www.samajalive.in
Sunday, December 7, 2025
26.1 C
Bhubaneswar

ଘର ଝାଡିବା ସମୟରେ ମିଳିଲା ୧୨.୮ କୋଟି ଟଙ୍କାର ଲଟେରୀ ଟିକେଟ

ନ୍ୟୁୟର୍କ .- ଭ୍ୟାଗ ଦେବୀ କେତେବେଳେ କାହାକୁ କେମିତି ପ୍ରସନ୍ନ ହୁଅନ୍ତି ତାହା କହି ହେବନି । କଥାରେ ଅଛି  ଉପରବାଲା ଯେତେବେଳେ ଦିଅନ୍ତି ଛପର  ଫାଡିକି ଦିଅନ୍ତି । ଏପରି ଏକ ଘଟଣା ଆମେରିକାରେ ଘଟିଛି ।  ହାରୋଲ୍ଡ ଓ ଟିନା ହେର୍ଣ୍ଣବର୍ଗଙ୍କ କ୍ଷେତ୍ରରେ ଏହି ଘଟଣା ଘଟିଛି  ।

ଟିନା ଓ ହାର୍ଲୋଡ ବେଳେ ବେଳେ ଲଟେରୀ ଟିକେଟ କିଣନ୍ତି । ସେମାନେ ଏକ ଲଟେରୀ ଟିକେଟ୍‌ କିଣିବା ପରେ ଏ ବିଷୟରେ ଭୁଲି ଯାଇଥଲେ । ପରେ ଘର ସଫା କରିବା ବେଳେ କେତେକ ଲଟେରୀ ଟିକେଟ ତାଙ୍କର ଘରର ଏକ କାନ୍ଥ ଥାକରେ ଥିବା ଦେଖିବାକୁ ପାଇଥିଲେ । ସେମାନେ ଟିକେଟ ସଂଖ୍ୟାସହ ଅନ୍‌ଲାଇନ୍‌ରେ ବିଜେତା ଟିକେଟର ସଂଖ୍ୟା ମିଳାଇଥିଲେ । ଏହାପରେ  ଗୋଟିଏ ଟିକେଟ ସମ୍ପୂର୍ଣ୍ଣ ଭାବେ ବିଜେତାଙ୍କ ସଂଖ୍ୟା ସହ ମିଶି ଯାଉଥିବା ଦେଖିଥିଲେ । ଏହା ଆଉ ୨ ସପ୍ତାହ ପରେ କାମ ଦେଇ ନଥାନ୍ତା । ଏହି ଟିକେଟ ୧୮୦ ଦିନ ପାଇଁ କାର୍ଯ୍ୟକାରୀ ଥିଲା । ସେମାନେ ଟିକେଟକୁ ନେଇ ସମ୍ପୃକ୍ତ ସଂସ୍ଥାରେ ଦେବା ପରେ ତାଙ୍କୁ ୧.୮ ମିଲିୟନ ଆମେରିକୀୟ ଡଲାର ବା ଭାରତୀୟ ମୁଦ୍ରାରେ ୧୨.୮ କୋଟି ଟଙ୍କା ମିଳିଛି ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories