେମିକା

ନୂଆଦିଲ୍ଲୀ: ଆରବ ଦେଶରେ ଜଣେ ପ୍ରେମିକାର ଜଘନ୍ୟ ହତ୍ୟାକାଣ୍ଡ ସମ୍ପୃକ୍ତ ଦେଶରେ ଚହଳ ସୃଷ୍ଟି କରିଛି। ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିବାକୁ ଇଚ୍ଛୁକ ପ୍ରେମିକଙ୍କୁ ହତ୍ୟା କରିବା ସହ ତାଙ୍କ ମାଂସରେ ବିରିୟାନୀ ରାନ୍ଧି…
Read More...

ପଞ୍ଜାବରେ ଆତଙ୍କବାଦ

ଶିଖ୍‌ମାନଙ୍କ ପ୍ରମୁଖ ଧାର୍ମିକ ସହର ପଞ୍ଜାବର ଅମୃତସରଠାରୁ ଦଶ କିଲୋମିଟର ଦୂର ଏକ ଗ୍ରାମସ୍ଥିତ ନିରଙ୍କାରୀ ଭବନ ଉପରେ ହୋଇଥିବା ଆକ୍ରମଣ ପଞ୍ଜାବରେ ଆତଙ୍କବାଦର ପ୍ରତ୍ୟାବର୍ତ୍ତନ ବୋଲି କୁହାଯାଉଛି। ପୂର୍ବରୁ ଦୀର୍ଘକାଳ…
Read More...

ପୁନଶ୍ଚ ସଂରକ୍ଷଣ

ଭାରତବର୍ଷରେ ସଂରକ୍ଷଣ ସର୍ବଦା ଏକ ଚର୍ଚିତ ଓ ବିବାଦୀୟ ବିଷୟ। କୌଣସି ନା କୌଣସି ରାଜ୍ୟରେ ଏହାକୁ ନେଇ ବାରମ୍ବାର ଆନ୍ଦୋଳନ ଚାଲୁଥିବା ଦେଖାଯାଏ। ନିକଟରେ ମହାରାଷ୍ଟ୍ରରେ ମରାଠା ସମ୍ପ୍ରଦାୟ ଦୀର୍ଘକାଳ ଧରି ଆନ୍ଦୋଳନ…
Read More...

ଆଇନ୍‌ଷ୍ଟାଇନଙ୍କ ବୈଠକଖାନାରେ ଗାନ୍ଧିଜୀ

କିଶୋର କୁମାର ସାହୁ ନିଜର ଅସାମାନ୍ୟ ‘ଧୀ’ ଶକ୍ତି, ବହୁ କ୍ରାନ୍ତିକାରୀ ବୈଜ୍ଞାନିକ ସିଦ୍ଧାନ୍ତ ଓ ଅନୁସନ୍ଧିତ୍ସୁ ଦୃଷ୍ଟିକୋଣରେ ସାରା ବିଶ୍ବକୁ ଚମତ୍କୃତ କରିଥିବା ମହାନ ବୈଜ୍ଞାନିକ ଆଲବର୍ଟ ଆଇନ୍‌ଷ୍ଟାଇନ୍‌ଙ୍କ…
Read More...

ସାଧବ, ଗିର୍‌ମିଟିଆ ଓ ପ୍ରବାସୀ ଭାରତୀୟ

ବିପିନ ବିହାରୀ ମିଶ୍ର ଶହଶହ ବର୍ଷ ପୂର୍ବେ କଳିଙ୍ଗ, ଦାକ୍ଷିଣାତ୍ୟ ରାଜ୍ୟ (ବର୍ତ୍ତମାନ ଆନ୍ଧ୍ର ତାମିଲନାଡ଼ୁ, କେରଳ)ରୁ ବହୁ ସଂଖ୍ୟାରେ ବ୍ୟବସାୟୀ (ସାଧନ) ଜାଭା, ବାଲି, ସୁମାତ୍ରା (ବର୍ତ୍ତମାନ ଇଣ୍ଡୋନେସିଆ) ମାଳୟ…
Read More...

ଚଢିଗଲା ଟ୍ରେନ; ଅକ୍ଷତ ରହିଲେ ଶିଶୁ

ଆଗ୍ରା: ଆଶ୍ଚର୍ଯ୍ୟଜନକ ଭାବେ ୧ବର୍ଷର ଶିଶୁ ଉପର ଦେଇ ଟ୍ରେନ ଚାଲିଗଲେ ମଧ୍ୟ ଶିଶୁଜଣକ ଅକ୍ଷତ ରହିବା ସମସ୍ତଙ୍କୁ ଚକିତ କରିଛି। ମଥୁରା ଜଙ୍ଗସନ୍‍ଠାରେ ୧ନମ୍ବର ପ୍ଲାଟଫର୍ମରେ ଏଭଳି ଘଟଣା ଘଟୁଥିବାବେଳେ ଦେଖାଣାହାରୀ…
Read More...

ଆଦିବାସୀଙ୍କ ଆକ୍ରମଣରେ ଆମେରିକୀୟ ପର୍ଯ୍ୟଟକ ମୃତ

ପୋର୍ଟବ୍ଲେୟାର: ଆଣ୍ଡାମାନ୍‍ ନିକୋବର ଦ୍ୱୀପପୁଞ୍ଜରେ ଆଦିବାସୀଙ୍କ ଆକ୍ରମଣରେ ଜଣେ ଆମେରିକୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ପୁଲିସ ୭ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି। ମୃତ ଆମେରିକୀୟ ପର୍ଯ୍ୟଟକଙ୍କ…
Read More...

ଟ୍ରକ ଧକ୍କାରେ ସ୍କୁଟି ଚାଳକ ମୃତ

ଦେବଗଡ : ଦେବଗଡ ଜିଲା ତହସିଲ ଅଫିସ ନିକଟରେ ଏକ ଟ୍ରକ ଧକ୍କାରେ ଜଣେ ସ୍କୁଟି ଚାଳକଙ୍କର ମୃତ୍ୟୁ ହୋଇଛି। ମୃତକ ଜଣକ ଦେବଗଡର କରୁଣାକର ସାହୁ। ସେ ନିଜ ସ୍କୁଟି ଯୋଗେ ଯାଉଥିବା ବେଳେ ଏକ ଦୃତଗାମୀ ଟ୍ରକ ତାଙ୍କୁ ଧକ୍କା…
Read More...

ଆକ୍ରମଣ କରି ଅବସରପ୍ରାପ୍ତ ପୁଲିସ କର୍ମଚାରୀଙ୍କ ଠାରୁ ଲୁଟ

ବଲାଙ୍ଗୀର : ବଲାଙ୍ଗୀରରେ ଜଣେ ଅବସରପ୍ରାପ୍ତ ପୁଲିସ କର୍ମଚାରୀଙ୍କ ଠାରୁ ଲୁଟ ହୋଇଛି। ତାଙ୍କ ନାମ ବିଷ୍ଣୁପ୍ରସାଦ ପାଢୀ। ସେ ବୁଧବାର ସକାଳେ ପ୍ରାତଃ ଭ୍ରମଣ ନିମନ୍ତେ ଯାଉଥିବା ବେଳେ ଦୁବୃର୍ତ୍ତଙ୍କ ଆକ୍ରମଣର ଶିକାର…
Read More...

ମହାନଦୀ ପୋଲରୁ ବସ ଖସିବା ଘଟଣା ; ୭ଜଣଙ୍କ ଅବସ୍ଥା ସଙ୍କଟାପନ୍ନ

କଟକ : ମହାନଦୀ ପୋଲରୁ ବସ ଖସିବା ଘଟଣାରେ ଗୁରୁତରଙ୍କ ମଧ୍ୟରୁ ୭ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେମାନଙ୍କୁ କଟକ ବଡ ମେଡିକାଲ ଆଇସିୟୁରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୩ଜଣଙ୍କୁ ଟ୍ରୋମା ଆଇସିୟୁ ଓ…
Read More...

ଆଲୋକନାଥଙ୍କ ନାମରେ ବଳାତ୍କାର ମାମଲା

ମୁମ୍ବଇ: ‘ମି ଠୁ’ ଅଭିଯୋଗରେ ଛନ୍ଦି ହୋଇ ଯାଇଥିବା ଅଭିନେତା ଆଲୋକନାଥଙ୍କ ବିରୋଧରେ ମୁମ୍ବଇ ପୁଲିସ ବଳାତ୍କାର ମାମଲା ରୁଜୁ କରିଛି। ଲେଖିକା ବିନିତା ନନ୍ଦଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରିଛି। ଗଣମାଧ୍ୟମରେ…
Read More...

ଭୁବନେଶ୍ବରରେ ପହଞ୍ଚିଲେ ଆର୍ଜେଣ୍ଟିନା ପୁରୁଷ ହକି ଟିମ୍

ଭୁବନେଶ୍ବର : ହକି ବିଶ୍ବକପ ପାଇଁ ରାଜଧାନୀ ଭୁବନେଶ୍ବର ନୂଆ ରୂପରେ ସଜେଇ ହୋଇ ସାରିଛି। ବିଶ୍ବକପ ପାଇଁ ହକି ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବଢିବାରେ ଲାଗିଛି। ନଭେମ୍ବର ୨୭ତାରିଖରେ କଳିଙ୍ଗ ଷ୍ଟାଡିୟମରେ ଉଦଘାଟନୀ ଉତ୍ସବ…
Read More...

ସ୍ଥାୟୀ ନିଯୁକ୍ତି ଦାବିରେ ଡାଟା ଏଣ୍ଟ୍ରି ଅପରେଟର ସଂଘର ଧାରଣା

ଭୁବନେଶ୍ବର : ସ୍ଥାୟୀ ନିଯୁକ୍ତି ଦାବିରେ ରାଜ୍ୟ ତହସିଲ ଡାଟା ଏଣ୍ଟ୍ରି ଅପରେଟର ସଂଘ ବିଧାନସଭା ସମ୍ମୁଖରେ ଧାରଣା ଦେଇଛି। ୧୨ବର୍ଷ ପରେ ମଧ୍ୟ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ମିଳୁ ନଥିବା ଅଭିଯୋଗ କରି ବୁଧବାର ଦିନ ସଂଘ…
Read More...

କାଠ ସହିତ ଭ୍ୟାନ ଜବତ ; ୨ଗିରଫ, ୨ଫେରାର

ରେଢାଖୋଲ : ବନକର୍ମଚାରୀମାନେ ଚଢାଉ କରି ଏକ କାଠ ବୋଝେଇ ପିକଅପ ଭ୍ୟାନ ଜବତ କରିଛନ୍ତି। ଏଥିରେ ସଂପୃକ୍ତ ଥିବା ୨ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ୨ଜଣ ଫେରାର ହୋଇଯାଇଛନ୍ତି। ରେଢାଖୋଲ ବନକର୍ମଚାରୀ ମଙ୍ଗଳବାର…
Read More...

ଦୁର୍ଘଟଣାରେ ଜଣେ ମୃତ, ୭ ଆହତ

ବାଲେଶ୍ବର : ବାଲେଶ୍ବର ଜିଲା ବସ୍ତା ନିକଟ ହଳଦୀପଦ ନିକଟରେ ବୁଧବାର ଦିନ ଏକ ସଡକ ଦୁର୍ଘଟଣା ଘଟିଛି। ସ୍କର୍ପିଓ ଗାଡି ଏକ ଟ୍ରକକୁ ପଛ ପଟୁ ଧକ୍କା ଦେବାରୁ ଦୁର୍ଘଟଣା ହୋଇଛି। ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା…
Read More...

ବସରେ ମହିଳାକୁ ଅସଦାଚରଣ ନେଇ ହେରପରକୁ ମାଡ

ସୁନାବେଡା : ସୁନାବେଡା ଠାରୁ ଦୁର୍ଗ ଯାଉଥିବା ଏକ ଯାତ୍ରୀବାହୀ ବସ ରେ ଏକ ଯୁବତୀକୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ମଙ୍ଗଳବାର ବସ ହେଲପରକୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ପ୍ରାପ୍ତ ସୂଚନା ଅନୁଯାୟୀ ଗତ ୧୮…
Read More...

ପୁଲିସ ଗୁଳିରେ ମହିଳା ମାଓ କମାଣ୍ଡର ମୃତ

ମାଲକାନଗିରି : ମାଲକାନଗିରି ଜିଲା ସୀମାନ୍ତରେ ମଙ୍ଗଳବାର ପୁଣି ପୁଲିସ ମାଓବାଦୀ ଗୁଳି ବିନିମୟ ହୋଇଛି। ଏଥିରେ ଜଣେ ମହିଳା କ୍ୟାଡର କମାଣ୍ଡରଙ୍କ ମୃତ୍ୟୁ ହୋଇଛି। ସୁକମା ଏସ୍‍.ପି. ଅଭିଶେକ ମୀନାଙ୍କ ସୂଚନା ଅନୁସାରେ,…
Read More...

ବନ୍ଧୁକ ଛାଡ଼ି ହଳଲଙ୍ଗଳ ଧରିଲେ ୪ ମାଓ ନେତା

ମାଲକାନଗିରି : ଘଞ୍ଚ ଜଙ୍ଗଲରେ ବନ୍ଧୁକ ଧରି ଲାଲ୍‍ ସଂଗଠନକୁ ସୁଦୃଢ଼ କରିବା ସହ ବିପ୍ଲବର ନାରା ଦେଉଥିବା ଚାରିଜଣ ମାଓ କମାଣ୍ଡର ବନ୍ଧୁକ ଛାଡ଼ି ଚାଷକୁ ଆପଣାଇଛନ୍ତି। ହିଂସା ପରିତ୍ୟାଗ କରି ଅହିଂସା ମାର୍ଗର ଯାତ୍ରୀ…
Read More...

ବିବାଦରେ ଟୁଇଟର ସିଇଓ ଜ୍ୟାକ ଡୋରସି

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମ ଟୁଇଟରର ସିଇଓ ଜ୍ୟାକ ଡୋରସି ବିବାଦ ଘେରରେ ରହିଛନ୍ତି। ବ୍ରାହ୍ମଣ ବିରୋଧୀ ପୋଷ୍ଟର ପାଇଁ ଡୋରସି ଏହି ବିବାଦରେ ଫସିଯାଇଛନ୍ତି। ଜ୍ୟାକ ଡୋରସି ଏକ ଫଟୋରେ କିଛି ମହିଳାଙ୍କ ସହ ଏକ…
Read More...

ବସ ଦୁର୍ଘଟଣାରେ ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ୱର . – କଟକରେ ମହାନଦୀ ଶଯ୍ୟାକୁ ବସ୍‌ ଖସିପଡିବା ଘଟଣା । ଏଥିରେ ମୃତ୍ୟୁ ବରଣ କରିଥିବା ଲୋକଙ୍କର ନିକଟ ସମ୍ପର୍କୀୟମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ଘୋଷଣା କରାଯାଇଛି ।…
Read More...

ଦୁଇଦିନିଆ ପୁରୀ ଜିଲାସ୍ତରୀୟ ସରଗିଫୁଲ ଶିଶୁ ମହୋତ୍ସବ ଉଦଯାପିତ

କୋଣାର୍କ : ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ବାରା ପରିଚାଳିତ କୋଣାର୍କ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଗତ ସୋମବାର ଠାରୁ ଆରମ୍ଭ ହୋଇଥିବା ଦୁଇ ଦିନିଆ ପୁରୀ ଜିଲାସ୍ତରୀୟ ସରଗିଫୁଲ ଶିଶୁ…
Read More...

ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନା କର୍ମଶାଳା

ସୁଆଣ୍ଡୋ : ଓଡିଶା ଜୀବିକା ମିଶନ ଓରମାସ ତରଫରୁ ମଙ୍ଗଳବାର ସତ୍ୟବାଦୀବ୍ଲକ ପରିସରରେ ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନାର ବ୍ଲକ ସ୍ତରୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଉଦ୍ଘାଟକ ପଞ୍ଚାୟତ ସମିତି…
Read More...

ମହାନଦୀକୁ ବସ୍ ଖସିବା ଘଟଣା: ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି

କଟକ.- ଏକ ମଇଁଷିକୁ ଧକ୍କା ଦେବା ପରେ ତାଳଚେରରୁ କଟରକ ଆସୁଥିବା ଜଗନ୍ନାଥ ନାମକ ବସ ମହିନଦୀ ଶଯ୍ୟା ଖସିପଡିଛି । ଏଥିରେ ୧୦ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକମାନଙ୍କ ମଧ୍ୟରେ ୭ ଜଣ ପୁରୁଷ ଓ ୩…
Read More...