ଭେଟଖୋଲ ଘାଟିରେ ଡକାୟତି ଘଟଣା : ୨ ନାବାଳକଙ୍କ ସମେତ ୪ ଗିରଫ, ୬୮ ହଜାର ଜବତ

ଫୁଲବାଣୀ : ଫୁଲବାଣୀ ସଦର ଥାନା ପୁଲିସ ଏକ ରାଜପଥ ଡକାୟତି ମାମଲାରେ ୨ ଜଣ ନାବାଳକଙ୍କ ସମେତ ୪ଜଣଙ୍କୁ ଗିରଫ କରିଛି। ସଦର ଥାନା ଅଧିକାରୀ ଆଦିତ୍ୟ ସେଠୀଙ୍କ ସୂଚନା ଅନୁଯାୟୀ, ଗତ ୧୭ ତାରିଖ ରାତିରେ ଅନୁଗୁଳରୁ ଏକ…
Read More...

ବର୍ଷା ନାହିଁ, ଧାନକ୍ଷେତ ଫାଟି ଆଁ

ନବରଙ୍ଗପୁର : କିଛିଦିନ ହେଲା ନବରଙ୍ଗପୁର ଜିଲାରେ ବର୍ଷା ହେଉନଥିବାରୁ ଏହା ଚାଷୀଙ୍କର ମୁଣ୍ଡରେ ଚଡକ ହୋଇଛି।ଜିଲାର ପ୍ରମୂଖ ଧାନ ଚାଷ ପାଇଁ ବର୍ଷା ଅଭାବ ସମସ୍ୟା ସୃଷ୍ଟି କରିଛି। ଜିଲାରେ ପ୍ରାୟ ୯୦ ପ୍ରତିଶତରୁ ଅଧିକ…
Read More...

ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ ପାଇଁ ୩୮ ଜଣଙ୍କୁ କାର୍ଯ୍ୟାଦେଶ ପତ୍ର ବଣ୍ଟନ

କଲମପୁର : ଗୃହ ହୀନଙ୍କୁ ପକ୍କା ଘର ନିର୍ମାଣ ପାଇଁ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଆର୍ଥିକ ସହାୟତା ଯୋଗାଇ ଆସୁଛନ୍ତି। ଏହି ଯୋଜନାରେ କଲମପୁର ବ୍ଲକ ଅଧିନସ୍ଥ ଦେପୁର ପଞ୍ଚାୟତର ୨୦୨୦/୨୧ ଆର୍ଥିକ ବର୍ଷ…
Read More...

ସତ୍ୟନଗର ଶ୍ମଶାନରେ ବରିଷ୍ଠ ପ୍ରଶାସକ ପ୍ରିୟବ୍ରତ ପଟ୍ଟନାୟକଙ୍କ ଅନ୍ତିମ ସଂସ୍କାର

ଭୁବନେଶ୍ବର: ବରିଷ୍ଠ ପ୍ରଶାସକ ତଥା ୧୯୭୬ ବ୍ୟାଚର ଅବସରପ୍ରାପ୍ତ ଆଇଏଏସ୍ ପ୍ରିୟବ୍ରତ ପଟ୍ଟନାୟକଙ୍କ ଅନ୍ତିମ ସଂସ୍କାର ସତ୍ୟନଗର ଶ୍ମଶାନରେ ଅନୁଷ୍ଠିତ ହୋଇଛି । ଆଜି ଅପରାହ୍ନରେ ତାଙ୍କର ମରଶରୀର ମୁମ୍ବାଇରୁ ଆସି…
Read More...

ଘର ଉପରେ ବଜ୍ରପାତ : ଅଳ୍ପକେ ବର୍ତ୍ତିଲେ ୩ ଶିଶୁଙ୍କ ସମେତ ବୃଦ୍ଧା

କଲମପୁର : ହଠାତ୍‍ ଆକାଶରେ ଦେଖା ଦେଇଥିଲା କଳାହାଣ୍ଡିଆ ମେଘ। କେହି କିଛି ବୁଝିବା ଆଗରୁ ବିଜୁଳି ପରେ ବିଜୁଳି ଓ ଘଡଘଡି ସହ ବର୍ଷା ଓ ପବନ ମାଡି ଆସିଥିଲା। ଯିଏ ଯେଉଁଠିକି ପାରିଲେ ଦୌଡୁଥିଲେ ନିଜ ଜୀବନର ସୁରକ୍ଷା…
Read More...

ଯୁବକଙ୍କ ମୃତଦେହ ଉଦ୍ଧାର : ହତ୍ୟା ସନ୍ଦେହ

ବାଂଶପାଳ : କେନ୍ଦୁଝର ସଦର ଥାନା ଉପର ରାଇଗୋଡା ପଞ୍ଚାୟତ଼ର କୁମ୍ଭିରଖାଲ ନାଳରୁ ବୁଧବାର ଜଣେ ନାବାଳଙ୍କର ମୃତଦେହ ସଦର ପୁଲିସ ଉଦ୍ଧାର କରିଛି। ମୃତକ ଜଣଙ୍କ ହେଲେ ରାୟଗୋଡ଼ା ଗ୍ରାମର ନବୀନ କିଶୋର ପ୍ରଧାନ ଓ…
Read More...

ଯୀଶୁଙ୍କ ଛବି ଓ କ୍ରସ ହଟାଇ ଜିଙ୍ଗପିଙ୍ଗଙ୍କ ଛବି ଲଗାଇବାକୁ ଚୀନ ସରକାରଙ୍କ ନିର୍ଦେଶ

ଚୀନରେ ମୁସଲମାନ ସମ୍ପ୍ରଦାୟ ଉପରେ ଉତ୍ପୀଡ଼ନ ବିଶ୍ବବାସୀ ଜାଣନ୍ତି । ସିଂଜିୟାଙ୍ଗ ପ୍ରଦେଶରେ ଲକ୍ଷଲକ୍ଷ ମୁସଲମାନମାନଙ୍କୁ ବନ୍ଦୀ କରି ରଖାଯାଇଛି ।  ସେଠାରେ ସର୍ବସାଧାରଣ ସ୍ଥାନରେ ନମାଜ ପଢ଼ିବା ଉପରେ କଟକଣା ରହିଛି ।…
Read More...

ବୈତରଣୀ ନଦୀକୁ ଧସିଲା ୨ଶହ ଫୁଟର ଲୁଣାବନ୍ଧ

ଭୟଭିତ ନଦୀକୂଳିଆବାସୀ ଉଜୁଡିବ ଶହଶହ ଏକର ସାରଦ ଧାନତଳି! ଆରଡି : ଭଦ୍ରକ ଜିଲା ଆରଡିପୀଠ ନିକଟସ୍ଥ ମୁଆଁ ଗାଁ ଦେଇ ପ୍ରବାହିତ ହେଉଥିବା ବୈତରଣୀ ନଦୀର ପ୍ରାୟ ୨ଶହ ଫୁଟର ଲୁଣାବନ୍ଧ ବୁଧବାର ସାମୁଦ୍ରିକ ଜୁଆର ମାଡରେ…
Read More...

ହ୍ୟୁଷ୍ଟନ କନସ୍ୟୁଲେଟ କାର୍ଯାଳୟର ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ ଜାଳିଦେଲା ଚୀନ

ଆମେରିକା ଓ ଚୀନ ମଧ୍ୟରେ ସମ୍ପର୍କ ଅତି ସ୍ପର୍ଶକାତର ହେବାରେ ଲାଗିଛି । ମଙ୍ଗଳବାର ରାତିରେ ହ୍ୟୁଷ୍ଟନସ୍ଥିତ ଚୀନା କନସୁଲେଟରେ ବିପୁଳ ପରିମାଣର ଗୁରୁତ୍ବପୂର୍ଣ ନଥି ପତ୍ର ଜଳାଇ ଦିଆଯାଇଛି । ଏହାର କିଛି ସମୟ ପରେ…
Read More...

ମାଛ ମାରୁଥିବା ବେଳେ ହାତରେ ଫୁଟିଲା ଡାଇନାମାଇଟ : ଛିଣ୍ଡିଗଲା ମତ୍ସ୍ୟଜୀବୀଙ୍କ ହାତ ପାପୁଲି

ଦେବଗଡ : ମାଛ ଧରିବା ପାଇଁ ପାଣିରେ ଡାଇନାମାଇଟ ଖଞ୍ଜୁଥିବା ସମୟରେ ଏହା ଫୁଟିଯିବାରୁ ଜଣେ ମତ୍ସ୍ୟଜିବୀଙ୍କର ଡାହାଣ ହାତର ପାପୁଲିଟି ସମ୍ପୂର୍ଣ୍ଣ ଭାବେ ଛିଣ୍ଡି ଯାଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ,…
Read More...

ସାର ଦୁର୍ନୀତି: ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ଭାଇ ଘରେ ପ୍ରବର୍ତ୍ତନ ନିର୍ଦେଶାଳୟ ଚଢ଼ଉ

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଭାଇ ଅଗ୍ରସେନ ଗେହଲଟଙ୍କ ଘରେ ଚଢ଼ଉ କରିଛି ପ୍ରବର୍ତନ ନିର୍ଦେଶାଳୟ । ୨୦୦୯ ମସିହାରେ ଏହି ମାମଲାରେ କେନ୍ଦ୍ରୀୟ ବହିଃଶୁଳ୍କ ବିଭାଗ ତାଙ୍କ ଉପରେ ୫.୪୫ କୋଟି ଟଙ୍କା ଜୋରିମାନା…
Read More...

ରାଜସ୍ଥାନ ରାଜନୀତି: ତତ୍କାଳ ଶୁଣାଣି ନିମନ୍ତେ ବାଚସ୍ପତିଙ୍କ ଅପିଲ ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ: ରାଜସ୍ଥାନ ଉଚ୍ଚ ନ୍ୟାୟାଳୟ ସଚିନ ପାଇଲଟ୍ ଓ ତାଙ୍କ ସମର୍ଥକ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମାମଲାରେ ଲଗାଇଥିବା ରହିତାଦେଶ ବିରୋଧରେ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି ବିଧାନସଭା ବାଚସ୍ପତି । ଏହି…
Read More...

ହକ୍ ପାଇଁ ଆନ୍ଦୋଳନ ବେଳେ ମହିଳା ଶ୍ରମିକଙ୍କୁ ଆକ୍ରମଣ ଅଭିଯୋଗ

କଟକ : ଏନ୍ଆ‌ରଆରଆଇ କ୍ରଣ୍ଟାକ୍ଟ ଲେବର ୟୁନିୟନ, କଟକ ପକ୍ଷରୁ ନିଜର ହକ୍ ପାଇଁ ଧାନଗବେଷଣା କେନ୍ଦ୍ର ସମ୍ନାରେ ଆନ୍ଦୋଳନ କରୁଥିବାବେଳେ ସଂଘର କିଛି ମହିଳା ଶ୍ରମିକଙ୍କୁ ଆକ୍ରମଣ ହୋଇଥିବା ଜଣାପଡିଛି। ଏନେଇ ସଂଘ ପକ୍ଷରୁ…
Read More...

ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ସମ୍ପର୍କରେ ରିପୋର୍ଟ ମାଗିଲେ ସିଭିଓ

ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଦଣ୍ଡିତ କରାଯିବା ନିମନ୍ତେ ସରକାରୀ ନିର୍ଦେଶ କେତେଦୂର ଅନୁପାଳନ ହୋଇଛି ସେ ସମ୍ପର୍କରେ ମୁଖ୍ୟ ଭିଜିଲାନ୍ସ ଅଧିକାରୀମାନଙ୍କୁ  ରିପୋର୍ଟ ମାଗିଛନ୍ତି କେନ୍ଦ୍ରୀୟ ଭିଜିଲାନ୍ସ ଅଧିକାରୀ…
Read More...

ବିଜେପି ନିଯୁକ୍ତ କଲା ଜିଲା ପ୍ରଭାରୀ; ଦେଖନ୍ତୁ କେଉଁ ଜିଲା ପାଇଁ କିଏ?

ଭୁବନେଶ୍ବର: ବିଜେଡ଼ି ସାଙ୍ଗଠନିକ ପ୍ରକ୍ରିୟା ପୁନର୍ଗଠନ ଅବ୍ୟାହତ ଥିବାବେଳେ ବିଜେପି ମଧ୍ୟ ପଛରେ ପଡ଼ିନାହିଁ । ରାଜ୍ୟ ସଭାପତି ସମୀର ମହାନ୍ତି ୩୬ ସାଙ୍ଗଠନିକ ଜିଲା ନିମନ୍ତେ ପ୍ରଭାରୀ ନିଯୁକ୍ତ କରିଛନ୍ତି ।…
Read More...

ଚଳିତବର୍ଷ ଭଙ୍ଗାଯିବନି ତିନି ରଥ

ପୁରୀ : ଚଳିତବର୍ଷ ଭଙ୍ଗା ହେବନି ତିନି ରଥ। ଶ୍ରୀଜିଉଙ୍କ ରଥ ନଭାଙ୍ଗି ସେସବୁକୁ ମ୍ୟୁଜିୟମରେ ରଖିବାକୁ ସ୍ଥିର ହୋଇଛି । ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ, ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ଓ ଦେବୀ ସୁଭଦ୍ରାଙ୍କର ଦର୍ପଦଳନ ରଥକୁ…
Read More...

କଟକ ସହରରୁ ଆଉ ୫୪ କରୋନା ଆକ୍ରାନ୍ତ ଚିହ୍ନଟ

କଟକ : କଟକ ସହରରୁ ଆଜି ଆଉ ୫୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୧୧ ସରକାରୀ କ୍ବରେଣ୍ଟିନ୍, ୪୧ ହୋମ୍ କ୍ବାରେଣ୍ଟିନ୍ ଏବଂ ୨ ଲୋକାଲ କେସ୍ ରହିଥିବା ନେଇ କଟକ ମହାନଗର…
Read More...

ସତ୍ୟବାଦୀ ବ୍ଲକରେ ଆଉ ଜଣେ କରୋନା ଆକ୍ରାନ୍ତ ଚି଼ହ୍ନଟ

ସାକ୍ଷୀଗୋପାଳ : ସତ୍ୟବାଦୀ ବ୍ଲକରେ ଆଜି ଆଉ ଜଣେ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି। ଧିରେ ଧିରେ ଏହି ବ୍ଲକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା​‌ରେ ଲାଗିଛି। ଫଳରେ ସ୍ଥାନୀୟ ଜନସାଧାରଣଙ୍କ ଉଦବେଗ…
Read More...

ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ଘଟଣା, କମିଶନରେଟ୍ ପୁଲିସ ଦ୍ବାରା ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ…

ଭୁବନେଶ୍ବର : ସମାଜସେବୀ ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲାରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ। ଆଦିତ୍ୟ ଦାସଙ୍କ ମୃତ୍ୟୁ ଘଟଣାରେ ତଦନ୍ତ ଦାୟିତ୍ବ କମିଶନରେଟ୍ ପୁଲିସକୁ…
Read More...

କରୋନା ପାଇଁ ଚଳିତ ବର୍ଷ କମିବ ସିଲାବସ୍

ଭୁବନେଶ୍ବର : କରୋନା ମହାମାରୀ ପାଇଁ ଚଳିତବର୍ଷ ଛାତ୍ରଛାତ୍ରୀଙ୍କ ସିଲାବସ୍ ହ୍ରାସ କରାଯିବ । ଏନେଇ ମୁଖ୍ୟମନ୍ତ୍ରୀଙ୍କ ଅନୁମତି ମିଳିସାରିଥିବା ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ତେବେ…
Read More...

ଭୁବନେଶ୍ବରରୁ ଆଉ ୯୧ ପଜିଟିଭ୍ ଚିହ୍ନଟ, ମଞ୍ଚେଶ୍ବରର ଏକ ଅଟାକଳରୁ ୨୬ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ଆଜି ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ୯୧ କରୋନା ପଜିଟିଭ୍। ଆଜି ଚିହ୍ନଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୭୨ ଜଣ କ୍ବାରେଣ୍ଟାଇନ୍ ସେଣ୍ଟରରୁ ରହିଥିବା ବେଳେ ୧୯ ଜଣ ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି। ଏନେଇ…
Read More...

ଆସନ୍ତାକାଲିଠୁ ରାୟଗଡା ଜିଲା ୭ ଦିନ ଯାଏଁ ସଟ୍‌ଡାଉନ୍‌

ରାୟଗଡା : ଆସନ୍ତାକାଲିଠୁ ରାୟଗଡା ଜିଲା ୭ ଦିନ ଯାଏଁ ସଟ୍‌ଡାଉନ୍‌ ରହିବ। ଏନେଇ ରାୟଗଡା ଜିଲାପାଳ ଘୋଷଣା କରିଛନ୍ତି। ଆଜି ରାୟଗଡା ଜିଲାରୁ ୯୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ଜିଲାକୁ ୭ ଦିନ ଯାଏଁ ସଟଡାଉନ…
Read More...

ଶପଥ ନେଲେ ଓଡିଶାର ୪ ନବନିର୍ବାଚିତ ରାଜ୍ୟସଭା ସାଂସଦ

ନୂଆଦିଲ୍ଲୀ : ରାଜ୍ୟସଭାକୁ ନବନିର୍ବାଚିତ ଓଡ଼ିଶାର ଚାରି ଜଣ ସାଂସଦ ସମେତ ସମୁଦାୟ ୬୧ ଜଣ ଆଜି ସାଂସଦ ଭାବେ ଶପଥ ନେଇଛନ୍ତି ।  ଓଡ଼ିଶାରୁ ରାଜ୍ୟସଭାକୁ ନିର୍ବାଚିତ ସୁବାସ ଚନ୍ଦ୍ର ସିଂ, ସୁଜିତ କୁମାର, ମୁଜିବୁଲ୍ଲା ଖାନ…
Read More...

ରାଜ୍ୟରେ ରେକର୍ଡ ଭାଙ୍ଗିଲା କରୋନା : ଆଜି ସର୍ବାଧିକ ୧୦୭୮ ପଜିଟିଭ୍ ଚିହ୍ନଟ

ଭୁଚବନେଶ୍ବର : ରାଜ୍ୟରେ ରେକର୍ଡ ଭାଙ୍ଗିଛି କରୋନା ସଂକ୍ରମଣ। ଆଜି ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୧୦୭୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ କରୋନା ସଂକ୍ରମତିଙ୍କ ମଧ୍ୟରୁ ୭୨୧ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ…
Read More...

ଆଜି ସନ୍ଧ୍ୟା ୫ଟାରେ ବସିବ ରାଜ୍ୟ ମନ୍ତ୍ରୀପରିଷଦ ବୈଠକ, କରୋନା ସ୍ଥିତିକୁ ଦେଖି ଆସିପାରେ ବଡ ନିଷ୍ପତ୍ତି

ଭୁବନେଶ୍ବର : ଆଜି ସନ୍ଧ୍ୟା ୫ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ। ସନ୍ଧ୍ୟା ୫ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ବୈଠକ ଅନୁଷ୍ଠିତ ହେବ। ତେବେ ଏହି…
Read More...

ଲକ୍‌ଡାଉନ୍‌ ସମୟରେ ଲୋକଙ୍କୁ ଜରୁରୀକାଳୀନ ସେବା ପ୍ରଦାନ ପାଇଁ ରାତିରେ ଗଡ଼ିବ ୨୨ଟି ଅଟୋ

ବ୍ରହ୍ମପୁର : କରୋନା ସଂକ୍ରମଣ ଦୃଷ୍ଟିରୁ ରାଜ୍ୟ ସରକାର ଗଞ୍ଜାମ, ଯାଜପୁର, କଟକ, ଖୋର୍ଦ୍ଧା ଓ ରାଉରକେଲା ମହାନଗର ନିଗମ ଅଞ୍ଚଳକୁ ଜୁଲାଇ ୩୧ ଯାଏଁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଲକ୍‌ଡାଉନ୍‌ ଯୋଗୁ ଗାଡି ମଟର ସବୁ…
Read More...

ଆଜିଠୁ ସମ୍ବଲପୁର ଦୁଇ ପର୍ଯ୍ୟାୟରେ ୧୦ଦିନିଆ ସଟ୍‌ଡାଉନ

ସମ୍ବଲପୁର : ସମ୍ବଲପୁର ଜିଲାରେ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ଉଦବେଗଜନକ ଭାବେ ବୃଦ୍ଧି ପାଇବା ସହ ସ୍ଥାନୀୟ ସଂକ୍ରମଣ ଆଶଙ୍କା ଦୃଷ୍ଟିରୁ ଜିଲାପାଳ ଶୁଭମ ସାକ୍ସେନା ଆସନ୍ତାକାଲି ବୁଧବାରଠାରୁ ଦୁଇଟି…
Read More...

୨୦ ବର୍ଷ ଧରି ବିଜୁଳି ସଂଯୋଗ ପାଇଁ ଅରକ୍ଷିତଙ୍କ ସଂଘର୍ଷ , ଡିବିରି ଆଲୁଅରେ ବନ୍ଧା ଭବିଷ୍ୟତ

ଭୁବନେଶ୍ବର : ସରକାରୀ ଯୋଜନା ଲୋକଙ୍କ କଲ୍ୟାଣ ପାଇଁ। ଜଣେ ହେଲେ ବି ନିଜ ଅଧିକାରରୁ ବଞ୍ଚିତ ହେବେ ନାହିଁ ବୋଲି ସରକାର କହୁଛନ୍ତି। ଅନେକ ସମୟରେ ଘୋଷଣା ଆଉ ବାସ୍ତବତା ମଧ୍ୟରେ ବହୁ ତଫାତ ରହିଯାଏ। ଏହି ଉକ୍ତିର ସତ୍ୟତା…
Read More...

ଚିନ୍ତା ବଢ଼ାଇଲା ସେରୋ ସର୍ଭେ ରିପୋର୍ଟ, ୨୪% ଦିଲ୍ଲୀବାସୀ ସଂକ୍ରମିତ

ନୂଆଦିଲ୍ଲୀ : ଦିଲ୍ଲୀର ଘନ ଜନବସତି ଅଞ୍ଚଳ ପାଇଁ ଚିନ୍ତା ବଢିଛି। କରୋନା ମହାମାରୀର ୫ ମାସ ପରେ ଏବେ ଗୋଷ୍ଟୀ ସଂକ୍ରମଣ ଆଡ଼କୁ ମୁହାଁଇଥିବା ଆଶଙ୍କା ବଢିଛି। ଦିଲ୍ଲୀ ମହାନଗରରେ ୨୪ ପ୍ରତିଶତ ଲୋକ ଏବେ କରୋନା ସଂକ୍ରମିତ…
Read More...

୩୫ ବର୍ଷ ପରେ ମାମଲାର ରାୟ ପ୍ରକାଶ; ରାଜା ମାନ ସିଂହ ହତ୍ୟା ମାମଲାରେ ୧୧ପୁଲିସ ଦୋଷୀ

ମଥୁରା : ରାଜସ୍ଥାନର ଭରତପୁର ରାଜା ମାନ୍‌ ସିଂହଙ୍କ ହତ୍ୟା ଘଟଣାର ଦୀର୍ଘ ୩୫ ବର୍ଷ ପରେ ୧୧ ପୁଲିସ କର୍ମଚାରୀଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଉତ୍ତରପ୍ରଦେଶର ମଥୁରାସ୍ଥିତ ଅଦାଲତ ବୁଧବାର ସେମାନଙ୍କ ଦଣ୍ଡ ଘୋଷଣା…
Read More...

ବିଜୟ ମହାନ୍ତି : ‘କାହାପାଇଁ ସେ ବାପା, କାହା ପାଇଁ ସାର୍‌’

ଭୁବନେଶ୍ୱର : ସେ ଥିଲେ ଜଣେ ନାଟୁଆ। ଖଳ ହେଉ ଅବା ନାୟକ ଅବା ହାସ୍ୟ ଅଭିନୟ ସବୁଥିରେ ଥିଲେ ପାରଙ୍ଗମ। ତାଙ୍କ ଆବର୍ତ୍ତମାନରେ ମୁରବୀଶୂନ୍ୟ ହୋଇଗଲା ଓଲିଉଡ-ଥିଏଟର ଜଗତ। ବିଜୟଙ୍କ ଅଭିନୟ ଅଭିଯାନରେ ପୂର୍ଣ୍ଣଛେଦ…
Read More...

ଆଜି ୬ ଜିଲାରେ ପ୍ରବଳ ବର୍ଷିବ

ଭୁବନେଶ୍ବର : ଆସନ୍ତା କାଲି ୧୨ଟି ଜିଲାରେ ବର୍ଷା ସମ୍ଭାବନା ଥିବା ବେଳେ ୬ଟି ଜିଲାରେ ପ୍ରବଳ ବର୍ଷିବ। କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର…
Read More...

ଷ୍ଟୋକ୍‍ସ ୧ନଂ ଟେଷ୍ଟ ଅଲ୍‍ରାଉଣ୍ଡର

ଦୁବାଇ : ଏଥିରେ ଦ୍ୱିମତ ନାହିଁ ଯେ ଇଂଲଣ୍ଡର ବେନ୍‍ ଷ୍ଟୋକ୍‍ସ କେବଳ ଟେଷ୍ଟମ୍ୟାଚ୍‍ ନୁହେଁ; ସମସ୍ତ ଫର୍ମାଟରେ ବିଶ୍ୱର ୧ନଂ ଅଲ୍‍ରାଉଣ୍ଡର। ତେଣୁ ଆଇସିସି ଟେଷ୍ଟ ଅଲ୍‍ରାଉଣ୍ଡର ମାନ୍ୟତାରେ ଷ୍ଟୋକ୍‍ସ ୧ନଂ ସ୍ଥାନକୁ…
Read More...

ଗୋଟିଏ କ୍ଲିକ୍‌ରେ ମିଳିବ ବିଭିନ୍ନ ବିଭାଗର ଅନ୍‌ଲାଇନ୍‌ ସେବା

ଭୁବନେଶ୍ବର : ଜନସାଧାରଣ ଓ ସରକାରଙ୍କ ମଧ୍ୟରେ ଅନ୍‌ଲାଇନ୍‌ ଯୋଗାଯୋଗ ପାଇଁ ପ୍ରସ୍ତୁତ ହୋଇଛି ’ଓଡ଼ିଶା ୱାନ୍’ ପୋର୍ଟାଲ୍। ଆସନ୍ତା ଏକ ମାସ ମଧ୍ୟରେ ପୋର୍ଟାଲ ସହ ସମସ୍ତ ବିଭାଗର ସେବାକୁ ସଂଯୋଗ କରିବା ପାଇଁ ମୁଖ୍ୟ…
Read More...

ପୂଜ୍ୟ ପ୍ରଣାମ: ମାଆ ରମାଦେବୀ

ସେବା, ତ୍ୟାଗ ଓ ସଂଗ୍ରାମର ପ୍ରତିଭୂ ମାଆ ରମାଦେବୀ କେବଳ ଓଡ଼ିଶା ନୁହେଁ, ସମଗ୍ର ଦେଶର ଗର୍ବ ଓ ଗୌରବ। ଏହି ସ୍ବାଧୀନତା ସଂଗ୍ରାମୀଙ୍କର ଜନ୍ମ ୧୮୯୯ ମସିହା ଡିସେମ୍ବର ୩ରେ କଟକ ନିକଟସ୍ଥ ସତ୍ୟଭାମାପୁର ଗ୍ରାମରେ…
Read More...

କରୋନା ପାଇଁ ଭିଟାମିନ୍ ଡି’ ସୁରକ୍ଷା କବଚ

ବିଶ୍ବରେ କେତେକ ରାଷ୍ଟ୍ରରେ କରୋନାର ଭୟାବହତା ବଢ଼ିଚାଲିଥିବାବେଳେ ଅନ୍ୟ କେତୋଟି ରାଷ୍ଟ୍ରରେ ବର୍ତ୍ତମାନ ସୁଦ୍ଧା କରୋନାର ପ୍ରକୋପ ସେଭଳି ବ୍ୟାପିନାହିଁ। ସେଇ ରାଷ୍ଟ୍ରମାନେ ହେଲେ ନରୱେ, ଡେନମାର୍କ, ଫିନ୍‌ଲ୍ୟାଣ୍ଡ।…
Read More...

ସଂକଟରେ କବି ରବୀନ୍ଦ୍ରନାଥଙ୍କ ‘ପାଥେର୍‌ପୁରୀ’

ପୁରୀ: ସଂକଟରେ ବିଶ୍ବକବି ରବୀନ୍ଦ୍ରନାଥ ଟାଗୋରଙ୍କ ସ୍ମୃତି। ଯେଉଁ ଘରେ ବସି ସେ କବିତା ଲେଖୁଥିଲେ ତାହା ଏବେ ଭୂତକୋଠି ପାଲଟିଛି। ଛାତ୍ରାବାସ ଜମିରେ ଚାଲିଛି କୁକୁର ବନ୍ଧ୍ୟାକରଣ। କବି ରବୀନ୍ଦ୍ରନାଥଙ୍କ ସ୍ମୃତି ପ୍ରତି…
Read More...

ଲିଭିଗଲା ଆଶା ସଳିତା, ଓଡ଼ିଆ ଚଳଚ୍ଚିତ୍ର ଜଗତର ଯୁଗାବସାନ

ଆୟୁଷ ସରି ଆସୁଥିଲା; ରୋଗାକ୍ରାନ୍ତ ଶରୀର ଅବଶ ହୋଇଯାଉଥିଲା; ନିଃଶ୍ୱାସ-ପ୍ରଶ୍ୱାସର ପ୍ରଖରତା ମନ୍ଥର ହୋଇସାରିଥିଲା; ଅହରହ ଚାଲିଥିଲା ଜୀବନ-ମୃତ୍ୟୁର ଖେଳ। ତଥାପି ମନରେ ଥିଲା ଅଦମ୍ୟ ଆଶା-ପୁଣି ଫେରିବେ ଅଭିନୟ ଜଗତକୁ,…
Read More...

ନାହାନ୍ତି କର୍ମଚାରୀ; ଖୋଲାରେ ପଡ଼ିଛି ଡାକବାକ୍ସ

ଜଟଣୀ : ଜଟଣୀ ମୁଖ୍ୟ ଡ଼ାକଘରେ ଆବଶ୍ୟକୀୟ କର୍ମଚାରୀ ନାହାନ୍ତି। ମୁଖ୍ୟ ଡ଼ାକ ଘର ସମ୍ମୁଖ ଫାଟକଠାରେ ଥିବା ଡ଼ାକବାକ୍ସ ଭାଙ୍ଗିରୁଜି ଯାଇଛି। ଲୋକ ଚିଠିପତ୍ର ପକାଇ ପାରୁନାହାନ୍ତି। ଡ଼ାକଘର ପରିସରରେ ଥିବା ଏଟିଏମ୍‍ ଅଚଳ…
Read More...

ବିନା ସ୍ବୀକୃତିରେ ଚାଲିଛି ଘରୋଇ ବିଦ୍ୟାଳୟ

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ନୂତନ ଘରୋଇ ଇଂରାଜୀ ମଧ୍ୟମା ବିଦ୍ୟାଳୟ ପ୍ରତିଷ୍ଠା ହେବାରେ ଲାଗିଛି। ବହୁ ଘରୋଇ ବିଦ୍ୟାଳୟ ସ୍ବୀକୃତିପତ୍ର ନଥାଇ ପରିଚାଳିତ ହେଉଛି। ଏହି ଶିକ୍ଷାନୁଷ୍ଠାନ ବିରୋଧରେ କ’ଣ…
Read More...

ଆସାମ ବନ୍ୟା: ନିୟୋଜିତ ହେବ ବାୟୁସେନା

ନୂଆଦିଲ୍ଲୀ : ଆସାମ ସମେତ ମେଘାଳୟରେ ଦେଖାଯାଇଥିବା ବନ୍ୟା ପରିସ୍ଥିତି ଉଦ୍‍ବେଗଜନକ ସ୍ଥିତିରେ ପହଞ୍ଚିଛି। ବନ୍ୟା ଅଞ୍ଚଳରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ନିମନ୍ତେ ବାୟୁସେନାର ସହାୟତା ଲୋଡାଯାଇଛି। ବାୟୁ ସେନାର ଜଣେ…
Read More...

ପୁଣି ଫେରିଲା ପଲସର ଆତଙ୍କ , ବାହାଡ଼ା ବଜାରରୁ ୧. ୭୦ ଲକ୍ଷ ଟଙ୍କା ଲୁଟ୍‌

ଫତେଗଡ: ପଲସର ବାଇକ୍‌ରେ ଆସି ବାହାଡା ବଜାରରୁ ଦିନଦ୍ୱିପହରେ ୧ଲକ୍ଷ ୭୦ହଜାର ଟଙ୍କା ନେଇ ଲୁଟେରା ଫେରାର ହେବା ଘଟଣା ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ପୁଲିସ ସୂତ୍ରରୁ ପ୍ରକାଶ ଫତେଗଡ ଥାନା ବାହାଡା ବଜାରରେ…
Read More...

ଜମିରେ ମାଡୁନି କେନାଲ ପାଣି : ମରାମତି ଓ ସଫେଇ ହେଉନି, ଚିନ୍ତାରେ ଚାଷୀ

ବଳଙ୍ଗା: ଆବଶ୍ୟକ ପରିମାଣର ବର୍ଷା ନହେବାରୁ ଖରିଫ୍ ଧାନ ଚାଷ ବାଧାପ୍ରାପ୍ତ ହୋଇଛି। ପାଣି ଅଭାବରୁ ରୁଆ, ବେଉଷଣ ହେଇପାରୁନଥିବା ତଳି ମଧ୍ୟ ନଷ୍ଟ ହେବାକୁ ବସିଲାଣି। ବାରମ୍ବାର ଦାବି ଯୋଗୁଁ ବଳଙ୍ଗା ଜଳସମ୍ପଦ ଉପଖଣ୍ଡ…
Read More...

ଦୁଇ ଝିଅଙ୍କ ସମ୍ମୁଖରେ ସାମ୍ବାଦିକଙ୍କୁ ହତ୍ୟା

ଗାଜିଆବାଦ : ରାଜଧାନୀ ଦିଲ୍ଲୀ ନିକଟ ଗାଜିଆବାଦର ବିଜୟନଗରଠାରେ ଜଣେ ଗଣମାଧ୍ୟମ ପ୍ରତିନିଧି ବିକ୍ରମ ଜୋଷୀଙ୍କୁ ତାଙ୍କର ଝିଅଙ୍କ ସମ୍ମୁଖରେ ସୋମବାର ରାତିରେ ଗୁଳିମାରି ହତ୍ୟା କରାଯାଇଛି। ସେ ମୋଟର ସାଇକଲରେ ନିଜର ଦୁଇ…
Read More...

ବୁଧବାର ରାଶିଫଳ ( ୨୨/ ୦୭ /୨୦୨୦ )

ମେଷ: ଉଦାର ସ୍ବଭାବର ହେବେ। ଦାନଶୀଳ ହୋଇପାରନ୍ତି। ସୁଖୀ ହେବେ। ଶୋଭନ ବ୍ୟକ୍ତିତ୍ବ ସମ୍ପନ୍ନ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। କୃଷି କାର୍ଯ୍ୟ ଉପରେ ଗୁରୁତ୍ବ ଦେବେ। ପ୍ରେମୀ ଓ ବୁଦ୍ଧିମାନ୍‌ ହେବେ। ଯାନବାହନ…
Read More...

୨୦୧୧ ପରେ ସୁନା ସର୍ବୋଚ୍ଚ ସ୍ତରରେ ସୁନା ଦର, ରୁପା କିଲୋ ୫୫ ହଜାର ଟଙ୍କା

ଭୁବନେଶ୍ବର:​‌ ଦିନକୁ ଦିନ ବଜାରରେ ମହଙ୍ଗା ହେବାରେ ଲାଗିଛି ସୁନା ଏବଂ ରୁପା । ​କରୋନା ଯୋଗୁଁ ବିବାହ ଋତୁ ସହ ଅନ୍ୟାନ୍ୟ ମାଙ୍ଗଳିକ କାର୍ଯ୍ୟ ଉପରେ ଲାଗିଛି କଟକଣା । କରୋନା କଟକଣାରେ ଚଳିତବର୍ଷ ଖୁବ୍‌ କମ୍‌ ବିବାହ…
Read More...

୬ଷ୍ଠ ଦିନରେ ଆମରଣ ଅନଶନ, ଅର୍ଥନୈତିକ ଅବରୋଧ ଆରମ୍ଭ

ସୁନ୍ଦରଗଡ଼ / ହେମଗିର/ଟାଙ୍ଗରପାଲି : ବର୍ଷ ବର୍ଷରୁ ବାଙ୍କିବାହାଲ-ଟପରିଆ ରାସ୍ତା ନିର୍ମାଣ ପାଇଁ ଦାବି ହୋଇ ଆସୁଥିଲେ ହିଁ ଜିଲା ପ୍ରଶାସନ, ରାଜ୍ୟ ସରକାର ଓ ଏମ.ସି.ଏଲ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଇନଥିବାରୁ…
Read More...

ସରକାରୀ-ଘରୋଇ ଭାଗିଦାରୀରେ ଚାଲିବ ଟ୍ରେନ

ଭୁବନେଶ୍ବର : ରେଳ ମନ୍ତ୍ରାଳୟ ଏବେ କେତେକ ରୁଟ୍‌ରେ ଘରୋଇ ଉଦ୍ୟମରେ ଟ୍ରେନ ଚଳାଚଳ ବ୍ୟବସ୍ଥା କରିଛି । ଏହାଛଡା ଆଉ ୧୦୯ଟି ଲାଇନରେ ୧୫୧ଟି ଆଧୁନିକ ଟ୍ରେନ ଚଳାଚଳର ବ୍ୟବସ୍ଥା ଘରୋଇ ଉଦ୍ୟମରେ କରିବାକୁ ପ୍ରୟାସ ଆରମ୍ଭ…
Read More...

ଦିନକରେ ପିଆଜ ୪ ଟଙ୍କା ମହଙ୍ଗା; ଆଳୁ କିଲୋ ୩୨

ଭୁବନେଶ୍ବର:​‌ ବିଗତ ସପ୍ତାହକ ମଧ୍ୟରେ କିଲୋ ପିଛା ୫ ଟଙ୍କା ବୃଦ୍ଧି ଘଟିଥିବା ଆଳୁ ଦର ଧୀରେ ଧୀରେ ଆକାଶଛୁଆଁ ହେବାରେ ଲାଗିଛି । ସୋମବାର କଟକ ଏବଂ ଭୁବ ନେଶ୍ବରରେ ଆଳୁ କି‌େ​‌ଲା ପିଛା ୩୦ ଟଙ୍କା ଛୁଇଁଥିଲା ା ତେବେ…
Read More...

ଭାରତ-ଇରାନ ସମ୍ପର୍କରେ ଫାଟ ନିମନ୍ତେ ଷଡ଼ଯନ୍ତ୍ର: ଚାବାହର ପ୍ରକଳ୍ପରୁ ଭାରତକୁ ବାଦ ଖବରକୁ ଅସ୍ବୀକାର କଲା ଇରାନ

ଇରାନର ଚାବାହାର ରେଳ ପ୍ରକଳ୍ପରୁ ଭାରତକୁ ବାଦ ଦିଆଯାଇ ନାହିଁ । ଏ ସମ୍ପର୍କରେ ଲୋକଙ୍କ ମନରେ ଏକ ଭୁଲ ଧାରଣା ପ୍ରବେଶ କରାଯାଉଛି । କିଛି ଦେଶ ଓ କିଛି ଗଣମାଧ୍ୟମ ଭାରତ-ଇରାନ ସମ୍ପର୍କରେ ଫାଟ ସୃଷ୍ଟି କରିବାକୁ ଉଦ୍ୟମ…
Read More...

ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଐଶ୍ବର୍ଯ୍ୟା ଅର୍ଜୁନ କରୋନା ସଂକ୍ରମିତ

ମୁମ୍ବାଇ : ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଐଶ୍ବର୍ଯ୍ୟା ଅର୍ଜୁନ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏନେଇ ଐଶ୍ବର୍ଯ୍ୟା ନିଜର ସାମାଜିକ ଗଣମାଧ୍ୟମ ସାଇଟ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରି ସୂଚନା ଦେଇଛନ୍ତି।…
Read More...

ବ୍ରାହ୍ମଣୀ ନଦୀରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର

ଦେବଗଡ : ବାରକୋ ଥାନା ଅନ୍ତର୍ଗତ ଝିକିମିକି ଗାଁ ମୁଣ୍ଡ ଦେଇ ଯାଇଥିବା ବ୍ରାହ୍ମଣୀ ନଦୀରୁ ବାରକୋଟ ଥାନା ପୁଲିସ ଆଜି ଜଣେ ବୃଦ୍ଧାଙ୍କର ମୃତଦେହ ଉଦ୍ଧାର କରିଛି। ଉଦ୍ଧାର ହୋଇଥିଭା ବୃଦ୍ଧା ଜଣକ ସୁନ୍ଦରଗଡ ଜିଲା ବଣାଇଁ…
Read More...

ଭିଡ଼ିଓ: ୪ ବର୍ଷର ଶିଶୁ ମାରିଲା ୬ ବଲରେ ୬ ବଡ଼୍ ସଟ୍

ଭାରତରେ କ୍ରିକେଟ ଏକ ଖେଳ ନୁହେଁ, ଏକ ଧର୍ମ ବୋଲି ଅନେକ ମାନନ୍ତି । ପ୍ରାୟ ପ୍ରତ୍ୟେକ ଭାରତୀୟ ନିଜ ଜୀବନରେ କେଉଁଠିନା କେଉଁଠି କ୍ରିକେଟ୍ ଖେଳି ନ ଥିବେ ଏମିତି ଘଟଣା ପ୍ରାୟ ଦୁର୍ଲଭ । ମାତ୍ର କିଛି ପିଲା ଅଛନ୍ତି…
Read More...

ଚେତନ ଭଗତଙ୍କ ଭୟଙ୍କର ଅଭିଯୋଗ: ବିଧୁବିନୋଦ ଚୋପ୍ରାଙ୍କ ଯୋଗୁଁ ମୁଁ ବି ଆତ୍ମହତ୍ୟା କରିଥାଆନ୍ତି

ସୁଶାନ୍ତ ସିଂହ ରାଜପୁତଙ୍କ ରହସ୍ୟମୟ ମୃତ୍ୟୁକୁ ନେଇ ଏବେ ବଲିଉଡ଼ ଦି’ ଫାଳ । ଏଥିପାଇଁ କଙ୍ଗନା ରଣାୱତ, ଶେଖର ସୁମନଙ୍କ ଠାରୁ ଆରମ୍ଭ କରି ବହୁ ବଲିଉଡ଼ ଅଭିନେତା କରଣ ଜୋହର, ସଲମନ ଖାଁ, ମହେଶ ଭଟ୍ଟ, ତାଙ୍କ ଝିଅ ଆଲିଆ…
Read More...

ଲକ୍ ଡାଉନ୍ ସମୟରେ ବିପୁଳ ମାତ୍ରାରେ କଫ ସିରଫ ଓ ନିଶା ବଟିକା ଜବତ : ୩ ଗିରଫ

ସମ୍ବଲପୁର : ଲକ୍ ଡାଉନ୍ ସମୟରେ ସମ୍ବଲପୁର ପୁଲିସ ବିପୁଳ ମାତ୍ରାରେ କଫ୍ ସିରଫ ଓ ନିଶା ବଟିକା ଜବତ କରିବା ସହିତ ୩ ଜଣଙ୍କୁ ଗିରଫ କରିଛି। ସମ୍ବଲପୁର ଜିଲା ପୁଲିସର ସୂଚନା ଅନୁଯାୟୀ, ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା…
Read More...

ଭିଡ଼ିଓ: ପୋଷା କୁକୁରକୁ ଝାମ୍ପି ନେଲା ଚିତାବାଘ

ଉତ୍ତରାଖଣ୍ଡର ନୈନିତାଲ ସହରରେ ଏବେ ଲୋକମାନେ ଘରୁ ବାହାରିବାକୁ ଡ଼ରୁଛନ୍ତି । ଡ଼ରିବା ବି ସ୍ବାଭାବିକ । ସହରରେ ଏକ ଚିତାବାଘ ଘୂରିବୁଲୁଛି ଓ କେତେବେଳେ କାହାକୁ ଆକ୍ରମଣ କରିବ ତାହାର ଇୟତ୍ତା ନାହିଁ । ନିକଟରେ ଜଣେ…
Read More...

ଚୀନ ସୀମା ଜଗିବ ନୌସେନାର ମିଗ୍ ୨୯ ବୋମାବର୍ଷୀ ଲଢ଼ୁଆ ବିମାନ

ଭାରତ-ଚୀନ ବିବାଦ ମଧ୍ୟରେ ନୌସେନାର ମିଗ୍ ୨୯କେ ଲଢ଼ୁଆ ବିମାନ ଜଗିବ ଭାରତ ସୀମା । ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଭାରତୀୟ ସେନା । ମିଳିଥିବା ସୂଚନା ଅନୁସାରେ ଲାଦଖରେ ପ୍ରଥମରୁ ନୌସେନାର ପି-୮୧ ବିମାନ ଭାରତ…
Read More...

ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅବ୍ୟବସ୍ଥା : ଭାରପ୍ରାପ୍ତ ଅଧିକାରୀଙ୍କ ପରିବର୍ତ୍ତନ ଦାବି

ଖୁଣ୍ଟା : ଖୁଣ୍ଟା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅବ୍ୟବସ୍ଥା ଲାଗି ରହିଥିବା ସମ୍ପର୍କରେ ମଙ୍ଗଳବାର ସ୍ଥାନୀୟ ଜନ ସାଧାରଣ ଜିଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ଉଦେଶ୍ୟରେ ଏକ ଲିଖିତ ଅଭିଯୋଗ ଉଦଳାର କପ୍ତିପଦା ଉପଖଣ୍ଡ…
Read More...

କରୋନା ଭୟ: ଅମରନାଥ ଯାତ୍ରା ବନ୍ଦ କଲେ କେନ୍ଦ୍ର ସରକାର

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ବାବା ବର୍ଫାନୀଙ୍କ ଅମରନାଥ ଯାତ୍ରାକୁ କେନ୍ଦ୍ର ସରକାର ରଦ୍ଦ କରିଛନ୍ତି । ଏହି ଯାତ୍ରା ଜୁଲାଇ ୨୧ରୁ ଆରମ୍ଭ ହୋଇ ୫ ଅଗଷ୍ଟ ପର୍ଯ୍ୟନ୍ତ ଚାଲିଥାଆନ୍ତା । ଚଳିତ ବର୍ଷ ୪୨…
Read More...

ଆଗାମୀ ଦିନରେ କରୋନା ଚ୍ୟାଲେଞ୍ଜକୁ ସାମ୍ନା କରିବା ପାଇଁ ପଡିବ : ଧର୍ମେନ୍ଦ୍ର ପ୍ରଧାନ

- ଲୋକଙ୍କ ଜୀବନଜୀବିକାକୁ ଗୁରୁତ୍ୱ ଦେଇ ଆଗକୁ ବଢିବାକୁ ପଡିବ - କରୋନା ସଚେତନତା ବାର୍ତା ସବୁଠୁ ତଳ ସ୍ତରରେ ପହଁଚୁ - ଭୟଭୀତ ନହୋଇ କରୋନାର ମୁକାବିଲା କରିବା ଜରୁରୀ ନୂଆଦିଲ୍ଲୀ/ଭୁବନେଶ୍ୱର : କରୋନା ସଚେତନତା…
Read More...

ପାନ, ଗୁଟଖା, ଖଇନୀ, ବିଡ଼ି, ସିଗାରେଟ ବିକ୍ରି ଓ ବ୍ୟବହାର ବର୍ଷକ ପାଇଁ ବନ୍ଦ

୨୦୨୧ ମସିହା ପର୍ଯ୍ୟନ୍ତ ଝାଡ଼ଖଣ୍ଡରେ ବିକ୍ରି ହେବ ନାହିଁ ପାନ, ବିଡ଼ି, ସିଗାରେଟ, ଗୁଟଖା, ଖଇନି କି ଜର୍ଦା । ରାଜ୍ୟ ସରକାର ଏଥିନେଇ ନିର୍ଦେଶନାମା ଜାରି କରିଛନ୍ତି । ଏହି ନିର୍ଦେଶନାମା ୨୦୨୧ ଜୁଲାଇ ୨୭…
Read More...

ଡ଼ିସେମ୍ବର ସୁଦ୍ଧା ଭାରତରେ ମିଳିବ କରୋନା ଟୀକା, ଗୋଟିକୁ ୧ ହଜାର ଟଙ୍କା

କରୋନା ସଂକ୍ରମଣର ବିପଜ୍ଜନକ ସ୍ଥିତି ମଧ୍ୟରେ ଆସିଛି ଭଲ ଖବର । କରୋନା ଟୀକା ଉପରେ ଗବେଷଣା କରୁଥିବା କମ୍ପାନୀ ଆସନ୍ତା ଡ଼ିସେମ୍ବର ମାସ ମଧ୍ୟରେ ଭାରତରେ କରୋନା ଟୀକା ଉପଲବ୍ଧ ହେବ ବୋଲି ସୂଚନା ଦେଇଛନ୍ତି ।…
Read More...

୧୭୫ କିଲୋ ଗଞ୍ଜେଇ ଜବତ, ୨ଗିରଫ

ମାଲକାନଗିରି : ମାଲକାନଗିରି ଜିଲା ଓରକେଲ ପୁଲିସକୁ ମିଳିଛି ବଡ଼ ସଫଳତା। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତି ୯.୩୦ ସମୟରେ ଏସଆଇ ମିଲନ ମଜୁମଦାର ଏକ ଟିମ୍ ଯୋଗେ ଚିତ୍ରକୋଣ୍ଡା ଛକ ନିକଟରେ ପାଟ୍ରୋଲିଂ କରୁଥିବା…
Read More...

ଭୁବନେଶ୍ବରରେ ଆଦିତ୍ୟ-ଅଶ୍ବିନୀ ହସ୍ପିଟାଲ ପକ୍ଷରୁ ସ୍ଥାପନ ହେବ କୋବିଦ ଡ଼ାକ୍ତରଖାନା

ଭୁବନେଶ୍ବର: କରୋନା ମୁକାବିଲା ଲାଗି ସରକାର ପୁଣି ନେଇଛନ୍ତି ଏକ ବଡ଼ ପଦକ୍ଷେପ । କଟକ ଓ ଖୋର୍ଧା ଜିଲାରେ ବସ୍ତି ଉପରେ ଅଧିକ ଫୋକସ କରିବା ସହ ଅତିରିକ୍ତ ୩୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।  ମୁଖ୍ୟମନ୍ତ୍ରୀ ନବୀନ…
Read More...

ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ ମଧ୍ୟ ୫ ମାସ ପାଇଁ ମାଗଣା ଚାଉଳ ଓ ଡାଲି ପାଇବେ

ଭୁବନେଶ୍ବର : କରୋନା ସଂକ୍ରମଣ ଏବଂ ତଦ୍‌ଜନିତ ଲକ୍‌ଡାଉନ ଓ ସଟ୍‌ଡାଉନ ଗରିବ ଲୋକଙ୍କ ଜୀବିକା ଉପରେ ବିଶେଷ ପ୍ରଭାବ ପକାଇଛି। ତେଣୁ ଗରିବ ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ…
Read More...

ଡ଼ାକ୍ତରଙ୍କ ଅବସର ବୟସ ୬୨ରୁ ୬୫କୁ ବୃଦ୍ଧି

ଭୁବନେଶ୍ବର-କଟକ କୋଭିଡ ପରିସ୍ଥିତି ନିୟନ୍ତ୍ରଣାଧୀନ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଦୁଇ ଜିଲ୍ଲାକୁ ୩୦ କୋଟି ମଞ୍ଜୁର ଦୁଇ ସହରର ବସ୍ତି ଉପରେ ଅଧିକ ଗୁରୁତ୍ବ ଦେବାକୁ ନିର୍ଦେଶ ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ…
Read More...

ରାଜ୍ୟରେ ସୁସ୍ଥ ହେଲେ ଆଉ ୪୦୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ ମଙ୍ଗଳବାର ଆଉ ୪୦୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆରୋଗ୍ୟ ଲାଭ କରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୩୦୯କୁ ବୃଦ୍ଧି ପାଇଛି। ଆଜି ଆରୋଗ୍ୟ ଲାଭ କରିଥିବା ଆକ୍ରାନ୍ତଙ୍କ…
Read More...

ବିଜୟଙ୍କୁ ଶ୍ରଦ୍ଧାଞ୍ଜଳି: ବାଲୁକା କଳାରେ ସୁଦର୍ଶନ ଦେଲେ ବିରଳ ବିଦାୟ

ଓଡ଼ିଆ ଚଳଚିତ୍ର ଓ ମନୋରଞ୍ଜନ ଜଗତର ଏକ ସ୍ପର୍ଧିତ ନାଁ ହେଉଛନ୍ତି ବିଜୟ ମହାନ୍ତି । ୭୦ ବର୍ଷ ବୟସରେ ଗତକାଲି ସନ୍ଧ୍ୟାରେ ତାଙ୍କର ପରଲୋକ ଘଟିଛି । ମଙ୍ଗଳବାର ଭୁବନେଶ୍ବର ସତ୍ୟନଗର ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର…
Read More...

ପାଣ୍ଠି ପାଇଁ ପିସି; ପାଣ୍ଠି ପାଇଁ ଆଣ୍ଠେଇଛି ବିକାଶ

ବଲାଙ୍ଗିର: ପଶ୍ଚିମ ଓଡିଶା ବିକାଶ ପରିଷଦ ବଲାଙ୍ଗିର ଜିଲାରେ ସାଜିଛି ପଶ୍ଚିମ ଓଡିଶା ବିନାଶ ପରିଷଦ। ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ଅନୁଦାନ ଦେଉଛନ୍ତି କିନ୍ତୁ ଏହି ପାଣ୍ଠିରେ ହେଉଥିବା କାମ…
Read More...

ସୁମିତ ଦେବ ଜାତୀୟ ଖଣିଜ ବିକାଶ ନିଗମ (ଏନଏମଡ଼ିସି) ଅଧ୍ୟକ୍ଷ ନିଯୁକ୍ତ

ନୂଆଦିଲ୍ଲୀ: ଜାତୀୟ ଖଣିଜ ବିକାଶ ନିଗମ (ଏନଏମଡ଼ିସି) ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ଭାବରେ ମଙ୍ଗଳବାର ସୁମିତ୍ ଦେବଙ୍କୁ ନିଯୁକ୍ତି ଦିଆଯାଇଛି । କେନ୍ଦ୍ର ସରକାରଙ୍କ କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ…
Read More...

ଇଡ଼ି ଫାଶରେ ଯୋଧପୁର ବିଶ୍ବବିଦ୍ୟାଳୟ ପୂର୍ବତନ ଅଧ୍ୟକ୍ଷ: ୧୩ କୋଟି ଟଙ୍କାର ସମ୍ପତ୍ତି ଜବତ

ନୂଆଦିଲ୍ଲୀ:   ନକଲି ଡିଗ୍ରୀ ପ୍ରଦାନ ଓ ଅର୍ଥ ହେରଫେର ମାମଲାରେ  ମାମଲାରେ ଯୋଧପୁର ଜାତୀୟ ବିଶ୍ୱବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ କମଲ ମେହେଟ୍ଟାଙ୍କ ସମ୍ପତ୍ତି ପ୍ରାୟ ୧୩ କୋଟି ଟଙ୍କା ସମ୍ପତ୍ତି ଜବତ କରିଛି ପ୍ରବର୍ତନ…
Read More...

ୟୁଏଇରେ ଆଇପିଏଲ୍ ନିମନ୍ତେ ସରକାରଙ୍କ ଅନୁମତି ଲୋଡ଼ିବ ବିସିସିଆଇ

ନୂଆଦିଲ୍ଲୀ: ସଂଯୁକ୍ତ ଆରବ ଏମିରେଟ୍ସରେ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ରେ ଆୟୋଜନ କରିବାକୁ ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) ସରକାରୀ ଅନୁମତି ମାଗିବ । ଆଇପିଏଲ୍ ମୁଖ୍ୟ  ବ୍ରିଜେଶ ପଟେଲ ମଙ୍ଗଳବାର ଏ…
Read More...

ପୁଣି ଲଜ୍ଜା : ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ଅଭିଯୋଗ

କୋରାପୁଟ : କୋରାପୁଟ ଜିଲା କୋଟପାଡ ବ୍ଲକ ଚିତ୍ରା ପଞ୍ଚାୟତର ବାଗଞ୍ଚୁଅ ଗ୍ରାମରେ ଗତକାଲି କିଛି ଦୁର୍ବୃତ୍ତ ଜଣେ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣାର ପ୍ରକୃତ କାରଣ ଜଣା…
Read More...

ମାଟି ତଳୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର

ଲହୁଣପଡା : ସୁନ୍ଦରଗଡ଼ ଜିଲା ଲହୁଣପଡା ବ୍ଲକ ଅନ୍ତର୍ଗତ ଫୁଲଝର ପଞ୍ଚାୟତର ଉପର ଗିନିଆ ଗ୍ରାମରୁ ଆଜି ମାଟି ଖୋଳି ଜଣେ ମହିଳାଙ୍କ ଗଳିତ ମୃତଦେହକୁ ପୁଲିସ ଉଦ୍ଧାର କରିଛି। ସୂଚନା ଯୋଗ୍ୟ ଯେ, ଉପର ଗିନିଆ ଗ୍ରାମର ବିର୍ସା…
Read More...

କଟକରୁ ଆଉ ୩୨ କରୋନା ଆକ୍ରାନ୍ତ ଚିହ୍ନଟ

କଟକ : କଟକରୁ ଆଜି ଆଉ ୩୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୫ଟି ଲୋକାଲ କେସ୍ ସମେତ ଅନ୍ୟ ୨୬ ସଂଗରୋଧ (ସରକାରୀ ସଂଗରୋଧ କେନ୍ଦ୍ରରୁ ୫ ଜଣ ଓ ହୋମ କ୍ୱାରେଣ୍ଟାଇନରୁ ୨୧ ଜଣ)ରୁ…
Read More...

ଭାତ ଗାଳୁଥିବାବେଳେ ନିଆଁରେ ପୋଡି ମହିଳା ମୃତ

ଦେବଗଡ :ଦେବଗଡ ଥାନା ଅନ୍ତର୍ଗତ ସାମନ୍ତ୍ରାପାଲି ଗ୍ରାମରେ ଗତକାଲି ରାତ୍ରିରେ ଭାତ ଗାଳୁଥିବା ସମୟରେ ନିଆଁରେ ପୋଡି ଜଣେ ମହିଳାଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ ସାମନ୍ତ୍ରାପାଲି ଗ୍ରାମର ବୁଧିଆ…
Read More...

କ୍ରମାଗତ ୧୦୦ ଦିନରେ ପହଞ୍ଚିଲା ‘ଟିମ୍ ସିଲଭର ସିଟି’ କଟକର ନିରୀହ ବୁଲା ଗାଈ ଗୋରୁ, କୁକୁରଙ୍କୁ ଖାଦ୍ୟ ଯୋଗାଣ ଅଭିଯାନ

କଟକ: କ୍ରମାଗତ ୧୦୦ ଦିନରେ ପହଞ୍ଚିଛି ‘ଟିମ୍ ସିଲଭର ସିଟି’ କଟକର ନିରୀହ ବୁଲା ଗାଈ ଗୋରୁ, କୁକୁରଙ୍କୁ ଖାଦ୍ୟ ଯୋଗାଣ ଅଭିଯାନ।ଲକଡାଉନର କିଛି ଦିନ ପର ଠାରୁ ‘ଟିମ୍ ସିଲଭର ସିଟି’ କଟକର ସଦସ୍ୟ ମାନେ ପ୍ରତିଦିନ ସହରର…
Read More...

ସମ୍ବଲପୁରରେ ୧୦ ଦିନିଆ ସଟ୍‌ଡାଉନ୍‌

ସମ୍ବଲପୁର : ଆସନ୍ତାକାଲିଠାରୁ ସମ୍ବଲପୁର ଜିଲାକୁ ସଟ୍‌ଡାଉନ୍‌ କରାଯାଇଛି । ଜିଲାରେ ଆସନ୍ତା ୧୦ ଦିନ ପାଇଁ ସଟ୍‌ଡାଉନ୍ ‌ନିୟମ ଲାଗୁ ହେବ । ୨ଟି ପର୍ଯ୍ୟାୟରେ ଜିଲାରେ ସଟ୍‌ଡାଉନ୍‌ ନିୟମ ଲାଗୁ କରାଯିବ ବୋଲି ଜିଲାପାଳ…
Read More...

ସତ୍ୟନଗର ଶ୍ମଶାନରେ ଶେଷହେଲା ବିଜୟଙ୍କ ଶେଷକୃତ୍ୟ

ଭୁବନେଶ୍ବର : ବରିଷ୍ଠ ଅଭିନେତା ବିଜୟ ମହାନ୍ତଙ୍କର ଶେଷକୃତ୍ତ୍ୟ ଭୁବନେଶ୍ବର ସତ୍ୟନଗର ଶ୍ମଶାନରେ ସଂପନ୍ନ ହୋଇଛି। କୋଭିଡ କଟକଣା ପାଇଁ ମାତ୍ର ଅଳ୍ପକେତେ ଜଣ ଲୋକଙ୍କ ସମାଗମରେ ବିଜୟଙ୍କ ଶେଷକୃତ୍ୟ କରାଯାଇଛି। ବିଜୟଙ୍କ…
Read More...

କଂଗ୍ରେସ-ବିଜେପି ‘ଟ୍ବିଟ୍’ ଯୁଦ୍ଧ: ’ଉପଲବ୍ଧି’କୁ ନେଇ ରାହୁଳଙ୍କୁ ନିଶାଣ କଲେ ଜାଭେଦକର

ରାଜସ୍ଥାନର ରାଜନୈତିକ ଦ୍ବନ୍ଦ୍ବଯୁଦ୍ଧ ମଧ୍ୟରେ କଂଗ୍ରେସ-ବିଜେପି ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଥମୁନାହିଁ । କଂଗ୍ରେସ ନେତା ରାହୁଳ ଗାନ୍ଧୀ ପ୍ରତିଦିନ ମୋଦୀ ସରକାରଙ୍କୁ କୌଣସିନା କୌଣସି ପ୍ରସଙ୍ଗରେ ସମାଲୋଚନା…
Read More...

ମାଲକାନଗିରି ଜିଲାରେ ଅନ୍ଧବିଶ୍ବାସର କରୁଣ ଚିତ୍ର, କରୋନାରୁ ବର୍ତ୍ତିବା ପାଇଁ ଶିଶୁଙ୍କୁ ଦିଆଯାଉଛି ଦେଶୀ ରନ୍ଧା ମଦ

ମାଲକାନଗିରି : ପୁଣି ମାଲକାନଗିରି ଜିଲାରେ ଅନ୍ଧବିଶ୍ବାସର ଏକ କରୁଣ ଚିତ୍ର ସାମ୍ନାକୁ ଆସିଛି। ମହାମାରୀ କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ଛୋଟ ଛୋଟ ଶିଶୁମାନଙ୍କୁ ଦେଶୀ ରନ୍ଧା ମଦ ପିଇବାକୁ ଦିଆଯାଉଥିବାର ଏକ ଭିଡିଓ…
Read More...

ଭୋକିଲା ସିଂହ ଛୁଆକୁ ସିମ୍ପାଞ୍ଜି ପିଆଇଲା କ୍ଷୀର

ସୋସିଆଲ ମିଡ଼ିଆରେ କିଛିଦିନ ତଳେ ଆଇଏଫ୍ଏସ୍ ଅଧିକାରୀ ସୁଶାନ୍ତ ନନ୍ଦ ଗୋଟିଏ ଗୁଣ୍ଡୁଚି ମୂଷା ହାତ ହଲାଇ ଲୋକଙ୍କୁ ପାଣି ପିଇବାକୁ ମାଗୁଥିବା ଦୃଶ୍ୟ ପୋଷ୍ଟ କରିଥିଲେ । ମାତ୍ର କେଇ ମିନିଟ୍ ମଧ୍ୟରେ ଏହା ଭାଇରାଲ…
Read More...

ଶେଷଯାତ୍ରାରେ ବିଜୟ

ଭୁବନେଶ୍ବର : ବିଜୟ ମହାନ୍ତି ଓଡିଆ ଚଳିଚିତ୍ର ଜଗତର  ଏକ ସ୍ପର୍ଦ୍ଧିତ ଉଚ୍ଚାରଣ। କଳାର କିମ୍ବଦନ୍ତୀ ପୁରୁଷ। ଯୁବ କଳାକାରଙ୍କ ପ୍ରେରଣାର ଉତ୍ସ ସହ ଜଣେ ଦରଦୀ ମଣିଷ ଥିଲେ ବିଜୟ ମହାନ୍ତି। ଗତକାଲି ଭୁବନେଶ୍ବରର ଏକ ଘରୋଇ…
Read More...

‘ସମାଜ’କୁ ପ୍ରଥମ ଓଡ଼ିଆ ସମ୍ବାଦପତ୍ର ଡ଼ୋମେନ ମାନ୍ୟତା- ’ସମାଜ (ଡ଼ଟ୍) ଭାରତ’

ଭୁବନେଶ୍ଵର: ଶତାୟୁ ଓଡ଼ିଆ ସମ୍ବାଦପତ୍ର ‘ସମାଜ’କୁ ମିଳିଛି ଆଉ ଏକ ମାନ୍ୟତା । ‘ସମାଜ.ଭାରତ’ ପ୍ରଥମ ଓଡ଼ିଆ ଡ଼ୋମେନ ମାନ୍ୟତା ପାଇଛି । ଓଡ଼ିଆ ସହ ବଙ୍ଗଳା, ଦେବନାଗରୀ, ଗୁଜୁରାଟୀ, ଗୁରୁମୁଖୀ, କନ୍ନଡ଼, ମାଲୟଲୀ, ତାମିଲ…
Read More...

ଭୟଙ୍କର ହେଉଛି ସ୍ଥିତି : ଦେଶରେ୨୮ ହଜାର ଟପିଲା ମୃତ୍ୟୁ ସଂଖ୍ୟା, ୨୪ ଘଣ୍ଟା ମଧ୍ୟରେ ୩୭ହଜାର ୧୪୮ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ ଭୟଙ୍କର ହେଉଛି କରୋନା ସ୍ଥିତି। ଦିନକୁ ଦିନ ଏହା ଅଣାୟତ ହୋଇ ଚାଲିଛି । ପ୍ରତିଦିନ ହୁ ହୁ ହୋଇ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଏହାରି ମଧ୍ୟରେ…
Read More...

ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ ପରଲୋକ; ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୋକ

ଭୋପାଳ : ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କର ପରଲୋକ ହୋଇଯାଇଛି । ଅସୁସ୍ଥତା ହେତୁ ଗତମାସରୁ ତାଙ୍କୁ ଉତ୍ତରପ୍ରଦେଶର ଲକ୍ଷ୍ନୌ ସ୍ଥିତି ମେଦାନ୍ତ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ…
Read More...

ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ପ୍ରିୟବ୍ରତ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ବର : ଅବସରପ୍ରାପ୍ତ ବରିଷ୍ଠ ଆଇଏଏସ୍ ଅଧିକାରୀ ପ୍ରିୟବ୍ରତ ପଟ୍ଟନାୟକଙ୍କ ପରଲୋକ ଘଟିଛି । ମୁମ୍ବଇରେ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ସକାଳ ୭.୩୦ ସମୟରେ ୬୭ବର୍ଷ ବୟସରେ ପ୍ରିୟବ୍ରତଙ୍କ ପରଲୋକ ଘଟିଛି ବୋଲି…
Read More...

ଫାଟିଲା ଗ୍ୟାସ ଟାଙ୍କି: ନିଆଁରେ ପୋଡ଼ିଗଲା ୨୭ ବଖରା, ୧୯ ପରିବାର ବାସହରା

କେନ୍ଦ୍ରାପଡ଼ା/ମହାକାଳପଡ଼ା : କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାଜଗଡ଼ ପଞ୍ଚାୟତର ନିଆମତପୁର ଗ୍ରାମରେ ସୋମବାର ଭୟାବହ ଅଗ୍ନିକାଣ୍ଡ ଘଟି ୧୯ ପରିବାରର ୨୭ ବଖରା ଜଳି ପାଉଁଶ ହୋଇଯାଇଛି। ନଗଦ ଟଙ୍କା ଓ ସୁନାଗହଣା ସହ…
Read More...

ଟୋକିଓ ଅଲିମ୍ପିକ୍‍ସରେ ପଦକ ଜିତିବା ଭାରତ ପାଇଁ ବଡ଼ ସୁଯୋଗ : ସର୍ଦ୍ଦାର ସିଂହ

ନୂଆଦିଲ୍ଲୀ : ଟୋକିଓ ଅଲିମ୍ପିକ୍‍ସ -୨୦୨୧ କାଉଣ୍ଟଡାଉନ୍‍ ଆରମ୍ଭ ହୋଇଛି। ଭାରତୀୟ ପୁରୁଷ ଓ ମହିଳା ଦଳ ଏଥିନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଜୁଲାଇ ୨୩ରୁ ବେଙ୍ଗାଲୁରୁସ୍ଥିତ ସାଇ ସେଣ୍ଟରରେ ଉଭୟ ଦଳ ଅଭ୍ୟାସ ଆରମ୍ଭ…
Read More...

ମାଡ଼ି ଚାଲିଛି ମହାମାରୀ: ମୁକୁଳା ଯୁଦ୍ଧକ୍ଷେତ୍ର, ବିନା ଅସ୍ତ୍ରେ ମୁକାବିଲା

କୋରାପୁଟ : ମାଳଭୂମିରେ ମାଡ଼ି ଚାଲିଛି ମହାମାରୀ। ମାର୍ଚ୍ଚ ମାସ ଶେଷ ସପ୍ତାହ ଆଡ଼କୁ ଗୋଟିଏ ଦୁଇଟି ମାମଲାରୁ ଆରମ୍ଭ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ଏବେ ଚାରିଗୋଟି ଆଦିବାସୀ ଅଧ୍ୟୁଷିତ ଜିଲାରେ ପ୍ରାୟ ହଜାରେ ଛୁଇଁଲାଣି।…
Read More...

୨୦୨୧ ଟୋକିଓ ଅଲିମ୍ପିକ୍‍ସ ସପକ୍ଷରେ ୨୪% ଜାପାନୀ

ଟୋକିଓ : ଚଳିତବର୍ଷ ଜାପାନ ରାଜଧାନୀ ଟୋକିଓରେ ହେବାକୁ ଥିବା ଗ୍ରୀଷ୍ମକାଳୀନ ଅଲିମ୍ପିକ୍‍ସ କୋଭିଡ୍‍-୧୯ ସଂକ୍ରମଣ ଦ୍ୱାରା ପ୍ରଭାବିତ ହୋଇଛି। ଏହି ଅଲିମ୍ପିକ୍‍ସକୁ ବର୍ଷେ ଘୁଞ୍ଚାଇ ଦିଆଯାଇଛି। ଟୋକିଓ ଅଲିମ୍ପିକ୍‍ସ…
Read More...

କମୁଛି ବ୍ୟାଙ୍କ ସୁଧହାର, ବଢ଼ୁଛି ଜମାକାରୀଙ୍କ ଚିନ୍ତା

ଭୁବନେଶ୍ବର :​ କୋଭିଡ୍‌-୧୯ ପରିପ୍ରେକ୍ଷୀରେ ଦେଶର ଆର୍ଥିକ ସ୍ଥିତି ବିଶେଷ ଭାବେ ପ୍ରଭାବିତ ହେବାରେ ଲାଗିଲାଣି । ଚାହିଦାରେ ହ୍ରାସ ଯୋଗୁ ଅନେକ କ୍ଷେତ୍ରରେ ଏବେ କାରବାର ମନ୍ଥର ହୋଇପଡିଛି । ମାନ୍ଦା ପଡିଯାଇଥିବା ଦେଶର…
Read More...

ସୁସ୍ଥ ବ୍ୟକ୍ତିଙ୍କ ଅନୁଭୂତି କରୋନାକୁ ଡରନା , କରୋନାକୁ ହରାଇଲେ ୯୫ ବର୍ଷୀୟ ବୃଦ୍ଧ

ସୋରଡ଼ା/ ଭୁବନେଶ୍ବର : କରୋନାକୁ ମାତ ଦେଇଛନ୍ତି ଗଞ୍ଜାମ ଜିଲାର ଜଣେ ୯୫ ବର୍ଷୀୟ ବୃଦ୍ଧ। ଟାଟା କୋଭିଡ ଡାକ୍ତରଖାନାରେ ଚିକିତ୍ସିତ ହୋଇ ସେ ଘରକୁ ଫେରିଛନ୍ତି। ଦୃଢ ମନୋବଳ ଓ ଠିକଣା ସମୟରେ ଚିକିତ୍ସା ସେବା ପାଇଲେ ଜଣେ…
Read More...

ଆଜି ପୁଣି ଶୁଣାଣି , ‘ବାଚସ୍ପତିଙ୍କ କାର୍ଯ୍ୟ ଉପରେ ହସ୍ତକ୍ଷେପ ଅଧିକାର ହାଇକୋର୍ଟର ନାହିଁ’

ଜୟପୁର : ବିଦ୍ରୋହୀ ବିଧାୟକଙ୍କ ସଭ୍ୟପଦ ରଦ୍ଦ ହେବା ନେଇ ନୋଟିସ ଜାରି ସଂକ୍ରାନ୍ତ ମାମଲା ହାଇକୋର୍ଟରେ ବିଚାରାଧୀନ ଥିବାବେଳେ ନିଜର ମତ ରଖିଛନ୍ତି ବାଚସ୍ପତିି ସି.ପି ଜୋଷୀ। ବର୍ତ୍ତମାନ ପରିପ୍ରେକ୍ଷୀରେ କୋର୍ଟଙ୍କର…
Read More...

ଗୁଣକାରୀ ହଳଦୀ ତେଲ

ଭାରତର କେତେକ ପ୍ରାନ୍ତରେ ହଳଦୀ ତେଲ ରନ୍ଧା ଖାଦ୍ୟକୁ ପ୍ରାଥମିକତା ଦିଆଯାଇଥାଏ। ଆଜିକାଲି ବଜାରରେ ବିଭିନ୍ନ କମ୍ପାନୀର ତେଲ ମିଳୁଛି। ସେସବୁ ତୁଳନାରେ ହଳଦୀ ତେଲ ଅଧିକ ଉପଯୋଗୀ। - ବିଶେଷଜ୍ଞଙ୍କ ମତରେ ଶୁଦ୍ଧ ହଳଦୀରେ…
Read More...

ପୁଣି ଆସିବ ଟାଇଗର୍‌

କରୋନା ଭାଇରସ୍‌ ଟିକା ଯଥାଶୀଘ୍ର ପ୍ରସ୍ତୁତ ହେବାକୁ ସମସ୍ତେ ଚାତକ ପରି ଅପେକ୍ଷା କରି ରହିଛନ୍ତି। ବଲିଉଡ ମଧ୍ୟ ଏଇ ସମୟରେ ହାତ ବାନ୍ଧି ବସିଛି। କେତୋଟି ସଂସ୍ଥା ୱାର୍କ-ଫ୍ରମ୍ ହୋମ୍ କରୁଥିବାବେଳେ ଏଇ ଜରିଆରେ ଭଲଭାବେ…
Read More...

ଗଡ଼ିବ ଘରୋଇ ରେଳ; ୨୦୨୩ ସୁଦ୍ଧା ହେବ କାର୍ଯ୍ୟକ୍ଷମ

ଭାରତୀୟ ରେଳବାଇ ପ୍ରତି ଥିବା ଦେଶବାସୀଙ୍କ ଧାରଣାକୁ ପରିବର୍ତ୍ତନ ପାଇଁ କିଛିଦିନ ତଳେ ରେଳମନ୍ତ୍ରୀ ପୀୟୂଷ ଗୋୟଲ୍ ଭାରତୀୟ ରେଳବାଇକୁ ଆହ୍ବାନ ଦେଇଛନ୍ତି। ସ୍ବାଧୀନତାର ଏତେ ବର୍ଷ ପରେ ମଧ୍ୟ ଆମ…
Read More...